< Acts 12 >
1 And at the same time, Herod the king stretched forth his hands, to afflict some of the church.
ସଃଡେବଃଳ୍ ହେରଦ୍ ରଃଜା ମଣ୍ଡ୍ଳିର୍ କଃତେକ୍ ଲକ୍ମଃନ୍କେ କଃସ୍ଟ୍ ଦେଉଁକ୍ ଆରୁମ୍ କଃଲା ।
2 And he killed James, the brother of John, with the sword.
ସେ ଜହନାର୍ ବାୟ୍ସି ଜାକୁବକେ କଃଣ୍ଡା ସଃଙ୍ଗ୍ ଅଃତ୍ୟା କଃଲା ।
3 And seeing that it pleased the Jews, he proceeded to take up Peter also. Now it was in the days of the Azymes.
ଇତାକ୍ ଜିଉଦିମଃନ୍ ସଃର୍ଦା ଅଃଉତାର୍ ଦଃକି ସେ ପିତର୍କେ ବାନ୍ଦ୍ଲାୟ୍ । ସଃଡେବଃଳ୍ କମିର୍ ନଃମିସାୟ୍ଲା ହିଟାର୍ ହଃର୍ବ୍ ରିଲି ।
4 And when he had apprehended him, he cast him into prison, delivering him to four files of soldiers to be kept, intending, after the pasch, to bring him forth to the people.
ହଃଚେ ସେ ତାକେ ଦଃରି ଜଃଇଲେ ହୁରୟ୍ଲା, ମୁକ୍ଳାଉଁଣି ହଃର୍ବ୍ ସଃର୍ଲେକ୍ ତାକେ ଲକ୍ମଃନାର୍ ତଃୟ୍ ବାର୍କଃରି ଆଣୁକେ ଟିକ୍ କଃଲା ଆର୍ ହଃତି ଦଃଳେ ଚାରିଲକ୍ ଲେକା ରେତା ଚାରିଗଟ୍ ସଃଇନ୍ ଦଃଳ୍ ତାକେ ଜାଗାୟ୍ଲା ।
5 Peter therefore was kept in prison. But prayer was made without ceasing by the church unto God for him.
ତଃବେ ପିତର୍ ଜଃଇଲେ ରିଲା, ମଃତର୍ ତାର୍ ଗିନେ ମଣ୍ଡ୍ଳି ଏକ୍ମଃନେ ଇସ୍ୱର୍ ତଃୟ୍ ପାର୍ତ୍ନା କଃର୍ତି ରିଲାୟ୍ ।
6 And when Herod would have brought him forth, the same night Peter was sleeping between two soldiers, bound with two chains: and the keepers before the door kept the prison.
ହଃଚେ ହେରଦ୍ ଜୁୟ୍ଦିନ୍ ପିତର୍କେ ବାର୍କଃରି ଆଣ୍ତାର୍ ରିଲି, ସେ ଆଗାର୍ ରାତି ସିକ୍ଳାୟ୍ ବାନ୍ଦା ଅୟ୍ ଜଳେକ୍ ସଃୟ୍ନ୍ ମଃଜାୟ୍ ସୟ୍ରିଲା, ଆର୍ ସଃଇନ୍ମଃନ୍ ଦୁଆର୍ ମୁଏଁ ଜାଗ୍ତି ରିଲାୟ୍ ।
7 And behold an angel of the Lord stood by him: and a light shined in the room: and he striking Peter on the side, raised him up, saying: Arise quickly. And the chains fell off from his hands.
ଆର୍ ଦଃକା ମାପ୍ରୁର୍ ଦୁତ୍ ହଚ୍ଲା ଆର୍ ଜଃଇଲ୍ ଗଃର୍ ଉଜାଳ୍ ଅୟ୍ଲି ଆର୍ ସେ ପିତର୍କେ କୁଚାୟ୍ମାରି ତାକେ ନିଦ୍ ବାଙ୍ଗାୟ୍ କୟ୍ଲା, “ବେଗି ଉଟ୍” ସଃଡେବଃଳ୍ ତାର୍ ଆତେ ହୁଣି ସିକ୍ଳି କୁସୁଳ୍ଲି ।
8 And the angel said to him: Gird thyself, and put on thy sandals. And he did so. And he said to him: Cast thy garment about thee, and follow me.
ଆରେକ୍ ଦୁତ୍ ତାକେ କୟ୍ଲା, “ଅଃଟାବିଳା ବାନ୍ଦ୍ ଆର୍ ହାଣ୍ଡାୟ୍ ହିନ୍ଦ୍ ।” ପିତର୍ ସେନ୍ କଃଲା ଆର୍ ତାକେ କୟ୍ଲା, ଆର୍ “ଗଃଗାଳେ ହଃଚ୍ୟା ହୁଙ୍ଗ୍ରି ମର୍ ହଃଚେହଃଚେ ଆଉ ।”
9 And going out, he followed him, and he knew not that it was true which was done by the angel: but thought he saw a vision.
ସେ ବାରାୟ୍ ତାର୍ ହଃଚେହଃଚେ ଗଃଲା, ମଃତର୍ ଦୁତ୍ ଜାୟ୍ରି କଃଲା, ପିତର୍ ସେରି ଜେ ସଃତ୍ ବଃଲି ଜାଣି ଇସଃବୁ ଚଃହ୍ନେ ଦଃକୁଲେ ବଃଲି ବାବ୍ତି ରିଲା ।
10 And passing through the first and the second ward, they came to the iron gate that leadeth to the city, which of itself opened to them. And going out, they passed on through one street: and immediately the angel departed from him.
ଜଃଡେବଃଳ୍ ହଃର୍ତୁ ଆର୍ ହଃଚାର୍ ଜାଗ୍ତା ଦଃଳ୍ ଲିଙ୍ଗିକଃରି ଜୁୟ୍ ଲଃଉଆର୍ ଦୁଆର୍ ବାଟ୍ ଅୟ୍ ଗଃଳେ ଜଃଉଁକେ ଅୟ୍ଦ୍ ସେ ଚଃମେ ଆୟ୍ଲାୟ୍, ସେ ଦୁଆର୍ ମଃନ୍କେ ମଃନ୍ ସେମଃନାର୍ ଗିନେ ଉଗାଳି ଅୟ୍ଲି ଆର୍ ସେମଃନ୍ ବାରୟ୍ ଜାୟ୍ ଡଃଣ୍ଡାର୍ ସଃରାସଃରି ମୁଣ୍ଡ୍ ହଃତେକ୍ ଗଃଲାୟ୍, ସେଦାହ୍ରେ ସେ ଦୁତ୍ ପିତର୍କେ ଚାଡି ବାଣାଅୟ୍ଲା ।
11 And Peter coming to himself, said: Now I know in very deed, that the Lord hath sent his angel, and hath delivered me out of the hand of Herod, and from all the expectation of the people of the Jews.
ସଃଡେବଃଳ୍ ପିତର୍ ଚେତ୍ନା ଅୟ୍ କୟ୍ଲା ମାପ୍ରୁ ଅଃହ୍ଣାର୍ ଦୁତ୍ ହଃଟାୟ୍ ହେରଦ୍ ଆତେ ହୁଣି ଆର୍ ଜିଉଦି ଲକ୍ମଃନାର୍ ତଃୟ୍ହୁଣି ମକ୍ ମୁକ୍ଳାୟ୍ ଆଚେ, “ଇତି ମୁୟ୍ଁ ଅଃବେ ନିଜ୍କଃରି ଜାଣ୍ଲେ ।”
12 And considering, he came to the house of Mary the mother of John, who was surnamed Mark, where many were gathered together and praying.
ସେ ଇ କଃତା ବାବି ମାର୍କ ବଃଲେକ୍ ଜହନାର୍ ଆୟ୍ସି ମରିୟମାର୍ ଗଃରେ ଆୟ୍ଲା, ସେତି ଗାଦେକ୍ ଲକ୍ ରୁଣ୍ଡି ପାର୍ତ୍ନା କଃର୍ତି ରିଲାୟ୍ ।
13 And when he knocked at the door of the gate, a damsel came to hearken, whose name was Rhode.
ସେ ହଃଦାର୍ ଦୁଆର୍ ମାର୍ଲାକ୍ ରଦା ନାଉଁଆର୍ ଗଟେକ୍ ଗତିଦଃଙ୍ଗ୍ଳି କେ ବଃଲି ହଃଚାରୁକ୍ ଗଃଲି ।
14 And as soon as she knew Peter’s voice, she opened not the gate for joy, but running in she told that Peter stood before the gate.
ସେ ପିତରାର୍ ଟଣ୍ଡ୍ ସୁଣି ସଃର୍ଦା ଅୟ୍ ଦୁଆର୍ ଉଗାଳି ନଃକେରି ବିତ୍ରେ ଦଃବ୍ଳି ଗଃଲି ଆର୍ ଦୁଆରେ ପିତର୍ ଟିଆ ଅୟ୍ଆଚେ ବଃଲି କୟ୍ଲି ।
15 But they said to her: Thou art mad. But she affirmed that it was so. Then said they: It is his angel.
ସେମଃନ୍ ତାକେ କୟ୍ଲାୟ୍ “ତୁୟ୍ ବଃୟା ଅୟ୍ଲିସ୍” ମଃତର୍ ସେ ସଃତ୍ ବଃଲି କଃଉଁକେ ଦଃର୍ଲି, ସେମଃନ୍ କୟ୍ଲାୟ୍, “ଇରି ପିତରାର୍ ଦୁତ୍ ।”
16 But Peter continued knocking. And when they had opened, they saw him, and were astonished.
ମଃତର୍ ପିତର୍ ଦୁଆରେ ତର୍କେତର୍ ମାର୍ତି ରିଲା, ଆରେକ୍ ସେମଃନ୍ ଦୁଆର୍ ଉଗାଳି ତାକେ ଦଃକି କାବା ଅୟ୍ଲାୟ୍ ।
17 But he beckoning to them with his hand to hold their peace, told how the Lord had brought him out of prison, and he said: Tell these things to James, and to the brethren. And going out, he went into another place.
ମଃତର୍ ସେମଃନ୍କେ ତୁନ୍ ହାଳୁକ୍ ଆତ୍ ସଃଗ୍ୟାକଃରି କୟ୍ଲା ଆର୍ ମାପ୍ରୁ କଃନ୍କଃରି ତାକେ ଜଃଇଲେ ହୁଣି ବାର୍କଃରି ଆଣ୍ଲା ସେରି ସେମଃନଃକେ ଗଟେକ୍ ଗଟେକ୍ କଃରି କୟ୍ଲା, ଆରେକ୍ “ସେ କୟ୍ଲା ଇସଃବୁ କଃତା ଜାକୁବକ୍ ଆର୍ ବାୟ୍ମଃନ୍କେ ଜାଣାଉ” ଆର୍ ସେ ସେତି ହୁଣି ବିନେ ଗଃଲା ।
18 Now when day was come, there was no small stir among the soldiers, what was become of Peter.
ସଃକାଳ୍ ଅୟ୍ଲାକ୍ ପିତର୍ କେଣେ ଗଃଲା ବଃଲି ସଃଇନ୍ମଃନାର୍ ବିତ୍ରେ ଉର୍ଜି ଅୟ୍ଲି ।
19 And when Herod had sought for him, and found him not; having examined the keepers, he commanded they should be put to death; and going down from Judea to Caesarea, he abode there.
ଆର୍ ହେରଦ୍ ତାକେ ଲଳୁ ନାହାର୍ଲାକ୍ ଜାଗ୍ତା ସଃଇନ୍ମଃନ୍କେ ହଃଚାର୍ଲା ହଃଚେ ସେମଃନ୍କେ ମଃର୍ନେ ମାରୁକ୍ କୟ୍ଲା । ହଃଚେ ଜିଉଦା ରାଜାୟ୍ ହୁଣି କାଇସରିଆ ଜାୟ୍ ସେତି ରିଲା ।
20 And he was angry with the Tyrians and the Sidonians. But they with one accord came to him, and having gained Blastus, who was the king’s chamberlain, they desired peace, because their countries were nourished by him.
ସଃଡେବଃଳ୍ ହେରଦ୍ ସର୍ ଆର୍ ସିଦନ୍ ଲକାର୍ ଉହ୍ରେ ବଃଡେ ରିସା ଅୟ୍ରିଲା, ଆର୍ ସେମଃନ୍ ଗଟେକ୍ ଦଃଳ୍ଅୟ୍ ତାର୍ ଚଃମେ ଆୟ୍ଲାୟ୍ ଆର୍ ରଃଜାର୍ ସଃଉତା ଗଃରାର୍ ଗୁମୁସ୍ତା ବ୍ଲାସ୍ତକେ ଅଃହ୍ଣାର୍ କଃତାକ୍ ସୁସ୍ତା ଅଃଉଁକେ ଗଃଉଆରି କଃଲାୟ୍, କାୟ୍ତାକ୍ ବଃଲେକ୍ ରଃଜାର୍ ଦେସେ ହୁଣି ସେମଃନାର୍ ଦେସେ କାଦିକଣ୍ଡା ଜାତି ରିଲି ।
21 And upon a day appointed, Herod being arrayed in kingly apparel, sat in the judgment seat, and made an oration to them.
ଇତାକ୍ ଗଟେକ୍ ଟିକ୍ ଅୟ୍ଲା ବିନ୍ ହେରଦ୍ ରଃଜା ବଃସ୍ତର୍ ହିନ୍ଦି ସିଙ୍ଗାସଣେ ବଃସି ସେମଃନାର୍ ମୁଏଁ ଗଟେକ୍ କଃତା ଉଦେସ୍ ଦିଲା ।
22 And the people made acclamation, saying: It is the voice of a god, and not of a man.
ସେତାକ୍ ଲକ୍ମଃନ୍ ଉଲ୍ଗାଟ୍ ଅୟ୍ କାଉଁକେ ଦଃର୍ଲାୟ୍, “ଇରି ଦେବ୍ତାର୍ ଟଣ୍ଡ୍, ମାନାୟ୍ର୍ ଟଣ୍ଡ୍ ନାୟ୍ ।”
23 And forthwith an angel of the Lord struck him, because he had not given the honour to God: and being eaten up by worms, he gave up the ghost.
ତଃତ୍କାଣ୍ ମାପ୍ରୁର୍ ଗଟେକ୍ ଦୁତ୍ ତାକେ ମାର୍ଲା, କାୟ୍ତାକ୍ ବଃଲେକ୍ ସେ ଇସ୍ୱର୍କେ ଜଃଜ୍ମାନ୍ ନଃକେଲା ଆର୍ ସେ ହକ୍ ଦଃରାୟ୍ ଅୟ୍ ମଃଲା ।
24 But the word of the Lord increased and multiplied.
ମଃତର୍ ଇସ୍ୱରାର୍ କଃତା ଅଃଦିକ୍ ଉର୍ଜିଅୟ୍ ଚାରିହାକ୍ ବାଟି ଅଃଉଁକେ ଦଃର୍ଲି ।
25 And Barnabas and Saul returned from Jerusalem, having fulfilled their ministry, taking with them John, who was surnamed Mark.
ହଃଚେ ବର୍ନବା ଆର୍ ସାଉଲ୍ ଅଃହ୍ଣାମଃନାର୍ ସେବା କାମ୍ ସଃରାୟ୍ ମାର୍କ ବଃଲେକ୍ ଜହନ୍କେ ସଃଙ୍ଗେ ଦଃରି ଜିରୁସାଲମ୍ ବାଉଳି ଗଃଳାୟ୍ ।