< Acts 16 >
1 Paul came to Derbe and then to Lystra, where he found a disciple named Timothy, the son of a believing Jewish woman and a Greek father.
୧ତେଇଅନି ପାଉଲ୍ ଦର୍ବି ଆରି ଲୁସ୍ତାରାଇ ଆଇଲା । ସେ ନଅରେ ତିମତି ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା । ତାର୍ ମାଆ ଗଟେକ୍ ଜିଉଦି ବିସ୍ବାସି ରଇଲା । ମାତର୍ ତାର୍ ବାବା ଗଟେକ୍ ଗିରିକ୍ ଲକ୍ ରଇଲା ।
2 The brothers in Lystra and Iconium spoke well of him.
୨ଲୁସ୍ତାରା ଆରି ଇକନିଅତେଇ ରଇବା ସବୁ ବିସ୍ବାସି ବାଇମନ୍ ତିମତିକେ ସନ୍ମାନ୍ କର୍ତେରଇଲାଇ ।
3 Paul wanted Timothy to accompany him, so he took him and circumcised him on account of the Jews in that area, for they all knew that his father was a Greek.
୩ପାଉଲ୍ ତାର୍ ସଙ୍ଗ୍ ତିମତିକେ ନେବାକେ ମନ୍ କଲା, ସେଟାର୍ପାଇ ଜିବା ଆଗ୍ତୁ ମସାର୍ ନିୟମ୍ ଇସାବେ ତାକେ ସୁନତ୍ କଲା । ଜେନ୍ତିକି ସେ ଜାଗାର୍ ଜିଉଦିମନ୍ ତାକେ ନିନ୍ଦା ନ କରତ୍ । କାଇକେବଇଲେ ତେଇର୍ ଲକ୍ମନ୍ ତିମତିର୍ ବାବା ଗିରିକ୍ ଲକ୍ ବଲି ଜାନିରଇଲାଇ ।
4 As they went from town to town, they delivered the decisions handed down by the apostles and elders in Jerusalem for the people to obey.
୪ସେମନ୍ କେଟ୍ଲା ସବୁ ଜାଗାଇ ଜିଉଦି ନ ଅଇଲା ବିସ୍ବାସିମନର୍ପାଇ, ଜିରୁସାଲମର୍ ପାର୍ଚିନ୍ମନ୍ ଆରି ପେରିତ୍ମନ୍ ରାଜି ଅଇରଇବା ନିତିନିୟମ୍ ବିସଇ କଇଲାଇ । ଏ ସବୁ ନିୟମ୍ ମାନ୍ବାକେ ବିସ୍ବାସିମନ୍କେ କଇଲାଇ ।
5 So the churches were strengthened in the faith and grew daily in numbers.
୫ସେଟାର୍ପାଇ ମଣ୍ଡଲିମନର୍ ଲକ୍ମନ୍ ବିସ୍ବାସେ ଡାଟ୍ ଅଇଲାଇ ଆରି ଦିନ୍କେ ଦିନ୍ ତାକର୍ ବିସ୍ବାସ୍ ବଡ୍ବାର୍ ଦାର୍ଲାଇ ।
6 After the Holy Spirit had prevented them from speaking the word in the province of Asia, they traveled through the region of Phrygia and Galatia.
୬ସୁକଲ୍ଆତ୍ମା ସେମନ୍କେ ଆସିଆ ଦେସେ ମାପ୍ରୁର୍ କାତା କଇବାକେ ଚାଲ୍ନା ଦେଅତ୍ନାଇକେ, ସେମନ୍ ପିରିଜିଆ ଆରି ଗାଲାତିଅ ଜାଗାଇ ଗାଲାଇ ।
7 And when they came to the border of Mysia, they tried to enter Bithynia, but the Spirit of Jesus would not permit them.
୭ମିସିଆର୍ ସନ୍ଦିଲଗେ କେଟି ବିତିନିଆ ରାଇଜେ ଜିବାକେ ଚେସ୍ଟା କଲାଇ । ମାତର୍ ବାରଇଲାବେଲେ ଜିସୁର୍ଲାଗି ତାକର୍ ବିତ୍ରେ ରଇବା ସୁକଲ୍ ଆତ୍ମା, ସେମନ୍କେ ଜିବାକେ ଚାଲ୍ନା ଦେଏନାଇ ।
8 So they passed by Mysia and went down to Troas.
୮ସେଟାର୍ ପାଇ ସେମନ୍ ମିସିଆବାଟ୍ ଦେଇ ତରଆତେଇ ଗାଲାଇ ।
9 During the night, Paul had a vision of a man of Macedonia standing and pleading with him, “Come over to Macedonia and help us.”
୯ତରଆଇ ରଇଲାବେଲେ, ସେ ରାତିଆ ପାଉଲ୍ ଗଟେକ୍ ଦର୍ସନ୍ ଦେକ୍ଲା । ସେ ଦର୍ସନେ ମାସିଦନିଆର୍ ଗଟେକ୍ ଲକ୍ ଟିଆଅଇ ବାବୁଜିଆ କରି କଇଲା “ମାସିଦନିଆଇ ଆସି ଆମ୍କେ ସାଇଜ କରା!”
10 As soon as Paul had seen the vision, we got ready to leave for Macedonia, concluding that God had called us to preach the gospel to them.
୧୦ପାଉଲ୍ ଏ ଦର୍ସନ୍ ଦେକ୍ଲା ଦାପ୍ରେ, ମାସିଦନିଆଇ ଜିବାକେ ଆମେ ତିଆର୍ ଅଇଲୁ, କାଇକେବଇଲେ ଆମେ ନିକ ସଙ୍ଗ୍ ଜାନ୍ଲୁ, ପର୍ମେସର୍ ତେଇର୍ ଲକ୍ମନର୍ ବିତ୍ରେ, ସୁବ୍ କବର୍ ଜାନାଇବାକେ ଆମ୍କେ ଡାକ୍ଲା ଆଚେ ।
11 We sailed from Troas straight to Samothrace, and the following day on to Neapolis.
୧୧ଆମେ ତରଆଅନି ଜାଜେ ଚଗି ସିଦା ସାମ୍ତରା ଗାଲୁ ଆରି ତାର୍ ଆର୍କର୍ ଦିନେ ନିଆପଲି କେଟ୍ଲୁ ।
12 From there we went to the Roman colony of Philippi, the leading city of that district of Macedonia. And we stayed there several days.
୧୨ତେଇଆମେ ଉତ୍ରିକରି ମାସିଦନିଆ ଜିଲାର୍ ମୁକିଅ ଗଡ୍ ପିଲିପେ ଗାଲୁ । ଏ ଗଡ୍ ଗଟେକ୍ ରମିୟ ଦଲ୍ ରଇବା ଗଡ୍ ରଇଲା । ତେଇ ଆମେ ବେସି ଦିନ୍ ଜାକ ରଇଲୁ ।
13 On the Sabbath we went outside the city gate along the river, where it was customary to find a place of prayer. After sitting down, we spoke to the women who had gathered there.
୧୩ବିସ୍ରାମ୍ବାରେ ଗଡ୍ ବାଇରର୍ ଗାଡ୍ କଣ୍ଡି ଗାଲୁ । ତେଇ ଜିଉଦିମନ୍ ରୁଣ୍ଡିକରି ପାର୍ତନା କର୍ବାକେ ଗଟେକ୍ ଜାଗା ବଲି ବାବ୍ଲୁ । ଆମେ ତେଇ ବସ୍ଲୁ ଆରି ତେଇ ରୁଣ୍ଡି ରଇବା ମାଇଜି ମନର୍ ସଙ୍ଗ୍ କାତାବାର୍ତା ଅଇଲୁ ।
14 Among those listening was a woman named Lydia, a dealer in purple cloth from the city of Thyatira, who was a worshiper of God. The Lord opened her heart to respond to Paul’s message.
୧୪ସେମନର୍ ବିତ୍ରେଅନି ତୁୟଟିରା ଗଡର୍ ଲୁଦିଆ ନାଉଁର୍ ଗଟେକ୍ ମାଇଜି, ଆମର୍ କାତା ସୁନ୍ତେରଇଲା । ସେ ବେସି ଦାମ୍ ଅଇବା ଜାମ୍କଲିଆ ରଙ୍ଗର୍ ଲୁଗା ବିକ୍ତେରଇଲା । ସେ ପରମେସର୍କେ ପାର୍ତନା କର୍ବା, ଜିଉଦି ନ ଅଇଲା ଲକ୍ । ପାଉଲ୍ ମାପ୍ରୁର୍ କାତା କଇଲାବେଲେ ସେଟା ନାମ୍ବାକେ ମାପ୍ରୁ ତାର୍ ମନ୍ ଉଗାଡିଦେଲା ।
15 And when she and her household had been baptized, she urged us, “If you consider me a believer in the Lord, come and stay at my house.” And she persuaded us.
୧୫ବିସ୍ବାସ୍ କଲାପଚେ, ସେ ଆରି ତାର୍ କୁଟୁମର୍ ଲକ୍ ଡୁବନ୍ ନେଲାଇ । ତାର୍ ପଚେ ସେ ଆମ୍କେ ଡାକିକରି କଇଲା, “ଜଦି ସତଇସେ ମୁଇ ମାପ୍ରୁକେ ବିସ୍ବାସ୍ କଲିନି ବଲି ତମେ ବାବ୍ଲାସ୍ନି, ତେବେ ଆସି ମର୍ ଗରେ ରୁଆ ।” ସେ ଏନ୍ତି କଇ ଆମ୍କେ ତାର୍ ଗରେ ଜିବାକେ ସୁତ୍ରାଇଲା ।
16 One day as we were going to the place of prayer, we were met by a slave girl with a spirit of divination, who earned a large income for her masters by fortune-telling.
୧୬ଆରି ଗଟେକ୍ଦିନେ ଆମେ ପାର୍ତନା ଜାଗାଇ ଜାଇରଇଲୁ । ତେଇ ଡୁମା ଡସିରଇବା ଗଟେକ୍ ଗତିଦାଙ୍ଗ୍ଡିକେ ବେଟ୍ଅଇଲୁ । ସେ ତାର୍ ବିତ୍ରେ ରଇଲା କାରାପ୍ଆତ୍ମାର୍ ବପୁ ସଙ୍ଗ୍ ବବିସତ୍ କାତା କଇପାର୍ତେ ରଇଲା । ସେ ଲକ୍ମନର୍ ଆତ୍ ଦେକି, ବବିସତ୍ କାତା କଇଦେଇକରି, ସାଉକାର୍ମନ୍କେ ବେସି ଡାବୁ କାମାଇଦେଇତେରଇଲା ।
17 This girl followed Paul and the rest of us, shouting, “These men are servants of the Most High God, who are proclaiming to you the way of salvation!”
୧୭ଆମେ ତାର୍ଲଗେ ଗାଲାକେ, ସେ ପାଉଲ୍ ବଲି କିର୍କିରି ଆମର୍ ପଚ୍ ପଚ୍ ଆଇଲା । ଆରି କଇଲା, “ଏ ଲକ୍ମନ୍ ସବୁର୍ଟାନେଅନି ବଡ୍ ପରମେସରର୍ ସେବାକରୁମନ୍ । ତମେ କେନ୍ତି ମୁକ୍ତି ପାଇସା, ଏ କାତା ସେମନ୍ କଇଲାଇନି ।”
18 She continued this for many days. Eventually Paul grew so aggravated that he turned and said to the spirit, “In the name of Jesus Christ I command you to come out of her!” And the spirit left her at that very moment.
୧୮ସେ ଦାଙ୍ଗ୍ଡି ବେସି ଦିନ୍ ଦାରି ଏନ୍ତି କଲା । ସାରାସାରିପଚେ ପାଉଲ୍ ବିଜାର୍ ଅଇଲା । ସେ ପଚ୍ବାଟେ ପାସ୍ଲି ଦେକି କାରାପ୍ଆତ୍ମାକେ ଦମ୍କାଇକରି କଇଲା, “ଜିସୁ କିରିସ୍ଟର୍ ନାଉଁ ଦାରି ଆଦେସ୍ ଦେଲିନି, ତାର୍ତେଇଅନି ବାରଇ ଜା ।” ସେ କଇଲା ଦାପ୍ରେ, କରାପ୍ ଆତ୍ମା ତାର୍ତେଇଅନି ବାରଇଗାଲା ।
19 When the girl’s owners saw that their hope of making money was gone, they seized Paul and Silas and dragged them before the authorities in the marketplace.
୧୯ଜେଡେବେଲ୍ ତାକର୍ ସାଉକାର୍ମନ୍କେ ନିଜର୍ ଦନ୍ ଅରଜ୍ବାଟା, ବୁଡିଗାଲା ବଲି ଜାନ୍ଲାଇ, ପାଉଲ୍ ଆରି ସିଲାକେ ଗଡର୍ ମଜାଇ ରଇବା ରମିଅ ଅଦିକାରିର୍ ଲଗେ ଜିକି ଆନ୍ଲାଇ ।
20 They brought them to the magistrates and said, “These men are Jews and are throwing our city into turmoil
୨୦ସେମନ୍କେ ତାକର୍ ମୁଆଟେ ଆନି ଦସ୍ଦେଇ କରି କଇଲାଇ “ଏମନ୍ ଜିଉଦି ଲକ୍, ଆମର୍ ଗଡେ ଆସି ଗଣ୍ଡ୍ଗଲ୍ କଲାଇନି ।”
21 by promoting customs that are unlawful for us Romans to adopt or practice.”
୨୧ଆମର୍ ନିୟମ୍ ବିରଦେ ରିତିନିତି ସିକାଇଲାଇନି । ଆମେ ରମିଅ ଲକ୍, ସେଟାର୍ ପାଇ ଏ ରିତିନିତି ମାନି ନାପାରୁ ।
22 The crowd joined in the attack against Paul and Silas, and the magistrates ordered that they be stripped and beaten with rods.
୨୨ସାଉକାର୍ ମନର୍ କାତାମିସାଇ ତେଇ ରଇଲା ଲକ୍ମନ୍, ପାଉଲ୍ ଆରି ସିଲାର୍ ବିରଦେ ଉଟ୍ଲାଇ । ସେ ଅଦିକାରିମନ୍ ପାଉଲ୍ ଆରି ସିଲାର୍ ବସ୍ତର୍ ଚିରିକରି କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲାଇ ।
23 And after striking them with many blows, they threw them into prison and ordered the jailer to guard them securely.
୨୩ବେସି ମାଡ୍କାଇଲା ପଚେ ସେମନ୍କେ ବନ୍ଦି ଗରେ ପୁରାଇଲାଇ ଆରି କୁଚିଦେଇ ଜାଗ୍ବାକେ ବନ୍ଦି ଗର୍ ଜାଗୁଆଲ୍କେ ଆଦେସ୍ ଦେଲାଇ ।
24 On receiving this order, he placed them in the inner cell and fastened their feet in the stocks.
୨୪ଏ ଆଦେସ୍ ପାଇ ବନ୍ଦି ଗର୍ ଜାଗୁଆଲ୍ ସେମନ୍କେ ଗଟେକ୍ ବିତ୍ରର୍ ବାକ୍ରାଇ ପୁରାଇ ଦେଇ, ବଜ୍ରଇବା ଦାରୁମୁଟ୍ଲାଇ ତାକର୍ ଗଡ୍ ବାନ୍ଦିଦେଲା ।
25 About midnight Paul and Silas were praying and singing hymns to God, and the other prisoners were listening to them.
୨୫ପାଉଲ୍ ଆରି ସିଲା ମଜା ରାତି ବେଲାଇ ପର୍ମେସର୍କେ ପାର୍ତନା କରି ଗିତ୍ ଗାଇତେ ରଇଲାଇ । ବନ୍ଦି ଗରେ ରଇବା ବିନ୍ଲକ୍ମନ୍ ସେଟା ସବୁ ସୁନ୍ତେ ରଇଲାଇ ।
26 Suddenly a strong earthquake shook the foundations of the prison. At once all the doors flew open and everyone’s chains came loose.
୨୬ସେଡ୍କିବେଲେ, ଅଟାତ୍ ବେସି ଦର୍ତନି ଚୁଲ୍ବୁଲ୍ଲା ଆରି ବନ୍ଦି ଗରର୍ ପାକାଇଲା କୁନାଦି ପାକ୍ନା ଆଲିଗାଲା, ସେ ଦାପ୍ରେ କାପାଟ୍ମନ୍ ଉଗାଡି ଅଇଗାଲା ଆରି ସବୁ ବନ୍ଦିମନର୍ ସିକ୍ଲି କୁସ୍ଲି ଗାଲା ।
27 When the jailer woke up and saw the prison doors open, he drew his sword and was about to kill himself, presuming that the prisoners had escaped.
୨୭ବନ୍ଦି ଗରର୍ ଜାଗୁଆଲ୍ ଚେତାଅଇ ଉଟ୍ଲା ଆରି ବନ୍ଦି ଗରର୍ କାପାଟ୍ ଉଗ୍ଡା ଅଇରଇଲାଟା ଦେକ୍ଲା । ସେ ବନ୍ଦିମନ୍ ସବୁ ପାଲାଇ ଆଚତ୍ ବଲି ବାବ୍ଲା । ସେଟାର୍ ପାଇ ସେ ତାର୍ କାଣ୍ଡା ବେଟି ବୁସି ଅଇ ମର୍ବାକେ ଜାଇତେ ରଇଲା ।
28 But Paul called out in a loud voice, “Do not harm yourself! We are all here!”
୨୮ମାତର୍ ପାଉଲ୍ ଆଉଲିଅଇ କଇଲା, “ନିଜେ ତର୍ ଗାଗଡ୍ କାଟିଅଇ ନସାନାଇ । ଆମେ ସବୁ ଲକ୍ ଇତି ଆଚୁ! କେ ପାଲାଉ ନାଇ ।”
29 Calling for lights, the jailer rushed in and fell trembling before Paul and Silas.
୨୯ବନ୍ଦି ଗର୍ ଜାଗୁଆଲ୍ ଗଟେକ୍ ବତି ଆନ୍ବାକେ ତିଆର୍ଲା । ଆରି ସେ ବତି ଦାର୍ଲା ଆରି ତର୍ତରି ତର୍ତରି ଆସି ପାଉଲ୍ ଆରି ସିଲାର୍ ଗଡ୍ ତଲେ ଅଦର୍ଲା ।
30 Then he brought them out and asked, “Sirs, what must I do to be saved?”
୩୦ତାର୍ ପଚେ ସେମନ୍କେ ବାଇରେ ନେଇ ପାଚାର୍ଲା, “ଆଗିଆଁମନ୍! ପର୍ମେସରର୍ ଡଣ୍ଡେଅନି ରକିଆ ପାଇବାକେ ମୁଇ କାଇଟା କର୍ବାର୍ ଆଚେ?”
31 They replied, “Believe in the Lord Jesus and you will be saved, you and your household.”
୩୧ସେମନ୍ କଇଲାଇ, “ମାପ୍ରୁ ଜିସୁକେ ବିସ୍ବାସ୍ କଲେ, ତୁଇ ଆରି ତମର୍ କୁଟୁମର୍ ସବୁ, ମୁକ୍ତି ପାଇସା ।”
32 Then Paul and Silas spoke the word of the Lord to him and to everyone in his house.
୩୨ତାର୍ ପଚେ ସେମନ୍ ତାକେ ଆରି ତାକର୍ ଗରର୍ ସବୁ ଲକ୍କେ ମାପ୍ରୁର୍ ବାକିଅ କଇଲାଇ ।
33 At that hour of the night, the jailer took them and washed their wounds. And without delay, he and all his household were baptized.
୩୩ସେ ଦାପ୍ରେ ମଜାରାତି ବେଲେ, ବନ୍ଦି ଗର୍ ଜାଗୁଆଲ୍ ସେମନ୍କେ ଡାକିନେଇ ସେମନର୍ ଗାଉ ଅଇଲାଟା ସବୁ ଦଇଦେଲା । ତାର୍ପଚେ ସେ ଆରି ତାର୍ କୁଟୁମର୍ ସବୁ ଲକ୍ ଡୁବନ୍ ନେଲାଇ ।
34 Then he brought them into his home and set a meal before them. So he and all his household rejoiced that they had come to believe in God.
୩୪ତାର୍ପଚେ ସେ ପାଉଲ୍ ଆରି ସିଲାକେ ତାକର୍ ଗରେ ଡାକିନେଇ କାଇବାକେ ଦେଲା । ତେଇ ପରମେସର୍କେ ବିସ୍ବାସ୍ କଲାର୍ ପାଇ ସେ ଆରି ତାର୍ କୁଟୁମର୍ ସବୁ ଲକ୍ମନ୍ ସାର୍ଦା ଅଇଗାଲାଇ ।
35 When daylight came, the magistrates sent their officers with the order: “Release those men.”
୩୫ଆରିଗଟେକ୍ ଦିନର୍ ସାକାଲେ ରମିଅ ସାସନ୍କାରିଆମନ୍ ସେ ଲକ୍ମନ୍କେ ଚାଡି ଦିଆସ୍ ବଲି ଜାଗୁଆଲ୍ମନ୍କେ କଇକରି ପାଟାଇଲାଇ ।
36 The jailer informed Paul: “The magistrates have sent orders to release you. Now you may go on your way in peace.”
୩୬ସେଟାର୍ ପାଇ ବନ୍ଦିଗର୍ ଜାଗୁଆଲ୍ ପାଉଲ୍କେ କଇଲା, “ରମିଅ ସାସନ୍କାରିଆ ତମ୍କେ ଆରି ସିଲାକେ ଚାଡି ଦେବାକେ ଆଦେସ୍ ଦେଲା ଆଚେ । ଏବେ ତମେ ଏ ଜାଗାଇଅନି ସାନ୍ତି ସଙ୍ଗ୍ ଉଟି ଜା ।”
37 But Paul said to the officers, “They beat us publicly without a trial and threw us into prison, even though we are Roman citizens. And now do they want to send us away secretly? Absolutely not! Let them come themselves and escort us out!”
୩୭ମାତର୍ ପାଉଲ୍ ସନିଅମନ୍କେ କଇଲା, “କାଇମିସା ଅପ୍ରାଦେ ଦସି ଅଇ ନ ରଇଲେ ମିସା, ସେମନ୍ ଆମ୍କେ ଲକ୍ମନର୍ ମୁଆଟେ ମାର୍ଲାଇ । ଆମେ ରମିଅ ଲକ୍, ମାତର୍ ସେମନ୍ ଆମ୍କେ ବନ୍ଦି କଲାଇ । ଏବେ ଆମ୍କେ ଲୁଚ୍ତେ ଚାଡିଦେବାକେ ମନ୍ କଲାଇନି । ଏଟା କର୍ବାକେ ଆମେ ନ ଦେଉଁ । ରମିୟ ଅଦିକାରି ନିଜେ ଆସି ଇତି ଆମ୍କେ ମୁକ୍ଲାଅ ।”
38 So the officers relayed this message to the magistrates, who were alarmed to hear that Paul and Silas were Roman citizens.
୩୮ସନିଅମନ୍ ରମିଅ ସାସନ୍କାରିଆକେ ଏ କାତା ଜାନାଇଲାଇ । ପାଉଲ୍ ଆରି ସିଲା ରମିଅ ଲକ୍ ବଲି ସୁନି ସେମନ୍ ଡରିଗାଲାଇ ।
39 They came to appease them and led them out, requesting that they leave the city.
୩୯ସେଟାର୍ପାଇ ବନ୍ଦିଗରେ ଜାଇ ସେମନ୍କେ କେମା ମାଙ୍ଗ୍ଲାଇ ଆରି ସେମନ୍କେ ବନ୍ଦି ଗରେଅନି ବାର୍କରାଇ ଗଡ୍ ଚାଡି ଉଟିଜିବାକେ ବାବୁଜିଆ କଲାଇ ।
40 After Paul and Silas came out of the prison, they went to Lydia’s house to see the brothers and encourage them. Then they left the city.
୪୦ପାଉଲ୍ ଆରି ସିଲା ବନ୍ଦି ଗରେଅନି ବାରଇ ଲୁଦିଆର୍ ଗରେ ଗାଲାଇ । ତେଇ ସେମନ୍ ବିସ୍ବାସି ବାଇମନ୍କେ ବେଟ୍ ଅଇ, ସେମନ୍କେ ସାର୍ଦା କରାଇ, ସେ ଜାଗା ଚାଡିଉଟିଗାଲାଇ ।