< John 10 >
1 “Truly, truly, I tell you, whoever does not enter the sheepfold by the gate, but climbs in some other way, is a thief and a robber.
୧ଜିସୁ କଇଲା, “ମୁଇ ତମ୍କେ ସତ୍ କଇଲିନି, ଜେ ଦୁଆର୍ ବାଟେ ନ ଜାଇ ବିନ୍ବାଟେ ଜାଇ ମେଣ୍ଡାସାଲେ କେଟ୍ସି, ସେ ଚର୍ ଆରି କାଙ୍ଗାର୍ ।
2 But the one who enters by the gate is the shepherd of the sheep.
୨ମାତର୍ ଜେ ଦୁଆର୍ ବାଟେ ଜାଇ ମେଣ୍ଡାସାଲେ କେଟ୍ସି, ସେ ମେଣ୍ଡା ରାସିର୍ ଗଉଡ୍ ।
3 The gatekeeper opens the gate for him, and the sheep listen for his voice. He calls his own sheep by name and leads them out.
୩ଜାଗୁଆଲ୍ ଦୁଆର୍ ଉଗାଡି ଦେଇସି ଆରି ନାଉଁ ଦାରି ଡାକ୍ସି । ମେଣ୍ଡାମନ୍ ତାର୍ ଡାକ୍ଲାଟା ସୁନ୍ବାଇ, ଆରି ସେମନ୍କେ ବାର୍କରାଇ ଦାରିଜାଇସି ।
4 When he has brought out all his own, he goes on ahead of them, and his sheep follow him because they know his voice.
୪ନିଜର୍ ସବୁ ମେଣ୍ଡାମନ୍କେ ବାଇରେ ଆନ୍ବା ବେଲେ, ସେ ଆଗେ ଆଗେ ଇଣ୍ଡ୍ସି ଆରି ମେଣ୍ଡାମନ୍ ତାର୍ ପଚେ ପଚେ ଜିବାଇ । କାଇକେବଇଲେ ମେଣ୍ଡାମନ୍ ତାର୍ ଡାକ୍ଲାଟା ଜାନତ୍ ।
5 But they will never follow a stranger; in fact, they will flee from him because they do not recognize his voice.”
୫ମାତର୍ ମେଣ୍ଡାମନ୍ କେବେ ମିସା ନ ଚିନ୍ଲା ଲକର୍ ପଚ୍ ପଚ୍ ନ ଜାଅତ୍, ତାର୍ଲଗେଅନି ପାଲାଇବାଇ । କାଇକେବଇଲେ ସେମନ୍ ଅଚିନାର୍ ଲକ୍ ଡାକ୍ଲେ ନ ଜାଅତ୍ ।”
6 Jesus spoke to them using this illustration, but they did not understand what He was telling them.
୬ଜିସୁ ସେମନ୍କେ ଏନ୍ତି ଉଦାଅରଣ୍ ଦେଇ କଇଲା, ମାତର୍ ସେମନ୍ ତାର୍ ଅରତ୍ କାଇଟା ବଲି ବୁଜି ନାପାର୍ଲାଇ ।
7 So He said to them again, “Truly, truly, I tell you, I am the gate for the sheep.
୭ସେଟାର୍ ପାଇ ଜିସୁ ଆରିତରେକ୍ କଇଲା, “ମୁଇ ତମ୍କେ ସତ୍ କଇଲିନି ମୁଇ ମେଣ୍ଡାମନର୍ ଡିଆଗଡି ।
8 All who came before Me were thieves and robbers, but the sheep did not listen to them.
୮ମର୍ ଆଗ୍ତୁ ଜେତେଲକ୍ ଆସିଆଚତ୍, ସେମନ୍ ସବୁଲକ୍ ଜାକ ଚର୍ ଆରି କାଙ୍ଗାର୍ମନ୍, ସେଟାର୍ପାଇ ମେଣ୍ଡାମନ୍ ତାକର୍ କାତା ମୁଲ୍କେ ସୁନତ୍ନାଇ ।
9 I am the gate. If anyone enters through Me, he will be saved. He will come in and go out and find pasture.
୯ମୁଇ ଦୁଆର୍, ଜଦି କେ ମିସା ମର୍ ବାଟେ ଆସି କେଟ୍ସି ବଇଲେ, ସେ ରକିଆପାଇସି, ଆରି ସେ ବିତ୍ରେ ଆରି ବାଇରେ ଜାଇ ଚାରି ପାର୍ସି ।
10 The thief comes only to steal and kill and destroy. I have come that they may have life, and have it in all its fullness.
୧୦ଚର୍, ଚରାଇବାକେ, ମରାଇବାକେ, ଆରି ନାସ୍ କର୍ବାକେସେ ଆଇସି, ମାତର୍ ମୁଇ ଜେନ୍ତିକି ସେମନ୍କେ ପୁରାପୁରୁନ୍ ଜିବନ୍ ଦେବାକେ ଆଇଲି ଆଚି ।”
11 I am the good shepherd. The good shepherd lays down His life for the sheep.
୧୧ମୁଇ ନିମାନ୍ ମେଣ୍ଡା ଚାରାଉ ଗଉଡ୍ । ନିମାନ୍ ଗଉଡ୍ ମେଣ୍ଡାମନର୍ ଲାଗି ନିଜର୍ ଜିବନ୍ ମିସା ଦେଇସି ।
12 The hired hand is not the shepherd, and the sheep are not his own. When he sees the wolf coming, he abandons the sheep and runs away. Then the wolf pounces on them and scatters the flock.
୧୨ଜେ ମେଣ୍ଡା ଚାରାଉ ନଏଁ, ମାତର୍ ବୁତି ପାଉ, ମେଣ୍ଡାମନ୍ ତାର୍ ନିଜର୍ଟା ନଅତ୍, ସେଟାର୍ପାଇ ଡୁର୍କା ଆଇବାଟା ଦେକି ମେଣ୍ଡାମନ୍କେ ଚାଡି ପାଲାଇସି । ଆରି ଡୁର୍କା ମେଣ୍ଡାମନ୍କେ ଦାରି ଚିନ୍ ଚତର୍ କରିଦେଇସି ।
13 The man runs away because he is a hired servant and is unconcerned for the sheep.
୧୩ଜେ ବୁତି ମିଲବଲି ମେଣ୍ଡା ଚାରାଇସି, ସେ ମେଣ୍ଡାମନ୍କେ ଚାଡି ଉଟିଜାଇସି । କାଇକେବଇଲେ ସେ ମେଣ୍ଡାମନର୍ ପାଇ ଚିନ୍ତା ନ କରେ ।
14 I am the good shepherd. I know My sheep and My sheep know Me,
୧୪ମୁଇ ନିକ ମେଣ୍ଡା ଚାରାଉ । ବାବା ଜେନ୍ତାରି ମକେ ଜାନେ, ମୁଇ ମିସା ସେନ୍ତି ବାବାକେ ଜାନି,
15 just as the Father knows Me and I know the Father. And I lay down My life for the sheep.
୧୫ସେନ୍ତାରିସେ ମୁଇ ମର୍ ନିଜର୍ ମେଣ୍ଡାମନ୍କେ ଜାନି । ଆରି ମେଣ୍ଡାମନ୍ ମିସା ମକେ ଜାନତ୍ । ମୁଇ ସେମନର୍ ଲାଗି ମର୍ ଜିବନ୍ ଦେବାକେ ମିସା ରାଜି ।
16 I have other sheep that are not of this fold. I must bring them in as well, and they will listen to My voice. Then there will be one flock and one shepherd.
୧୬ଏନ୍ତାରି ମର୍ ବିନ୍ ମେଣ୍ଡାମନ୍ ଆଚତ୍ । ସେମନ୍ ଏ ରାସି ଟାନେ ନାଇ, ମକେ ସେମନ୍କେ ମିସା ଆନ୍ବାକେ ପଡ୍ସି । ସେମନ୍ ମୁଇ ଡାକ୍ବାଟା ସୁନ୍ବାଇ ଆରି ତେଇର୍ ଗଟେକ୍ ରାସି ଅଇ ରଇବାଇ । “
17 The reason the Father loves Me is that I lay down My life in order to take it up again.
୧୭“ମର୍ ବାବା ମକେ ଆଲାଦ୍ କଲାନି, କାଇକେବଇଲେ ମୁଇ ମର୍ ଜିବନ୍ ଦେବାକେ ମନ୍ କଲିନି । ଆରି ମର୍ ଜିବନ୍ ଦାନ୍ କର୍ବି ବଇଲେ ଆରିତରେକ୍ ସେଟା ପାଇବି ।
18 No one takes it from Me, but I lay it down of My own accord. I have authority to lay it down and authority to take it up again. This charge I have received from My Father.”
୧୮ମର୍ ଜିବନ୍ ବିନ୍ ଲକ୍ ନେଇ ନାପାରତ୍ । ସେଟା ମୁଇ ନିଜେ ମନ୍କରି ଦାନ୍ କର୍ବି କି ଆରିତରେକ୍ ଆନ୍ବାକେ ମିସା ମର୍ ଅଦିକାର୍ ଆଚେ । ମର୍ ବାବା ମକେ ଏ ଅଦିକାର୍ ଦେଇଆଚେ ।”
19 Again there was division among the Jews because of Jesus’ message.
୧୯ଜିସୁର୍ ଏ ସବୁ କାତାର୍ ଲାଗି ଜିଉଦିମନ୍ ବାଗ୍ ବାଗ୍ ଅଇଗାଲାଇ ।
20 Many of them said, “He is demon-possessed and insane. Why would you listen to Him?”
୨୦ସେମନର୍ ବିତ୍ରେ କେତେକ୍ ଲକ୍ କଇବାର୍ ଦାର୍ଲାଇ, “ତାକେ ଡୁମା ଦାରିଆଚେ, ସେ ବାୟାଟା, କାଇକେ ତାର୍ କାତା ସୁନ୍ଲାସ୍ନି?”
21 But others replied, “These are not the words of a man possessed by a demon. Can a demon open the eyes of the blind?”
୨୧ମାତର୍ ବିନ୍ଲକ୍ମନ୍ କଇଲାଇ, “ଏ ସବୁ କାତା ତା ଡୁମା ଦାରି ରଇବା ଲକ୍ କଇନାପାରେ । ଡୁମା କାଇ କାଣା ଲକର୍ ଆଁକି ନିମାନ୍ କରିଦେଇପାରେ କି?”
22 At that time the Feast of Dedication took place in Jerusalem. It was winter,
୨୨ସେ ବେଲେ ସିତ୍ ଦିନ୍ ଅଇରଇଲା ଆରି ଜିରୁସାଲାମ୍ ମନ୍ଦିର୍ ତିଆର୍ କଲା ପରବ୍ ଅଇତେରଇଲା ।
23 and Jesus was walking in the temple courts in Solomon’s Colonnade.
୨୩ତେଇ ଜିସୁ ମନ୍ଦିରେ ସଲ୍ମନର୍ ମଣ୍ଡପେ ବୁଲ୍ତେରଇଲା ।
24 So the Jews gathered around Him and demanded, “How long will You keep us in suspense? If You are the Christ, tell us plainly.”
୨୪ତେଇ ଜିଉଦିମନ୍ ତାକେ ଚାରିବେଟ୍ତିଅନି ଡାବିଅଇ ପାଚାର୍ବାର୍ ଦାର୍ଲାଇ, “ଆରି କେତେ ଦିନ୍ ଜାକ ଆମ୍କେ ନାଡାଇସୁ? ତମେ ଜଦି ପର୍ମେସର୍ ବାଚି ପାଟାଇଲା ରାଜା ମସିଅ ଅଇରଇଲେ ଆମ୍କେ ସତ୍ କାତା କ ।”
25 “I already told you,” Jesus replied, “but you did not believe. The works I do in My Father’s name testify on My behalf.
୨୫ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ପର୍ତୁମ୍ କଇଆଚି, ମାତର୍ ମକେ ବିସ୍ବାସ୍ କରାସ୍ନାଇ । ମର୍ ବାବାର୍ ଅଦିକାରେ ମୁଇ ଜନ୍ ଜନ୍ କାମ୍ମନ୍ କଲିଆଚି, ସେ ସବୁଜାକ ମର୍ ବିସଇର୍ ସାକି ଦେଲାନି ।
26 But because you are not My sheep, you refuse to believe.
୨୬ମାତର୍ ତମେ ମକେ ବିସ୍ବାସ୍ କରାସ୍ନାଇ, କାଇକେବଇଲେ ତମେ ମର୍ ମେଣ୍ଡାମନ୍ ନୁଆସ୍ ।
27 My sheep listen to My voice; I know them, and they follow Me.
୨୭ମର୍ ସବୁ ମେଣ୍ଡାମନ୍ ମୁଇ ଡାକ୍ବାଟା ସୁନ୍ବାଇ, ମୁଇ ସେମନ୍କେ ଜାନି, ଆରି ସେମନ୍ ମର୍ ପଚେ ପଚେ ଆଇବାଇ ।
28 I give them eternal life, and they will never perish. No one can snatch them out of My hand. (aiōn , aiōnios )
୨୮ଆରି ମୁଇ ସେମନ୍କେ ନ ସାର୍ବା ଜିବନ୍ ଦେବି । ସେମନ୍ କେବେମିସା ନସ୍ଟ ନ ଅଅତ୍ । ସେମନ୍କେ ମର୍ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍ । (aiōn , aiōnios )
29 My Father who has given them to Me is greater than all. No one can snatch them out of My Father’s hand.
୨୯ମର୍ ବାବା ମକେ ଜନ୍ଟା ଦେଲାଆଚେ, ସେଟା ସବୁର୍ଟାନେଅନି ଅଦିକ୍ ମୁଲିଅ । ବାବାର୍ ଆତେଅନି ସେଟା କେ ମିସା ଚାଡାଇ ନେଇ ନାପାରତ୍ ।
30 I and the Father are one.”
୩୦ବାବା ଆରି ମୁଇ ଗଟେକ୍ ସେ ।”
31 At this, the Jews again picked up stones to stone Him.
୩୧ଏ କାତା ସୁନି ଲକ୍ମନ୍ ତାକେ ଆରିତରେକ୍ ମାର୍ବାକେ ପାକ୍ନା ବେଟ୍ଲାଇ ।
32 But Jesus responded, “I have shown you many good works from the Father. For which of these do you stone Me?”
୩୨ଜିସୁ ସେମନ୍କେ କଇଲା, “ମୁଇ ବାବାର୍ ଆଦେସ୍ ଇସାବେ ତମ୍କେ କେତେକ୍ କେତେକ୍ ନିମାନ୍ କାମ୍ ଦେକାଇ ଆଚି, ସେ ସବୁ ନିମାନ୍ କାମ୍ ବିତ୍ରେଅନି, କନ୍ କାମର୍ପାଇ ମକେ ମାର୍ବାକେ ପାକ୍ନା ବେଟିଆଚାସ୍?”
33 “We are not stoning You for any good work,” said the Jews, “but for blasphemy, because You, who are a man, declare Yourself to be God.”
୩୩ସେମନ୍ ତାକେ କଇଲାଇ, “ନିମାନ୍ କାମର୍ ଲାଗି ତକେ ଆମେ ମାର୍ବାକେ ପାକ୍ନା ବେଟୁନାଇ, ମାତର୍ ପର୍ମେସର୍କେ ନିନ୍ଦା କଲୁସ୍ନି ବଲିକରି, ଆରି ତୁଇ ମନସ୍ ଅଇକରି ନିଜ୍କେ ପର୍ମେସର୍ ବଲାଇଅଇବାର୍ ଲାଗି ।”
34 Jesus replied, “Is it not written in your Law: ‘I have said you are gods’?
୩୪ଜିସୁ ସେମନ୍କେ କଇଲା, “ତମର୍ ରିତିନିତି ଟାନେ କାଇ ଏଟା ଲେକାନାଇ କି? ପର୍ମେସର୍ କଇଲା ତମେ ପର୍ମେସର୍ ।
35 If he called them gods to whom the word of God came—and the Scripture cannot be broken—
୩୫ଆମେ ଜାନୁ ସାସ୍ତରର୍ ବାକିଅ ସବୁ ଦିନର୍ ପାଇ ସତ୍ । ପର୍ମେସରର୍ ବାକିଅ ଜନ୍ଲକ୍ମନ୍ ଜାନିଆଚତ୍, ସେମନ୍କେ ପର୍ମେସର୍ ବଲି କୁଆ ଅଇଲାଆଚେ ।
36 then what about the One whom the Father sanctified and sent into the world? How then can you accuse Me of blasphemy for stating that I am the Son of God?
୩୬ବାବା ମକେ ବାଚିକରି ଏ ଦୁନିଆଇ ପାଟାଇଆଚେ, ସେନ୍ତାର୍ ଆଲେ ମୁଇ ନିଜ୍କେ ପର୍ମେସରର୍ ପ ବଲି କଇଲାକେ, ତମେ ମକେ କେନ୍ତି ପର୍ମେସର୍କେ ନିନ୍ଦା କଲୁସ୍ନି ବଲି କଇଲାସ୍ନି?
37 If I am not doing the works of My Father, then do not believe Me.
୩୭ମୁଇ ଜଦି ମର୍ ବାବାର୍ କାମ୍ ନ କରି, ସେନ୍ତାର୍ଆଲେ ମକେ ବିସ୍ବାସ୍ କରାନାଇ ।
38 But if I am doing them, even though you do not believe Me, believe the works themselves, so that you may know and understand that the Father is in Me, and I am in the Father.”
୩୮ଜଦି ମୁଇ ସେ ମନ୍କଲାଟା ପୁରାପୁରୁନ୍ କର୍ବି ବଇଲେ, ମକେ ବିସ୍ବାସ୍ ନ କଲେମିସା ମୁଇ କର୍ବା କାମ୍ ବିସ୍ବାସ୍ କରା । ସେଟାର୍ ପାଇ ତମେ ଜାନିପାରାସ୍ ଜେ, ମର୍ ବାବା ପର୍ମେସର୍ ମର୍ ସଙ୍ଗ୍ ଆଚେ ଆରି ମୁଇ ତାର୍ଟାନେ ଆଚି ।”
39 At this, they tried again to seize Him, but He escaped their grasp.
୩୯ସେମନ୍ ଆରିତରେକ୍ ଜିସୁକେ ଦାର୍ବାକେ ଚେସ୍ଟା କଲାଇ, ମାତର୍ ଜିସୁ ସେମନ୍କେ ଦାରାଇ ନ ଅଇକରି କସ୍ରି ଉଟିଗାଲା ।
40 Then Jesus went back across the Jordan to the place where John had first been baptizing, and He stayed there.
୪୦ତାର୍ପଚେ ସେ ଆରିତରେକ୍ ଜର୍ଦନ୍ ଗାଡର୍ ସେପାଟେ ଉଟିଜାଇକରି ଆଗେ ଜଅନ୍ ଜନ୍ ଜାଗାଇ ଡୁବନ୍ ଦେଇ ରଇଲା, ସେ ଜାଗାଇ ଜାଇକରି ରଇଲା ।
41 Many came to Him and said, “Although John never performed a sign, everything he said about this man was true.”
୪୧ଆରି ବେସିଲକ୍ମନ୍ ତାର୍ଲଗେ ଆସିକରି କଇଲାଇ, “ଜଅନ୍ ସିନା କାଇ କାବାଅଇ ଜିବା କାମ୍ କରି ନ ରଇଲା, ମାତର୍ ଏ ଲକର୍ ବିସଇନେଇ ଜଅନ୍ ଜେତ୍କି କାତା କଇରଇଲା, ସେ ସବୁ ସତ୍ ଆକା ।”
42 And many in that place believed in Jesus.
୪୨ଆରି ସେ ଜାଗାଇ ବେସି ଲକ୍ମନ୍ ଜିସୁକେ ବିସ୍ବାସ୍ କଲାଇ ।