< Luke 19 >
1 Then Jesus entered Jericho and was passing through.
୧ଜିସୁ ଆରି ତାର୍ ସିସ୍ମନ୍ ଜିରିଅ ବାଟେ ଜାଇତେ ରଇଲାଇ ।
2 And there was a man named Zacchaeus, a chief tax collector, who was very wealthy.
୨ତେଇ ଜକିୟ ନାଉଁର୍ ଗଟେକ୍ ମୁକିଅ ସିସ୍ତୁମାଙ୍ଗୁ ରଇଲା । ସେ ବେସି ସାଉକାର୍ ରଇଲା ।
3 He was trying to see who Jesus was, but could not see over the crowd because he was small in stature.
୩ଜିସୁ କେନ୍ତାର୍ ଲକ୍ ବଲି ଦେକ୍ବାକେ ଜକିୟ ମନ୍ କର୍ତେ ରଇଲା । ମାତର୍ ଜିସୁର୍ ସଙ୍ଗ୍ ବେସି ଲକ୍ମନ୍ ଜାଇତେ ରଇଲାଇକେ ତାକେ ଦେକିନାପାର୍ତେ ରଇଲା । କାଇକେବଇଲେ ସେ ବୁଟି ରଇଲା ।
4 So he ran on ahead and climbed a sycamore tree to see Him, since Jesus was about to pass that way.
୪ସେଟାର୍ ପାଇ ସେ, ଲକ୍ମନର୍ ଆଗ୍ତୁ ପାଲାଇ ଜାଇ ଜିସୁକେ ଦେକ୍ବାକେ ଗଟେକ୍ ଡୁମ୍ରି ଗଚେ ଚଗ୍ଲା । କାଇକେ ବଇଲେ ଜିସୁ ସେ ବାଟ୍ଦେଇ ଜିବାର୍ ରଇଲା ।
5 When Jesus came to that place, He looked up and said, “Zacchaeus, hurry down, for I must stay at your house today.”
୫ଜିସୁ ସେ ଜାଗାଇ କେଟି ଉପ୍ରେ ଦେକିକରି ଜକିୟକେ କଇଲା, “ଜକିୟ ବିଗି ଉତ୍ରି ଆଉ, ଆଜି ମୁଇ ତମର୍ ଗରେ ରଇବି ।”
6 So Zacchaeus hurried down and welcomed Him joyfully.
୬ତାର୍ ପଚେ ଜକିୟ ଦାପ୍ରେ ଉତ୍ରି ଆସି ବେସି ସାର୍ଦାଅଇ ଜିସୁକେ ତାର୍ ଗରେ ଡାକିନେଲା ।
7 And all who saw this began to grumble, saying, “He has gone to be the guest of a sinful man!”
୭ସେଟା ଦେକି ତେଇ ରଇଲା ଲକ୍ମନ୍ ଜିସୁ ଗଟେକ୍ ପାପି ଲକର୍ ଗରେ କାଇବାକେ ଗାଲାନି ବଲି ଗୁର୍ମୁରି ଜାଇତେରଇଲାଇ ।
8 But Zacchaeus stood up and said to the Lord, “Look, Lord, half of my possessions I give to the poor, and if I have cheated anyone, I will repay it fourfold.”
୮ଜକିୟ ଟିଆଅଇ ଜିସୁକେ କଇଲା, “ଏ ମାପ୍ରୁ, ସୁନା! ମର୍ ସଁପତିଅନି ଅଦାବାଗ୍ ଗରିବ୍ ଲକ୍ମନ୍କେ ଦାନ୍ କରିଦେବି । ଆରି ସିସ୍ତୁ ମାଙ୍ଗ୍ବା ବେଲାଇ କାର୍ଟା ଅନିଆଇକରି ଆନି ରଇଲାଟା ମୁଇ ଚାର୍ଗୁନ୍ ଅଦିକ୍ ବାଉଡାଇ ଦେବି ।”
9 Jesus said to him, “Today salvation has come to this house, because this man too is a son of Abraham.
୯ଜିସୁ ଜକିୟକେ କଇଲା, “ଆଜି ଏ ଗରେ ମୁକ୍ତି ମିଲ୍ଲା । କାଇକେବଇଲେ ଏ ମିସା ଗଟେକ୍ ଅବ୍ରାଆମର୍ ନାତିତିତି ।
10 For the Son of Man came to seek and to save the lost.”
୧୦ପର୍ମେସର୍ ଟାନେଅନି ଆସିରଇବା ନର୍ପିଲା ମୁଇ ପାପେ ରଇଲା ଲକ୍ମନ୍କେ ସେମନର୍ ପାପେଅନି ରକିଆ କର୍ବାକେ ଆସିଆଚି ।”
11 While the people were listening to this, Jesus proceeded to tell them a parable, because He was near Jerusalem and they thought the kingdom of God would appear imminently.
୧୧ସେମନ୍ ଜିରୁସାଲାମ୍ ଲଗେ ଆଇଲା ବେଲାଇ ଜିସୁର୍ ସଙ୍ଗ୍ ଜିବା ଲକ୍ମନ୍ ତାର୍ କଇବା ସବୁ କାତା ସୁନ୍ତେ ରଇଲାଇ । କାଇକେବଇଲେ ତାର୍ କାତା ସୁନ୍ଲା ଲକ୍ମନ୍ ପର୍ମେସରର୍ ରାଇଜର୍ ସାସନ୍ ଦାପ୍ରେ ଅଇସି ବଲି ବାବ୍ତେ ରଇଲାଇ ।
12 So He said, “A man of noble birth went to a distant country to lay claim to his kingship and then return.
୧୨ସେଟାର୍ପାଇ ସେ ଏ କାତାନି କଇଲା, ଗଟେକ୍ ବଡ୍ ଗରେ ଜନମ୍ ଅଇଲା ଲକ୍ ଦୁର୍ ଦେସେ ଜିବାକେ ତିଆର୍ ଅଇଲା । କାଇକେ ବଇଲେ ତେଇ ତାକେ ରାଜା କରାଇବାଇ । ସମାନ୍ ବେଲାଇ ତାର୍ ଦେସେ ସେ ବାଉଡି ଆଇସି ।
13 Beforehand, he called ten of his servants and gave them ten minas. ‘Conduct business with this until I return,’ he said.
୧୩ତାର୍ ଆଗ୍ତୁ ସେ ତାର୍ ଦସ୍ଟା ଦାଙ୍ଗ୍ଡାମନ୍କେ ଡାକି, ଗଟେକ୍ ଗଟେକ୍ ଲକ୍କେ ଗଟେକ୍ ଗଟେକ୍ ସୁନାର୍ ଡାବୁ ଦେଇ କରି କଇଲା, “ମୁଇ ବାଉଡି ଆଇବାଜାକ ଏ ଡାବୁ ବେବାର୍ କରି ବୁତେକ୍ କରି ରୁଆ ।”
14 But his subjects hated him and sent a delegation after him to say, ‘We do not want this man to rule over us.’
୧୪ମାତର୍ ତାର୍ ଦେସର୍ ଲକ୍ମନ୍ ତାକେ ଇନ୍ କର୍ତେରଇଲାଇ । ଆରି ସାସନ୍ କର୍ବା ଲକ୍ମନର୍ ଲଗେ କବର୍ କଇ ପାଟାଇଲାଇ, “ଏ ଲକ୍ ଆମ୍କେ ସାସନ୍ କର ବଲି ଆମେ ମନ୍ କରୁନାଇ ।”
15 When he returned from procuring his kingship, he summoned the servants to whom he had given the money, to find out what each one had earned.
୧୫ଏନ୍ତି ବଲି କଇଲେ ମିସା, ସେ ରାଜାଅଇ ଗରେ ବାଉଡି ଆଇଲା । ଆରି ସେ କାକେ କାକେ ସୁନାର୍ ଡାବୁ ଦେଇ ରଇଲା, ସେମନ୍ କେତେକ୍ ଲାକା ଲାବ୍ କଲାଇ ଆଚତ୍ ବଲି ଜାନ୍ବାକେ ଡାକାଇ ପାଟାଇଲା ।
16 The first servant came forward and said, ‘Master, your mina has produced ten more minas.’
୧୬ତେଇ ପର୍ତୁମର୍ ଲକ୍ ଆସି କଇଲା, “ଏ ଆଗିଆଁ, ତମେ ଦେଲା ଗଟେକ୍ ସୁନାର୍ ଡାବୁ ନେଇ ଆରି ଦସ୍ଟା କଲିଆଚି ।”
17 His master replied, ‘Well done, good servant! Because you have been faithful in a very small matter, you shall have authority over ten cities.’
୧୭ସେ ରାଜା ସାର୍ଦା ଅଇ ତାକେ କଇଲା “ତୁଇ ନିକ ଦାଙ୍ଗ୍ଡା, ଅଲପ୍ ବିସଇ ଦାଇତ୍ ନେଇ କାମ୍ କଲୁସ୍ । ସେଟାର୍ପାଇ ମୁଇ ତକେ ଦସ୍ଟା ଗଡ୍ ଉପ୍ରେ ସାସନ୍ କର୍ବାକେ ସର୍ପି ଦେଲିନି ।”
18 The second servant came and said, ‘Master, your mina has made five minas.’
୧୮ଆରି ଗଟେକ୍ ଲକ୍ ଆସି କଇଲା, “ଆଗିଆଁ, ତୁଇ ଦେଇରଇଲା ସୁନାର୍ ଡାବୁ ନେଇ ଆରି ପାଁଚ୍ଟା ଲାବ୍ କଲିଆଚି ।”
19 And to this one he said, ‘You shall have authority over five cities.’
୧୯ସେ ରାଜା ତାକେ ମିସା କଇଲା “ତକେ ସାସନ୍ କର୍ବାକେ ପାଁଚ୍ଟା ଗଡ୍ ସର୍ପିଦେଲିନି ।”
20 Then another servant came and said, ‘Master, here is your mina, which I have laid away in a piece of cloth.
୨୦ମାତର୍ ଆରି ଗଟେକ୍ ଦାଙ୍ଗ୍ଡା ରାଜାର୍ ଲଗେ ଆସି କଇଲା, “ଏ ଆଗିଆଁ, ତମେ ଦେଇରଇଲା ସୁନାର୍ ଡାବୁ ଏଦେ ଦେକା, ଗଟେକ୍ ଗର୍ଣ୍ଡାଇ ଗୁଡିଆ ବାନ୍ଦି ସଙ୍ଗଇ ଦେଇରଇଲି ।
21 For I was afraid of you, because you are a harsh man. You withdraw what you did not deposit and reap what you did not sow.’
୨୧ତୁଇ ସାସନ୍ କର୍ବା ଲକ୍ ବଲି ଡରିକରି ମୁଇ ସେଟା ନେଇ ବେବାର୍ କରିନାଇ । କାଇକେବଇଲେ ଜାକେ ଦେଇ ନ ରଉସ୍ ତାର୍ତେଇଅନି ମାଙ୍ଗିନେଇସୁ । ଆରି ଜନ୍ତି ବୁନି ନ ରଉସ୍ ତେଇଅନି କାଟି ନେଇସୁ ।”
22 His master replied, ‘You wicked servant, I will judge you by your own words. So you knew that I am a harsh man, withdrawing what I did not deposit and reaping what I did not sow?
୨୨ସେ ରାଜା ରିସାଅଇ କଇଲା, “ଅଇରେ ଦାଙ୍ଗ୍ଡା, ତର୍ କାତା ଇସାବେ ଆକା ତକେ ବିଚାର୍ କର୍ବି । ମୁଇ ଲକ୍ମନ୍ ଜନ୍ଟା ଦେଇ ନ ରଇ ସେଟା ମାଗିନେବି, ଆରି ଜନ୍ତେଇ ବୁନି ନ ରଇ ତେଇଅନି କାଟ୍ବି, ସେଟା ଜାନିରଇଲୁସ୍ ।
23 Why then did you not deposit my money in the bank, and upon my return I could have collected it with interest?’
୨୩ସେନ୍ତାର୍ଆଲେ ମର୍ ସୁନାର୍ ଡାବୁ କାଇକେ ବେଁକେ ସଙ୍ଗଉସ୍ ନାଇ? ସଙ୍ଗଇ ରଇଲେ ତେଇଅନି ମକେ କଲନ୍ତର୍ ମିଲ୍ତା ।”
24 Then he told those standing by, ‘Take the mina from him and give it to the one who has ten minas.’
୨୪ଆରି ସେ ଲଗେ ଟିଆଅଇଲା ଲକ୍ମନ୍କେ ରାଜା କଇଲା, “ତାର୍ ତେଇଅନି ଏ ଅଦ୍ଲି ମାଗିନେଇ ଜେ ଦସ୍ଟା ଅଦ୍ଲି ଲାବ୍କଲା ଆଚେ, ତାକେ ଦିଆସ୍ ।”
25 ‘Master,’ they said, ‘he already has ten!’
୨୫ମାତର୍ ସେ ଲକ୍ମନ୍ ରାଜାକେ ପାଚାର୍ଲାଇ, “ଏ ଆଗିଆଁ ତାର୍ଟାନେ ଦସ୍ଟା ଆଚେ ଆରି ତାକେ କାଇକେ ଦେଉଁ?”
26 He replied, ‘I tell you that everyone who has will be given more; but the one who does not have, even what he has will be taken away from him.
୨୬ସେ କଇଲା, “ମୁଇ ତମ୍କେ କଇଲିନି, ଜାକେ ଆଚେ ତାକେ ଅଦିକ୍ ଦିଆଅଇସି, ମାତର୍ ଜାର୍ ନାଇ, ତାର୍ତେଇ ରଇଲା ଅଲପ୍ ମିସା ଚାଡାଇ ନିଆଅଇସି ।
27 And these enemies of mine who were unwilling for me to rule over them, bring them here and slay them in front of me.’”
୨୭ମାତର୍ ଜେମନ୍ ମୁଇ ତାକର୍ ରାଜା ଅଇବାକେ ମନ୍ ନ କର୍ତେ ରଇଲାଇ, ସେମନ୍କେ ଡାକି ଆନି ମର୍ ମୁଆଟେ ମରାଇଦିଆସ୍ ।”
28 After Jesus had said this, He went on ahead, going up to Jerusalem.
୨୮ଜିସୁ ଏ ସବୁ କାତା କଇସାରାଇ ସିସ୍ମନର୍ ଆଗ୍ତୁ ଆଗ୍ତୁ ଜିରୁସାଲାମ୍ ବାଟେ ଗାଲା ।
29 As He approached Bethphage and Bethany at the Mount of Olives, He sent out two of His disciples,
୨୯ଜେଡେବଲ୍ ଜିସୁ ଆରି ତାର୍ ସିସ୍ମନ୍ ଜିତ୍ଗଚ୍ମନ୍ ରଇଲା ଡଙ୍ଗର୍ ପାଲି ଆରି ବେତ୍ପାଗି ଆରି ବେତ୍ନିଆ ଗଡେ କେଟ୍ଲାଇ, ସେ ସିସ୍ମନର୍ ବିତ୍ରେ ଅନି ଦୁଇ ଲକ୍କେ, ସେମନ୍ ଜିବା ଆଗ୍ତୁ ଏନ୍ତାରି କଇପାଟାଇଲା ।
30 saying, “Go into the village ahead of you, and as you enter it, you will find a colt tied there, on which no one has ever sat. Untie it and bring it here.
୩୦ତମର୍ ମୁଆଟେ ରଇବା ଗାଏଁ ଜାଆ । ସେ ଗାଏଁ ଗାଲେ, କେ କେବେ ମିସା ଚଗିନରଇବା ଗଦପିଲା ବାନ୍ଦିଅଇରଇଲାଟା ଦେକ୍ସା । ତାକେ ମେଲି ଦାରିଆସା ।
31 If anyone asks, ‘Why are you untying it?’ tell him, ‘The Lord needs it.’”
୩୧ଜେ ଜଦି ତମ୍କେ “କାଇକେ ମେଲି ନେଲାସ୍ନି?” ବଲି କଇଲେ “ଏଟା ଗୁରୁକେ ଦର୍କାର୍ ଆଚେ ବଲି କୁଆ ।”
32 So those who were sent went out and found it just as Jesus had told them.
୩୨ପଚେ ସିସ୍ମନ୍ ସେ ଗାଏଁ ଜାଇ, ଜିସୁ ଜେନ୍ତି କଇରଇଲା ସେନ୍ତି ଦେକ୍ଲାଇ ।
33 As they were untying the colt, its owners asked, “Why are you untying the colt?”
୩୩ଆରି ସେମନ୍ ସେ ଗଦପିଲାକେ ମେଲ୍ବାବେଲେ ଗଦ ପିଲାର୍ ସାଉକାର୍ ସେମନ୍କେ ପାଚାର୍ଲା, “କାଇକେ ଗଦପିଲାକେ ମେଲ୍ଲାସ୍ନି?”
34 “The Lord needs it,” they answered.
୩୪ସିସ୍ମନ୍ କଇଲାଇ, “ଏ ଗଦପିଲା ଗୁରୁକେ ଦର୍କାର୍ ଆଚେ ।”
35 Then they led the colt to Jesus, threw their cloaks over it, and put Jesus on it.
୩୫ସିସ୍ମନ୍ ଗଦ ପିଲାକେ ଜିସୁର୍ ଲଗେ ଆନି ନିଜର୍ ନିଜର୍ ଲୁଗା ଗଦର୍ ଉପ୍ରେ ଡାବି ଜିସୁକେ ତାର୍ ଉପ୍ରେ ବସାଇଲାଇ ।
36 As He rode along, the people spread their cloaks on the road.
୩୬ଆରି ଜିସୁ ଗାଲା ବାଟେ ଲକ୍ମନ୍ ନିଜର୍ ନିଜର୍ ପଚିଆମନ୍ ଅଚାଇ ଦେଲାଇ ।
37 And as He approached the descent from the Mount of Olives, the whole multitude of disciples began to praise God joyfully in a loud voice for all the miracles they had seen:
୩୭ଜିସୁ ଜେଡେବଲ୍ ଜିତ୍ଗଚ୍ମନ୍ ରଇଲା ଗଡ୍ଗଡା ଜାଗା ଲଗେ କେଟ୍ଲା, ସେବେଲା ତେଇ ରଇଲା ତାର୍ ଜେତ୍କି ସିସ୍ ମାନ୍ଦା ସେ କରିରଇଲା କାବାଅଇଜିବା କାମ୍ ଏତାଇ, ସାର୍ଦାଅଇ ଆଉଲିଅଇକରି ପର୍ମେସର୍କେ ଜୁଆର୍ କରି କଇଲାଇ,
38 “Blessed is the King who comes in the name of the Lord!” “Peace in heaven and glory in the highest!”
୩୮“ପର୍ମେସରର୍ ନାଉଁ ନେଇକରି ଜନ୍ ରାଜା ଆଇଲାନି ତାକେ ସେ ଆସିର୍ବାଦ୍ କର । ସର୍ଗେ ସାନ୍ତି ଅ, ଆରି ସବୁର୍ଟାନେ ଅନି ବଡ୍ ପର୍ମେସରର୍ ମଇମା ଅ ।”
39 But some of the Pharisees in the crowd said to Him, “Teacher, rebuke Your disciples!”
୩୯ସେ ସିସ୍ ମାନ୍ଦାର୍ ବିତ୍ରେ କେତେଟା ପାରୁସିମନ୍ ଜିସୁକେ କଇଲାଇ, “ଏ ଗୁରୁ ତର୍ସଙ୍ଗ୍ ଆଇବା ସିସ୍ମନ୍କେ ଚିମ୍ରାଅଇ ରଇବାକେ କଅ ।”
40 “I tell you,” He answered, “if they remain silent, the very stones will cry out.”
୪୦ମାତର୍ ଜିସୁ ସେମନ୍କେ କଇଲା, “ମୁଇ ତମ୍କେ କଇଲିନି, ଏ ଲକ୍ମନ୍ ଚିମ୍ରାଅଇ ରଇଲେ ପାକ୍ନାମନ୍ ତାକର୍ ନିଜେ ନିଜେ ଆଉଲି ଅଇବାଇ ।”
41 As Jesus approached Jerusalem and saw the city, He wept over it
୪୧ଜିସୁ ଜିରୁସାଲାମ୍ ଲଗେ କେଟ୍ଲା ବେଲେ ସେ ଗଡ୍ ଦେକି କାନ୍ଦିକରି କଇଲା,
42 and said, “If only you had known on this day what would bring you peace! But now it is hidden from your eyes.
୪୨“ସାନ୍ତି ପାଇବାକେ କାଇଟା ଦର୍କାର୍, ସେଟା ଜଦି ତମେ ଆଜି ଜାନିରଇତାସ୍ ଆଲେ, କେତେ ନିକ ଅଇତା! ମାତର୍ ସେସବୁ ଏବେ ତମେ ଦେକି ନାପାର୍ଲାସ୍ନି ।
43 For the days will come upon you when your enemies will barricade you and surround you and hem you in on every side.
୪୩ସେଟାର୍ପାଇ ବଲି ଏନ୍ତି ବେସି ବାଦା ଅଇଜିବା ଦିନ୍ ଆଇସି । ତମର୍ ସତ୍ରୁମନ୍ ତମର୍ ଚାରିବେଟ୍ତି ପାଚୁରି ବାନ୍ଦି ଅଟ୍କାଇବାଇ ଆରି ଚାରିବେଡ୍ତି ଅନି ତମର୍ ଉପ୍ରେ ମାଣ୍ଡି ଆଇବାଇ ।
44 They will level you to the ground—you and the children within your walls. They will not leave one stone on another, because you did not recognize the time of your visitation from God.”
୪୪ସେମନ୍ ତମ୍କେ ଆରି ତମର୍ ପାଚୁରି ତେଇ ରଇବା ଲକ୍ମନ୍କେ ପୁରାପୁରୁନ୍ ନସାଇ କୁଟ୍କୁଟା କରିଦେବାଇ । ଗଟେକ୍ ପାକ୍ନା ମିସା ନିଜର୍ ଜାଗାଇ ନ ଚାଡତ୍ । କାଇକେବଇଲେ ପର୍ମେସର୍ ତମ୍କେ ରକିଆ କର୍ବାକେ ଆସିରଇଲା, ସେବେଲା ତମେ ଜାନି ନାପାର୍ଲାସ୍ ।”
45 Then Jesus entered the temple courts and began to drive out those who were selling there.
୪୫ଆରି ଜିସୁ ଜିରୁସାଲାମ୍ ମନ୍ଦିର୍ ବିତ୍ରେ ପୁରିକରି ତେଇ ଗେନାବିକା କର୍ବା ଲକ୍ମନ୍କେ ବାର୍କରାଇଦେବାର୍ ଦାର୍ଲା ।
46 He declared to them, “It is written: ‘My house will be a house of prayer.’ But you have made it ‘a den of robbers.’”
୪୬ସେମନ୍କେ କଇଲା, “ଦରମ୍ ସାସ୍ତରେ ଏନ୍ତାରି ଲେକାଅଇଲା ଆଚେ, ମର୍ ଗର୍ ପାର୍ତନା ଗର୍ ଅଇସି । ମାତର୍ ତମେ ସେଟା ଚର୍ମନର୍ ଲୁଚ୍ବା ଜାଗା କରିଆଚାସ୍ ।”
47 Jesus was teaching at the temple every day, but the chief priests, scribes, and leaders of the people were intent on killing Him.
୪୭ତାର୍ ପଚେ ଜିସୁ ସବୁଦିନେ ଜିରୁସାଲାମ୍ ମନ୍ଦିରେ ସିକିଆ ଦେଇତେ ରଇଲା । ମାତର୍ ମୁକିଅ ପୁଜାରିମନ୍, ସାସ୍ତର୍ ସିକାଉମନ୍ ଆରି ନେତାମନ୍ ମିସି ଜିସୁକେ ମରାଇବାକେ ଚେସ୍ଟା କର୍ତେ ରଇଲାଇ ।
48 Yet they could not find a way to do so, because all the people hung on His words.
୪୮କାଇକେ ବଇଲେ ଗୁଲାଇ ଲକ୍, ଜିସୁ ସିକାଇଦେବା କାତା ଆରି ସେ କଇତେରଇବା ପଦ୍ମନ୍ ମନ୍ଦିଆନ୍ ଦେଇ ସୁନ୍ତେ ରଇଲାଇ । ତେବର୍ ପାଇ ସେମନ୍ କେନ୍ତାର୍ କର୍ବାର୍ ବଲି ବାଟ୍ ମିଲାଇ ନାପାର୍ତେ ରଇଲାଇ ।