< Matthew 24 >

1 As Jesus left the temple and was walking away, His disciples came up to Him to point out its buildings.
ଜିସୁ ମନ୍ଦିରେଅନି ବାରଇ ଇଣ୍ଡିଜାଇତେ ରଇବାବେଲେ ସିସ୍‌ମନ୍‌ ମନ୍ଦିର୍‌ ପିଣ୍ଡା ଦୁଆରେ ରଇବା ବଡ୍‌ ବଡ୍‌ ପାକ୍‌ନା ବାଟେ ଦେକାଇଲାଇ ।
2 “Do you see all these things?” He replied. “Truly I tell you, not one stone here will be left on another; every one will be thrown down.”
ଜିସୁ କଇଲା, “ଏବେ ସିନା ଏ ସବୁ ଦେକ୍‌ଲାସ୍‌ନି । ମୁଇ ତମ୍‌କେ ସତ୍‌ କଇଲିନି ଏ ମନ୍ଦିରର୍‌ ଗଟେକ୍‌ ମିସା ପାକ୍‌ନା ତାର୍‌ ଜାଗାଇ ନ ରଏ । ସବୁଜାକ ଅଦ୍‌ରି ବିଲିଜାଇସି ।”
3 While Jesus was sitting on the Mount of Olives, the disciples came to Him privately. “Tell us,” they said, “when will these things happen, and what will be the sign of Your coming and of the end of the age?” (aiōn g165)
ଜିସୁ ଜିତ୍‌ ନାଉଁର୍‌ ଡଙ୍ଗର୍‌ ଉପ୍‌ରେ ବସିରଇଲା ବେଲେ, ତେଇ କେ ନ ରଇଲା ବେଲେ, ସିସ୍‌ମନ୍‌ ଆସି ତାକେ ପାଚାର୍‌ଲାଇ, “ଏ ସବୁଜାକ କେବ୍‌କେ ଅଇସି ଆମ୍‌କେ କୁଆ କାଇ ଗଟ୍‍ନା ଗଟ୍‌ଲେ ଆମେ ଜାନିପାର୍‌ବୁ ଜେ ତମର୍‌ ଆଇବା ବେଲା ଅଇଲାନି ଆରି ଏ ଜୁଗ୍‌ ସେସ୍‌ ଅଇସି ବଲି?” । (aiōn g165)
4 Jesus answered, “See to it that no one deceives you.
ଜିସୁ କଇଲା, “ଜାଗ୍‌ରତ୍‌ଅଇକରି ରୁଆ, ଜେନ୍ତିକି କେ ମିସା ତମ୍‌କେ ନ ନାଡାଅତ୍‌ ।
5 For many will come in My name, claiming, ‘I am the Christ,’ and will deceive many.
କେତେ କେତେ ଲକ୍‌ମନ୍‌ ମର୍‌ ନାଉଁ ଦାରି ଆସି କଇବାଇ, ‘ମୁଇ ଆକା କିରିସ୍‌ଟ ମସିଅ ।’ ସେମନ୍‌ ଏନ୍ତାର୍‌ କଇ କେତେ କେତେ ଲକ୍‌ମନ୍‌କେ ନାଡାଇବାଇ ।
6 You will hear of wars and rumors of wars, but see to it that you are not alarmed. These things must happen, but the end is still to come.
ତମର୍‌ ଲଗେ ଅଇତେ ରଇବା ଜୁଇଦର୍‌ କିଲ୍‌ବିଲ୍‌ ଅଇବାଟା ସୁନ୍‌ସା ଆରି ଦୁରିକେ ଅନି ଅଇତେ ରଇବା ଜୁଇଦର୍‌ କବର୍‌ ଜାନ୍‌ସା । ମାତର୍‌ ଡରାନାଇ, ବାଇଦରେ ଏନ୍ତି ଗଟ୍‍ନା ଅଇସି । ମାତର୍‌ ଏଟାର୍‌ ଅରତ୍‌ ନଏଁ ଜେ, ଜୁଗ୍‌କାଲ୍‌ କେଟିଗାଲା ।
7 Nation will rise against nation, and kingdom against kingdom. There will be famines and earthquakes in various places.
ଦେସ୍‌ ଦେସ୍‌ ବିତ୍‌ରେ ଜୁଇଦ୍‌ ଅଇସି, ଗଟେକ୍‌ ରାଇଜ୍‌ ଆରି ଗଟେକ୍‌ ରାଇଜ୍‌ ଉପ୍‌ରେ ଜୁଇଦ୍‌ କର୍‌ସି । ସବୁ ବାଟେ ମର୍‌ଡି ଆରି ଦର୍‌ତନି ଚୁଲ୍‌ବୁଲ୍‌ସି ।
8 All these are the beginning of birth pains.
ମାତର୍‌ ଏଟାମନ୍‌ ସବୁ ମାଇଜିମନର୍‌ ଆତ୍‌ଗଡ୍‌ ସୁକ୍‌ଅଇବା ବେଲେ ପର୍‌ତୁମ୍‌ ପର୍‌ତୁମ୍‌ ଅଇବା ଦୁକାସୁକା ପାରା ।
9 Then they will deliver you over to be persecuted and killed, and you will be hated by all nations because of My name.
ତମେ ଦାରାଇ ଅଇ ମାଡ୍‌ କାଇବାକେ ଆରି ମରନର୍‌ ଡଣ୍ଡ୍‌ ପାଇବାକେ ସର୍‌ପି ଅଇସା । ତମେ ମକେ ବିସ୍‌ବାସ୍‌ କଲାର୍‍ ପାଇ ବଲି ସବୁ ଲକ୍‌ ଗିନ୍‌ କର୍‌ବାଇ ।
10 At that time many will fall away and will betray and hate one another,
୧୦ସେଡ୍‌କିବେଲେ କେତେ କେତେ ଲକ୍‌ ତାକର୍‌ ବିସ୍‌ବାସ୍‌ ଆରାଇବାଇ, ତାକର୍‌ ତାକର୍‌ ବିତ୍‌ରେ ଗିନ୍‌ ଅଇକରି ତାକର୍‌ ତାକର୍‌ ବିତ୍‌ରେ ବିସ୍‌ବାସେ ବିସ୍‌ ଦିଆ ଦିଇ ଅଇବାଇ ।
11 and many false prophets will arise and mislead many.
୧୧ସେବେଲେ କେତେ କେତେକ୍‌ ଟକାବଣ୍ଡା ବବିସତ୍‌ବକ୍‌ତା ଆସିକରି ଲକ୍‌ମନ୍‌କେ ନାଡାଇବାଇ ।
12 Because of the multiplication of wickedness, the love of most will grow cold.
୧୨ଏନ୍ତାରି ଅଇ ପାପ୍‌ ଅଦିକ୍‌ ଅଦିକ୍‌ ଅଇସି ଆରି ପର୍‌ମେସର୍‌ ପାଇରଇବା ଲକ୍‌ମନର୍‌ ଆଲାଦ୍‌ ସିତଲ୍‌ ଅଇଜାଇସି ।
13 But the one who perseveres to the end will be saved.
୧୩ମାତର୍‌ ଜେ ସାରାସାରି ଜାକ ମୁର୍‌ଚିକରି ରଇସି, ସେ ମୁକ୍‌ତି ପାଇସି ।
14 And this gospel of the kingdom will be preached in all the world as a testimony to all nations, and then the end will come.
୧୪ରାଇଜର୍‌ ସବୁ ବାସାର୍‌ ଲକ୍‌ମନର୍‌ ଲଗେ, ମାପ୍‌ରୁର୍‌ ସାକିଦେବାକେ ଦୁନିଆର୍‌ ଗୁଲାଇବାଟେ ତାର୍‌ କାତା ସୁନାଇବାଇ । ତାର୍‌ପଚେ ସେ ଜୁଗ୍‌ ସାର୍‌ସି ।”
15 So when you see standing in the holy place ‘the abomination of desolation,’ described by the prophet Daniel (let the reader understand),
୧୫ଦାନିଏଲ୍‌ ବବିସତ୍‌ବକ୍‌ତା ଟିକି ନିକି ଇସାବେ ଲେକିରଇବା ସେ ବାୟାବିକଲର୍‌ ଦିନ୍‌ ତମେ ଆରି ତରେକ୍‌ ଦେକ୍‌ସା । ସେଟା ସୁକଲ୍‌ ଜାଗାକେ ଅସୁକଲ୍‌ କରିଦେଇସି । ଇତିର୍‌ ଅରତ୍‌ କାଇଟା, ପଡ୍‌ଲା ଲକ୍‌ ବୁଜା ।
16 then let those who are in Judea flee to the mountains.
୧୬ସେବେଲେ ଜନ୍‌ ଲକ୍‌ମନ୍‌ ଜିଉଦା ରାଇଜେ ରଇବାଇ, ସେମନ୍‌ ଡଙ୍ଗ୍‌ରେ ପାଲାଅତ୍‌ ।
17 Let no one on the housetop come down to retrieve anything from his house.
୧୭ଜନ୍‌ ଲକ୍‌ମନ୍‌ ଚାଉନି ଉପ୍‌ରେ ରଇବାଇ, ସେମନ୍‌ ଗର୍‌ବିତ୍‌ରର୍‌ ଜିନିସ୍‌ ପତର୍‌ ନେବାକେ ତଲେ ଆସି ଚୁଚାଇ ଚୁଚାଇ ବେଲା ନ ଗଡାଅତ୍‌ ।
18 And let no one in the field return for his cloak.
୧୮ଜନ୍‌ ଲକ୍‌ମନ୍‌ ପଦାଇ ଜାଇତେ ରଇବାଇ, ସେମନ୍‌ ତାକର୍‌ ଲୁଗା ପଚିଆ ନେବାକେ ଗରେ ନ ବାଉଡତ୍‌ ।
19 How miserable those days will be for pregnant and nursing mothers!
୧୯ସେଡ୍‌କିବେଲେ ଗାଗ୍‌ଡେ ରଇବା ମାଇଜିମନ୍‌ ଆରି ପିଲାକେ ଦୁଦ୍‌ କୁଆଇତେ ରଇବା ମାମନର୍‌ ଦସା କେଡେ ଇନସ୍‌ତା ଅଇସି ।
20 Pray that your flight will not occur in the winter or on the Sabbath.
୨୦ଏ ସବୁ ଗଟ୍‍ନା ସିତ୍‌ ଦିନେ ନ ଅ । ସେଟାର୍‌ପାଇ ପର୍‌ମେସର୍‌କେ ପାର୍‌ତନା କର୍‌ତେ ରୁଆ, ଜେନ୍ତାରି କି ସିତ୍‌ମାସେ ନଇଲେ ବିସ୍‌ରାମ୍‌ବାରେ ତମ୍‌କେ ପାଲାଇବାକେ ନ ପଡେ ।
21 For at that time there will be great tribulation, unmatched from the beginning of the world until now, and never to be seen again.
୨୧ସେବେଲେ ଜନ୍‌ ଦୁକ୍‌ ପାଇବାକେ ପଡ୍‌ସି, ଦୁନିଆ ତିଆର୍‌ ଅଇଲାଟାନେଅନି ଆଜିକେ ଜାକ ଅଇ ରଇବା ସବୁ କସ୍‌ଟତେଇଅନି ଅଦିକ୍‌ ଅଇଜାଇସି । ସେନ୍ତାରି ଦୁକ୍‌ ଆଗ୍‌କେ ଆରି କେବେ ନ ଆସେ ।
22 If those days had not been cut short, nobody would be saved. But for the sake of the elect, those days will be cut short.
୨୨ମାତର୍‌ ପର୍‌ମେସର୍‌ ଦୁକର୍‌ ବେଲା ଉନାକରି ଦେଇଆଚେ । ସେନ୍ତାରି ନ କରିରଇଲେ କେ ମିସା ନ ରଇତାଇ । ମାତର୍‌ ସେ ବାଚିରଇବା ଲକ୍‌ମନ୍‌କେ ଜିଆଇବାପାଇ ପର୍‌ମେସର୍‌ ସେ ବେଲା ଉନାକରି ଦେଇଆଚେ ।
23 At that time, if anyone says to you, ‘Look, here is the Christ!’ or ‘There He is!’ do not believe it.
୨୩ସେବେଲେ କେ ଜଦି ତମ୍‌କେ ଇତି କିରିସ୍‌ଟ ଆଚେ ନଇଲେ ତେଇ ସେ ଆଚେ ବଲି କଇସି, ତାକେ ବିସ୍‌ବାସ୍‌ କରା ନାଇ ।
24 For false Christs and false prophets will appear and perform great signs and wonders that would deceive even the elect, if that were possible.
୨୪କାଇକେ ବଇଲେ ମୁଇ ନିଜେ ମସିଅ କି ମୁଇ ନିଜେ ବବିସତ୍‌ବକ୍‌ତା ବଲାଇଅଇତେ ରଇବା ଟକାବଣ୍ଡାକରୁମନ୍‌ ସେବେଲେ ଦେକାଇଅଇବାଇ । ସେମନ୍‌ କାବା ଅଇଜିବା କାମ୍‌ମନ୍‌ ଦେକାଇ ପର୍‌ମେସର୍‌ ବାଚି ରଇବା ଲକ୍‌ମନ୍‌କେ ମିସା ନାଡାଇବାଇ ।
25 See, I have told you in advance.
୨୫ଦେକା, ସେ ବେଲା ନ ଆଇବା, ଆଗ୍‌ତୁ ମୁଇ ତମ୍‌କେ ଜାନାଇଦେଲିନି ।
26 So if they tell you, ‘There He is in the wilderness,’ do not go out; or, ‘Here He is in the inner rooms,’ do not believe it.
୨୬“ଦେକା, ଜଦି ଲକ୍‌ମନ୍‌ ସେ ମରୁବାଲି ରଇବା ଜାଗାଇ ଆଚେ ବଲି କଇବାଇ, ତମେ ତେଇ ଜାଆ ନାଇ । କି ସେମନ୍‌ ଇତି ଦେକିଦେକା ସେ ଲୁଚିଆଚେ ବଲି କଇବାଇ, ସେମନ୍‌କେ ବିସ୍‌ବାସ୍‌ କରା ନାଇ ।
27 For just as the lightning comes from the east and flashes as far as the west, so will be the coming of the Son of Man.
୨୭ଉଦିଆନ୍‌ ଦିଗେଅନି ବୁଡ୍‌ତି ଦିନ୍‌ ଜାକ ଜେନ୍ତାରି ବିଜ୍‌ଲି ମାରିକରି ଗୁଲାଇ ଆକାସ୍‌ ଉଜଲ୍‌ ଅଇସି, ସେନ୍ତାରି ଅଇକରିସେ ନର୍‌ପିଲା ମୁଇ ଆଇବି ।”
28 Wherever there is a carcass, there the vultures will gather.
୨୮“ଜନ୍ତି ମଡା ପିଙ୍ଗି ରଇବାଇ, ତେଇ ମଡ୍‌କାଉ ଗିଦ୍‌ମନ୍‌ ରୁଣ୍ଡିରଇବାଇ ।”
29 Immediately after the tribulation of those days: ‘The sun will be darkened, and the moon will not give its light; the stars will fall from the sky, and the powers of the heavens will be shaken.’
୨୯ସେ ଦୁକର୍‌ବେଲା ସାର୍‌ବା ବେଲେ, ବେଲ୍‌ ଜାଉଁଲି ଜାଇସି, ଜନ୍‌ ଆରି ଉଜଲ୍‌ ନ ଡିସାଏ, ବାଦ୍‌ଲେଅନି ତାରାମନ୍‌ ଅଦର୍‌ବାଇ ଆରି ବାଦ୍‌ଲେ ଉଜଲ୍‌ ଦେବାଟାମନ୍‌ ସବୁ ବାଟ୍‌ ବାନା ଅଇଜିବାଇ ।
30 At that time the sign of the Son of Man will appear in heaven, and all the tribes of the earth will mourn. They will see the Son of Man coming on the clouds of heaven, with power and great glory.
୩୦ତାର୍‌ ପଚେ ନରପିଲା ମୁଇ ବାଦ୍‌ଲେ ଆଇବାଟା ଦେକ୍‌ସା । ଆରି ଡାକ୍‌ପୁଟାଅଇ ପାନି ବାଦ୍‌ଲେ ବପୁ ସଙ୍ଗ୍‍ ଆଇବାଟା ଦେକି ଦର୍‍ତନିର୍‍ ଲକ୍‌ମନ୍‌ କାନ୍ଦାବୁବା ଅଇଜିବାଇ ।
31 And He will send out His angels with a loud trumpet call, and they will gather His elect from the four winds, from one end of the heavens to the other.
୩୧ବଡ୍‌ ମଇରି ବାଜ୍‌ସି । ଆରି ଗୁଲାଇ ସରଗର୍‌ ଗଟେକ୍‌ କନେ ଅନି ବିନ୍‌ ବିନ୍‌ କନେ ରଇବା ମର୍‌ ବାବା ବାଚି ରଇବା ଲକ୍‌ମନ୍‌କେ ଟୁଲିଆଇବାକେ ମୁନୁସ୍‌ ପିଲା ମୁଇ ମର୍‌ ଦୁତ୍‌ମନ୍‌କେ ପାଟାଇବି ।
32 Now learn this lesson from the fig tree: As soon as its branches become tender and sprout leaves, you know that summer is near.
୩୨ଡୁମ୍‌ରି ଗଚେଅନି ସିକା । ଜେଡେବେଲେ ତାର୍‌ କେନ୍ଦିଅନି ପତର୍‌ ପାଲୁଆନି କର୍‌ସି, ଆରି କାଁଚାପତ୍‌ରିଆ ଡିସ୍‌ଲେ କାରାଦିନ୍‌ କେଟ୍‌ଲା ବଲି ତମେ ଜାନ୍‌ସା ।
33 So also, when you see all these things, you will know that He is near, right at the door.
୩୩ସମାନ୍‍ ସେନ୍ତାର୍‌ସେ ଏ ସବୁ ଜାକ ଅଇବାଟା ଦେକ୍‌ଲେ, ସାରାସାରି ଦିନ୍‌କାଲ୍‌ ଆରାମ୍‌ ଅଇଲା ବଲି ତମେ ଜାନା ।
34 Truly I tell you, this generation will not pass away until all these things have happened.
୩୪“ଏତାଇରୁଆ, ମୁଇ ସତ୍‌ କଇଲିନି, ଏବେ ଜିବନ୍‌ ରଇଲା ଲକ୍‌ମନର୍‌ ବିତ୍‌ରେଅନି ସବୁ ଲକ୍‌ ମର୍‌ବା ଆଗ୍‌ତୁ, ଏସବୁ ବିସଇ ଗଟ୍‌ସି ।
35 Heaven and earth will pass away, but My words will never pass away.
୩୫ସରଗ୍‌ ଆରି ମଚ୍‌ପୁର୍‌ କୁରୁପ୍‌ନାସ୍‌ ଅଇଜାଇସି, ମାତର୍‌ ମର୍‌ ସବୁ ବାକିଅ କେବେ ମିଚ୍‌ ନ ଅଏ ।
36 No one knows about that day or hour, not even the angels in heaven, nor the Son, but only the Father.
୩୬“ସେ ଦିନ୍‌, ସେ ବେଲା କେବେ ଆଇସି, କେ କଇନାପାରତ୍‌ । ପର୍‌ମେସରର୍‌ ପିଲା ମୁଇ ମିସା କି ସରଗର୍‌ ଦୁତ୍‌ମନ୍‌ ମିସା ସେ କାତା ନାଜାନତ୍‌, ବାବା ପର୍‌ମେସର୍‌ ଆକା ଜାନିଆଚେ ।
37 As it was in the days of Noah, so will it be at the coming of the Son of Man.
୩୭ନଅର୍‌ ବେଲେ ଜେନ୍ତାରି ଗଟିରଇଲା, ସମାନ୍‍ ସେନ୍ତାରିସେ ନର୍‌ପିଲା ମୁଇ ଆଇବା ବେଲା ମିସା ।
38 For in the days before the flood, people were eating and drinking, marrying and giving in marriage, up to the day Noah entered the ark.
୩୮ପୁର୍‌ତିବି ଉପ୍‌ରେ ପାନି ବର୍‌ତି ଅଇବାବେଲେ ଅନି ନଅ ପାନିଜାଜେ ପୁର୍‌ବା ଜାକ, ଲକ୍‌ମନ୍‌ କାଆ ପିଇ ଅଇ ବିବା କାମେ ତେରେପେତେ ଅଇରଇଲାଇ ।
39 And they were oblivious, until the flood came and swept them all away. So will it be at the coming of the Son of Man.
୩୯ପାନିତେଇ ସେମନ୍‌ ବଅଁଲି ଜିବା ଜାକ, କାଇଟା ଅଇଲାନି, ଜାନି ନ ରଇଲାଇ । ନର୍‌ପିଲା ମୁଇ ଆଇବା ବେଲେ ସମାନ୍‍ ସେନ୍ତାରି ଅଇସି ।
40 Two men will be in the field: one will be taken and the other left.
୪୦ସେ ବେଲାଇ ପଦାଇ ପାଇଟି କର୍‌ତେ ରଇବା ଦୁଇ ଲକର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌କେ ବାଚ୍‌ବାଇ ଆରି ଗଟେକ୍‌ ଲକ୍‌କେ ଚାଡିଦେବାଇ ।
41 Two women will be grinding at the mill: one will be taken and the other left.
୪୧ଗର୍‌ତେରଇବା ଦୁଇଟା ମାଇଜି ମନର୍‌ ବିତ୍‌ରେ ଅନି ଗଟେକ୍‌ ଲକ୍‌ ବାଚି ଅଇସି ଆରି ଗଟେକ୍‌ ଲକ୍‌ ରଇଜାଇସି ।
42 Therefore keep watch, because you do not know the day on which your Lord will come.
୪୨ସେନ୍ତି ବଇଲେ ତମେ ଜାଗ୍‌ରତ୍‌ ଅଇ ରୁଆ, କାଇକେ ବଇଲେ ତମର୍‌ ମାପ୍‌ରୁ କେଡେବେଲା ଆଇସି, ତମେ ନାଜାନାସ୍‌ ।
43 But understand this: If the homeowner had known in which watch of the night the thief was coming, he would have kept watch and would not have let his house be broken into.
୪୩କେଡେବଲ୍‌ ଚର୍‌ ପୁର୍‌ସି ବଲି ଜାନିରଇଲେ, ଗର୍‌ ସାଉକାର୍‌ ଜାଗ୍‌ରତ୍‌ ରଇ ଚର୍‌କେ ଗରେ ପୁର୍‌ବାକେ ନ ଦେଏ ।
44 For this reason, you also must be ready, because the Son of Man will come at an hour you do not expect.
୪୪ତମେ ମିସା ସବୁବେଲେ ଜାଗ୍‌ରତ୍‌ ରଇକରି ତିଆର୍‌ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍‌ପିଲା ମୁଇ ଉଟିଆଇବି ।
45 Who then is the faithful and wise servant, whom the master has put in charge of his household, to give the others their food at the proper time?
୪୫“ସେନ୍ତି ବଇଲେ କେ ତେବେ ନିମାନ୍‌ ଆରି ବୁଦି ରଇବା ଦାଙ୍ଗ୍‌ଡା? ଜାର୍‌ ଉପ୍‌ରେ ସାଉକାର୍‌ ବିନ୍‌ ଦାଙ୍ଗ୍‌ଡାମନର୍‌ ଟିକ୍‌ ବେଲାଇ, କାଇବା କାଦି ଦେବା ଦାଇତ୍‌ ଦେଇରଇସି ।
46 Blessed is that servant whose master finds him doing so when he returns.
୪୬ସାଉକାର୍‌ ବାଉଡି ଆଇଲା ବେଲେ ସେ ଦାଙ୍ଗ୍‌ଡା ଜଦି ଟିକ୍‌ ସଙ୍ଗ୍‍ କାମ୍‌ କରିରଇସି ବଇଲେ, ତାର୍‌ କେଡେକ୍‌ ନିକ କରମ୍‌!
47 Truly I tell you, he will put him in charge of all his possessions.
୪୭ମୁଇ ସତ୍‌ କଇଲିନି, ସେନ୍ତାରି ଦାଙ୍ଗ୍‌ଡାକେ ସାଉକାର୍‌ ଗଟେକ୍‌ ଦିନେ ତାର୍‌ ସବୁ ଦନ୍‌ ସଁପତିର୍‌ ଦାଇତ୍‌ ଦେଇ ଦେଇସି ।
48 But suppose that servant is wicked and says in his heart, ‘My master will be away a long time.’
୪୮ମାତର୍‌ ସେ ଦାଙ୍ଗ୍‌ଡା ଜଦି ‘ସାଉକାର୍‌ ନ ଆସେତା’ ବଲି ବାବ୍‌ସି ଆରି
49 And he begins to beat his fellow servants and to eat and drink with drunkards.
୪୯ବିନ୍‌ ଦାଙ୍ଗ୍‌ଡାମନ୍‌କେ ମାର୍‌ପିଟ୍‌ କରି ମଦୁଆମନର୍‌ ସଙ୍ଗ୍‌ କିଆପିଆ କର୍‌ତେ ରଇସି,
50 The master of that servant will come on a day he does not expect and at an hour he does not anticipate.
୫୦ସେ ଜାଗ୍‌ରତ୍‌ ନ ରଇଲା ବେଲେ ଆରି ଜନ୍‌ ବେଲାଇ ସେ ନାଜାନି ରଏ, ସେ ଦିନେ ଆରି ସେ ବେଲାଇସେ ସାଉକାର୍‌ ବାଉଡିଆଇସି ।
51 Then he will cut him to pieces and assign him a place with the hypocrites, where there will be weeping and gnashing of teeth.
୫୧ତାକେ ସେଡ୍‌କି ବେଲେ କଣ୍ଡ୍‌ କଣ୍ଡ୍‌ କରି କାଟି ଦେଇସି । ସେ ନାଡାଉମନର୍‌ ଦସାର୍‌ ଡଣ୍ଡ୍‌ ପାଇସି । ଆରି ସାରାସାରି ଦାଁତ୍‌ କାତ୍‌ରି ମାର୍‌ଚପ୍‌ ଅଇ କାନ୍ଦ୍‌ସି ।”

< Matthew 24 >