< 2 Thessalonians 3 >

1 Finally, brothers, pray for us, that the word of the Lord may spread quickly and be held in honor, just as it was with you.
ଏ ବାଇବଇନିମନ୍‌, ସାରାସାରି ଆମର୍‌ପାଇ ପାର୍‌ତନା କରା । ମାପ୍‌ରୁର୍‌ ବାକିଅ ତମର୍‌ ବିତ୍‌ରେ ଜେନ୍ତିକି ଦାପ୍‌ରେ ଡାବିଅଇ ଜାଇରଇଲା, ସେନ୍ତାରିସେ ଦାପ୍‌ରେ ଗୁଲାଇବାଟେ ବିଚିଅଇକରି ଡାକ୍‌ପୁଟା ଅ ।
2 And pray that we may be delivered from wicked and evil men; for not everyone holds to the faith.
ଜେନ୍ତାରି କି ପର୍‌ମେସର୍‌ ଆମ୍‌କେ ପଟ୍‌କାର୍‌ ଆରି କୁଟିଆଲ୍‌ ଲକ୍‌ମନର୍‌ ଟାନେଅନି ରକିଆ କର । କାଇକେବଇଲେ, ସବୁଲକ୍‌ ମାପ୍‌ରୁର୍‌ ବାକିଅ ବିସ୍‌ବାସ୍‌ କରତ୍‌ ନାଇ । ଏଟାର୍‌ପାଇ ଆରିତରେକ୍‌ ପାର୍‌ତନା କରା ।
3 But the Lord is faithful, and He will strengthen you and guard you from the evil one.
ମାତର୍‌ ମାପ୍‌ରୁ, କାତା ରକିଆକାରି । ସେ ତମ୍‌କେ କାରାପ୍‌ଟାନେଅନି ରକିଆ କରି ତବିର୍‌ କରାଇସି ।
4 And we have confidence in the Lord that you are doing and will continue to do what we command.
ଆମେ ଜେତ୍‌କି ସବୁ ଆଦେସ୍‌ ଦେଲେ ମିସା ତମେ ସେଟା କଲାସ୍‌ନି, ଆରି କର୍‌ସା ମିସା । ଏଟା ମାପ୍‌ରୁର୍‌ ଟାନେ ତମର୍‌ ବିସଇ ନେଇ ଆମେ ଡାଟ୍‌ସଙ୍ଗର୍‍ ବିସ୍‌ବାସ୍‌ ।
5 May the Lord direct your hearts into God’s love and Christ’s perseverance.
ଆରି ମାପ୍‌ରୁ ତମର୍‌ ମନ୍‌କେ ପର୍‌ମେସରର୍‌ ଆଲାଦ୍‌ ଆରି କିରିସ୍‌ଟର୍‌ ସାଆସ୍‌ ବାଟେ ଜିବାକେ ସାଇଜ କର ।
6 Now we command you, brothers, in the name of our Lord Jesus Christ, to keep away from any brother who leads an undisciplined life that is not in keeping with the tradition you received from us.
ଏ ବାଇବଇନିମନ୍‌, ଆମେ ତମ୍‌କେ ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ନାଉଁ ଦାରି ଆଦେସ୍‌ ଦେଲୁନି । କନ୍‌ ବାଇ ମିସା ଆମର୍‌ଟାନେଅନି ପାଇରଇବା ସିକିଆ ଇସାବେ ମାନିକରି ବାଡୁଅଇକରି ଚଲାଚଲ୍‌ତି କର୍‌ସି ବଇଲେ, ତାର୍‌ଟାନେଅନି ବେଗ୍‌ଲି ଦିଆସ୍‌ ।
7 For you yourselves know how you ought to imitate us, because we were not undisciplined among you,
କାଇକେବଇଲେ, ତମେ, ଆମେ କଲାପାରା କର୍‌ବା ଦର୍‌କାର୍‌ । ଆରି ସେଟା କେନ୍ତାରି କର୍‌ବାର୍‌ ନିଜେ ଜାନିଆଚାସ୍‌ । ସେଟାର୍‌ପାଇ ଆମେ ତମର୍‌ ଟାନେ ବାଡୁଅଇକରି ଚଲାଚଲ୍‌ତି କରୁନାଇ ।
8 nor did we eat anyone’s food without paying for it. Instead, in labor and toil, we worked night and day so that we would not be a burden to any of you.
କାର୍‌ ଗରେ ମିସା ଉଜେ ଉଜେ ମାଙ୍ଗି ନ କାଇତେରଇଲୁ । ତମର୍‌ ବିତ୍‌ରେ କାର୍‌ମିସା ବଜ୍‌ ପାରା ନ ଅଇ ରଇକରି କସ୍‌ଟ ପାଇ, ଆବଡ୍‌ ପାଇଟି କରି ଦିନ୍‌ରାତି କାମ୍‌ କର୍‌ତେରଇଲୁ ।
9 Not that we lack this right, but we wanted to offer ourselves as an example for you to imitate.
ତମ୍‌କେ କାଇବାଟା ମାଙ୍ଗ୍‌ବାକେ ଆମର୍‌ ଅଦିକାର୍‌ ରଇଲା, ମାତର୍‌ ସେନ୍ତାରି କରୁନାଇ । କାଇକେବଇଲେ ତମର୍‌ପାଇ ଗଟେକ୍‌ ଉଦାଅରନ୍‌ ଦେକାଇବାକେ ସେନ୍ତାରି କଲୁ ।
10 For even while we were with you, we gave you this command: “If anyone is unwilling to work, he shall not eat.”
୧୦ତମର୍‌ ସଙ୍ଗ୍‍ ରଇଲାବେଲେ ଆମେ ତମ୍‌କେ କଇରଇଲୁ, ଜନ୍‌ ଲକ୍‌ ପାଇଟି କାବାଡ୍‌ ନ କରେ, ସେ ବାତ୍‌ପେଜ୍‌ ନ କାଅ ।
11 Yet we hear that some of you are leading undisciplined lives and accomplishing nothing but being busybodies.
୧୧ଏବେ ଏ କାତା ଆରିତରେକ୍‌ କଇଲୁନି, କାଇକେବଇଲେ ଆମେ କବର୍‌ ପାଇଲୁ ଆଚୁଜେ, ତମର୍‌ ବିତ୍‌ରେ କେତେକ୍‌ ଲକ୍‌ମନ୍‌ ବାଡୁ ଅଇକରି ଜିଉନାକାଉନା କଲାଇନି । କାଇ ପାଇଟି ନକରି ବିନ୍‌ ଲକର୍‌ କାମେ ମଜାଇ ଅଇସି ଆରି କାଇଟାମିସା ନ କରତ୍‌ ।
12 We command and urge such people by our Lord Jesus Christ to begin working quietly to earn their own living.
୧୨ମାପ୍‌ରୁ ଜିସୁକିରିସ୍‌ଟର୍‌ ନାଉଁ ଦାରି ଆମେ ସେ ଲକ୍‌ମନ୍‌କେ ଜାଗ୍‌ରତ୍‌କରି ଆଦେସ୍‌ଦେଲୁନି, ସେମନ୍‌ ସେନ୍ତାରି କର୍‌ବାଟା ଚାଡିଦେସ୍‌ । ଜେନ୍ତାରିକି ନିଜର୍‌ ପେଟର୍‌ପାଇ କାଦି ପାଇବାକେ ପାଇଟି କରତ୍‌ ।
13 But as for you, brothers, do not grow weary in well-doing.
୧୩ମାତର୍‌ ଏ ବାଇବଇନିମନ୍‌ ତମେ ସତ୍‌କାମ୍‌ କର୍‌ବାକେ ତାକିଜାଆ ନାଇ ।
14 Take note of anyone who does not obey the instructions we have given in this letter. Do not associate with him, so that he may be ashamed.
୧୪ଏ ଚିଟିଲଗେ ତମ୍‌କେ ଜନ୍‌ କବର୍‌ପାଟାଇଲୁ ଆଚୁ, କେନ୍ତି ଆଲେ ତମର୍‌ ବିତ୍‌ରେଅନି କେ ମିସା ସେଟା ମାନ୍‌ବାକେ ମନ୍‍ ନ କରେ, ସେନ୍ତାରି ଲକ୍‌କେ ଚିନିରୁଆ ଆରି ତାର୍‌ସଙ୍ଗ୍‍ ମିସିବିଡି ରଇବାଟା ଚାଡି ଦିଆସ୍‌ ।
15 Yet do not regard him as an enemy, but warn him as a brother.
୧୫ସେନ୍ତାର୍‍ କଲେ ସେ ଲାଜ୍‌ ଅଇଜାଇସି । ମାତର୍‌ ତାର୍‌ସଙ୍ଗ୍‍ ସତ୍‌ରୁର୍‌ ପାରା କାତାବାର୍‌ତା ନ ଅଇକରି, ନିଜର୍‌ ବିସ୍‌ବାସି ବାଇପାରା ତାକେ ଜାଗ୍‍ରତ୍‍ କରା ।
16 Now may the Lord of peace Himself give you peace at all times and in every way. The Lord be with all of you.
୧୬ଜନ୍‌ମାପ୍‌ରୁ ଆମ୍‌କେ ସାନ୍ତି ଦେଲାନି, ସେ ତମ୍‌କେ ସବୁବେଲେ ଆରି ସବୁରକାମ୍‌ ସାନ୍ତିଦେଅ । ମାପ୍‌ରୁ ତମର୍‌ ସବୁର୍‌ଲଗେ ରଅ ।
17 This greeting is in my own hand—Paul. This is my mark in every letter; it is the way I write.
୧୭ମୁଇ ମର୍‌ ନିଜର୍‌ ଆତେ ଏଟା ଲେକ୍‌ଲିନି । ପାଉଲର୍‌ ଜୁଆର୍‌ ଜାନାଇଲୁନି । ମୁଇ ଲେକିରଇବା ସବୁ ଚିଟିପତର୍‌ ଲଗେ ମୁଇ ଏନ୍ତାରି ଦସ୍‌ତକତ୍‌ କରି ଲେକିରଇବି ।
18 The grace of our Lord Jesus Christ be with all of you.
୧୮ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଜିବନ୍‌ ଦୁକାନି ତମ୍‌କେ ସବୁକେ ମିଲ ।

< 2 Thessalonians 3 >