< Ephesians 2 >

1 And you, when you were dead in your offences, and sins,
ଆଗ୍‌ତୁ ତମର୍‍ ପାପର୍‍ ଲାଗି, ତମେ ଆତ୍‌ମାଇ ମରି ରଇଲାସ୍‌ ।
2 Wherein in time past you walked according to the course of this world, according to the prince of the power of this air, of the spirit that now worketh on the children of unbelief: (aiōn g165)
ସେବେଲେ ଜଗତର୍‌ ସତ୍‌ ନଇଲା ବାଟେ ଇଣ୍ଡ୍‌ତେରଇଲାସ୍‌ ଆରି ଆକାସର୍‌, ଗାଗଡ୍‌ ଦାରି ନ ରଇବା, ସାସନ୍‌କାରିଆର୍‌ ତଲେ ରଇଲାସ୍‌ । ସେ ସାସନ୍‌କାରିଆ ଏବେ ପର୍‌ମେସରର୍‌ ଆଦେସ୍‌ ନ ମାନ୍‌ବା ଲକ୍‌ମନ୍‍କେ ସାସନ୍‌ କଲାନି । (aiōn g165)
3 In which also we all conversed in time past, in the desires of our flesh, fulfilling the will of the flesh and of our thoughts, and were by nature children of wrath, even as the rest:
ସତ‍ଇସେ ଆମେ ସବୁଜାକ, ସେ ରକାମ୍‌ ରଇଲୁ ଆରି ଗାଗଡର୍‌ ଆରି ମନର୍‌ ଲାଲ୍‌ସା ଇସାବେ ଜିଉନା କାଉନା କର୍‌ତେ ରଇଲୁ । ଆରି ଅଲ୍‌ଗା ଲକ୍‌ମନର୍‌ ପାରା ଆମେମିସା ପର୍‌ମେସରର୍‌ ରିସାର୍‌ ଡଣ୍ଡ୍‌ ପାଇବାକେ ଜାଇତେ ରଇଲୁ ।
4 But God, (who is rich in mercy, ) for his exceeding charity wherewith he loved us,
ମାତର୍‌ ଏ ରକାମ୍‌ ରଇଲେମିସା ଦୟାଦେକାଇବା ପର୍‌ମେସର୍‌, ଆମ୍‌କେ ଜନ୍‌ ବଡ୍‍ ଆଲାଦ୍‍ ସଙ୍ଗ୍‍ ଆଲାଦ୍‍ କଲା,
5 Even when we were dead in sins, hath quickened us together in Christ, (by whose grace you are saved, )
ସେଟାର୍‌ପାଇ ଆମ୍‌କେ କିରିସ୍‌ଟର୍‌ ସଙ୍ଗ୍‍ ଜିବନ୍‌ କଲାଆଚେ, ସେ ଜିବନ୍‌ ଦୁକାଇଲାକେ ତମେ ମୁକ୍‌ତି ପାଇ ଆଚାସ୍‌ ।
6 And hath raised us up together, and hath made us sit together in the heavenly places, through Christ Jesus.
ପର୍‌ମେସର୍‌ କିରିସ୍‌ଟର୍‍ ସଙ୍ଗ୍‍ ଆମ୍‍କେ ଉଟାଇଲା ଆଚେ, ଆରି ତାର୍‍ ସଙ୍ଗ୍‍ ଗଟେକ୍‌ ଅଇବାର୍‌ ଲାଗି, ସରଗ୍‌ ଉପ୍‌ରେ ସାସନ୍‌ କର୍‌ବାପାଇ ବଲିକରି, ତାର୍‍ ସଙ୍ଗ୍‍ ବସାଇଲା ଆଚେ ।
7 That he might shew in the ages to come the abundant riches of his grace, in his bounty towards us in Christ Jesus. (aiōn g165)
ଜେନ୍ତିକି ଆଇବା ଦିନ୍‍ମନ୍‍କେ ଜିସୁ କିରିସ୍‍ଟର୍‍ ଲାଗି ରଇବା ତାର୍‌ ବଡ୍‍ ଜିବନ୍‌ଦୁକାଇଲାଟା, ସବୁକେ ଦେକାଇ ଅଇସି । (aiōn g165)
8 For by grace you are saved through faith, and that not of yourselves, for it is the gift of God;
କାଇକେବଇଲେ ପର୍‌ମେସର୍‌ ଜିବନ୍‌ ଦୁକାଇଲାର୍‌ପାଇ, ତମେ ମୁକ୍‌ତି ପାଇ ଆଚୁସ୍‌, ସେଟା ତମେ ବିସ୍‌ବାସ୍‍ କଲାର୍‍ ଲାଗି, । ତମେ କରିରଇବା କାଇ ନିକ କାମର୍‍ ଲାଗି ନାଇ, ସେଟା ପର୍‌ମେସରର୍‌ ଦାନ୍‌ ।
9 Not of works, that no man may glory.
ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍‌ପନ୍‌ ଅଇ ନାପାରେ ।
10 For we are his workmanship, created in Christ Jesus in good works, which God hath prepared that we should walk in them.
୧୦ପର୍‌ମେସର୍‌ସେ ଆମ୍‍କେ ତିଆର୍‍ କଲା ଆଚେ । ତମେ କିରିସ୍‌ଟର୍‍ ସଙ୍ଗ୍‍ ମିସ୍‌ଲାର୍‌ପାଇ, ନିକ କାମ୍‍ କର୍‍ବାକେ ସେ ଆମ୍‍କେ ନୁଆ କଲା ଆଚେ । ଏଟା ଆଗ୍‍ତୁଆନି ସେ ଆମର୍‍ ପାଇ ମନ୍‍ କରି ରଇଲା ।
11 For which cause be mindful that you, being heretofore Gentiles in the flesh, who are called uncircumcision by that which is called circumcision in the flesh, made by hands;
୧୧ତମେ, ଜିଉଦି ନ ଅଇଲା ଲକ୍‍ମନ୍‍, ଆଗେ କେନ୍ତାର୍‌ ରଇଲାସ୍‌ ଏତାଇ ଦେକା । ନିଜେ ସୁନତ୍‌ ବଲାଇଅଇତେ ରଇବା ଜିଉଦିମନ୍‌ ତମ୍‌କେ ସୁନତ୍‌ ନ ଅଇଲା ଲକ୍‍ ବଲି କଇତେ ରଇଲାଇ । ମାତର୍‍ ସୁନତ୍‌ ଅଇବାଟା ଗାଗଡେ କର୍‍ବା କାମ୍‍ ।
12 That you were at that time without Christ, being aliens from the conversation of Israel, and strangers to the testament, having no hope of the promise, and without God in this world.
୧୨ଆଗେ ତମେ କିରିସ୍‌ଟର୍‌ ଲଗେ ଅନି ଦୁର୍‌କେ ରଇଲାସ୍‌ । ଆରି ପର୍‌ମେସର୍‌ ବାଚିରଇବା ଲକ୍‌ମନର୍‌ଟାନେ ମିସି ନ ରଇଲାସ୍‌ । ତାର୍‌ ଲକ୍‌ମନ୍‌କେ କାତା ଦେଇ, ତିଆର୍‌ କରିରଇବା ନିୟମ୍‌ଟାନେ, ତମର୍‌ କାଇ ମିସା ଅଦିକାର୍‌ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍‌ମେସରର୍‌ ଲକ୍‌ ନ ଅଇ ରଇଲାସ୍‌ ।
13 But now in Christ Jesus, you, who some time were afar off, are made nigh by the blood of Christ.
୧୩ଗଟେକ୍‌ ବେଲାଇ ଦୁରିକେ ରଇଲାସ୍‌ । ଏବେ ଜିସୁର୍‌ ସଙ୍ଗ୍‍ ମିସିକରି କିରିସ୍‌ଟ ବନି ଦେଇ ମଲାର୍‌ପାଇ ତାର୍‌ ଲଗେ ଅଇଆଚାସ୍‌ ।
14 For he is our peace, who hath made both one, and breaking down the middle wall of partition, the enmities in his flesh:
୧୪କାଇକେ ବଇଲେ ଜିଉଦି ଆରି ଜିଉଦି ନଇଲା ଲକ୍‌କେ ଗଟେକ୍‌ କରି, କିରିସ୍‌ଟ ନିଜେ ଆମର୍‌ ବିତ୍‌ରେ ସାନ୍ତି ଆନିଦେଇ ଆଚେ । ସେମନ୍‌କେ ବେଗ୍‌ଲାଇକରି ନିଜର୍‌ ନିଜର୍‌ ସତ୍‌ରୁ ପାରା କରି ସଙ୍ଗଇଅଇରଇବା ପାଚୁରି, ସେ ତାର୍‌ ଗାଗଡ୍‌ସଙ୍ଗ୍‍ ବାଙ୍ଗାଇଲା ଆଚେ ।
15 Making void the law of commandments contained in decrees; that he might make the two in himself into one new man, making peace;
୧୫ସେ ଜିଉଦିମନ୍‌ ମାନିଆଇତେରଇବା ସବୁ ରିତିନିତି ନିୟମ୍‌ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍‌ମନର୍‌ଟାନେଅନି ତାର୍‌ ସାଇଜ ପାଇତେରଇବା ଗଟେକ୍‌ ନୁଆ ମୁନୁସ୍‌ଜାତି ତିଆର୍‌ କଲାଆଚେ । ଏନ୍ତାରି କରି ଦୁଇ ଦଲ୍‍ ବିତ୍‍ରେ ସେ ସାନ୍ତି ଆନିଦେଇ ଆଚେ ।
16 And might reconcile both to God in one body by the cross, killing the enmities in himself.
୧୬ସେ କୁର୍‌ସେ ମଲାର୍‌ପାଇ ବଲି ତାକର୍‌ ତାକର୍‌ ବିତ୍‌ରେ ସତ୍‌ରୁ ଅଇ ରଇବାଟା, ଲିବାଇଦେଇଆଚେ । କୁରୁସର୍‌ ଲାଗି ସେ ଦୁଇଟାଜାକ ମିସାଇକରି ଗଟେକ୍‌ ଗାଗଡ୍‌ ପାରା କଲାଆଚେ । ଆରି ସେମନ୍‌କେ ପର୍‌ମେସରର୍‌ ଲଗେ ବାଉଡାଇ ଆନ୍‌ଲାଆଚେ ।
17 And coming, he preached peace to you that were afar off, and peace to them that were nigh.
୧୭ସେଟାର୍‌ ପାଇ କିରିସ୍‌ଟ ଆଇଲା ଆରି ପର୍‌ମେସର୍‌ତେଇଅନି ଦୁରିକେ ଜାଇ ରଇବା ଜିଉଦି ନଇଲା ଲକ୍‌ମନ୍‌କେ ଆରି ତାର୍‌ ଲଗର୍‌ ଜିଉଦିମନ୍‌କେ ସୁବ୍‍କବର୍‌ ସୁନାଇଲା ।
18 For by him we have access both in one Spirit to the Father.
୧୮କିରିସ୍‌ଟର୍‌ ଲାଗିସେ ଜିଉଦି ଆରି ଜିଉଦି ନଇଲା ସବୁଲକ୍‌ ଗଟେକ୍‌ ଆତ୍‌ମାଇ, ବାବାର୍‌ ମୁଆଟେ ଆସି ପାର୍‌ଲୁ ।
19 Now therefore you are no more strangers and foreigners; but you are fellow citizens with the saints, and the domestics of God,
୧୯ତେବର୍‌ ପାଇ ଏ ଜିଉଦି ନଇଲା ଲକ୍‌ମନ୍‌, ତମେ ଆରି ବିନ୍‌ ଦେସେ ବାସା ଅଇରଇବାଲକ୍‌ ନୁଆସ୍‌ । ଏବେ ପର୍‌ମେସରର୍‌ ଲକ୍‌ମନର୍‌ସଙ୍ଗ୍‍ ତମେମିସା ତାର୍‌ ରାଇଜେ ମିସ୍‌ବା ଲକ୍‌ ଆରି ତାର୍‌ ଜାତିର୍‍ କୁଟୁମର୍‌ ଲକ୍‌ ।
20 Built upon the foundation of the apostles and prophets, Jesus Christ himself being the chief corner stone:
୨୦ତମେ ମିସା ପେରିତ୍‌ ସିସ୍‌ମନ୍‌ ଆରି ବବିସତ୍‌ବକ୍‌ତାମନ୍‌ କରିରଇବା କୁନାଦି ଉପ୍‌ରେ, ତିଆର୍‌ ଅଇଲା ଗର୍‌ ପାରା । ସେ ଗର୍‌ କନର୍‌ ମୁଲ୍‌ ପାକ୍‌ନା ଅଇଲାନି କିରିସ୍‌ଟ ଜିସୁ ।
21 In whom all the building, being framed together, groweth up into an holy temple in the Lord.
୨୧ସେ ଆକା ଗର୍‌କେ ସମାନ୍‌କରି ସଙ୍ଗଇଲା ଆଚେ ଆରି ମାପ୍‌ରୁର୍‌ପାଇ ଗଟେକ୍‌ ସର୍‌ପିଦେଲା ସୁକଲ୍‌ ମନ୍ଦିର୍‌ପାରା କଲାଆଚେ ।
22 In whom you also are built together into an habitation of God in the Spirit.
୨୨କିରିସ୍‍ଟର୍‍ ସଙ୍ଗ୍‌ ମିସ୍‍ଲାର୍‍ ପାଇ, ଗଟେକ୍‌ ଗର୍‍ ପାରା ତମେ ସବୁକେ ମିସିକରି ତିଆର୍‌ କଲାନି । ଜେନ୍ତାରିକି ତମେ ପର୍‌ମେସର୍‌ ତାର୍‍ ଆତ୍‍ମାଇ ରଇବା ଗଟେକ୍‍ ବାସା ଅଇବା ଗର୍‍ ପାରା ଅଇସା ।

< Ephesians 2 >