< Luke 24 >
1 And on the first day of the week, at early dawn, they came to the sepulcher, bringing the spices which they had prepared; and with them came certain others.
ଆର୍ ବିସାଉଁଣିବାର୍ ଦିନ୍ ସେମଃନ୍ ବିଦି ହଃର୍କାରେ ବିସାୟ୍ଲାୟ୍, ମଃତର୍ ସାତ୍ ଦିନାର୍ ହଃର୍ତୁମ୍ ଦିନ୍ ବର୍ ସଃକାଳ୍ୟା ସେମଃନ୍ ସେମଃନାର୍ ତିଆର୍ କଃଲାର୍ ବାସ୍ନା ଚିକଣ୍ ଦଃରି ମଃସ୍ଣେ ଗଃଳାୟ୍ ।
2 And they found the stone rolled away from the sepulcher;
ଆରେକ୍ ସେତି ସେମଃନ୍ ମଃସୁଣ୍ କାଲେ ଡାହ୍ଲା ଟେଳା ବିନେ ଗୁଚାଇରିଲାର୍ ଦଃକ୍ଲାୟ୍ ।
3 and they entered in, but found not the body of the Lord Jesus.
ମଃତର୍ ବିତ୍ରେ ଜାୟ୍ ଜିସୁ ମାପ୍ରୁର୍ ଗଃଗାଳ୍ ନଃହାୟ୍ଲାୟ୍ ।
4 And it came to pass, while they were much perplexed at this, behold, two men stood by them in shining raiment.
ସେତାର୍ଗିନେ ସେମଃନାର୍ ବୁଦି ବାଣା ଅଃଉତି ରିଲି, ଆର୍ ଅଃନ୍କା ବେଳାୟ୍ ଦଃକା, ଉଜାଳ୍ ବଃସ୍ତର୍ ହିନ୍ଦ୍ଲା ଦୁୟ୍ ଲକ୍ ସେମଃନାର୍ ଲଃଗେ ହଚ୍ଲାୟ୍ ।
5 And while they feared and bowed their faces to the earth, they said to them: Why seek you among the dead for him that lives?
ସେତାକ୍ ସେମଃନ୍ ଡିରି କଃରି ମୁଁ ତଃଳେ ଅଦ୍ରାୟ୍ ରିଲାକ୍, ସେମଃନ୍ ସେ ମାୟ୍ଜିମଃନ୍କେ କୟ୍ଲାୟ୍, “ମଃଲା ଲକାର୍ ବିତ୍ରେ ତୁମିମଃନ୍ କାୟ୍ତାକ୍ ଜିବନ୍ ଲକେ ଲଳୁଲାସ୍?
6 He is not here, but he has risen; remember that he spoke to you while he was yet in Galilee,
ଜିସୁ ଇତି ନାୟ୍, ମଃତର୍ ସେ ଉଟି ଆଚେ । ସେ ଗାଲିଲି ରିଲାବଃଳ୍ ତୁମିମଃନ୍କେ କୟ୍ରିଲା ସେରି ଏତାଉଆ ।
7 saying, The Son of man must be delivered into the hands of sinful men, and be crucified, and the third day rise again.
ନଃରାର୍ ହୟ୍ସି ବାୟ୍ଦ୍ରେ ହାହିମଃନାର୍ ଆତେ ସଃହ୍ରିଅୟ୍ କ୍ରୁସ୍ ଉହ୍ରେ ମଃରେଦ୍ ଆର୍ ତିନିଦିନାର୍ ହଃଚେ ମଃର୍ନେହୁଣି ଉଟେଦ୍ ।”
8 And they remembered his words,
ସେତାକ୍ ସେମଃନ୍ ସେ କଃତା ଏତାୟ୍ଲାୟ୍;
9 and returned from the sepulcher, and told all these things to the eleven and to the rest.
ଆର୍ ମଃସୁଣ୍ କାଲେ ହୁଣି ବାରାୟ୍ ଜାୟ୍ ଏଗାର୍ଗଟ୍ ଚେଲା ଆର୍ ବିନ୍ ଲକ୍ମଃନ୍କେ ଇ କଃତା ଜାଣାୟ୍ଲାୟ୍ ।
10 It was Mary Magdalene and Joanna and Mary the mother of James, and the others with them, that told these things to the apostles.
ଏମଃନ୍ ମଗ୍ଦଲିନି ମରିୟମ୍, ଆର୍ ଜହନା, ଆର୍ ଜାକୁବାର୍ ଆୟ୍ସି ମରିୟମ୍, ଆର୍ ସଃଙ୍ଗେ ରିଲା ବିନ୍ ମାଇଜିମଃନ୍ ପେରିତ୍ମଃନ୍କ୍ ଇସଃବୁ କଃତା ଜାଣାୟ୍ଲାୟ୍ ।
11 And their words seemed to them as idle tales, and they believed them not.
ମଃତର୍ ସେମଃନାର୍ ଇ ସଃବୁ କଃତା ମିଚ୍ ହର୍ ଲାଗ୍ଲି ଆର୍ ସେମଃନ୍ ସେମଃନ୍କେ ସଃତ୍ ନଃକେଲାୟ୍ ।
12 But Peter arose and ran to the sepulcher, and stooping down, he saw the linen clothes lying by themselves; and he departed, wondering in himself at that which had come to pass.
ମଃତର୍ ପିତର୍ ଉଟି ମଃସୁଣ୍ କାଲେ ଦଃବ୍ଳି ଗଃଲା ଆର୍ ଲଃହ୍ଟି କଃରି ଦଃକି ଅଃକାୟ୍ ମଃସ୍ଣି ହଃଚ୍ୟା ସଃବୁ ଦଃକ୍ଲା, ଆର୍ ସେ ଇ ଗଃଟ୍ଣା ବିସୟେ କାବା ଅୟ୍ ତାର୍ ଗଃରେ ବାଉଳି ଗଃଲା ।
13 And, behold, two of them were going, on the same day, to a village called Emmaus, distant from Jerusalem sixty furlongs.
ଆର୍, ଦଃକା ସେଦିନ୍ ସେମଃନାର୍ ବିତ୍ରେ ଦୁୟ୍ଲକ୍ ଜିରୁସାଲମେ ହୁଣି ହଃକାହାକି ଚାରି କସ୍ ଦୁରି ଇମାୟୁ ନାଉଁଆର୍ ଗାଉଁଏ ଜାତିରିଲାୟ୍ ।
14 And they were talking to one another about all these things which had taken place.
ଇ ସଃବୁ ଗଃଟ୍ଣାର୍ କଃତା ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉତି ରିଲାୟ୍ ।
15 And it came to pass, that, while they conversed and reasoned together, Jesus himself drew near, and went on with them.
ସେମଃନ୍ କଃଉଆକଇ ଆର୍ କଃତା ଦଃରାଦଃରି ଅଃଉତାବଃଳ୍ ଜିସୁ ସେମଃନାର୍ ଲଃଗେ ହଚି ସେମଃନାର୍ ସଃଙ୍ଗ୍ ସଃଙ୍ଗ୍ ଜଃଉଁକେ ଦଃର୍ଲା ।
16 But their eyes were restrained, so that they did not recognize him.
ମଃତର୍ ସେମଃନାର୍ ଆକି ଅଃନ୍କାର୍ ମୁଦି ଅୟ୍ରିଲି ଜେ, ସେମଃନ୍ ଜିସୁକେ ଚିନୁ ନାହାର୍ଲାୟ୍ ।
17 And he said to them: What matters are these which you are discussing with one another as you walk and are sad?
ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଇଣ୍ଡି ଇଣ୍ଡି ଜୁୟ୍ ସଃବୁ କଃତା ତୁମାର୍ ବିତ୍ରେ କଃଉଆକଇ ଅଃଉଁଲାସ୍ ସେରି ସଃବୁ କାୟ୍ରି?” ସେତାକ୍ ସେମଃନ୍ ଦୁକାର୍ ଗିନେ ମୁଁ ସୁକାୟ୍ ଟିଆଅୟ୍ରିଲାୟ୍,
18 And one of them, whose name was Cleopas, answered and said to him: Are you only a stranger in Jerusalem, and have not known the things that have taken place there in these days?
ଆର୍, ସେମଃନାର୍ ବିତ୍ରେ କ୍ଲେୟପା ନାଉଁରା ଏକ୍ଲା ତାକେ ଉତୁର୍ ଦିଲା, “ଜିରୁସାଲମେ ରେତା ଲକ୍ମଃନାର୍ ବିତ୍ରେ ତୁୟ୍ କାୟ୍ ଏକ୍ଲା, ସେ ଟାଣାର୍ ଇ କଃତି ଦିନାର୍ ଗଃଟ୍ଣା ନଃଜାଣ୍ସି?”
19 And he said to them: What things? They said to him: The things concerning Jesus the Nazarene, who was a prophet mighty in deed and in word before God and all the people;
ଜିସୁ ସେମଃନ୍କେ ହଃଚାର୍ଲା, “କାୟ୍ କାୟ୍ ଗଃଟ୍ଣା?” ସେମଃନ୍ ତାକେ କୟ୍ଲାୟ୍, “ନାଜରିତ୍ ଜିସୁର୍ କଃତା; ସେ ଇସ୍ୱର୍ ଆର୍ ସଃବୁଲକାର୍ ଆକାୟ୍, କାମେ ଆର୍ କଃତାୟ୍ ହେଁ ସେ ଗଟ୍ ବପୁକାରି ବାବ୍ବାଦି ରିଲା ।
20 and how the chief priests and our rulers delivered him up to be condemned to death, and crucified him.
ଆର୍, ଅଃମାର୍ ବଃଡ୍ ଜାଜକ୍ ଆର୍ ମୁଳିକାମଃନ୍ କଃନ୍କଃରି ମଃର୍ନ୍ ବିଚାର୍ ଡଃଣ୍ଡ୍ ହାଉଁକ୍ ସଃହ୍ରିକଃରି ତାକ୍ କ୍ରୁସ୍ ଉହ୍ରେ ମଃର୍ନେ ମାର୍ଲାୟ୍ ସେ ସଃବୁ କଃତା ।
21 But we trusted that it was he that was about to redeem Israel. And besides all this, to-day is the third day since these things were done.
ମଃତର୍ ଜେ ଇସ୍ରାଏଲ୍କେ ରଃକ୍ୟା କଃରେଦ୍, ସେ ଜେ ଇମାନାୟ୍ ସେରି ଅଃମିମଃନ୍ ଆସା କଃରି ରିଲୁ; ମଃତର୍ ସେରି ଚାଡି ଇରିମଃନ୍ ଗଃଟି ତିନି ଦିନ୍ ଅୟ୍ଲିନି ।
22 And further, certain women of our company, who were early at the sepulcher, astonished us:
ଆରେକ୍ କଃତିଗଟ୍ ଟକିହିଲାମଃନ୍ ଅଃମିକ୍ କାବା କଃରିଆଚ୍ତି; ସେମଃନ୍ ଉଟ୍ଲାସଃକାଳ୍ ମଃସୁଣ୍ ହଃଦାୟ୍ ଜାୟ୍ ରିଲାୟ୍,
23 for they found not his body, and came and told that they had seen a vision of angels, who said that he was alive.
ଆର୍ ସେମଃନ୍ ଜିସୁର୍ ଗଃଗାଳ୍ ନଃହାୟ୍ ଆସି କୟ୍ଲାୟ୍, ସେମଃନ୍ ଦୁତ୍ମଃନ୍କେ ଦଃକ୍ଲାୟ୍, ଆର୍ ସେମଃନ୍ କୟ୍ଲାୟ୍ ସେ ଜିବନ୍ ହାୟ୍ଆଚେ ।
24 And some of those who were with us went to the sepulcher, and found it even as the women had said, but him they saw not.
ଆର୍ କଃତିଗଟ୍ ଅଃମାର୍ ସଃଙ୍ଗୁଆଳିମଃନ୍ ମଃସୁଣ୍ ବିତ୍ରେ ଜାୟ୍ ମାୟ୍ଜି ଟକିମଃନ୍ ଜଃନ୍କଃରି କୟ୍ରିଲାୟ୍, ସେବାନ୍ୟା ଦଃକ୍ଲାୟ୍, ମଃତର୍ ତାକ୍ ନଃଦେକ୍ଲାୟ୍ ।”
25 And he said to them: O inconsiderate, and slow of heart to believe all things that the prophets have spoken!
ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ଏ ନିର୍ବୁଦିଆମଃନ୍ ଆର୍ ବାବ୍ବାଦିମଃନ୍ କୟ୍ଲା କଃତାୟ୍ ବିସ୍ୱାସ୍ ନଃକେର୍ତା ସିତୁଳ୍ ମଃନ୍ ଲକ୍ମଃନ୍ ।
26 Ought not the Christ to have suffered these things, and to enter into his glory?
ଇ ସଃବୁ ଦୁକ୍କଃସ୍ଟ ହାୟ୍ ନିଜାର୍ ଜଃଜ୍ମାନ୍ ସଃଙ୍ଗ୍ ଜାତାର୍ କାୟ୍ କ୍ରିସ୍ଟର୍ ଦଃର୍କାର୍ ନଃରିଲି?”
27 And beginning from Moses, and all the prophets, he explained to them, in all the Scriptures, the things concerning himself.
ସେତି ସେ ମସା ଆର୍ ସଃର୍ନେ ବାବ୍ବାଦିମଃନାର୍ ତଃୟ୍ହୁଣି ଆରୁମ୍ କଃରି ସଃବୁ ଦଃର୍ମ୍ ସାସ୍ତର୍ ତଃୟ୍ର୍ ଅଃହ୍ଣାର୍ ସଃବୁ କଃତାର୍ ବାବ୍ ସେ ସେମଃନ୍କେ ବୁଜାୟ୍ ଦିଲା ।
28 And they drew near the village to which they were going; and he made as if he would go further.
ଆର୍ ସେମଃନ୍ ଜୁୟ୍ ଗାଉଁଏ ଜାତିରିଲାୟ୍, ସେ ଗାଉଁ ଲଃଗାଲଃଗି ଅୟ୍ଲାକ୍, ଜିସୁ ଆରେକ୍ ଆଗ୍ହାକ୍ ଗଃଲାହର୍ ଅୟ୍ଲା,
29 And they constrained him, saying: Remain with us, for it is near the evening, and the day has declined. And he went in to remain with them.
ମଃତର୍ ସେମଃନ୍ ତାକ୍ ତେବାୟ୍ କୟ୍ଲାୟ୍, “ଅଃମାର୍ ସଃଙ୍ଗେ ରେବେ, କାୟ୍ତାକ୍ବଃଲେକ୍ ସଃଞ୍ଜ୍ ଅୟ୍ ଆସୁଲି ଆର୍ ବେଳ୍ ବୁଡ୍ଲିନି ।” ସେତାକ୍ ଜିସୁ ସେମଃନାର୍ ସଃଙ୍ଗ୍ ରେଉଁକେ ଗଃର୍ବିତ୍ରେ ହୁର୍ଲା ।
30 And it came to pass, while he reclined at table with them, that he took bread and blessed; and he broke, and gave it to them.
ଆର୍, ଜିସୁ ସେମଃନାର୍ ସଃଙ୍ଗ୍ କାଉଁକେ ବଃସ୍ଲାବଃଳ୍ ସେ ରୁଟି ଦଃରି ଆସିର୍ବାଦ୍ କଃଲା ଆର୍ ସେରି ବାଙ୍ଗାୟ୍ ସେମଃନ୍କେ ଦିଲା ।
31 And their eyes were opened, and they recognized him, and he disappeared from them.
ସେତାକ୍ ସେମଃନାର୍ ଆକି ଉଗାଳି ଅୟ୍ଲି ଆର୍ ସେମଃନ୍ ତାକ୍ ଚିନ୍ଲାୟ୍ । ଆର୍ ତାର୍ହଃଚେ ସେମଃନାର୍ ତଃୟ୍ହୁଣି ତାକାର୍ ଆକାୟ୍ ମଃୟାଁ ଅୟ୍ଲା ।
32 And they said one to another, Did not our heart burn within us while he talked with us by the way, and while he opened to us the scriptures?
ସେତାକ୍ ସେମଃନ୍ ତାକାର୍ ତାକାର୍ ବିତ୍ରେ କୟ୍ଲାୟ୍, “ଜଃଡେବଃଳ୍ ବାଟେ ଅଃମାର୍ ସଃଙ୍ଗ୍ କଃତାବାର୍ତା ଅଃଉତି ରିଲା ଅଃମିମଃନ୍କ୍ ଦଃର୍ମ୍ ସାସ୍ତର୍ ବୁଜାଉତି ରିଲା, ସଃଡେବଃଳ୍ କାୟ୍ ଅଃମାର୍ ମଃନ୍ ବିତ୍ରେ ଉକୁଳ୍ତି ନଃରିଲି?”
33 And they arose the same hour, and returned to Jerusalem, and found the eleven, and those who were with them, assembled,
ଆର୍ ତଃତ୍କାଣ୍ ସେମଃନ୍ ଉଟି ଜିରୁସାଲମେ ବାଉଳି ଜାୟ୍ ରୁଣ୍ଡିରିଲା ଏଗାର୍ଗଟ୍ ଚେଲାମଃନ୍କେ ଆର୍ ସେମଃନାର୍ ସଃଙ୍ଗୁଆଳିମଃନ୍କେ ଦଃକ୍ଲାୟ୍ ।
34 and saying: The Lord has risen indeed, and has appeared to Simon.
ସେମଃନ୍ କଃଉତି ରିଲାୟ୍, “ମାପ୍ରୁ ବାୟ୍ଦ୍ରେ ଉଟିଆଚେ ଆର୍ ସିମନ୍କେ ଦଃକାୟ୍ ଅୟ୍ଆଚେ ।”
35 And they told what had taken place on the way, and how he was made known to them in the breaking of bread.
ଆରେକ୍, ସେମଃନ୍ ଜାତା ବାଟେ ସଃବୁ ଗଃଟି ରିଲାର୍ ଆର୍ ରୁଟି ବାଙ୍ଗାୟ୍ ଦିଲାର୍ କଃନ୍କଃରି ସେ ମଃନ୍କେ ଚିନାୟ୍ ଅୟ୍ଲା, ସେରିମଃନ୍ ହେଁ କଃଉଁକେ ଦଃର୍ଲାୟ୍ ।
36 And while they were speaking of these things, Jesus him self stood in the midst of them, and said to them: Peace be to you.
ମଃତର୍ ସେମଃନ୍ ଇ ସଃବୁ କଃତା କଃଉତା ବଃଳ୍ ଜିସୁ ମାପ୍ରୁ ନିଜେ ସେମଃନାର୍ ମଃଜାୟ୍ ଟିଆଅୟ୍ କୟ୍ଲା, “ତୁମିମଃନାର୍ ସୁସ୍ତା ଅଃଉଅ ।”
37 But they were terrified and frightened, and thought that they saw a spirit.
ମଃତର୍ ସେମଃନ୍ ଦଃକିକଃରି କାବା ଅୟ୍ ଡିର୍ଲାୟ୍ ଆର୍ ଗଟେକ୍ ବୁତ୍ଆତ୍ମା ଦଃକୁଲୁ ବଃଲି ମଃନେ ବାବ୍ଲାୟ୍ ।
38 And he said to them: Why are you troubled, and why do doubts arise in your hearts?
ସେ ସେମଃନ୍କେ କୟ୍ଲା, “କାୟ୍କଃରୁକ୍ ଜଃଜ୍କି ଜଃଉଁଲାସ୍? ଆର୍ ତୁମାର୍ ମଃନ୍ବିତ୍ରେ କାୟ୍ତାକ୍ ସଃତ୍ ନଃକେରି କଃତାବାର୍ତା ଅଃଉଁଲାସ୍?
39 See my hands and my feet, that it is I myself; handle me and see; for a spirit has not flesh and bones, as you see me have.
ଇରି ତ ନିଜେ ମୁଁୟ୍ ମାନାୟ୍, ମର୍ ଆତ୍ ଆର୍ ହାଦ୍ ଦଃକା, ମକ୍ ଚୁୟ୍କଃରି ଦଃକା, କାୟ୍ତାକ୍ବଃଲେକ୍ ମର୍ ଜଃନ୍କାର୍ ମାସ୍ ଆର୍ ଆଡ୍ ତୁମିମଃନ୍ ଦଃକୁଲାସ୍ ବୁତ୍ଆତ୍ମା ମଃନାର୍ ସେନ୍କାର୍ ନାୟ୍ ।”
40 And when he had said this, he showed them his hands and his feet.
ଆର୍ ସେ ଇରି କୟ୍, ସେମଃନ୍କେ ନିଜାର୍ ଆତ୍ ଆର୍ ହାଦ୍ ଦଃକାୟ୍ଲା ।
41 And while they did not believe as yet for joy, and were astonished, he said to them: Have you any thing here to eat?
ସେମଃନ୍ ସଃତ୍ ନଃକେଲାୟ୍, ଅୟ୍ଲେକ୍ ହେଁ କାବା ଅୟ୍ ସଃର୍ଦା ଅୟ୍ଲାୟ୍; ତଃବେ ଜିସୁ ସେମଃନ୍କେ ହଃଚାର୍ଲା, “ତୁମାର୍ ଲଃଗେ କାୟ୍ରି କାତାର୍ ଆଚେ କି?”
42 And they gave him a piece of broiled fish, and of a honeycomb.
ସେତାକ୍ ସେମଃନ୍ କଃଣ୍ଡେକ୍ ବାଜ୍ଲା ମାଚ୍ ଦିଲାୟ୍ ।
43 And he took it, and did eat before them.
ଆର୍, ଜିସୁ ସେରି ନଃୟ୍ ସେମଃନାର୍ ମୁଏଁ କାୟ୍ଲା,
44 And he said to them: These are the words that I spoke to you, while I was yet with you, that all things must be fulfilled that are written in the law of Moses, and in the prophets, and in the psalms, concerning me.
ଆରେକ୍ ଜିସୁ ସେମଃନ୍କେ କୟ୍ଲା, “ମସାର୍ ବିଦିଲଃଗେ ଆର୍ ବାବ୍ବାଦିମଃନାର୍ ଆର୍ ଗିତ୍ସହିତା ଦଃର୍ମ୍ ସାସ୍ତର୍ ଲଃଗେ ମର୍ କଃତା ଲେକାଅୟ୍ ଆଚେ, ସେରିମଃନ୍ ବାୟ୍ଦ୍ରେ ହୁର୍ନ୍ ଅୟ୍ଦ୍, ମୁଁୟ୍ ତୁମାର୍ ସଃଙ୍ଗ୍ ରିଲାବଃଳ୍ ତୁମିମଃନ୍କେ ଇ ସଃବୁ କଃତା କୟ୍ରିଲେ ।”
45 Then he opened their mind, that they might understand the scriptures,
ସଃଡେବଃଳ୍ ସେମଃନ୍ ଜଃନ୍କଃରି ଦଃର୍ମ୍ ସାସ୍ତର୍ ବୁଜୁ ହାର୍ତି ସେତାର୍ଗିନେ ଜିସୁ ସେମଃନାର୍ ବୁଦିର୍ ଦୁଆର୍ ଉଗାଳ୍ଲା,
46 and he said to them: Thus it is written, and thus was it necessary that the Christ should suffer, and rise again from the dead the third day,
ଆର୍ ସେ ସେମଃନ୍କେ କୟ୍ଲା, “ଅଃନ୍କଃରି ଲେକା ଆଚେ କ୍ରିସ୍ଟ ଦୁକ୍ ବୟଃଗ୍ କଃରେଦ୍ ଆର୍ ତିନିଦିନ୍କେ ମଃଲା ଲକାର୍ ତଃୟ୍ହୁଣି ଉଟେଦ୍,
47 and that repentance and remission of sins should be preached in his name among all nations, beginning at Jerusalem.
ଆରେକ୍ ଜିରୁସାଲମେ ହୁଣି ଆରୁମ୍ କଃରି ସଃବୁ ଲକ୍ମଃନାର୍ ତଃୟ୍ ତାର୍ ନାଉଁଏ ହାହ୍ କେମା ହାଉଁକେ ମଃନ୍ ବାଦ୍ଲାୟ୍ ଆସ୍ତା କଃତା ପର୍ଚାର୍ କଃରାଅୟ୍ଦ୍ ।
48 You are witnesses of these things.
ତୁମିମଃନ୍ ଇସଃବୁ କଃତାର୍ ସାକି ଆଚାସ୍ ।
49 And behold, I send the promise of my Father upon you. But do you remain in the city of Jerusalem, till you be clothed with power from on high.
ଆରେକ୍ ଦଃକା, ମର୍ ଉବା, ଜୁୟ୍ରି ଜଃବାଉ ଦଃୟ୍ଆଚେ ସେରି ମୁଁୟ୍ ତୁମିମଃନାର୍ ଚଃମେ ହଃଟାୟ୍ନ୍ଦ୍, ମଃତର୍ ଉହ୍ରେ ହୁଣି ସଃକ୍ତି ନଃହାଉତା ହଃତେକ୍ ତୁମିମଃନ୍ ଇ ଗଃଳେ ରିଆ ।”
50 And he led them out as far as Bethany; and he lifted up his hands and blessed them.
ତାର୍ହଃଚେ ଜିସୁ ସେମଃନ୍କେ ବେତାନିଆ ଜାତା ବାଟ ହଃତେକ୍ ନଃୟ୍ କଃରି, ନିଜାର୍ ଆତ୍ ଟେକି ସେମଃନ୍କେ ଆସିର୍ବାଦ୍ କଃଲା ।
51 And it came to pass, that as he blessed them, he was separated from them, and carried up into heaven.
ଆରେକ୍ ଆସିର୍ବାଦ୍ କଃରି କଃରି ତାକାର୍ ତଃୟ୍ହୁଣି ଅଃଲ୍ଗା ଅୟ୍ ସଃର୍ଗେ ଗଃଲା ।
52 And they worshiped him, and returned to Jerusalem with great joy;
ସେତି ସେମଃନ୍ ତାକ୍ ଜୁଆର୍ କଃରି ବଃଡେ ସଃର୍ଦାଅୟ୍ ଜିରୁସାଲମେ ବାଉଳି ଗଃଲାୟ୍ ।
53 and were continually in the temple, praising and blessing God.
ଆରେକ୍ ସଃବୁବଃଳ୍ ମନ୍ଦିରେ ରଃୟ୍ ଇସ୍ୱରାର୍ ଗୁଣ୍ମଃନ୍ କୟ୍ ସଃର୍ଦା କଃରୁକ୍ ଦଃର୍ଲାୟ୍ ।