< Hebrews 5 >

1 For every high priest taken from amongst men is established for men in things relating to God, that he may offer both gifts and sacrifices for sins;
ଜିଉଦିମନର୍‌ ଜେତ୍‌କି ବଡ୍‌ ପୁଜାରିମନ୍‌ ତାକର୍‌ ନିଜର୍‌ ଲକ୍‌ମନର୍‌ତେଇଅନି ବାଚାଇଅଇବାଇ । ତାକର୍‌ବାଟେଅନି ପାପ୍‌ କେମା କର୍‌ବା ବଲି ଆରି ସର୍‌ପିଦେବା ବଲି, ଦେଇକରି ପର୍‌ମେସର୍‌କେ ସେବା କର୍‌ବାଇ ।
2 being able to exercise forbearance towards the ignorant and erring, since he himself also is clothed with infirmity;
ଜେଡେବେଲେ ତାର୍‌ ସଙ୍ଗାରିମନ୍‌ ନାଜାନିକରି ରଇବାଇ, ଆରି ବୁଲ୍‌ କାମ୍‌ କରିରଇବାଇ, ସେ ସେମନର୍‌ ସଙ୍ଗ୍‍ ଦୟାଦରମ୍‌ ଦେକାଇକରି ରଇପାର୍‌ସି । କାଇକେବଇଲେ ତାର୍‌ ଜିବନେ ମିସା ବେସି ବୁଲ୍‌ ରଇସି ।
3 and, on account of this [infirmity], he ought, even as for the people, so also for himself, to offer for sins.
ଆରି ତାକେ ମିସା ବେସି ବୁଲ୍‌ ରଇଲାକେ ସେ ଅବ୍‌କା ବିନ୍‌ ଲକର୍‌ ପାପର୍‌ ପାଇ ବଲି ଦେଲେ ନଏଁ, ମାତର୍‌ ନିଜର୍‍ ପାପର୍‌ଲାଗି ମିସା ବଲି ସର୍‌ପିଦେବାକେ ପଡ୍‌ସି ।
4 And no one takes the honour to himself but [as] called by God, even as Aaron also.
କେ ମିସା ନିଜେ ବାଚିଅଇକରି ବଡ୍‌ପୁଜାରିର୍‌ ବେସି ସନ୍‌ମାନ୍‌ ପାଇବା ପଦ୍‌ ପାଇ ନାପାରେ । ମାତର୍‌ ଗଟେକ୍‌ ଲକ୍‌ ପର୍‌ମେସର୍‌ ଡାକ୍‌ଲା ଇସାବେସେ ବଡ୍‌ ପୁଜାରିର୍‌ ପଦ୍‌ ପାଇଅଇସି । ଜେନ୍ତାରି କି କେତେ କେତେ ବରସ୍‌ ପୁର୍‌ବେ ଆରଣ୍‌କେ ବାଚିରଇଲା ।
5 Thus the Christ also has not glorified himself to be made a high priest; but he who had said to him, Thou art my Son, I have to-day begotten thee.
ସେନ୍ତାରିସେ କିରିସ୍‌ଟ ବଡ୍‌ ପୁଜାରିର୍‌ ସନ୍‌ମାନ୍‌ ପାଇବାକେ ନିଜ୍‌କେ ବଡ୍‌ କରେ ନାଇ । ମାତର୍‌ ପର୍‌ମେସର୍‌ସେ ତାକେ ବାଚ୍‌ଲା । ତାର୍‌ ବାଦୁଲେ ସେ ତାକେ କଇଲା, “ତୁଇ ମର୍‌ ପଅ, ଆଜି ମୁଇ ତର୍‌ ବାବା ଅଇଲିଆଚି ।”
6 Even as also in another [place] he says, Thou [art] a priest for ever according to the order of Melchisedec. (aiōn g165)
ଆରି ଗଟେକ୍‌ ଜାଗାଇ ମିସା ସେ କଇଲା, “ତୁଇ ପୁଜାରି ପଦ୍‌ ପାଇକରି ମଲ୍‌କିସେଦକର୍‌ କୁଟୁମ୍‌ ପାରା କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ପୁଜାରି ଅଇ ରଇସୁ ।” (aiōn g165)
7 Who in the days of his flesh, having offered up both supplications and entreaties to him who was able to save him out of death, with strong crying and tears; (and having been heard because of his piety; )
ଜିସୁ ଏ ଜଗତେ ରଇଲାବେଲେ, ସେ ଆକ୍‌ମାରି କାନ୍ଦିକରି ଆରି ଆଁସୁ ଜରାଇକରି କାନ୍ଦି ପର୍‌ମେସର୍‌କେ ପାର୍‌ତନା କରିଲାଗିରଇଲା । ମରନେଅନି ତାକେ ରକିଆ କର୍‌ବାକେ ପର୍‌ମେସର୍‌କେ ବପୁଆଚେ ବଲି ସେ ଜାନିକରି ଏନ୍ତାରି କଲା । ସେ ନିଜେ ଦୟାଦରମ୍‌ ଦେକାଇଲାକେ ଆରି ପର୍‌ମେସରର୍‌ କାତା ମାନ୍‌ଲାକେ, ପର୍‌ମେସର୍‌ ତାର୍‌ ପାର୍‌ତନା ସୁନ୍‌ଲା ।
8 though he were Son, he learned obedience from the things which he suffered;
ଜିସୁ ପର୍‌ମେସରର୍‌ ପଅ ଅଇରଇଲେ ମିସା, ସେ ଦୁକ୍‌ କସ୍‌ଟ ପାଇରଇଲାର୍‌ ଲାଗି, ତାର୍‍ କାତା ମାନ୍‌ବାକେ ସିକ୍‌ଲା ।
9 and having been perfected, became to all them that obey him, author of eternal salvation; (aiōnios g166)
ସେ ପର୍‌ମେସରର୍‌ କାତା ମାନ୍‌ଲାକେ ପୁରାପୁରୁନ୍‌ ସିଦ୍‌ ଅଇଲା । ତାକେ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌କେ କେବେ ନ ସାର୍‌ବା ମୁକ୍‌ତି ଦେବା ଲକ୍‌ ଅଇଲା । (aiōnios g166)
10 addressed by God [as] high priest according to the order of Melchisedec.
୧୦ସେଟାର୍‌ ପାଇ ତାକେ ପର୍‌ମେସର୍‌ ମଲ୍‌କିସେଦକ୍‍ ପୁଜାରିର୍‌ ପାରା ବଡ୍‌ ପୁଜାରି କରି ବାଚ୍‌ଲା ।
11 Concerning whom we have much to say, and hard to be interpreted in speaking [of it], since ye are become dull in hearing.
୧୧ଏ ବିସଇ ଆରି ଅଦିକ୍‌ ତମ୍‌କେ ଜାନାଇବି ବଲି ମୁଇ ମନ୍‍ କଲିନି । ମାତର୍‌ ତମେ ଦାପ୍‌ରେ ବୁଜି ନାପାରାସ୍‌କେ ବୁଜାଇବାକେ କସ୍‌ଟ ଆଚେ ।
12 For when for the time ye ought to be teachers, ye have again need that [one] should teach you what [are] the elements of the beginning of the oracles of God, and are become such as have need of milk, [and] not of solid food.
୧୨ତମେ ବିସ୍‌ବାସ୍‌ କରି ବେସିଦିନ୍‌ ଅଇଗାଲା ଆଚେ । ଆରି ଏବେ ତମେ ତମର୍‌ ସଙ୍ଗାରିମନ୍‌କେ ସିକାଇବାର୍‌ ରଇଲା । ମାତର୍‌ ପର୍‌ମେସରର୍‌ ପର୍‌ତୁମ୍‌ ସିକିଆ ତମ୍‌କେ ଏବେ ସିକାଇବାକେ ଲକର୍‌ ଲଡାଆଚେ । ତମେ ଗଟେକ୍‌ ଦୁଦ୍‌ କାଇବା ପିଲାର୍‌ପାରା ଆଚାସ୍‌ । କାଇକେବଇଲେ ଆଁଟ୍‌ଟା ମନ୍‌ କାତ୍‌ରି ନାପାରାସ୍‌ ।
13 For every one that partakes of milk [is] unskilled in the word of righteousness, for he is a babe;
୧୩ଜେ ଦୁଦ୍‌ କାଇବାର୍‌ ଆଚେ, ସେ ଏବେ ମିସା ପିଲାସେ । ସେନ୍ତାରି ଲକ୍‌ମନ୍‌ ଟିକ୍‌ ଆରି ବୁଲ୍‌ ଚଲାଚଲ୍‌ତି କର୍‌ବାଟା ଚିନି ନାପାର୍‌ଲାଇନି ।
14 but solid food belongs to full-grown men, who, on account of habit, have their senses exercised for distinguishing both good and evil.
୧୪ଚାବି ଚାବି କାଇବା କାଦି ବଡ୍‌ ଲକ୍‌ମନର୍‌ପାଇ । ସେମନ୍‌ ନିକ ଆରି କାରାପ୍‌ ଚିନ୍‌ବାକେ, ନିଜ୍‍କେ ଅବିଆସ୍‌ କରାଇ ଆଚତ୍‌ ।

< Hebrews 5 >