< Mark 10 >
1 Then Jesus left that place and went into the region of Judea, beyond the Jordan. Again the crowds came to Him and He taught them, as was His custom.
୧ତାର୍ପଚେ ଜିସୁ ସେ ଜାଗା ଚାଡିକରି ଜିଉଦା ରାଇଜର୍ ସନ୍ଦି ଆରି ଜର୍ଦନର୍ ଆରି ଗଟେକ୍ ବାଟେ ଆଇଲା । ଆରି ସବୁ ବେଲାର୍ ପାରା ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ଆରି ଜିସୁ ସେମନ୍କେ ପର୍ମେସରର୍ କାତା ସିକାଇଦେଲା ।
2 Some Pharisees came to test Him. “Is it lawful for a man to divorce his wife?” they inquired.
୨କେତେଟା ପାରୁସିମନ୍ ଜିସୁରୁ ଲଗେ ଆସିକରି ତାକେ ବୁଲ୍ ଦାର୍ବାକେ ଏନ୍ତାରି ପର୍ସନ୍ ପାଚାର୍ଲାଇ । “ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାଟା ଆମର୍ ନିୟମେ ଆଚେ କି?”
3 “What did Moses command you?” He replied.
୩ଜିସୁ ସେମନ୍କେ କଇଲା, “ମସା ତମ୍କେ କାଇ ଆଦେସ୍ ଦେଲା ଆଚେ?”
4 They answered, “Moses permitted a man to write his wife a certificate of divorce and send her away.”
୪ସେମନ୍ କଇଲାଇ, “ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାର୍ ରାଜିନାମା ପତର୍ ଲେକି ତାକେ ଦେଲାପଚେ ତାକେ ପାଟାଇଦେଇ ଅଇସି ବଲି ମସା କଇଲା ଆଚେ ।”
5 But Jesus told them, “Moses wrote this commandment for you because of your hardness of heart.
୫ଜିସୁ ସେମନ୍କେ କଇଲା, “ମସା କାଇକେ ଏନ୍ତି ଲେକିରଇଲା ବଇଲେ, ତମର୍ ମନ୍ବିତ୍ରର୍ ବୁଜ୍ବା ବପୁ ଡାଟ୍ ରଇଲାଟା ଦେକିକରି ସେ, ଏ ଆଦେସ୍ ଲେକିଦେଲା ଆଚେ ।
6 However, from the beginning of creation, ‘God made them male and female.’
୬ଜେନ୍ତି ସାସ୍ତର୍ କଇଲାନି, ପର୍ମେସର୍ ଜେଡେବେଲେ ଏ ଦୁନିଆ ତିଆର୍କଲା, ସେବେଲେ ସେ ମାଇଜିମୁନୁସ୍ କରି ତିଆର୍କଲା ଆଚେ ।
7 ‘For this reason a man will leave his father and mother and be united to his wife,
୭ସେଟାର୍ପାଇ ଗଟେକ୍ ମୁନୁସ୍ ତାର୍ ବାବା ମାକେ ଚାଡିକରି ତାର୍ ମାଇଜି ସଙ୍ଗ୍ ମିସ୍ସି ।
8 and the two will become one flesh.’ So they are no longer two, but one flesh.
୮ସେ ଦୁଇଲକ୍ ଗଟେକ୍ ଅଇବାଇ, ଆରି ସେମନ୍ ଦୁଇଲକ୍ ଇସାବେ ନ ରଅତ୍, ମାତର୍ ଗଟେକ୍ ଲକ୍ ଇସାବେ ରଇବାଇ ।
9 Therefore what God has joined together, let man not separate.”
୯ସେଟାର୍ପାଇ ପର୍ମେସର୍ ଜନ୍ ଦୁଇଲକ୍କେ ମିସାଇଆଚେ, କେ ମିସା ସେମନ୍କେ ବିନେ ନ ବେଗ୍ଲାଅତ୍ ।”
10 When they were back inside the house, the disciples asked Jesus about this matter.
୧୦ଜିସୁ ଆରି ତାର୍ ସିସ୍ମନ୍ ଗରେ ବାଉଡିଗାଲା ପଚେ, ସିସ୍ମନ୍ ଆରିତରେକ୍ ଏ ବିସଇ ତାକେ ପାଚାର୍ଲାଇ ।
11 So He told them, “Whoever divorces his wife and marries another woman commits adultery against her.
୧୧ଜିସୁ ସେମନ୍କେ କଇଲା, “ଗଟେକ୍ ମନସ୍ ତାର୍ ମାଇଜିକେ ଚାଡ୍ପତର୍ ଦେଇ ବିନ୍ ମାଇଜିକେ ବିବା ଅଇସି ବଇଲେ, ସେ ମନସ୍ ପର୍ତୁମ୍ ମାଇଜିର୍ ବିରୁଦେ ପାଦ୍ରା କାମ୍ କଲାନି ।
12 And if a woman divorces her husband and marries another man, she commits adultery.”
୧୨ଆରି ସେନ୍ତି ସେ ଜନ୍ ମାଇଜିଟକି ତାର୍ ମୁନୁସ୍କେ ଚାଡ୍ ପତର୍ ଦେଇ, ବିନ୍ ମୁନୁସ୍କେ ବିବା ଅଇସି ବଇଲେ ସେ ମିସା ପର୍ତୁମ୍ ମନସ୍ ବିରୁଦେ ପାଦ୍ରି କାମ୍ କଲାନି ।” ବଲିକରି କଇଲା ।
13 Now people were bringing the little children to Jesus for Him to place His hands on them, and the disciples rebuked those who brought them.
୧୩ଗଟେକ୍ ଦିନ୍ କେତେକ୍ ଲକ୍ମନ୍ ତାକର୍ ପିଲାଟକିମନ୍କେ ଜିସୁ ଆତ୍ ସଙ୍ଗଇ ଆସିର୍ବାଦ୍ କର ବଲି ତାର୍ଲଗେ ଆନ୍ଲାଇ । ମାତର୍ ତାର୍ ସିସ୍ମନ୍ ଲକ୍ମନ୍କେ, ଦମ୍କାଲାଇ ।
14 But when Jesus saw this, He was indignant and told them, “Let the little children come to Me, and do not hinder them! For the kingdom of God belongs to such as these.
୧୪ଜିସୁ ଏଟା ଦେକି ବେସି ରିସାଅଇ ସିସ୍ମନ୍କେ କଇଲା, “ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍, ସେମନ୍କେ ମନା କରାନାଇ । କାଇକେବଇଲେ ପର୍ମେସରର୍ ରାଇଜ୍ ଏନ୍ତି ପିଲାଟକିମନର୍ ପାରା ରଇବା ଲକ୍ମନର୍ ପାଇସେ ।
15 Truly I tell you, anyone who does not receive the kingdom of God like a little child will never enter it.”
୧୫ମୁଇ ତମ୍କେ ସତ୍ କାତା କଇଲିନି, କେ ମିସା ଗଟେକ୍ ସାନ୍ ପିଲାର୍ ପାରା ନ ଅଇ, ପର୍ମେସରର୍ ରାଇଜ୍ ନ ନାମତ୍, ସେମନ୍ କେବେ ମିସା ତାର୍ ରାଇଜେ କେଟି ନାପାରତ୍ ।”
16 And He took the children in His arms, placed His hands on them, and blessed them.
୧୬ତାର୍ପଚେ ଜିସୁ ସାନ୍ ସାନ୍ ପିଲାଟକିମନ୍କେ ଉଁଚାରି ତାକର୍ ମୁଣ୍ଡେ ଚିଇକରି ଆସିର୍ବାଦ୍ କଲା ।
17 As Jesus started on His way, a man ran up and knelt before Him. “Good Teacher,” he asked, “what must I do to inherit eternal life?” (aiōnios )
୧୭ଜିସୁ ଆରି ତାର୍ ସିସ୍ମନ୍ ତେଇଅନି ବାରଇ ଜିବାବେଲେ ବାଟେ ଗଟେକ୍ ଲକ୍ ପାଲାଇ ଆସି ତାର୍ ଲଗେ କେଟ୍ଲା ଆରି ତାର୍ ମୁଆଟେ ମାଣ୍ଡିକୁଟା ଦେଇ ପାଚାର୍ଲା, “ଏ ନିମାନ୍ ଗୁରୁ, ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ?” (aiōnios )
18 “Why do you call Me good?” Jesus replied. “No one is good except God alone.
୧୮ଜିସୁ ତାକେ କଇଲା, “ତୁଇ ମକେ କାଇକେ ନିମାନ୍ ଲକ୍ ବଲି କଇଲୁସ୍ନି? କାଇକେବଇଲେ ପର୍ମେସର୍କେ ଚାଡିକରି ଆରି ବିନ୍ଟା କେ ମିସା ନିମାନ୍ ଲକ୍ ନାଇ ।
19 You know the commandments: ‘Do not murder, do not commit adultery, do not steal, do not bear false witness, do not cheat others, honor your father and mother.’”
୧୯ଆରି ତୁଇ ନିଅମ୍ତା ଜାନିଆଚୁସ୍, ମାର୍ବାର୍ ନାଇ, ପାଦ୍ରାପାଦ୍ରି କାମ୍ କର୍ବାର୍ ନାଇ, ଚର୍ କାମ୍ କର୍ବାର୍ ନାଇ, ମିଚ୍ ସାକି ଦେବାର୍ ନାଇ, ଆୟା ବାବାକେ ସନ୍ମାନ୍ ଦିଆସ୍ ।” ବଲି କଇଲା ।
20 “Teacher,” he replied, “all these I have kept from my youth.”
୨୦ସେ ଲକ୍ ଜିସୁକେ କଇଲା, “ଏ ଗୁରୁ, ମୁଇତା ଏସବୁ ଆଦେସ୍ ସାନ୍ ବେଲେ ଅନି ମାନ୍ଲିନି ।”
21 Jesus looked at him, loved him, and said to him, “There is one thing you lack: Go, sell everything you own and give to the poor, and you will have treasure in heaven. Then come, follow Me.”
୨୧ଜିସୁ ତାକେ ନିକକରି ଦେକ୍ଲା ଆରି ତାକେ ଆଲାଦ୍ କରି କଇଲା, “ତୁଇ ଏବେ ମିସା ଗଟେକ୍ ବିସଇତେଇ ଉନା ଆଚୁସ୍ । ତୁଇ ଜାଇ ତର୍ ଦନ୍ସଁପତି ବିକି, ସେ ଡାବୁ ଗରିବ୍ ଲକ୍ମନ୍କେ ବାଟାକରି ଦେସ୍, ତୁଇ ସର୍ଗେ ଦନ୍ ପାଇସୁ । ଏନ୍ତିକରି ମର୍ ପଚେ ପଚେ ଆଉ ।” ବଲିକରି କଇଲା ।
22 But the man was saddened by these words and went away in sorrow, because he had great wealth.
୨୨ଜିସୁ କଇଲା ଏ କାତା ସୁନିକରି ସେ ଲକ୍ ମୁ ସୁକାଇ କରି, ଗରେ ଉଟିଗାଲା । କାଇକେବଇଲେ ସେଲକ୍ ବେସି ସାଉକାର୍ ରଇଲା ।
23 Then Jesus looked around and said to His disciples, “How hard it is for the rich to enter the kingdom of God!”
୨୩ଜିସୁ ଚାରିବେଡ୍ତି ଦେକିକରି ସିସ୍ମନ୍କେ କଇଲା, “ସାଉକାର୍ ଲକ୍ମନ୍ ପର୍ମେସରର୍ ରାଇଜେ ଜିବାଟା ବେସି କସ୍ଟ ଆଚେ ।”
24 And the disciples were amazed at His words. But Jesus said to them again, “Children, how hard it is to enter the kingdom of God!
୨୪ଜିସୁର୍ କାତା ସୁନିକରି ସିସ୍ମନ୍ କାବା ଅଇଗାଲାଇ । ମାତର୍ ଜିସୁ ସେମନ୍କେ ଆରିତରେକ୍ କଇଲା, “ଏ ମର୍ ପିଲାମନ୍ ପର୍ମେସରର୍ ରାଇଜେ ଜିବାଟା ଲକ୍ମନ୍କେ କେଡେକ୍ କସ୍ଟ!
25 It is easier for a camel to pass through the eye of a needle than for a rich man to enter the kingdom of God.”
୨୫ଜେନ୍ତି ଗଟେକ୍ ବଡ୍ ଜଁତ୍ ସୁଜି ବାଟେ ଚିଙ୍ଗ୍ଲି ଜିବାକେ କସ୍ଟ, ସାଉକାର୍ ଲକ୍ ପର୍ମେସରର୍ ରାଇଜେ କେଟ୍ବାଟା ତାର୍ତେଇଅନି ଅଦିକ୍ କସ୍ଟ ।”
26 They were even more astonished and said to one another, “Who then can be saved?”
୨୬ସିସ୍ମନ୍ ଆରିତରେକ୍ ବେସି କାବା ଅଇଗାଲାଇ ଆରି ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏନ୍ତି ବଇଲେ କେ ତେବେ ରକିଆ ପାଇସି?”
27 Jesus looked at them and said, “With man this is impossible, but not with God. For all things are possible with God.”
୨୭ଜିସୁ ସେମନ୍କେ ଦେକିକରି କଇଲା, “ଏ ବିସଇ ଲକ୍ମନର୍ ଟାନେ ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।”
28 Peter began to say to Him, “Look, we have left everything and followed You.”
୨୮ପିତର୍ ଜିସୁକେ କଇଲା, “ଦେକା ଆମେ ଆମର୍ ସବୁ ଚାଡିଦେଇ ତମର୍ ସଙ୍ଗ୍ ଆଇଲୁଆଚୁ ।”
29 “Truly I tell you,” Jesus replied, “no one who has left home or brothers or sisters or mother or father or children or fields for My sake and for the gospel
୨୯ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଜେ ମର୍ ସଙ୍ଗ୍ ଆଇବାକେ ଆରି ପର୍ମେସରର୍ ନିମାନ୍ କାତା ଜାନାଇବାକେ ଗର୍ ଦୁଆର୍, ବାଇ ବଇନି, ମା ବାବା, ପିଲାଟକି ଆରି ଜମିବାଡି ଚାଡିକରି ଆଚେ,
30 will fail to receive a hundredfold in the present age—houses and brothers and sisters and mothers and children and fields, along with persecutions—and in the age to come, eternal life. (aiōn , aiōnios )
୩୦ସେ ସତ୍ସେ, ନିଜର୍ ଚାଡିରଇଲା ସବୁ ବିସଇତେଇଅନି ସଏ ବାଗ୍ ଅଦିକ୍ ଏ ଜୁଗେ ପାଇସି । ଗର୍ ଦୁଆର୍, ବାଇ ବଇନି, ମାଆ ବାବା, ପିଲାଟକି ଆରି ଜମିବାଡି ଏ ସବୁ ଦିନ୍ସୁ ଅଦିକ୍ ପାଇସି ଆରି ତାର୍ ସଙ୍ଗ୍ ଗେଞ୍ଜ୍ନା ମିସା ପାଇସି । ମାତର୍ ଆଇବା ଜୁଗେ ପର୍ମେସରର୍ ରାଇଜେ, ସେ ନ ସାର୍ବା ଜିବନ୍ ପାଇସି । (aiōn , aiōnios )
31 But many who are first will be last, and the last will be first.”
୩୧ମାତର୍ ଜନ୍ ଲକ୍ମନ୍ ଆଗ୍ତୁ ଅଇତେରଇବାଇ, ସେମନ୍ ପଚେ ରଇବାଇ । ଆରି କେ କେ ପଚେ ରଇବାଇ, ସେମନ୍ ଆଗ୍ତୁ ରଇବାଇ ।”
32 As they were going up the road to Jerusalem, Jesus was walking ahead of them. The disciples were amazed, but those who followed were afraid. Again Jesus took the Twelve aside and began to tell them what was going to happen to Him:
୩୨ସେମନ୍ ଜିରୁସାଲମେ ଗାଲାବେଲେ, ଜିସୁ ସେମନର୍ ଆଗ୍ତୁ ଆଗ୍ତୁ ଜାଇତେ ରଇଲା । ସେବେଲା ସିସ୍ମନ୍ କାବାଅଇଜାଇତେ ରଇଲାଇ । ଆରି ଜିସୁର୍ ପଚେ ପଚେ ଜିବା ଲକ୍ମନ୍ ସବୁ ସେ ଜିରୁସାଲେମେ ଗାଲାନି ବଲି ଡରିଜାଇତେ ରଇଲାଇ । ଜିସୁ ତାର୍ ବାର୍ଟା ସିସ୍ମନ୍କେ ବିନେ ଡାକିନେଇକରି ନିଜ୍କେ କାଇକାଇଟା ଅଇସି, ସେ ବିସଇ କଇବାର୍ ଦାର୍ଲା ।
33 “Look, we are going up to Jerusalem, and the Son of Man will be delivered over to the chief priests and scribes. They will condemn Him to death and will deliver Him over to the Gentiles,
୩୩ଜିସୁ ତାର୍ ସିସ୍ମନ୍କେ କଇଲା, “ସୁନା ଆମେ ଜିରୁସାଲମେ ଗାଲୁନି । ତେଇ ପର୍ମେସରର୍ଟାନେଅନି ଆସିରଇବା ନର୍ପିଲା, ମକେ ବିସ୍ବାସେ ବିସ୍ ଦେଲାପାରା କରି ମୁକିଅ ପୁଜାରିମନ୍ ଆରି ନିୟମ୍ ସିକାଇ ଦେବା ଲକ୍ମନ୍କେ ସର୍ପି ଦେବାଇ । ସେମନ୍ ମକେ କିଜାଇକରି ବିଚାର୍ କରି ‘ଆକେ ମରାଇବାର୍ ଆଚେ ।’ ବଲି ରମିୟ ଲକ୍ମନ୍କେ ସର୍ପି ଦେବାଇ ।
34 who will mock Him and spit on Him and flog Him and kill Him. And after three days He will rise again.”
୩୪ସେମନ୍ ମକେ ଟାପ୍ରା କର୍ବାଇ, ମର୍ ଉପ୍ରେ ତୁକ୍ବାଇ । ମକେ କର୍ଡା ସଙ୍ଗ୍ ମାର୍ବାଇ, ଆରି ସାରାସାରି ମରାଇବାଇ । ମାତର୍ ମରିକରି ତିନ୍ଦିନ୍ ଗାଲାପଚେ, ମୁଇ ଆରି ତରେକ୍ ମଲାଟାନେଅନି ଉଟ୍ବି ।”
35 Then James and John, the sons of Zebedee, came to Jesus and declared, “Teacher, we want You to do for us whatever we ask.”
୩୫ଜେବଦି ନାଉଁର୍ ଗଟେକ୍ ଲକର୍ ପିଲାମନ୍ ଜାକୁବ୍ ଆରି ଜଅନ୍ ଜିସୁର୍ତେଇ ଆସି ତାକେ କଇଲାଇ, “ଏ ଗୁରୁ, ଆମେ ତର୍ତେଇ ଜାଇଟା ମାଙ୍ଗ୍ବୁ, ତୁଇ ସେଟା କର୍ ବଲି ଆମେ ମନ୍ କଲୁନି ।”
36 “What do you want Me to do for you?” He inquired.
୩୬ଜିସୁ ପାଚାର୍ଲା, “ମୁଇ ତମର୍ ପାଇ କାଇଟା କର୍ବି ବଲି ମନ୍ କଲାସ୍ନି?”
37 They answered, “Grant that one of us may sit at Your right hand and the other at Your left in Your glory.”
୩୭ସେମନ୍ ଜିସୁକେ କଇଲାଇ, “ତୁଇ ତର୍ ଡାକ୍ପୁଟା ପାଇବା ବସ୍ବା ଜାଗାଇ ବସ୍ଲା ବେଲେ ଆମର୍ ଦୁଇଲକର୍ ବିତ୍ରେ ଅନି ଗଟେକ୍ ଲକ୍କେ ତର୍ ଉଜା ବାଟେ ଆରି ଗଟେକ୍ ଲକ୍କେ ଡେବ୍ରି ବାଟେ ବସାଅ ବଲି ମନ୍ କଲୁନି ।”
38 “You do not know what you are asking,” Jesus replied. “Can you drink the cup I will drink, or be baptized with the baptism I will undergo?”
୩୮ଜିସୁ ସେମନ୍କେ କଇଲା, “ତମେ କାଇ ବିସଇ ମାଙ୍ଗ୍ଲାସ୍ନି ସେ ବିସଇ ନାଜାନାସ୍ । ମକେ ଜନ୍ ମୁତାଇ ଦୁକ୍କସ୍ଟ ପାଇବାକେ ଆଚେ, ସେ ମୁତାର୍ ଦୁକ୍କସ୍ଟ ପାଇପାରାସ୍ କି? ଆରି ମୁଇ ଜନ୍ ଡୁବନ୍ ନେବାର୍ ଆଚେ, ସେ ଡୁବନ୍ ନେଇ ପାରାସ୍ କି?”
39 “We can,” the brothers answered. “You will drink the cup that I drink,” Jesus said, “and you will be baptized with the baptism that I undergo.
୩୯ସେମନ୍ ଜିସୁକେ କଇଲାଇ, “ଉଁ ଆମେ ପାର୍ବୁ ।” ଜିସୁ ସେମନ୍କେ କଇଲା, “ଏଟା ସତ୍ସେ । ମୁଇ ଜନ୍ ମୁତାର୍ ଦୁକ୍କସ୍ଟ ପାଇବି ଆରି ଜନ୍ ଡୁବନ୍ ନେବି ତମେମିସା ସେ ମୁତାର୍ ଦୁକ୍ କସ୍ଟ ଆରି ଡୁବନ୍ ପାଇସା ।
40 But to sit at My right or left is not Mine to grant. These seats belong to those for whom they have been prepared.”
୪୦ମାତର୍ ମର୍ ଉଜାବାଟେ କି ଡେବ୍ରିବାଟେ ବସ୍ବାକେ ଦେବାର୍, ମର୍ ଅଦିକାର୍ ନାଇ, ମାତର୍ ମର୍ ବାବା ବାଚ୍ସି ।”
41 When the ten heard about this, they became indignant with James and John.
୪୧ଜାକୁବ୍ ଆରି ଜଅନ୍ କଇଲା କାତା ବିନ୍ ସିସ୍ମନ୍ ଜେଡେବେଲ୍ ସୁନ୍ଲାଇ, ଜାକୁବ୍ ଆରି ଜଅନ୍କେ ବେସି ରିସା ଅଇଗାଲାଇ ।
42 So Jesus called them together and said, “You know that those regarded as rulers of the Gentiles lord it over them, and their superiors exercise authority over them.
୪୨ମାତର୍ ଜିସୁ ତାର୍ ସିସ୍ମନ୍କେ ଗଟେକ୍ଟାନେ ଡାକି କରି ସେମନ୍କେ କଇଲା, “ଏ ଦୁନିଆର୍ ରାଜାମନ୍ ଆରି ନେତାମନ୍ ଲକ୍ମନ୍କେ ନିଜର୍ ଅଦିକାରେ ରକ୍ବାକେ ମନ୍ କର୍ବାଇ । ଆରି ସର୍କାର୍ ମିସା ତାକର୍ ତଲେ ରଇଲା ଲକ୍ମନ୍କେ ନିଜର୍ ଅଦିକାରେ ରକି ରଇବାକେ ମନ୍ କର୍ବାଇ । ଏ ବିସଇ ତମେ ଜାନିଆଚାସ୍ ।
43 But it shall not be this way among you. Instead, whoever wants to become great among you must be your servant,
୪୩ମାତର୍ ତମର୍ ବିତ୍ରେ ଏନ୍ତି ନ ରଇକରି ବିନ୍ବାବେ ରଇବାର୍ ଆଚେ । ତମର୍ ବିତ୍ରେଅନି କେ ବଡ୍ ଲକ୍ ପାରା ଦେକାଇଅଇବାକେ ମନ୍ କଲାନି ବଇଲେ, ସେ ତମର୍ ସବୁ ଲକର୍ ଗଟେକ୍ ଗତିଦାଙ୍ଗ୍ଡା ପାରା ରଅ ।
44 and whoever wants to be first must be the slave of all.
୪୪ଜଦି କେ ତମର୍ ବିତ୍ରେ ଅନି ପର୍ମେସରର୍ ମୁଆଟେ ମୁକିଅ ଲକ୍ ଅଇବାକେ ମନ୍ କଲାନି ବଇଲେ, ସେ ଗଟେକ୍ ଗେନ୍ଲା ଗତିଦାଙ୍ଗ୍ଡା ପାରା ସେବା କର ।
45 For even the Son of Man did not come to be served, but to serve, and to give His life as a ransom for many.”
୪୫କାଇକେ ବଇଲେ ପର୍ମେସର୍ଟାନେଅନି ଆସିରଇବା ନର୍ପିଲା ମୁଇ, ବିନ୍ ଲକ୍ମନର୍ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍ ସେବା କର୍ବାକେ ଆସି ଆଚି । ଆରି ମୁଇ ଜିବନ୍ ଦେବାର୍ ଲାଗି, ବେସି ଲକ୍ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।”
46 Next, they came to Jericho. And as Jesus and His disciples were leaving Jericho with a large crowd, a blind beggar named Bartimaeus, the son of Timaeus, was sitting beside the road.
୪୬ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିରିଅ ନାଉଁର୍ ଗଡେ କେଟ୍ଲାଇ । ସେ ଗଡ୍ ଚାଡିକରି ଗାଲାବେଲେ, ତିମାୟ ନାଉଁର୍ ଲକର୍ ପିଲା ବାର୍ତିମୟ ବଲି ଗଟେକ୍ କାଣା ଲକ୍ ବାଟ୍ପାଲି ବସି ବିକ୍ ମାଙ୍ଗ୍ତେରଇଲା ।
47 When he heard that it was Jesus of Nazareth, he began to cry out, “Jesus, Son of David, have mercy on me!”
୪୭ନାଜରିତର୍ ଜିସୁ ଏବାଟେ ଆଇଲାନି ବଲି ସୁନି, ସେ ବେସି ଆଉଲି ଅଇକରି କଇଲା, “ଏ ଦାଉଦର୍ ପଅ ଜିସୁ, ମକେ ଦୟାକରା!”
48 Many people admonished him to be silent, but he cried out all the louder, “Son of David, have mercy on me!”
୪୮ବେସି ଲକ୍ମନ୍ ତାକେ ଚିମ୍ରାଇଅଇ ରଇବାକେ କଇଲାଇ, ମାତର୍ ସେ କାଣାଲକ୍ ଅଦିକ୍ ଅଦିକ୍ ଆଉଲିଅଇକରି କଇଲା, “ଏ ଦାଉଦର୍ ପଅ! ମକେ ଦୟା କରା ।”
49 Jesus stopped and said, “Call him.” So they called the blind man. “Take courage!” they said. “Get up! He is calling for you.”
୪୯ଜିସୁ ତେବିକରି କଇଲା, “ତାକେ ମର୍ ଲଗେ ଆଇବାକେ କୁଆ ।” ଲକ୍ମନ୍ କାଣାକେ ଡାକିକରି କଇଲାଇ, “ସାଆସ୍ ଦାରିକରି ଉଟ୍, ଜିସୁ ତକେ ଡାକ୍ଲାନି ।”
50 Throwing off his cloak, Bartimaeus jumped up and came to Jesus.
୫୦କାଣା ଲକ୍ ତାର୍ ଚାଦର୍ ତେଇ ପିଙ୍ଗିଦେଇକରି ଚିକାଲ୍ନା ଡେଗଇ ଉଟ୍ଲା ଆରି ଜିସୁର୍ ଲଗେ ଗାଲା ।
51 “What do you want Me to do for you?” Jesus asked. “Rabboni,” said the blind man, “let me see again.”
୫୧ଜିସୁ ତାକେ ପାଚାର୍ଲା “ମୁଇ ତର୍ପାଇ କାଇଟା କର୍ବି ବଲି ତୁଇ ମନ୍ କଲୁସ୍ନି?” ସେ କଇଲା, “ଏ ଗୁରୁ, ମୁଇ ଜେନ୍ତିକି ଦେକି ପାର୍ବି ସେଟା ମନ୍ କଲିନି ।”
52 “Go,” said Jesus, “your faith has healed you.” And immediately he received his sight and followed Jesus along the road.
୫୨ଜିସୁ ତାକେ କଇଲା, “ଜା, ତୁଇ ନିମାନ୍ ଅଇଜାଇ ଆଚୁସ୍ । କାଇକେବଇଲେ ତୁଇ ମକେ ବିସ୍ବାସ୍ କରି ଆଁକି ଦେକି ପାର୍ଲୁସ୍ନି ।” ସେଦାପ୍ରେସେ କାଣା ଆଁକି ଦେକି ବାଟେ ବାଟେ ଜିସୁର୍ ପଚେ ଜିବାର୍ ଦାର୍ଲା ।