< Hebrews 6 >

1 Therefore let us leave the elementary teachings about Christ and go on to maturity, not laying again the foundation of repentance from dead works, and of faith in God,
ତେବର୍‌ପାଇ କିରିସ୍‌ଟର୍‌ ମୁଲେଅନି ସିକିରଇବା ବିସଇ ତର୍‌କେ ତର୍‌ ନ ସିକିକରି ତାର୍‌ ଟିକିନିକି ବିସଇ ସିକୁ । ଜେନ୍ତିକି ଆମର୍‌ ବିସ୍‌ବାସ୍‌ ମିସା ଡାଁଟ୍‌ ଅଇସି । ଚୁଚାଇ କାମ୍‌ମନ୍‌ ଚାଡିକରି ପର୍‌ମେସର୍‌ଟାନେ ବାଉଡ୍‌ବା ଜନ୍‌ଟା କି ଆମର୍‌ ବିସ୍‌ବାସର୍‌ ମୁଲ୍‌ ପାକ୍‌ନା ରଇଲା, ତେଇ ଆରିତରେକ୍‌ ସେଟାସେ କର୍‌ବାର୍‌ ନାଇ ।
2 instruction about baptisms, the laying on of hands, the resurrection of the dead, and eternal judgment. (aiōnios g166)
ଡୁବନ୍‌ ବିସଇର୍‍ ସିକିଆ ଦେବାଟା, ଆତ୍‌ ସଙ୍ଗଇକରି ପାର୍‌ତନା କର୍‌ବାଟା, ମଲା ଲକ୍‌ମନ୍‌ ଆରିତରେକ୍‌ ବଁଚ୍‌ବାଟା ଆରି ଲକ୍‌ମନ୍‌କେ ସବୁଦିନର୍‌ପାଇ ରଇବା ପର୍‌ମେସରର୍‌ ନ ସାର୍‌ବା ବିଚାର୍‌ନା । (aiōnios g166)
3 And this we will do, if God permits.
ଏବେ ଆମେ ଆଗ୍‌କେ ଜିବାକେ ପଡ୍‌ସି । ମାପ୍‌ରୁକେ ଆସାକରି ଆଗର୍‍ ବିସଇ ସିକୁ ।
4 It is impossible for those who have once been enlightened, who have tasted the heavenly gift, who have shared in the Holy Spirit,
କାଇକେବଇଲେ ଜେତ୍‌କି ଲକ୍‌ ତାକର୍‌ ବିସ୍‌ବାସ୍‌ ଚାଡିଆଚତ୍‌, ସେମନର୍‌ ମନ୍‌ ପର୍‌ମେସରର୍‌ ଉଜଲ୍‌ସଙ୍ଗ୍‌ ଉଗାଡି ଅଇ ଆଚେ । ସେ ଦେଇ ରଇବା ସୁଆଦ୍‌ ସେମନ୍‌ ଚାକିଆଚତ୍‌ । ଆରି ସୁକଲ୍‌ଆତ୍‌ମା ପାଇଆଚତ୍‌ ।
5 who have tasted the goodness of the word of God and the powers of the coming age— (aiōn g165)
ପର୍‌ମେସରର୍‌ ବାକିଅ କେଡେକ୍‌ ନିକ ବଲି ସେମନ୍‌ ଜାନିଆଚତ୍‌ । ଆଇବା ଜୁଗେ ତାର୍‍ ଜନ୍‌ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍‌ ଜାନିଆଚତ୍‌ । (aiōn g165)
6 and then have fallen away—to be restored to repentance, because they themselves are crucifying the Son of God all over again and subjecting Him to open shame.
ଏଟା ସବୁ ଅଇଲା ପଚେ ସେମନ୍‌ ତାକର୍‌ ବିସ୍‌ବାସ୍‌ ଆରାଇ ଆଚତ୍‌ । ସେଟାର୍‌ପାଇ ସେମନ୍‌କେ ଆରିତରେକ୍‌ ମନ୍‌ ବାଉଡାଇବାକେ ସଅଜ୍‌ ନାଇ । କାଇକେବଇଲେ ସେମନ୍‌ ପର୍‌ମେସରର୍‌ ପଅକେ ଆରିତରେକ୍‌ କୁର୍‌ସେ ମରାଇକରି ଗୁଲାଇ ଲକର୍‌ ମୁଆଟେ ଇଜତ୍‌ ଜିକ୍‌ଲାଇନି ।
7 For land that drinks in the rain often falling on it and that produces a crop useful to those for whom it is tended receives the blessing of God.
ବର୍‌ସା ପାନି ଜମିଟାନେ ମାର୍‌ଲେ ସେ ପାନି ଜମି ଜିକିନେଇସି । ସେନ୍ତାରି ଜମିକେ ପର୍‌ମେସର୍‌ ଆସିର୍‌ବାଦ୍‌ କର୍‌ସି । ସେନ୍ତାରି ଜମିଟାନେ ଲକ୍‌ମନ୍‌କେ ଦର୍‌କାର୍‌ ଅଇବା ଚାସ୍‌ କରିଅଇସି ।
8 But land that produces thorns and thistles is worthless, and its curse is imminent. In the end it will be burned.
ମାତର୍‌ ସେ ଜମିଟାନେ ଜଦି କାଟା ଗଚ୍‌ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍‌ମେସର୍‌ ଡଣ୍ଡ୍ ଦେଇସି ଆରି ସେଟାମନ୍‌କେ ଜଇଟାନେ ପଡାଇଦେଇସି ।
9 Even though we speak like this, beloved, we are convinced of better things in your case—things that accompany salvation.
ଏ ଆଲାଦର୍‌ ମଇତର୍‌ମନ୍‌, ମୁଇ ଏନ୍ତାରି କଇତେରଇଲେ ମିସା ତମେ ସେନ୍ତାରି ନୁଆସ୍‌ ବଲି ମୁଇ ଜାନି । ତମେ ଆଗ୍‌ତୁଅନି ବିସ୍‌ବାସ୍‌ କଲାସ୍‌ନି ଆରି ତମର୍‌ ଚଲାଚଲ୍‌ତି ନିକ ଆଚେ । ଏ ସବୁ ତମେ ମୁକ୍‌ତି ପାଇରଇବା ଗଟେକ୍‌ ଚିନ୍‌ ।
10 For God is not unjust. He will not forget your work and the love you have shown for His name as you have ministered to the saints and continue to do so.
୧୦କାଇକେବଇଲେ, ପର୍‌ମେସର୍‌ ଅନିଆଇ ନ କରେ । ତମେ କରିରଇବା ନିକ କାମ୍‌ ସେ ନ ପାସ୍‌ରେ । ତାର୍‌ପାଇ ରଇବା ତମର୍‌ ଆଲାଦ୍‌ ମିସା । ସେ ଆଲାଦ୍‌ ତମର୍‌ ବିସ୍‌ବାସି ବାଇବଇନିକେ ସାଇଜ କଲାର୍‌ ପାଇ ତମେ ଦେକାଇ ଆଚାସ୍‌ ।
11 We want each of you to show this same diligence to the very end, in order to make your hope sure.
୧୧ମୁଇ ଜନ୍‌ଟା ମନ୍‍ କଲିନି, ସେଟା ଅଇଲାନି ସାରାସାରି ଜାକ ପର୍‌ମେସର୍‌ ଜନ୍‌ କାତା ଦେଇଆଚେ, ସେଟା ପୁରାପୁରୁନ୍‌ ଅଇବାଜାକ ତମର୍‌ ଆସା ନ ଚାଡା ।
12 Then you will not be sluggish, but will imitate those who through faith and patience inherit what has been promised.
୧୨ସେନ୍ତାରି କଲେ ଅଲସ୍‌ ନଅଇ ବିସ୍‌ବାସ୍‌ ଆରି ମୁର୍‌ଚି ରଇବା ଲକ୍‌ ଅଇସା । ସେନ୍ତାରି ଲକ୍‌ ପର୍‌ମେସର୍‌ ଜନ୍‌ଟା ଦେବାକେ କାତା ଦେଇଆଚେ, ସେମନ୍‌ ସେଟା ପାଇବାଇ ।
13 When God made His promise to Abraham, since He had no one greater to swear by, He swore by Himself,
୧୩ପର୍‌ମେସର୍‌ ଅବ୍‌ରାଆମ୍‍କେ କାତା ଦେଇରଇଲା ବେଲେ, ସେ ପୁରାପୁରୁନ୍‌ କର୍‌ବି ବଲି ସପତ୍‌ କରିରଇଲା । ତାର୍‌ଟାନେ ଅନି ଆରି କେ ମିସା ବଡ୍‌ ନ ରଇଲାକେ ନିଜର୍‌ ନାଉଁ ଦାରି ସପତ୍‌ କଲା ।
14 saying, “I will surely bless you and multiply your descendants.”
୧୪ସେ ଅବ୍‌ରାଆମ୍‍କେ କଇଲା, “ମୁଇ ତମ୍‌କେ ବାଇଦରେ ଆସିର୍‌ବାଦ୍‌ କର୍‌ବି । ଆରି ତର୍‌ କୁଟୁମ୍‌ ଜବର୍‌ କର୍‌ବି ।”
15 And so Abraham, after waiting patiently, obtained the promise.
୧୫ଅବ୍‌ରାଆମ୍ ତାର୍‌ କାତା ଦାରି ଜାଗିରଇଲାକେ, ପର୍‌ମେସର୍‌ ସପତ୍‌ କଲାଟା ସେ ମିଲାଇଲା ।
16 Men swear by someone greater than themselves, and their oath serves as a confirmation to end all argument.
୧୬ଜେଡେବେଲେ ଲକ୍‌ମନ୍‌ ପର୍‌ମାନ୍‌ ସ‍ଇତ୍‌ କର୍‌ବାଇ, ସେମନ୍‌ ବଡ୍‌ଲକ୍‌ମନର୍‌ ନାଉଁ ଦାରି ପର୍‌ମାନ୍‌ ସଇତ୍‌ କର୍‌ବାଇ । ସେନ୍ତାରି କଲେ ସେ ସପତ୍‌ ଲାଗିରଇବା ସବୁ ଦଦାପେଲାକେ ଚିଡାଇସି ।
17 So when God wanted to make the unchanging nature of His purpose very clear to the heirs of the promise, He guaranteed it with an oath.
୧୭ଜନ୍‌ଲକ୍‌ମନ୍‌ ସେ କାତା ଦେଇରଇବାଟା ମିଲାଇବାଇ, ସେମନ୍‌ ଏ ସବୁ ବିସଇ ଜାନତ୍‌ ବଲି ସେ ମନ୍‍ କରିରଇଲା । ତାର୍‌ ମନ୍‌ କେବେ ନ ବାଦ୍‌ଲେ ବଲି ସବୁ ଲକ୍‌ ଜାନିରଅତ୍‌ । ସେଟାର୍‌ପାଇ ସେ ତାର୍‌ କାତାଦେଇ ରଇବାଟାନେ ତାର୍‌ ସପତ୍‌ ମିସା ମିସାଇଲା । ପର୍‌ମେସର୍‌ ଦେଇରଇବା କାତା ଆରି ତାର୍‌ ସପତ୍‌ ସତ୍‌ସେ ।
18 Thus by two unchangeable things in which it is impossible for God to lie, we who have fled to take hold of the hope set before us may be strongly encouraged.
୧୮ଏ ଦୁଇଟା ବିସଇ କେବେ ନ ବାଦ୍‌ଲେ । କାଇକେବଇଲେ ପର୍‌ମେସର୍‌ ମିଚ୍‌ ନ କଏ । ତେବର୍‌ପାଇ ଆମେ ମୁକ୍‌ତି ପାଇରଇବା ଲକ୍‌ମନ୍‌, ଆମର୍‌ ମନେ ବେସି ସାଆସ୍‌ ଦାରିଆଚୁ । ଆରି ତାର୍‌ଟାନେ ରଇବା ଆମର୍‌ ଆସା ଡାଁଟ୍‌ ଆଚେ ।
19 We have this hope as an anchor for the soul, firm and secure. It enters the inner sanctuary behind the curtain,
୧୯ଏ ଆସା ଆମର୍‌ ବିସ୍‌ବାସ୍‌ ଡାଁଟ୍‌ କରାଇସି । କାଇକେବଇଲେ ସେଟା ପୁରାପୁରୁନ୍‌ ଅଇସିଆକା । ଅମର୍‌ ଆସାର୍‍ ଲାଗି ଆମେ ପର୍‌ମେସରର୍‌ ଜାଗାଇ ପୁରିଆଚୁ । ଏଟା ଜେନ୍ତାରି ବଡ୍‌ ପୁଜାରି ମନ୍ଦିରର୍‌ ଅଦିକ୍‌ ସୁକଲ୍‌ ଜାଗାଇ ପୁର୍‌ସି । ଜନ୍‌ ଜାଗା କି ପାର୍‌ଦା ବିତ୍‌ରେ ଲୁଚିରଇସି ।
20 where Jesus our forerunner has entered on our behalf. He has become a high priest forever in the order of Melchizedek. (aiōn g165)
୨୦ସେ ଜାଗାଇସେ ଆମର୍‌ ଜିସୁ ଆଗ୍‌ତୁ ଜାଇଆଚେ । ଆରି ସବୁଦିନର୍‌ପାଇ ମଲ୍‌କିସେଦକର୍‍ ପୁଜାରି ପଦ୍‌ ପାରା ସେ ବଡ୍‌ ପୁଜାରି ଅଇଲାଆଚେ । (aiōn g165)

< Hebrews 6 >