< John 3 >
1 Now there was a man of the Pharisees named Nicodemus, a leader of the Jews.
୧ପାରୁସିମନର୍ ବିତ୍ରେଅନି ନିକଦିମ ନାଉଁର୍ ଗଟେକ୍ ଲକ୍ ରଇଲା । ସେ ଜିଉଦି ମନର୍ ଗଟେକ୍ ନେତା ।
2 He came to Jesus at night and said, “Rabbi, we know that You are a teacher who has come from God. For no one could perform the signs You are doing if God were not with him.”
୨ସେ ଦିନେକ୍ ରାତିଆ ଜିସୁର୍ ଲଗେ ଆସି କଇଲା, “ଏ ଗୁରୁ ଆମେ ଜାନୁ, ତମେ ପର୍ମେସର୍ ପାଟାଇରଇବା ଗଟେକ୍ ଗୁରୁ । କାଇକେ ବଇଲେ ଜଦି ଗଟେକ୍ ଲକର୍ ସଙ୍ଗ୍ ପର୍ମେସର୍ ନ ରଇଲେ, ତମେ ଜନ୍ ସବୁ କାବାଅଇଜିବା କାମ୍ମନ୍ କଲାସ୍ନି, ସେତ୍କି କାମ୍ମନ୍ କେ ମିସା କରିନାପାରତ୍ ।”
3 Jesus replied, “Truly, truly, I tell you, no one can see the kingdom of God unless he is born again.”
୩ଜିସୁ ତାକେ କଇଲା, “ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍ ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।”
4 “How can a man be born when he is old?” Nicodemus asked. “Can he enter his mother’s womb a second time to be born?”
୪ନିକଦିମ ତାକେ ପାଚାର୍ଲା, “ଡକ୍ରା ଅଇଲା ଲକ୍ କେନ୍ତି ଆରି ତରେକ୍ ଜନମ୍ ଅଇସି? ସେ ଆରି ତରେକ୍ ମାଆର୍ ପେଟ୍ ବିତ୍ରେ ଜାଇକରି ଜନମ୍ ଅଇସି କି? ନାଇ ଅଇ ନଏଁ ।”
5 Jesus answered, “Truly, truly, I tell you, no one can enter the kingdom of God unless he is born of water and the Spirit.
୫ଜିସୁ ତାକେ କଇଲା, “ମୁଇ ତକେ ସତ୍କାତା କଇଲିନି, ଗଟେକ୍ ଲକ୍ ପାନି ଆରି ଆତ୍ମାଇଅନି ଜନମ୍ ନ ଅଇଲେ, ପର୍ମେସରର୍ ରାଇଜେ ଜାଇ ନାପାରେ ।
6 Flesh is born of flesh, but spirit is born of the Spirit.
୬ଗଟେକ୍ ନର୍ ଲକ୍ ତାର୍ ନର୍ ମାଆ ବାବାର୍ତେଇଅନି ଜନମ୍ ଅଇସି । ମାତର୍ ସୁକଲ୍ ଆତ୍ମା ତାର୍ ଆତ୍ମାଇ ନୁଆ ଜିବନ୍ ଦେଇସି ।
7 Do not be amazed that I said, ‘You must be born again.’
୭ସେଟାର୍ପାଇ ମୁଇ ତକେ ଆରିତରେକ୍ ଜନମ୍ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ ।
8 The wind blows where it wishes. You hear its sound, but you do not know where it comes from or where it is going. So it is with everyone born of the Spirit.”
୮ପବନ୍ ଜନ୍ ବାଟେ ଜିବାକେ ମନ୍ କର୍ସି ସେ ବାଟେସେ ଜାଇସି, ଆରି ତମେ ତାର୍ ସବଦ୍ ସୁନ୍ସା । ମାତର୍ ସେଟା କନ୍ତିଅନି ଆଇସି ଆରି କନ୍ ବାଟେ ଜାଇସି ସେଟା ନାଜାନାସ୍ । ଆତ୍ମାଇ ଜନମ୍ ଅଇଲା ସବୁ ଲକ୍ମନ୍ ମିସା ସେନ୍ତାରିସେ ।”
9 “How can this be?” Nicodemus asked.
୯ନିକଦିମ ଜିସୁକେ ପାଚାର୍ଲା, “ଏବେ ତୁଇ କଇବା କାତା କେନ୍ତି ଅଇପାର୍ସି?”
10 “You are Israel’s teacher,” said Jesus, “and you do not understand these things?
୧୦ଜିସୁ ତାକେ କଇଲା, “ତୁଇ ଇସ୍ରାଏଲର୍ ଗଟେକ୍ ବଡ୍ ଗୁରୁ ଅଇକରି ମିସା କେନ୍ତି ଏ ସବୁ କାତା ବୁଜି ନାପାର୍ଲୁସ୍ନି?
11 Truly, truly, I tell you, we speak of what we know, and we testify to what we have seen, and yet you people do not accept our testimony.
୧୧ମୁଇ ତକେ ସତ୍କାତା କଇଲିନି, ଆମେ ଜନ୍ଟା ଜାନୁ ସେଟା କଇଦେବୁ, ଜନ୍ଟା ଦେକିରଇବୁ ସେଟା ସାକି ଦେବୁ, ଅଇଲେ ମିସା ତୁଇ କାଇକେ ବିସ୍ବାସ୍ କରୁସ୍ନାଇ?
12 If I have told you about earthly things and you do not believe, how will you believe if I tell you about heavenly things?
୧୨ମୁଇ ତକେ ଏ ଦୁନିଆର୍ ବିସଇ କଇବାବେଲେ ବିସ୍ବାସ୍ କରୁସ୍ ନାଇ । ଆରି ସରଗର୍ ବିସଇ କଇବି ବଇଲେ କେନ୍ତି ମକେ ବିସ୍ବାସ୍ କର୍ସୁ?
13 No one has ascended into heaven except the One who descended from heaven—the Son of Man.
୧୩ସର୍ଗେଅନି ଉତ୍ରି ଆଇଲା ନର୍ପିଲା ମୁଇ, ମକେ ଚାଡିକରି ଆରି କେ ମିସା ସର୍ଗେ ଜାଅତ୍ ନାଇତା ।”
14 Just as Moses lifted up the snake in the wilderness, so the Son of Man must be lifted up,
୧୪“ଆରି ମସା କେନ୍ତି ମରୁବାଲି ବୁଏଁ ପିତଲ୍ ସାଁପ୍କେ ଡେଲି ଉପ୍ରେ ଟେକି ରଇଲା, ସମାନ୍ ସେନ୍ତାରିସେ ପର୍ମେସର୍ ତେଇଅନି ଆଇଲା ନର୍ପିଲା ମକେ ମିସା, ଗଟେକ୍ ଦିନେ ଉପ୍ରେ ଟେକ୍ବାଇ ।
15 that everyone who believes in Him may have eternal life. (aiōnios )
୧୫ତେବେ, ତାକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ । (aiōnios )
16 For God so loved the world that He gave His one and only Son, that everyone who believes in Him shall not perish but have eternal life. (aiōnios )
୧୬ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ । (aiōnios )
17 For God did not send His Son into the world to condemn the world, but to save the world through Him.
୧୭ପର୍ମେସର୍ ତାର୍ ପିଲାକେ ଏ ଦୁନିଆଇ ବିଚାର୍ କର୍ବାକେ ପାଟାଏନାଇ, ମାତର୍ ତାର୍ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
18 Whoever believes in Him is not condemned, but whoever does not believe has already been condemned, because he has not believed in the name of God’s one and only Son.
୧୮କେ ପର୍ମେସରର୍ ପିଲାକେ ବିସ୍ବାସ୍ କଲାନି ତାର୍ ବିଚାର୍ନା ନଏଁଁ । ମାତର୍ ଜେ ପର୍ମେସରର୍ ପିଲାକେ ବିସ୍ବାସ୍ କରେନାଇ ତାର୍ ବିଚାର୍ନା ଅଇସାର୍ଲାବେ । କାଇକେବଇଲେ ସେ ଗଟେକ୍ ବଲି ପିଲାକେ ବିସ୍ବାସ୍ କରେନାଇ ।
19 And this is the verdict: The Light has come into the world, but men loved the darkness rather than the Light because their deeds were evil.
୧୯ଆରି ସେ ବିଚାର୍ନା ଏନ୍ତି ଅଇସି, ସର୍ଗେ ଅନି ଉଜଲ୍ ଏ ଦୁନିଆଇ ଆସିରଇଲା । ମାତର୍ ଏ ଦୁନିଆର୍ ଲକ୍ମନ୍ ସେ ଉଜଲେଅନି ଆନ୍ଦାର୍କେ ବେସି ମନ୍ କଲାଇ । କାଇକେବଇଲେ ସେମନ୍ କର୍ବା କାମ୍ ସବୁ ବେସି କାରାପ୍ ।
20 Everyone who does evil hates the Light, and does not come into the Light for fear that his deeds will be exposed.
୨୦ଜନ୍ଲକ୍ମନ୍ କାରାପ୍ କାମ୍ କଲାଇନି ସେମନ୍ ଉଜଲ୍କେ ଗିନ୍ କଲାଇନି । ଆରି ସେ ଉଜଲେ ନ ଆସତ୍ । କାଇକେବଇଲେ ସେମନର୍ ସବୁ କାରାପ୍ କାମ୍ ସେ ଉଜଲେ ଡିସ୍ସି ।
21 But whoever practices the truth comes into the Light, so that it may be seen clearly that what he has done has been accomplished in God.”
୨୧ମାତର୍ ଜନ୍ଲକ୍ ସତ୍ ଆରି ଟିକ୍ ଇସାବେ କାମ୍ କରି ଚଲାଚଲ୍ତି କଲାନି, ସେ ଉଜଲ୍ ଲଗେ ଆଇସି । ତେବେ, ସେ କର୍ବା କାମ୍ ପର୍ମେସରର୍ ମନ୍ କର୍ବା ଇସାବେ ଅଇଲାନି ।”
22 After this, Jesus and His disciples went into the Judean countryside, where He spent some time with them and baptized.
୨୨ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିଉଦା ଦେସେ ଗାଲାଇ ଆରି ସେ ଜାଗାଇ ରଇକରି ଲକ୍ମନ୍କେ ଡୁବନ୍ ଦେଲାଇ ।
23 Now John was also baptizing at Aenon near Salim, because the water was plentiful there, and people kept coming to be baptized.
୨୩ସେ ବେଲାଇ ଜଅନ୍ ମିସା ସାଲମ୍ ଗଡ୍ଲଗେ ଏନନ୍ ନାଉଁର୍ ଗଟେକ୍ ଗାଏଁ ଡୁବନ୍ ଦେଇତେ ରଇଲା । କାଇକେ ବଇଲେ ସେ ଜାଗାଇ ବେସି ପାନି ରଇଲା । ଆରି ଲକ୍ମନ୍ ଆସିକରି ଡୁବନ୍ ନେଇତେ ରଇଲାଇ ।
24 (For John had not yet been thrown into prison.)
୨୪ସେତ୍କି ଦିନ୍ ଜାକ ଜଅନ୍ ବନ୍ଦି ନ ଅଇରଇଲା ।
25 Then a dispute arose between John’s disciples and a certain Jew over the issue of ceremonial washing.
୨୫ସେବେଲା ଗଟେକ୍ ଜିଉଦି ଲକ୍ ଆରି ଜଅନର୍ ସିସ୍ମନ୍ ଅସୁକଲ୍ଅନି ରିତିନିତି ଇସାବେ ସୁକଲ୍ ଅଇବା ବିସଇ ନେଇ ତାକର୍ ବିତ୍ରେ ଦଦାପେଲା ଅଇତେ ରଇଲାଇ ।
26 So John’s disciples came to him and said, “Look, Rabbi, the One who was with you beyond the Jordan, the One you testified about—He is baptizing, and everyone is going to Him.”
୨୬ଆରି ଜଅନର୍ ସିସ୍ମନ୍ ତାର୍ ଲଗେ ଆସି କଇଲାଇ, “ଏ ଗୁରୁ, ତମେ ଜର୍ଦନ୍ ଗାଡ୍ ସେପାଟେ କାର୍ସଙ୍ଗ୍ ବେଟ୍ ଅଇରଇଲାସ୍ ଆରି ତାର୍ ବିସଇ ତମେ ସାକି ଦେଇତେରଇଲାସ୍, ସେ ଲକ୍ ଏବେ ଲକ୍ମନ୍କେ ଡୁବନ୍ ଦେଲାନି ଆରି ସବୁ ଲକ୍ମନ୍ ତାର୍ ଲଗେ ଗାଲାଇନି ।”
27 John replied, “A man can receive only what is given him from heaven.
୨୭ଜଅନ୍ କଇଲା, “ପର୍ମେସର୍ ନ ଦେଲେ, କେ ମିସା କାଇଟା ନ ପାଅତ୍ ।
28 You yourselves can testify that I said, ‘I am not the Christ, but am sent ahead of Him.’
୨୮ମୁଇ କଇରଇଲି ପର୍ମେସର୍ ପାଟାଇଲା ମସିଅ ମୁଇ ନଇ ବଲି । ମୁଇ ଅବ୍କା ପାଟାଇରଇବା ଗଟେକ୍ ଦୁତ୍ ପାରା ଅଇ ଆସିଆଚି ।
29 The bride belongs to the bridegroom. The friend of the bridegroom stands and listens for him, and is overjoyed to hear the bridegroom’s voice. That joy is mine, and it is now complete.
୨୯ଜେ ବିବା ଅଇସି, ସେ ବର୍ ଦାଙ୍ଗ୍ଡା । ମାତର୍ ବର୍ ଦାଙ୍ଗ୍ଡାର୍ ଲଗେ ବରର୍ ସଙ୍ଗାରି ଟିଆଅଇ ତାର୍ କାତା ସୁନ୍ସି । ସେ ବର୍ ଦାଙ୍ଗ୍ଡାର୍ କାତା ସୁନି, ବେସି ସାର୍ଦା ଅଇସି । ସେନ୍ତାରିସେ ମର୍ ସାର୍ଦା ମିସା ପୁରାପୁରୁନ୍ ଅଇଲାଆଚେ ।
30 He must increase; I must decrease.
୩୦ସେ ମଆନ୍ ଅଇତେ ଜାଅ ଆରି ମୁଇ ସାନ୍ ଅଇତେ ଜିବି ।”
31 The One who comes from above is above all. The one who is from the earth belongs to the earth and speaks as one from the earth. The One who comes from heaven is above all.
୩୧“ଜେ ସର୍ଗେଅନି ଆଇଲା ଆଚେ, ସେ ସବୁ ଲକ୍ମନର୍ତେଇଅନି ମଆନ୍ । ଜେ ଜଗତେ ଅନି ଜନମ୍ ଅଇଆଚେ, ସେ ଜଗତର୍ କାତାସେ କଇସି । ମାତର୍ ଜେ ସର୍ଗେଅନି ଆସିଆଚେ, ସେ ସବୁକଲର୍ତେଇ ଅନି ମଆନ୍ ।
32 He testifies to what He has seen and heard, yet no one accepts His testimony.
୩୨ସେ ଜନ୍ଟା ଦେକ୍ଲା ଆଚେ ଆରି ସୁନ୍ଲା ଆଚେ ସେ ବିସଇ ସେ ଜାନାଇଲାନି । ମାତର୍ ସେ କଇରଇବା କାତା କେ ମିସା ନାମତ୍ ନାଇ ।
33 Whoever accepts His testimony has certified that God is truthful.
୩୩ଜେ ତାର୍ କଇରଇବା କାତା ନାମ୍ସି, ସେ ପର୍ମେସର୍ ସତ୍ଟା ବଲି ନାମ୍ସି ।
34 For the One whom God has sent speaks the words of God, for God gives the Spirit without limit.
୩୪ଜାକେ ପର୍ମେସର୍ ପାଟାଇଲା ଆଚେ, ସେ ପର୍ମେସରର୍ ବାକିଅ କଇସି । କାଇକେ ବଇଲେ ତାକେ ପର୍ମେସରର୍ ଆତ୍ମା ପୁରାପୁରୁନ୍ ଦିଆଅଇଲାଆଚେ ।
35 The Father loves the Son and has placed all things in His hands.
୩୫ବାବା ପିଲାକେ ଆଲାଦ୍ କରି ସବୁ ବିସଇ ତାର୍ ଆତେ ସର୍ପି ଦେଲାଆଚେ ।
36 Whoever believes in the Son has eternal life. Whoever rejects the Son will not see life. Instead, the wrath of God remains on him.” (aiōnios )
୩୬ଆରି କେ ପର୍ମେସରର୍ ପିଲାକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ମାତର୍ ଜେ ପର୍ମେସରର୍ ପିଲାକେ ନାମେ ନାଇ, ସେ ନ ସାର୍ବା ଜିବନ୍ ନ ପାଏ । ଆରି ପର୍ମେସରର୍ ଡଣ୍ଡ୍ ପାଇବାକେ ସେ ରଇସି ।” (aiōnios )