< Matthew 13 >
1 On that day Jesus went out of the house, and sat by the sea.
ଜିସୁ ସେଦିନ୍ ଗଃରେହୁଣି ବାରାୟ୍ ଜାୟ୍ ସଃମଃନ୍ଦ୍ କଃଣ୍ଡାୟ୍ ଗଃଲା ଆର୍ ସେତି ସିକ୍ୟା ଦେଉଁକେ ବଃସ୍ଲା ।
2 And many multitudes came together to him, so that he went into a ship and sat; and the whole multitude stood on the shore.
ସେତାକ୍ ତାର୍ ଚଃମେ ଗାଦେକ୍ ଲକ୍ ଆସି ରୁଣ୍ଡ୍ଲାକ୍, ସେ ଜାୟ୍ ଗଟେକ୍ ଡଙ୍ଗାୟ୍ ବଃସ୍ଲା, ଆର୍ ଲକ୍ମଃନ୍ କଃଣ୍ଡାୟ୍ ଟିଆଅୟ୍ ତାର୍ ସିକ୍ୟା ସୁଣ୍ଲାୟ୍ ।
3 And he spoke many things to them in parables, saying: Behold, the sower went out to sow.
ତାର୍ହଃଚେ ସେ କଃତେକ୍ କଃତାମଃନ୍ କୟ୍ ସେମଃନ୍କେ କଃଉଁକେ ଦଃର୍ଲା, “ଦଃକା, ବୁଣ୍ତା ଗଟେକ୍ ମାନାୟ୍ ବିଆନ୍ ବୁଣୁକ୍ ବାରାୟ୍ଲା ।
4 And as he sowed, some seeds fell by the way: and the birds came and ate them up.
ବିଆନ୍ ବୁଣୁ ବୁଣୁ କଃତେକ୍ ବିଆନ୍ ବାଟେ ଅଦୁର୍ଲି, ଆର୍ ଚେଳେମଃନ୍ ଆସି ସେରିସଃବୁ ବେଟି କାୟ୍ଲାୟ୍ ।
5 Others fell on stony places, where they had not much earth; and they immediately sprung up, because they had no depth of earth.
ଆରେକ୍ କଃତେକ୍ ବିଆନ୍ ଅଃଳକ୍ ମାଟି ରିଲା ଚଃଚ୍ରା ବୁୟେଁ ଅଦୁର୍ଲି ଆର୍ ବୁତେକ୍ ମାଟି ନଃରିଲାକ୍ ବେଗି ଗଃଜା ଅୟ୍ଲି;
6 But when the sun was up, they were scorched; and because they had no root, they withered away.
ମଃତର୍ ବେଳ୍ ଉଦ୍ଲାକ୍ ସେରିମଃନ୍ କଃରାକେ ହଡି କମ୍ଜି ଗଃଲି, ଆର୍ ତାର୍ ଚେର୍ ନଃରିଲାକ୍ ସୁକି ଗଃଲି ।
7 Others fell among thorns, and the thorns sprung up and choked them.
ଆର୍ କଃତେକ୍ ବିଆନ୍ କାଟା ବୁଟା ବିତ୍ରେ ଅଦୁର୍ଲି, ଆର୍ କାଟାବୁଟାମଃନ୍ ବାଡିକଃରି ସେସଃବୁକେ ଚାହି ହଃକାୟ୍ଲି ।
8 Others fell upon good ground, and brought forth fruit, some a hundred, some fifty, some thirty.
ମଃତର୍ ବିନ୍ କଃତେକ୍ ବିଆନ୍ ନିକ ମାଟାୟ୍ ଅଦୁର୍ଲି ଆର୍ ହଃଳ୍ ହଃଳ୍ଲି, କଃତେକ୍ ସଏ ଗୁଣ୍, କଃତେକ୍ ସାଟେ ଗୁଣ୍, ଆରେକ୍ କଃତେକ୍ ତିରିସ୍ ଗୁଣ୍ ଅଃଦିକ୍ ହଃଳ୍ ହଃଳ୍ଲି ।”
9 He that has ears to hear, let him hear.
ଜିସୁ ତାର୍ କଃତା ସଃରାୟ୍କଃରି କୟ୍ଲା, “ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।”
10 And the disciples came and said to him: Why dost thou speak to them in parables?
ଇତାର୍ହଃଚେ ଚେଲାମଃନ୍ ଜିସୁର୍ ଲଃଗେ ଆସି ହଃଚାର୍ଲାୟ୍, “ତୁୟ୍ ଲକ୍ମଃନ୍କେ କାୟ୍ତାକ୍ କଃତାମଃନ୍ କୟ୍ ବୁଜାଉଁଲିସ୍?”
11 He answered, and said to them: Because it is given to you to know the mysteries of the kingdom of heaven; but to them it is not given.
ଜିସୁ ସେମଃନ୍କେ କୟ୍ଲା, “କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜାର୍ ବିତ୍ରି କଃତା ଜାଣୁକେ ତୁମିମଃନ୍କେ ବୁଦି ଦିଆଅୟ୍ ଆଚେ, ମଃତର୍ ସେମଃନ୍କେ ଦିଆ ନହୟେ ।
12 For whoever has, to him shall be given, and he shall have abundance; but whoever has not, even that which he has shall be taken from him.
ତଃବେ ଜାର୍ ଆଚେ ତାକ୍ ଦିଆ ଅୟ୍ଦ୍, ଆର୍ ତାର୍ ବୁତେକ୍ ଅୟ୍ଦ୍; ମଃତର୍ ଜାର୍ ନାୟ୍, ତାର୍ ତଃୟ୍ ଜାୟ୍ରି ଆଚେ, ସେସଃବୁ ହେଁ ତାର୍ ତଃୟ୍ହୁଣି ନିଆ ଅୟ୍ଦ୍ ।
13 For this reason I speak to them in parables; because when they see, they see not; and when they hear, they hear not, nor do they understand.
ସେମଃନ୍ ଦଃକି ଦଃକି ନଃଦେକ୍ତି ଆର୍ ସୁଣୁ ସୁଣୁ ନଃସୁଣ୍ତି କି ନଃବୁଜ୍ତି; ଇତାର୍ ଗିନେ ସେମଃନ୍କେ ମୁଁୟ୍ କଃତାମଃନ୍ କୟ୍ ବୁଜାଉଁଲେ ।
14 And in them is fulfilled the prophesy of Isaiah, which says: You shall surely hear, and you will not understand; and you shall surely see, and you will not perceive.
ଆର୍ ଜିସାୟ୍ ବାବ୍ବାଦିର୍ ଇ ବାବ୍ବାଣି ସେମଃନାର୍ ଗିନେ ହୁରୁଣ୍ ଅୟ୍ଲି- ‘ଇ ଲକ୍ମଃନ୍ ସୁଣୁ ସୁଣୁ ସୁଣ୍ତି, ମଃତର୍ କଃନ୍କଃରି ହେଁ ବୁଜୁ ନଃହାର୍ତି; ଆରେକ୍ ଦଃକୁ ଦଃକୁ ଦଃକ୍ତି, ମଃତର୍ କଃନ୍କଃରି ହେଁ ଜାଣୁ ନଃହାର୍ତି ।
15 For the heart of this people has become fat; and with their ears they hear heavily; and their eyes they have closed; lest they should see with their eyes, and hear with their ears, and understand with their heart, and should turn to me, and I should give them health.
କାୟ୍ତାକ୍ବଃଲେକ୍ ଇ ଲକ୍ମଃନାର୍ ମଃନ୍ ଅଃଟୁଆ ଅୟ୍ଲି, ସେମଃନ୍ କାନେ ବଃଡେ କଃସ୍ଟେ ସୁଣ୍ଲାୟ୍, ଆର୍ ଅଃହ୍ଣା ଅଃହ୍ଣାର୍ ଆକି ଲୁମ୍ଲାୟ୍ । ଜଃନ୍କଃରି ସେମଃନ୍ ଆକାୟ୍ ନଃଦେକ୍ତି, ଆର୍ କାନେ ନଃସୁଣ୍ତି, ଆର୍ ମଃନେ ନଃବୁଜ୍ତି, ଆର୍ ବାଉଳି ନାସ୍ତି, ଆର୍ ଅଃମି ସେମଃନ୍କେ ଉଜ୍ ନଃକେରୁ ।’”
16 But blessed are your eyes, for they see; and your ears, for they hear.
“ମଃତର୍ ବାୟ୍ଗ୍ ତୁମିମଃନାର୍ ଆକି, ଜଃନ୍ ସେରି ଦଃକେଦ୍, ବାୟ୍ଗ୍ ତୁମିମଃନାର୍ କାନ୍, ଜଃନ୍ ସେରି ସୁଣେଦ୍ ।
17 For verily I say to you, Many prophets and righteous men desired to see what you see, and did not see; and to hear what you hear, and did not hear.
କାୟ୍ତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ଜାୟ୍ ଜାୟ୍ରି ଦଃକୁଲାସ୍, ସେରି ସଃବୁ କଃତେକ୍ ବାବ୍ବାଦି ଆର୍ ଦଃର୍ମି ଲକ୍ମଃନ୍ ଦଃକୁକେ ମଃନ୍ କଃଲାୟ୍, ମଃତର୍ ଦଃକୁକେ ନଃହାୟ୍ଲାୟ୍; ଆରେକ୍ ତୁମିମଃନ୍ ଜାୟ୍ ଜାୟ୍ରି ସୁଣୁଲାସ୍, ସେରି ସଃବୁ ସେମଃନ୍ ସୁଣୁକ୍ ମଃନ୍ କଃଲାୟ୍, ମଃତର୍ ନଃସୁଣ୍ଲାୟ୍ ।”
18 Hear you, therefore, the parable of the sower.
“ତଃବେ ତୁମିମଃନ୍ ବିଆନ୍ ବୁଣ୍ତା ଲକାର୍ କଃତାର୍ ବାବ୍ ସୁଣା,
19 When any one hears the word of the kingdom, and understands it not, the wicked one comes and catches away that which was sown in his heart. This is he that received seed by the wayside.
ଜେ ସଃର୍ଗ୍ ରାଇଜାର୍ ବଃଚନ୍ ସୁଣି ସେରି ନଃବୁଜେ, ସେ ବାଟ ଲଃଗେ ଅଦ୍ରି ରିଲା ବିଆନ୍ ହର୍, ସୟ୍ତାନ୍ ଆସି ତାର୍ ମଃନ୍ ବିତ୍ରେ ଜାୟ୍ରି ବୁଣା ଜାୟ୍ରିଲି, ଦୁସ୍ଟ୍ ସେରି ଚରି ନଃୟ୍ଦ୍ । ବାଟ ଲଃଗେ ଅଦ୍ରି ରିଲା ବିଆନାର୍ ବାବ୍ ଅଃଉଁଲି ଇରି ।
20 He that received seed on the stony places is he that hears the word, and immediately receives it with joy.
ଜେ ଇସ୍ୱରାର୍ ବଃଚନ୍ ସୁଣ୍ଲା ଦାହ୍ରେ ସଃର୍ଦାୟ୍ ସେରି ମଃନେ ଦଃରେଦ୍, ସେ ଚଃଚ୍ରା ବୁୟେଁ ଅଦ୍ରି ରିଲା ବିଆନ୍ ହର୍,
21 Yet he has no root in himself, but endures for a while; and when affliction or persecution arises on account of the word, he immediately takes offense.
ମଃତର୍ ସେମଃନାର୍ ଚେର୍ ବିତ୍ରେ ଜାୟ୍ ନଃରିଲାକ୍, ସେମଃନ୍ ବୁତେକ୍ ଗଃଳି ଦଃରି ରେଉଁ ନଃହାର୍ତି, ହଃଚେ ଇସ୍ୱରାର୍ ବଃଚନ୍ ଗିନେ କାୟ୍ ଜଃଞ୍ଜାଳ୍ କି ଦୁକ୍ କଃସ୍ଟ୍ ଆୟ୍ଲେକ୍, ସେମଃନ୍ ସେଦାହ୍ରେ ସେରି ଚାଡିଦେତି ।
22 He that received seed among the thorns, is he that hears the word; and the cares of this age, and the deceitfulness of riches choke the word, and it becomes unfruitful. (aiōn )
ଜେ ବଃଚନ୍ ସୁଣେଦ୍, ମଃତର୍ ଜଃଗତାର୍ ଚିତା ଆର୍ ଦଃନାର୍ ଲଃବ୍ ତାକ୍ ଚାହି ହଃକାୟ୍ଦ୍, ସେ ଆର୍ ହଃଳ୍ ହଃଳୁ ନାହାରେ, ସେରି କାଟା ବୁଟାୟ୍ ଅଦ୍ରି ରିଲା ବିଆନ୍ ହର୍, ସେମଃନ୍ କାୟ୍ ହେଁ ତାସ୍ ନଃହାଉତି । (aiōn )
23 But he that received seed on the good ground, is he that hears the word and understands it; who also produces fruit, and yields, one a hundred; another, sixty; another, thirty.
ମଃତର୍ ଜେ ବଃଚନ୍ ସୁଣି ବୁଜେଦ୍, ସେ ନିକ ମାଟାୟ୍ ଅଦ୍ରି ରିଲା ବିଆନ୍ ହର୍, ସେମଃନ୍ ନିକ ତାସ୍ ଲାବ୍ କଃର୍ତି, କେ ସଏ ଗୁଣ୍ ଅଃଦିକ୍ ହାଉତି, କେ ସାଟେ ଗୁଣ୍ ଅଃଦିକ୍ ହାଉତି, ହିଁ ତିରିସ୍ ଗୁଣ୍ ଅଃଦିକ୍ ହାଉତି ।”
24 Another parable he laid before them, saying: The kingdom of heaven is likened to a man that sowed good seed in his field.
ଜିସୁ ଆରେକ୍ ଗଟ୍ କଃତା କୟ୍ ସେମଃନ୍କେ ବୁଜାୟ୍ଲା, “ସଃର୍ଗ୍ ରାଇଜ୍ ଅଃନ୍କାର୍ ଗଟ୍ ମାନାୟ୍ହର୍, ସେ ଅଃହ୍ଣାର୍ ହଃଦାୟ୍ ନିକ ବିଆନ୍ ବୁଣି ରିଲା,
25 But while men slept, his enemy came and sowed tares among the wheat, and went away.
ମଃତର୍ ଲକ୍ମଃନ୍ ସୟ୍ରିଲା ବଃଳ୍, ତାର୍ ସଃତ୍ରୁ ଆସି ସେ ଗଅଁ ବିଆନ୍ ବିତ୍ରେ କଃଦଟଳା ମୁଞ୍ଜି ବୁଣି ବାରାୟ୍ ଗଃଲା ।
26 But when the blade sprung up, and produced fruit, then appeared the tares also.
ତାର୍ହଃଚେ ଜଃଡେବଃଳ୍ ମୁଞ୍ଜି ଗଃଜା ଅୟ୍ ହଃତାର୍ ବାରାୟ୍ ହଃଳ୍ ହଃଳୁକ୍ ଦଃର୍ଲି, ସଃଡେବଃଳ୍ କଃଦଟଳା ହେଁ ଡିସ୍ଲି ।
27 And the servants of the master of the house came, and said to him, Sir, did you not sow good seed in your field? Whence, then, has it tares?
ସେତାକ୍ ଗଃରାର୍ ଗତିଦଃଙ୍ଗ୍ଳାମଃନ୍ ଆସି ସାଉକାର୍କେ କୟ୍ଲାୟ୍, ‘ଏ ସାଉକାର୍, ତୁୟ୍ କାୟ୍ ତର୍ ହଃଦାୟ୍ ନିକ ବିଆନ୍ ବୁଣି ନଃରିଲିସ୍? ତଃବେ କୁୟ୍ତିର୍ କଃଦଟଳା ରଃନ୍ ଉଟ୍ଲି?’
28 He said to them, An enemy has done this. The servants said to him, Is it your will, then, that we go and gather them up?
ସେ ସେମଃନ୍କେ କୟ୍ଲା, ‘କୁୟ୍ ଅଲେ ସଃତ୍ରୁ ଇରି କଃରିଆଚେ ।’ ଆରେକ୍ ଗତିଦଃଙ୍ଗ୍ଳାମଃନ୍ କୟ୍ଲାୟ୍, ‘ଅଃମିମଃନ୍ ଜାୟ୍ ସେରି ଜିକି ହଃବ୍ଳାଉନ୍ଦ୍ ବଃଲି କାୟ୍ ତର୍ ମଃନ୍?’
29 But he said, No; lest while you are gathering the tares, you root up the wheat with them.
ମଃତର୍ ସାଉକାର୍ କୟ୍ଲା, ‘ନାୟ୍, ତୁମିମଃନ୍ କଃଦଟଳା ଜିକ୍ତା ବଃଳ୍ କେଜାଣ୍ ତାର୍ ସଃଙ୍ଗ୍ ଗଅଁ ହେଁ ଜିକି ହଃବ୍ଳାଉଆସ୍ ।
30 Let both grow together till the harvest, and in time of harvest I will say to the reapers, Collect first the tares, and bind them into bundles to burn them; but gather the wheat into my granary.
ସେତାକ୍ ତାସ୍ କାଟ୍ତା ହଃତେକ୍ କଃଦଟଳାକ୍ ହେଁ ବାଡୁକେ ଦିଆସ୍, ହଃଚେ କାଟ୍ତା ବଃଳ୍ କାଟ୍ତା ଲକ୍କେ କୟ୍ଦ୍, ତୁମିମଃନ୍ ହଃର୍ତୁ କଃଦଟଳା ସଃବୁ ଗଟେ ଟାଣେ କଃରି ଜୟେ ହଡାଉଁକ୍ ହଃଣ୍ଡା ବାନ୍ଦା, ଆର୍ ଗଅଁ ସଃବୁ ମର୍ ଗଃଦ୍ୟାୟ୍ ସଃଙ୍ଗାଉଆ ।’”
31 Another parable he laid before them, saying: The kingdom of heaven is like a grain of mustard, that a man took and sowed in his field.
ଜିସୁ ଆରେକ୍ ଗଟେକ୍ କଃତା କୟ୍ ସେମଃନ୍କେ କୟ୍ଲା, “ସଃର୍ଗ୍ ରାଇଜ୍ ଅଃନ୍କାର୍ ଗଟେକ୍ ସଃର୍ସୁ ମୁଞ୍ଜି ହର୍, ଜୁୟ୍ରି ନଃୟ୍ ଗଟ୍ ଲକ୍ ଅଃହ୍ଣାର୍ ବାଳେ ବୁଣ୍ଲା ।
32 It is, indeed, the least of all seeds; but when it is grown it is the largest of garden-plants, and becomes a tree, so that the birds of the air come and roost in its branches.
ସଃର୍ସୁ ମୁଞ୍ଜି ସଃବ୍କେ ସାନ୍ ବିଆନ୍, ମଃତର୍ ସେରି ବାଡ୍ଲେକ୍, ସଃବୁ ସାଗ୍ ଗଃଚ୍ ତଃୟ୍ହୁଣି ବଃଡ୍ ଅୟ୍ ଇବାନ୍ୟା ବାଡେଦ୍ ଜେ, ଅଃଗାସ୍ ଉହ୍ରାର୍ ଚେଳେମଃନ୍ ଆସି ତାର୍ ଡାଳ୍ବିତ୍ରେ ଗୁଡା ଗାଲି ବାସା କଃର୍ତି ।”
33 He spoke another parable to them: The kingdom of heaven is like leaven which a woman took and hid in three measures of flour, till the whole was leavened.
ଜିସୁ ସେମଃନ୍କେ ଆରେକ୍ ଗଟ୍ କଃତା କୟ୍ ସେମଃନ୍କେ କୟ୍ଲା, “ସଃର୍ଗ୍ ରାଇଜ୍ କମିର୍ ହର୍, ଗଟେକ୍ ମାୟ୍ଜି ସେରି ନଃୟ୍କଃରି ମାଣେକ୍ ଗମ୍ଗୁଣ୍ଡ୍ ସଃଙ୍ଗ୍ ମିସାୟ୍ କଃରି ଚଃଟ୍କ୍ଲି, ଆର୍ ହଃଚେ ସେ ସଃବୁ କମିର୍ ହର୍ ଅୟ୍ଲି ।”
34 All these things Jesus spoke to the multitudes in parables, and without a parable he did not speak to them;
ଜିସୁ କଃତାମଃନ୍ କୟ୍ ଲକ୍ମଃନ୍କେ ସିକ୍ୟା ଦେତିରିଲା, ଅଃନ୍କଃରି କଃତାମଃନ୍ ନଃକୟ୍କଃରି କାୟ୍ ସିକ୍ୟା ହେଁ ନଃଦେତି ରିଲା,
35 that the word might be fulfilled which was spoken by the prophet, saying: I will open my mouth in parables; I will utter things that have been kept secret from the foundation of the world.
ଇତାର୍ ଗିନେ ବାବ୍ବାଦିମଃନାର୍ ଇ ବାବ୍ବାଣି ହୁରୁଣ୍ ଅୟ୍ଲି, “ଅଃମି କଃତାମଃନ୍ କୟ୍ ସିକ୍ୟା ଦେଉଁନ୍ଦ୍; ଜଃଗତ୍ ଉବ୍ଜାଣ୍ ଅଃଉତା ଆଗ୍ତୁର୍ ଲୁକିରିଲା କଃତାସଃବୁ କଃଉନ୍ଦ୍ ।”
36 Then Jesus left the multitudes, and went into the house. And his disciples came to him and said: Explain to us the parable of the tares of the field.
ହଃଚେ ଜିସୁ ସେ ଲକ୍ମଃନ୍କେ ଚାଡି ଗଃରେ ହୁର୍ଲା, ତାର୍ହଃଚେ ତାର୍ ଚେଲାମଃନ୍ ଜିସୁର୍ ଚଃମେ ଆସି ହଃଚାର୍ଲାୟ୍, “ବାଳାର୍ କଃଦଟଳା କଃତାର୍ ବାବ୍ ନିକକଃରି ବୁଜାଉ ।”
37 He answered and said to them: He that sows the good seed is the Son of man;
ଜିସୁ କୟ୍ଲା, “ନିକ ବିଆନ୍ ଜେ ବୁଣେଦ୍, ସେ ନଃରାର୍ ହୟ୍ସି ।
38 the field is the world; the good seed are the sons of the kingdom; the tares are the sons of the Wicked One;
ତାସ୍ ହଃଦା ଅଃଉଁଲି ଜଃଗତ୍, ଜୁୟ୍ ଲକ୍ମଃନ୍ ସଃର୍ଗ୍ ରାଇଜେ ବାସା କଃର୍ତି, ସେମଃନ୍ ନିକ ବିଆନ୍, କଃଦଟଳା ରଃନ୍ ହାହ୍ ଆତ୍ମାର୍ ଲକ୍ମଃନ୍ ।
39 the enemy that sowed them is the devil; the harvest is the end of the age; and the reapers are angels. (aiōn )
ଜୁୟ୍ ସଃତ୍ରୁ ସେରି ବୁଣ୍ଲି, ସେ ସୟ୍ତାନ୍, କାଟାବେଟା ବେଳା ଅୟ୍ଲି ଜୁଗ୍ ସେସ୍ ଦିନ୍, ଆର୍ କାଟ୍ତା ଲକ୍ସଃବୁ ସଃର୍ଗ୍ ଦୁତ୍ମଃନ୍ । (aiōn )
40 As, therefore, the tares are collected and burned in fire, so shall it be in the end of this age. (aiōn )
ବଃଲେକ୍ କଃଦଟଳା ଜଃନ୍କଃରି ଗଟେ ଟାଣେ ଗାଦା କଃରି ଜୟେ ହଡାଉଁକ୍ ଅୟ୍ଦ୍, ଜୁଗ୍ ସେସ୍ ଦିନ୍ ସେରକମ୍ ଅୟ୍ଦ୍ । (aiōn )
41 The Son of man will send forth his angels, and collect out of his kingdom all things that offend, and those who work iniquity,
ନଃରାର୍ ହୟ୍ସି ଅଃହ୍ଣାର୍ ଦୁତ୍ମଃନ୍କେ ହଃଟାୟ୍ଦ୍ ଆର୍ ସେମଃନ୍ ତାର୍ ରାଇଜାର୍ ସଃବୁ ବାଦା ଅଃଉତା ଲକ୍ମଃନ୍କେ ଆର୍ ଅଃଦଃର୍ମି ଲକ୍ମଃନ୍କେ ରୁଣ୍ଡାଉତି ।
42 and cast them into the furnace of fire; there shall be weeping and gnashing of teeth.
ଆର୍ ସେମଃନ୍କେ ଜୟ୍କୁଣ୍ଡେ ହଃବ୍ଳାଉତି, ସେ ବିତ୍ରେ କାନ୍ଦ୍ତାର୍ ଆର୍ ଦାତାର୍ କିଳିମିଳି ଅୟ୍ଦ୍ ।
43 Then shall the righteous shine forth as the sun, in the kingdom of their Father. He that has ears to hear, let him hear.
ସଃଡେବଃଳ୍ ଇସ୍ୱରାର୍ ଦଃର୍ମି ଲକ୍ମଃନ୍ ସେମଃନାର୍ ସଃର୍ଗାର୍ ଉବାସିର୍ ରାଇଜେ ବେଳ୍ ହର୍ ଜିକ୍ଜିକା ଡିସ୍ତି । ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।”
44 Again, the kingdom of heaven is like a treasure hid in a field, which, when a man finds it, he hides; and for the joy it gives, he goes and sells all that he has, and buys that field.
“ସଃର୍ଗ୍ ରାଇଜ୍ ଗଟ୍ ହଃଦାୟ୍ ଲୁକ୍ଣେ ରିଲା ଦଃନ୍ ହର୍ । ଗଟ୍ ମାନାୟ୍ ସେରି ଦଃକି ସେ କଃତାକ୍ ଲୁକାୟ୍ଲା, ଆର୍ ସଃର୍ଦା ଅୟ୍ ଜାୟ୍ ଅଃହ୍ଣାର୍ ସଃର୍ନେ ବିକିକଃରି ସେ ହଃଦାକେ ଗେନ୍ଲା ।”
45 Again, the kingdom of heaven is like a merchant seeking goodly pearls.
“ଆରେକ୍ ସଃର୍ଗ୍ ରାଇଜ୍ ଇବାନ୍ୟା ଗଟେକ୍ ନିକ ନିକ ମୁକ୍ତା ଲଳ୍ତିରିଲା ବେବାରି ହର୍ ।
46 When he finds one pearl of great value, he goes and sells all that he has, and buys it.
ଗଟେକ୍ ବଃଡେ ମଲାର୍ ମୁକ୍ତା ଦଃକି ସେ ଜାୟ୍ ତାର୍ ଗଃରେ ରିଲାର୍ ସଃବୁ ବିକିକଃରି ସେ ମୁକ୍ତାକେ ଗେନ୍ଲା ।”
47 Again, the kingdom of heaven is like a net that is cast into the sea, and that gathers of every kind:
“ଆରେକ୍ ସଃର୍ଗ୍ ରାଇଜ୍ ସଃମ୍ନ୍ଦେ ହଃକାୟ୍ଲା ସଃବୁ ରଃକମାର୍ ମାଚ୍ ରୁଣ୍ଡାଉତା ଗଟେକ୍ ମାଚ୍ଜାଲ୍ ହର୍ ।
48 when it is full, they draw it to the shore; and sitting down, they collect the good into vessels, but throw the bad away.
ସେରି ବଃର୍ତି ଅୟ୍ଲାକ୍ ଲକ୍ମଃନ୍ କଃଣ୍ଡାୟ୍ ଜିକି ଆଣ୍ଲାୟ୍, ଆର୍ ବଃସି ନିକନିକରି ଡଙ୍ଗାୟ୍ ଗଟେଟାଣେ କଃଲାୟ୍, ମଃତର୍ ବାନ୍ୟାରିମଃନ୍ ହଃଦାୟ୍ ହଃବ୍ଳାୟ୍ଲାୟ୍ ।
49 So shall it be in the end of the age: the angels shall come forth and separate the wicked from among the just, (aiōn )
ଜୁଗ୍ ସେସ୍ ଦିନ୍ ସେରଃକମ୍ ଅୟ୍ଦ୍, ଦୁତ୍ମଃନ୍ ବାରାୟ୍ ଆସି ଦଃର୍ମିମଃନାର୍ ବିତ୍ରେ ଦୁସ୍ଟ୍ମଃନ୍କେ ବିନେ କଃର୍ତି । (aiōn )
50 and cast them into the furnace of fire: there shall be weeping and gnashing of teeth.
ଆରେକ୍ ସେମଃନ୍କେ ବଃଟିର୍ ଜୟ୍କୁଣ୍ଡେ ହଃକାଉତି, ସେତି ସେମଃନ୍ କାନ୍ଦି କାନ୍ଦି ଦାତ୍ ଚାବି ଅଃଉତି ।”
51 Jesus said to them: Have you understood all these things? They said to him: Yes, Lord.
ଜିସୁ ସେମଃନ୍କେ ହଃଚାର୍ଲା, “ତୁମିମଃନ୍ କାୟ୍ ଇ ସଃବୁ କଃତା ବୁଜ୍ଲାସ୍?” ସେମଃନ୍ ତାକ୍ କୟ୍ଲାୟ୍, “ହେଁ ମାପ୍ରୁ, ବୁଜ୍ଲୁ ।”
52 He said to them: Therefore, every scribe that is trained for the kingdom of heaven, is like the master of a house, who brings out of his treasury things new and old.
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ତଃବେ ଜୁୟ୍ ଗଃରାର୍ ମୁଳିକା ଅଃହ୍ଣାର୍ ଗଃଦିଆ ବିତ୍ରାର୍ ରିଲା ନଃଉଆଁ ଆର୍ ହଃର୍ନା ତାସ୍ ବାର୍ କଃରେଦ୍, ସଃର୍ଗ୍ ରାଇଜାର୍ ଚେଲା ଅୟ୍ଲା ସଃବୁ ଦର୍ମ୍ ଗୁରୁ ତାର୍ ହର୍ ।”
53 And it came to pass, when Jesus had finished these parables, he departed from that place.
ଜିସୁ ଇ ସଃବୁ କଃତାମଃନ୍ କୟ୍ଲା ହଃଚେ, ସେଟାଣେ ହୁଣି ବାରାୟ୍ ଗଃଲା ।
54 And he came into his own country, and taught them in their synagogue, so that they were astonished, and said: Whence has this man this wisdom, and these mighty works?
ଆର୍ ସେ ନିଜାର୍ ଦାଦିବାବୁର୍ ଗଃଳେ ଆସି ଲକ୍ମଃନ୍କେ ସେମଃନାର୍ ପାର୍ତ୍ନା ଗଃରେ ଇ ରଃକମ୍ ସିକ୍ୟା ଦିଲା ଜେ, ସେମଃନ୍ କାବା ଅୟ୍କଃରି କୟ୍ଲାୟ୍, “ଇଲକାର୍ ଇ ରଃକମ୍ ବୁଦି ଆର୍ ସଃକ୍ତିର୍ କାମ୍ କୁୟ୍ତି ହୁଣି ଆୟ୍ଲି?
55 Is not this the son of the carpenter? Is not his mother called Mary? and his brothers, James and Joses and Simon and Judas?
ଇ ମାନାୟ୍ କି ସେ ବାଡାୟ୍ର୍ ହୟ୍ସି ନୟ୍? ଇତାର୍ ଆୟ୍ସି କାୟ୍ ମରିୟମ୍ ନୟ୍? ଆର୍ ଇତାର୍ ବାୟ୍ସିମଃନାର୍ ନାଉଁ କାୟ୍ ଜାକୁବକ୍, ଜସେପ୍, ସିମନ୍ ଆର୍ ଜିଉଦା ନୟ୍?
56 And his sisters, are they not all with us? Whence, then, has this man all these things?
ଆର୍ ଇତାର୍ ବେଣିମଃନ୍ କାୟ୍ ସଃବୁ ଅଃମାର୍ ସଃଙ୍ଗ୍ ନଃରେଉଁଲାୟ୍? ତଃବେ ସେ ଇ ସଃବୁ ଗ୍ୟାନ୍ ଆର୍ ସଃକ୍ତି କୁୟ୍ତି ହୁଣି ହାୟ୍ଲା?”
57 And they found in him occasion for offense. But Jesus said to them: A prophet is not without honor, unless it be in his own country and in his own house.
ଆର୍ ସେମଃନ୍ ତାକେ ନଃମାନ୍ଲାୟ୍ । ମଃତର୍ ଜିସୁ ସେମଃନ୍କେ କୟ୍ଲା, “ବାବ୍ବାଦି ନିଜାର୍ ଦାଦିବାବୁ ଗଃଳେ ଆର୍ ନିଜାର୍ ଗଃର୍କୁଟୁମ୍କେ ଚାଡି ବିନ୍ ସଃବୁ ଟାଣେ ମାନ୍ତି ହାୟ୍ଦ୍ ।”
58 And he did not many mighty works there, on account of their unbelief.
ଆର୍ ଜିସୁ ସେ ଲକ୍ମଃନାର୍ ଅବିସ୍ୱାସ୍ ଗିନେ ସେତି ବୁତେକ୍ ସଃକ୍ତିର୍ କାମ୍ ନଃକେଲା ।