< John 15 >

1 I am the true vine; and my Father is the husbandman.
“ମୁଇ ଅଇଲିନି ସତ୍‌ ଅଙ୍ଗୁର୍‌ ମାଲ୍‌ ଆରି ମର୍‌ ବାବା ଅଇଲାନି ଚାସି ।
2 Every branch in me, that beareth not fruit, he will take away: and every one that beareth fruit, he will purge it, that it may bring forth more fruit.
ମର୍‌ଟାନେ ରଇବା ପିଲ୍‌କା ମାଲେ ପଲ୍‌ ନ ଦାର୍‌ଲେ, ସେ କାଟି ପାକାଇସି । ଆରି ଜନ୍‌ ମାଲେ ପଲ୍‌ ଦାର୍‌ସି ସେ ମାଲ୍‌ ଅଦିକ୍‌ ପଲ୍‌ ଦାର୍‌ବାକେ ପରିଚଲ୍‌ କର୍‌ସି ।
3 Now you are clean by reason of the word, which I have spoken to you.
ମର୍‌ତେଇ ଅନି ପାଇରଇବା ସିକିଆଇ ଅନି ତମେ ପରିଚଲ୍‌ ଅଇସାରି ଆଚାସ୍‌ ।
4 Abide in me, and I in you. As the branch cannot bear fruit of itself, unless it abide in the vine, so neither can you, unless you abide in me.
ତମେ ମର୍‌ସଙ୍ଗ୍‌ ମିସିକରି ରୁଆ । ସେନ୍ତି ବଇଲେ ମୁଇ ମିସା ତମର୍‌ ସଙ୍ଗ୍‌ ରଇବି । କେନ୍ଦା ଜଦି ବୁନ୍ଦ୍‌ସଙ୍ଗ୍‌ ମିସିକରି ନ ରଇଲେ ନିଜେ ପଲ୍‌ ନ ଦାରେ, ସେନ୍ତି ତମେ ମିସା ମର୍‌ତେଇ ମିସି ନ ରଇଲେ, ପଲ୍‌ ଦାରିନାପାରାସ୍‌ ।”
5 I am the vine: you the branches: he that abideth in me, and I in him, the same beareth much fruit: for without me you can do nothing.
“ମୁଇ ଅଇଲିନି ମୁଲ୍‌ ଅଙ୍ଗୁର୍‌ ମାଲ୍‌, ତମେ ଅଇଲାସ୍‌ନି ପିଲ୍‌କା ମାଲ୍‌ । ଜେ ମର୍‌ତେଇ ରଇସି ଆରି ମୁଇ ଜାର୍‌ତେଇ ରଇବି ସେ ବେସି ପଲ୍‌ ଦାର୍‌ସି, କାଇକେ ବଇଲେ ମକେ ଚାଡିକରି ତମେ କାଇଟା କରି ନାପାରାସ୍‌ ।
6 If any one abide not in me, he shall be cast forth as a branch, and shall wither, and they shall gather him up, and case him into the fire, and be burneth.
ଜେ ମର୍‌ତେଇ ନ ରଏ, ତାକେ ଗଟେକ୍‌ ଗର୍‌ଣ୍ଡି କରି ପିଙ୍ଗ୍‌ଲା ମାଲ୍‌ପାରା ବାଇରେ ପିଙ୍ଗି ଦେବାଇ ଆରି ସେଟା ସୁକି ଜାଇସି । ଏନ୍ତାରି ମାଲ୍‌ମନ୍‌କେ ଟୁଲିଆଇ ଜଇତେଇ ପିଙ୍ଗି ଦେବାଇ ଆରି ସେଟା ପଡି ଜାଇସି ।
7 If you abide in me, and my words abide in you, you shall ask whatever you will, and it shall be done unto you.
ଜଦି ତମେ ମର୍‌ସଙ୍ଗ୍‌ ମିସିକରି ରଇସା ଆରି ମର୍‌ ବାକିଅ ତମର୍‌ ମନେ ରଇସି, ତମେ ମନ୍‌କରି କାଇ ବିସଇ ମାଙ୍ଗ୍‌ସା ବଇଲେ ସେଟା ମିଲାଇସା ।
8 In this is my Father glorified; that you bring forth very much fruit, and become my disciples.
ତମେ ବେସି ପଲ୍‌ ଦାର୍‌ଲେ, ମର୍‌ ବାବା ଡାକ୍‌ପୁଟା ପାଇସି, ଆରି ଇତିଅନି ତମେ ମର୍‌ ସତ୍‌ ସିସ୍‌ମନ୍‌ ବଲି ଜାନ୍‌ବାଇ ।
9 As the Father hath loved me, I also have loved you.
ମର୍‌ ବାବା ଜେନ୍ତି ମକେ ଆଲାଦ୍‌ କଲା ଆଚେ, ସେନ୍ତି ମୁଇ ମିସା ତମ୍‌କେ ଆଲାଦ୍‌ କଲିନି । ମର୍‌ ଆଲାଦେ ତବିର୍‌ ଅଇରୁଆ ।
10 If you keep my commandments, you shall abide in my love; as I also have kept my Father’s commandments, and do abide in his love.
୧୦ମୁଇ ଜେନ୍ତି ମର୍‌ ବାବାର୍‌ ଆଦେସ୍‌ ମାନିକରି ତବିର୍‌ ଅଇଆଚି । ସେନ୍ତି ତମେ ମର୍‌ ଆଦେସ୍‌ ମାନ୍‌ସା ବଇଲେ ମର୍‌ ଆଲାଦେ ତବିର୍‌ ଅଇକରି ରଇସା ।”
11 These things I have spoken to you, that my joy may be in you, and your joy may be filled.
୧୧“ଜେନ୍ତିକି ମର୍‌ ସାର୍‌ଦା ତମର୍‌ ଟାନେ ରଇକରି, ସେ ସାର୍‌ଦା ପୁରାପୁରୁନ୍‌ ଅଇବାକେ ତମ୍‌କେ ଏ ସବୁ କାତା କଇଲିଆଚି ।
12 This is my commandment, that you love one another, as I have loved you.
୧୨ମୁଇ ତମ୍‌କେ ଜେନ୍ତି ଆଲାଦ୍‌ କଲିଆଚି, ସମାନ୍‌ ସେନ୍ତି ତମେ ମିସା ନିଜର୍‌ ନିଜର୍‌ ବିତ୍‌ରେ ଆଲାଦ୍‌ ଅଇକରି ରୁଆ । ଏଟାସେ ମର୍‌ ଆଦେସ୍‌ ।
13 Greater love than this no man hath, that a man lay down his life for his friends.
୧୩ନିଜର୍‌ ମଇତର୍‌ମନର୍‌ ଲାଗି ଜିବନ୍‌ ଦେବାଟା ଅଇଲାନି ସବୁର୍‌ଟାନେଅନି ବଡ୍‌ ଆଲାଦ୍‌ ।
14 You are my friends, if you do the things that I command you.
୧୪ମୁଇ ତମ୍‌କେ ଜନ୍‌ ଆଦେସ୍‌ ଦେଇଆଚି, ସେଟା ମାନ୍‌ସା ବଇଲେ ତମେ ମର୍‌ ମଇତର୍‌ମନ୍‌ ।
15 I will not now call you servants: for the servant knoweth not what his lord doth. But I have called you friends: because all things whatsoever I have heard of my Father, I have made known to you.
୧୫ଏବେ ମୁଇ ତମ୍‌କେ ଗତିଦାଙ୍ଗ୍‌ଡାମନ୍‌ ବଲି ନ ଡାକି, କାଇକେ ବଇଲେ, ଗତିଦାଙ୍ଗ୍‌ଡା ତାର୍‌ ସାଉକାର୍‌ କାଇଟା କର୍‌ସି ସେଟା ନାଜାନେ । ମାତର୍‌ ମୁଇ ତମ୍‌କେ ମଇତର୍‌ ବଲି ଡାକ୍‌ବି, କାଇକେ ବଇଲେ ମୁଇ ବାବାର୍‌ତେଇ ଅନି ଜନ୍‌ ଜନ୍‌ ବିସଇ ସୁନି ଆଚି, ସେଟା ତମ୍‌କେ କଇଦେଲିଆଚି ।
16 You have not chosen me: but I have chosen you; and have appointed you, that you should go, and should bring forth fruit; and your fruit should remain: that whatsoever you shall ask of the Father in my name, he may give it you.
୧୬ତମେ ମକେ ବାଚାସ୍‌ ନାଇ, ମାତର୍‌ ମୁଇ ତମ୍‌କେ ବାଚ୍‌ଲି ଆଚି । ଆରି ଜାଇକରି ଅଦିକ୍‌ ଅଦିକ୍‌ ପଲ୍‌ ଦାର୍‌ବାକେ ତମ୍‌କେ ଦାଇତ୍‌ ଦେଲି । ତମର୍‌ ପଲ୍‌ ସବୁ ଦିନର୍‌ ପାଇ ରଇସି । ତେବେ ତମେ ମର୍‌ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍‌ଲେ ମିସା ସେ ତମ୍‌କେ ଦେଇସି ।
17 These things I command you, that you love one another.
୧୭ତମର୍‌ ତମର୍‌ ବିତ୍‌ରେ ଆଲାଦ୍‌ କରା । ଏଟା ଅଇଲାନି ମର୍‌ ଆଦେସ୍‌ ।”
18 If the world hate you, know ye, that it hath hated me before you.
୧୮“ଜାନିରୁଆ, ତମ୍‌କେ ଜଦି ଏ ଦୁନିଆ ଗିନ୍‌ କର୍‌ସି, ତେବେ ତମ୍‌କେ ଗିନ୍‌ କର୍‌ବା ଆଗ୍‌ତୁସେ ମକେ ଗିନ୍‌ କଲାଆଚେ ।
19 If you had been of the world, the world would love its own: but because you are not of the world, but I have chosen you out of the world, therefore the world hateth you.
୧୯ତମେ ଜଦି ଏ ଦୁନିଆର୍‌ ଲକ୍‌ମନ୍‌ ଅଇରଇତାସ୍‌ ଆଲେ ଏ ଦୁନିଆ ତମ୍‌କେ ନିଜର୍‌ ବାବି ଆଲାଦ୍‌ କର୍‌ତା, ମାତର୍‌ ମୁଇ ତମ୍‌କେ ବାଚି ଦୁନିଆଇଅନି ବେଗ୍‌ଲାଇ ଦେଇଆଚି । ସେଟାର୍‌ ପାଇ ଏ ଦୁନିଆ ତମ୍‌କେ ଗିନ୍‌କର୍‌ସି ।
20 Remember my word that I said to you: The servant is not greater than his master. If they have persecuted me, they will also persecute you: if they have kept my word, they will keep yours also.
୨୦ମୁଇ ଜନ୍‌ଟା କଇରଇଲି ଏତାଇଦେକା, ଗତିଦାଙ୍ଗ୍‌ଡା ତାର୍‌ ସାଉକାର୍‌ତେଇଅନି ବଡ୍‌ ନଏଁ ବଲି ମୁଇ ତମ୍‌କେ କଇରଇଲି । ସେମନ୍‌ ମକେ ସାଦି ଆଚତ୍‌ ଆରି ତମ୍‌କେ ମିସା ସାଦ୍‌ବାଇ । ଜଦି ସେମନ୍‌ ମର୍‌ ସିକିଆ ମାନିଆଚତ୍‌ ବଇଲେ ତମର୍‌ କାତା ମିସା ମାନ୍‌ବାଇ ।
21 But all these things they will do to you for my name’s sake: because they know not him who sent me.
୨୧ମାତର୍‌ ତମେ ମର୍‌ ଲକ୍‌ ଅଇରଇବାର୍‌ ଲାଗି ସେମନ୍‌ ତମ୍‌କେ ଏନ୍ତାରି କର୍‌ବାଇ । କାଇକେ ବଇଲେ ମକେ ଜେ ପାଟାଇଲା ଆଚେ, ସେଟା ସେମନ୍‌ ନାଜାନତ୍‌ ।
22 If I had not come, and spoken to them, they would not have sin; but now they have no excuse for their sin.
୨୨ଜଦି ମୁଇ ଆସି ଏ ସବୁ ବିସଇ ସେମନ୍‌କେ ବୁଜାଇ ନ ରଇତି ବଇଲେ, ସେମନ୍‌ ଦସି ନ ଅଇତାଇ, ମାତର୍‌ ଏ ପାପର୍‌ ଚଲାଚଲ୍‌ତି ପାଇ କାଇ ଚାଲାକି ଦେକାଇ ନାପାରତ୍‌ ।
23 He that hateth me, hateth my Father also.
୨୩ଜେ ମକେ ଗିନ୍‌ କର୍‌ସି, ସେ ମର୍‌ ବାବା ପର୍‌ମେସର୍‌କେ ମିସା ଗିନ୍‌ କର୍‌ସି ।
24 If I had not done among them the works that no other man hath done, they would not have sin; but now they have both seen and hated both me and my Father.
୨୪ଜଦି ମୁଇ ତାକର୍‌ ବିତ୍‌ରେ କାବା ଅଇଜିବା କାମ୍‌ ନ କରି ରଇଲେ, ସେମନ୍‌ ପାପି ବଲି ଦସି ନ ଅଇତାଇ । ମାତର୍‌ ସେମନ୍‌ ମୁଇ କଲା କାବାଅଇଜିବା କାମ୍‌ମନ୍‌ ଦେକ୍‌ଲାଇ ଆଚତ୍‌ । ଏନ୍ତି ବଇଲେ ମିସା ସେମନ୍‌ ମକେ ଆରି ମର୍‌ ବାବା ପର୍‌ମେସର୍‌କେ ଗିନ୍‌ କଲାଇ ଆଚତ୍‌ ।
25 But that the word may be fulfilled which is written in their law: They hated me without cause.
୨୫ମାତର୍‌ ଏସବୁ ଗଟ୍‌ବାର୍‌ ରଇଲା । କାଇକେବଇଲେ ସେଟାର୍‌ ଲାଗି ସେମନର୍‌ ସାସ୍‌ତରେ ଜାଇଟା ଲେକାଅଇଲା ଆଚେ, ସେଟା ସିଦ୍‌ ଅଇଲା । କାଇ ଦସ୍‌ ନ ରଇତେ ସେମନ୍‌ ମକେ ଗିନ୍‌ କଲାଇ ।
26 But when the Paraclete cometh, whom I will send you from the Father, the Spirit of truth, who proceedeth from the Father, he shall give testimony of me.
୨୬ସତଇସେ ସାଇଜକାରିଆ ଆତ୍‌ମା ଆଇସି । ସେ ବାବାର୍‌ତେଇ ଅନି ଆସି, ପର୍‌ମେସରର୍‌ ସବୁ ବିସଇର୍‌ ସତ୍‌ ଦେକାଇଦେଇସି । ମୁଇ ତାକେ ବାବାର୍‌ତେଇଅନି, ତମର୍‌ ଲଗେ ପାଟାଇବି । ଆରି ସେ ମର୍‌ ବିସଇ ତମ୍‌କେ କଇସି ।
27 And you shall give testimony, because you are with me from the beginning.
୨୭ଆରି ତମେ ମିସା ମର୍‌ ବିସଇସେ କଇସା, କାଇକେବଇଲେ ଆରାମେଅନି ତମେ ମର୍‌ ସଙ୍ଗ୍‍ ଆଚାସ୍‌ ।”

< John 15 >