< 1 Timothy 1 >
1 Paul, an apostle of Christ Jesus by the command of God our Savior and of Christ Jesus our hope,
୧ମୁଇ ପାଉଲ୍ ଜିସୁକିରିସ୍ଟର୍ ଗଟେକ୍ ପେରିତ୍, ଏ ଚିଟି ଲେକ୍ଲିନି । ଆମର୍ ମୁକ୍ତିକାରିଆ ପର୍ମେସର୍ ଆରି ଆମେ ଆସା କରିରଇବା କିରିସ୍ଟ ଜିସୁର୍ ଆଦେସ୍ ଇସାବେ ବାଚିଅଇଆଚି ।
2 To Timothy, my true child in the faith: Grace, mercy, and peace from God the Father and Christ Jesus our Lord.
୨କିରିସ୍ଟକେ ବିସ୍ବାସ୍ କଲାର୍ପାଇ, ତୁଇ ତିମତି ମର୍ ନିଜର୍ ପଅ ଅଇ ଆଚୁସ୍ । ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
3 As I urged you on my departure to Macedonia, you should stay on at Ephesus to instruct certain men not to teach false doctrines
୩ମୁଇ ମାକିଦନିଆଇ ଜିବା ଆଗ୍ତୁ ତମ୍କେ ଏପିସିଅତେଇ ରୁଆ ବଲି କଇରଇଲି । ତେଇ ଜନ୍ ଲକ୍ମନ୍ ବୁଲ୍ ସିକିଆ ସବୁ ଦେଲାଇନି, ସେମନ୍କେ ବୁଲ୍ ସିକିଆ ଦେବାଟା ବନ୍ଦ୍ କର୍ବାକେ ଆଦେସ୍ ଦିଆସ୍ ବଲି ମୁଇ ତମ୍କେ କଇରଇଲି ।
4 or devote themselves to myths and endless genealogies, which promote speculation rather than the stewardship of God’s work, which is by faith.
୪ସେମନ୍ ଟଣ୍ଡେ ପାନ୍ଦି କାତା କଇବାଇ ଆରି ଆଗ୍ତୁର୍ ଆନିଦାଦିମନର୍ କୁଟୁମର୍ କାତା ତିଆର୍ କର୍ବାଟା ଚାଡାବଲି ତିଆରା । ଲକ୍ମନ୍କେ ଏନ୍ତାରି ସିକିଆ ଦେଇତେରଇଲେ ଲକ୍ମନ୍ ତେଇ ଦଦାପେଲା ଅଇବାଇ । ବିସ୍ବାସ୍ ମାନିକରି ଜନ୍କାମ୍ ପର୍ମେସର୍ ସେମନ୍କେ କରତ୍ ବଲି ମନ୍ କଲାନି, ସେଟା ସେମନ୍ କରତ୍ ନାଇ ।
5 The goal of our instruction is the love that comes from a pure heart, a clear conscience, and a sincere faith.
୫ତମେ ଏନ୍ତାରିଟା ତିଆରା ଜେନ୍ତାରିକି, ସେମନ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାଇ । ଜନ୍ ଲକ୍ମନ୍କେ ସତ୍ ବିସ୍ବାସ୍ ଆରି ସୁକଲ୍ ଜିବନ୍, କାଇ କପଟ୍ ନ ରଇବା ମନ୍ ଆଚେ, ସେମନ୍ସେ ଏଟା କରିପାର୍ବାଇ ।
6 Some have strayed from these ways and turned aside to empty talk.
୬ମାତର୍ ଜନ୍ ଲକ୍ମନ୍ ବୁଲ୍ ସିକିଆ ଦେଲାଇନି, ଏ ସବୁ ବିସଇ ଚାଡିଦେଇକରି ଚୁଚା ବିସଇ କାତା ଅଇଲାନି ।
7 They want to be teachers of the law, but they do not understand what they are saying or that which they so confidently assert.
୭ନିୟମ୍ ଗୁରୁ ଇସାବେ ସବୁଲକ୍ ସେମନ୍କେ ନାମତ୍ ବଲି ସେମନ୍ ମନ୍ କଲାଇନି । ମାତର୍ ସେମନ୍ ସିକାଇବା ବିସଇ ନିଜେ ବୁଜତ୍ନାଇ ଆରି ସାଆସ୍ ସଙ୍ଗ୍ ଜନ୍ଟା ସତ୍ ବଲି କଇଲାଇନି, ସେଟା ସତ୍ କି ନଏଁ ବଲି ନାଜାନତ୍ ।
8 Now we know that the law is good, if one uses it legitimately.
୮ପର୍ମେସରର୍ ନିୟମ୍ଟାନେ କାଇ ଅନିଆଇ ନାଇ । ମାତର୍ ଲକ୍ମନ୍ ସେଟା ଟିକ୍ ସଙ୍ଗ୍ ସିକାଇବାର୍ ଆଚେ ।
9 We realize that law is not enacted for the righteous, but for the lawless and rebellious, for the ungodly and sinful, for the unholy and profane, for killers of father or mother, for murderers,
୯ଦରମ୍ କାମ୍ କର୍ବା ଲକ୍ମନର୍ପାଇ ନିୟମ୍ ତିଆର୍ ନ ଅଇରଇଲା । ତାର୍ ବାଦୁଲେ ଜନ୍ ଲକ୍ମନ୍ ତାର୍ ବିରଦି ଅଇରଇଲାଇ, ଆରି ତାର୍ କାତା ମାନି ନ ରଇଲାଇ, ସେନ୍ତାରି ଲକ୍ମନର୍ ପାଇ ପର୍ମେସର୍ ନିୟମ୍ ତିଆର୍ କରିରଇଲା । ଜନ୍ ଲକ୍ମନ୍ ପର୍ମେସର୍ ରଏ ନାଇ ବଲି ଚଲାଚଲ୍ତି କଲାଇନି, ଜନ୍ ଲକ୍ମନ୍ ପାପ୍ କର୍ବାଇ, କରାପ୍ କାମ୍ କର୍ତେରଇବାଇ, ଆରି ପର୍ମେସର୍କେ ସନ୍ମାନ୍ ନ ଦେଇତେରଅତ୍, ଜନ୍ଲକ୍ମନ୍ କି ତାକର୍ ଆୟା ବାବାମନ୍କେ ମରାଇବାଇ କି ବିନ୍ ଲକ୍ମନ୍କେ ମିସା ମରାଇବାଇ,
10 for the sexually immoral, for homosexuals, for slave traders and liars and perjurers, and for anyone else who is averse to sound teaching
୧୦ବେବିଚାର୍ କାମ୍ କରି ପାପ୍ କର୍ବାଇ, ମୁନୁସ୍ମୁନୁସ୍ ବିତ୍ରେ ଆରି ମାଇଜିମାଇଜି ବିତ୍ରେ ବେବିଚାର୍ କାମ୍ କର୍ବା ଲକ୍ମନର୍ପାଇ, ଗତିଦାଙ୍ଗ୍ଡା ଇସାବେ ଲକ୍ମନ୍କେ ବିକ୍ବା ସାଉକାର୍ ମନର୍ପାଇ, ଜନ୍ ଲକ୍ ସତ୍ କଅତ୍ନାଇ, ସତ୍ସେ କଇବି ବଲି କାତା ଦେଇରଇକରି ମିଚ୍ କଇବା ଲକ୍ମନର୍ପାଇ ଆରି ପର୍ମେସରର୍ ବିସଇଟାନେ ରଇବା ସତ୍ ସିକିଆ ବିରୁଦେ ଜେତ୍କି ସବୁ କାତା ଉଟ୍ସି, ସେ ସବୁର୍ପାଇ ।
11 that agrees with the glorious gospel of the blessed God, with which I have been entrusted.
୧୧ଏ ସତ୍ ସିକିଆ ସୁବ୍କବରର୍ ସିକିଆ ସଙ୍ଗ୍ ମିସ୍ସି । ଆମର୍ ଡାକ୍ପୁଟା ପର୍ମେସରର୍ ମଇମା ଆରି ଜନ୍ ସୁବ୍କବର୍ ଜାନାଅ ବଲି ସେ ମକେ ଦାଇତ୍ ଦେଲାଆଚେ, ସେଟାମିସା ମିସ୍ସି ।
12 I thank Christ Jesus our Lord, who has strengthened me, that He considered me faithful and appointed me to service.
୧୨ଆମର୍ ମାପ୍ରୁ ଜିସୁ କିରିସ୍ଟକେ ମୁଇ ଦନିଅବାଦ୍ ଦେଲିନି । ସେ ମକେ ବପୁ ଦେଲାଆଚେ । ତାର୍ ମୁଆଟେ ଗଟେକ୍ ବିସ୍ବାସ୍ ସଙ୍ଗ୍ ରଇବା ଗତି ଦାଙ୍ଗ୍ଡା ଇସାବେ ଏଜ୍ଲା ଆରି ତାକେ ସେବା କର୍ବାକେ ମକେ ବାଚ୍ଲା ।
13 I was formerly a blasphemer, a persecutor, and a violent man; yet because I had acted in ignorance and unbelief, I was shown mercy.
୧୩ଗଟେକ୍ ବେଲାଇ କିରିସ୍ଟର୍ ବିସଇର୍ କାରାପ୍ କାତା କଇତେରଇଲେ ମିସା ଆରି ବିନ୍ ବିସ୍ବାସିମନ୍କେ କାରାପ୍ ଇସାବେ ଦେକି ନିନ୍ଦା କର୍ତେରଇଲି ମିସା, ପର୍ମେସର୍ ମକେ ଦୟା ଦେକାଇଲା । କାଇକେବଇଲେ ମୁଇ କାଇଟା କର୍ତେରଇଲି, ସେଟା ନିଜେ ନାଜାନ୍ତେରଇଲି । ଆରି ମୁଇ କିରିସ୍ଟକେ ବିସ୍ବାସ୍ ନ କରିରଇଲି ।
14 And the grace of our Lord overflowed to me, along with the faith and love that are in Christ Jesus.
୧୪ଆମର୍ ମାପ୍ରୁ ମକେ ବେସି ଦୟା ଦେକାଇଲା । ଜେନ୍ତାରି କି, କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ମୁଇ ତାକେ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ଆଲାଦ୍ କରିପାର୍ଲି ।
15 This is a trustworthy saying, worthy of full acceptance: Christ Jesus came into the world to save sinners, of whom I am the worst.
୧୫ଏଟା କଇବାଟା ପୁରାପୁରୁନ୍ ସତ୍ ଆଚେ । ଆରି ସେଟା ଅଇସି କି ନଏଁ ବଲି ନ ବାବିକରି ନାମ୍ବାର୍ ଆଚେ । ପାପିମନ୍କେ ଉଦାର୍ କର୍ବାକେ କିରିସ୍ଟ ଜିସୁ ଏ ଜଗତେ ଆଇଲା ଆରି ପାପିମନର୍ ବିତ୍ରେଅନି ମୁଇ ବଡ୍ ପାପି ।
16 But for this very reason I was shown mercy, so that in me, the worst of sinners, Christ Jesus might display His perfect patience as an example to those who would believe in Him for eternal life. (aiōnios )
୧୬ଏଲେମିସା ଏଟାର୍ପାଇ ମକେ କିରିସ୍ଟ ଦୟା ଦେକାଇଲା । ସେ ମକେ କେମା କଲାକେ କେତେକ୍ ମୁର୍ଚିକରି ଆଚେ ବଲି ଦେକାଇବାକେ ସେ ମନ୍ କଲା । ବିନ୍ ଲକର୍ଟାନେଅନି ମୁଇ ଅଦିକ୍ ପାପ୍ କଲିଆଚି । ଏଟା ଏନ୍ତାରି ଅଇଲା । ଜେନ୍ତିକି ଦିନେକ୍ ଜେତ୍କି ଲକ୍ସବୁ ତାକେ ବିସ୍ବାସ୍ କରି ସବୁଦିନର୍ପାଇ ମୁକ୍ତି ପାଇବାଇ ସେମନର୍ପାଇ ମୁଇ ଗଟେକ୍ ସାକି ଇସାବେ ରଇବି । (aiōnios )
17 Now to the King eternal, immortal, and invisible, the only God, be honor and glory forever and ever. Amen. (aiōn )
୧୭ଜନ୍ ରାଜା କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି, ଆରି ଜାକେ କି କେ ଦେକି ନାପାରତ୍, ସେ ଆକା ଗଟେକ୍ ପର୍ମେସର୍ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ସନ୍ମାନ୍ ପାଅ । ଆମେନ୍! (aiōn )
18 Timothy, my child, I entrust you with this command in keeping with the previous prophecies about you, so that by them you may fight the good fight,
୧୮ମର୍ ପଅ ତିମତି, ମୁଇ ତକେ ଏଟା ତିଆର୍ଲିନି, ତମେ କାଇଟା କର୍ସା ବଲି ସୁକଲ୍ଆତ୍ମା କେତେଟା ବବିସତ୍ବକ୍ତାମନ୍କେ ଜାନାଇରଇଲା ଇସାବେ ମୁଇ ଏଟା କଇଲିନି । ସେ ବବିସତ୍ବକ୍ତାମନ୍ କଇଲା ବିସଇ ସୁବ୍କବରର୍ ଦେକାରକା କର୍ବା ଜୁଇଦର୍ କାମେ ତମେ ଜେନ୍ତିକି ସାର୍ଦା ସଙ୍ଗ୍ ମିସ୍ସା, ସେ ବିସଇ କଇଲିନି ।
19 holding on to faith and a good conscience, which some have rejected and thereby shipwrecked their faith.
୧୯ତାର୍ସଙ୍ଗ୍ ସବୁବେଲେ ବିସ୍ବାସ୍ କର୍ବାଟା ଚାଡାନାଇ । ଆରି ଏଟା ସତ୍ ବଲି ନିଜେ ଜାନିରଇବା ବିସଇ କର୍ତେରୁଆ । କେତେକ୍ ଲକ୍ ନିଜର୍ ବିବେକ୍ କଇବାଟାକେ ଦିଆନ୍ ନ ଦେଇକରି କିରିସ୍ଟକେ ବିସ୍ବାସ୍ କର୍ବାଟା ଚାଡିଦେଇଆଚତ୍ ।
20 Among them are Hymenaeus and Alexander, whom I have handed over to Satan to be taught not to blaspheme.
୨୦ସେମନର୍ ବିତ୍ରେ ଉମନାୟକେ ଆରି ଆଲେକ୍ଜାଣ୍ଡାର୍କେ ବିନ୍ ବିସ୍ବାସି ମନର୍ଟାନେଅନି ବେଗ୍ଲାଇକରି ସଇତାନ୍କେ ସର୍ପିଦେଲିଆଚି । ଏନ୍ତାରି କଲେ ପର୍ମେସରର୍ ବିରଦେ କାରାପ୍ କାତା କଇବାଟା ସେମନ୍ ଚାଡିଦେବାଇ ବଲି ଆସା କଲିନି ।