< John 16 >
1 “I have told you these things so that you will not fall away.
୧“ତମେ ମକେ କରିରଇବା ବିସ୍ବାସ୍ ନ ଚାଡି, ଡାଟ୍ ସଙ୍ଗ୍ ରଇବାକେ, ମୁଇ ଏ ସବୁ କାତା କଇଲିଆଚି ।
2 They will put you out of the synagogues. In fact, a time is coming when anyone who kills you will think he is offering a service to God.
୨ସେମନ୍ ତମ୍କେ ପାର୍ତନା ଗରେଅନି ବାର୍କରାଇ ଦେବାଇ । ଉଁ ଏନ୍ତାରି ବେଲା ଆଇଲାନି, ଜେ ମିସା ତମ୍କେ ମରାଇବାଇ, ସେଟା ପର୍ମେସର୍କେ ସେବା କଲାପାରା ରଇସି ।
3 They will do these things because they have not known the Father or Me.
୩ତମ୍କେ ସେମନ୍ ଏନ୍ତି ସବୁ କାମ୍ମନ୍ କର୍ବାଇ । କାଇକେ ବଇଲେ ସେମନ୍ ମକେ ଆରି ମର୍ ବାବାକେ ନାଜାନତ୍ ।
4 But I have told you these things so that when their hour comes, you will remember that I told you about them. I did not tell you these things from the beginning, because I was with you.
୪ଏବେ ମୁଇ ଏ ସବୁ କାତା କଇଲିନି । ସେଟାର୍ ପାଇ ଏ ସବୁ ଗଟ୍ନାମନ୍ ଗଟ୍ବା ବେଲା କେଟ୍ଲେ ମୁଇ କଇଲା କାତା ଏତାଇସା । ଆରାମେ ଅନି ମୁଇ ତମର୍ ସଙ୍ଗ୍ ରଇଲି ଜେ ଏ ସବୁ କାତା କଇ ନ ରଇଲି ।”
5 Now, however, I am going to Him who sent Me; yet none of you asks Me, ‘Where are You going?’
୫“ମାତର୍ ମୁଇ ଏବେ ମର୍ ପାଟାଉର୍ ଲଗେ ଗାଲିନି । ଏଲେମିସା ତମର୍ ବିତ୍ରେ ଅନି କେ ମିସା ମକେ କେନେ ଜାଇସୁ ବଲି ପାଚାରାସ୍ ନାଇ ।
6 Instead, your hearts are filled with sorrow because I have told you these things.
୬ମାତର୍ ଏବେ ମର୍ ଏ ସବୁ କାତା ସୁନିକରି ଦୁକ୍ ଅଇକରି ଆଚାସ୍ ।
7 But I tell you the truth, it is for your benefit that I am going away. Unless I go away, the Advocate will not come to you; but if I go, I will send Him to you.
୭ମୁଇ ତମ୍କେ ସତ୍କାତା କଇଲିନି, ମୁଇ ଉଟିଜିବା ବିସଇ ତମର୍ ପାଇ ଗଟେକ୍ ମଙ୍ଗଲର୍ ବିସଇ ଅଇସି । କାଇକେ ବଇଲେ ମୁଇ ନ ଗାଲେ ସାଇଜକାରିଆ ତମର୍ଟାନେ ନ ଆସେ, ମୁଇ ଗାଲେ ତାକେ ତମର୍ଟାନେ ପାଟାଇଦେବି ।
8 And when He comes, He will convict the world in regard to sin and righteousness and judgment:
୮ସେ ଆସିକରି ଦୁନିଆର୍ ଲକ୍ମନ୍କେ ପାପ୍, ଦରମ୍ ଆରି ନିଆଇ ବିସଇର୍ ସାକି ଦେଇସି ।
9 in regard to sin, because they do not believe in Me;
୯ଏ ଦୁନିଆର୍ ଲକ୍ମନ୍ ପାପ୍ ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । ସେ ଦେକାଇ ଦେଇସି ଜେ, ମକେ ବିସ୍ବାସ୍ ନ କର୍ବାଟାସେ ପାପ୍ ।
10 in regard to righteousness, because I am going to the Father and you will no longer see Me;
୧୦ଟିକ୍ ଇସାବେ ଚଲାଚଲ୍ତି କର୍ବା ବିସଇ, ଦୁନିଆର୍ ଲକ୍ମନ୍ ବୁଲ୍ ବୁଜିଆଚତ୍ । ମୁଇ ମର୍ ବାବାର୍ ଲଗେ ବାଉଡି ଗାଲିନି, ଆରି ତମେ ମକେ ଦେକିନାପାରାସ୍ । ସେଟା ମୁଇ ମାନ୍ବା ଦରମ୍ ବିସଇ ସାକି ଦେଲାନି ।
11 and in regard to judgment, because the prince of this world has been condemned.
୧୧ଦୁନିଆର୍ ଲକ୍ମନ୍ ବିଚାର୍ କର୍ବା ବିସଇ ବୁଲ୍ ବୁଜ୍ଲାଇ ଆଚତ୍ । କାଇକେବଇଲେ ଏ ଦୁନିଆର୍ ସାସନ୍କାରିଆ ଦସି ବଲି ବିଚାର୍ ଅଇ ସାରାଇ ଆଚେ ।”
12 I still have much to tell you, but you cannot yet bear to hear it.
୧୨“ମୁଇ ତମ୍କେ କେତେକ୍ କେତେକ୍ କାତା କଇବାର୍ ଆଚେ । ମାତର୍ ଏବେ ତମେ ସେ ସବୁ କାତା ଦାରିନାପାରାସ୍ ।
13 However, when the Spirit of truth comes, He will guide you into all truth. For He will not speak on His own, but He will speak what He hears, and He will declare to you what is to come.
୧୩ମାତର୍ ସତ୍ ଆତ୍ମା ଆଇଲେ, ସେ ତମ୍କେ ସବୁ ସତ୍ ବିସଇର୍ ବାଟେ ଡାକିନେଇସି । କାଇକେ ବଇଲେ, ସେ ନିଜର୍ ଅଦିକାରେ କାଇ କାତା ନ କଏ । ମାତର୍ ସେ ବାବାର୍ତେଇଅନି ଜନ୍ ଜନ୍ କାତା ସୁନ୍ସି, ସେ ସବୁ କଇସି । ଆରି ଆଇବା ଦିନ୍ମନ୍କେ କାଇଟା ଅଇସି ସେ ସବୁ ବିସଇ ମିସା କଇସି ।
14 He will glorify Me by taking from what is Mine and disclosing it to you.
୧୪ସେ ମୁଇ କଇବାଟାନେ ଅନି ନେଇକରି ଆକା ତମ୍କେ କଇସି । ଆରି ମକେ ଡାକ୍ପୁଟା କରାଇ ଦେକାଇସି ।
15 Everything that belongs to the Father is Mine. That is why I said that the Spirit will take from what is Mine and disclose it to you.
୧୫ଜନ୍ଟା ବାବାର୍ଟା, ସେ ସବୁ ମର୍ଟା । ସେଟାର୍ପାଇ ମୁଇ ତମ୍କେ କଇଲିନି, ସୁକଲ୍ ଆତ୍ମା ମର୍ଟାନେଅନି ନେଇକରି ସେ ତମ୍କେ କଇସି ।”
16 In a little while you will see Me no more, and then after a little while you will see Me.”
୧୬“ଚନେକ୍ ଗାଲା ପଚେ ତମେ ଆରି ମକେ ଦେକି ନାପାରାସ୍ । ଆରି ଚନେକ୍ ଗାଲେ ଦେକ୍ସା ।”
17 Then some of His disciples asked one another, “Why is He telling us, ‘In a little while you will not see Me, and then after a little while you will see Me’ and ‘Because I am going to the Father’?”
୧୭ସେବେଲେ ତାର୍ ସିସ୍ମନର୍ ବିତ୍ରେଅନି କେତେ ଲକ୍ ତାକର୍ ବିତ୍ରେ କୁଆବଲା ଅଇଲାଇ । “ସେ ଆମ୍କେ କଇଲାନି, ଚନେକ୍ ଗାଲାପଚେ ତମେ ଆରି ମକେ ଦେକି ନାପାରାସ୍, ଆରି ଚନେକ୍ ଗାଲେ ମକେ ଦେକ୍ସା । ମୁଇ ଏବେ ବାବାର୍ ଲଗେ ଗାଲିନି ବଲି କଇବା ଅରତ୍ କାଇଟା?”
18 They kept asking, “Why is He saying, ‘a little while’? We do not understand what He is saying.”
୧୮ତେବେ ସେମନ୍ କଇଲାଇ, “ଏ ଚନେକ୍ ପଚେ ବଲି କାଇକେ କଇଲାନି? ସେ କାଇଟା ବଲି କଇଲାନି, ଆମେ ବୁଜି ନାପାର୍ଲୁନି ।”
19 Aware that they wanted to question Him, Jesus said to them, “Are you asking one another why I said, ‘In a little while you will not see Me, and then after a little while you will see Me’?
୧୯ସେମନ୍ ମକେ ପାଚାର୍ବାକେ ମନ୍ କଲାଇନି ବଲି ଜିସୁ ଜାନିକରି ସେମନ୍କେ କଇଲା, “ଚନେକ୍ ଗାଲେ ତମେ ଆରି ମକେ ଦେକି ନାପାରାସ୍ ଆରି ଚନେକ୍ ଗାଲାପଚେ ମକେ ଦେକ୍ସା ବଲି କଇଲା ଏ କାତା ନେଇକରି ତମର୍ ତମର୍ ବିତ୍ରେ କାଇକେ କୁଆବଲା ଅଇଲାସ୍ନି?
20 Truly, truly, I tell you, you will weep and wail while the world rejoices. You will grieve, but your grief will turn to joy.
୨୦ମୁଇ ତମ୍କେ ସତ୍ କାତା କଇଲିନି, ତମେ ସାତାରି ସାତାରି କାନ୍ଦ୍ସା, ମାତର୍ ଦୁନିଆର୍ ଲକ୍ମନ୍ ସାର୍ଦା ଅଇବାଇ । ତମେ ପର୍ତୁମ୍ ଦୁକ୍ ଅଇରଇସା ମାତର୍ ତମର୍ ଦୁକ୍ ସାର୍ଦାଇ ପୁରୁନ୍ ଅଇଜାଇସି ।
21 A woman has pain in childbirth because her time has come; but when she brings forth her child, she forgets her anguish because of her joy that a child has been born into the world.
୨୧ଗଟେକ୍ ମାଇଜି ନିକ ଅଇବା ବେଲା କେଟ୍ଲେ ବେସି ଦୁକ୍ ଅଇସି । କାଇକେବଇଲେ ତାର୍ ଦୁକ୍ କସ୍ଟର୍ ବେଲା କେଟିଆଚେ । ମାତର୍ ନିମାନ୍ ଅଇସାର୍ଲା ପଚେ ତାର୍ ଦୁକ୍ କସ୍ଟ ପାସ୍ରିଜାଇସି । କାଇକେ ବଇଲେ ତାର୍ତେଇଅନି ଗଟେକ୍ ପିଲା ଦୁନିଆଇ ଜନମ୍ ଅଇଲା ଆଚେ ।
22 So also you have sorrow now, but I will see you again and your hearts will rejoice, and no one will take away your joy.
୨୨ସେନ୍ତାରିସେ ତମ୍କେ ମିସା ଅଇସି । ଏବେ ତମେ ଦୁକ୍ଅଇ ଆଚାସ୍, ମାତର୍ ଆରି ତରେକ୍ ମୁଇ ତମ୍କେ ଦେକାଇଅଇବି, ତାର୍ ପଚେ ତମେ ବେସି ସାର୍ଦା ଅଇସା । ଆରି କେମିସା ତମର୍ ସାର୍ଦା ତମର୍ଟାନେଅନି ଚାଡାଇ ନେଇ ନାପାରତ୍ ।
23 In that day you will no longer ask Me anything. Truly, truly, I tell you, whatever you ask the Father in My name, He will give you.
୨୩“ସେବେଲା ତମେ ମକେ ମୁଲ୍କେ ନ ପାଚାରାସ୍ । ମୁଇ ତମ୍କେ ସତ୍ କାତା କଇଲିନି, ତମେ ମର୍ ନାଉଁ ଦାରି ବାବାକେ କାଇଟା ମିସା ମାଙ୍ଗ୍ସା ବଇଲେ ସେଟା ଦେଇସି ।
24 Until now you have not asked for anything in My name. Ask and you will receive, so that your joy may be complete.
୨୪ତମେ ଏବେ ଜାକ ମର୍ ନାଉଁ ଦାରି କାଇଟା ମିସା ମାଙ୍ଗାସ୍ ନାଇତା । ଏବେ ମାଙ୍ଗା, ତେବେ ତମ୍କେ ମିଲ୍ସି । ଆରି ତମର୍ ସାର୍ଦା ପୁରାପୁରୁନ୍ ଅଇସି ।”
25 I have spoken these things to you in figures of speech. An hour is coming when I will no longer speak to you this way, but will tell you plainly about the Father.
୨୫“ମୁଇ ତମ୍କେ କାତା ମଲ୍କାଇ କରି ଏ ସବୁ କଇଲିନି, ଏନ୍ତି ବେଲା ଆଇସି, ତମ୍କେ ଆରି ମୁଇ କାତା ନ ମଲ୍କାଇ, ସଲ୍କେ ବାବାର୍ ବିସଇ କଇଦେବି ।
26 In that day you will ask in My name. I am not saying that I will ask the Father on your behalf.
୨୬ତମେ ସେ ଦିନ୍ମନ୍କେ ମର୍ ନାଉଁ ଦାରି ପର୍ମେସର୍କେ ବେସି ବିସଇମନ୍ ମାଙ୍ଗ୍ସା । ଆରି ମୁଇ ତମର୍ ପାଇ ବାବା ପର୍ମେସରର୍ ତେଇ ଗୁଆରି କର୍ବାର୍ ଦର୍କାର୍ ନ ରଏ ।
27 For the Father Himself loves you, because you have loved Me and have believed that I came from God.
୨୭କାଇକେବଇଲେ ବାବା ତମ୍କେ ଆଲାଦ୍ କଲାନି, ସେ ତମ୍କେ ଆଲାଦ୍ କଲାନି କାଇକେବଇଲେ ତମେ ଜେନ୍ତିକି ମକେ ଆଲାଦ୍ କରି ଆଚାସ୍, ଆରି ମୁଇ ପର୍ମେସରର୍ ତେଇଅନି ଆଇଲି ଆଚି ବଲି ବିସ୍ବାସ୍ କରିଆଚାସ୍ ।
28 I came from the Father and entered the world. In turn, I will leave the world and go to the Father.”
୨୮ମୁଇ ବାବାର୍ଟାନେଅନି ଏ ଦୁନିଆଇ ଆସିଆଚି, ଆରି ଏବେ ମୁଇ ଏ ଦୁନିଆ ଚାଡିକରି ବାବାର୍ ଲଗେ ବାଉଡି ଗାଲିନି ।”
29 His disciples said, “See, now You are speaking plainly and without figures of speech.
୨୯ଜିସୁର୍ ସିସ୍ମନ୍ କଇଲାଇ, “ଏବେ ତମେ ଆମ୍କେ କାତା ମଲ୍କାଇ ନ କଇକରି ସଲ୍କେସେ କଇଲାସ୍ନି ।
30 Now we understand that You know all things and that You have no need for anyone to question You. Because of this, we believe that You came from God.”
୩୦ତମେ ସବୁ ବିସଇ ଜାନିଆଚୁସ୍, ଏଟା ଏବେ ଆମେ ଜାନ୍ଲୁ । ଆରି କେ ତମ୍କେ ଜାନେ କି ନାଇ ବଲି, ପାଚାର୍ବାର୍ ଲଡା ନାଇ । ଏଟାର୍ପାଇ ତମେ ପର୍ମେସରର୍ଟାନେ ଅନି ଆସିଆଚୁସ୍ ବଲି ଆମେ ବିସ୍ବାସ୍ କଲୁନି ।”
31 “Do you finally believe?” Jesus replied.
୩୧ଜିସୁ ସେମନ୍କେ କଇଲା, “ଏବେ କାଇ ତମେ ବିସ୍ବାସ୍ କଲାସ୍ନି?
32 “Look, an hour is coming and has already come when you will be scattered, each to his own home, and you will leave Me all alone. Yet I am not alone, because the Father is with Me.
୩୨ଦେକା, ଏନ୍ତି ବେଲା ଆଇଲାନି, ଉଁ ସେ ବେଲା କେଟ୍ଲା ଆଚେ, ତମେ ମକେ ଗଟେକ୍ ଲକ୍କେ ଚାଡି, ଏନେ ତେନେ ଅଇକରି ନିଜର୍ ନିଜର୍ ଗରେ ଉଟିପାଲାଇସା । ଏଲେମିସା ମୁଇ ଗଟେକ୍ ଲକ୍ ନାଇ, ସବୁବେଲା ମର୍ ସଙ୍ଗ୍ ବାବା ଆଚେ ।
33 I have told you these things so that in Me you may have peace. In the world you will have tribulation. But take courage; I have overcome the world!”
୩୩ଜେନ୍ତାରି କି ତମେ ମର୍ତେଇ ରଇକରି ସାନ୍ତି ପାଇସା, ସେଟାର୍ପାଇ ମୁଇ ତମ୍କେ ଏ ସବୁ ବିସଇ କଇଆଚି । ଏ ଦୁନିଆଇ ତମର୍ପାଇ ବେସି ଦୁକ୍ କସ୍ଟ ଆଚେ, ମାତର୍ ଡାଟ୍ସଙ୍ଗ୍ ରୁଆ, ମୁଇ ଦୁନିଆର୍ କାରାପ୍ ବପୁ ନସାଇକରି ଜିତିଆଚି ।”