< Acts 10 >
1 At Caesarea there was a man named Cornelius, a centurion in what was called the Italian Regiment.
୧କାଇସରିଆ ଅନି କର୍ନିଲିଅ ନାଉଁର୍ ଗଟେକ୍ ଲକ୍ ରଇଲା । ସେ, ଇଟାଲି ଅନି ଆଇବା ଗଟେକ୍ ବଡ୍ ଦଲର୍ ରମିୟ ସନିଅମନର୍, ନେତା ରଇଲା ।
2 He and all his household were devout and God-fearing. He gave generously to the people and prayed to God regularly.
୨ସେ ଗଟେକ୍ ଦରମ୍ ଲକ୍ ରଇଲା । ସେ ଆରି ତାକର୍ ଗରର୍ ଲକ୍ମନ୍ ସବୁ ପର୍ମେସର୍କେ ଉପାସନା କର୍ତେ ରଇଲାଇ । ସେ ରକିଦୁକି ଜିଉଦିମନ୍କେ ବେସି ଉପ୍କାର୍ କର୍ତେ ରଇଲା । ଆରି ଜେଡେବେଲ୍ ମିସା ପର୍ମେସର୍କେ ପାର୍ତନା କର୍ତେ ରଇଲା ।
3 One day at about the ninth hour, he had a clear vision of an angel of God who came to him and said, “Cornelius!”
୩ଦିନେକ୍ ଆଡ୍ବେଲାର୍ ତିନ୍ଟା ବେଲେ କର୍ନିଲିଅ ପାର୍ତନା କଲାବେଲେ, ଗଟେକ୍ ଦର୍ସନ୍ ପାଇଲା । ତେଇ ପର୍ମେସରର୍ ଦୁତ୍ ଆସି ତାକେ “କର୍ନିଲିଅ!” ବଲି ଡାକ୍ବାଟା ନିକ ସଙ୍ଗ୍ ଦେକ୍ଲା ।
4 Cornelius stared at him in fear and asked, “What is it, Lord?” The angel answered, “Your prayers and gifts to the poor have ascended as a memorial offering before God.
୪ସେ ଡରିକରି ସରଗର୍ ଦୁତ୍ବାଟେ ଦେକିକରି କଇଲା, “କାଇଟା ବଲି କଇଲୁସ୍ନି ମାପ୍ରୁ?” ସରଗର୍ ଦୁତ୍ କଇଲା, “ପର୍ମେସର୍ ତର୍ ପାର୍ତନା ଆରି ଦୁକିରକିମନ୍କେ ଦାନ୍ କର୍ବାଟା ଦେକି ସାର୍ଦା ଅଇଲା । ଆର୍ ବାଦୁଲେ କାଇଟାଆଲେ ଦେବାକେ ସେ ମନ୍ କଲାନି ।
5 Now send men to Joppa to call for a man named Simon who is called Peter.
୫ଏବେ ସିମନ୍ ପିତର୍ ନାଉଁର୍ ଗଟେକ୍ ଲକ୍କେ ଇତି ଡାକି ଆନ୍ବାକେ, ଜପାଇ ଲକ୍ ପାଟାଆ ।
6 He is staying with Simon the tanner, whose house is by the sea.”
୬ସେ ସମ୍ଦୁର୍ କଣ୍ଡି ବାସାଅଇରଇବା ସିମନ୍ ନାଉଁର୍ ଗଟେକ୍, ପସୁମନର୍ ଚାମ୍ ସଙ୍ଗ୍ କାଇକାଇଟା ତିଆର୍ କର୍ବା ଲକର୍ ଗରେ ରଇଲାନି ।”
7 When the angel who spoke to him had gone, Cornelius called two of his servants and a devout soldier from among his attendants.
୭ଏତ୍କି କାତା କଇ ସରଗର୍ ଦୁତ୍ ଉଟିଗାଲା । କର୍ନିଲିଅ ତାକର୍ ଗରର୍ ଦୁଇଟା ଗତିଦାଙ୍ଗ୍ଡାକେ ଆରି ତାକେ ସେବା କର୍ତେରଇବା ଆରି ପର୍ମେସର୍କେ ଉପାସନା କର୍ତେରଇବା ଗଟେକ୍ ସଇନକେ ଡାକାଇଲା ।
8 He explained what had happened and sent them to Joppa.
୮ସେ ସେମନ୍କେ ଦୁତ୍ କଇରଇବା ସବୁ କାତା ଜାନାଇ କରି ଜପାଇ ପାଟାଇଲା ।
9 The next day at about the sixth hour, as the men were approaching the city on their journey, Peter went up on the roof to pray.
୯ତାର୍ ଆର୍କର୍ ଦିନେ ଆଡ୍ବେଲାଇ ସେମନ୍ ଜପାର୍ ଲଗାଲଗି ଅଇଲାବେଲେ, ପିତର୍ ପାର୍ତନା କର୍ବାକେ ମେଡ୍ଗରର୍ ଚାଉନି ଉପ୍ରେ ଜାଇ ରଇଲା ।
10 He became hungry and wanted something to eat, but while the meal was being prepared, he fell into a trance.
୧୦ସେ ଉପାସ୍ ସାରାଇକରି, କାଇଟାଆଲେ କାଇବାକେ ମନ୍ କଲା ଆରି କାଦି ତିଆର୍ ଅଇବା ବେଲାଇ ସେ ଗଟେକ୍ ଦର୍ସନ୍ ଦେକ୍ଲା ।
11 He saw heaven open and something like a large sheet being let down to earth by its four corners.
୧୧ଏଦେ ଦେକା! ଆକାସ୍ ଉଗାଡିଅଇଲାଟା ଆରି ଗଟେକ୍ ବଡ୍ ଚାଦର୍ ଚାରିକନେ ବାନ୍ଦିଅଇକରି ଦର୍ତନି ଉପ୍ରେ ଉତ୍ରି ଆଇବାଟା ଦେକ୍ଲା ।
12 It contained all kinds of four-footed animals and reptiles of the earth, as well as birds of the air.
୧୨ତେଇ ଜଗତେ ରଇବା ରକାମ୍ ରକାମର୍ ଗଡ୍ ସଙ୍ଗ୍ ଇଣ୍ଡ୍ବା ପସୁ, ରାଙ୍ଗ୍ବା ଜନ୍ତ୍ ଆରି ଉଡ୍ବା ଚଡଇମନ୍!
13 Then a voice said to him: “Get up, Peter, kill and eat!”
୧୩ଆରି ସେ ଗଟେକ୍ କାତା ଅଇବା ସବଦ୍ ସୁନ୍ଲା, “ପିତର୍! ଉଟ୍ ସେମନ୍କେ ମାରିକରି କାଆ!”
14 “No, Lord!” Peter answered. “I have never eaten anything impure or unclean.”
୧୪ମାତର୍ ପିତର୍ କଇଲା, “ନାଇ ମାପ୍ରୁ, ଆମର୍ ଜିଉଦି ନିୟମ୍ ଇସାବେ ଅସୁକଲ୍ ବଲି କଇବା କାଇ ମାଉଁସ୍ ମିସା କାଇନାଇ ।”
15 The voice spoke to him a second time: “Do not call anything impure that God has made clean.”
୧୫ସେ ସବଦ୍ ଆରି କଇଲା “ପର୍ମେସର୍ ଜନ୍ଟା ସୁକଲ୍ କଲାଆଚେ ସେଟା ନିଚ୍ବାର୍ ନାଇ ।”
16 This happened three times, and all at once the sheet was taken back up into heaven.
୧୬ଏନ୍ତାରି ତିନ୍ତର୍ ଅଇଲା ପଚେ ଚାଦର୍ ସରଗ୍ ବାଟେ ଚଗାଇ ଦାରି ଗାଲାଇ ।
17 While Peter was puzzling over the meaning of the vision, the men sent by Cornelius found Simon’s house and approached the gate.
୧୭ପିତର୍ ଜନ୍ ଦର୍ସନ୍ ପାଇରଇଲା, ତାର୍ ଅରତ୍ କାଇଟା, ସେଟା ବାବି କାନାବାନା ଅଇଗାଲା । ଟିକ୍ ସେନ୍ତି ଅଇଲାବେଲେ, ଏଦେ ଦେକା! କର୍ନିଲିଅ ପାଟାଇଲା ଲକ୍ମନ୍ ସିମନ୍କେ କଜି କଜି ଆସି, ତାର୍ ଗରର୍ ବାଟ୍ଡିଆଗଡି ଲଗେ ଟିଆଅଇଲାଇ ।
18 They called out to ask if Simon called Peter was staying there.
୧୮ସେମନ୍ ଡାକିକରି ପାଚାର୍ଲାଇ, “ସିମନ୍ ପିତର୍, ନାଉଁର୍ ଗତିଆ ଲକ୍ ଇତି ଆଚେ କି?”
19 As Peter continued to reflect on the vision, the Spirit said to him, “Behold, three men are looking for you.
୧୯ପିତର୍ ସେ ଦର୍ସନ୍ ବିସଇ ଚିନ୍ତା କର୍ତେ ରଇଲାବେଲେ ଆତ୍ମା ତାକେ କଇଲା, “ସୁନ୍! ତକେ ତିନ୍ ଲକ୍ କଜ୍ଲାଇନି ।”
20 So get up! Go downstairs and accompany them without hesitation, because I have sent them.”
୨୦“ଉଟ୍, ତଲେ ଜାଆ । ଏ ଲକ୍ମନର୍ ସଙ୍ଗ୍ ଜିବାକେ ନିଚ୍ନାଇ, କାଇକେବଇଲେ ମୁଇ ସେମନ୍କେ ପାଟାଇଆଚି ।”
21 So Peter went down to the men and said, “Here am I, the one you are looking for. Why have you come?”
୨୧ତେଇଅନି ପିତର୍ ସେ ଲକ୍ମନର୍ ଲଗେଜାଇ କଇଲା, “ତମେ ଜାକେ କଜ୍ଲାସ୍ନି, ସେ ଲକ୍ ମୁଇ, ତମେ କାଇକେ ଆସି ଆଚାସ୍?”
22 “Cornelius the centurion has sent us,” they said. “He is a righteous and God-fearing man with a good reputation among the whole Jewish nation. A holy angel instructed him to request your presence in his home so he could hear a message from you.”
୨୨ସେମନ୍ କଇଲାଇ, “କର୍ନିଲିଅ ନାଉଁର୍ ରମିୟ ସଇନମନର୍ ନେତା ଆମ୍କେ ପାଟାଇଆଚେ । ଜେ କି ଗଟେକ୍ ଦରମ୍ ଲକ୍ ଆରି ପର୍ମେସର୍କେ ନାମ୍ସି । ଗୁଲାଇ ଜିଉଦି ଲକ୍ମନ୍ ତାକେ ନାମ୍ବାଇ । ତୁଇ କଇବାଟା ସୁନ୍ବାକେ, ସେ ତକେ ତାର୍ ଗରେ ଡାକାଇଆଚେ । ଏନ୍ତାରି କର୍ବାକେ ପର୍ମେସର୍ ପାଟାଇଲା ଦୁତ୍ ତାକେ ତିଆର୍ଲା ଆଚେ ।”
23 So Peter invited them in as his guests. And the next day he got ready and went with them, accompanied by some of the brothers from Joppa.
୨୩ପିତର୍ ସେମନ୍କେ ବିତ୍ରେ ଡାକିନେଇକରି ସେ ରାତି ତେଇ ରଇବାକେ ଗୁଆରି କଲା । ତାର୍ ଆର୍କର୍ ଦିନେ ସେ ଉଟି ସେମନର୍ ସଙ୍ଗ୍ ଗାଲା । ଆରି ଜପା ନାଉଁର୍ ଜାଗାର୍ କେତେଟା ବିସ୍ବାସି ବାଇମନ୍ ମିସା ସେମନର୍ ସଙ୍ଗ୍ ଗାଲାଇ ।
24 The following day he arrived in Caesarea, where Cornelius was expecting them and had called together his relatives and close friends.
୨୪ଆରି ଗଟେକ୍ ଦିନେ ସେମନ୍ ସିସେରିଆଇ କେଟ୍ଲାଇ । ତେଇ କର୍ନିଲିଅ ତାର୍ ମଇତର୍ମନ୍କେ ଆରି କୁଟୁମର୍ ଲକ୍ମନ୍କେ ରୁଣ୍ଡାଇକରି ପିତର୍କେ ଜାଗିରଇଲାଇ ।
25 As Peter was about to enter, Cornelius met him and fell at his feet to worship him.
୨୫ପିତର୍ ଗର୍ ବିତ୍ରେ ଜିବାବେଲେ କର୍ନିଲିଅ ତାକେ ବେଟ୍ଅଇ, ତାର୍ ପାଦେ ଡାଣ୍ଡାସନ୍ ପଡି ଜୁଆର୍ କଲା ।
26 But Peter helped him up. “Stand up,” he said, “I am only a man myself.”
୨୬ପିତର୍ ତାକେ ଉଟାଇକରି କଇଲା, “ଟିଆ ଅ, ମୁଇ ମିସା ତର୍ପାରା ଗଟେକ୍ ମୁନୁସ୍ସେ ।”
27 As Peter talked with him, he went inside and found many people gathered together.
୨୭ପିତର୍ କର୍ନିଲିଅର୍ ସଙ୍ଗ୍ କାତା ଅଇ ଅଇ ଗର୍ ବିତ୍ରେ କେଟ୍ଲା ଆରି ତେଇ ବେସିଲକ୍ ରୁଣ୍ଡିରଇବାଟା ଦେକ୍ଲା ।
28 He said to them, “You know how unlawful it is for a Jew to associate with a foreigner or visit him. But God has shown me that I should not call any man impure or unclean.
୨୮ସେ ସେମନ୍କେ କଇଲା, “ଜିଉଦି ନ ଅଇଲା ଲକ୍ମନର୍ ସଙ୍ଗ୍ ମିସ୍ବାଟା କି ତାକର୍ ଗରେ ଜିବାଟା ଆମର୍ ଜିଉଦି ଲକ୍ମନର୍ ବିଦି ନାଇ । ସେଟା ତମେ ନିକକରି ଜାନାସ୍ । ଏଲେମିସା କନ୍ଆଲେ ଗଟେକ୍ ଲକ୍କେ ଅସୁକଲ୍ ଇସାବେ ଦେକ୍ବାର୍ ନାଇ ବଲି ପରମେସର୍ ମକେ କଇଲାଆଚେ ।
29 So when I was invited, I came without objection. I ask, then, why have you sent for me?”
୨୯ତେବେ ମକେ ଡାକାଇଲା ଦାପ୍ରେ କାଇଟା ନ ବାବିକରି ଆଇଲି । ମକେ କାଇକେ ଡାକାଇଲୁସ୍ ତେବେ? ସେଟା ମୁଇ ଜାନ୍ବାକେ ମନ୍ କଲିନି ।”
30 Cornelius answered: “Four days ago I was in my house praying at this, the ninth hour. Suddenly a man in radiant clothing stood before me
୩୦କର୍ନିଲିଅ କଇଲା, ତିନ୍ଦିନ୍ ଆଗ୍ତୁ ଆଡ୍ବେଲାର୍ ତିନ୍ଟା ସମାନ୍ ଏଡ୍କି ବେଲାଇ, ମୁଇ ଗରେ ପାର୍ତନା କର୍ତେ ରଇଲି । ସେଡ୍କି ବେଲେ, ଏଦେ ଦେକା! ଦବ୍ ପଚିଆ ପିନ୍ଦି ରଇବା ଗଟେକ୍ ଲକ୍ ମର୍ ମୁଆଟେ ଟିଆଅଇଲା, ଆରି କଇଲା,
31 and said, ‘Cornelius, your prayer has been heard, and your gifts to the poor have been remembered before God.
୩୧“କର୍ନିଲିଅ! ପର୍ମେସର୍ ତର୍ ପାର୍ତନା ସୁନ୍ଲା ଆରି ତମେ ଦୁକିରକିକେ ସାଇଜ କର୍ବାଟା ଦେକି ସାର୍ଦା ଅଇଆଚେ ।
32 Therefore send to Joppa for Simon, who is called Peter. He is a guest in the home of Simon the tanner, by the sea.’
୩୨ସିମନ୍ ପିତର୍ ନାଉଁର୍ ଗଟେକ୍ ଲକ୍କେ ଆନ୍ବାକେ ଜପା ନାଉଁର୍ ଜାଗାଇ, ଲକ୍ମନ୍କେ ପାଟାଆ । ସେ ସମ୍ଦୁର୍ କଣ୍ଡି ବାସାଅଇରଇବା ପସୁମନର୍ ଚାମ୍ ସଙ୍ଗ୍ କାଇକାଇଟା ତିଆର୍କରୁ ସିମନର୍ ଗରେ ଗତିଆ ଅଇଆଚେ ।
33 So I sent for you immediately, and you were kind enough to come. Now then, we are all here in the presence of God to listen to everything the Lord has instructed you to tell us.”
୩୩ତେବର୍ ପାଇ, ମୁଇ ତକେ ଦାପ୍ରେ ଡାକାଇଲି, ଆରି ତମେ ମର୍ କାତା ମାନିକରି ଆସି ଆଚାସ୍ । ଏବେ ଆମେ ସବୁ ଲକ୍ ପରମେସର୍ ରଇବା ଏ ଜାଗାଇ ରୁଣ୍ଡିଆଚୁ । ମାପ୍ରୁ ତକେ ଜନ୍ଟା କଇବାକେ ଆଦେସ୍ ଦେଲା ଆଚେ, ସେଟା ସୁନ୍ବାକେ ଜାଗିଆଚୁ ।”
34 Then Peter began to speak: “I now truly understand that God does not show favoritism,
୩୪ସିତିଅନି ପିତର୍ କଇଲା, “ଏବେ ମୁଇ ବୁଜିପାର୍ଲିନି ଜେ ପର୍ମେସର୍ କେତେଟା ଦଲ୍ମନ୍କେସେ ଡାକ୍ସି, ସେନ୍ତାରି ନଏଁ, ମାତର୍ ସବୁକେ ସମାନ୍ ଇସାବେ ଡାକ୍ସି ।
35 but welcomes those from every nation who fear Him and do what is right.
୩୫ଜନ୍ ଜାତିର୍ ଲକ୍ ମିସା ତାକେ ଡରିକରି, ତାର୍ ମୁଆଟେ ସତ୍କାମ୍ କଲେ, ମାପ୍ରୁ ତାକେ ଡାକ୍ସି ।
36 He has sent this message to the people of Israel, proclaiming the gospel of peace through Jesus Christ, who is Lord of all.
୩୬ଇସ୍ରାଏଲିଅ ମନର୍ ଲଗେ ପର୍ମେସର୍ ଜନ୍ କବର୍ ପାଟାଇରଇଲା, ସେଟା ତୁଇ ଜାନିଆଚୁସ୍ । ଜିସୁ କିରିସ୍ଟ ଜେ କି ସବୁର୍ ମାପ୍ରୁ, ସେ କରିରଇବା କାମେଅନି ସବୁଲକ୍ମନ୍ ସାନ୍ତିସଙ୍ଗ୍ ମିସ୍ବାଇ, ବଲି ପର୍ମେସର୍ ଆମ୍କେ ଜାନାଇଲାଆଚେ ।
37 You yourselves know what has happened throughout Judea, beginning in Galilee with the baptism that John proclaimed:
୩୭ଡୁବନ୍ ଦେଉ ଜଅନ୍ ପାପ୍ କାମ୍ କର୍ବାଟାନେଅନି ବାଉଡ୍ବା ବିସଇ ଆରି ଡୁବନ୍ ନେବା ବିସଇ କଇଲାପଚେ, ଗାଲିଲିଅନି ଆରାମ୍ କରି ଗୁଲାଇ ଜିଉଦାର୍ ସବୁବାଟେ ଜନ୍ ଗଟ୍ନାସବୁ ଗଟ୍ଲା ଆଚେ, ସେଟା ତୁଇ ଜାନୁସ୍ ।
38 how God anointed Jesus of Nazareth with the Holy Spirit and with power, and how Jesus went around doing good and healing all who were oppressed by the devil, because God was with Him.
୩୮ନାଜରିତର୍ ଜିସୁର୍ ବିସଇ ଆରି ପରମେସର୍ ତାକେ କେନ୍ତି ସୁକଲ୍ ଆତ୍ମା ଆରି ବପୁ ପୁରାପୁରୁନ୍ ଦେଇରଇଲା, ସେଟା ଜାନୁସ୍ । ଆରି ଜାନିଆଚୁସ୍, ସେ ସବୁ ବାଟେ ଜାଇ ନିକନିକ କାମ୍ମନ୍ କରିରଇଲା । ସଇତାନର୍ ବାନ୍ଦନେ ରଇଲା ଲକ୍ମନ୍କେ ମୁକ୍ଲାଇଲା । କାଇକେବଇଲେ ପରମେସର୍ ତାର୍ ସଙ୍ଗ୍ ରଇଲା ।
39 We are witnesses of all that He did, both in the land of the Jews and in Jerusalem. And although they put Him to death by hanging Him on a tree,
୩୯ଜିସୁ ଇସ୍ରାଏଲ ଦେସେ ଆରି ଜିରୁସାଲାମେ ଜେତ୍କି ସବୁ କାମ୍ମନ୍ କଲା, ଆମେ ସବୁ ଲକ୍ ତାର୍ ସାକି ଆଚୁ । ତାର୍ପଚେ ତାକେ କୁର୍ସେ କୁଟି ମାରି, ମରାଇଲାଇ ।
40 God raised Him up on the third day and caused Him to be seen—
୪୦ମାତର୍ ପର୍ମେସର୍ ତାକେ ତିନ୍ଦିନ୍ ଅଇଲାକେ ମଲାତେଇଅନି ଉଟାଇ ଜିବନ୍ କରାଇ, କେତେଲକ୍କେ ଦେକାଇଦେଲା ।
41 not by all the people, but by the witnesses God had chosen beforehand, by us who ate and drank with Him after He rose from the dead.
୪୧ସବୁଲକ୍ ତାକେ ଦେକ୍ବାକେ ପର୍ମେସର୍ ଦେଏନାଇ, ଅବ୍କା ସେ ବାଚ୍ଲା ସାକିମନ୍କେସେ । ତାକେ ଆରିତରେକ୍ ଜିବନ୍ କରାଇଲାପଚେ, ତାର୍ ସଙ୍ଗ୍ କାଆ ପିଇ ଅଇରଇଲା ଲକ୍ମନ୍ ଆମେସେ ।
42 And He commanded us to preach to the people and to testify that He is the One appointed by God to judge the living and the dead.
୪୨ଲକ୍ମନର୍ ଲଗେ ସୁବ୍କବର୍ ଜାନାଇବାକେ ସେ ଆମ୍କେ ଆଦେସ୍ ଦେଲା । ବଁଚିରଇବା ଲକର୍ ଆରି ମଲା ଲକର୍ ବିଚାର୍କାରିଆ ଇସାବେ ତାକେସେ ବାଚ୍ଲା ଆଚେ, ଏ କାତାର୍ ସାକିଦେବାକେ ମିସା ସେ ଆମ୍କେ ଆଦେସ୍ ଦେଲାଆଚେ ।
43 All the prophets testify about Him that everyone who believes in Him receives forgiveness of sins through His name.”
୪୩ସବୁ ବବିସତ୍ବକ୍ତାମନ୍ ତାର୍ ବିସଇନେଇ, ଏ କବର୍ କଇରଇଲାଇ । ଜେ ମସିଅକେ ବିସ୍ବାସ୍ କର୍ସି, ମସିଅ କରିରଇବା କାମର୍ ଲାଗି, ପର୍ମେସର୍ ତାର୍ ପାପ୍କେମା କର୍ସି ।”
44 While Peter was still speaking these words, the Holy Spirit fell upon all who heard his message.
୪୪ପିତର୍ ସିକିଆ ଦେବା ବେଲେ ଜେତେ ଲକ୍ ସୁନ୍ତେ ରଇଲାଇ, ସେ ସବୁ ଲକର୍ ଉପ୍ରେ ସୁକଲ୍ ଆତ୍ମା ଉତ୍ରି ଡାବିଅଇଲା ।
45 All the circumcised believers who had accompanied Peter were astounded that the gift of the Holy Spirit had been poured out even on the Gentiles.
୪୫ଜିଉଦିନଇଲା ଲକ୍ମନର୍ ଉପ୍ରେ ମିସା ପରମେସରର୍ ସୁକଲ୍ ଆତ୍ମା ଡାବିଅଇବାଟା ଦେକି ଜପାଇଅନି ପିତର୍ ସଙ୍ଗ୍ ଆସିରଇବା ଜିଉଦି ବିସ୍ବାସିମନ୍ କାବାଅଇଗାଲାଇ ।
46 For they heard them speaking in tongues and exalting God. Then Peter said,
୪୬କାଇକେବଇଲେ ସେମନ୍ ପରମେସର୍କେ ଡାକ୍ପୁଟା କର୍ବାଟା, ଆରି ବିନ୍ବିନ୍ ବାସାଇ କାତାଅଇବାଟା, ଜିଉଦି ବିସ୍ବାସିମନ୍ ସୁନ୍ଲାଇ । ଜପାଇଅନି ଆସିରଇବା ଜିଉଦି ବିସ୍ବାସିମନ୍କେ ପିତର୍ କଇଲା,
47 “Can anyone withhold the water to baptize these people? They have received the Holy Spirit just as we have!”
୪୭“ପର୍ମେସର୍ ଆମ୍କେ ଜେନ୍ତି ସୁକଲ୍ଆତ୍ମା ଦେଲାଆଚେ, ସେନ୍ତାରିସେ ଏ ଲକ୍ମନ୍କେ ମିସା ଦେଲାଆଚେ । ସେମନ୍କେ ଡୁବନ୍ ନ ନିଆ ବଲି କେ ମିସା ଅଟ୍କାଇପାର୍ସି କି?”
48 So he ordered that they be baptized in the name of Jesus Christ. Then they asked him to stay for a few days.
୪୮ସେଟାର୍ ପାଇ ପିତର୍ ସେମନ୍କେ ଜିସୁକିରିସ୍ଟର୍ ନାଉଁ ଦାରି ଡୁବନ୍ ଦେଲାପଚେ କର୍ନିଲିଅ ଆରି ତାର୍ ସଙ୍ଗ୍ ରଇବାଲକ୍ମନ୍ ତାକେ ଆରି କେତେ ଦିନ୍ ସେମନର୍ ସଙ୍ଗ୍ ରଇବାକେ ବାବୁଜିଆ କଲାଇ ।