< John 7 >
1 After this, Jesus traveled throughout Galilee. He did not want to travel in Judea, because the Jews there were trying to kill Him.
ଇତାର୍ ହଃଚେ ଜିସୁ ଗାଲିଲି ତଃୟ୍ ବୁଲୁକ୍ ଦଃର୍ଲା; ସେ ଆର୍ ଜିଉଦା ଦେସେ ବୁଲୁକ୍ ମଃନ୍ ନଃକେଲା, କାୟ୍ତାକ୍ବଃଲେକ୍ ସେତିର୍ ଜିଉଦି ବଃଡ୍ ଲକ୍ମଃନ୍ ତାକ୍ ମଃର୍ନେ ମାରୁକ୍ ମଃନ୍ କଃର୍ତି ରିଲାୟ୍ ।
2 However, the Jewish Feast of Tabernacles was near.
ଜିଉଦିମଃନାର୍ “କୁଳ୍ୟାୟ୍ ବାସା ଅଃଉତା” ହଃର୍ବ୍ ଦିନ୍ ଚଃମେ ଆୟ୍ଲି ।
3 So Jesus’ brothers said to Him, “Leave here and go to Judea, so that Your disciples there may see the works You are doing.
ସେତାକ୍ ଜିସୁର୍ ବାୟ୍ମଃନ୍ ତାକ୍ କୟ୍ଲାୟ୍, “ଇ ଜଃଗା ଚାଡି ଜିଉଦା ଦେସେ ଜାଆ, ତୁୟ୍ କଃର୍ତା କାମ୍ ସଃବୁ ସେତି ତର୍ ଲଃଗେ ଆସ୍ତା ଚେଲାମଃନ୍ ଦଃକତ୍ ।
4 For no one who wants to be known publicly acts in secret. Since You are doing these things, show Yourself to the world.”
ବଃଲେକ୍ କେ ନିଜ୍କେ ଜାଣାୟ୍ ଅଃଉଁକେ ମଃନ୍ କଃଲେକ୍, ସେ ଅଃହ୍ଣାର୍ କାମ୍ ଲୁକାୟ୍କଃରି ନଃକେରେ, ତୁୟ୍ ଜଃଡେବଃଳ୍ ଇ ସଃବୁ କାମ୍ କଃରୁଲିସ୍, ତଃବେ ଜଃଗତାର୍ ସଃବୁ ତକେ ଜାଣତ୍ ।”
5 For even His own brothers did not believe in Him.
ବଃଲେକ୍ ତାର୍ ବାୟ୍ମଃନ୍ ହେଁ ତାକେ ବିସ୍ୱାସ୍ ନଃକେର୍ତିରିଲାୟ୍ ।
6 Therefore Jesus told them, “Although your time is always at hand, My time has not yet come.
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ମର୍ ବେଳା ଅଃବେ ହଃତେକ୍ ଆସି ନଃକେରେତା, ମଃତର୍ ତୁମିମଃନାର୍ ଗିନେ ସଃବୁ ବେଳା ଟିକ୍ ।
7 The world cannot hate you, but it hates Me, because I testify that its works are evil.
କାୟ୍ତାକ୍ବଃଲେକ୍ ଜଃଗତ୍ ତୁମିକେ ଗିଣ୍ ନଃକେରେ । ମଃତର୍ ଜଃଗତ୍ ମକ୍ ଗିଣ୍ କଃରେଦ୍, କାୟ୍ତାକ୍ବଃଲେକ୍ ତାର୍ କାମ୍ ସଃବୁ କଃରାବ୍ ବଃଲି ମୁୟ୍ ସାକି ଦଃୟ୍ ଆସୁଲେ ।
8 Go up to the feast on your own. I am not going up to this feast, because My time has not yet come.”
ତୁମିମଃନ୍ ଇ ହଃର୍ବ୍କେ ଜାହା, ମୁୟ୍ ଜଃଉଁ ନାହାରି, କାୟ୍ତାକ୍ବଃଲେକ୍ ମର୍ ବେଳା ଅଃବେ ହଃତେକ୍ ଆସି ନଃକେରେ ।”
9 Having said this, Jesus remained in Galilee.
ଇ ସଃବୁ କଃତା କୟ୍ ଜିସୁ ଗାଲିଲିୟେ ରଃୟ୍ଗଃଲା ।
10 But after His brothers had gone up to the feast, He also went—not publicly, but in secret.
ମଃତର୍ ଜିସୁର୍ ବାୟ୍ସିମଃନ୍ ହଃର୍ବ୍କେ ଗଃଲା ହଃଚେ, ଜିସୁ ହେଁ ଗଃଲା । ଜାଣ୍ତେ ନାୟ୍ ମଃତର୍ ଗଟ୍ ରଃକମ୍ ଲୁକ୍ଣେ ।
11 So the Jews were looking for Him at the feast and asking, “Where is He?”
ଇତାକ୍ ଜିଉଦିମଃନ୍ ହଃର୍ବ୍ ବଃଳ୍ ଜିସୁକେ ଲଳୁ ଲଳୁ ହଃଚାର୍ଲାୟ୍, “ସେ କଃୟ୍?”
12 Many in the crowds were whispering about Him. Some said, “He is a good man.” But others replied, “No, He deceives the people.”
ଆର୍ ଲକ୍ମଃନ୍ ଜିସୁର୍ ବିସୟେ କୁସୁର୍କାସାର୍ ଅୟ୍ କଃତାବାର୍ତା ଅଃଉତି ରିଲାୟ୍ । କେ କେ କୟ୍ଲାୟ୍, “ସେ ଗଟେକ୍ ସଃତ୍ ଲକ୍,” ଆର୍ କେ କେ କୟ୍ଲାୟ୍, “ନାୟ୍, ସେ ଲକ୍ମଃନ୍କେ ବୁଲ୍ ବାଟ୍କେ ନେଉଁଲା ।”
13 Yet no one would speak publicly about Him for fear of the Jews.
ମଃତର୍ ଜିଉଦି ବଃଡ୍ ଲକ୍ମଃନ୍କେ ଡିରିକଃରି କେ ହେଁ ଜିସୁର୍ ବିସୟେ ଆକେଡାକେ କଃତାବାର୍ତା ନଃକେର୍ତି ରିଲାୟ୍ ।
14 About halfway through the feast, Jesus went up to the temple courts and began to teach.
ମଃତର୍ ହଃର୍ବ୍ ଆଦ୍ବାଗ୍ ସଃର୍ଲା ହଃଚେ ଜିସୁ ମନ୍ଦିରେ ଜାୟ୍ ସିକ୍ୟା ଦେଉଁକ୍ ଆରୁମ୍ କଃଲା ।
15 The Jews were amazed and asked, “How did this man attain such learning without having studied?”
ଇତାକ୍ ଜିଉଦି ବଃଡ୍ ଲକ୍ମଃନ୍ କାବା ଅୟ୍ କୟ୍ଲାୟ୍, “ଏ କୁୟ୍ତି ହେଁ ସିକ୍ୟା ନାହାୟ୍, ଅଃତେକ୍ କଃତା ଜାଣ୍ଲା କଃନ୍କଃରି?”
16 “My teaching is not My own,” Jesus replied. “It comes from Him who sent Me.
ଜିସୁ ସେମଃନ୍କେ କୟ୍ଲା, “ମର୍ ସିକ୍ୟା ମର୍ ନିଜାର୍ ନାୟ୍, ମଃତର୍ ମକ୍ ହଃଟାୟ୍ଲା ଇସ୍ୱରାର୍ ତଃୟ୍ହୁଣି ଆୟ୍ଲା ସିକ୍ୟା ଦେଉଁଲେ ।
17 If anyone desires to do His will, he will know whether My teaching is from God or whether I speak on My own.
ଜେ ଜଦି ଇସ୍ୱରାର୍ ଇଚା ହୁରୁଣ୍ କଃରୁକେ ମଃନ୍ କଃରେଦ୍, ତଃବେ ମର୍ ସିକ୍ୟା ଇସ୍ୱର୍ ତଃୟ୍ହୁଣି ଆସିଆଚେ, କି ମୁୟ୍ ମର୍ ନିଜାର୍ ଅଃଦିକାରେ କଃଉଁଲେ, ସେରି ସେ ଜାଣୁ ହାରେ ।
18 He who speaks on his own authority seeks his own glory, but He who seeks the glory of the One who sent Him is a man of truth; in Him there is no falsehood.
ଜେ ନିଜାର୍ ଅଃଦିକାରେ କଃତା କୟ୍ଦ୍, ସେ ନିଜାର୍ ଜଃଜ୍ମାନ୍ କଃରୁକେ ମଃନ୍ କଃରେଦ୍, ମଃତର୍ ଜେ ଅଃହ୍ଣାକ୍ ହଃଟାୟ୍ଲା ଇସ୍ୱରାର୍ ଜଃଜ୍ମାନ୍ କଃରୁକେ ମଃନ୍ କଃରେଦ୍, ସେ ସଃତ୍ ଆର୍ ତାର୍ ତଃୟ୍ କାୟ୍ ଦୁସ୍ଟ୍ ନାୟ୍ ।
19 Has not Moses given you the law? Yet not one of you keeps it. Why are you trying to kill Me?”
ମସା କାୟ୍ ତୁମିମଃନ୍କେ ବିଦି ନଃଦେୟ୍? ମଃତର୍ ତୁମିମଃନାର୍ ବିତ୍ରେ କେ ହେଁ ସେ ବିଦି ନଃମାନାସ୍ । ତୁମିମଃନ୍ ମକେ ମାରୁକ୍ କାୟ୍ତାକ୍ ମଃନ୍ ହାଚୁଲାସ୍?”
20 “You have a demon,” the crowd replied. “Who is trying to kill You?”
ଲକ୍ମଃନ୍ ତାକ୍ କୟ୍ଲାୟ୍, “ତକ୍ ବୁତ୍ ଦଃରି ଆଚେ, ତକ୍ କେ ମାରୁକ୍ ମଃନ୍ କଃରୁଲାୟ୍?”
21 Jesus answered them, “I did one miracle, and you are all amazed.
ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ଗଟେକ୍ ବଃଡ୍ କାମ୍ କଃଲେ, ଆର୍ ତୁମିମଃନ୍ ସଃବୁ ସେରି ଦଃକି କାବା ଅୟ୍ ଆଚାସ୍ ।
22 But because Moses gave you circumcision, you circumcise a boy on the Sabbath (not that it is from Moses, but from the patriarchs.)
ତୁମାର୍ ହୟ୍ଦିମଃନ୍କ୍ ସୁନତ୍ କଃରୁକେ ମସା ଆଦେସ୍ ଦିଲା ଆଚେ; ଇରି ମସାର୍ ତଃୟ୍ହୁଣି ଆସି ଆଚେ ସେରି ନାୟ୍, ମଃତର୍ ତୁମାର୍ ଦାଦିବାବୁ ତଃୟ୍ହୁଣି ଆସି ଆଚେ ଆର୍ ବିସାଉଁଣିବାର୍ ଦିନ୍ ହେଁ ହିଲାମଃନ୍କେ ସୁନତ୍ କଃରୁଲାସ୍ । ଆର୍ ସେତାକ୍ ବିସାଉଁଣିବାର୍ ବିଦି ନଃମାନୁଲାସ୍, ଇରି ମଃନେ ନଃହେକାଉଁଲାସ୍ ।
23 If a boy can be circumcised on the Sabbath so that the law of Moses will not be broken, why are you angry with Me for making the whole man well on the Sabbath?
ଜଦି ବିସାଉଁଣିବାର୍ ଦିନ୍ ଗଟେକ୍ ହିଲାକ୍ ସୁନତ୍ କଃଲେକ୍ ମସାର୍ ବିଦି ଅମାନ୍ୟା କଃରା ନଃଉଁଲି, ତଃବେ ବିସାଉଁଣିବାର୍ ଦିନ୍ ମୁୟ୍ ଗଟେକ୍ ଲକାର୍ ସଃବୁ ଗଃଗାଳ୍କେ ଉଜ୍ କଃଲେକ୍ ତୁମିମଃନ୍ କାୟ୍ତାକ୍ ମକ୍ ରିସା ଅଃଉଁଲାସ୍?
24 Stop judging by outward appearances, and start judging justly.”
ହଃଦାର୍ କଃତାକ୍ ଦଃକି ବିଚାର୍ କଃରା ନାୟ୍, ମଃତର୍ ଜୁୟ୍ରି ଟିକ୍ ସେରି ବିଚାର୍ କଃରା ।”
25 Then some of the people of Jerusalem began to say, “Isn’t this the man they are trying to kill?
ଇତାକ୍ ଜିରୁସାଲମ୍ ତୟ୍ଁ କଃତେକ୍ ଲକ୍ କଃଉଁକେ ଦଃର୍ଲାୟ୍, “ଜୁୟ୍ ମାନାୟ୍କେ ମାରୁକ୍ ଜିଉଦି ବଃଡ୍ ଲକ୍ମଃନ୍ ମଃନ୍ କଃରୁଲାୟ୍, ଏ କାୟ୍ ସେ ନାୟ୍?
26 Yet here He is, speaking publicly, and they are not saying anything to Him. Have the rulers truly recognized that this is the Christ?
ଆର୍ ଦଃକା ସେ ସଃବୁ ଲକାର୍ ଆଗେ ଅଃତେକ୍ କଃତା କଃଉଁଲା, ମଃତର୍ ତାକେ ହଃଦେକ୍ କେ ହେଁ କାୟ୍ରି ନଃକଉଁଲାୟ୍ । ଏ କ୍ରିସ୍ଟ ବଃଲି ଜିଉଦି ମୁଳିକା ଲକ୍ମଃନ୍ କାୟ୍ ନିଜ୍କଃରି ଜାଣ୍ଲାୟ୍ନି?
27 But we know where this man is from. When the Christ comes, no one will know where He is from.”
ଜଃଡେବଃଳ୍ କ୍ରିସ୍ଟ ଆସେଦ୍, ସେ କୁୟ୍ତି ହୁଣି ଆୟ୍ଲା କେ ଜାଣୁ ନଃହାର୍ତି, ମଃତର୍ ଇ ମାନାୟ୍ କୁୟ୍ତି ହୁଣି ଆୟ୍ଲା ଅଃମିମଃନ୍ ଜାଣୁ ।”
28 Then Jesus, still teaching in the temple courts, cried out, “You know Me, and you know where I am from. I have not come of My own accord, but He who sent Me is true. You do not know Him,
ସେତାକ୍ ଜିସୁ ମନ୍ଦିରେ ସିକ୍ୟା ଦେତା ବଃଳ୍ ଉଲ୍ଗାଟ୍ ଅୟ୍କଃରି କୟ୍ଲା, “ମୁୟ୍ କେ ଆର୍ କୁୟ୍ତି ହୁଣି ଆସି ଆଚି, ତୁମିମଃନ୍ କାୟ୍ ଜାଣିଆଚାସ୍? ମୁୟ୍ ନିଜ୍ ନିଜ୍କେ ନାସି । ମକେ ଜେ ହଃଟାୟ୍ ଆଚେ, ସେ ସଃତ୍ୟା, ତୁମିମଃନ୍ ତାକ୍ ନଃଜାଣାସ୍ ।
29 but I know Him, because I am from Him and He sent Me.”
ମଃତର୍ ମୁୟ୍ ତାକ୍ ଜାଣି, କାୟ୍ତାକ୍ବଃଲେକ୍ ମକ୍ ସେ ହଃଟାୟ୍ ଆଚେ, ମୁୟ୍ ତାର୍ ତଃୟ୍ହୁଣି ଆସି ଆଚି ।”
30 So they tried to seize Him, but no one laid a hand on Him, because His hour had not yet come.
ସେତାକ୍ ସେମଃନ୍ ଇରି ସୁଣି ତାକେ ଦଃରୁକ୍ ମଃନ୍ କଃଲାୟ୍, ମଃତର୍ ତାର୍ ଟିକ୍ ବେଳା ଆସି ନଃରିଲାକ୍, କେ ତାର୍ ଉହ୍ରେ ଆତ୍ ଦେଉଁକ୍ ନଃହାୟ୍ଲାୟ୍ ।
31 Many in the crowd, however, believed in Him and said, “When the Christ comes, will He perform more signs than this man?”
ମଃତର୍ ଲକ୍ମଃନାର୍ ବିତ୍ରେ ଗାଦେକ୍ ଲକ୍ ତାକ୍ ବିସ୍ୱାସ୍ କଃରି କୟ୍ଲାୟ୍, “ଏ ଜୁୟ୍ ସଃବୁ କାବା ଅଃଉତା ଚିନ୍ କଃରି ଆଚେ, କ୍ରିସ୍ଟ ଆୟ୍ଲେକ୍ ଇମାନାୟ୍ର୍ ତଃୟ୍ହୁଣି କାୟ୍ରି ଅଃଦିକ୍ କାବା ଅଃଉତା କାମ୍ କଃରେଦ୍?”
32 When the Pharisees heard the crowd whispering these things about Jesus, they and the chief priests sent officers to arrest Him.
ଜିସୁର୍ ବିସୟେ ଲକ୍ମଃନ୍ ଇରଃକମ୍ କଃତା ବାର୍ତା ଅଃଉତାର୍ ପାରୁସିମଃନ୍ ସୁଣ୍ଲାୟ୍, ସେତାକ୍ ପାରୁସିମଃନ୍ ଆର୍ ବଃଡ୍ ଜାଜକ୍ମଃନ୍ ଜିସୁକେ ବାନ୍ଦୁକେ ଜାଗୁଆଳିମଃନ୍କେ ହଃଟାୟ୍ଲାୟ୍ ।
33 So Jesus said, “I am with you only a little while longer, and then I am going to the One who sent Me.
ସେତାକ୍ ଜିସୁ କୟ୍ଲା, “ମୁୟ୍ ତୁମିମଃନାର୍ ସଃଙ୍ଗ୍ ଆର୍ ଅଃଳକ୍ ବେଳା ରଃୟ୍ନ୍ଦ୍, ତାର୍ହଃଚେ ମକ୍ ହଃଟାୟ୍ଲା ଇସ୍ୱରାର୍ ତଃୟ୍ ବାଉଳି ଜାୟ୍ନ୍ଦ୍ ।
34 You will look for Me, but you will not find Me; and where I am, you cannot come.”
ତୁମିମଃନ୍ ମକେ ଲଳାସ୍, ମଃତର୍ ନଃହାଉଆସ୍, କାୟ୍ତାକ୍ବଃଲେକ୍ ମୁୟ୍ ଜୁୟ୍ତି ରଃୟ୍ନ୍ଦ୍ ତୁମିମଃନ୍ ସେତି ଜଃଉଁ ନାହାରାସ୍ ।”
35 At this, the Jews said to one another, “Where does He intend to go that we will not find Him? Will He go where the Jews are dispersed among the Greeks, and teach the Greeks?
ଇତାକ୍ ଜିଉଦି ମୁଳିକାମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, “ଏ କୁୟ୍ତି ଜାୟ୍ଦ୍ ଜେ ଅଃମି ତାକେ ଲଳୁ ନଃହାରୁ? ଜୁୟ୍ ଗ୍ରିକ୍ ଗଃଳେ ଚିନ୍ବିନ୍ ଅୟ୍ରିଲା ଜିଉଦି ମଃନାର୍ ତଃୟ୍ ଜାୟ୍କଃରି କାୟ୍ ଗ୍ରିକ୍ ଲକ୍ମଃନ୍କେ ସିକ୍ୟା ଦଃୟ୍ଦ୍?
36 What does He mean by saying, ‘You will look for Me, but you will not find Me,’ and, ‘Where I am, you cannot come’?”
ତୁମିମଃନ୍ ମକେ ଲଳାସ୍, ମଃତର୍ ହାଉଁ ନାହାରାସ୍ ଆର୍ ମୁୟ୍ ଜୁୟ୍ତି ରଃୟ୍ନ୍ଦ୍ ତୁମିମଃନ୍ ସେତି ଜଃଉଁ ନାହାରାସ୍ । ସେ ଇ ଜୁୟ୍ କଃତା କୟ୍ଲା, ସେତାର୍ ବାବ୍ କାୟ୍ରି?”
37 On the last and greatest day of the feast, Jesus stood up and called out in a loud voice, “If anyone is thirsty, let him come to Me and drink.
ହଃର୍ବାର୍ ସେସ୍ ଦିନ୍, ବଃଲେକ୍ ବଃଡ୍ ଦିନ୍ ଜିସୁ ଟିଆ ଅୟ୍ ଉଲ୍ଗାଟ୍ ଅୟ୍କଃରି କୟ୍ଲା, “ଜେ ସସେ ଆଚେ ସେ ମର୍ ଲଃଗେ ଆସ ଆର୍ ସୁର ।
38 Whoever believes in Me, as the Scripture has said: ‘Streams of living water will flow from within him.’”
ଆର୍ ଜେ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ଦଃର୍ମ୍ ସାସ୍ତର୍ ତଃୟ୍ର୍ ଲେକା ହଃର୍କାରେ, ଜେ ମର୍ ତଃୟ୍ ବିସ୍ୱାସ୍ କଃରେଦ୍ ତାର୍ ଗଃର୍ବେ ହୁଣି ଜିବନ୍ ଦେତା ହାଜ୍ରା ହାଣି ଉଚ୍ଳି ଜାତିରଃୟ୍ଦ୍ ।”
39 He was speaking about the Spirit, whom those who believed in Him were later to receive. For the Spirit had not yet been given, because Jesus had not yet been glorified.
ଜିସୁ ପବିତ୍ର ଆତ୍ମାର୍ କଃତାକ୍ ଦଃରି ଇରି କୟ୍ଲା, ଜୁୟ୍ ଲକ୍ମଃନ୍ ଜିସୁର୍ ତଃୟ୍ ବିସ୍ୱାସ୍ କଃର୍ତି, ସେମଃନ୍ ହଃଚେ ଇ ପବିତ୍ର ଆତ୍ମା ହାଉତି, ସଃଡେବଃଳ୍ ହଃତେକ୍ ଜିସୁ ଜଃଜ୍ମାନ୍ ଅୟ୍ନଃରିଲା, ସେତାକ୍ ପବିତ୍ର ଆତ୍ମା ହାୟ୍ ନଃରିଲାୟ୍ ।
40 On hearing these words, some of the people said, “This is truly the Prophet.”
ଜଃଡେବଃଳ୍ ଲକ୍ମଃନ୍ ଜିସୁର୍ ଇ କାତା ସୁଣ୍ଲାୟ୍, ସେମଃନାର୍ ବିତ୍ରେ କଃତେକ୍ କୟ୍ଲାୟ୍, “ଏ ବାୟ୍ଦ୍ରେ ସେ ବାବ୍ବାଦି ।”
41 Others declared, “This is the Christ.” But still others asked, “How can the Christ come from Galilee?
ବିନ୍ ଲକ୍ମଃନ୍ କୟ୍ଲାୟ୍, “ଏ କ୍ରିସ୍ଟ ।” ମଃତର୍ କେକେ କଃଉଁକେ ଦଃର୍ଲାୟ୍, “କ୍ରିସ୍ଟ କାୟ୍ ଗାଲିଲି ତଃୟ୍ହୁଣି ଆସେଦ୍?
42 Doesn’t the Scripture say that the Christ will come from the line of David and from Bethlehem, the village where David lived?”
ସାସ୍ତର୍ ତଃୟ୍ଁ ଲେକା ଆଚେ, ‘କ୍ରିସ୍ଟ ଜେ ଦାଉଦ୍ ବଃଉଁସେହୁଣି ଆର୍ ଦାଉଦ୍ ଜୁୟ୍ତି ରିଲା, ସେ ବେତ୍ଲିହିମ୍ ଗାଉଁଏ ହୁଣି ଆସେଦ୍ ।’”
43 So there was division in the crowd because of Jesus.
ସେତାକ୍ ଲକ୍ମଃନାର୍ ବିତ୍ରେ ଜିସୁର୍ ଗିନେ ଲକ୍ମଃନାର୍ କଃତା ବିନ୍ବିନ୍ ଅୟ୍ଲି ।
44 Some of them wanted to seize Him, but no one laid a hand on Him.
ଆର୍ ସେମଃନାର୍ ବିତ୍ରେ କଃତେକ୍ ଜିସୁକେ ଦଃରି ନେଉଁକ୍ ମଃନ୍ କଃର୍ତି ରିଲାୟ୍, ମଃତର୍ କେ ହେଁ ଜିସୁର୍ ଉହ୍ରେ ଆତ୍ ଦେଉଁ ନାହାର୍ଲାୟ୍ ।
45 Then the officers returned to the chief priests and Pharisees, who asked them, “Why didn’t you bring Him in?”
ଇ ବିତ୍ରେ ଜାଗୁଆଳି ବଃଡ୍ ଜାଜକ୍ ଆର୍ ପାରୁସିମଃନାର୍ ଲଃଗେ ବାଉଳି ଆୟ୍ଲାକ୍, ସେମଃନ୍କେ ବଃଡ୍ ଜାଜକ୍ ଆର୍ ପାରୁସିମଃନ୍ ହଃଚାର୍ଲାୟ୍, “ଜିସୁକେ କାୟ୍ତାକ୍ ଦଃରି ନାଣ୍ଲାସ୍?”
46 “Never has anyone spoken like this man!” the officers answered.
ଜାଗୁଆଳିମଃନ୍ କୟ୍ଲାୟ୍, “ଇମାନାୟ୍ ଜଃନ୍କା କଃତା କଃଉଁଲା, ତାର୍ ହର୍ କୁୟ୍ ମାନାୟ୍ କଃବେ ସେନ୍କାର୍ କଃତା ନଃକୟ୍ ।”
47 “Have you also been deceived?” replied the Pharisees.
ସେତାକ୍ ପାରୁସିମଃନ୍ ସେମଃନ୍କେ କୟ୍ଲାୟ୍, “ତୁମିମଃନ୍ ହେଁ କାୟ୍ ବୁଲ୍କି ଆଚାସ୍?
48 “Have any of the rulers or Pharisees believed in Him?
ପାରୁସି କି ଅଃମାର୍ ମୁଳିକାମଃନାର୍ ବିତ୍ରେ କେ କାୟ୍ ଗଟ୍ ଲକ୍ ହେଁ ଜିସୁକେ ବିସ୍ୱାସ୍ କଃରି ଆଚ୍ତି?
49 But this crowd that does not know the law, they are under a curse.”
ମଃତର୍ ଇ ଲକ୍ମଃନ୍ ମସାର୍ ବିଦି ନଃଜାଣ୍ତି, ସେତାର୍ ଗିନେ ଇମଃନ୍ ସଃବୁ ସାୟ୍ପ୍ ହାୟ୍ଲା ଲକ୍ ।”
50 Nicodemus, who had gone to Jesus earlier and who himself was one of them, asked,
ସଃଡେବଃଳ୍ ନିକଦିମ ନାଉଁଆର୍ ଗଟେକ୍ ପାରୁସି ସେତି ରିଲା, ସେ ଆଗ୍ତୁ ଗଟ୍ତର୍ ଜିସୁକେ ଦଃକୁକ୍ ହାୟ୍ରିଲା । ସେ ସେମଃନ୍କେ କୟ୍ଲା,
51 “Does our law convict a man without first hearing from him to determine what he has done?”
“ଅଃମି ମସାର୍ ବିଦି ହଃର୍କାରେ ଗଟ୍ ଲକ୍କେ ଦସି କଃର୍ତା ଆଗ୍ତୁ ତାର୍ କଃତା ବିଚାର୍ କଃରୁକେ ଅୟ୍ଦ୍ ଆର୍ ସେ କାୟ୍ରି କଃରି ଆଚେ ସେରି ଦଃକୁକ୍ ହଃଳେଦ୍ ।”
52 “Aren’t you also from Galilee?” they replied. “Look into it, and you will see that no prophet comes out of Galilee.”
ଜିଉଦିମଃନ୍ କୟ୍ଲାୟ୍, “ତୁୟ୍ ହେଁ କାୟ୍ ଗଟେକ୍ ଗାଲିଲିର୍ ଲକ୍? ବଃଲ୍କଃରି ସାସ୍ତର୍ ହଳ୍, ତଃବେ ଗାଲିଲି ତଃୟ୍ହୁଣି କୁୟ୍ ବାବ୍ବାଦି ହେଁ ଜଃଲମ୍ ଅଃଉଁ ନାହାରେ, ଇ କଃତା ତୁୟ୍ ଜାଣୁ ହାର୍ସି ।”
53 Then each went to his own home.
ଆର୍ ସେମଃନ୍ ସଃବୁଲକ୍ ଅଃହ୍ଣା ଅଃହ୍ଣାର୍ ଗଃରେ ଗଃଲାୟ୍ ।