< Acts 1 >

1 I composed the first discourse, O Theophilus, concerning all things which Jesus began both to do and to teach,
ସାର୍‌ଦାର୍‌ ତିଅପିଲ୍‌, ମର୍‌ ପର୍‌ତୁମ୍‌ ଲେକିରଇବା ଲୁକ୍‌ବଇଟାନେ ଆରାମେଅନି, ପର୍‌ମେସର୍‌ ତାକେ ସର୍‌ଗେ ନେବା ଦିନ୍‌ ଜାକ, ଜିସୁ କରିରଇବା ଆରି ସିକାଇରଇବା ସବୁ ବିସଇ ଲେକିରଇଲି ।
2 until that day in which, having by the Holy Spirit charged the apostles whom he had chosen, he was taken up;
ତାର୍‌ ଆଗ୍‌ତୁ ସୁକଲ୍‌ଆତ୍‌ମାର୍‌ ବପୁସଙ୍ଗ୍‍ ସେ ବାଚିରଇବା ପେରିତ୍‌ମନ୍‌କେ କେତେଟା ଆଦେସ୍‌ ଦେଇରଇଲା ।
3 to whom also he presented himself living, after he had suffered, with many proofs; being seen by them during forty days, and speaking of the things which concern the kingdom of God;
ସେ ଦୁକ୍‌ କସ୍‌ଟ ଅଇଲାପଚେ, ସେମନ୍‌କେ ନିଜେ ବେସି ତର୍‌ ଦେକାଇଅଇଲା । ଚାଲିସ୍‌ ଦିନ୍‌ଜାକ ବିନ୍‌ ବିନ୍‌ ବେଲାଇ ଦେକାଇଅଇଲା । ମଲାତେଇଅନି ଉଟ୍‌ଲାଟା ସତ୍‌ସଙ୍ଗ୍‍ ଜାନାଇଲା । ସେମନ୍‌ ତାକେ ଦେକ୍‌ଲାଇ, ଆରି ସେ ସେମନର୍‌ସଙ୍ଗ୍‍ ପର୍‌ମେସରର୍‌ ରାଇଜ୍‌ ବିସଇନେଇ କାତା ଅଇଲା ।
4 and, being assembled with [them], commanded them not to depart from Jerusalem, but to await the promise of the Father, which [said he] ye have heard of me.
ତରେକ୍‌ ସେମନର୍‌ସଙ୍ଗ୍‍ ମିସିକରି କାଇବା ବେଲେ, ସେ ଏ ଆଦେସ୍‌ ଦେଲା, “ଜିରୁସାଲମ୍‌ ଚାଡାନାଇ । ମାତର୍‌ ଜନ୍‌ଟା ମର୍‌ ସରଗର୍‌ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍‌ବା ଜାକ ଜାଗିରୁଆ ।
5 For John indeed baptised with water, but ye shall be baptised with the Holy Spirit after now not many days.
କାଇକେବଇଲେ ଜଅନ୍‌ ପାନିତେଇ ଡୁବନ୍‌ ଦେଇରଇଲା, ମାତର୍‌ କେତେ ଦିନ୍‌ ବିତ୍‌ରେ ପର୍‌ମେସର୍‌ ତମ୍‌କେ ସୁକଲ୍‌ ଆତ୍‌ମାଇ ଡୁବନ୍‌ ଦେଇସି ।”
6 They therefore, being come together, asked him saying, Lord, is it at this time that thou restorest the kingdom to Israel?
ଦିନେକ୍‌ ପେରିତ୍‌ ସିସ୍‌ମନ୍‌ ଗଟେକ୍‌ତେଇ ରୁଣ୍ଡିରଇଲା ବେଲେ ଜିସୁକେ ପାଚାର୍‌ଲାଇ, “ମାପ୍‌ରୁ, ତମେ କାଇ ଏବେ ଇସ୍‌ରାଏଲର୍‌ ଲକ୍‌ମନ୍‌କେ ତାକର୍‌ ରାଇଜ୍‌ ଆରିତରେକ୍‌ ବାଉଡାଇ ଦେଇସୁ କି?”
7 And he said to them, It is not yours to know times or seasons, which the Father has placed in his own authority;
ଜିସୁ ସେମନ୍‌କେ କଇଲା, “ମର୍‌ ବାବା ତାର୍‌ ନିଜର୍‌ ଅଦିକାର୍‌ସଙ୍ଗ୍‍ ବେଲାଗଡି ଟିକ୍‌କରି ସଙ୍ଗଇ ଆଚେ । ଏ ସବୁ କେବେ ଗଟ୍‌ସି, ସେଟା ତମର୍‌ ଜାନ୍‌ବା ଦର୍‌କାର୍‌ ନାଇ ।
8 but ye will receive power, the Holy Spirit having come upon you, and ye shall be my witnesses both in Jerusalem, and in all Judaea and Samaria, and to the end of the earth.
ମାତର୍‌ ସୁକଲ୍‌ ଆତ୍‌ମା ତମର୍‌ ଉପ୍‌ରେ ଉତର୍‌ଲେ, ତମେ ପୁରାପୁରୁନ୍‌ ବପୁ ଅଇସା ଆରି ଜିରୁସାଲମ୍‌, ଜିଉଦାର୍‌ ସବୁଟାନେ, ସମିରଣ୍‌ ଆରି ଜଗତର୍‌ ସାରାସାରି ଜାକ ମର୍‌ ନାଉଁ ଦାରି ସାକି ଅଇସା ।”
9 And having said these things he was taken up, they beholding [him], and a cloud received him out of their sight.
ଏତ୍‌କି କାତା ସେମନ୍‌କେ କଇସାରାଇଲା ପଚେ, ସେମନ୍‌ ଜିସୁକେ ସର୍‌ଗେ ନେବାଟା ଦେକ୍‌ଲାଇ । ଗଟେକ୍‌ ଚେଲ୍‌କା ବାଦଲ୍‌ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍‌ ତାକେ ଦେକି ନାପାର୍‌ଲାଇ ।
10 And as they were gazing into heaven, as he was going, behold, also two men stood by them in white clothing,
୧୦ସେ ସର୍‌ଗେ ଗାଲାପଚେ ମିସା ସେମନ୍‌ ଆଁକି ମରାଇକରି ଉପ୍‌ରେ ସେ ଦେକ୍‌ତେ ରଇଲାଇ । ସେଡ୍‌କିବେଲେ ଏଦେ ଦେକା! ଦବ୍‌ ପଚିଆ ପିନ୍ଦ୍‌ଲା ଦୁଇ ଲକ୍‌, ସେମନର୍‌ ମୁଆଟେ ଆସି ଟିଆଅଇଲାଇ ।
11 who also said, Men of Galilee, why do ye stand looking into heaven? This Jesus who has been taken up from you into heaven, shall thus come in the manner in which ye have beheld him going into heaven.
୧୧ଆରି କଇଲାଇ “ଏ ଗାଲିଲିର୍‌ ଲକ୍‌ମନ୍‌, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍‌ଲାସ୍‌ନି? ଏ ଜିସୁକେ ପର୍‌ମେସର୍‌ ତମର୍‌ଟାନେଅନି ସର୍‌ଗେ ନେଲା ଆଚେ । ସେ ସର୍‌ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍‌ତନିତେଇ ଆଇବାଟା ଦେକ୍‌ସା ।”
12 Then they returned to Jerusalem from the mount called [the mount] of Olives, which is near Jerusalem, a sabbath-day's journey off.
୧୨ତାର୍‌ପଚେ ପେରିତ୍‌ ସିସ୍‌ମନ୍‌ ଜିତ୍‌ ପର୍‌ବତେଅନି ଜିରୁସାଲାମ୍‌ ବାଉଡି ଗାଲାଇ । ସେ ପର୍‌ବତ୍‌, ଜିରୁସାଲମ୍‌ ନଅରେଅନି ଗଟେକ୍‌ କିଲମିଟର୍‌ ଦୁର୍‌ ରଇଲା ।
13 And when they were come into [the city], they went up to the upper chamber, where were staying both Peter, and John, and James, and Andrew, Philip and Thomas, Bartholomew and Matthew, James [son] of Alphaeus, and Simon the zealot, and Jude [the brother] of James.
୧୩ଜିରୁସାଲେମ୍‌ ନଅରେ ଜାଇକରି ସେମନ୍‌ ରଇବା ବାକ୍‌ରାଇ ପୁର୍‌ଲାଇ । ପିତର୍‌, ଜଅନ୍‌, ଜାକୁବ୍‌ ଆରି ତାର୍‌ ବାଇ ଆନ୍ଦ୍‌ରିୟ, ପିଲିପ୍‌, ତମା, ବାର୍‌ତଲମି, ମାତିଉ, ଆଲ୍‌ପିର୍‌ ପିଲା ଜାକୁବ୍‌, ଦେସ୍‌ ଆଲାଦ୍‌କର୍‌ବା ସିମନ୍‌ ଆରି ଜାକୁବର୍‌ ପିଲା ଜିଉଦା, ଏମନ୍‌ ରଇଲା ତେଇର୍‌ ପେରିତ୍‌ ସିସ୍‌ମନ୍‌ ।
14 These gave themselves all with one accord to continual prayer, with [several] women, and Mary the mother of Jesus, and with his brethren.
୧୪ସେମନ୍‌ ତର୍‌କେତର୍‌ ଗଟେକ୍‌ ଦଲ୍‌ ଇସାବେ ପାର୍‌ତନା କର୍‌ବାକେ ରୁଣ୍ଡ୍‍ତେ ରଇଲାଇ । ଆରି ସେମନର୍‌ସଙ୍ଗ୍‍ ଜିସୁର୍‌ ଆୟା ମରିୟମ୍‌, ବିନ୍‌ ମାଇଜିମନ୍‌ ଆରି ଜିସୁର୍‌ ବାଇମନ୍‌ ମିସା ମିସ୍‌ତେରଇଲାଇ ।
15 And in those days Peter, standing up in the midst of the brethren, said, (the crowd of names [who were] together [was] about a hundred and twenty, )
୧୫କେତେ ଦିନ୍‌ ଗାଲାପଚେ ପାକାପାକି ସଏ କଡେ ଲକ୍‌ ବିସ୍‌ବାସି ବାଇମନ୍‌ ରଇଲା ଗଟେକ୍‌ ସବାଇ, ପିତର୍‌ ଲକ୍‌ମନର୍‌ ମୁଆଟେ ଉଟି ଟିଆଅଇ କଇଲା,
16 Brethren, it was necessary that the scripture should have been fulfilled, which the Holy Spirit spoke before, by the mouth of David, concerning Judas, who became guide to those who took Jesus;
୧୬“ଏ ମର୍‌ ବାଇବଇନିମନ୍‌, ଜନ୍‌ ଇସ୍‌କାରିୟତ୍‌ ଜିଉଦା ଜିସୁକେ ଦାରାଇଦେବାକେ ସତ୍‌ରୁମନ୍‌କେ ବାଟ୍‌ ଦେକାଇ ଆନିରଇଲା, ତାର୍‌ ବିସଇ, ଦାଉଦ୍‌ ସୁକଲ୍‌ଆତ୍‌ମାଇ ପୁରୁନ୍‌ଅଇ ବବିସତ୍‌କାତା ସୁନାଇ ରଇଲା । ଦରମ୍‌ ସାସ୍‌ତରର୍‌ କାତା ସିଦ୍‌ ଅଇବାକେ ଏଟା ଗଟ୍‌ବାର୍‌ ରଇଲା ।
17 for he was numbered amongst us, and had received a part in this service.
୧୭ଏଲେମିସା ସେ ଆମର୍‌ ଦଲର୍‌ ଲକ୍‌ ରଇଲା । ଆରି ଆମର୍‌ ସଙ୍ଗ୍‍ କାମ୍‌ କର୍‌ବାକେ ବାଚାଇଅଇ ରଇଲା ।”
18 (This [man] then indeed got a field with [the] reward of iniquity, and, having fallen down headlong, burst in the midst, and all his bowels gushed out.
୧୮ଜିଉଦା କରିରଇବା କରାପ୍‌ କାମେଅନି ମିଲାଇଲା ଡାବୁକେ ଗଟେକ୍‌ ଜମି ଗେନାଅଇରଇଲା । ଆରି ସେ ଜମିତେଇ, ଉମ୍‌ତାଡିଅଇ ଅଦ୍‌ରି ମଲା । ତାର୍‌ ପେଟ୍‌ ଚିରିଅଇ ଆଁତି ବାରଇଗାଲା ।
19 And it was known to all the inhabitants of Jerusalem, so that that field was called in their own dialect Aceldama; that is, field of blood.)
୧୯ଜିରୁସାଲମ୍‌ ନଅରେ ବାସାଅଇରଇବା ସବୁ ଲକ୍‌ମନ୍‌ ଏ ସବୁ ବିସଇ ସୁନ୍‌ଲାଇ । ସେମନର୍‌ ବାସାଇ ସେ ଜମିର୍‌ ନାଉଁ ଆକେଲ୍‌ଦାମା ତାର୍‌ ଅରତ୍‌ ଅଇଲାନି ବନିର୍‌ ପଦା ବଲି ନାଉଁ ଦେଲାଇ ଆଚତ୍‌ ।
20 For it is written in [the] book of Psalms, Let his homestead become desolate, and let there be no dweller in it; and, Let another take his overseership.
୨୦ଗିତ୍‌ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ, “ତାର୍‌ ଗର୍‌ ଚୁଚା ଅଇଜାଅ, ତେଇ ବାସା ଅଇବାକେ କେ ମିସା ନ ରଅତ୍‌ ।” ଆରି ମିସା ଲେକା ଅଇଲା ଆଚେ, “ତାର୍‌ ଜାଗାଇ ସେବା କର୍‌ବାକେ ଆରି ଗଟେକ୍‌ ଲକ୍‌ ମିସ ।”
21 It is necessary therefore, that of the men who have assembled with us all [the] time in which the Lord Jesus came in and went out among us,
୨୧“ସେଟାର୍‌ ପାଇ, ଜିସୁମାପ୍‌ରୁ ଆମର୍‌ ସଙ୍ଗ୍‍ ଗାଲାବେଲେ ଜେ ଆମର୍‌ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍‌ ଲକ୍‌କେ ବାଚ୍‌ବାର୍‌ ଆଚେ ।
22 beginning from the baptism of John until the day in which he was taken up from us, one of these should be a witness with us of his resurrection.
୨୨ଜନ୍‌ ଲକ୍‌କେ ଆମେ ବାଚ୍‌ବୁ, ପର୍‌ମେସର୍‌ ଜିସୁକେ ଜେନ୍ତି ଜିବନ୍‌ କରି ଉଟାଇଲା, ସେ ବିସଇ ଆମର୍‌ସଙ୍ଗ୍‍ ସେ ସାକି ଅଇବାର୍‌ଆଚେ । ଜଅନ୍‌ ଜିସୁକେ ଡୁବନ୍‌ଦେଲା ବେଲେଅନି, ପର୍‌ମେସର୍‌ ଆମର୍‌ଟାନେଅନି ତାକେ ସର୍‌ଗେ ନେବା ଜାକ, ସେ ଲକ୍‌ ଆମର୍‌ ଦଲେ ରଇବାର୍‌ ଆଚେ ।”
23 And they appointed two, Joseph, who was called Barsabas, who had been surnamed Justus, and Matthias.
୨୩ସେମନ୍‌ ଦୁଇ ଲକର୍‌ ନାଉଁ ଦେଲାଇ । ଜସେପ୍‌ ଜେକି ବର୍‌ସବା ଆରି ଜୁସ୍‌ତକ୍‌ ବଲି ମିସା କଇବାଇ ଆରି ମତିୟ ।
24 And they prayed, and said, Thou Lord, knower of the hearts of all, shew which one of these two thou hast chosen,
୨୪ଆରି ସେମନ୍‌ ପାର୍‌ତନା କଲାଇ, “ମାପ୍‌ରୁ ତମେତା ସବୁ ଲକର୍‌ ମନର୍‌ କାତା ଜାନାସ୍‌ । ଜିଉଦା ଜନ୍‌ ଜାଗାଇ ରଇବାର୍‌ରଇଲା, ଟିକ୍‌ ତେଇ ଉଟିଗାଲା । ପଚେ ତାର୍‌ ଜାଗାଇ ତମେ ବାଚିରଇବା ଲକ୍‌, ଏ ଦୁଇ ଲକର୍‌ ବିତ୍‌ରେ ଅନି କେ ଅଇରଇସି?
25 to receive the lot of this service and apostleship, from which Judas transgressing fell to go to his own place.
୨୫ଜେ ପେରିତ୍‌ ସିସ୍‌କାମ୍‌ କରିପାର୍‌ସି, ତାକେ ଆମ୍‌କେ ଜାନାଆ ।”
26 And they gave lots on them, and the lot fell on Matthias, and he was numbered with the eleven apostles.
୨୬ତାର୍‌ପଚେ ଦୁଇ ଲକର୍‌ଟାନେଅନି ଗଟେକ୍‌ ଲକ୍‌କେ ବାଚ୍‌ବାକେ କେଡ୍‌ପୁଟାଇଲାଇ । କେଡ୍‌ପୁଟାଇଲାକେ ମତିୟସର୍‌ ନାଉଁ ପୁଟ୍‌ଲା । ସେନ୍ତାରି, ଏଗାର୍‌ଟା ସିସ୍‌ମନର୍‌ ଦଲେ ସେ ମିସ୍‌ଲା ।

< Acts 1 >