< Acts 22 >
1 “Brothers and fathers, listen now to my defense before you.”
୧“ମର୍ ସଙ୍ଗାରି ଜିଉଦି ବାଇ ଆରି ବାବାମନ୍, ମର୍ ନିଜର୍ବାଟେଅନି ମୁଇ ଜାଇଟା କଇଲିନି ସେଟା ସୁନା!”
2 When they heard him speak to them in Hebrew, they became even more silent. Then Paul declared,
୨ସେମନର୍ ସଙ୍ଗ୍ ସେ ଇବ୍ରୁ ବାସାଇ କାତା କଇବାଟା ସୁନି, ଲକ୍ ମାନ୍ଦା ଚୁପ୍ଚାପ୍ ଅଇଲାଇ ଆରି ପାଉଲ୍ କଇବାକେ ଦାର୍ଲା,
3 “I am a Jew, born in Tarsus of Cilicia, but raised in this city. I was educated at the feet of Gamaliel in strict conformity to the law of our fathers. I am just as zealous for God as any of you here today.
୩“ମୁଇ ଗଟେକ୍ ଜିଉଦି ଲକ୍, ସିଲିସିଆର୍ ତାର୍ସିସେ ମର୍ ଜନମ୍, ମାତର୍ ମୁଇ ଜିରୁସାଲାମେ କାଇପିଇ ବଡ୍ ଅଇରଇଲି ଆରି ଗମଲିଏଲର୍ ସିସ୍ ରଇଲି । ଆମର୍ ଆନିଦାଦିମନର୍ ରିତିନିତି, ମୁଇ ଟିକ୍ ଇସାବେ ସିକିରଇଲି ଆରି ତମର୍ ପାରା ପର୍ମେସର୍କେ ମାନିକରି ଜିଇତେରଇଲି ।
4 I persecuted this Way even to the death, detaining both men and women and throwing them into prison,
୪ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ମାର୍ଦାର୍ କରି ସେମନ୍କେ ମରାଇଦେଇତେ ରଇଲି । ମାଇଜିଟକି ମୁନୁସ୍ପିଲା ସବୁକେ ବାନ୍ଦିକରି ବନ୍ଦି ଗରେ ପୁରାଇ ଦେଇତେ ରଇଲି ।
5 as the high priest and the whole Council can testify about me. I even obtained letters from them to their brothers in Damascus, and I was on my way to apprehend these people and bring them to Jerusalem to be punished.
୫ମର୍ ଏ କାତା ପୁରା ସତ୍ । ବଡ୍ ପୁଜାରି ଆରି ବଡ୍ ସବାର୍ ସବୁ ପାର୍ଚିନ୍ମନ୍ ସାକି ଆଚତ୍ । ଲକ୍ମନ୍କେ ବନ୍ଦି କରି ସିକ୍ଲି ସଙ୍ଗ୍ ବାନ୍ଦି ଜିରୁସାଲାମ୍ ଦାରିଆଇବାକେ, ମୁଇ ବଡ୍ ପୁଜାରିର୍ ଟାନେଅନି ଆଦେସ୍ ପତର୍ ପାଇ, ଦାମାସ୍କସେ ରଇବା ଜିଉଦି ବାଇମନର୍ ଲଗେ ଗାଲି ।”
6 About noon as I was approaching Damascus, suddenly a bright light from heaven flashed around me.
୬“ମୁଇ ଜେଡେବେଲା ବାରଇ ଜିରୁସାଲମେ ଜିବାବେଲେ ଦାମାସ୍କସ୍ ଲଗାଲଗି ଅଇଲି, ପାକାପାକି ମୁଣ୍ଡ୍ବେଲାଇ, ଆକାସେଅନି ଗଟେକ୍ ଉଜଲ୍ ମର୍ ଚାରିବେଡ୍ତି ଉଜଲ୍ ଅଇଗାଲା ।”
7 I fell to the ground and heard a voice say to me, ‘Saul, Saul, why do you persecute Me?’
୭ମୁଇ ବୁଏଁ ଉମ୍ତାଡିଅଇ ଅଦ୍ରିଗାଲି ଆରି ମର୍ପାଇ ଏ କାତା ସୁନ୍ଲି, ସାଉଲ୍, ସାଉଲ୍! ମକେ ତୁଇ କାଇକେ କସ୍ଟ ଦେଲୁସ୍ନି?
8 ‘Who are You, Lord?’ I asked. ‘I am Jesus of Nazareth, whom you are persecuting,’ He replied.
୮ମୁଇ ପାଚାର୍ଲି, “ମାପ୍ରୁ, ତମେ କେ? ସେ ମକେ କଇଲା, ‘ତମେ ଜାକେ କସ୍ଟ ଦେଲାସ୍ନି’ ମୁଇ ସେ ନାଜରିତର୍ ଜିସୁ ।”
9 My companions saw the light, but they could not understand the voice of the One speaking to me.
୯ମର୍ସଙ୍ଗ୍ ରଇଲା ଲକ୍ ସେ ଉଜଲ୍ ଦେକ୍ଲାଇ, ମାତର୍ ମର୍ ସଙ୍ଗ୍ କାତା ଅଇବା ଲକର୍ ସର୍ ସୁନି ନାପାର୍ଲାଇ ।
10 Then I asked, ‘What should I do, Lord?’ ‘Get up and go into Damascus,’ He told me. ‘There you will be told all that you have been appointed to do.’
୧୦ମୁଇ ପାଚାର୍ଲି, “ମାପ୍ରୁ, ମୁଇ କାଇଟା କର୍ବି?” ମାପ୍ରୁ ମକେ କଇଲା, “ଉଟ୍, ଆରି ଦାମାସ୍କସେ ଜାଆ, ପରମେସର୍ ତର୍ ପାଇ ଜନ୍ କାମ୍ ଟିକ୍ କଲା ଆଚେ, ସେଟା ତମ୍କେ ତେଇ ଜାନାଇ ଦିଆଅଇସି ।”
11 Because the brilliance of the light had blinded me, my companions led me by the hand into Damascus.
୧୧ସେ ଉଜଲ୍ ଏତେକ୍ ଉଜଲ୍ ରଇଲା ଜେ, ସେ ଉଜଲର୍ ବପୁ ସଙ୍ଗ୍, ମୁଇ କାଣା ଅଇଜାଇରଇଲି । ସେଟାର୍ପାଇ ମର୍ ସଙ୍ଗ୍, ଜିବା ଲକ୍ମନ୍, ମର୍ ଆତେ ଦାରି, ମକେ ଦାମାସ୍କସେ ଡାକିନେଲାଇ ।
12 There a man named Ananias, a devout observer of the law who was highly regarded by all the Jews living there,
୧୨ଦାମାସ୍କାସେ ଅନନିଅ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ଆମର୍ ରିତିନିତି ନାମି କରି ରଇଲା, ତେଇ ରଇବା ଜିଉଦିମନ୍ ସବୁ ତାକେ ବେସି ନାମ୍ତେ ରଇଲାଇ ।
13 came and stood beside me. ‘Brother Saul,’ he said, ‘receive your sight.’ And at that moment I could see him.
୧୩ସେ ମର୍ଲଗେ ଆସି ଟିଆଅଇ କଇଲା, “ବାଇ ସାଉଲ୍, ତୁଇ ଆଁକି ଆରି ତରେକ୍ ଦେକ୍ ।” ଟିକ୍ ସେ ଦାପ୍ରେ, ମୁଇ ଆରି ତରେକ୍ ଦେକ୍ବା ବପୁ ପାଇଲି ।
14 Then he said, ‘The God of our fathers has appointed you to know His will, and to see the Righteous One, and to hear His voice.
୧୪ସେ କଇଲା, “ଆମର୍ ଆନିଦାଦିର୍ ମାପ୍ରୁ ସେ ମନ୍କର୍ବାଟା ଜାନ୍ବାକେ, ତାର୍ ଦରମର୍ ଦାଙ୍ଗ୍ଡାକେ ଦେକ୍ବାକେ ଆରି ତାର୍ କାତା ସୁନ୍ବାକେ, ତକେ ବାଚ୍ଲା ଆଚେ ।
15 You will be His witness to everyone of what you have seen and heard.
୧୫ତୁଇ କାଇଟା ଦେକିଆଚୁସ୍ ଆରି ସୁନି ଆଚୁସ୍, ସେଟା ସବୁ ଲକର୍ ଲଗେ ଦେକାଇବାକେ ଆରି ସୁନାଇବାକେ ତାକର୍ ସାକି ଅଇସୁ ।
16 And now what are you waiting for? Get up, be baptized, and wash your sins away, calling on His name.’
୧୬ଆରି କାଇକେ ଅଲ୍ସମ୍ କଲୁସ୍ନି? ଉଟ୍, ଡୁବନ୍ ନେ, ଆରି ତାକେ ପାର୍ତନା କରି ତର୍ ସବୁ ପାପେଅନି ପରିଚଲ୍ ଅ ।”
17 Later, when I had returned to Jerusalem and was praying at the temple, I fell into a trance
୧୭“ମୁଇ ଜିରୁସାଲମେ ବାଉଡି ଜାଇ, ତେଇର୍ ମନ୍ଦିରେ ପାର୍ତନା କର୍ବାବେଲେ, ମକେ ମାପ୍ରୁର୍ ଦର୍ସନ୍ ମିଲ୍ଲା ।
18 and saw the Lord saying to me, ‘Hurry! Leave Jerusalem quickly, because the people here will not accept your testimony about Me.’
୧୮ମାପ୍ରୁ ମକେ ନିଜେ ଦେକାଇଅଇ କଇଲା, ଦାପ୍ରେ ଜିରୁସାଲମ୍ ଚାଡି ଉଟି ଜା, କାଇକେ ବଇଲେ ଇତିର୍ ଲକ୍ମନ୍ ମର୍ ବିସଇ, ତୁଇ ସାକିଦେବାଟା ନ ନାମତ୍ ।”
19 ‘Lord,’ I answered, ‘they know very well that in one synagogue after another I imprisoned and beat those who believed in You.
୧୯ମୁଇ କଇଲି “ମାପ୍ରୁ, ମୁଇ ପାର୍ତନା ଗର୍ମନ୍କେ ଜାଇ, ତମ୍କେ ବିସ୍ବାସ୍ କର୍ବା ଲକ୍ମନ୍କେ, କେନ୍ତାରି ବନ୍ଦି କରି ରଇଲି ଆରି ମାଡ୍ ମାରି ରଇଲି, ଏଟା ସେମନ୍ ନିକ ସଙ୍ଗ୍ ଜାନତ୍ ।
20 And when the blood of Your witness Stephen was shed, I stood there giving my approval and watching over the garments of those who killed him.’
୨୦ଆରି ଜେଡେବେଲ୍ ତମର୍ ସାକି ଦେଇ ରଇବା ତିପାନ୍କେ ମରାଇଦେଲାଇ, ମୁଇ ନିଜେ ତେଇ ରଇଲି, ତାକେ ମାରି ମରାଇଦେବାକେ ରାଜିଅଇରଇଲି । ମାରୁମନର୍ ବେଟ୍ଲା ବସ୍ତର୍ ଜାଗି ରଇଲି ।”
21 Then He said to me, ‘Go! I will send you far away to the Gentiles.’”
୨୧ମାପ୍ରୁ ମକେ କଇଲା, “ଜାଆ ମୁଇ ତକେ ବେସି ଦୁରିକେ ଜିଉଦି ନଇଲା ଲକ୍ମନର୍ ଲଗେ ପାଟାଇବି ।”
22 The crowd listened to Paul until he made this statement. Then they lifted up their voices and shouted, “Rid the earth of him! He is not fit to live!”
୨୨ପାଉଲ୍ ଏ କାତା କଇବାଜାକ ଲକ୍ମନ୍ ମନ୍ଦିଆନ୍ ଦେଇ ସୁନ୍ତେ ରଇଲାଇ, ମାତର୍ ତାର୍ ପଚେ ସେମନ୍ ଆଉଲିଅଇକରି କଇଲାଇ, “ତାକେ ଜଗତେଅନି ବାର୍କରାଇ ଦିଆସ୍! ମରାଇ ଦିଆସ୍, ସେନ୍ତା ଲକ୍ ଜିଇବାକେ ଲଡା ନାଇ!”
23 As they were shouting and throwing off their cloaks and tossing dust into the air,
୨୩ସେମନ୍ ଆଉଲି ଅଇକରି ବସ୍ତର୍ ଉପ୍ରେ ଉଡାଇତେରଇଲାଇ ଆରି ଦୁଲି ମିସା ଉପ୍ରେ ଉଡାଇତେ ରଇଲାଇ ।
24 the commander ordered that Paul be brought into the barracks. He directed that Paul be flogged and interrogated to determine the reason for this outcry against him.
୨୪ରମିୟ ସନିଅମନର୍ ମୁକିଆ ପାଉଲ୍କେ ଗଡ୍ ବିତ୍ରେ ଦାରିଜିବାକେ ସନିଅମନ୍କେ ତିଆର୍ଲା ଆରି ଜିଉଦିମନ୍ କାଇକେ ତାର୍ ବିରୁଦେ ଆଉଲି ଅଇଲାଇନି, ସେଟା ଜାନ୍ବାକେ ପାଉଲ୍କେ କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲା ।
25 But as they stretched him out to strap him down, Paul said to the centurion standing there, “Is it lawful for you to flog a Roman citizen without a trial?”
୨୫ମାତର୍ ସେମନ୍ ତାକେ କର୍ଡା ମାର୍ବାକେ ବାନ୍ଦିରଇଲା ବେଲେ, ପାଉଲ୍ ତେଇ ରଇବା ଗଟେକ୍ ଅଦିକାରିକେ କଇଲା, “କାଇ ଦସ୍ ନ ରଇକରି ଏବେ ଜାକ ବିଚାର୍ନା ନ ଅଇରଇବା ଗଟେକ୍ ରମିଅ ଲକ୍କେ କର୍ଡା ସଙ୍ଗ୍ ମାର୍ବାଟା, ଏଟା ତୁଇ ନିୟମ୍ ମାନ୍ଲୁସ୍ନି କି?”
26 On hearing this, the centurion went and reported it to the commander. “What are you going to do?” he said. “This man is a Roman citizen.”
୨୬ଏ କାତା ସୁନିକରି ସନିଅ ଗାଲା ଆରି ସନିଅମନର୍ ମୁକିଅକେ କଇଲା, “ତୁଇ କାଇଟା କଲୁସ୍ନି? ଏ ଗଟେକ୍ ରମିଅ ଲକ୍!”
27 The commander went to Paul and asked, “Tell me, are you a Roman citizen?” “Yes,” he answered.
୨୭ସନିଅମନର୍ ମୁକିଅ ପାଉଲର୍ ଲଗେ ଜାଇ ପାଚାର୍ଲା, “ସତଇସେ ତମେ କାଇ, ରମିଅ ଲକ୍ କି?” ପାଉଲ୍ ଉତର୍ ଦେଲା “ଉଁ ।”
28 “I paid a high price for my citizenship,” said the commander. “But I was born a citizen,” Paul replied.
୨୮ସେନାପତି କଇଲା, “ମୁଇ ରମିଅ ସର୍କାର୍କେ ଡାବୁ ଦେଇକରି ଗଟେକ୍ ରମିଅ ଲକ୍ ଅଇଲି ଆଚି ।” ପାଉଲ୍ କଇଲା “ମାତର୍ ମୁଇ ଜନମ୍ କଲାବେଲେଅନି ରମିଅ ଲକ୍ ।”
29 Then those who were about to interrogate Paul stepped back, and the commander himself was alarmed when he realized that he had put a Roman citizen in chains.
୨୯ଏଟା ସୁନିକରି ଜନ୍ଲକ୍ମନ୍ ପାଉଲ୍କେ ପାଚାର୍ବାର୍ ଜାଇରଇଲାଇ, ସେମନ୍ ପଚ୍କେ ଗୁଚ୍ଲାଇ । ପାଉଲ୍ ଗଟେକ୍ ରମିୟ ଲକ୍ ବଲି ଜାନ୍ଲାକେ, ସେମନର୍ ନେତା ମିସା ଡର୍ଲା । କାଇକେବଇଲେ ପାଉଲ୍କେ ସିକ୍ଲି ସଙ୍ଗ୍ ବାନ୍ଦ୍ବାକେ ସେ ସେ ତିଆରିରଇଲା ।
30 The next day the commander, wanting to learn the real reason Paul was accused by the Jews, released him and ordered the chief priests and the whole Sanhedrin to assemble. Then he brought Paul down and had him stand before them.
୩୦ଜିଉଦିମନ୍ ପାଉଲ୍କେ କାଇବଲି ନିନ୍ଦା କର୍ତେରଇଲାଇ, ସେଟା ଜାନ୍ବାକେ ସନିଅମନର୍ ମୁକିଅ ମନ୍ କର୍ତେରଇଲା । ତେବର୍ପାଇ ତାର୍ ଆର୍କର୍ ଦିନେ ସବୁ ପୁଜାରିମନ୍କେ ଆରି ବଡ୍ ସବାର୍ ମେମର୍ମନ୍କେ ରୁଣ୍ଡାଇବାକେ ତିଆର୍ଲା । ତାର୍ ପଚେ ସେ ପାଉଲ୍କେ ବାନ୍ଦ୍ଲା ସିକ୍ଲି କୁସ୍ଲାଇ, ଦାରିକରି ଆନ୍ଲା ଆରି ବଡ୍ ସବାଇ ତାକର୍ ମୁଆଟେ ଟିଆ କରାଇଲା ।