< 1 Peter 5 >

1 The ancients therefore that are among you, I beseech, who am myself also an ancient, and a witness of the sufferings of Christ: as also a partaker of that glory which is to be revealed in time to come:
ତମର୍‌ ମଣ୍ଡଲିର୍‌ ପାର୍‌ଚିନ୍‌ମନ୍‌କେ ଗଟେକ୍‌ ବିସଇ କଇବାକେ ମୁଇ ମନ୍‌ କଲିନି । କାଇକେବଇଲେ ମୁଇ ମିସା ଗଟେକ୍‌ ପାର୍‌ଚିନ୍‌ । କିରିସ୍‌ଟ ଦୁକ୍‌କସ୍‌ଟ ମୁରଚ୍‌ଲାଟା ମୁଇ ଦେକିଆଚି । ଆରି ତାର୍‌ ଡାକ୍‌ପୁଟା ଜାନାଇବା ଦିନେ ମୁଇ ମିସା ତେଇ ମିସ୍‌ବି । ମୁଇ ତମ୍‌କେ ବାବୁଜିଆ କଲିନି,
2 Feed the flock of God which is among you, taking care of it, not by constraint, but willingly, according to God: not for filthy lucre’s sake, but voluntarily:
ତମେ ଦେକାରକା କର୍‌ବା ବିସ୍‌ବାସିମନ୍‌କେ ଜତନ୍‌ କରା । କାଇକେବଇଲେ ସେମନ୍‌ ପର୍‌ମେସରର୍‌ ମେଣ୍ଡାରାସି ପାରା । ପର୍‌ମେସର୍‌ ସେ ଲକ୍‌ମନ୍‌କେ ତମ୍‌କେ ସର୍‌ପିଦେଇଆଚେ । ତମେ ସାର୍‌ଦାସଙ୍ଗ୍‍ ତାକର୍‌ ଜତନ୍‌ ନେବାର୍‌ଆଚେ । କାଇକେବଇଲେ ସେଟା ସେ ମନ୍‌ କଲାନି । ଡାବୁ ଆସା ଅଇକରି ଏ କାମ୍‌ କର୍‌ବାର୍‌ ନାଇ । ତାର୍‌ବାଦୁଲେ, ପର୍‌ମେସର୍‌କେ ଆରି ତାର୍‌ ଲକ୍‌ମନ୍‌କେ ସେବାକର୍‌ବାକେ ମନ୍‌ କରି ସେଟା କରା ।
3 Neither as lording it over the clergy, but being made a pattern of the flock from the heart.
ତମେ ଦେକାରକା କର୍‌ବା ଲକ୍‌ମନ୍‌କେ ବାଦିଅ କରାନାଇ । ତାର୍‌ ବାଦୁଲେ ତମର୍‌ ନିକ ଚଲାଚଲ୍‌ତି ଦେକି ସେମନ୍‌ ସିକତ୍‍ ।
4 And when the prince of pastors shall appear, you shall receive a never fading crown of glory.
ଆରି ଜେଡେବେଲେ ଜିସୁକିରିସ୍‌ଟ ଜେ କି ସବୁ ବିସ୍‌ବାସିମନର୍‌ ବଡ୍‌ ନେତା ଦେକାଇ ଅଇସି, ଉଜଲ୍‌ ଉନା ନ ଅଇବା ଡାକ୍‌ପୁଟାର୍‌ ପୁରୁସ୍‌କାର୍‌ ତମ୍‌କେ ଦେଇସି ।
5 In like manner, ye young men, be subject to the ancients. And do you all insinuate humility one to another, for God resisteth the proud, but to the humble he giveth grace.
ସେନ୍ତାରିସେ ଏ ଦାଙ୍ଗ୍‌ଡାମନ୍‌, ତମେ ବଡ୍‌ଲକ୍‌ମନର୍‌ କାତା ମାନିକରିରୁଆ । ମନ୍‌ ବିତ୍‌ରେ ସୁଆଲ୍‌ ରଇ ଗଟେଲକ୍‌ ଆରି ଗଟେଲକ୍‌କେ ସେବା କରାକରି ଅଇରୁଆ । କାଇକେବଇଲେ ସାସ୍‌ତରେ ଲେକା ଅଇଲାଆଚେ ବଡ୍‌ପନ୍‌ ଅଇବା ଲକ୍‌ମନ୍‌କେ ପର୍‌ମେସର୍‌ ବିରଦ୍‌ କର୍‌ସି, ମାତର୍‌ ମନେ ମନେ ସୁଆଲ୍‌ ରଇବା ଲକ୍‌ମନ୍‌କେ ଦୟା ଦେକାଇସି ।
6 Be you humbled therefore under the mighty hand of God, that he may exalt you in the time of visitation:
ସବୁର୍‌ଟାନେ ଅନି ବପୁ ରଇବା ପର୍‌ମେସର୍‌କେ ନିଜେ ସର୍‌ପିଉଆ । ତାର୍‌ ସମାନ୍‌ ବେଲାଇ ସେ ତମ୍‌କେ ଉଟାଇସି ।
7 Casting all your care upon him, for he hath care of you.
ତମର୍‌ ସବୁଜାକ ଚିନ୍ତା କର୍‌ବାଟା ପର୍‌ମେସର୍‌କେ ସର୍‌ପି ଦିଆସ୍‌, କାଇକେବଇଲେ, ସେ ତମ୍‌କେ ଜତନ୍‌ କଲାନି ।
8 Be sober and watch: because your adversary the devil, as a roaring lion, goeth about seeking whom he may devour.
ଜାଗର୍‌ତା ଅଇକରି ଜାଗିରୁଆ, କାଇକେବଇଲେ ଆମର୍‌ ସତ୍‌ରୁ ସଇତାନ୍‌ କାକେ ମିସା ଗିଲ୍‌ବି ବଲି ଅଡ୍‌ରି ବୁଲ୍‌ଲାନି ।
9 Whom resist ye, strong in faith: knowing that the same affliction befalls your brethren who are in the world.
ବିସ୍‌ବାସେ ଡାଟ୍‌ ରଇକରି ତାକେ ବିରଦ୍‌ କରା । ଗୁଲାଇ ଦୁନିଆଇ ରଇବା ତମର୍‌ ବିସ୍‌ବାସି ବାଇବଇନିମନ୍‌, ଏନ୍ତାରି ଦୁକ୍‌ କସ୍‌ଟ ପାଇ ମୁରଚ୍‌ଲାଇନି ବଲି ତମେ ଜାନିଆଚାସ୍‌ ।
10 But the God of all grace, who hath called us into his eternal glory in Christ Jesus, after you have suffered a little, will himself perfect you, and confirm you, and establish you. (aiōnios g166)
୧୦ଚନେକର୍‌ ଆଇବା ଦୁକ୍‌କସ୍‌ଟ ମୁର୍‌ଚି ସାରାଇଲେ, ତମ୍‌କେ ପର୍‌ମେସର୍‌ କାଇ ଦସ୍‌ ନ ରଇବା, ତାର୍‌ ସିଦ୍‌ ଲକ୍‌ କରାଇସି । ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଇବାକେ ସେ ତମ୍‌କେ ବପୁ ଦେଇସି । ଆରି ତମ୍‌କେ ନିକ କୁନାଦି ପାରା ତିଆର୍‌ କର୍‌ସି । କିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ପାଇ, ତାର୍‌ ନ ସାର୍‌ବା ମଇମାତେଇ ମିସ୍‌ବାକେ ତମ୍‌କେ ଡାକ୍‌ଲାଆଚେ । ସେ ତମ୍‌କେ ଜିବନ୍‌ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ । (aiōnios g166)
11 To him be glory and empire for ever and ever. Amen. (aiōn g165)
୧୧ତାକେ ସବୁର୍‌ଟାନେଅନି ବପୁଆଚେ, ସେ ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ସାସନ୍‌ କର୍‌ସି । ଆମେନ୍‌ । (aiōn g165)
12 By Sylvanus, a faithful brother unto you, as I think, I have written briefly: beseeching and testifying that this is the true grace of God, wherein you stand.
୧୨ଏ ଅଲପ୍‌ ବିସଇର୍‌ ଚିଟି ଲେକ୍‌ବାକେ ସିଲା ମକେ ସାଇଜ କରିରଇଲା । ସେ ଗଟେକ୍‌ ଆମର୍‌ ବିସ୍‌ବାସି ବାଇ । ତମର୍‌ ବିସ୍‌ବାସ୍‌ ଡାଟ୍‌ କରାଇବାକେ ଆରି ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲାଟା ତମେ ସତଇସେ ଜାନ୍‌ଲାସ୍‌ନି ବଲି ଟିକ୍‌ କର୍‌ବାକେ ମୁଇ ଏ ଚିଟି ଲେକ୍‌ଲିନି । ତାର୍‌ ଜିବନ୍‌ ଦୁକାଇଲାଟାନେ ତମେ ଡାଟ୍‌ ସଙ୍ଗ୍‍ ରୁଆ ।
13 The church that is in Babylon, elected together with you, saluteth you: and so doth my son Mark.
୧୩ବାବିଲନେ ରଇବା ତମର୍‌ ବିସ୍‌ବାସି ବାଇବଇନିମନ୍‌ ତାକର୍‌ ଜୁଆର୍‌ ଜାନାଇଲାଇନି । ପର୍‌ମେସର୍‌ ସେମନ୍‌କେ ବାଚ୍‌ଲାଆଚେ । ମାର୍‌କ ଜାକେ କି ମର୍‌ ପଅ ଇସାବେ ଦେକ୍‌ଲିନି, ସେମିସା ତାର୍‌ ଜୁଆର୍‌ ଜାନାଇଲାନି ।
14 Salute one another with a holy kiss. Grace be to all you, who are in Christ Jesus. Amen.
୧୪ତମର୍‌ ବିତ୍‌ରେ ଆଲାଦ୍‌ ଆଚେ ବଲି ଦେକାଇବାକେ ଆତେ ଦାରି ଜୁଆର୍‌ କରାକରିଉଆ । କିରିସ୍‌ଟର୍‌ତେଇ ଜେତ୍‌କି ଲକ୍‌ ମିସ୍‌ଲାଇଆଚତ୍‌ ସେମନ୍‌ ସବୁ ଲକ୍‌କେ ସାନ୍ତି ମିଲ ।

< 1 Peter 5 >