< Galatians 2 >
1 Then, after fourteen years, I went up again to Jerusalem with Barnabas, taking Titus also with me.
୧ଚଉଦ ବରସ୍ ପଚେ ବର୍ନବାର୍ ସଙ୍ଗ୍ ମୁଇ ଜିରୁସାଲମେ ବାଉଡିଆଇଲି । ଆମର୍ ସଙ୍ଗ୍ ତିତସ୍କେ ମିସା ଡାକି ନେଇରଇଲୁ ।
2 And I went up according to revelation; and communicated to them the gospel, which I preach among the Gentiles, but apart to them who seemed to be some thing: lest perhaps I should run, or had run in vain.
୨ମୁଇ ତେଇ ଜିବାର୍ ଆଚେଆକା ବଲି ପରମେସରର୍ଟାନେଅନି ଆଦେସ୍ ପାଇ ଜାଇରଇଲି । ଜିଉଦି ନ ଅଇଲା ଲକ୍ମନର୍ ଲଗେ ମୁଇ ଜନ୍ କବର୍ ଜାନାଇଲିନି, ସେଟା ଜିରୁସାଲମର୍ ନେତା ବଲି ମାନିଅ ପାଇରଇବା ଲକ୍ମନ୍, ଗଟେକ୍ ଗରେ ବସ୍ଲା ବେଲେ, ତେଇ ବୁଜାଇ ଦେଲି । ଜେନ୍ତିକି ମର୍ ଆଗର୍ ପଚର୍ ଜାନାଇବା ସୁବ୍କବର୍ ବେକାର ନ ଅ, ସେଟାର୍ ପାଇ ମୁଇ ଦିଆନ୍ ଦେଇରଇଲି ।
3 But neither Titus, who was with me, being a Gentile, was compelled to be circumcised.
୩ମୁଇ କଇଲା ବିସଇ ସେମନ୍ ରାଜି ଅଇଲାଇ । କାଇକେବଇଲେ ମର୍ ସାଙ୍ଗ ତିତସ୍, ଗଟେକ୍ ଗିରିକ୍ ଲକ୍ ଅଇରଇଲେ ମିସା, ତାକେ ସୁନତ୍ ଅ ଆକା ବଲି ବାଦିଅ କରତ୍ ନାଇ ।
4 But because of false brethren unawares brought in, who came in privately to spy our liberty, which we have in Christ Jesus, that they might bring us into servitude.
୪ଏଲେମିସା କେତେକ୍ ଲକ୍ ତାକେ ସୁନତ୍ କର୍ବାକେ ମନ୍ କର୍ତେ ରଇଲାଇ । ସେମନ୍ ବିସ୍ବାସି ବାଇ ବଲି ନାଡାଇକରି କୁଟିଆଲ୍ ଇସାବେ ଦଲେ ମିସିରଇଲାଇ । କିରିସ୍ଟ ଜିସୁର୍ ସଙ୍ଗ୍ ମିସିରଇଲାର୍ ଲାଗି ଆମେ ଜନ୍ ମୁକ୍ଲିରଇବା ଦିନ୍ ପାଇଲୁଆଚୁ, ସେ ବିସଇ କଜି ମିଲାଇବାକେ ସେମନ୍ ମନ୍ କର୍ତେ ରଇଲା । ଆମ୍କେ ଆରିତରେକ୍ ମସାର୍ ନିୟମର୍ ଦାଙ୍ଗ୍ଡା କର୍ବାକେ ମିସା ମନ୍ କର୍ତେରଇଲାଇ ।
5 To whom we yielded not by subjection, no not for an hour, that the truth of the gospel might continue with you.
୫ମାତର୍ ତମର୍ ଲାଗି, ସୁବ୍କବର୍ ସତ୍ସଙ୍ଗ୍ ଦାରି ରକ୍ବାକେ, ଆମେ ସେ ନାଡାଉମନ୍କେ ଚନେକ୍ ମିସା ବେଲା ଦେଇ ନ ରଇଲୁ ।
6 But of them who seemed to be some thing, (what they were some time, it is nothing to me, God accepteth not the person of man, ) for to me they that seemed to be some thing added nothing.
୬ମାତର୍ ଜନ୍ ଲକ୍ମନ୍ ନେତା ବଲାଇ ଅଇତେ ରଇଲାଇ, ସେମନ୍ ଜେ ମିସା ଅଅତ୍, ସେଟାର୍ ପାଇ ମକେ କାଇଟା ନ ଅଏ । କାଇକେବଇଲେ ପରମେସର୍ କାକେ ମିସା ବାଇରର୍ ଚଲାଚଲ୍ତି ଦେକି ବିଚାର୍ନା ନ କରେ । ସେ ନେତାମନ୍ ମକେ କାଇମିସା ନୁଆ ଜଜ୍ନା ନ ଦେଇରଇଲାଇ ।
7 But contrariwise, when they had seen that to me was committed the gospel of the uncircumcision, as to Peter was that of the circumcision.
୭ଆରି ଗଟେକ୍ ବାଟେ ସେମନ୍ ଦେକ୍ଲାଇ ଜେ, ପରମେସର୍ ଜେନ୍ତିକି ପିତର୍କେ ଜିଉଦିମନର୍ ଲଗେ ସୁବ୍କବର୍ ଜାନାଇବାକେ ଦାଇତ୍ ଦେଇ ରଇଲା, ସେନ୍ତି ଜିଉଦି ନଇଲା ଲକ୍ମନର୍ ଟାନେ ସୁବ୍କବର୍ ଜାନାଇବାକେ ମକେ ଦାଇତ୍ ଦେଲାଆଚେ ।
8 (For he who wrought in Peter to the apostleship of the circumcision, wrought in me also among the Gentiles.)
୮କାଇକେବଇଲେ ପିତର୍ ଜେନ୍ତି ପର୍ମେସରର୍ ବପୁ ପାଇକରି ଜିଉଦିମନର୍ ପାଇ ପେରିତ୍ ସିସ୍ ଇସାବେ ଦାଇତ୍ ପାଇରଇଲା, ସମାନ୍ ସେନ୍ତି, ମୁଇ ମିସା ପରମେସରର୍ ବପୁ ପାଇକରି ଜିଉଦି ନଇଲା ଲକ୍ମନର୍ ପାଇ ପେରିତ୍ ସିସ୍ ଇସାବେ ଦାଇତ୍ ପାଇଲିଆଚି ।
9 And when they had known the grace that was given to me, James and Cephas and John, who seemed to be pillars, gave to me and Barnabas the right hands of fellowship: that we should go unto the Gentiles, and they unto the circumcision:
୯ନେତା ଇସାବେ ଏଜାଇଅଇରଇବା ଜାକୁବ୍, ପିତର୍ ଆରି ଜଅନ୍, ଉଁ ବଲି ମାନି ଅଇରଇଲାଇ ଜେ, ପରମେସର୍ ମକେ ଏ ମୁକିଅ କାମର୍ ଦାଇତ୍ ଦେଲାଆଚେ । ସେଟାର୍ ପାଇ ସେମନ୍ ମକେ ଆରି ବର୍ନବାକେ, ଆମେ ମିସିକରି କାମ୍ କରୁବଲି ଗଟେକ୍ ଚିନ୍ ଇସାବେ ଆତ୍ ମିଲାଇଲାଇ । ବର୍ନବା ଆରି ମୁଇ ଜିଉଦି ନଇଲା ଲକ୍ମନର୍ ବିତ୍ରେ ଆରି ସେମନ୍ ଜିଉଦିମନର୍ ବିତ୍ରେ କାମ୍ କର୍ବୁ ବଲି ରାଜି ଅଇରଇଲୁ ।
10 Only that we should be mindful of the poor: which same thing also I was careful to do.
୧୦ସେମନ୍ ଆମ୍କେ ସେମନର୍ ଦଲେ ଅବାବେ ରଇଲା ଲକ୍ମନ୍କେ ଏତାଇତେରୁଆ ବଲି ଅବ୍କା ଏତ୍କି ଗୁଆରି କରିରଇଲାଇ । ସେ ବିସଇ କର୍ବାକେସେ ମର୍ ମନ୍ ରଇଲା ।
11 But when Cephas was come to Antioch, I withstood him to the face, because he was to be blamed.
୧୧ପିତର୍ ଆନ୍ତିଅକିଅତେଇ ଆସି ରଇଲା ବେଲେ ମୁଇ ସବୁ ଲକର୍ ମୁଆଟେ ତାକେ ମନାକରିରଇଲି, କାଇକେ ବଇଲେ ସତଇସେ ସେ ବୁଲ୍ କାମ୍ କର୍ତେରଇଲା ।
12 For before that some came from James, he did eat with the Gentiles: but when they were come, he withdrew and separated himself, fearing them who were of the circumcision.
୧୨ଆଗ୍ତୁ ସେ ଜିଉଦି ନଇଲା ଲକ୍ମନର୍ ସଙ୍ଗ୍ କାଇତେରଇଲା, ମାତର୍ ଜେଡେବଲ୍ ଜାକୁବ୍ ପାଟାଇରଇବା ଲକ୍ମନ୍ ତେଇ ଆଇଲାଇ, ତେଇ ମିସିକରି କାଇବାଟା ଚାଡି ବିନେ ରଇଲା । ଜନ୍ ଜିଉଦି ବିସ୍ବାସିମନ୍ ଜିଉଦି ନଇଲାଟାମନ୍କେ ସୁନତ୍ ଉଆ ବଲି ବାଦିଅ କର୍ତେରଇଲାଇ, ସେମନ୍କେ ଡରି ପିତର୍ ଏନ୍ତି କଲା ।
13 And to his dissimulation the rest of the Jews consented, so that Barnabas also was led by them into that dissimulation.
୧୩ବିନ୍ ଜିଉଦି ବାଇମନ୍ ମିସା ପିତର୍ ସଙ୍ଗ୍ ମିସି କୁଟିଆଲ୍ମନର୍ ପାରା ଚଲାଚଲ୍ତି କର୍ତେ ରଇଲାଇ । ଏନ୍ତିକି ବର୍ନବା ମିସା ସେନ୍ତାରି ଅଇଗାଲା ।
14 But when I saw that they walked not uprightly unto the truth of the gospel, I said to Cephas before them all: If thou, being a Jew, livest after the manner of the Gentiles, and not as the Jews do, how dost thou compel the Gentiles to live as do the Jews?
୧୪ସବୁର୍ ମୁଆଟେ ମୁଇ ପିତର୍କେ କଇଲି, “ତୁଇ ଜିଉଦି ଅଇକରି ମିସା, ଜିଉଦି ନଇଲା ଲକର୍ ପାରା କେତେଟା ଜିଉଦି ରିତିନିତି ଚାଡିଦେଇ ଆଚୁସ୍ । ସେନ୍ତାର୍ଆଲେ ଜିଉଦି ନ ଅଉଁମନ୍କେ ଆମର୍ ଦରମର୍ ସବୁ ରିତିନିତି ମାନ୍ବାକେ କେନ୍ତି ବାଦିଅ କଲୁସ୍ନି?”
15 We by nature are Jews, and not of the Gentiles sinners.
୧୫ଏବେ ଆମ୍କେ ଜନ୍ମେଅନି ଜିଉଦି ଲକ୍ ବଲି ଜାନତ୍ । ପର୍ମେସରର୍ ନିୟମ୍ ନାଜାନ୍ଲା ଜିଉଦି ନଇଲା ଲକ୍ମନର୍ପାରା ନଉଁ ।
16 But knowing that man is not justified by the works of the law, but by the faith of Jesus Christ; we also believe in Christ Jesus, that we may be justified by the faith of Christ, and not by the works of the law: because by the works of the law no flesh shall be justified.
୧୬ଅଇଲେ ମିସା ଆମେ ଜାନୁ, ମସାର୍ ନିୟମର୍ ଦାବି ପୁରାପୁରୁନ୍ କଲେ ନଏଁ, ମାତର୍ ଉଜେ ଜିସୁ କିରିସ୍ଟର୍ତେଇ ବିସ୍ବାସ୍ କଲେ, ଗଟେକ୍ ଲକ୍ ପରମେସରର୍ ମୁଆଟେ ଦସ୍ ନ ରଇବା ଲକ୍ ବଲାଇଅଇସି । ତାର୍ ମୁଆଟେ ଦରମ୍ ଲକ୍ ବଲାଇଅଇବାକେ, ଆମେ ଜିଉଦିମନ୍ ମିସା ଜିସୁକିରିସ୍ଟକେ ବିସ୍ବାସ୍ କଲୁନି । କାଇକେବଇଲେ ପର୍ମେସରର୍ ମୁଆଟେ କେମିସା ନିୟମ୍ ମାନ୍ବା ଲକ୍ ଦରମ୍ ବଲି ଏଜାଇ ନ ଅଅତ୍ ।
17 But if while we seek to be justified in Christ, we ourselves also are found sinners; is Christ then the minister of sin? God forbid.
୧୭ମାତର୍ କିରିସ୍ଟର୍ ସଙ୍ଗ୍ ମିସିରଇଲାକେ ତାର୍ ମୁଆଟେ ଆମେ ଦରମ୍ଲକ୍ ବଲି ଏଜାଇ ଅଇବୁ । ମାତର୍ ମସାର୍ ନିୟମ୍ ଇସାବେ, ଜିଉଦି ନଇଲା ଲକ୍ମନର୍ ପାରା ଆମେ ପାପିଲକ୍ ବଲି ଏଜାଇ ଅଇଲୁନି । କିରିସ୍ଟ ଲକ୍ମନ୍କେ ପାପ୍ କରାଇବାକେ ବାଦିଅ କଲାନି ବଲି ତାର୍ ଅରତ୍ ଆଚେ କି? ନାଇ, ଏନ୍ତାରି କେବେ ନ ଅଏ ।
18 For if I build up again the things which I have destroyed, I make myself a prevaricator.
୧୮କାଇକେବଇଲେ ମୁଇ ମସାର୍ ନିୟମ୍ ପିଟି ପାସ୍ଲିଦେଲି । ମାତର୍ ଜନ୍ ନିୟମ୍ ମୁଇ ଚାଡିଦେଇରଇଲି, ସେଟା ଆରିତରେକ୍ ମାନ୍ବାକେ ଚେସ୍ଟା କଲେ ସତଇସେ ପାପି ଅଇଜିବି ।
19 For I, through the law, am dead to the law, that I may live to God: with Christ I am nailed to the cross.
୧୯ନିୟମର୍ ପାଇ ମୁଇ ମଲାସମାନ୍ ଅଇଆଚି । ନିୟମର୍ ଲାଗି ସେ, ପର୍ମେସରର୍ ମୁଆଟେ ଦସି ଅଇକରି ମରନର୍ ଡଣ୍ଡ୍ ପାଇଲି ।
20 And I live, now not I; but Christ liveth in me. And that I live now in the flesh: I live in the faith of the Son of God, who loved me, and delivered himself for me.
୨୦ପର୍ମେସରର୍ ପାଇ ବଁଚ୍ବାକେ ମକେ କିରିସଟର୍ ସଙ୍ଗ୍ କୁର୍ସେ ମରାଇଆଚେ । ଏବେ ମୁଇ ଜିଇକରି ରଇନାଇ । ମାତର୍ କିରିସ୍ଟ ମର୍ଟାନେ ଜିଇକରି ଆଚେ । ଏବେ ମର୍ ଗାଗଡ୍ ବିସ୍ବାସର୍ ଲାଗି ଜିବନ୍ ଆଚେ । ଜନ୍ଟା କି ପର୍ମେସରର୍ ପଅ ଜିସୁ କିରିସ୍ଟ ମକେ ଆଲାଦ୍ କରି ମର୍ପାଇ ସେ ନିଜେ ସର୍ପି ଅଇଲା । ତାକେ ବିସ୍ବାସ୍ କରି ମୁଇ ଜିଇଲି ଆଚି ।
21 I cast not away the grace of God. For if justice be by the law, then Christ died in vain.
୨୧ଏଟାର୍ପାଇ ପରମେସରର୍ ଜିବନ୍ ଦୁକାଇଲାଟାକେ ମୁଇ କେବେ ମିସା ନାଇ ବଲି କଇନାପାରି । କାଇକେ ବଇଲେ ନିୟମ୍ ମାନ୍ଲେ ଜଦି ଗଟେକ୍ ଲକ୍ ତାର୍ ମୁଆଟେ ଦରମ୍ ଲକ୍ ଅଇପାରେ, ତେବେ କିରିସ୍ଟ ମଲାର୍ କିଚି ମୁଲିଅ ନାଇ । ଏ ସବୁ ବିସଇ ମୁଇ ଆନ୍ଟିଅକେ କଇଲି ।