< 1 Corinthians 10 >
1 I do not want you to be unaware, brothers, that our forefathers were all under the cloud, and that they all passed through the sea.
୧ଏ ମର୍ ବାଇବଇନିମନ୍, ଆମର୍ ଆନିଦାଦିମନ୍, ଜନ୍ ଲକ୍ମନ୍ ମସାର୍ ବାଟେ ଜାଇତେରଇଲାଇ, ସେମନ୍କେ କାଇଟା ଅଇଲା ଏତାଇ ଦେକା । ସେମନ୍ ସବୁ ଲକ୍ ବାଦଲ୍ ତଲେ ରଇ ରକିଆ ପାଇତେରଇଲାଇ । ଆରି ରଙ୍ଗ୍ ସମ୍ଦୁରେ ନ ବୁଡ୍ତେ ଇଣ୍ଡି ଇଣ୍ଡି ଲଙ୍ଗ୍ଲାଇ ।
2 They were all baptized into Moses in the cloud and in the sea.
୨ସେମନ୍ ସବୁ ବାଦ୍ଲେ ଆରି ସମ୍ଦୁରେ ଡୁବନ୍ ନେଲାଇ । ମସାର୍ ସିସ୍ମନ୍ ବଲି ସେମନ୍କେ ଗଟେକ୍ ଚିନ୍ ରଇଲା ।
3 They all ate the same spiritual food
୩ଆରି ସବୁଲକ୍ ପର୍ମେସର୍ ଜାଗାଇ ରଇବା କାଦି କାଇଲାଇ,
4 and drank the same spiritual drink; for they drank from the spiritual rock that accompanied them, and that rock was Christ.
୪ଆରି ସେ ପାକ୍ନାଇ ଅନି ଆଇବା ପାନି କାଇଲାଇ । ସେ ପାକ୍ନା ଅଇଲାନି କିରିସ୍ଟ ।
5 Nevertheless, God was not pleased with most of them, for they were struck down in the wilderness.
୫ଏଲେମିସା ସେମନର୍ ବିତ୍ରେ ଅନି ବେସି ଲକ୍କେ ପର୍ମେସରର୍ ସାର୍ଦା ନ ରଇଲା । ସେଟାର୍ ପାଇ ସେମନ୍ ମରୁବାଲି ବୁଏଁ ମଲାଇ ।
6 These things took place as examples to keep us from craving evil things as they did.
୬ସେମନ୍ ଜନ୍ ରକାମ୍ ଆସାର୍ ବିସଇର୍ ପାଇ ଲାଲ୍ସା ଅଇ ରଇଲାଇ, ଆମେ ମିସା ସେ ରକାମ୍ ଲାଲ୍ସା ନ ଅଉଁ । ସେଟାର୍ପାଇ ଏ ସବୁ ଗଟ୍ଲା ବିସଇ ଆମର୍ପାଇ ଲେକାଅଇଆଚେ ।
7 Do not be idolaters, as some of them were. As it is written: “The people sat down to eat and to drink, and got up to indulge in revelry.”
୭ଜେନ୍ତିକି ସେମନର୍ ବିତ୍ରେ ଅନି କେତେଲକ୍ ପୁତ୍ଲା ପୁଜା କର୍ବାର୍ ଦାର୍ଲାଇ, ତମେ ସେନ୍ତାରି ପୁତ୍ଲା ପୁଜା କର୍ବାଟା, ଆରାମ୍ କରା ନାଇ । ସାସ୍ତରେ ଲେକା ଅଇଆଚେ, ଜେନ୍ତିକି ଲକ୍ମନ୍ ପୁଜାକଲାଟା କାଇବାକେ ବସିରଇଲାଇ ଆରି ମଦ୍ କାଇକରି ବେବିଚାର୍ କର୍ବାର୍ ଦାର୍ଲାଇ ।
8 We should not commit sexual immorality, as some of them did, and in one day twenty-three thousand of them died.
୮ଜେନ୍ତିକି ସେମନର୍ ବିତ୍ରେ କେତେଲକ୍ ବେସିଆ କାମ୍କରି ଗଟେକ୍ ଦିନେ କଡେ ତିନ୍ ଅଜାର୍ ଲକ୍ ପର୍ମେସରର୍ ଡଣ୍ଡ୍ ପାଇକରି ମରିଗାଲାଇ । ସେନ୍ତାରି ଆମେ ବେସିଆ କାମ୍ ନ କରୁ ।
9 We should not test Christ, as some of them did, and were killed by snakes.
୯ସେନ୍ତିସେ ସେମନର୍ ବିତ୍ରେ କେତେଲକ୍ ମାପ୍ରୁକେ ପରିକା କଲାଇ ଆରି ବିସ୍ ରଇବା ସାଁପ୍ ଟକାଇ ଅଇକରି ମଲାଇ । ସେନ୍ତାରି ଆମେ ମାପ୍ରୁକେ ପରିକା ନ କରୁ ।
10 And do not complain, as some of them did, and were killed by the destroying angel.
୧୦ସେମନ୍ ଜେନ୍ତିକି ପର୍ମେସରର୍ ବିରୁଦେ ତାକର୍ ତାକର୍ ବିତ୍ରେ ଦଦାପେଲା ଅଇକରି, କୁରୁପ୍ ନାସ୍ କର୍ବା ଦୁତର୍ଲାଗି ମରିଆଜିଗାଲାଇ । ତମେ ସେନ୍ତାରି ଦଦାପେଲା ଉଆନାଇ ।
11 Now these things happened to them as examples and were written down as warnings for us, on whom the fulfillment of the ages has come. (aiōn )
୧୧ସବୁ ଲକର୍ପାଇ ଏ ସବୁ ଗଟ୍ନା ଗଟ୍ଲା । ଆରି ଆମ୍କେ ଚେତ୍ନା ପାଇବାକେ ସେଟା ସବୁ ଲେକାଅଇଆଚେ । କାଇକେବଇଲେ ଏ ଜଗତର୍ ସାରାସାରି ବେଲା ଆସି କେଟ୍ଲା ଆଚେ । (aiōn )
12 So the one who thinks he is standing firm should be careful not to fall.
୧୨ସେଟାର୍ପାଇ ଜେ ମୁଇ ନିଜେ ଡାଟ୍ ଆଚି ବଲି ମନେ ମନେ ଏତାଇସି, ସେ ବିସ୍ବାସେ ଅନି ବିନ୍ବାଟେ ନ ଜାଆ, ସେଟାର୍ପାଇ ଜାଗ୍ରତ୍ ରୁଆ ।
13 No temptation has seized you except what is common to man. And God is faithful; He will not let you be tempted beyond what you can bear. But when you are tempted, He will also provide an escape, so that you can stand up under it.
୧୩ଆମ୍କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍ମନ୍କେ ପରିକା ଆଇତେରଇସି । ମାତର୍ ପର୍ମେସର୍ ତାର୍ କାତାଇ ଡାଟ୍ ଆଚେ । ଆମ୍କେ ମୁର୍ଚି ନାପାର୍ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍ ଦେକାଇସି ।
14 Therefore, my beloved, flee from idolatry.
୧୪ସେଟାର୍ ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ପୁତ୍ଲା ପୁଜା କର୍ବା ଟାନେଅନି ଦୁରିକେ ଉଟିଜା ।
15 I speak to reasonable people; judge for yourselves what I say.
୧୫ମୁଇ ବୁଦି ରଇଲା ଲକ୍ମନ୍କେ କଇଲା ପାରା କଇଲିନି। ମୁଇ କାଇଟା କଇଲିନି ସେଟା ତମେ ବିଚାର୍ କରା ।
16 Is not the cup of blessing that we bless a participation in the blood of Christ? And is not the bread that we break a participation in the body of Christ?
୧୬ଜେଡେବେଲେ ଆମେ ମାପ୍ରୁର୍ କାଦିର୍ପାଇ ରୁଣ୍ଡ୍ବୁ, ଜନ୍ ମୁତାଇଅନି ଆମେ କାଇବୁ, ସେ ମୁତାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । ସେ ମୁତାଇଅନି କାଇଲାବେଲେ ଆମେ କିରିସ୍ଟର୍ ବନିତେଇ ମିସ୍ଲୁନି । ଜନ୍ ରୁଟିଆମେ ବାଙ୍ଗାଇବୁ, ସେଟା କାଇଲାବେଲେ କିରିସ୍ଟର୍ ଗାଗ୍ଡେ ମିସ୍ଲୁନି ।
17 Because there is one loaf, we who are many are one body; for we all partake of the one loaf.
୧୭କାଇକେବଇଲେ ରୁଟି ଗଟେକ୍ ଅଇଲେ ମିସା ଆମେ ବୁତେକ୍ ଲକ୍ ଆଚୁ । ସେ ଗଟେକ୍ ରୁଟି ଆମେ ମିସିକରି କାଇବାବେଲେ ଗଟେକ୍ ଗାଗଡ୍ ଅଇଗାଲୁନି ।
18 Consider the people of Israel: Are not those who eat the sacrifices fellow partakers in the altar?
୧୮ଜିଉଦି ମନର୍ ବିସଇ ବାବିଦେକା । ଜନ୍ ଲକ୍ମନ୍ ପୁଜାକଲା ମାଉଁସ୍ କାଇଲାଇନି, ସେମନ୍ କାଇ ବେଦିଲଗେ ଉପାସନା କଲାବେଲେ ନ ମିସତ୍?
19 Am I suggesting, then, that food sacrificed to an idol is anything, or that an idol is anything?
୧୯ଏଟାର୍ପାଇ ମୁଇ କଇଲିନି ଜେ, ଦେବ୍ତାମନର୍ ବଲି କଲା ପର୍ସାଦ୍ କାଇଟା ନାଇ କି ପୁତ୍ଲା ବଲି କାଇଟା ନାଇ ।
20 No, but the sacrifices of pagans are offered to demons, not to God. And I do not want you to be participants with demons.
୨୦ପୁତ୍ଲାକେ ପୁଜା କରୁମନ୍ ସେମନ୍ ଜନ୍ ଜନ୍ଟା ବଲି ଇସାବେ ସର୍ପି ଦେଲାଇନି, ସେସବୁ ପର୍ମେସର୍କେ ନ ସର୍ପାଇ କରି ଡୁମାମନ୍କେ ସରପ୍ଲାଇନି । ସେଟାର୍ପାଇ, ତମେ ଡୁମାମନର୍ ପୁଜାଟାନେ ମିସା ନାଇ ।
21 You cannot drink the cup of the Lord and the cup of demons too; you cannot partake in the table of the Lord and the table of demons too.
୨୧ତମେ ଜଦି ମାପ୍ରୁର୍ କାଦିଟାନେ ମିସିଆଚାସ୍, ସେନ୍ତାର୍ଆଲେ ଡୁମାମନ୍କେ ପୁଜିରଇବା କାଦି ତମେ କାଇବାର୍ ନାଇ ।
22 Are we trying to provoke the Lord to jealousy? Are we stronger than He?
୨୨ଜଦି ମାପ୍ରୁ ଆମର୍ ଉପ୍ରେ ରିସା ଅଇଲେ, ତାର୍ ଡଣ୍ଡେଅନି ଆମେ ରକିଆ ପାଇ ନାପାରୁ । କାଇ ମାପ୍ରୁର୍ ଟାନେଅନି ଆମେ ଅଦିକ୍ ବପୁ ଆଚୁକି?
23 “Everything is permissible,” but not everything is beneficial. “Everything is permissible,” but not everything is edifying.
୨୩ସବୁ ବିସଇ କର୍ବାକେ ଆମର୍ ଅଦିକାର୍ ଆଚେ, ସେନ୍ତି ସେମନ୍ କଇବାଇ, ସେଟା ସତ୍ । ମାତର୍ ମୁଇ କଇଲିନି ସବୁ ବିସଇ ଆମ୍କେ ସାଇଜ ନ କରେ ।
24 No one should seek his own good, but the good of others.
୨୪କେ ମିସା ଅବ୍କା ନିଜର୍ ପାଇ କାଇଟା ନିକ ଅଇସି ବଲି ଚିନ୍ତା ନ କରି, ନିଜର୍ ବାଇମନର୍ ମଙ୍ଗଲ୍ ବିସଇ ମିସା ଚିନ୍ତା କରା ।
25 Eat anything sold in the meat market without raising questions of conscience,
୨୫ଆଟେ ବିକ୍ରି ଅଇବା ଜନ୍ ମାଉଁସ୍ ମିସା କାଇବାର୍ ତମର୍ ଅଦିକାର୍ ଆଚେ, ତମର୍ ବିବେକର୍ ପାଇ ଏଟା ପୁଜା କଲାଟା କି ନାଇ? ବଲି ନ ପାଚାରି କାଇଦିଆସ୍ ।
26 for, “The earth is the Lord’s, and the fullness thereof.”
୨୬ଜେନ୍ତିକି ସାସ୍ତରେ ଲେକା ଅଇଲାପାରା ଏ ଗୁଲାଇ ଜଗତେ ରଇବାଟା ମାପ୍ରୁର୍ଟା ।
27 If an unbeliever invites you to a meal and you want to go, eat anything set before you without raising questions of conscience.
୨୭ଜଦି ବିସ୍ବାସ୍ ନ କଲା ଗଟେକ୍ ଲକ୍ ତମ୍କେ ତାର୍ ଗରେ କାଇବାକେ ଡାକ୍ଲେ, ତମେ ଜିବାକେ ମନ୍ କର୍ସା ବଇଲେ ତେଇ ତମ୍କେ ଜାଇଟା ଦେଲେ ମିସା ସେଟା କାଇଦିଆସ୍ । ମାତର୍ ତମର୍ ବିବେକର୍ ଲାଗି ଏଟା ପୁଜାକଲାଟା କି ନାଇ? ବଲି ପାଚାରା ନାଇ ।
28 But if someone tells you, “This food was offered to idols,” then do not eat it, for the sake of the one who told you and for the sake of conscience—
୨୮ମାତର୍ କେମିସା ତମ୍କେ ଏ କାଦି ପୁଜା କଲାଟା । ବଲି କଇଲେ, ସେଟା ନିଚା । ଜେନ୍ତିକି ସେ କଇଲାର୍ପାଇ ଆରି ତମର୍ ବିବେକର୍ପାଇ ସେଟା କାଆ ନାଇ ।
29 the other one’s conscience, I mean, not your own. For why should my freedom be determined by someone else’s conscience?
୨୯ସେଟା ତର୍ ବିବେକର୍ ପାଇ ନାଇ, ସେଟା କଇଲା ଲକର୍ ବିବେକର୍ ପାଇ । ବାଦିଅରେ କେ ମିସା ପାଚାରି ପାରତ୍, ଜଦି ଆମର୍ ମନ୍ କଲା ଇସାବେ କାଇଟା ମିସା କର୍ବାକେ ଅଦିକାର୍ ଆଚେ, ବିନ୍ ଲକର୍ ବିବେକର୍ ଲାଗି ମୁଇ କାଇକେ ନ କାଇ?
30 If I partake in the meal with thankfulness, why am I denounced because of that for which I give thanks?
୩୦ସେ କଇସି, “ଜଦି ମୁଇ ପର୍ମେସର୍କେ ଦନିଅବାଦ୍ ଦେଇ କାଇବି, ତେବେ ମର୍ ସଙ୍ଗର୍ ବିସ୍ବାସିମନ୍ ମକେ କାଇକେ ନିନ୍ଦା ଦେବାର୍ ଆଚେ?”
31 So whether you eat or drink or whatever you do, do it all to the glory of God.
୩୧ତେବର୍ପାଇ ବାତ୍ କା, କି ପାନି କା, କି ଜାଇଟା ମିସା କରା, ପର୍ମେସର୍ ଡାକ୍ପୁଟା ପାଇବାକେ ସବୁ କରା ।
32 Do not become a stumbling block, whether to Jews or Greeks or the church of God—
୩୨ଜିଉଦି ଅ କି ଜିଉଦି ନ ଅଇଲା ଲକ୍ ଅ କି ତମର୍ ସଙ୍ଗର୍ ପର୍ମେସରର୍ ମଣ୍ଡଲିର୍ ବିସ୍ବାସି ଅ, କାକେ ମିସା ତମର୍ ଚଲାଚଲ୍ତି ଦେକି ନିନ୍ଦା ପାଇବାକେ ଦିଆସ୍ନାଇ ।
33 as I also try to please everyone in all I do. For I am not seeking my own good, but the good of many, that they may be saved.
୩୩ତମେ ମର୍ପାରା ଚଲାଚଲ୍ତି କରା, ମୁଇ ସବୁଲକର୍ ମଙ୍ଗଲ୍ ଅ ବଲି ଚେସ୍ଟା କଲିନି । ମୁଇ ମର୍ ନିଜର୍ ମଙ୍ଗଲ୍ ଅ, ବଲି ଚିନ୍ତା କରିନାଇ, ମାତର୍ ସବୁଲକର୍ ମଙ୍ଗଲ୍ ଅ ବଲି ଚିନ୍ତା କଲିନି । ଜେନ୍ତିକି ସେମନ୍ ସବୁଲକ୍ ରକିଆ ପାଇବାଇ ।