< 1 Thessalonians 1 >
1 Paul, Silvanus, and Timothy, To the church of the Thessalonians in God the Father and the Lord Jesus Christ: Grace and peace to you.
ମୁୟ୍ଁ ପାଉଲ୍, ସିଲା ଆର୍ ତିମତି ତେସଲନିକି ମଣ୍ଡ୍ଳିର୍ ଲକ୍ମଃନ୍କେ ଚିଟି ଲେକୁଲୁ । ଉବା ଇସ୍ୱରାର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ଆର୍ ସୁସ୍ତା ତୁମାର୍ ଉହ୍ରେ ଅଃଉଅ ।
2 We always thank God for all of you, remembering you in our prayers
ଅଃମିମଃନ୍ ପାର୍ତ୍ନା କଃର୍ତା ବଃଳ୍ ତୁମିମଃନାର୍ ନାଉଁ ଦଃରି ତୁମାର୍ ସଃବୁଲକାର୍ ଗିନେ ସଃବୁବଃଳ୍ ଇସ୍ୱର୍କେ ଦନ୍ୟବାଦ୍ କଃରୁଲୁ ।
3 and continually recalling before our God and Father your work of faith, your labor of love, and your enduring hope in our Lord Jesus Christ.
ଅଃମିମଃନାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ଅଃମିମଃନ୍ ତୁମିମଃନାର୍ ବିସ୍ୱାସାର୍ କାମ୍, ଲାଡାର୍ କଃବାଳ୍ ଆର୍ ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟର୍ କଃତାକ୍ ତୁମାର୍ ବଃର୍ସା ସାସ୍ ଦଃର୍ତାର୍ କଃତା ସଃବୁବଃଳ୍ ଏତାଉଆ ।
4 Brothers who are beloved by God, we know that He has chosen you,
ଏ ଅଃମାର୍ ବାୟ୍ବେଣିମଃନ୍, ଅଃମିମଃନ୍ ଜାଣି ଆଚୁ ଜେ, ଇସ୍ୱର୍ ତୁମିମଃନ୍କେ ଲାଡ୍ କଃରୁଲା ଆର୍ ସେ ନିଜେ ତୁମିମଃନ୍କେ ବାଚିଆଚେ ।
5 because our gospel came to you not only in word, but also in power, in the Holy Spirit, and with great conviction—just as you know we lived among you for your sake.
ଅଃମିମଃନ୍ ନିକ କବୁର୍ ଅଃବ୍କା କଃତାୟ୍ ନାୟ୍, ମଃତର୍ ସଃକ୍ତି, ପବିତ୍ର ଆତ୍ମା ଆର୍ ହୁରାକଃରି ତୁମିମଃନାର୍ ଲଃଗେ ଆୟ୍ଲି; ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ତୁମିମଃନାର୍ ସଃଙ୍ଗ୍ ଅଃମିମଃନ୍ କଃନ୍କା ଚାଲାଚାଲ୍ତି କଃରିରିଲୁ, ସେରି ତ ତୁମିମଃନ୍ ଜାଣି ଆଚାସ୍ । ଇରି ତୁମାର୍ ନିଜାର୍ ବଃଲ୍ ହାଁୟ୍,
6 And you became imitators of us and of the Lord when you welcomed the message with the joy of the Holy Spirit, in spite of your great suffering.
ଆରେକ୍ ତୁମିମଃନ୍ ବଃଡେ ଦୁକ୍କଃସ୍ଟ୍ ବଗ୍ କଃରି ହେଁ ପବିତ୍ର ଆତ୍ମା ଦିଲା ସଃର୍ଦାର୍ ସଃଙ୍ଗ୍ ସେ ମାପ୍ରୁର୍ କଃତାକ୍ ମାନିକଃରି ଅଃମାର୍ ଆର୍ ମାପ୍ରୁର୍ ହଃଚେ ଜାତି ରିଲାସ୍ ।
7 As a result, you have become an example to all the believers in Macedonia and Achaia.
ଇବାନ୍ୟା ତୁମିମଃନ୍ ମାକିଦନିଆ ଆର୍ ଆକାୟା ଲଃଗେ ବାସା କଃର୍ତିରିଲା ସଃବୁ ବିସ୍ୱାସିମଃନାର୍ ବାଟ୍ ଦଃକାଉତା ଲକ୍ ହର୍ ଅୟ୍ରିଲାସ୍ ।
8 For not only did the message of the Lord ring out from you to Macedonia and Achaia, but your faith in God has gone out to every place, so that we have no need to say anything more.
ତୁମାର୍ ତଃୟ୍ହୁଣି ଅଃବ୍କା ମାପ୍ରୁର୍ କଃତା ମାକିଦନିଆ ଆର୍ ଆକାୟା ତଃୟ୍ ପର୍ଚାର୍ ଅୟ୍ଆଚେ, ସେରି ନାୟ୍, ମଃତର୍ ଇସ୍ୱର୍କେ ତୁମାର୍ ବିସ୍ୱାସାର୍ କଃତା ସଃବୁହାକ୍ ଉର୍ଜି ଅୟ୍ଆଚେ, ସେ କଃତାକେ ଚାଡି ଅଃମିମଃନ୍କେ କାୟ୍ରି ହେଁ ଲଳା ନାୟ୍ ।
9 For they themselves report what kind of welcome you gave us, and how you turned to God from idols to serve the living and true God
ଜୁୟ୍ତାର୍ ଗିନେ ଲକ୍ମଃନ୍ ଅଃମିମଃନାର୍ ବିସୟେ କଃଉଁଲାୟ୍, ତୁମାର୍ ଲଃଗେ ଅଃମିମଃନ୍ ଆସ୍ତାବଃଳ୍ ତୁମି କଃନ୍କଃରି ଆଗଳି ଦଃରିରିଲାସ୍, ଆର୍ କଃନ୍କଃରି ତୁମିମଃନ୍କେ ମୁର୍ତି ହୁଜା ସଃବୁ ଚାଡିକଃରି ଜିବନ୍ ଆର୍ ସଃତ୍ ଇସ୍ୱରାର୍ ସେବା କଃରୁଲାସ୍,
10 and to await His Son from heaven, whom He raised from the dead—Jesus our deliverer from the coming wrath.
ଆରେକ୍ ସେ ଇସ୍ୱର୍ ଅଃହ୍ଣାର୍ ଜୁୟ୍ ହୟ୍ସିକ୍ ମଃଲା ଲକାର୍ ତଃୟ୍ହୁଣି ଉଟାୟ୍ରିଲା, ଆସୁଲା କହ୍ ତଃୟ୍ହୁଣି ଅଃମିମଃନ୍କେ ରଃକ୍ୟା କଃର୍ତା ସେ ଜିସୁକେ ସଃର୍ଗେ ହୁଣି ଆସ୍ତାର୍ ଜାଗିରେଉଉଁଆ ।