< Revelation 7 >
1 After this I saw four angels standing at the four corners of the earth, holding back its four winds so that no wind would blow on land or sea or on any tree.
୧ତାର୍ପଚେ ଦର୍ତନିର୍ ଚାରିଟା କନେ ଚାରିଟା ଦୁତ୍ ଟିଆଅଇରଇବାଟା ମୁଇ ଦେକ୍ଲି । ଜେନ୍ତାରିକି କାଇ ପବନ୍ ଦର୍ତନି କି ସମ୍ଦୁରେ କି କାଇ ଗଚ୍ ଉପ୍ରେ ନ ଆଇବାକେ ପବନ୍କେ ଦାରି ଅଟକାଇ ରଇଲା ।
2 And I saw another angel ascending from the east, with the seal of the living God. And he called out in a loud voice to the four angels who had been given power to harm the land and the sea:
୨ପୁରୁବ୍ ଦିଗେଅନି ଆରି ଗଟେକ୍ ଜିବନ୍ ରଇବା ପର୍ମେସରର୍ ସିଲ୍ ସଙ୍ଗ୍ ଆଇବାଟା ମୁଇ ଦେକ୍ଲି । ସେ ଦୁତ୍ ସେ ଚାର୍ଟା ଦୁତ୍ମନ୍କେ ଆଉଲି ଅଇ ଡାକି କଇଲା । ପର୍ମେସର୍ ସେମନ୍କେ ଦର୍ତନି ଆରି ସମ୍ଦୁର୍ ବିନାସ୍ କର୍ବାକେ ବପୁ ଦେଇରଇଲା ।
3 “Do not harm the land or sea or trees until we have sealed the foreheads of the servants of our God.”
୩ସେ ଦୁତ୍ କଇଲା ଆମର୍ ପର୍ମେସର୍କେ ସେବା କର୍ବା ଲକ୍ମନର୍ କାପାଲେ ଚିନ୍ ନ ଦେବା ଜାକ ଦର୍ତନିକେ କି ସମ୍ଦୁର୍କେ କି ଗଚ୍କେ ବିନାସ୍ ନ କରା ।
4 And I heard the number of those who were sealed, 144,000 from all the tribes of Israel:
୪ସେମନ୍ ସେ ଲକ୍ମନ୍କେ ଚିନ୍ କରି ସାରାଇଲା ପଚେ, ସଏ ଚାଲିସ୍ ଚାରି ଅଜାର୍ ଲକ୍ମନ୍କେ ଚିନ୍ ଦେଲୁ ବଲି ମକେ କଇଲା । ସେମନ୍ ଇସ୍ରାଏଲର୍ ବାର୍ଟା ବଁସେଅନି ରଇଲାଇ ।
5 From the tribe of Judah 12,000 were sealed, from the tribe of Reuben 12,000, from the tribe of Gad 12,000,
୫ଜିଉଦା ବଁସେଅନି ବାରଅଜାର୍ । ସେନ୍ତାରିସେ ରୁବେନ୍ଅନି, ଗାଦ୍ ନାଉଁର୍ ଜାଗାଇଅନି ବାର ଅଜାର୍ ।
6 from the tribe of Asher 12,000, from the tribe of Naphtali 12,000, from the tribe of Manasseh 12,000,
୬ଆସ୍ରେଅନି, ନାପ୍ତାଲିଅନି, ମାନାସେଅନି, ବାରଅଜାର୍ ।
7 from the tribe of Simeon 12,000, from the tribe of Levi 12,000, from the tribe of Issachar 12,000,
୭ସିମିୟନ୍ଅନି, ଲବିଅନି, ଇସାକର୍ ତେଇଅନି ବାରଅଜାର୍ ।
8 from the tribe of Zebulun 12,000, from the tribe of Joseph 12,000, and from the tribe of Benjamin 12,000.
୮ସବ୍ଲୁନେଅନି, ଜସେପେଅନି, ବନିୟମେଅନି, ବାରଅଜାର୍ ଲାକା ଚିନ୍ କଲାଇ ।
9 After this I looked and saw a multitude too large to count, from every nation and tribe and people and tongue, standing before the throne and before the Lamb. They were wearing white robes and holding palm branches in their hands.
୯ତାର୍ପଚେ ମୁଇଦେକ୍ଲି ଏଦେ ଦେକା! ତେଇ ଏତେକ୍ ମାନ୍ଦା ଲକ୍କେ ଦେକ୍ଲି ଜେ ସେ ଲକ୍ମନ୍କେ କେ ମିସା ଏଜି ନାପାରତ୍ । ସେମନ୍ ସବୁ ଜାତିଅନି, ବଁସେଅନି, ରାଇଜେଅନି, ଆରି ବାସାଇଅନି ଆସିରଇଲାଇ । ସେମନ୍ ବସ୍ବା ଜାଗାର୍ ମୁଆଟେ ଆରି ମେଣ୍ଡାପିଲାର୍ ମୁଆଟେ ଟିଆଅଇଲାଇ । ସେମନ୍ ଦବ୍ ଲୁଗାପିନ୍ଦିକରି ଆରି ଆତେ କଜ୍ରି ଡାଲ୍ ଦାରିରଇଲାଇ ।
10 And they cried out in a loud voice: “Salvation to our God, who sits on the throne, and to the Lamb!”
୧୦ସେମନ୍ ଆଉଲି ଅଇକରି କଇତେ ରଇଲାଇ, “ଆମର୍ ପର୍ମେସର୍ ଜେ କି ବସ୍ବା ଜାଗାଇ ବସିଆଚେ, ତାର୍ଟାନେଅନି ଆରି ମେଣ୍ଡା ପିଲାର୍ ଟାନେଅନି ମୁକ୍ତି ମିଲ୍ସି ।”
11 And all the angels stood around the throne and around the elders and the four living creatures. And they fell facedown before the throne and worshiped God,
୧୧ସବୁ ଦୁତ୍ମନ୍ ବସ୍ବା ଜାଗାର୍ ଆରି ପାର୍ଚିନ୍ ମନର୍ ଆରି ଚାରିଟା ଜିବନ୍ ରଇବା ପସୁମନର୍ ଚାରିବେଟ୍ତି ଟିଆଅଇଲାଇ । ତାର୍ପଚେ ସେମନ୍ ବସ୍ବା ଜାଗାର୍ ମୁଆଟେ ଡାଣ୍ଡାସନ୍ ପଡି ପର୍ମେସର୍କେ ଜୁଆର୍ କରି,
12 saying, “Amen! Blessing and glory and wisdom and thanks and honor and power and strength be to our God forever and ever! Amen.” (aiōn )
୧୨କଇଲାଇ, ଆମେନ୍, ଦନିଅବାଦ୍, ମଇମା, ଗିଆନ୍, ଡାକ୍ପୁଟା, ବପୁ ଆରି ସକ୍ତି କାଲ୍ କାଲ୍ ଜୁଗ୍ ଜୁଗ୍ ଆମର୍ ପର୍ମେସର୍କେ ଅ । ଆମେନ୍, ବଲି କଇତେରଇଲାଇ । (aiōn )
13 Then one of the elders addressed me: “These in white robes,” he asked, “who are they, and where have they come from?”
୧୩ପାର୍ଚିନ୍ ମନର୍ ବିତ୍ରେ ଅନି ଗଟେକ୍ ଲକ୍ ଆସିକରି ମକେ ପାଚାର୍ଲା, “ଏ ଲକ୍ମନ୍ କାଇକେ ଦବ୍ ଲୁଗା ପିନ୍ଦି ଆଚତ୍ ଆରି ସେମନ୍ କନ୍ତିଅନି ଆଇଲାଇ?”
14 “Sir,” I answered, “you know.” So he replied, “These are the ones who have come out of the great tribulation; they have washed their robes and made them white in the blood of the Lamb.
୧୪ମୁଇ ତାକେ କଇଲି “ଆଗିଆ ମୁଇ ନାଜାନି, ତୁଇତା ଜାନୁସ୍ ।” ସେ ମକେ କଇଲା “ବେସି ବଡ୍ ତାଡ୍ନା ପଚେ ରକିଆ ପାଇ ଆଇଲାଇଆଚତ୍ । ମେଣ୍ଡାପିଲାର୍ ବନି ସଙ୍ଗ୍ ସେମନ୍ ତାକର୍ ବସ୍ତର୍ ଦଇକରି ଦବ୍ କଲାଇଆଚତ୍ ।”
15 For this reason, they are before the throne of God and serve Him day and night in His temple; and the One seated on the throne will spread His tabernacle over them.
୧୫ସେଟାର୍ ପାଇ ସେ ଲକ୍ମନ୍ ପର୍ମେସରର୍ ବସ୍ବା ଜାଗାର୍ ମୁଆଟେ ରଇ ତାର୍ ମନ୍ଦିରେ ଦିନ୍ ରାତି ତାକେ ସେବା କଲାଇନି । ଜେ ବସ୍ବା ଜାଗାଇ ବସ୍ଲାଆଚେ, ସେ ସେମନ୍କେ ରକିଆ କର୍ସି ।
16 ‘Never again will they hunger, and never will they thirst; nor will the sun beat down upon them, nor any scorching heat.’
୧୬ସେମନ୍କେ କେବେ ବୁକ୍ ନ ଲାଗେ କି ସସ୍ ନ କରେ । ବେଲ୍ କି ଅଦିକ୍ ତପି ରଇବା ତାତି ସେମନ୍କେ ପଡାଇନାପାରେ ।
17 For the Lamb in the center of the throne will be their shepherd. ‘He will lead them to springs of living water,’ and ‘God will wipe away every tear from their eyes.’”
୧୭କାଇକେବଇଲେ ବସ୍ବା ଜାଗାର୍ ମଜାଇ ରଇବା ମେଣ୍ଡାପିଲା, ସେ ଲକ୍ମନର୍ ସେବାକାରିଆ ଅଇସି, ଆରି ଜିବନ୍ ରଇବା ଗାଡ୍ବାଟେ ସେ ଲକ୍ମନ୍କେ ବାଟ୍କାଡାଇ ନେଇସି । ଆରି ପର୍ମେସର୍ ସେ ଲକ୍ମନର୍ ଆକିର୍ ଆଁସୁ ପୁଚି ଦେଇସି ।