< 1 Thessalonians 2 >

1 You yourselves know, brothers, that our visit to you was not in vain.
ଏ ବାଇବଇନିମନ୍‌ ତମେ ନିଜେ ଜାନି ଆଚାସ୍‌, ତମର୍‌ଲଗେ ଆମେ ଆଇଲାଟା ଚୁଚାଇ ନ ରଇଲା ।
2 As you are aware, we had already endured suffering and shameful treatment in Philippi. But in the face of strong opposition, we were bold in our God to speak to you the gospel of God.
ତମର୍‌ଟାନେ ଆଇବା ଆଗ୍‌ତୁ ପିଲିପେ ଆମ୍‌କେ କେନ୍ତି ଦୁକ୍‌ ନିନ୍ଦା ଅଇରଇଲା, ସେଟା ତମେ ଜାନାସ୍‌ । ବେସି ଲକ୍‌ ଆମ୍‌କେ ବିରଦ୍‌ କଲେ ମିସା ସୁବ୍‍କବର୍‌ ତମ୍‌କେ ଜାନାଇବାକେ ପର୍‌ମେସର୍‌ ସାଆସ୍‌ ଦେଇରଇଲା ।
3 For our appeal does not arise from deceit or ulterior motives or trickery.
ଆମେ ବାବୁଜିଆ କଲାଟା, ଲକ୍‌ମନର୍‌ ବୁଲ୍‌ ଆଦେସ୍‌ ଅନି ନ ରଇଲା ଆରି ନାଡାଇବାଟା କି ବୁଲ୍‌ବାଟେ ନେବା ବିସଇ ନ ରଇଲା ।
4 Instead, we speak as those approved by God to be entrusted with the gospel, not in order to please men but God, who examines our hearts.
ମାତର୍‌ ସବୁବେଲେ ଆମେ ପର୍‌ମେସରର୍‌ ମନ୍‍ କଲା ଇସାବେ ସେ କାତା କଇତେରଇବୁ । କାଇକେବଇଲେ ସେ ଆମ୍‌କେ ବାଚିକରି ସୁବ୍‌କବର୍‌ ଜାନାଇବା ଦାଇତ୍‌ ସର୍‌ପି ଦେଲାଆଚେ । ଲକ୍‌ମନ୍‌କେ ସାର୍‌ଦା କରାଇବାକେ ଆମର୍‌ ଆଦେସ୍‌ ନାଇ । ଜନ୍‌ ପର୍‌ମେସର୍‌ ଆମର୍‌ ମନ୍‌ ବିତ୍‌ରର୍‌ଟା ପରିକା କରି ଦେକିପାର୍‌ସି, ତାକେ ଆକା ସାର୍‌ଦା କର୍‌ବାକେ ଆମେ ଚେସ୍‌ଟା କଲୁନି ।
5 As you know, we never used words of flattery or any pretext for greed. God is our witness!
ତମେତା ନିକ କରି ଜାନାସ୍‌ । ଆମେ କେବେ ମିସା ତମ୍‌କେ ସାର୍‌ଦା କରାଇବା କାତା କଇ ନ ରଇଲୁ । ଆମର୍‌ ଲବ୍‌ଅଇବାଟାକେ ଲୁଚାଇକରି ସଙ୍ଗଉନାଇ । ତମର୍‌ଲଗେ କାରାପ୍‌ ବେବାର୍‌ କରି ନ ରଇଲୁ । ଏ ବିସଇଟାନେ ପର୍‌ମେସର୍‌ ଆମର୍‌ ସାକି ।
6 Nor did we seek praise from you or from anyone else, although as apostles of Christ we had authority to demand it.
ଆମେ କାର୍‌ଲଗେ ଅନି ସନ୍‌ମାନ୍‌ ପାଇବୁ ବଲି ଚେସ୍‌ଟା କରି ନ ରଇଲୁ । ତମର୍‌ଟାନେ ଅନି କି ବିନ୍‌ ଲକର୍‌ ଟାନେଅନି ମିସା ନାଇ ।
7 On the contrary, we were gentle among you, like a nursing mother caring for her children.
ଜଦି କିରିସ୍‌ଟ ପାଟାଇରଇବା ପେରିତ୍‌ ଇସାବେ ଆମ୍‌କେ ତମେ ମାନିକରି ରୁଆ ବଲି ଦାବି କର୍‌ତୁ । ମାଆ ଜେନ୍ତି ନିଜର୍‌ ପିଲାମନ୍‌କେ ଜତନ୍‌ କର୍‌ତେରଇସି, ଆମେ ତମର୍‌ଲଗେ ରଇବା ବେଲାଇ ସେରକାମ୍‌ କର୍‌ତେରଇଲୁ ।
8 We cared so deeply that we were delighted to share with you not only the gospel of God, but our own lives as well. That is how beloved you have become to us.
ଆମେ ତମ୍‌କେ ବେସି ଆଲାଦ୍‌ କଲୁ ଜେ, ତମ୍‌କେ ଅବ୍‌କା ପର୍‌ମେସରର୍‌ ସୁବ୍‌ କବର୍‌ ଜାନାଇବୁ ବଲି ନାଇ, ମାତର୍‌ ତମର୍‌ଲାଗି ନିଜ୍‌କେ ସର୍‌ପି ଅଇବାକେ ମିସା ତିଆର୍‌ ଅଇରଇଲୁ । ତମେ ଆମର୍‌ କେଡେକ୍‌ ନିଜର୍‌ ନ ରଇଲାସ୍‌!
9 Surely you recall, brothers, our labor and toil. We worked night and day so that we would not be a burden to anyone while we proclaimed to you the gospel of God.
ଏ ବାଇବଇନିମନ୍‌ ଆମେ ଆବଡ୍‌ ଅଇ ଗାଗ୍‍ଡେ ବାଦିଜାଇରଇଲେ ମିସା ମାନିଅଇ କାମ୍‌ କଲାଟା ତମ୍‌କେ ମନେରଇସି । ଆମେ ଜେନ୍ତିକି ତମର୍‌ ଉପ୍‌ରେ ବଜ୍‌ ନ ଅଇକରି, ଏଟାର୍‌ପାଇ ଦିନ୍‌ ରାତି କସ୍‌ଟ ପାଇ ପର୍‌ମେସରର୍‌ ସୁବ୍‍କବର୍‌ ତମ୍‌କେ ଜାନାଇରଇଲୁ ।
10 You are witnesses, and so is God, of how holy, righteous, and blameless our conduct was among you who believed.
୧୦ଜେଡେବେଲେ ଆମେ ତମର୍‌ଟାନେ ରଇଲୁ, ଆମେ କେନ୍ତି ସୁକଲ୍‌ଅଇ, ସତଇସେ କାଇ ଦସ୍‌ ନ ଅଇକରି ଚଲାଚଲ୍‌ତି କର୍‌ତେରଇଲୁ । ନିଜେ ପର୍‌ମେସର୍‌ ଆରି ତମେ ଆକା ଆମର୍‌ ସାକି ଆଚାସ୍‌ ।
11 For you know that we treated each of you as a father treats his own children—
୧୧ତମେତା ଜାନାସ୍‌ । ବାବା ଜେନ୍ତି ନିଜର୍‌ ପିଲାମନ୍‌କେ ଚଲାଚଲ୍‌ତି କର୍‌ତା, ଆମେ ମିସା ସମାନ୍‌ ସେନ୍ତାରିସେ ଚଲାଚଲ୍‌ତି କରିରଇଲୁ ।
12 encouraging you, comforting you, and urging you to walk in a manner worthy of God, who calls you into His own kingdom and glory.
୧୨ଆମେ ତମ୍‌କେ ସାଆସ୍‌ ଦେଇରଇଲୁ, ଦୁକ୍‌ ସାରାଇରଇଲୁ, ଆରି ପରମେସର୍‌ଟାନେ ଟିକ୍‌ସଙ୍ଗ୍‍ ଚଲାଚଲ୍‌ତି ଅଇ ବଁଚ୍‌ବାକେ ବାବୁଜିଆ କର୍‌ତେରଇଲୁ । ପର୍‌ମେସର୍‌ ଜେ କି ତାର୍‌ ରାଇଜେ ଆରି ତାର୍‌ ମଇମା ଟାନେ ମିସିରଇବାକେ ତମ୍‌କେ ଡାକ୍‌ଲାନି ।
13 And we continually thank God because, when you received the word of God that you heard from us, you accepted it not as the word of men, but as the true word of God—the word which is now at work in you who believe.
୧୩ଆମେ ପର୍‌ମେସର୍‌କେ ଏଟାର୍‌ପାଇ ମିସା ଦନିଅବାଦ୍‌ ଦେଲୁନି, କାଇକେବଇଲେ ଜେଡେବେଲେ ଆମେ ତାର୍‌ ସୁବ୍‌କବର୍‌ ତମ୍‌କେ ଜାନାଇରଇଲୁ ସେଟା ପର୍‌ମେସର୍‌ ଟାନେ ଅନି ଆଇଲା ବାକିଅ ବଲି ତମେ ମାନ୍‌ଲାସ୍‌ । ଏଟା ଲକ୍‌ମନର୍‌ ଟାନେଅନି ଆସି ଆଚେ ବଲି ନାଇ । ସତଇସେ ସେଟା ପର୍‌ମେସରର୍‌ ବାକିଅ । ଆରି ତମର୍‌ପାରା ବିସ୍‌ବାସିମନର୍‌ ମନ୍‌ ବିତ୍‌ରେ, ସେଟା ଡାଟ୍‌ ଅଇରଇସି ।
14 For you, brothers, became imitators of the churches of God in Judea that are in Christ Jesus. You suffered from your own countrymen the very things they suffered from the Jews,
୧୪ଏ ବାଇବଇନିମନ୍‌ ଜିଉଦା ଦେସେ ରଇବା ପର୍‌ମେସରର୍‌ ମଣ୍ଡଲିମନ୍‌କେ ଆରି ତେଇ ରଇବା କିରିସ୍‌ଟ ବିସ୍‌ବାସିମନର୍‌ଲାଗି ଜନ୍‌ ଗଟ୍‍ନା ଗଟିରଇଲା, ତମର୍‌ପାଇ ମିସା ସେ ଗଟ୍‍ନା ଗଟ୍‌ଲା ଆଚେ । ସେମନ୍‌ ଜିଉଦିମନର୍‌ ଲଗେଅନି ଜନ୍‌ ରକାମ୍‌ ତାଡ୍‌ନା ପାଇରଇଲାଇ, ତମେ ମିସା ନିଜର୍‌ ଦେସର୍‌ ଲକ୍‌ମନର୍‌ ଲଗେଅନି ସେ ସମାନ୍‌ ତାଡ୍‌ନା ପାଇଆଚାସ୍‌ ।
15 who killed both the Lord Jesus and their own prophets, and drove us out as well. They are displeasing to God and hostile to all men,
୧୫ଜିଉଦିମନ୍‌ ମାପ୍‌ରୁ ଜିସୁକେ ଆରି ବବିସତ୍‌ବକ୍‌ତାମନ୍‌କେ ମରାଇରଇଲାଇ ଆରି ଆମ୍‌କେ ମିସା ଦୁକ୍‌ କସ୍‌ଟ ଦେଇରଇଲାଇ । ସେମନର୍‌ଟାନେ ପର୍‌ମେସର୍‌ ସାନ୍ତି ନାଇ । ସେମନ୍‌ ସବୁ ମୁନୁସ୍‌ଜାତିର୍‌ ସତ୍‌ରୁ ।
16 hindering us from telling the Gentiles how they may be saved. As a result, they continue to heap up their sins to full capacity; the utmost wrath has come upon them.
୧୬ଜେନ୍ତାରି କି ଜନ୍‌ ସୁବ୍‌କବର୍‌ ଜାନାଇଲେ ଜିଉଦି ନଇଲା ଲକ୍‌ମନ୍‌କେ ମୁକ୍‌ତି ମିଲି ପାର୍‌ସି, ସେଟା ଚାଡି ଦେଅତ୍‌ ବଲି ଆମ୍‌କେ ସେମନ୍‌ ଚେସ୍‌ଟା କଲାଇନି । ଏନ୍ତାରି ସେମନ୍‌ କର୍‌ତେରଇବା ପାପ୍‌ ଅଦିକ୍‌ ଅଦିକ୍‌ ବଡିଜାଇକରି ସାରାସାରି ଆସି କେଟିଆଚେ । ଏବେ ସାରାସାରି ବେଲାଇ ସେମନର୍‌ ବିରୁଦେ ପର୍‌ମେସରର୍‌ ରିସା ଅଇଆଚେ ।
17 Brothers, although we were torn away from you for a short time (in person, not in heart), our desire to see you face to face was even more intense.
୧୭ଏ ବାଇବଇନିମନ୍‌ ଜେଡେବେଲେ ଆମେ ଚନେକର୍‌ପାଇ ତମର୍‌ଟାନେଅନି ବିନେ ଅଇଜାଇରଇଲୁ, ସେଟା ଗାଗଡ୍‌ ଇସାବେ । ମାତର୍‌ ଆମର୍‌ ମନ୍‌ ବିତ୍‌ରେ ତମେ ସବୁବେଲେ ବାସାଅଇରଇଲାସ୍‌ । ତମ୍‌କେ ଏତାଇ ଏତାଇ କରି ବେସି ଚିନ୍ତା କର୍‌ତେରଇଲୁ । ପଚେ ଆରିତରେକ୍‌ ତମ୍‌କେ ଦେକ୍‌ବାକେ ଚେସ୍‌ଟା କର୍‌ତେରଇଲୁ ।
18 For we wanted to come to you—indeed I, Paul, tried again and again—but Satan obstructed us.
୧୮ମାତର୍‌ ତମର୍‌ଲଗେ ବାଉଡିଆଇବାକେ ଆମ୍‌କେ ବେସି ମନ୍‌ରଇଲା । ମୁଇ ନିଜେ ତମର୍‌ଲଗେ ବାଉଡିଆଇବାକେ ଗଟେକ୍‌ତର୍‌ ଚେସ୍‌ଟାକରିରଇଲି, ମାତର୍‌ ଏଟାର୍‌ପାଇ ଆମ୍‌କେ ସଇତାନ୍‌ ବାଦା ଦେଲା ।
19 After all, who is our hope, our joy, our crown of boasting, if it is not you yourselves in the presence of our Lord Jesus at His coming?
୧୯ସେ ଗାଲା କାତା ଗାଲାବେ । ମର୍‌ ଆସା ଆଚେ, ମାପ୍‌ରୁ ଜିସୁ ଆଇବା ବେଲେ ତମେ ଆମର୍‌ ଆସା, ସାର୍‌ଦା ବଡ୍‌ପନ୍‌ ଆରି ଜିତ୍‌ବାଟା ।
20 You are indeed our glory and our joy.
୨୦ତମେ ସବୁବେଲେ ଆମର୍‌ପାଇ ଡାକ୍‌ପୁଟା ଆରି ସାର୍‌ଦା ।

< 1 Thessalonians 2 >