< John 1 >
1 In the beginning was the Word, and the Word was with God, and the Word was God.
ଆରୁମେ ବାକ୍ୟ ରିଲି, ବାକ୍ୟ ଇସ୍ୱର୍ ସଃଙ୍ଗ୍ ରିଲା, ସେ ବାକ୍ୟ ହଃକା ଇସ୍ୱର୍ ରିଲା ।
2 He was with God in the beginning.
ସେ ଆରୁମେ ଇସ୍ୱର୍ ସଃଙ୍ଗ୍ ରିଲା ।
3 Through Him all things were made, and without Him nothing was made that has been made.
ଆରେକ୍ ସେ ବାକ୍ୟର୍ ବଃଳେ ଇସ୍ୱର୍ ସଃବୁ ଉବ୍ଜାଣ୍ କଃଲା, ତାର୍ ବିନା କାୟ୍ରି ହେଁ ଉବ୍ଜାଣ୍ ନଃହୟ୍ ।
4 In Him was life, and that life was the light of men.
ସେ ବାକ୍ୟ ଜିବନାର୍ ମୁଳ୍ ରିଲି ଆର୍ ସେଜିବନ୍ ମାନାୟ୍ ଜାତିର୍ ଉଜାଳ୍ ।
5 The Light shines in the darkness, and the darkness has not overcome it.
ଆର୍ ସେ ଉଜାଳ୍ ଅଃନ୍ଦାର୍ ବିତ୍ରେ ସଃବୁ ବଃଳ୍ ଜଃଲ୍କି ଆସୁଲି, ଆର୍ ଅଃନ୍ଦାର୍ ତାକ୍ ନଃଦେର୍ଲି ।
6 There came a man who was sent from God. His name was John.
ଇସ୍ୱର୍ ତଃୟ୍ହୁଣି ହଃଟାୟ୍ଲା ଗଟ୍ଲକ୍ ଆୟ୍ଲା, ତାର୍ ନାଉଁ ଜହନ୍ ।
7 He came as a witness to testify about the Light, so that through him everyone might believe.
ସେ ଜଃନ୍କଃରି ଉଜାଳାର୍ କଃତା କୟ୍ଦ୍, ଆରେକ୍ ତାର୍ ତଃୟ୍ହୁଣି ସଃବୁଲକ୍ ସଃତ୍ କଃର୍ତି, ଇତାକ୍ ସେ ସାକି ଦେଉଁକ୍ ଆୟ୍ଲା ।
8 He himself was not the Light, but he came to testify about the Light.
ସେ ନିଜେ ସେ ଉଜାଳ୍ ନଃରିଲା, ମଃତର୍ ସେ ଉଜାଳାର୍ କଃତା ସାକି ଦେଉଁକେ ଆସିରିଲା ।
9 The true Light who gives light to every man was coming into the world.
ଜୁୟ୍ ସଃତ୍ ଉଜାଳ୍ ଜଃଗତେ ଆସି ସଃବୁ ଜାତିକ୍ ଉଜାଳ୍ କଃରେଦ୍, ସେରିହଃକା ସଃତ୍ୟା ଉଜାଳ୍ ।
10 He was in the world, and though the world was made through Him, the world did not recognize Him.
ସେ ଜଃଗତେ ରିଲା, ଆର୍ ସେ ହୁର୍ତି ତାର୍ ତଃୟ୍ହୁଣି ଉବ୍ଜାଣ୍ ଅୟ୍ଲି, ଅୟ୍ଲେକ୍ ହେଁ ଜଃଗତ୍ ତାକ୍ ଚିନୁ ନାହାର୍ଲି ।
11 He came to His own, and His own did not receive Him.
ସେ ଅଃହ୍ଣାର୍ ରାଜିଏ ଆୟ୍ଲା, ଅୟ୍ଲେକ୍ ହେଁ ତାର୍ ନିଜାର୍ ଲକ୍ମଃନ୍ ତାକେ ନଃଦେର୍ଲାୟ୍ ।
12 But to all who did receive Him, to those who believed in His name, He gave the right to become children of God—
ମଃତର୍ ଜଃତେକ୍ ଲକ୍ ତାକ୍ ଦଃର୍ଲାୟ୍, ବଃଲେକ୍ ତାର୍ ନାଉଁଏ ସଃତ୍ କଃଲାୟ୍ ସେମଃନ୍କେ ସେ ଇସ୍ୱରାର୍ ହିଲା ଅଃଉଁକେ ଅଃଦିକାର୍ ଦିଲା ।
13 children born not of blood, nor of the desire or will of man, but born of God.
ସେମଃନ୍ ବଃନିତଃୟ୍, ଗଃଗାଳାର୍ ଇଚାୟ୍ କି ମାନାୟ୍ର୍ ଇଚାୟ୍ ଜଃଲମ୍ ନଃଉତି, ମଃତର୍ ଇସ୍ୱରାର୍ ଇଚାୟ୍ ଜଃଲମ୍ ଅୟ୍ଲାୟ୍ ।
14 The Word became flesh and made His dwelling among us. We have seen His glory, the glory of the one and only Son from the Father, full of grace and truth.
ଆର୍ ସେ ବଃଚନ୍ ନଃର୍ ମାନାୟ୍ ଅୟ୍ଲା, ଆର୍ ଦଃୟା ଆର୍ ସଃତ୍ ସଃଙ୍ଗ୍ ହୁରୁଣ୍ ଅୟ୍ ଅଃମାର୍ ବିତ୍ରେ ବାସା କଃଲା; ଆର୍ ଉବାର୍ ତଃୟ୍ହୁଣି ଆୟ୍ଲା ଗଟେକ୍ ବଃଲି ହୟ୍ସିର୍ ଜଃଜ୍ମାନ୍ ହାୟ୍ରିଲା ହର୍ ତାର୍ ଜଃଜ୍ମାନ୍ ଦଃକ୍ଲୁ ।
15 John testified concerning Him. He cried out, saying, “This is He of whom I said, ‘He who comes after me has surpassed me because He was before me.’”
ଜହନ୍ ସାକି ଅୟ୍ ସେମାନାୟ୍ର୍ କଃତା ଉଲ୍ଗାଟ୍ ଅୟ୍ କୟ୍ଲା, “ଜେ ମର୍ ହଃଚେ ଆସୁଲା, ସେ ମର୍ ତଃୟ୍ହୁଣି ବଃଡ୍, ବଃଲେକ୍ ମୁୟ୍ ଜଃର୍ନ୍ ନଃଉତ୍ ସେ ରିଲା, ଜାର୍ କଃତା ମୁୟ୍ କୟ୍ ରିଲେ, ସେ ଇମାନାୟ୍ ।”
16 From His fullness we have all received grace upon grace.
ତାର୍ ଦଃୟାର୍ ହୁର୍ନାର୍ ଗିନେ ଅଃମିମଃନ୍ ଆସିର୍ବାଦ୍ ହାୟ୍ଆଚୁ ହେଁ ଆସିର୍ବାଦ୍ ଉହ୍ରେ ଆସିର୍ବାଦ୍ ହାୟ୍ଆଚୁ ।
17 For the law was given through Moses; grace and truth came through Jesus Christ.
ବଃଲେକ୍ ଇସ୍ୱର୍ ମସାର୍ ଦଃୟ୍କଃରି ବିଦି ଦିଲା, ମଃତର୍ ଦଃୟା ଆର୍ ସଃତ୍ ଜିସୁ କ୍ରିସ୍ଟର୍ ଆସିର୍ବାଦ୍ ତଃୟ୍ହୁଣି ଆୟ୍ଲି ।
18 No one has ever seen God, but the one and only Son, who is Himself God and is at the Father’s side, has made Him known.
କେହେଁ କଃବେ ଇସ୍ୱର୍କେ ନଃଦେକେ, ମଃତର୍ ତାର୍ ସଃଙ୍ଗ୍ ରିଲା ତାର୍ ଗଟେକ୍ ବଃଲି ନିଜାର୍ ହୟ୍ସି ତାକ୍ ଜାଣାୟ୍ ଆଚେ ।
19 And this was John’s testimony when the Jews of Jerusalem sent priests and Levites to ask him, “Who are you?”
“ତୁୟ୍ କେ?” ଇରି ଜହନ୍କେ ହଃଚାରୁକେ ଜିଉଦିମଃନ୍ ଜଃଡେବଃଳ୍ ଜିରୁସାଲମେ ହୁଣି ଜାଜକ୍ ଆର୍ ଲେବିମଃନ୍କେ ତାର୍ ଲଃଗେ ହଃଟାୟ୍ଲାୟ୍, ସଃଡେବଃଳ୍ ଜହନ୍ ଇ ସାକି ଦିଲା ।
20 He did not refuse to confess, but openly declared, “I am not the Christ.”
ଜହନ୍ ହୁଟାୟ୍କଃରି କୟ୍ଲା, “ମୁୟ୍ କ୍ରିସ୍ଟ ନାୟ୍ ।”
21 “Then who are you?” they inquired. “Are you Elijah?” He said, “I am not.” “Are you the Prophet?” He answered, “No.”
ସେତାକ୍ ସେମଃନ୍ ତାକ୍ ହଃଚାର୍ଲାୟ୍, “ତଃବେ ତୁୟ୍ କାୟ୍ ଏଲିୟ?” ସେ କୟ୍ଲା, “ମୁୟ୍ ଏଲିୟ ନାୟ୍ ।” “ତୁୟ୍ କାୟ୍ ସେ ବାବ୍ବାଦି?” ସେ କୟ୍ଲା, “ମୁୟ୍ ନାୟ୍ ।”
22 So they said to him, “Who are you? We need an answer for those who sent us. What do you say about yourself?”
ସେତାକ୍ ସେମଃନ୍ ତାକ୍ କୟ୍ଲାୟ୍, “ଅଃମିକ୍ ହଃଟାୟ୍ଲା ଲକ୍ମଃନ୍କେ ଜଃନ୍କଃରି ଉତୁର୍ ଦେଉଁହାରୁ, ଇତାର୍ ଗିନେ ତୁୟ୍ କେ? ତୁୟ୍ ନିଜାର୍ କଃତା କାୟ୍ରି କଃଉଁଲିସ୍?”
23 John replied in the words of Isaiah the prophet: “I am a voice of one calling in the wilderness, ‘Make straight the way for the Lord.’”
ଜିସାୟ୍ ବାବ୍ବାଦି ଜଃନ୍କଃରି କୟ୍ରିଲା ଜହନ୍ ସେରଃକମ୍ କୟ୍ଲା- “ମୁୟ୍ ସୁକ୍ଲା ବଃଟାୟ୍ ଆଉଲି ଅୟ୍ କଃଉତା ଗଟ୍ ଲକାର୍ ଟଣ୍ଡ୍, ମାପ୍ରୁର୍ ବାଟ୍ ସଃଳ୍କ୍ କଃରା ।”
24 Then the Pharisees who had been sent
ଆର୍ ପାରୁସିମଃନାର୍ ବିତ୍ରେ ହଃଟାୟ୍ରିଲା ଲକ୍ମଃନ୍ ତାକ୍ ହଃଚାର୍ଲାୟ୍ ।
25 asked him, “Why then do you baptize, if you are not the Christ, nor Elijah, nor the Prophet?”
ସେମଃନ୍ ଜହନ୍କେ ହଃଚାର୍ଲାୟ୍, “ତୁୟ୍ ଜଦି କ୍ରିସ୍ଟ ନାୟ୍ କି ଏଲିୟ ନାୟ୍ କି ବାବ୍ବାଦି ନାୟ୍, ତଃବେ କାୟ୍ତାକ୍ ବାପ୍ତିସମ୍ ଦେଉଁଲିସ୍?”
26 “I baptize with water,” John replied, “but among you stands One you do not know.
ଜହନ୍ ସେମଃନ୍କେ ଉତୁର୍ ଦିଲା, “ମୁୟ୍ ହାଣାୟ୍ ବାପ୍ତିସମ୍ ଦେଉଁଲେ, ମଃତର୍ ଜାକେ ତୁମିମଃନ୍ ନଃଜାଣାସ୍, ସେ ତୁମାର୍ ବିତ୍ରେ ଆଚେ ।
27 He is the One who comes after me, the straps of whose sandals I am not worthy to untie.”
ସେ ମର୍ ହଃଚେ ଆସୁଲା, ମୁୟ୍ ତାର୍ ହାଣ୍ଡାୟ୍ର୍ ବାନ୍ଦୁଣ୍ ଇଟାଉତା ଜୟ୍ଗ୍ ନାୟ୍ ।”
28 All this happened at Bethany beyond the Jordan, where John was baptizing.
ଜର୍ଦନ୍ ଗାଡାର୍ ସେହାଟି ଜୁୟ୍ ଜଃଗାୟ୍ ଜହନ୍ ବାପ୍ତିସମ୍ ଦେତିରିଲା ସେ ବେତ୍ନିଆ ଗାଉଁଏ ଇସଃବୁ ଗଃଟ୍ଲି ।
29 The next day John saw Jesus coming toward him and said, “Look, the Lamb of God, who takes away the sin of the world!
ତାର୍ ଆର୍କ ଦିନ୍ ଜିସୁକ୍ ତାର୍ ଆସ୍ତାର୍ ଦଃକି ଜହନ୍ କୟ୍ଲା, “ଏଦେ ଦଃକା ଇସ୍ୱରାର୍ ମେଣ୍ଡା ବଦା, ଜେ ଜଃଗତାର୍ ହାହାର୍ ବଜ୍ ବୟ୍ ନଃୟ୍ଦ୍ ।
30 This is He of whom I said, ‘A man who comes after me has surpassed me because He was before me.’
ଜେ ମର୍ ହଃଚେ ଆସୁଲା, ସେ ମର୍ ତଃୟ୍ହୁଣି ବଃଡ୍, ବଃଲେକ୍ ସେ ମର୍ ଜଃଲମ୍ ହୁର୍ବେ ରିଲା, ଜାର୍ କଃତା କୟ୍ରିଲେ ସେ ଇମାନାୟ୍ ।”
31 I myself did not know Him, but the reason I came baptizing with water was that He might be revealed to Israel.”
ମୁୟ୍ ହେଁ ତାକ୍ ଚିନି ନଃରିଲେ, ମଃତର୍ ତାକ୍ ଜଃନ୍କଃରି ଇସ୍ରାଏଲ୍ମଃନ୍ ଜାଣ୍ତି, ଇତାର୍ ଗିନେ ମୁୟ୍ ହାଣାୟ୍ ବାପ୍ତିସମ୍ ଦେଉଁକ୍ ଆସିଆଚି ।
32 Then John testified, “I saw the Spirit descending from heaven like a dove and resting on Him.
ଜହନ୍ ସାକି ଦଃୟ୍ କୟ୍ଲା, “ମୁୟ୍ ଗଟ୍ ଆତ୍ମାକେ ହାଣ୍ଡ୍କା ହର୍ ସଃର୍ଗେ ହୁଣି ଉତ୍ରି ଆସ୍ତାର୍, ଆର୍ ସେ ତାର୍ ଉହ୍ରେ ବଃସ୍ତାର୍ ଦଃକ୍ଲେ ।
33 I myself did not know Him, but the One who sent me to baptize with water told me, ‘The man on whom you see the Spirit descend and rest is He who will baptize with the Holy Spirit.’
ମୁୟ୍ ହେଁ ତାକେ ଜାଣି ନଃରିଲେ ମଃତର୍ ମାପ୍ରୁ ମକେ ହାଣାୟ୍ ବାପ୍ତିସମ୍ ଦେଉଁକ୍ ହଃଟାୟ୍ଲା, ସେ କୟ୍ରିଲା, ‘ତୁୟ୍ ଗଟ୍ ମାନାୟ୍ର୍ ଉହ୍ରେ ଆତ୍ମା ଆସି ବଃସ୍ତାର୍ ଦଃକ୍ସି, ସେ ହଃକା ସେ ଲକ୍ ଜେ ପବିତ୍ର ଆତ୍ମାୟ୍ ବାପ୍ତିସମ୍ ଦଃୟ୍ଦ୍ ।’
34 I have seen and testified that this is the Son of God.”
ମୁୟ୍ ସେରି ଦଃକିଆଚି ଆର୍ ସେ ହଃକା ଇସ୍ୱରାର୍ ହୟ୍ସି ବଃଲି ସାକି ଦେଉଁଲେ ।”
35 The next day John was there again with two of his disciples.
ତାର୍ ଆର୍କ ଦିନ୍ ଆରେକ୍ ଜହନ୍ ସଃଙ୍ଗ୍ ତାର୍ ଚେଲାମଃନାର୍ ବିତ୍ରେ ଦୁୟ୍ଲକ୍ ଟିଅୟ୍ ରିଲାୟ୍;
36 When he saw Jesus walking by, he said, “Look, the Lamb of God!”
ସଃଡେବଃଳ୍ ଜିସୁ ଇଣ୍ଡି ଜାତାର୍ ଦଃକି, ଜହନ୍ କୟ୍ଲା, “ଏଦେ ଦଃକା ଇସ୍ୱରାର୍ ମେଣ୍ଡା ବଦା ।”
37 And when the two disciples heard him say this, they followed Jesus.
ସେ ଜଳେକ୍ ଚେଲା ତାର୍ କଃଉତାର୍ ସୁଣି ଜିସୁର୍ ହଃଚେହଃଚେ ଗଃଲାୟ୍ ।
38 Jesus turned and saw them following. “What do you want?” He asked. They said to Him, “Rabbi” (which means Teacher), “where are You staying?”
ଜିସୁ ଉଲ୍ଟି ସେମଃନ୍ ତାର୍ ହଃଚେ ହଃଚେ ଆସ୍ତାର୍ ଦଃକି ହଃଚାର୍ଲା, “ତୁମିମଃନ୍ କାୟ୍ରି ଲଳୁଲାସ୍?” ସେମଃନ୍ ତାକ୍ କୟ୍ଲାୟ୍, “ରାବ୍ବି, ବଃଲେକ୍, ଗୁରୁ, ତୁୟ୍ କୁୟ୍ତି ରେଉଁଲିସ୍?”
39 “Come and see,” He replied. So they went and saw where He was staying, and spent that day with Him. It was about the tenth hour.
ସେ ସେମଃନ୍କେ କୟ୍ଲା, “ଆସା ଦଃକାସ୍ ।” ସେତାକ୍ ସେମଃନ୍ ଜାୟ୍ ତାର୍ ରେତା ଟାଣ୍ ଦଃକଃଲାୟ୍, ଆରେକ୍ ସେଦିନ୍ ତାର୍ ସଃଙ୍ଗ୍ ରିଲାୟ୍; ସଃଡେବଃଳ୍ ସଃକାଳ୍ୟା ଦଃସ୍ଗଃଟା ଅୟ୍ରିଲି ।
40 Andrew, Simon Peter’s brother, was one of the two who heard John’s testimony and followed Jesus.
ଜୁୟ୍ ଦୁୟ୍ ଲକ୍ ଜହନ୍ ତଃୟ୍ହୁଣି କଃତା ସୁଣି ଜିସୁର୍ ହଃଚେ ହଃଚେ ଜାୟ୍ ରିଲାୟ୍, ସେମଃନାର୍ ବିତ୍ରେ ଏକ୍ଲା ପିତର୍ ସିମନାର୍ ବାୟ୍ସି ଆନ୍ଦ୍ରିଅ ରିଲା ।
41 He first found his brother Simon and told him, “We have found the Messiah” (which is translated as Christ).
ଆନ୍ଦ୍ରିଅ ହଃର୍ତୁମ୍ ନିଜାର୍ ବାୟ୍ସି ସିମନ୍କ୍ ବେଟ୍ହାୟ୍ ତାକ୍ କୟ୍ଲା, “ଅଃମି ମସିଅକ୍, ବଃଲେକ୍ କ୍ରିସ୍ଟକେ ଦଃକିଆଚୁ ।”
42 Andrew brought him to Jesus, who looked at him and said, “You are Simon son of John. You will be called Cephas” (which is translated as Peter).
ତାର୍ହଃଚେ ସେ ସିମନ୍କ୍ ଜିସୁ ହାକ୍ ଆଣ୍ଲା । ଜିସୁ ତାକ୍ ନିକକଃରି ଦଃକ୍ଲା ଆର୍ କୟ୍ଲା, “ତୁୟ୍ ଜହନାର୍ ହୟ୍ସି ସିମନ୍, ତୁୟ୍ କେପା ବଃଲେକ୍ ପିତର୍ ବଃଲି ଡାକେ ହୁଟ୍ସି, ଇତାର୍ ଅଃର୍ତ୍ ଟେଳା ।”
43 The next day Jesus decided to set out for Galilee. Finding Philip, He told him, “Follow Me.”
ତାର୍ ଆର୍କ ଦିନ୍ ଜିସୁ ଗାଲିଲି ଜଃଉଁକେ ମଃନ୍ କଃଲା, ସେ ପିଲିପ୍କେ ଦଃକ୍ଲା ଆର୍ ତାକେ କୟ୍ଲା, “ମର୍ ହଃଚେ ହଃଚେ ଆଉ ।”
44 Now Philip was from Bethsaida, the same town as Andrew and Peter.
ପିଲିପ୍ ବେତ୍ସାଇଦା ଗାଉଁଆର୍ ଲକ୍ ରିଲା, ସେରି ଆନ୍ଦ୍ରିଅ ଆର୍ ପିତର୍ ରେତା ଗଃଳ୍ ରିଲି ।
45 Philip found Nathanael and told him, “We have found the One Moses wrote about in the Law, the One the prophets foretold—Jesus of Nazareth, the son of Joseph.”
ପିଲିପ୍ ନିତନିଏଲ୍କେ ବେଟ୍ ଅୟ୍ ତାକେ କୟ୍ଲା, “ଜାର୍ କଃତା ମସା ବିଦିଲଃଗେ ଲେକିଆଚେ, ଆରେକ୍ ବାବ୍ବାଦିମଃନ୍ ହେଁ ଲେକି ଆଚ୍ତି, ଅଃମିମଃନ୍ ତାକ୍ ଦଃକି ଆଚୁ, ତାର୍ ଉବାସି ଜସେପ୍ ନାଜରିତ୍ ଗାଉଁଆର୍ ଜିସୁ ।”
46 “Can anything good come from Nazareth?” Nathanael asked. “Come and see,” said Philip.
ନିତନିଏଲ୍ ତାକ୍ ହଃଚାର୍ଲା, “ନାଜରିତ୍ ହୁଣି କାୟ୍ ସଃତ୍ କଃତା ବାରାଉଁ ହାରେ?” ପିଲିପ୍ ତାକ୍ କୟ୍ଲା, “ଆଉ ଆର୍ ଦଃକ୍ ।”
47 When Jesus saw Nathanael approaching, He said of him, “Here is a true Israelite, in whom there is no deceit.”
ଜିସୁ ନିତନିଏଲ୍କେ ଅଃହ୍ଣାର୍ ଚଃମେ ଆସ୍ତାର୍ ଦଃକି, ସେ ତାର୍ କଃତା କୟ୍ଲା, “ଏଦେ ଦଃକା ନିଜ୍କଃରି ଏ ଗଟେକ୍ ଇସ୍ରାଏଲ୍ ଲକ୍, ଆର୍ ତଃୟ୍ ମିଚ୍ମଃୟା ନାୟ୍ ।”
48 “How do You know me?” Nathanael asked. Jesus replied, “Before Philip called you, I saw you under the fig tree.”
ନିତନିଏଲ୍ ଜିସୁକେ ହଃଚାର୍ଲା, “ତୁୟ୍ ମକ୍ କଃନ୍କଃରି ଜାଣ୍ଲିସ୍?” ଜିସୁ ତାକ୍ ଉତୁର୍ ଦିଲା, “ପିଲିପ୍ ତକ୍ କୁଦ୍ତା ଆଗ୍ତୁ ତୁୟ୍ ଜଃଡେବଃଳ୍ ଡୁମ୍ବୁର୍ ଗଚ୍ତଳେ ଟିଅୟ୍ ରିଲିସ୍, ସଃଡେବଃଳ୍ ମୁୟ୍ ତକ୍ ଦଃକିରିଲେ ।”
49 “Rabbi,” Nathanael answered, “You are the Son of God! You are the King of Israel!”
ନିତନିଏଲ୍ ଉତୁର୍ ଦିଲା, “ଏ ରାବ୍ବି, ବଃଲେକ୍ ଏ ଗୁରୁ, ତୁୟ୍ ଇସ୍ୱରାର୍ ହୟ୍ସି, ତୁୟ୍ ଇସ୍ରାଏଲ୍କେ ଚାଲାଉତା ରଃଜା ।”
50 Jesus said to him, “Do you believe just because I told you I saw you under the fig tree? You will see greater things than these.”
ଜିସୁ ତାକ୍ ଉତୁର୍ ଦିଲା, “ମୁୟ୍ ତକେ ଡୁମ୍ବୁର୍ ଗଃଚ୍ ତଃଳେ ଦଃକି ରିଲେ ବଃଲି କୟ୍ଲାକ୍ କି ତୁୟ୍ ବିସ୍ୱାସ୍ କଃରୁଲିସ୍? ତୁୟ୍ ଇତାର୍ ତଃୟ୍ହୁଣି ବଃଡ୍ ବଃଡ୍ ବିସୟ୍ ଦଃକ୍ସି ।”
51 Then He declared, “Truly, truly, I tell you, you will all see heaven open and the angels of God ascending and descending on the Son of Man.”
ଆରେକ୍ ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ସଃର୍ଗ୍ ଉଗାଳି ଅଃଉତାର୍ ଇସ୍ୱରାର୍ ଦୁତ୍ମଃନ୍କେ ନଃରାର୍ ହୟ୍ସିର୍ ଚଃମେ ଉହ୍ରେ ଜାତାର୍ ଆର୍ ଉତ୍ରି ଆସ୍ତାର୍ ଦଃକାସ୍ ।”