< Hebrews 2 >
1 Therefore ought we more diligently to observe the things which we have heard, lest perhaps we should let them slip.
୧ଆମେ ଜେନ୍ତିକି ସତ୍ଟାନେଅନି ବିନେ ନ ବେଗ୍ଲୁ, ସେଟାର୍ପାଇ ଆମେ ସୁନିରଇବା ସତ୍ ବାକିଅଟାନେ ଡାଁଟ୍ଅଇ ରଇବା ଦର୍କାର୍ ।
2 For if the word, spoken by angels, became steadfast, and every transgression and disobedience received a just recompense of reward:
୨କାଇକେ ବଇଲେ ପୁର୍ବେ ପର୍ମେସର୍ ସରଗ୍ ଦୁତ୍ମନର୍ ଅନି ଜାନାଇ ଆଚେ, ସେଟା ସତ୍ ବଲି ପର୍ମାନ୍ ଅଇଆଚେ, ଜନ୍ ଲକ୍ମନ୍ ସେଟା ମାନତ୍ ନାଇ, ସେମନ୍ ଡଣ୍ଡ୍ ପାଇଆଚତ୍ ।
3 How shall we escape if we neglect so great salvation? which having begun to be declared by the Lord, was confirmed unto us by them that heard him.
୩ତେବେ ଏନ୍ତାରି ରଇବା ବଡ୍ ମୁକ୍ତି ଆମେ ଏଲା କରିଦେଲେ କେନ୍ତି ରକିଆ ପାଇବାର୍ ଅଇସି? ଏ ମୁକ୍ତିର୍ ବିସଇ ପର୍ତମେ ମାପ୍ରୁ ନିଜେ ଜାନାଇ ଆଚେ ଆରି ତାର୍ଟାନେଅନି ସୁନିରଇବା ଲକ୍ମନ୍ ତେଇର୍ ସତ୍ ଆମର୍ଟାନେ ପର୍ମାନ୍ କରି ଜାନାଇ ଆଚତ୍ ।
4 God also bearing them witness by signs, and wonders, and divers miracles, and distributions of the Holy Ghost, according to his own will.
୪ସେମନ୍ ପର୍ମାନ୍ କଲାଟା ସତ୍ ବଲି ପର୍ମେସର୍ ମିସା ସାକିଦେଲା । କାଇକେବଇଲେ ସେ ସେମନ୍କେ, କେତେ ରକାମର୍ ଚିନ୍ ଆରି କାବାଅଇଜିବା କାମ୍ମନ୍, ନ ଗଟ୍ବା ଗଟ୍ନାମନ୍ କର୍ବାକେ ବପୁଦେଲା । ତାର୍ ମନ୍ କଲା ଇସାବେ ସୁକଲ୍ଆତ୍ମାର୍ ଦାନ୍ ମିସା ସେମନ୍କେ ବାଟାକରି ଦେଇ ରଇଲା ।
5 For God hath not subjected unto angels the world to come, whereof we speak.
୫ପର୍ମେସର୍ ନୁଆ ଜଗତ୍ ତିଆର୍ କର୍ସି । ଆରି ଆମେ ଜନ୍ ଜଗତର୍ କାତା କଇଲୁନି, ତେଇର୍ ସାସନ୍ କର୍ବାକେ, ସେ ସରଗର୍ ଦୁତ୍ମନ୍କେ ବାଚିକରି ମିସାଏ ନାଇ ।
6 But one in a certain place hath testified, saying: What is man, that thou art mindful of him: or the son of man, that thou visitest him?
୬କାଇକେ ବଇଲେ ଦରମ୍ସାସ୍ତରେ ଏନ୍ତି ଲେକାଅଇଆଚେ, “ଏ ପର୍ମେସର୍, ମୁନୁସ୍ କେ ଜେ ତମେ ତାର୍ପାଇ ଚିନ୍ତା କଲାସ୍ନି? ଆରି ମୁନୁସ୍ ଏତେକ୍ ଇନ୍ ଅଇଲେ ମିସା ତାକେ ଜତନ୍ କଲାସ୍ନି ।
7 Thou hast made him a little lower than the angels: thou hast crowned him with glory and honour, and hast set him over the works of thy hands:
୭ତମେ ତାକେ ସରଗର୍ ଦୁତ୍ମନର୍ ଟାନେଅନି ଅଲପ୍ ଉନା କରି ଆଚାସ୍ । ସେମନ୍କେ ମଇମା ଆରି ଡାକ୍ପୁଟା କରିଆଚାସ୍ ।
8 Thou hast subjected all things under his feet. For in that he hath subjected all things to him, he left nothing not subject to him. But now we see not as yet all things subject to him.
୮ସବୁ ବିସଇର୍ ଉପ୍ରେ ସାସନ୍ କର୍ବାକେ ଅଦିକାର୍ ଦେଇଆଚାସ୍ ।” ଇତି ଲେକାଅଇଆଚେ, କାଇ ବିସଇ ନ ଚାଡି ମୁନୁସ୍କେ ସବୁ ବିସଇ ଉପ୍ରେ ସାସନ୍ କର୍ବାକେ ଦେଇଆଚେ । ଇତିଅନି ଜାନାପଡି ଗାଲାନିଜେ ସବୁ ବିସଇ ତାର୍ ଅଦିକାରେ ଆଚେ । ମୁନୁସ୍ ଏବେ ସବୁ ବିସଇର୍ ଉପ୍ରେ ଅଦିକାର୍ କରେ ନାଇତା । ଏଟା ଏବେ ଆମେ ଜାନ୍ଲୁନି ।
9 But we see Jesus, who was made a little lower than the angels, for the suffering of death, crowned with glory and honour: that, through the grace of God, he might taste death for all.
୯ଆମେ ଦେକ୍ଲୁନି, ଜିସୁ କେନ୍ତି ଚନେକର୍ପାଇ ସରଗର୍ ଦୁତ୍ମନର୍ ଟାନେଅନି ତଲେ ଅଇରଇଲା । ଆରି ଜେନ୍ତିକି ସେ ପର୍ମେସରର୍ ଦୟା ପାଇକରି ସବୁଲକର୍ ପାଇ ଜନ୍ ଦୁକ୍ କସ୍ଟ ପାଇକରି ମଲା, ସେ ମରନର୍ ଲାଗି ଏବେ ଆମେ ତାକେ ମଇମା ଆରି ଡାକ୍ପୁଟା ଅଇଲାଟା ଦେକ୍ଲୁନି ।
10 For it became him, for whom are all things, and by whom are all things, who had brought many children into glory, to perfect the author of their salvation, by his passion.
୧୦ପର୍ମେସର୍ ସବୁ ବିସଇ ତିଆର୍କରି ସଙ୍ଗଇଲା ଆଚେ । ସେଟାର୍ପାଇ ଜିସୁକେ ଦୁକ୍ କସ୍ଟ ପାଇବାକେ ସେ ଦେଲା । ଏନ୍ତାରି ଅଇ ସେ ସିଦ୍ ଅଇଲା ଆରି ଆମର୍ ବିତ୍ରେଅନି ବେସି ଲକ୍, ତାର୍ ପଅ ଅଇଗାଲୁ । ଜେନ୍ତାରି କି ଆମେ ମିସା ତାର୍ ମଇମା କଲାଟାନେ ମିସ୍ବୁ, କାଇକେବଇଲେ ଜିସୁ ପାପର୍ ଡଣ୍ଡେଅନି ଆମ୍କେ ମୁକ୍ଲାଇଲା ।
11 For both he that sanctifieth, and they who are sanctified, are all of one. For which cause he is not ashamed to call them brethren, saying:
୧୧ସେ ଆମ୍କେ ପାପେ ଅନି ସୁକଲ୍ କଲାଆଚେ । ଆରି ଆମେ ଜେ କି ସୁକଲ୍ ଅଇଆଚୁ, ଆରି ଜେ କି ଆମ୍କେ ସୁକଲ୍ କରିଆଚେ, ନର୍ଲକ୍ମନର୍ ଗଟେକ୍ ସେ ବାବା । ଏଟାର୍ଲାଗି ଜିସୁ ସେମନ୍କେ ବାଇବଇନି ବଲିକରି କଇବାକେ ଲାଜ୍ ଅଏ ନାଇ । ମାତର୍ ତାର୍ କୁଟୁମ୍ ବଲି ଡାକ୍ସି ।
12 I will declare thy name to my brethren; in the midst of the church will I praise thee.
୧୨ଜିସୁ ପର୍ମେସର୍କେ କଇଲା ଆଚେ, “ମୁଇ ତମର୍ ସବୁଜାକ କାମ୍ ମର୍ ବାଇମନ୍କେ ଜାନାଇବି । ସେମନ୍ ରୁଣ୍ଡ୍ଲାଟାନେ ତମ୍କେ ସୁମର୍ନା କର୍ବି ।”
13 And again: I will put my trust in him. And again: Behold I and my children, whom God hath given me.
୧୩ସେ ଏନ୍ତାରି ମିସା କଇଲାଆଚେ, “ପର୍ମେସର୍ଟାନେ ମୁଇ ଆସା କର୍ବି ।” ଆରି ସେ କଇଲା, “ପର୍ମେସର୍ ମକେ ଦେଲା ପିଲାଟକିମନ୍, ମର୍ସଙ୍ଗ୍ ଆଚତ୍ ।”
14 Therefore because the children are partakers of flesh and blood, he also himself in like manner hath been partaker of the same: that, through death, he might destroy him who had the empire of death, that is to say, the devil:
୧୪ଇତି ଜନ୍ ଲକ୍ମନ୍କେ ପିଲାମନ୍ ବଲି ଡାକ୍ଲାଇନି, ସେମନ୍ ବନି ମାଉଁସ୍ ରଇବା ଗାଗଡ୍ ସଙ୍ଗର୍ ଲକ୍ମନ୍ । ଜିସୁ ମିସା ସେମନର୍ ପାରା ଗଟେକ୍ ଗାଗଡ୍ ନେଲା ଆରି ତାକର୍ ଗୁନ୍ଚଲନ୍ତେଇ ମିସ୍ଲା । ତାର୍ ମରନର୍ ଲାଗି ସେ ମରନର୍ ଉପ୍ରେ ବପୁ ରଇବା ସଇତାନ୍କେ ପୁରାପୁରୁନ୍ ବାବେ ଆରାଇଲା ।
15 And might deliver them, who through the fear of death were all their lifetime subject to servitude.
୧୫ଜନ୍ ଲକ୍ମନ୍ ମରନ୍କେ ଡରିକରି ରଇଲାଇ, ସେଟାର୍ ପାଇ ସେମନ୍ ଜନମେ ଅନି ଗତିଦାଙ୍ଗ୍ଡା ପାରା ଅଇରଇଲାଇ । ସେମନ୍କେ ସେ ମରନର୍ ଡଣ୍ଡେଅନି ମୁକ୍ଲାଇଲା ।
16 For no where doth he take hold of the angels: but of the seed of Abraham he taketh hold.
୧୬ଇତିଅନି ନିକ କରି ଜାନିଅଇଲାନି ଜେ, ସେ ସରଗର୍ ଦୁତ୍ମନ୍କେ ସାଇଜ କରେନାଇ । ତାର୍ ବାଦୁଲେ ଆମେ ଜନ୍ଲକ୍ମନ୍ କି ଅବ୍ରାଆମର୍ ବଁସର୍ ନାତିତିତି ବଲି ଏଜାଇଅଇଲୁନି, ସେ ଆମ୍କେ ସାଇଜ କଲାନି ।
17 Wherefore it behoved him in all things to be made like unto his brethren, that he might become a merciful and faithful priest before God, that he might be a propitiation for the sins of the people.
୧୭ତେବର୍ ପାଇ ସେଟା ଦର୍କାର୍ ରଇଲା ଜେ ଆମେ ଜନ୍ଲକ୍ମନ୍କି ତାର୍ ବାଇବଇନି ଅଇଲୁଆଚୁ, ସେ ସମାନ୍ ଆମର୍ ପାରା ଅଇରଇବାକେ । ସେନ୍ତାର୍ ଆଲେ ସେ ଆମର୍ ପର୍ମେସର୍ ଟାନେ ରଇବା ସତ୍ସଙ୍ଗ୍ ଆରି ଦୟାସଙ୍ଗ୍ ରଇବା ବଡ୍ ପୁଜାରି । ସେ ଆମର୍ ବଡ୍ ପୁଜାରି ଅଇଲାକେ ଆମର୍ ପାପର୍ କେମା ଅଇଲା ।
18 For in that, wherein he himself hath suffered and been tempted, he is able to succour them also that are tempted.
୧୮ସେ ଦୁକ୍କସ୍ଟ ପାଇଲା ଆରି ପରିକା କରାଇ ଅଇଲା, ଏବେ ଆମେ ଜେତ୍କି ଲକ୍ ପରିକା କରାଇଅଇଲୁନି, ଆମ୍କେ ସବୁକେ ସାଇଜ କରିପାର୍ସି ।