< Romans 15 >
1 We who are strong ought to bear with the shortcomings of the weak and not to please ourselves.
୧ଏବେ ଆମେ, ଜାର୍ ବିସ୍ବାସ୍ ଡାଟ୍ ଆଚେ, ଜନ୍ ଲକ୍ମନ୍ ବିସ୍ବାସେ ଦୁର୍ବଲ୍ ଆଚତ୍ ଆରି ଅସୁବିଦାଇ ଆଚତ୍, ସେମନ୍କେ ଆମେ ସାଇଜ କର୍ବାର୍ ଆଚେ । ଆରି ନିଜେ ସାର୍ଦା ରଇବା ବିସଇ ଚିନ୍ତା କର୍ବାର୍ ନାଇ ।
2 Each of us should please his neighbor for his good, to build him up.
୨ମାତର୍ ଆମର୍ ବାଇବଇନିମନ୍କେ ସାର୍ଦା କରାଇବାକେ ଆରି ସେମନର୍ ବିସ୍ବାସ୍ ଡାଟ୍ କର୍ବାକେ ତାକର୍ ପାଇ ନିକ ବିସଇ କର୍ବାର୍ ଆଚେ ।
3 For even Christ did not please Himself, but as it is written: “The insults of those who insult You have fallen on Me.”
୩କାଇକେବଇଲେ କିରିସ୍ଟ ନିଜ୍କେ ସାର୍ଦା କରାଏ ନାଇ । ମାତର୍ ସାସ୍ତରେ ଏନ୍ତାରି ଲେକାଅଇଲାଆଚେ, ଜନ୍ ଲକ୍ମନର୍ କାରାପ୍ କାତା ତମ୍କେ ନିନ୍ଦାକଲା, ସେଟା ମକେମିସା ନିନ୍ଦା କଲାଇ ।
4 For everything that was written in the past was written for our instruction, so that through endurance and the encouragement of the Scriptures, we might have hope.
୪କାଇକେବଇଲେ ସାସ୍ତରେ ଜେତ୍କି ଲେକା ଅଇଲାଆଚେ, ସେ ସବୁ ଆମ୍କେ ସିକାଇବାକେ । ଜେନ୍ତାରିକି, ସାସ୍ତରେଅନି ଜନ୍ ମୁର୍ଚି ରଇବାଟା ଆରି ସାର୍ଦା କରାଇବାଟା ଆମେ ମିଲାଇଆଚୁ, ତେଇଅନି ଆମର୍ ଆସା ବଡ୍ସି ।
5 Now may the God who gives endurance and encouragement grant you harmony with one another in Christ Jesus,
୫ପର୍ମେସର୍ସେ ଆମ୍କେ ମୁର୍ଚିରଇବାଟା ଆରି ସାର୍ଦା କରାଇବାଟା ଦେଇସି । ଆରି ଜିସୁକିରିସ୍ଟର୍ ବାଟେ ଇଣ୍ଡି କରି ସବୁର୍ ମନ୍ ଗଟେକ୍ ଅଇବାକେ ସାଇଜ କର ।
6 so that with one mind and one voice you may glorify the God and Father of our Lord Jesus Christ.
୬ଜଦି ସେଟା ଅଇଲେ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ଆରି ଆମର୍ ପର୍ମେସର୍କେ ଡାକ୍ପୁଟା କର୍ବାତେଇ ତମେ ସବୁ ଗଟେକ୍ ଅଇସା ।
7 Accept one another, then, just as Christ accepted you, in order to bring glory to God.
୭କିରିସ୍ଟ ଜେନ୍ତି ତମ୍କେ ଡାକ୍ଲା ଆଚେ, ତମେ ମିସା ସେନ୍ତି ତମର୍ ସଙ୍ଗର୍ ବିସ୍ବାସିମନ୍କେ ଡାକିନିଆ । ତମେ ଜଦି ଏନ୍ତି କଲେ ପର୍ମେସର୍ ଡାକ୍ପୁଟା ପାଇସି ।
8 For I tell you that Christ has become a servant of the circumcised on behalf of God’s truth, to confirm the promises made to the patriarchs,
୮କିରିସ୍ଟ ଜିଉଦିମନର୍ଲଗେ ଗଟେକ୍ ଗତିଦାଙ୍ଗ୍ଡାପାରା ଅଇଲା । ପର୍ମେସର୍ ତାକର୍ ଆନିଦାଦିମନ୍କେ ଜନ୍ କାତା ଦେଇରଇଲା, ସେଟା ସତ୍ସଙ୍ଗ୍ ସେ ପୁରାପୁରୁନ୍ କର୍ସିଆକା ବଲି ଦେକାଇବାକେ ସେନ୍ତାରି କରିରଇଲା ।
9 so that the Gentiles may glorify God for His mercy. As it is written: “Therefore I will praise You among the Gentiles; I will sing hymns to Your name.”
୯ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ତାର୍ ଦୟା ଦେକାଇସି, ଆରି ସେମନ୍ ତାକେ ଡାକ୍ପୁଟା କର୍ବାଇ । ଜେନ୍ତାରି କି ସେମନ୍ ତାକେ ଡାକ୍ପୁଟା କର୍ବାଇ । ଏ ବିସଇ ସାସ୍ତରେ ଲେକା ଆଚେ । ମୁଇ ଜିଉଦିନଇଲା ଲକ୍ମନର୍ ବିତ୍ରେ ତମ୍କେ ଡାକ୍ପୁଟା କର୍ବି, ସବୁବେଲା ତମର୍ ଡାକ୍ପୁଟାର୍ ଗିତ୍ ଗାଇବି ।
10 Again, it says: “Rejoice, O Gentiles, with His people.”
୧୦ଆରି ଏନ୍ତାରିମିସା ଲେକାଆଚେ, “ତମେ ଜିଉଦିନଇଲା ଲକ୍ମନ୍ ଏ ସାର୍ଦାଇ ମିସା କାଇକେବଇଲେ ଏବେ ତମେ ଜିଉଦିମନର୍ପାରା । ତମେ ପରମେସରର୍ ବାଚିରଇବା ଜିଉଦିମନର୍ପାରା ।”
11 And again: “Praise the Lord, all you Gentiles, and extol Him, all you peoples.”
୧୧ଆରିତରେକ୍ ସେ କଇଲାଆଚେ “ଜେତ୍କି ଜିଉଦି ନ ଅଇଲା ଲକ୍ମନ୍ ପର୍ମେସର୍କେ ତୁସ୍ତିକରା!” ଆରି ଗୁଲାଇ ମୁନୁସ୍ ଜାତି ତାକେ ଡାକ୍ପୁଟା କରା ।
12 And once more, Isaiah says: “The Root of Jesse will appear, One who will arise to rule over the Gentiles; in Him the Gentiles will put their hope.”
୧୨ଆରି ଜିସାଇଅ କଇଆଚେ, “ଜେସିର୍ କୁଟୁମେଅନି ଗଟେକ୍ ଲକ୍ ବାରଇସି, ସେ ଜିଉଦି ନଇଲା ଲକ୍ମନ୍କେ ସାସନ୍ କର୍ସି ଆରି ସେମନ୍ ତାକେ ବିସ୍ବାସ୍ କର୍ବାଇ ।”
13 Now may the God of hope fill you with all joy and peace as you believe in Him, so that you may overflow with hope by the power of the Holy Spirit.
୧୩ପରମେସର୍ ଜେକି ସବୁ ଆସାର୍ ମୁଲ୍ଡେଲି । ତମର୍ ବିସ୍ବାସର୍ ଲାଗି ସେ ତମ୍କେ ସବୁ ସାନ୍ତି ସାର୍ଦା ଦେଅ । ସୁକଲ୍ ଆତ୍ମାର୍ ବପୁ ସଙ୍ଗ୍ ତମର୍ ଆସା ଅଦିକ୍ ଅଇଜାଅ ।
14 I myself am convinced, my brothers, that you yourselves are full of goodness, brimming with knowledge, and able to instruct one another.
୧୪ଏ ବାଇବଇନିମନ୍ ତମର୍ ବିସ୍ବାସ୍ ନିକଆଚେ, ବଲି ମୁଇ ଜାନିଆଚି । ଆରି ପର୍ମେସରର୍ ବାକିଅ ତମେ ନିକସଙ୍ଗ୍ ବୁଜ୍ଲାସ୍ନି ଆରି ଏବେ ତମେ ବିନ୍ ଲକ୍ମନ୍କେ ମିସା ସିକାଇପାର୍ସା ।
15 However, I have written you a bold reminder on some points, because of the grace God has given me
୧୫ମାତର୍ ଏ ଚିଟିତେଇ ତମ୍କେ କେତେଟା ବିସଇନେଇ ଜାଗ୍ରତ୍ କରାଇବାକେ ମୁଇ ବପୁ ଅଇଲି ଆଚି । କାଇକେବଇଲେ ପର୍ମେସର୍ ମକେ ଅଦିକାର୍ ଦେଲାକେ ମୁଇ ଡାଟ୍ସଙ୍ଗ୍ ଏଟା ତମ୍କେ କଇଲିନି ।
16 to be a minister of Christ Jesus to the Gentiles in the priestly service of the gospel of God, so that the Gentiles might become an offering acceptable to God, sanctified by the Holy Spirit.
୧୬କିରିସ୍ଟ ଜିସୁର୍ ଦାଙ୍ଗ୍ଡା ଇସାବେ ଜିଉଦି ନଇଲା ଲକ୍ମନର୍ ପାଇ କାମ୍ କର୍ବାକେ ପରମେସର୍ ମକେ ବାଚ୍ଲାଆଚେ । ପରମେସରର୍ ସୁବ୍କବର୍ ଜାନାଇବା ପାଇ ମୁଇ ଗଟେକ୍ ଦରମ୍ ଗୁରୁ ଇସାବେ କାମ୍କଲିନି । ଜେନ୍ତାରିକି ଜିଉଦିନଇଲା ଲକ୍ମନ୍ ଗଟେକ୍ ସୁକଲ୍ ବଲି ଇସାବେ ପର୍ମେସର୍କେ ସର୍ପିଦେବାଇ । ଏ କାମ୍ ସୁକଲ୍ଆତ୍ମା ପୁରାପୁରୁନ୍ କର୍ସି ।
17 Therefore I exult in Christ Jesus in my service to God.
୧୭କିରିସ୍ଟ ଜିସୁର୍ତେଇ ମକେ ମିସାଇଲାର୍ପାଇ, ତାର୍ ଏ ସେବା କାମ୍ କର୍ବାକେ ମୁଇ ମୁଲ୍କେ ଲାଜ୍ ଅଇନାଇ ।
18 I will not presume to speak of anything except what Christ has accomplished through me in leading the Gentiles to obedience by word and deed,
୧୮ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସରର୍ ଆଦେସ୍ ମାନ୍ବାକେ କିରିସ୍ଟ ମକେ ଦେଇକରି ଜନ୍ଟା ସାଦନ୍ କଲାଆଚେ, ଅବ୍କା ସେଟାସେ ମୁଇ ଡାଟ୍ ସଙ୍ଗ୍ କଇବି । କାଇଟା କଇବାର୍ଆଚେ, ଆରି କାଇଟା କର୍ବାର୍ଆଚେ, ସେମକେ ଜାନାଇଲାକେ ଏଟା ଅଇଲା ।
19 by the power of signs and wonders, and by the power of the Spirit of God. So from Jerusalem all the way around to Illyricum, I have fully proclaimed the gospel of Christ.
୧୯ଚିନର୍ ଲାଗି, କାବାଅଇଜିବା କାମର୍ଲାଗି ଆରି ସୁକଲ୍ଆତ୍ମାର୍ ବପୁର୍ଲାଗି ଏଟା ସବୁ କଲାଆଚେ । ସେଟାର୍ ପାଇ ମୁଇ ଜିରୁସାଲମେଅନି ଇଲିରିକମ୍କେ ଗାଲାବେଲେ ବାଟେ କିରିସ୍ଟର ସୁବ୍କବର୍ ପୁରାପୁରୁନ୍ ଜାନାଇଲି ଆଚି ।
20 In this way I have aspired to preach the gospel where Christ was not known, so that I would not be building on someone else’s foundation.
୨୦ଜନ୍ ଜାଗାମନ୍କେ ଲକ୍ମନ୍ କିରିସ୍ଟର୍ ବିସଇ ସୁନତ୍ନାଇ, ସିତି ତାର୍ କବର୍ ଜାନାଇବାର୍ ମର୍ ଆଦେସ୍ ରଇଲା । କାଇକେବଇଲେ ଜନ୍ଲକ୍ମନ୍କେ ସୁବ୍କବର୍ ବିନ୍ଲକ୍ମନ୍ ଜାନାଇ ସାରାଇଆଚତ୍, ତେଇ ମୁଇ ଆରିତରେକ୍ କଇବାକେ ମନ୍ କରିନାଇ ।
21 Rather, as it is written: “Those who were not told about Him will see, and those who have not heard will understand.”
୨୧ଜେନ୍ତିକି ସାସ୍ତରେ ଲେକା ଆଚେ, “ଜନ୍ଲକ୍ମନ୍ ତାର୍ ନାଉଁ ଏବ୍କେଜାକ ସୁନତ୍ନାଇ, ଏବେ ସେ କେ ବଲି ଜାନ୍ବାଇ । ଜନ୍ଲକ୍ମନ୍କେ ଏବେଜାକ ତାର୍ ବିସଇ ଜାନାଅତ୍ନାଇ, ସେମନ୍ ବୁଜ୍ବାଇ ।”
22 That is why I have often been hindered from coming to you.
୨୨ମୁଇ ବେସିତର୍ ତମ୍କେ ଦେକିଆଇବାଟା ପିଟିଗାଲା ଆଚେ ।
23 But now that there are no further opportunities for me in these regions, and since I have longed for many years to visit you,
୨୩ମାତର୍ ଏ ଜାଗା ଲଗେ ମର୍ କାମ୍ ସାରିଗାଲା ଆଚେ । ଆରି ତମ୍କେ ଦେକ୍ବାକେ ମର୍ ବେସି ବରସର୍ ଆସା ଏବେ ପୁରାପୁରୁନ୍ ଅଇସି ।
24 I hope to see you on my way to Spain. And after I have enjoyed your company for a while, you can equip me for my journey.
୨୪ସାରାସାରି ଏବେ ମୁଇ ତମ୍କେ ଦେକ୍ବାକେ ଆସିଅଇସି । ଏସ୍ପେନ୍ ଦେସେ ଜିବା ବାଟେ ତମ୍କେ ଦେକିଆଇବି ବଲି ବାବ୍ଲିଆଚି । ତମର୍ଟାନେ ସାର୍ଦାସଙ୍ଗ୍ କେତେ ବେଲା ବିତାଇଲା ପଚେ ତମର୍ ସାଇଜେ ଏସ୍ପେନ୍ ଦେସେ ଉଟିଜିବି ।
25 Now, however, I am on my way to Jerusalem to serve the saints there.
୨୫ଏବେ ମୁଇ ପର୍ତୁମ୍ ଜିରୁସାଲମେ ଗାଲିନି । କାଇକେବଇଲେ ତେଇର୍ ବିସ୍ବାସିମନ୍କେ ସେବାକାମେ ସାଇଜ କର୍ବା କେତେକ୍ ଡାବୁ ନେଇଦେବାକେ ମକେ କଇଲାଇ ଆଚତ୍ ।
26 For Macedonia and Achaia were pleased to make a contribution for the poor among the saints in Jerusalem.
୨୬ମାକିଡନିଆ ଆରି ଗିରିସର୍ ଆକାୟାତେଇ ରଇବା ବିସ୍ବାସିମନ୍ ଜିରୁସାଲାମେ ରଇବା ଅର୍କିତ୍ ବିସ୍ବାସିମନର୍ପାଇ ଏ ସାଇଜ ପାଟାଇବାଟା ନିକ ରଇସି ବଲି ବାବ୍ଲାଇ ।
27 They were pleased to do it, and indeed they owe it to them. For if the Gentiles have shared in their spiritual blessings, they are obligated to minister to them with material blessings.
୨୭ସେମନ୍ ବେସି ସାର୍ଦାଅଇ ଏ ସାଇଜ ଦେଲାଇନି । ଏଟା ଦେଇକରି ସେମନ୍ ଟିକ୍ ବିସଇ କଲାଇ । କାଇକେବଇଲେ, ଜିରୁସାଲେମେ ରଇବା ବିସ୍ବାସିମନର୍ ଟାନେ ସେମନ୍ ରୁନି ଅଇଆଚତ୍ । ସେଟା କେନ୍ତିବଇଲେ ଜିଉଦିମନର୍ଟାନେଅନିସେ ପର୍ମେସରର୍ ବାକିଅ ଇତିର୍ ଜିଉଦି ନ ଅଇଲା ଲକ୍ମନ୍କେ ଆନିରଇଲା । ସେଟାର୍ପାଇ ତେଇର୍ ଅର୍କିତ୍ ଜିଉଦିମନ୍କେ କେତେକ୍ ଡାବୁ ସାଇଜ ପାଟାଇବାଟା ନିକ ବିସଇ ।
28 So after I have completed this service and have safely delivered this bounty to them, I will set off to Spain by way of you.
୨୮ଆରି ମର୍ ଏ କାମ୍ ସାରାଇକରି ସେମନର୍ ସାଇଜର୍ପାଇ ଆନିରଇବା ଡାବୁ ସର୍ପିଦେଲା ପଚେ, ମୁଇ ଇସ୍ପେନ୍ଦେସେ ଜିବାକେ ବାରଇବି । ଆରି ବାଟେ ତେବିକରି ତମ୍କେ ଦେକ୍ବି ।
29 I know that when I come to you, I will come in the fullness of the blessing of Christ.
୨୯ମୁଇ ଜାନିଆଚି, ତମର୍ଟାନେ କେଟ୍ଲାବେଲେ କିରିସ୍ଟର୍ ପୁରାପୁରୁନ୍ ଆସିର୍ବାଦ୍ନେଇ ମୁଇ ଆଇବି ।
30 Now I urge you, brothers, by our Lord Jesus Christ and by the love of the Spirit, to join me in my struggle by praying to God for me.
୩୦ଏ ମର୍ ଆଲାଦର୍ ବାଇବଇନିମନ୍! ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ଆରି ସୁକଲ୍ଆତ୍ମା ଦେଲା ଆଲାଦର୍ ପାଇ ମୁଇ ତମ୍କେ ଗୁଆରି କଲିନି, ମର୍ ପାଇ ମନ୍ଦେଇ ପାର୍ତନା କର୍ତେରୁଆ ।
31 Pray that I may be delivered from the unbelievers in Judea, and that my service in Jerusalem may be acceptable to the saints there,
୩୧ଜିଉଦା ଦେସେ ରଇବା ବିସ୍ବାସି ନ କଲା ଲକ୍ମନର୍ ଟାନେଅନି ମକେ କାଇଟା ନ ଅଅ ବଲି ପାର୍ତନା କରା । ଜିରୁସାଲାମର୍ ବିସ୍ବାସିମନ୍କେ ଜନ୍ ସାଇଜ ମୁଇ ନେଇଦେଲିନି, ସେତ୍କିରେ ସେମନ୍ ସାର୍ଦାସଙ୍ଗ୍ ରଅତ୍, ବଲି ସେଟାର୍ପାଇ ମିସା ପାର୍ତନା କରା ।
32 so that by God’s will I may come to you with joy and together with you be refreshed.
୩୨ସେଟା ସାର୍ଲାପଚେ ପରମେସର୍ ମନ୍ କଲେ ମୁଇ ତମର୍ ଲଗେ ଆଇବି । ଆରି ତମର୍ ସଙ୍ଗ୍ ସାର୍ଦାସଙ୍ଗ୍ କେତେଦିନ୍ ରଇକରି ମର୍ ମନେ ସାନ୍ତି ପାଇବି ।
33 The God of peace be with all of you. Amen.
୩୩ସାନ୍ତିଦେବା ପରମେସର୍ ତମର୍ ସବୁ ଲକର୍ ସଙ୍ଗ୍ ରଅ । ଆମେନ୍ ।