< Acts 18 >
1 After this, Paul left Athens and went to Corinth.
ଇ ସଃବୁ ଗଃଟ୍ଣା ହଃଚେ ସେ ଆତିନି ହୁଣି କରନ୍ତିକେ ଗଃଲା ।
2 There he found a Jew named Aquila, a native of Pontus, who had recently come from Italy with his wife Priscilla because Claudius had ordered all the Jews to leave Rome. Paul went to visit them,
ଆର୍ ସେ ଆକିଲା ନାଉଁଆର୍ ଗଟେକ୍ ଜିଉଦିଲକେ ବେଟ୍ ଅୟ୍ଲା, ପନ୍ତ ତାର୍ ଜଃଲମ୍ ମାଟି ଅଃଳକ୍ ଦିନ୍ ଅୟ୍ଲି ତାର୍ ଡକୁର୍ସି ପ୍ରିସ୍କିଲା ଇତାଲିଆ ହୁଣି ଆସି ରିଲି, କାୟ୍ତାକ୍ ବଃଲେକ୍ କ୍ଲାଉଦିଆ ସଃବୁ ଜିଉଦିମଃନ୍କେ ରମ୍ ହୁଣି ବାରାୟ୍ ଜଃଉଁକେ ବଲ୍ ଦଃୟ୍ ରିଲା । ପାଉଲ୍ ସେମଃନାର୍ ସଃଙ୍ଗ୍ ବେଟ୍ ଅଃଉଁକେ ଗଃଲା ।
3 and he stayed and worked with them because they were tentmakers by trade, just as he was.
ଆର୍ ସେମଃନ୍ ସଃଙ୍ଗ୍ ରିଲା, ଆର୍ କାମ୍ କଃରୁକେ ଦଃର୍ଲା, କାୟ୍ତାକ୍ବଃଲେକ୍ ସେମଃନ୍ ତୁମ୍ ବୁଣ୍ତା ଲକ୍ ରିଲାୟ୍ ଏହେଁ ଇ ବେବାରେ ଜିଉତିରିଲା ।
4 Every Sabbath he reasoned in the synagogue, trying to persuade Jews and Greeks alike.
ଆରେକ୍ ହଃତି ବିସାଉଁଣିବାର୍ ଦିନ୍ ସେ ପାର୍ତ୍ନା ଗଃରେ ଆଲ୍ଚଃନା କଃରି ଜିଉଦି ଆର୍ ଗ୍ରିକ୍ ମଃନାର୍ ବିସ୍ୱାସ୍ କଃରାଉଁକ୍ ମଃନ୍ ହାଚ୍ତି ରିଲା ।
5 And when Silas and Timothy came down from Macedonia, Paul devoted himself fully to the word, testifying to the Jews that Jesus is the Christ.
ସଃଡେବଃଳ୍ ସିଲା ଆର୍ ତିମତି ମାକିଦନିଆୟ୍ ହୁଣି ଆୟ୍ଲାୟ୍ ସଃଡେବଃଳ୍ ପାଉଲ୍ ମାପ୍ରୁର୍ କଃତା ପର୍ଚାର୍ କଃରୁକେ ଲାଗିହଃଳିରିଲା, ଆର୍ ଜିସୁ ଜେ କ୍ରିସ୍ଟ ବଃଲେକ୍ ମସିଅ ଇରି ଜିଉଦି ମଃନ୍କେ ସାକି ଦେତିରିଲା ।
6 But when they opposed and insulted him, he shook out his garments and told them, “Your blood be on your own heads! I am innocent of it. From now on I will go to the Gentiles.”
ମଃତର୍ ସେମଃନ୍ ବିରଦ୍ ଆର୍ ଲିନ୍ଦା କଃଲାୟ୍, ସେ ଅଃହ୍ଣାର୍ ହଃଚ୍ୟା ହାହଳି ସେମଃନ୍କେ କୟ୍ଲା, ତୁମିମଃନାର୍ ବଃନି ତୁମାର୍ ମୁଣ୍ଡେ ହଃଳ, ମୁୟ୍ଁ ନିର୍ଦସ୍, ଅଃବେହୁଣି ମୁୟ୍ଁ ଅଜିଉଦି ଲକ୍ମଃନାର୍ ତଃୟ୍ ଜାଇନ୍ଦ୍ ।
7 So Paul left the synagogue and went next door to the house of Titus Justus, a worshiper of God.
ସେତାକ୍ ସେ ଟାଣ୍ ହୁଣି ତିତସ୍ ଜୁସ୍ତ ନାଉଁଆର୍ ଇସ୍ୱର୍ ବିସ୍ୱାସି ଗଃରେ ଗଃଲା, ସେତି ପାର୍ତ୍ନା କଃରୁକେ ଲାଗିରିଲି ।
8 Crispus, the synagogue leader, and his whole household believed in the Lord. And many of the Corinthians who heard the message believed and were baptized.
ମଃତର୍ ପାର୍ତ୍ନା ଗଃରାର୍ ମୁଳିକା କ୍ରିସ୍ପ ଆର୍ ଗଃର୍କୁଟୁମ୍ ମାପ୍ରୁକ୍ ବିସ୍ୱାସ୍ କଃଲାୟ୍, ଆର୍ କରନ୍ତି ଲକ୍ମଃନାର୍ ବିତ୍ରେ ଗାଦେକ୍ ଲକ୍ ସିକ୍ୟା ସୁଣି ବିସ୍ୱାସ୍ କଃରୁକେ ଦଃର୍ଲାୟ୍ ଆର୍ ବାପ୍ତିସମ୍ ନିଲାୟ୍ ।
9 One night the Lord spoke to Paul in a vision: “Do not be afraid; keep on speaking; do not be silent.
ଆରେକ୍ ମାପ୍ରୁ ରାତିବଃଳ୍ ଦଃକାୟ୍ଅୟ୍ ପାଉଲ୍କେ କୟ୍ଲା, “ଡିର୍ ନାୟ୍, ତୁନ୍ ନଃହାଳି ପର୍ଚାର୍ କଃରୁକେ ବନ୍ଦ୍ ନଃକେର୍ ।
10 For I am with you and no one will lay a hand on you, because I have many people in this city.”
କାୟ୍ତାକ୍ବଃଲେକ୍ ଅଃମି ତର୍ ସଃଙ୍ଗ୍ ଆଚୁ କୁୟ୍ ଲକ୍ ତକ୍ କାୟ୍ କଃରୁକେ ନାହାରେ, ବଃଲେକ୍ ଅଃମାର୍ ଗାଦେକ୍ ଲକ୍ ଇ ଗଃଳେ ଆଚ୍ତି ।”
11 So Paul stayed for a year and a half, teaching the word of God among the Corinthians.
ଆରେକ୍ ସେ ସେମଃନାର୍ ତଃୟ୍ ଇସ୍ୱରାର୍ କଃତା ସିକ୍ୟା ଦଃୟ୍ ବଃର୍ସେକ୍ ଚଅ ମାସ୍ ସେତି ବାସ୍ କଃଲା ।
12 While Gallio was proconsul of Achaia, the Jews coordinated an attack on Paul and brought him before the judgment seat.
ମଃତର୍ ଗାଲିଅନ୍ ଆକାୟା ରମିୟ ରାଇଜ୍ କଃର୍ତା ବଃଳ୍ ଜିଉଦିମଃନ୍ ଜେ ପାଉଲ୍ ବିରଦେ ଉଟି ତାକେ ବେରାଣ୍ ମଃଣ୍ଡାୟ୍ ବିଚାର୍ କଃରୁକେ ଆଣି କୟ୍ଲାୟ୍ ।
13 “This man is persuading the people to worship God in ways contrary to the law,” they said.
“ଇ ଲକ୍ ମସାର୍ ବିଦିର୍ ବିରଦାର୍ ଇସ୍ୱର୍କେ ସେବା କଃରୁକେ ଲକ୍ମଃନ୍କେ ବୁଲ୍କାଉଁଲା ।”
14 But just as Paul was about to speak, Gallio told the Jews, “If this matter involved a wrongdoing or vicious crime, O Jews, it would be reasonable for me to hear your complaint.
ମଃତର୍ ପାଉଲ୍ ଟଣ୍ଡ୍ ହୁଟାୟ୍ କଃତା କଃଉଁକ୍ ଦଃର୍ଲା ବଃଳ୍, ଗାଲିଅନ୍ ଜିଉଦିମଃନ୍କେ କୟ୍ଲା, “ଏ ଜିଉଦିମଃନ୍ କାୟ୍ ଅଃନ୍ୟାୟ୍ ଅୟ୍ରିଲେକ୍ ସଃମ୍ବାଳିକଃରି ତୁମିମଃନାର୍ କଃତା ସୁଣୁକ୍ ଟିକ୍ ଅୟ୍ଲି ହୁଣି ।
15 But since it is a dispute about words and names and your own law, settle it yourselves. I refuse to be a judge of such things.”
ମଃତର୍ ଇ ସଃବୁ ଅଃବ୍କା କଃତା, ନାଉଁ ଆର୍ ଅଃର୍ତ୍ ତୁମିମଃନାର୍ ମସାର୍ ବିଦିର୍ କଃତା ଲାଗି, ତୁମିମଃନ୍ ବୁଜା, ମୁୟ୍ଁ ଇ ସଃବୁ କଃତା ବିଚାର୍ ନଃକେରି ।”
16 And he drove them away from the judgment seat.
ଇରି କୟ୍ ସେମଃନ୍କେ ବେରାଣେ ହୁଣି ବାର୍କଃରି କଃଦ୍ଲା ।
17 At this, the crowd seized Sosthenes the synagogue leader and beat him in front of the judgment seat. But none of this was of concern to Gallio.
ସେତାକ୍ ସଃବୁ ଲକ୍ ପାର୍ତ୍ନା ଗଃରାର୍ ମୁଳିକା ସସ୍ତନାକେ ଦଃରି ବେରାଣ୍ ମୁୟେ ମାଡ୍ ମାରୁକ୍ ଦଃର୍ଲାୟ୍, ମଃତର୍ ଗାଲିଅନ୍ ସେ ସଃବୁ କଃତାକ୍ ନଃମାନ୍ଲା ।
18 Paul remained in Corinth for quite some time before saying goodbye to the brothers. He had his head shaved in Cenchrea to keep a vow he had made, and then he sailed for Syria, accompanied by Priscilla and Aquila.
ପାଉଲ୍ ବୁତେକ୍ ଦିନ୍ ଦଃରି କରନ୍ତିଏ ବିସ୍ୱାସି ବାୟ୍ବେଣିମଃନାର୍ ସଃଙ୍ଗ୍ ରିଲା । ତାର୍ ହଃଚେ ସେଲଃଗେ ରିଲା ସିକିରାକେ ଗଃଲା, ହୁର୍ବାର୍ ତାର୍ ଗଟେକ୍ ମାନ୍ସିକ୍ କଃରିରିଲା ହଃର୍କାରେ କେଙ୍କେରିଆ ତଃୟ୍ଁ ସେ ତାର୍ ମୁଣ୍ଡ୍ କୁରାୟ୍ଲା । ତାର୍ହଃଚେ ପ୍ରିସ୍କିଲା ଆର୍ ଆକିଲା ସଃଙ୍ଗ୍ ହାଣି ଜାଜେ ସିରିଆ ଜଃଉଁକେ ବାରାୟ୍ଲା ।
19 When they reached Ephesus, Paul parted ways with Priscilla and Aquila. He himself went into the synagogue there and reasoned with the Jews.
ହଃଚେ ସେମଃନ୍ ଏପିସିଏ ହଚ୍ଲାୟ୍, ଆରେକ୍ ସେଟାଣେ ସେମଃନ୍କେ ଚାଡି ନିଜେ ପାର୍ତ୍ନା ଗଃର୍ ବିତ୍ରେ ଜାୟ୍ ଜିଉଦିମଃନ୍କାର୍ ସଃଙ୍ଗ୍ ଆଲ୍ଚଃନା କଃଲା ।
20 When they asked him to stay for a while longer, he declined.
ଆରେକ୍ ସେମଃନ୍ ତାକେ ଅଃଦିକ୍ ଦିନ୍ ରେଉଁକ୍ ଗଃଉଆରି କଃଲାୟ୍, ମଃତର୍ ସେ ମଃନ୍ ନଃକେଲା ।
21 But as he left, he said, “I will come back to you if God is willing.” And he set sail from Ephesus.
ମଃତର୍ ସେମଃନାର୍ ତଃୟ୍ହୁଣି ମେଲାଣି ନଃୟ୍ କୟ୍ଲା, “ଇସ୍ୱରାର୍ ଇଚା ଅୟ୍ଲେକ୍, ଆରେକ୍ ଗଟ୍ତର୍ ତୁମାର୍ ତଃୟ୍ ବାଉଳି ଆସିନ୍ଦ୍ ।” ଆରେକ୍ ସେ ଏପିସିଏ ହୁଣି ହାଣି ଜାଜେ ଚଃଗି ଗଃଲା ।
22 When Paul had landed at Caesarea, he went up and greeted the church at Jerusalem. Then he went down to Antioch.
କାଇସରିଆ ହଃଚି ସେ ଜାଜେ ହୁଣି ଉତୁର୍ଲା ଆର୍ ଜାୟ୍ ବିସ୍ୱାସିମଃନ୍କେ ଜୁଆର୍ କଃରି ଆନ୍ତିଅକିଆକ୍ ଗଃଲା ।
23 After Paul had spent some time in Antioch, he traveled from place to place throughout the region of Galatia and Phrygia, strengthening all the disciples.
ସେଟାଣେ କଃତି ଦିନ୍ ରିଲା ହଃଚେ ସେ ସେତି ହୁଣି ଗଃଲା, ଆର୍ ଗାଲାତି ହଲି ଆର୍ ପ୍ରୁଗିଆ ବାଟ୍ ଜଃଉଁଜଃଉଁ ଚେଲାମଃନ୍କେ ସାସ୍ଦିଲା ।
24 Meanwhile a Jew named Apollos, a native of Alexandria, came to Ephesus. He was an eloquent man, well versed in the Scriptures.
ଇ ବିତ୍ରେ ଆପଲ୍ ନାଉଁଆର୍ ଗଟେକ୍ ଜିଉଦି ଏପିସିଏ ଆୟ୍ଲା, ତାର୍ ଜଃଲମ୍ ମାଟି ଆଲେକ୍ଜେଣ୍ଡ୍ରିଆ, ନିକ କଃଉଁ ହାର୍ତାର୍ ଆର୍ ଦଃର୍ମ୍ ସାସ୍ତର୍ ଜାଣ୍ଲା ଲକ୍ ରିଲା ।
25 He had been instructed in the way of the Lord and was fervent in spirit. He spoke and taught accurately about Jesus, though he knew only the baptism of John.
ଇ ମାନାୟ୍ ମାପ୍ରୁର୍ ବାଟ୍ ବିସୟେ ସିକ୍ୟା ହାୟ୍ରିଲା, ଆରେକ୍ ଆତ୍ମାୟ୍ ହୁର୍ନ୍ ଅୟ୍ ଜିସୁର୍ କଃତା ନିକ କଃରି ସିକ୍ୟା ଦେତିରିଲା ମଃତର୍ ସେ ଅଃବ୍କା ଜହନାର୍ ବାପ୍ତିସମ୍ କଃତା ଜାଣିରିଲା ।
26 And he began to speak boldly in the synagogue. When Priscilla and Aquila heard him, they took him in and explained to him the way of God more accurately.
ସେ ପାର୍ତ୍ନା ଗଃରେ ସାସ୍ ଦଃରି ସିକ୍ୟା ଦେଉଁକ୍ଦଃର୍ଲା । ମଃତର୍ ପ୍ରିସ୍କିଲା ଆର୍ ଆକିଲା ତାର୍ କଃତା ସୁଣି ତାକାର୍ ସଃଙ୍ଗ୍ ନୟ୍ ଅଃଦିକ୍ ନିକ କଃରି ଇସ୍ୱରାର୍ ବାଟ୍ କଃତା ସେମଃନ୍ ବୁଜାୟ୍ଲାୟ୍ ।
27 When Apollos resolved to cross over to Achaia, the brothers encouraged him and wrote to the disciples there to welcome him. On his arrival, he was a great help to those who by grace had believed.
ସେ ଆକାୟା ଦେସ୍କେ ଜଃଉଁକେ ମଃନ୍କଃଲାକ୍ ବାୟ୍ମଃନ୍ ତାକେ ବଃର୍ସା ଦଃୟ୍ ତାକେ ଆଗଳି ଦଃରୁକ୍ ଚେଲାମଃନ୍କେ ଚିଟି ଲେକ୍ଲାୟ୍ । ସେ ସେତି ହଚି ଜୁୟ୍ମଃନ୍ ସଃତ୍କଃରି ରିଲାୟ୍, ଇସ୍ୱର୍ ଦଃୟା ତଃୟ୍ ସେମଃନାର୍ କଃତେକ୍ ଉହ୍କାର୍ କଃଲା ।
28 For he powerfully refuted the Jews in public debate, proving from the Scriptures that Jesus is the Christ.
କାୟ୍ତାକ୍ବଃଲେକ୍ ଜିସୁ ଜେ କ୍ରିସ୍ଟ, ଇରି ଦଃର୍ମ୍ ସାସ୍ତର୍ ତଃୟ୍ହୁଣି ବୁଜାୟ୍ ସେ ଡାକେହାକେ ସଃକ୍ତିର୍ ସଃଙ୍ଗ୍ ଜିଉଦିମଃନାର୍ କଃତାକ୍ କାଟ୍ତିରିଲା ।