< Hebrews 1 >

1 God, who, at sundry times and in divers manners, spoke in times past to the fathers by the prophets, last of all,
ପର୍‌ମେସର୍‌ ପୁର୍‌ବେ ବିନ୍‌ ବିନ୍‌ ବେଲାଇ ଆରି ବିନ୍‌ ବିନ୍‌ ବାଟେ ବବିସତ୍‌ବକ୍‌ତା ମନ୍‌କେ ପାଟାଇକରି, ଆମର୍‌ ଆନିଦାଦିମନର୍‌ ସଙ୍ଗ୍‍ କାତା ଅଇଲା ।
2 In these days hath spoken to us by his Son, whom he hath appointed heir of all things, by whom also he made the world. (aiōn g165)
ମାତର୍‌ ଏ ସେସ୍‌ କାଲେ ତାର୍‌ ପଅକେ ପାଟାଇକରି ତାର୍‌ କାତା ଜାନାଇ ଆଚେ । ତାର୍‌ଲାଗି ଏ ଜଗତ୍‌ ତିଆର୍‌ କଲାଆଚେ ଆରି ଜଗତର୍‌ ସବୁ ବିସଇର୍‍ ଉପ୍‌ରେ ତାକେ ଅଦିକାର୍‌ ଦେଲାଆଚେ । (aiōn g165)
3 Who being the brightness of his glory, and the figure of his substance, and upholding all things by the word of his power, making purgation of sins, sitteth on the right hand of the majesty on high.
ପର୍‌ମେସରର୍‌ ମଇମାର୍‌ ଉଜଲ୍‌ ମାପ୍‌ରୁ ଜିସୁର୍‌ଟାନେ ଡିସ୍‌ସି । ପର୍‌ମେସର୍‌ ଜେନ୍ତାରି ଆଚେ, ତାର୍‌ ପଅ ସେନ୍ତାରିସେ । ଜନ୍‌ ବପୁର୍‌ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍‍ ତିଆର୍‌କଲାଟା ସେ ସାସନ୍‌ କର୍‌ସି । ଆମର୍‌ ପାପର୍‌ ଲାଗି କେମା କରିସାରାଇଲା ପଚେ, ସେ ସର୍‌ଗେ ବାଅଡ୍‌ଲା । ଆରି ସବୁର୍‌ତେଇଅନି ବପୁ ରଇବା ପର୍‌ମେସରର୍‌ ଉଜାବାଟେ ସାସନ୍‌ କର୍‌ବାକେ ବସ୍‌ଲା ।
4 Being made so much better than the angels, as he hath inherited a more excellent name than they.
ପର୍‌ମେସର୍‌ ତାର୍‌ ପଅକେ ସରଗର୍‌ ଦୁତ୍‌ମନର୍‌ ଟାନେଅନି ମୁକିଅ କଲା ଆରି ସେମନର୍‌ଟାନେଅନି ତାକେ ବଡ୍‌ ନାଉଁ ଦେଲା ।
5 For to which of the angels hath he said at any time, Thou art my Son, today have I begotten thee? And again, I will be to him a Father, and he shall be to me a Son?
କାଇକେବଇଲେ, ପର୍‌ମେସର୍‌ ତାର୍‌ କନ୍‌ ଦୁତ୍‌କେ ମିସା ଏନ୍ତାରି କଏ ନାଇ, ତୁଇ ମର୍‌ ପଅ, ଆଜିଅନି ମୁଇ ତର୍‌ ବାବା ଅଇଲି ଆଚି, ତାର୍‌ କନ୍‌ ଦୁତର୍‍ ବିସଇ ଏନ୍ତାରି କଏନାଇ, ମୁଇ ତର୍‌ ବାବା ଅଇବି ଆରି ସେ ମର୍‌ ପଅ ଅଇସି ।
6 And again, when he bringeth in the first begotten into the world, he saith: And let all the angels of God adore him.
ମାତର୍‌ ପର୍‌ମେସର୍‌ ଜେଡେବେଲେ ତାର୍‌ ପଣୁଆ ପଅକେ ଏ ଜଗତେ ପାଟାଇଲା, ସେ ଏନ୍ତାରି କଇରଇଲା, ପର୍‌ମେସରର୍‌ ଦୁତ୍‌ମନ୍‌ ତାକେ ସେବା କର୍‌ବାଇ ।
7 And to the angels indeed he saith: He that maketh his angels spirits, and his ministers a flame of fire.
ମାତର୍‌ ସରଗର୍‌ ଦୁତ୍‌ମନର୍‌ ବିସଇନେଇ ପର୍‌ମେସର୍‌ ଏନ୍ତାରି କଇରଇଲା, ପର୍‌ମେସର୍‌ ତାର୍‌ ଦୁତ୍‌ମନ୍‌କେ ପବନ୍‌ ପାରା କଲାଆଚେ । ଆରି ତାର୍‌ ଦାଙ୍ଗ୍‌ଡାମନ୍‌କେ ଲାଗ୍‌ବା ଜଇପାରା କଲାଆଚେ ।
8 But to the Son: Thy throne, O God, is for ever and ever: a sceptre of justice is the sceptre of thy kingdom. (aiōn g165)
ତାର୍‌ ପଅର୍‌ ବିସଇ ସେ ଏନ୍ତାରି କଇରଇଲା, “ଏ ପର୍‌ମେସର୍‌ ତର୍‌ ରାଇଜ୍‌ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ରଇସି, ଆରି କେବେ ନ ସାରେ । କାଇ ଅନିଆଇ ନ କରି ତର୍‌ ଲକ୍‌ମନ୍‌କେ ସାସନ୍‌ କଲୁସ୍‌ନି । (aiōn g165)
9 Thou hast loved justice, and hated iniquity: therefore God, thy God, hath anointed thee with the oil of gladness above thy fellows.
ସତ୍‌ ବିସଇ ମନ୍‍କରି ବିନ୍‌ ବିସଇ ଗିନ୍‌ କଲୁସ୍‌ନି । ତେବର୍‌ପାଇ ତର୍‌ ପର୍‌ମେସର୍‌ ତକେ ବାଚ୍‌ଲାଆଚେ । ସେ ତକେ ଆଲାଦ୍‌ କରି ତର୍‌ ସଙ୍ଗାରିମନର୍‌ ତେଇଅନି ଅଦିକ୍‌ ସନ୍‌ମାନ୍‌ ଦେଇ ସାର୍‌ଦା କରାଇଆଚେ ।”
10 And: Thou in the beginning, O Lord, didst found the earth: and the works of thy hands are the heavens.
୧୦ସେ ଏନ୍ତାରି ମିସା କଇଲାଆଚେ, “ଏ ମାପ୍‌ରୁ ଆରାମେ ଅନି ତୁଇ ଜଗତ୍‌ ତିଆର୍‌ କରିଆଚୁସ୍‌ । ଆରି ତର୍‌ ନିଜର୍‌ ଆତେ ଆକାସ୍‌ ଆରି ତେଇ ରଇବା ସବୁଜାକ ତିଆର୍‌ କଲୁସ୍‌ ।
11 They shall perish, but thou shalt continue: and they shall all grow old as a garment.
୧୧ସେଟା ସବୁ ମାୟା ଅଇଜାଇସି, ମାତର୍‌ ତୁଇ ସବୁଦିନର୍‌ପାଇ ରଇସୁ । ସେଟା ସବୁ ପୁର୍‌ନା ଲୁଗା ପାରା ଚିରି ଅଇଜାଇସି ।
12 And as a vesture shalt thou change them, and they shall be changed: but thou art the selfsame, and thy years shall not fail.
୧୨ଲୁଗା ଦୁନାଇକରି ସଙ୍ଗଇଲା ପାରା ତୁଇ ସେଟାମନ୍‌କେ ସଙ୍ଗଇସୁ । ଆରି ଲୁଗା ପାଲ୍‌ଟନା କଲାପାରା ବାଦ୍‌ଲାଇସୁ । ମାତର୍‌ ନିଜେ ତୁଇ ନ ବାଦ୍‌ଲି କରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ରଇସୁ ।”
13 But to which of the angels said he at any time: Sit on my right hand, until I make thy enemies thy footstool?
୧୩ପର୍‌ମେସର୍‌ ତାର୍‌ କନ୍‌ ଦୁତ୍‌ମନ୍‌କେ ମିସା କଏନାଇ, “ମୁଇ ତମର୍‌ ଦୁତ୍‌ମନ୍‌କେ ତମର୍‌ ପାଦ୍‌ତଲେ ନ ସଙ୍ଗଇବା ଜାକ ମର୍‌ ଉଜାବାଟେ ବସି ରୁଆ ।”
14 Are they not all ministering spirits, sent to minister for them, who shall receive the inheritance of salvation?
୧୪ତେବର୍‌ପାଇ ପିଲାମନ୍‌ ସବୁ ରକତ୍‌ ମାଉଁସ୍‌ ମିସି ରଇବାକେ ସେ ମିସା ନିଜର୍‌ ସେ ରକାମ୍‌ ସିତି ମିସିଗାଲା, ଆରି ତାର୍‌ ମରନ୍‌ ସଙ୍ଗ୍‌ ମରନର୍‌ ଅଦିକାରି ସୟ୍‌ତାନ୍‌କେ ବିନାସ୍‌ କଲା ।

< Hebrews 1 >