< 1 John 5 >
1 Everyone who believes that Jesus is the Christ has been born of God, and everyone who loves the Father also loves those born of Him.
୧ଜେ କି ଜିସୁକେ ମସିଅ ବଲି ବିସ୍ବାସ୍ କର୍ସି, ସେ ପର୍ମେସରର୍ ପିଲା । ଆରି ଜେ କି ବାବାକେ ଆଲାଦ୍ କର୍ସି, ସେ ତାର୍ ପିଲାକେ ମିସା ଆଲାଦ୍ କର୍ସି ।
2 By this we know that we love the children of God: when we love God and keep His commandments.
୨ପର୍ମେସରର୍ ପିଲାମନ୍କେ ଆମେ ଆଲାଦ୍ କଲୁନି ବଲି ଏନ୍ତାରି ଜାନିଅଇସି । ପର୍ମେସର୍କେ ଆଲାଦ୍ କରି ଆରି ତାର୍ ଆଦେସ୍ ମିସା ମାନିକରି ।
3 For this is the love of God, that we keep His commandments. And His commandments are not burdensome,
୩ଆମେ ଜଦି ସତଇସେ ପର୍ମେସର୍କେ ଆଲାଦ୍ କଲେ, ତାର୍ ଆଦେସ୍ ସବୁ ମାନ୍ବୁ । ସେ ଆମ୍କେ ତିଆର୍ଲା ବିସଇ ମାନ୍ବାକେ ଆମ୍କେ ଆବଡ୍ ନ ଲାଗେ ।
4 because everyone born of God overcomes the world. And this is the victory that has overcome the world: our faith.
୪କାଇକେବଇଲେ ପର୍ମେସରର୍ ସବୁ ପିଲା ଏ ଜଗତର୍ କାରାପ୍ ଚଲାଚଲ୍ତି ନିଚିକରି ଜିତିପାର୍ସି । ଆମର୍ ବିସ୍ବାସର୍ ଲାଗି ଆମେ ଜଗତ୍କେ ଜିତିଅଇସି ।
5 Who then overcomes the world? Only he who believes that Jesus is the Son of God.
୫ଏ ଜଗତ୍କେ କେ ଆରାଇପାର୍ସି? ଜିସୁକେ ପର୍ମେସରର୍ ପଅ ବଲି ଜେ ବିସ୍ବାସ୍ କର୍ସି, ସେ ଏ ଜଗତ୍କେ ଆରାଇସି ।
6 This is the One who came by water and blood, Jesus Christ—not by water alone, but by water and blood. And it is the Spirit who testifies to this, because the Spirit is the truth.
୬ଜିସୁକିରିସ୍ଟ ପର୍ମେସରର୍ ପ ବଲିକରି, ଡୁବନ୍ ଦେଉ ଜଅନ୍ ତାକେ ପାନିତେଇ ଡୁବନ୍ ଦେଲା । ଆରି ସେ ମଲାବେଲେ ତାର୍ ବନି ରକଇଅଇଲା । ଏନ୍ତାରି ନଏଁ ଜେ ସେ ଅବ୍କା ପାନିସଙ୍ଗ୍ ଡୁବନ୍ ଅଇଲା, ମାତର୍ ତାର୍ ମରନେ ତାର୍ ବନି ରକଇଅଇଲା । ଏ ସବୁ ବିସଇ ସତ୍ ବଲି ସୁକଲ୍ଆତ୍ମା ଆମ୍କେ ସାକିଦେଲାନି । କାଇକେବଇଲେ ସେ ସତ୍ ଆତ୍ମା ।
7 For there are three that testify:
୭ତେବର୍ପାଇ ତିନ୍ଟା ସାକିତେଇଅନି ଆମେ ସତ୍ ଜାନ୍ଲୁନି ।
8 the Spirit, the water, and the blood—and these three are in agreement.
୮ସୁକଲ୍ଆତ୍ମା, ଡୁବନ୍ ଅଇରଇବା ପାନି, ଆରି ରକଇଅଇରଇବା ବନି, ତିନ୍ଟାଜାକ ସାକିତେଇ ରାଜି ଅଇଆଚତ୍ ।
9 Even if we accept human testimony, the testimony of God is greater. For this is the testimony that God has given about His Son.
୯ଜେଡେବେଲେ ଲକ୍ମନ୍ ତାକର୍ ଜାନିରଇବା ବିସଇନେଇ ସାକିଦେବାଇ, ଆମେ ସେମନ୍କେ ବିସ୍ବାସ୍ କର୍ବୁ । ମାତର୍ ପର୍ମେସର୍ ଆମ୍କେ ସାକିଦେବାଟା ତାର୍ତେଇଅନି ଅଦିକ୍ ମୁକିଅ । କାଇକେବଇଲେ ସେଟା ପର୍ମେସରର୍ ସାକି । ସେ ତାର୍ ନିଜର୍ ପଅର୍ ବିସଇନେଇ ଆମ୍କେ ସାକିଦେଲାନି ।
10 Whoever believes in the Son of God has this testimony within him; whoever does not believe God has made Him out to be a liar, because he has not believed in the testimony that God has given about His Son.
୧୦କେ ମିସା ଜିସୁକେ ପର୍ମେସରର୍ ପଅ ବଲି ବିସ୍ବାସ୍ କଲେ, ପର୍ମେସରର୍ ସାକି ତାକର୍ ମନ୍ ବିତ୍ରେ ଆଚେ । ପର୍ମେସର୍ କଇଲା କାତା ଜେ ଜଦି ବିସ୍ବାସ୍ ନ କରେ, ସେ ମିଚ୍ ବଲିକରି କଇଲାନି । କାଇକେବଇଲେ ତାର୍ ନିଜର୍ ପଅର୍ ବିସଇ କଇଲାଟା ସେମନ୍ ବିସ୍ବାସ୍ କରତ୍ ନାଇ ।
11 And this is that testimony: God has given us eternal life, and this life is in His Son. (aiōnios )
୧୧ସେ ସାକିଅ ଏଟା ସେ । ପର୍ମେସର୍ ଆମ୍କେ ନ ସାର୍ବା ଜିବନ୍ ଦେଲାଆଚେ । ଏ ଜିବନ୍ ଆମେ ତାର୍ ପଅର୍ଲାଗି ମିଲାଇଆଚୁ । (aiōnios )
12 Whoever has the Son has life; whoever does not have the Son of God does not have life.
୧୨ତାର୍ ପଅସଙ୍ଗ୍ ଜେ ମିସା ମିସିରଇବାଇ, ସେମନ୍ ଏ ନ ସାର୍ବା ଜିବନ୍ ପାଇବାଇ । ଆରି ଜେ ତାର୍ ପଅର୍ସଙ୍ଗ୍ ମିସେନାଇ ସେ ଏ ଜିବନ୍ ମିସା ପାଏନାଇ ।
13 I have written these things to you who believe in the name of the Son of God, so that you may know that you have eternal life. (aiōnios )
୧୩ତମେ ଜେତ୍କି ଲକ୍ ପର୍ମେସରର୍ ପଅକେ ବିସ୍ବାସ୍ କଲାସ୍ନି, ତମ୍କେ ଏ ଚିଟି ଲେକ୍ଲିନି । ଜେନ୍ତାରିକି ଆମ୍କେ ନ ସାର୍ବା ଜିବନ୍ ଆଚେ ବଲି ତମେ ଜାନାସ୍ । (aiōnios )
14 And this is the confidence that we have before Him: If we ask anything according to His will, He hears us.
୧୪ପର୍ମେସର୍କେ ପାର୍ତନା କର୍ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍ ମନ୍ କଲା ଇସାବେ ଆମେ କାଇଟା ମାଙ୍ଗ୍ଲେ ମିସା ସେ ଆମ୍କେ ଦେଇସି ।
15 And if we know that He hears us in whatever we ask, we know that we already possess what we have asked of Him.
୧୫ଜେଡେବେଲେ ଆମେ ତାକେ ମାଙ୍ଗ୍ଲେ, ସେ ଆମର୍ କାତା ସୁନ୍ସି । ଆମେ ତାକେ ପାର୍ତନାଇ ଜାଇଟା ମାଙ୍ଗ୍ଲେ ସେଟା ଆମ୍କେ ଦେଇସି ।
16 If anyone sees his brother committing a sin not leading to death, he should ask God, who will give life to those who commit this kind of sin. There is a sin that leads to death; I am not saying he should ask regarding that sin.
୧୬ଜଦି ତମର୍ ସଙ୍ଗର୍ ବିସ୍ବାସି ବାଇ ପାପ୍କଲାନି ବଲି ଜାନ୍ଲେ, ଆରି ସେ ପାପ୍, ଲକ୍କେ ପର୍ମେସରର୍ ଟାନେଅନି ସବୁଦିନର୍ପାଇ ବେଗଲ୍ବା ପାରା ପାପ୍ ନଇଲେ, ସେ ଲକ୍କେ ରକିଆ କର ବଲି ତାକେ ଗୁଆରି କର୍ବାର୍ ଆଚେ । ଆରି ପର୍ମେସର୍ ସେ ଲକ୍କେ କେମାକରି ରକିଆ କର୍ସି । ଏଟା ଜେନ୍ତାରି ପାପ୍ ଜନ୍ଟା ମରନର୍ ବାଟେ ଲକ୍ମନ୍କେ ନ ଡାକିନେଏ, ସେନ୍ତାରି ପାପର୍ ପାଇ । ମାତର୍ ପର୍ମେସରର୍ ଟାନେଅନି ସବୁଦିନର୍ପାଇ ବେଗଲ୍ବା ପାରା ପାପର୍ ପାଇ, ତମେ ତାକେ ଗୁଆରି କରା ବଲି ମୁଇ କଇ ନାଇ ।
17 All unrighteousness is sin, yet there is sin that does not lead to death.
୧୭ସବୁ ରକାମର୍ ବୁଲ୍ କାମ୍ ପାପ୍ସେ । ମାତର୍ ସବୁ ରକାମର୍ ପାପ୍ ମରନର୍ ବାଟେ ନ ଡାକିନେଏ ।
18 We know that anyone born of God does not keep on sinning; the One who was born of God protects him, and the evil one cannot touch him.
୧୮ଆମେ ଜାନିଆଚୁ, ଜେ ପର୍ମେସରର୍ ପିଲା ଅଇଗାଲା ଆଚେ, ସେ ପାପ୍କାମ୍ କରିଲାଗି ନ ରଏ । କାଇକେବଇଲେ ପର୍ମେସରର୍ ପଅ ତାକେ ଦେକାରକା କର୍ସି । ଆରି ସଇତାନ୍ ଜେ କି ସବୁ ରକାମ୍ କାରାପ୍ କାମ୍ କରାଇସି, ତାକେ କାଇଟା କରିନଏଁ ।
19 We know that we are of God, and that the whole world is under the power of the evil one.
୧୯ଆମେ ଜାନିଆଚୁ, ଆମେ ପର୍ମେସରର୍ ପିଲାଜିଲା ଆରି ଜେ କି ତାକେ ନାଜାନେ, ସଇତାନ୍ ସେମନ୍କେ ସାସନ୍ କଲାନି ।
20 And we know that the Son of God has come and has given us understanding, so that we may know Him who is true; and we are in Him who is true—in His Son Jesus Christ. He is the true God and eternal life. (aiōnios )
୨୦ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି । (aiōnios )
21 Little children, keep yourselves from idols.
୨୧ଏ ମର୍ ଆଲାଦର୍ ପିଲାଟକିମନ୍, ମିଚ୍ ପୁତ୍ଲାମନର୍ ଟାନେଅନି ଦୁରିକେ ରୁଆ ।