< 1 Corinthians 16 >
1 Now concerning the collections that are made for the saints, as I have given order to the churches of Galatia, so do ye also.
ଜିଉଦାର୍ ଦଃର୍ମିମଃନାର୍ ଗିନେ ଦାନ୍ ଦେଉଁକେ ଜଃନ୍କଃରି ମୁୟ୍ଁ ଗାଲାତିର୍ ମଣ୍ଡ୍ଳିମଃନ୍କେ ଗଃଉଆରି କଃରିରିଲେ, ତୁମିମଃନ୍ ହେଁ ସେନ୍ କଃରା ।
2 On the first day of the week let every one of you put apart with himself, laying up what it shall well please him; that when I come, the collections be not then to be made.
ମୁୟ୍ଁ ଗଃଲେକ୍ ଜଃନ୍କଃରି ଦାନ୍ ମାଗ୍ତାର୍ ଲଳା ନଃହେଳେ, ଇତାର୍ ଗିନେ ହଃତି ରୟ୍ବାର୍ ଦିନ୍ ତୁମିମଃନ୍କେ ଅଃହ୍ଣାର୍ ଅଃହ୍ଣାର୍ କାମାଉଣିର୍ ସୁବିଦା ହଃର୍କାରେ ଅଃଳକ୍ ଅଃଳକ୍ ଜଃମା କଃରି ବିନେ ସଃଙ୍ଗାଉଆ ।
3 And when I shall be with you, whomsoever you shall approve by letters, them will I send to carry your grace to Jerusalem.
ଆର୍ ମୁୟ୍ଁ ଆୟ୍ଲେକ୍ ତୁମିମଃନ୍କେ ଜୁୟ୍ ଲକ୍ମଃନ୍ ପରିକ୍ୟାୟ୍ ଜିଣି ଆଚ୍ତି ବଃଲି ମଃନେ କଃରାସ୍, ମୁୟ୍ଁ ସେ ମଃନ୍କେ ଚିଟି ଦଃୟ୍ ଜିରୁସାଲମେ ତୁମିମଃନ୍କାର୍ ଦିଲାର୍ ଦାନ୍ ନେଉଁକେ ହଃଟାୟ୍ନ୍ଦ୍ ।
4 And if it be meet that I also go, they shall go with me.
ଆରେକ୍ ଜଦି ମୁୟ୍ଁ ଜାତାର୍ ଲଳା ଅୟ୍ଲେକ୍, ସେମଃନ୍ ମର୍ ସଃଙ୍ଗ୍ ଜାତି ।
5 Now I will come to you, when I shall have passed through Macedonia. For I shall pass through Macedonia.
ମଃତର୍ ମୁୟ୍ଁ ମାକିଦନିଆ ଅୟ୍ ଗଃଲାହଃଚେ, ତୁମିମଃନ୍କାର୍ ହାକ୍ ଆସିନ୍ଦ୍, ବଃଲେକ୍ ମୁୟ୍ଁ ମାକିଦନିଆ ଅୟ୍ ଜାୟ୍ନ୍ଦ୍
6 And with you perhaps I shall abide, or even spend the winter: that you may bring me on my way whithersoever I shall go.
ଆର୍ ଅଃଉଁହାର୍ଲେକ୍ ତୁମିମଃନ୍କାର୍ ସଃଙ୍ଗ୍ କଃତିଦିନ୍ ରଃୟ୍ନ୍ଦ୍ ସିତ୍ ହଃଦ୍ନା ରଃୟ୍ନ୍ଦ୍ ବଃଲି ବାବୁଲେ, ସେତାକ୍ ମୁୟ୍ଁ ଜେଣେ ଗଃଲେକ୍ ହେଁ ତୁମିମଃନ୍ ମକେ ଉହ୍କାର୍ କଃରୁ ହାରାସ୍ ।
7 For I will not see you now by the way, for I trust that I shall abide with you some time, if the Lord permit.
କାୟ୍ତାକ୍ବଃଲେକ୍ ଇ ତର୍ ଜାତାବଃଳ୍ ତୁମିମଃନ୍କାର୍ ସଃଙ୍ଗ୍ ବେଟ୍ଗାଟ୍ ଅଃଉଁକେ ମଃନ୍କଃରୁଲେ, ବଃଲେକ୍ ମାପ୍ରୁ ରେଉଁକ୍ ଦିଲେକ୍ ତଃବେ ତୁମିମଃନାର୍ ସଃଙ୍ଗ୍ ବୁତେକ୍ ବିନ୍ ରେଉଁକେ ଆସା କଃରୁଲେ ।
8 But I will tarry at Ephesus until Pentecost.
ମଃତର୍ ମୁୟ୍ଁ ପେଣ୍ଟିକସ୍ଟ୍ ହଃର୍ବାର୍ ଦିନ୍ ହଃତେକ୍ ଏପିସିଏ ରଃୟ୍ନ୍ଦ୍;
9 For a great door and evident is opened unto me: and many adversaries.
କାୟ୍ତାକ୍ବଃଲେକ୍ ମର୍ ବିରଦି ମଃନ୍ ଗାଦେକ୍ ରିଲେକ୍ ହେଁ, ହଃଳ୍ ହାଉତା କାମ୍ କଃରୁକେ, ମର୍ଗିନେ ଅସାର୍ ଦୁଆର୍ ଉଗାଳା ଅୟ୍ଆଚେ ।
10 Now if Timothy come, see that he be with you without fear, for he worketh the work of the Lord, as I also do.
ଜଦି ତିମତି ଜାୟ୍ଦ୍ ତଃବେ ଜଃନ୍କଃରି ନଃଡିରିକଃରି ତୁମିମଃନ୍କାର୍ ସଃଙ୍ଗ୍ ରଃୟ୍ଦ୍, ସେତାର୍ ଗିନେ ଦିଆନ୍ କଃରା କାୟ୍ତାକ୍ବଃଲେକ୍ ମୁୟ୍ଁ ଜଃନ୍କାର୍ ସେ ହେଁ ସେନ୍କାର୍ ମାପ୍ରୁର୍ କାମ୍ କଃରୁଲା ।
11 Let no man therefore despise him, but conduct ye him on his way in peace: that he may come to me. For I look for him with the brethren.
ଇତାକ୍ ତାକେ କେ ସାନ୍ ନଃକେର, ମଃତର୍ ସେ ଜଃନ୍କଃରି ମର୍ ହାକ୍ ଆସୁ ହାରେ ଇତାର୍ ଗିନେ ତାକେ ସୁସ୍ତାୟ୍ ବାଟ୍ କାଡାୟ୍ ଦିଆସ୍, କାୟ୍ତାକ୍ବଃଲେକ୍ ବାୟ୍ ବେଣିମଃନାର୍ ସଃଙ୍ଗ୍ ଆସେଦ୍ ବଃଲି ମୁୟ୍ଁ ଜାଗିଆଚି ।
12 And touching our brother Apollo, I give you to understand, that I much entreated him to come unto you with the brethren: and indeed it was not his will at all to come at this time. But he will come when he shall have leisure.
ମଃତର୍ ବାୟ୍ ଆପଲାର୍ କଃତା କଃଉଁଲେ, ବାୟ୍ମଃନାର୍ ସଃଙ୍ଗ୍ ତୁମିମଃନ୍କାର୍ ହାକ୍ ଜଃଉଁକେ ମୁୟ୍ଁ ତାକେ ବେସି ଗଃଉଆରି କଃଲେ, ମଃତର୍ ଅଃବେ ଜଃଉଁକେ ତାର୍ ମୁଳ୍କେ ମଃନ୍ ନାୟ୍, ମଃତର୍ ସୁବିଦା ମିଳ୍ଲେକ୍ ସେ ଜାୟ୍ଦ୍ ।
13 Watch ye, stand fast in the faith, do manfully, and be strengthened.
ତୁମିମଃନ୍କେ ଜଃଗ୍ରାତ୍ ରଃୟ୍ ବିସ୍ୱାସେ ତିର୍ ଅୟ୍ରିଆ, ସାସ୍ ଦଃରି ବଃଳ୍ ହାଉଆ ।
14 Let all your things be done in charity.
ସଃବୁ କାମ୍ ଲାଡେ କଃରା ଅଃଉଅ ।
15 And I beseech you, brethren, you know the house of Stephanas, and of Fortunatus, and of Achaicus, that they are the firstfruits of Achaia, and have dedicated themselves to the ministry of the saints:
ଏ ବାୟ୍ ବେଣିମଃନ୍, ମୁୟ୍ ଗଃଉଆରି କଃରୁଲେ, ସ୍ତିପାନ୍ ଆର୍ ତାର୍ ଗଃର୍କୁଟୁମ୍ ଜେ ଆକାୟାର୍ ହଃର୍ତୁ ଅୟ୍ଲା ବିସ୍ୱାସି; ଆର୍ ଦଃର୍ମିମଃନାର୍ ସେବାୟ୍ ଲାଗିହଃଳି ଆଚ୍ତି, ଇରି ତୁମିମଃନ୍ ଜାଣାସ୍ ।
16 That you also be subject to such, and to every one that worketh with us, and laboureth.
ଇ ହଃର୍କାରେ ଲକ୍ମଃନ୍କାର୍ ଆରେକ୍ ସଃବୁ ମିସ୍ଣେ କାମ୍ କଃର୍ତା ଲକ୍ମଃନ୍ ଆର୍ କଃସ୍ଟ୍ କଃର୍ତା ଲକ୍ମଃନ୍କାର୍ କଃତା ମାନା, ତୁମିମଃନ୍କେ ଇ ଗଃଉଆରି କଃରୁଲେ ।
17 And I rejoice in the presence of Stephanas, and Fortunatus, and Achaicus, because that which was wanting on your part, they have supplied.
ସ୍ତିପାନ୍, ପର୍ତୁନାତ୍ ଆର୍ ଆକାୟା ଆୟ୍ଲାକ୍ ମୁୟ୍ଁ ସଃର୍ଦା କଃରୁଲେ, କାୟ୍ତାକ୍ବଃଲେକ୍ ତୁମିମଃନାର୍ ନଃରିଲାର୍ ଗିନେ ମର୍ ଜୁୟ୍ ଅକେଟ୍ ରିଲି, ସେରି ସେମଃନ ହୁରୁଣ୍ କଃରିଆଚ୍ତି
18 For they have refreshed both my spirit and yours. Know them, therefore, that are such.
ଜୁୟ୍ତାର୍ ଗିନେ ସେମଃନ୍ ମର୍ ଆର୍ ତୁମିମଃନ୍କାର୍ ଆତ୍ମାକେ ସଃର୍ଦା କଃରାୟ୍ଲାୟ୍; ତଃବେ ତୁମିମଃନ୍କେ ଇ ରଃକମ୍ ଲକ୍ମଃନ୍କେ ଜୟ୍ଃଗ୍ ବଃଲି ଜାଣି ମାନ୍ତି କଃରା ।
19 The churches of Asia salute you. Aquila and Priscilla salute you much in the Lord, with the church that is in their house, with whom I also lodge.
ଆସିଆ ଦେସାର୍ ମଣ୍ଡ୍ଳିମଃନ୍ ତୁମିମଃନ୍କେ ଦନ୍ୟବାଦ୍ ଜାଣାଉଁଲାୟ୍ । ଆକିଲା ଆର୍ ପ୍ରିସ୍କିଲା ସେମଃନାର୍ ଗଃରାର୍ ମଣ୍ଡ୍ଳି ସଃଙ୍ଗ୍ ମାପ୍ରୁର୍ ତଃୟ୍ ତୁମିମଃନ୍କେ ଲାଡାର୍ ଦନ୍ୟବାଦ୍ ଜାଣାଉଁଲାୟ୍ ।
20 All the brethren salute you. Salute one another with a holy kiss.
ଇତିର୍ ବାୟ୍ ଆର୍ ବେଣି ସଃବୁଲକ୍ ତୁମିମଃନ୍କେ ଦନ୍ୟବାଦ୍ ଜାଣାଉଁଲାୟ୍, କ୍ରିସ୍ଟାନ୍ ପବିତ୍ର ଲାଡେ ହଃତିଲକ୍ ଦନ୍ୟବାଦ୍ କଃରାକଃରି ଅଃଉଆ ।
21 The salutation of me Paul, with my own hand.
ମୁୟ୍ଁ ପାଉଲ୍ ନିଜାର୍ ଆତେ ଇ ସଃବୁ ଲେକି ଦନ୍ୟବାଦ୍ ଜାଣାଉଁଲେ ।
22 If any man love not our Lord Jesus Christ, let him be anathema, maranatha.
ଜଦି, କେ ମାପ୍ରୁକେ ଲାଡ୍ ନଃକେରେ, ତଃବେ ସେ ସାୟ୍ପ୍ ହାଉଅ । ମାରାନାତା, ଅଃମାର୍ ମାପ୍ରୁ ଆସ ।
23 The grace of our Lord Jesus Christ be with you.
ମାପ୍ରୁ ଜିସୁର୍ ଦଃୟା ତୁମିମଃନ୍କାର୍ ଉହ୍ରେ ଅଃଉଅ ।
24 My charity be with you all in Christ Jesus. Amen.
କ୍ରିସ୍ଟ ଜିସୁର୍ ତଃୟ୍ ମର୍ ଲାଡ୍ ତୁମି ସଃବୁ ଲକାର୍ ଉହ୍ରେ ରେଉଅ ।