< 1 Peter 2 >
1 Therefore, laying aside all malice, and all guile, and hypocrisies, and envyings, and all evil speakings,
ତଃବେ ମାପ୍ରୁ ଜେ ଉହ୍କାର୍ କାରି ଇରି ଜଦି ଚାକି ଆଚାସ୍ ତଃବେ ସଃବୁ ରଃକମାର୍ ଦୁସ୍ଟ୍ କାମ୍ ମିଚ୍ ଆର୍ ହେଟ୍କୁଟ୍, ଅଃକାର୍ ଆର୍ ଗାଣେଞ୍ଜ୍ ଚାଡା ।
2 as new-born babes, earnestly desire the pure spiritual milk, that you may grow by it,
ସଃବୁ ରଃକମ୍ ଦୁସ୍ଟ୍, ଚଃଲାକି, କୁଟ୍ ଚାଡି କଃଉଁଣା ହିଲା ହର୍ ନିର୍ମୁଳ୍ ଅଃଉଆ । ସଃବୁବଃଳ୍ ଆତ୍ମିକ୍ ଦୁଦ୍ କାଉଁକେ ମଃନ୍କଃରା । ତଃବେ ତୁମିମଃନ୍ ମୁକ୍ତି ହାଉତା ଜିବନେ ବାଡୁ ହାରାସ୍ ।
3 if; indeed, you have tasted that the Lord is gracious.
ଜଃନ୍କଃରି ସାସ୍ତରେ ଲେକାଆଚେ- “ଇସ୍ୱର୍ କଃଡେକ୍ ନିକ ଦଃୟା କାରି ଅୟ୍ଆଚେ, ତୁମିମଃନ୍ ଚାକିଆଚାସ୍ ।”
4 Coming to him as to a living stone, rejected indeed by man, but in the sight of God, chosen and precious,
ଜିବନ୍ ଟେଳା ହର୍ ଜେ ସେ ମାପ୍ରୁ, ଜଃଗତାର୍ ଲକ୍ମଃନ୍ ତାକ୍ ନଃମାନ୍ଲାୟ୍ ସଃତ୍, ମଃତର୍ ଇସ୍ୱର୍ ତଃୟ୍ ବାଚ୍ଲାର୍ ଆର୍ ବଃଡେ ମଲାର୍, ତାର୍ ହାକ୍ ଆସା
5 you, also, as living stones, are built up a spiritual house, a holy priesthood, that you may offer up spiritual sacrifices, acceptable to God through Jesus Christ.
ତାର୍ ତଃୟ୍ ଆସି ତୁମିମଃନ ହେଁ ଜିସୁ କ୍ରିସ୍ଟାର୍ ଦଃୟ୍ ଇସ୍ୱରାର୍ ତଃୟ୍ ମଃନ୍କେ ଗଃଲାହର୍ ଆତ୍ମିକ୍ ହୁଜା ଦେଉଁକେ ପବିତ୍ର ଜାଜକ୍ ଅଃଉଁକେ ଜିବନ୍ ଟେଳାହର୍ ଗଟେକ୍ ଆତ୍ମିକ୍ ଗଃର୍ ହର୍ ତିଆର୍ ଅଃଉଆ ।
6 For it is contained in the scripture: Behold, I lay in Zion a chief corner-stone, chosen, precious; and he that believes on him shall not be ashamed.
କାୟ୍ତାକ୍ବଃଲେକ୍ ସାସ୍ତରେ ଲେକା ଆଚେ, “ଦଃକା, ମୁଁୟ୍ ସିଅନେ ଗଟେକ୍ ବାଚ୍ଲାର୍ ଆର୍ ବଃଡେ ମଲାର୍ କନାର୍ ମୁଳ୍ଟେଳା ଗାଡୁଲେ ଆର୍ ଜେ ତାର୍ତଃୟ୍ ବିସ୍ୱାସ୍ କଃରେଦ୍ ସେ ଲାଜ୍ ନଃହାୟ୍ ।”
7 To you, then, who believe, is this preciousness: but the stone which the builders rejected, has become the head of the corner,
ତଃବେ ବିସ୍ୱାସ୍ କଃରୁଲାସ୍ ଜେ ତୁମିମଃନ୍, ତୁମିମଃନ୍ ସେ ବଃଡେମଲାର୍ ବାଗ୍ ହାଉତା ଲକ୍, ମଃତର୍ ଜୁୟ୍ମଃନ୍ ଅବିସ୍ୱାସି, “ଗଃର୍ ବାନ୍ଦୁମଃନ୍ ଜୁୟ୍ ଟେଳାକେ ନଃଚ୍ଲାୟ୍, ସେରି ସେମଃନାର୍ ହାୟ୍ଁ କନାର୍ ମୁଳ୍ ଟେଳା ଅୟ୍ଲି ।”
8 and a stone of stumbling, and a rock of offense to the disobedient, who stumble at the word because they are disobedient, to which stumbling they were also appointed.
ଆରେକ୍ ପବିତ୍ର ସାସ୍ତରେ ଲେକା ଆଚେ, “ଇ ଟେଳାୟ୍ ଗାଦେକ୍ ଲକ୍ ଜଟ୍ୟାୟ୍ ଅଃଉତି ଆର୍ ଇ ଟେଳା ସେମଃନ୍କେ ନାସ୍ କଃରେଦ୍ ।” ସେମଃନ୍ ଇସ୍ୱରାର୍ ବଃଚନ୍କେ ନଃମାନି ଜଟ୍ୟାୟ୍ ଅୟ୍ଲାୟ୍, ଇରି ରିଲି ଇସ୍ୱରାର୍ ଜଃଜ୍ନା ।
9 But you are a chosen race, a royal priesthood, a holy nation, a purchased people, that you should show forth the virtues of him who has called you out of darkness into his wonderful light:
ମଃତର୍ ଜେ, ତୁମିମଃନ୍କେ ଅଃନ୍ଦାରେ ହୁଣି ନିଜାର୍ କାବାଅଃଉତା ଉଜାଳ୍ ଲଃଗେ କୁଦି ଆଚେ, ତୁମିମଃନ୍ ଜଃନ୍କଃରି ତାର୍ ଗୁଣ୍ କିର୍ତନ୍ କଃରାସ୍, ଇତାର୍ ଗିନେ ତୁମିମଃନ୍ ଗଟ୍ ବାଚ୍ଲାର୍ ବଃଉଁସ୍ ରଃଜାର୍ ଜାଜକ୍ମଃନ୍ ପବିତ୍ର ଜାତି ଆର୍ ଇସ୍ୱରାର୍ ନିଜାର୍ ଲକ୍ ଅୟ୍ ଆଚାସ୍ ।
10 who formerly were not a people, but now are the people of God; who had not received mercy, but now have received mercy.
ହୁର୍ବେ ତୁମିମଃନ୍ ଇସ୍ୱରାର୍ ଲକ୍ ଅୟ୍ ନଃରିଲାସ୍, ମଃତର୍ ଅଃବେ ଇସ୍ୱରାର୍ ଲକ୍ ଅୟ୍ ଆଚାସ୍, ହୁର୍ବେ ତୁମିମଃନ୍ ଇସ୍ୱରାର୍ ଦଃୟା ହାୟ୍ ନଃରିଲାସ୍, ମଃତର୍ ଅଃବେ ଦଃୟା ହାୟ୍ ଆଚାସ୍ ।
11 Beloved, I beseech you, as strangers and sojourners, that you keep yourselves from fleshly desires, which war against the soul,
ଏ ଲାଡାର୍ ବାୟ୍ବେଣିମଃନ୍ ତୁମିମଃନ୍ ବିଦେସି ଆର୍ ହଃର୍ବାସି ବଃଲି ମୁଁୟ୍ ତୁମିମଃନ୍କେ ଗଃଉଆରି କଃରୁଲେ, ଗଃଗାଳାର୍ କଃରାବ୍ ଇଚା ଚାଡା, ସେରିମଃନ୍ ଆତ୍ମାର୍ ବିରଦେ ଜୁଜ୍ କଃରେଦ୍ ।
12 maintaining an honorable mode of life am one the Gentiles, that, inasmuch as they speak against you as evil-doers, they may, on account of your good works which they witness, glorify God in the day of visitation.
ତୁମିମଃନ୍ ଅଜିଉଦିମଃନାର୍ ତଃୟ୍ ବଲ୍ ଜିବନ୍ କାଟା, ଜଃନ୍କଃରି ସେମଃନ୍ ଜୁୟ୍ତାର୍ ଗିନେ ତୁମିମଃନ୍କେ ଦୁସ୍ଟ୍କାମ୍ କଃରୁମଃନ୍ ବଃଲି ଲିନ୍ଦା କଃର୍ତି, ତୁମିମଃନାର୍ ନିକ କାମ୍ ଦଃକି ସେ ବିସୟେ କ୍ରିସ୍ଟ ଆସ୍ତା ଦିନ୍ ଇସ୍ୱରାର୍ ଗୁଣ୍ ଗାଉତି ।
13 Submit yourselves to every ordinance of man, for the Lord’s sake; whether it be to the king, as supreme ruler,
ମାପ୍ରୁର୍ ଗିନେ ଗଃଉଆରି କଃରୁଲେ ସଃବୁଲକ୍ ରଃଜାମଃନାର୍ କଃତା ମାନା ।
14 or to governors, as those sent by him for the punishment of evil-doers, and for the praise of those who do well.
ସଃବ୍କେ ବଃଡ୍ ରଃଜା ଅଃଉଅ କି ଦୁସ୍ଟ୍ କାମ୍ କଃରୁ ମଃନ୍କେ ଟିକ୍ ଡଃଣ୍ଡ୍ ଦେଉଁକେ ଆର୍ ସଃତ୍ କାମ୍ କଃରୁମଃନ୍କେ ଦନ୍ୟବାଦ୍ ଦେତା ଗିନେ ସେମଃନାର୍ ତଃୟ୍ ହୁଣି ଆୟ୍ଲାର୍ ଚାଲାଉତା ଲକ୍ ଅଃଉତ୍, ସେମଃନାର୍ ତଃଳେ ଚାଲା ।
15 For such is the will of God, that by doing good you may put to silence the ignorance of foolish men;
ବଃଲେକ୍ ତୁମିମଃନ୍ ଜେ ସଃତ୍ କାମ୍ କଃରି ନିର୍ବୁଦିଆମଃନାର୍ ଗିଆନ୍ ନୟ୍ଲା କଃତା ବଃନ୍ଦ୍ କଃରା, ଇରି ଇସ୍ୱରାର୍ ଇଚା ।
16 as being free, and yet not using your freedom as a cloak for malice, but as servants of God.
ତୁମିମଃନାର୍ ତଃଳେ ନଃରିଲେକ୍ ହେଁ ତୁମିମଃନାର୍ ମୁକୁଳ୍ଲାର୍ ଦୁସ୍ଟ୍ କାମାର୍ ଡାହ୍ଣା ହର୍ ବେବାର୍ ନଃକେରି ଇସ୍ୱରାର୍ ଗତିଦଃଙ୍ଗ୍ଳା ଅୟ୍ ନିକ କାମ୍ କଃରା ।
17 Honor all men; love the brotherhood; reverence God; honor the king.
ସଃବ୍କେ ଲାଡ୍ କଃରା, ବିସ୍ୱାସି ବାୟ୍ବେଣିମଃନ୍କେ ମାୟ୍ନ୍ ଦଃକାଉଆ । ଇସ୍ୱର୍କେ ଡିରା, ରଃଜାକେ ମାୟ୍ନ୍ କଃରା ।
18 Servants, be subject to your masters with all respect; not only to the good and gentle, but also to the perverse.
ଏ ଦଃଙ୍ଗ୍ଳାମଃନ୍ ତୁମିମଃନ୍ ଡିରିକଃରି ନିଜାର୍ ନିଜାର୍ ସାଉକାର୍ମଃନାର୍ କଃତା ମାନା, ଆର୍ ନିକ ଆର୍ ଦଃର୍ମି ସାଉକାରାର୍ ହଃକା ନାୟ୍, ମଃତର୍ ଦଃୟା ନଃକେର୍ତା ଲକ୍ମଃନ୍କେ ହେଁ ମାନା ।
19 For this is praiseworthy, if any one, on account of conscience toward God, endure sorrows, suffering unjustly.
ବଃଲେକ୍ କେ ଜଃବେ ଇସ୍ୱର୍କେ ନିଜେ ମାନି ଅଃନ୍ୟାୟେ ଦୁକ୍ ବୟ୍ଗ୍ କଃରି କଃସ୍ଟ୍ ସଃମ୍ବାଳେଦ୍, ତଃବେ ଇସ୍ୱର୍ ଦଃୟା କଃରେଦ୍ ।
20 For what praise is due, if, when you are punished for your faults, you endure it patiently? But if, when you do well, and suffer for it, you endure it patiently, this is praiseworthy in the sight of God.
ତଃବେ ତୁମିମଃନ୍ ଦଃସ୍ କଃରି ନିଜାର୍ ନିଜାର୍ ଦଃସାର୍ ଗିନେ ଦୁକ୍ ସଃମ୍ବାଳାସ୍, ତଃବେ ସେତାର୍ ଗିନେ କାୟ୍ ଲାବ୍? ମଃତର୍ ଜଦି ନିକ କାମ୍ କଃରି ଦୁକ୍ ସଃମ୍ବାଳାସ୍, ତଃବେ ସେରି ଇସ୍ୱରାର୍ ତଃୟ୍ ସଃର୍ଦାର୍ କଃତା ।
21 To this, indeed, you have been called; because even Christ suffered for us, leaving you an example, that you should follow his footsteps.
ଇତାର୍ ଗିନେ ହଃକା ତୁମିମଃନ୍ ଆସି ଆଚାସ୍, କାୟ୍ତାକ୍ ବଃଲେକ୍ ତୁମିମଃନ୍ ଜଃନ୍କଃରି କ୍ରିସ୍ଟର୍ ହାଦ୍ ଚିନ୍କେ ଅୟ୍ ଜଃହାସ୍, ସେତାର୍ ଗିନେ ସେ ହେଁ ତୁମାର୍ ଗିନେ ଦୁକ୍ ବୟ୍ଗ୍ କଃରି ତୁମିମଃନ୍କେ ସେହର୍ କଃରୁକେ ଦଃକାୟ୍ ଜାୟ୍ ଆଚେ;
22 He did no sin, nor was guile found in his mouth.
ସେ କାୟ୍ ହାହ୍ ହେଁ ନଃକେଲା, କି ତାର୍ ମୁଏଁ କାୟ୍ ମିଚ୍ କଃତା ନଃରିଲି ।
23 When he was reviled, he did not revile again; when he suffered, he did not threaten, but committed himself to him that judges righteously.
ତାକେ ଲିନ୍ଦା କଃଲା ବଃଳ୍ ସେ ଲେଉଟି ଲିନ୍ଦା ନଃକେଲା; ଦୁକ୍ ବୟ୍ଗ୍ କଃଲା ବଃଳ୍ ସେମଃନ୍କେ ବିରଦ୍ କଃରୁକେ ନଃଡିରାୟ୍ଲା, ମଃତର୍ ନ୍ୟାୟ୍ ବିଚାର୍ କାରିର୍ ଆତେ ସଃବୁ ସଃହ୍ରି ଦିଲା ।
24 He himself bore our sins in his own body on the tree, that we, having died to sins, might live to righteousness. By his stripes you were healed.
ଅଃମିମଃନ୍ ଜଃନ୍କଃରି ହାହାର୍ ଗିନେ ମଃରିକଃରି ଦଃର୍ମି ଅଃଉଁକେ ଜିବନ୍ କାଟୁନ୍ଦ୍, ଇତାର୍ ଗିନେ ସେ ଅଃହ୍ଣାକ୍ କ୍ରୁସ୍ ଉହ୍ରେ ନିଜାର୍ ଗଃଗାଳେ ଅଃମିମଃନାର୍ ସଃବୁ ହାହ୍ ବୟ୍ଲା; ତାକେ ମାଡ୍ ହଃଳ୍ଲାକେ ତୁମିମଃନ୍ ଉଜ୍ ଅୟ୍ ଆଚାସ୍ ।
25 For you were like sheep that had gone astray; but now you have returned to the shepherd and bishop of your souls.
ବଃଲେକ୍ ତୁମିମଃନ୍ ମେଣ୍ଡାହର୍ ବିନ୍ ବାଟ୍ ଜାୟ୍ରିଲାସ୍, ମଃତର୍ ଅଃବେ ତୁମିମଃନାର୍ ଆତ୍ମାର୍ ଗଃଉଳିଆ ଆର୍ ମୁଳିକା ହାକ୍ ବାଉଳି ଆସି ଆଚାସ୍ ।