< Matthew 7 >
1 “Do not judge, so that you will not be judged.
“ତୁମିମଃନ୍ ଜଃନ୍କଃରି ବିଚାରେ ନଃହେଳାସ୍, ଇତାର୍ ଗିନେ ବିନ୍ ଲକାର୍ ବିଚାର୍ କଃରାନାୟ୍ ।
2 For with whatever judgment you judge, you will be judged; and with whatever measure you measure, it will be measured to you.
କାୟ୍ତାକ୍ବଃଲେକ୍ ଜୁୟ୍ ବିଚାରେ ବିଚାର୍ କଃରାସ୍, ସେ ବିଚାରେ ତୁମିମଃନ୍କେ ହେଁ ବିଚାର୍ କଃରା ଅୟ୍ଦ୍; ଆରେକ୍ ଜୁୟ୍ ନାହେଁ ନାହି ଦିଆସ୍, ସେ ନାହେଁ ତୁମିମଃନ୍କେ ହେଁ ନାହି ଦିଆ ଅୟ୍ଦ୍ ।
3 Why do you see the speck that is in your brother’s eye, but do not consider the beam that is in your own eye?
ଆର୍ କାୟ୍ତାକ୍ ତୁମାର୍ ବାୟ୍ର୍ ଆକାୟ୍ ରିଲା ସାନ୍ କୁଟା ଦଃକୁଲାସ୍, ମଃତର୍ ତୁମାର୍ ନିଜାର୍ ଆକାୟ୍ ଜୁୟ୍ ବଃଡ୍ ଆକିକୁଟା ଆଚେ, ସେରି କାୟ୍ତାକ୍ ବାବି ନଃଦେକୁଲାସ୍?
4 Or how will you tell your brother, ‘Let me remove the speck from your eye,’ and behold, the beam is in your own eye?
ବଃଲେକ୍ ତୁମି କଃନ୍କଃରି ନିଜାର୍ ବାୟ୍କ୍ କଃଉଁ ହାରାସ୍, ‘ଆଉ ତର୍ ଆକାୟ୍ ରିଲା ସାନ୍ ଆକିକୁଟା ବାର୍କଃରି ଦଃୟ୍ନ୍ଦ୍,’ ଆର୍ ଦଃକା, ତୁମାର୍ ଆକାୟ୍ ବଃଡ୍ ଆକିକୁଟା ଆଚେ!
5 You hypocrite! First remove the beam out of your own eye, and then you can see clearly to remove the speck out of your brother’s eye.
ରେ, ହେଟ୍କପଟ୍ୟାମଃନ୍, ଆଗ୍ତୁ ନିଜାର୍ ଆକାୟ୍ ରିଲା ବଃଡ୍ ଆକିକୁଟା ବାର୍ କଃରି ହଃକାଉଆ, ତାର୍ହଃଚେ ନିଜାର୍ ବାୟ୍ର୍ ଆକାୟ୍ ରିଲା ସାନ୍ ଆକିକୁଟା ବାର୍ କଃରୁକ୍ ନିକକଃରି ଦଃକୁ ହାର୍ସି ।”
6 “Do not give that which is holy to the dogs, neither throw your pearls before the pigs, lest perhaps they trample them under their feet, and turn and tear you to pieces.
“ଜାୟ୍ରି ପବିତ୍ର ସେରି କୁକୁର୍ମଃନ୍କେ ଦିଆସ୍ ନାୟ୍, କଃନ୍ଅୟ୍ଲେକ୍ ସେମଃନ୍ ଲେଉଟିକଃରି ତୁମିକେ ଚାବ୍ତି । କି ତୁମାର୍ ମୁକ୍ତା ଗୁସ୍ରାମଃନାର୍ ମୁଏଁ ହଃକାଉଆ ନାୟ୍, କଃନ୍ଅୟ୍ଲେକ୍ ସେମଃନ୍ ସେ ସଃବୁ ସେମଃନାର୍ ହାଦେ ରଃମ୍ନ୍ଦି ହଃକାଉତି ।”
7 “Ask, and it will be given you. Seek, and you will find. Knock, and it will be opened for you.
“ମାଗା, ତଃବେ ତୁମିମଃନ୍କେ ଦିଆ ଅୟ୍ଦ୍; ଲଳା, ତଃବେ ତୁମିମଃନ୍ ମିଳାଉଆସ୍; କଃହାଟେ ମାରା, ତଃବେ ତୁମାର୍ ଗିନେ କଃହାଟ୍ ଉଗାଳା ଅୟ୍ଦ୍ ।
8 For everyone who asks receives. He who seeks finds. To him who knocks it will be opened.
ବଃଲେକ୍, ଜୁୟ୍ ଲକ୍ ମାଗେଦ୍, ସେ ହାୟ୍ଦ୍; ଜେ ଲଳେଦ୍, ସେ ମିଳାୟ୍ଦ୍; ଆର୍ ଜେ କଃହାଟେ ମାରେଦ୍, ତାର୍ ଗିନେ କଃହାଟ୍ ଉଗାଳି ଦିଆ ଅୟ୍ଦ୍ ।
9 Or who is there among you who, if his son asks him for bread, will give him a stone?
ଆର୍ ତୁମାର୍ ବିତ୍ରେ ଇବାନ୍ୟା କୁୟ୍ ଉବା ଆଚେ, ଜେ ଅଃହ୍ଣାର୍ ହୟ୍ସି ରୁଟି ମାଗ୍ଲେକ୍ ତାକ୍ ଟେଳା ଦଃୟଃଦ୍?
10 Or if he asks for a fish, who will give him a serpent?
ଆରେକ୍ ମାଚ୍ ମାଗ୍ଲେକ୍ ତୁମି ତାକ୍ ସାହ୍ ଦଃୟ୍ଦ୍?
11 If you then, being evil, know how to give good gifts to your children, how much more will your Father who is in heaven give good things to those who ask him!
ତୁମିମଃନ୍ କଃରାବ୍ ଅୟ୍ଲେକ୍ ହେଁ, ତୁମି ଜଃଡେବଃଳ୍ ଅଃହ୍ଣା ଅଃହ୍ଣାର୍ ହିଲାମଃନ୍କେ ନିକ ନିକ ଦାନ୍ ଦେଉଁ ଜାଣାସ୍, ତଃବେ ତୁମାର୍ ସଃର୍ଗାର୍ ଉବାଦି ତାର୍ ଲଃଗେ ମାଗ୍ତା ଲକ୍ମଃନ୍କେ କଃତେକ୍ ଅଃଦିକ୍ ନିକ ବଃଲ୍ରିମଃନ୍ ନଃଦେୟ୍ ।”
12 Therefore, whatever you desire for men to do to you, you shall also do to them; for this is the law and the prophets.
“ବଃଲେକ୍ ଲକ୍ମଃନ୍ ତୁମାର୍ ସଃଙ୍ଗ୍ ଜଃନ୍କା ବେବାର୍ କଃରତ୍ ବଃଲି ମଃନ୍ କଃରୁଲାସ୍, ତୁମିମଃନ୍ ହେଁ ସେମଃନାର୍ ସଃଙ୍ଗ୍ ସେବାନ୍ୟା ବେବାର୍ କଃରା, କାୟ୍ତାକ୍ବଃଲେକ୍ ଇରି ହଃକା ମସାର୍ ବିଦି ଆର୍ ବାବ୍ବାଦିମଃନାର୍ ଦଃର୍ମ୍ସାସ୍ତର୍ ସିକ୍ୟାର୍ ସଃତ୍ ଅଃର୍ତ୍ ।”
13 “Enter in by the narrow gate; for the gate is wide and the way is broad that leads to destruction, and there are many who enter in by it.
“ସାକୁଳ୍ ଦୁଆର୍ ଅୟ୍ ବିତ୍ରେ ହୁରା; କାୟ୍ତାକ୍ବଃଲେକ୍ ନାସ୍ କଃରୁକେ ନେତା ନଃର୍କାର୍ ଦୁଆର୍ ଅଃସାର୍ ଆର୍ ବାଟ ବଃଡ୍, ଆରେକ୍ ସେ ଦୁଆର୍ ଦଃୟ୍ ହୁର୍ତା ଲକ୍ ଗାଦେକ୍ ।
14 How narrow is the gate and the way is restricted that leads to life! There are few who find it.
ଆର୍ ଅଃମ୍ବର୍ ଜିବନ୍ ବାଟ୍କେ ନେତା ଦୁଆର୍ ସାକୁଳ୍ ଆର୍ ବାଟ କଃସ୍ଟ୍, ଆରେକ୍ ସେରି ବେଟ୍ ହାଉତା ଲକ୍ ଉଣା ।”
15 “Beware of false prophets, who come to you in sheep’s clothing, but inwardly are ravening wolves.
“ବାମାଉତା ମିଚ୍ ବାବ୍ବାଦିମଃନାର୍ ତଃୟ୍ହୁଣି ଜଃଗ୍ରାତ୍ ଅୟ୍ରିଆ; ସେମଃନ୍ ମେଣ୍ଡା ବେସ୍ ଦଃରି ତୁମାର୍ ଚଃମେ ଆସ୍ତି, ମଃତର୍ ସେମଃନ୍ ମଃନ୍ ବିତ୍ରେ ଗଟେକ୍ ଗଟେକ୍ ଗଃଦବାଗ୍ ହର୍ ।
16 By their fruits you will know them. Do you gather grapes from thorns or figs from thistles?
ସେମଃନାର୍ କାମ୍ ଦଃକି ତୁମି ସେମଃନ୍କେ ଚିନୁ ହାରାସ୍ । କାଟାବୁଟାୟ୍ ଅଙ୍ଗୁର୍ ଜୁବ୍ଳା ନଃହେଳେ କି କାଟାକଳି ଗଃଚେହୁଣି ଡୁମ୍ବୁର୍ ହଃଳ୍ ନଃହେଳେ ।
17 Even so, every good tree produces good fruit, but the corrupt tree produces evil fruit.
ସେବାନ୍ୟା ସଃବୁ ନିକ ଗଃଚେ ନିକ ହଃଳ୍ ହଃଳେଦ୍, ମଃତର୍ କଃରାବ୍ ଗଃଚେ କଃରାବ୍ ହଃଳ୍ ହଃଳେଦ୍ ।
18 A good tree cannot produce evil fruit, neither can a corrupt tree produce good fruit.
ନିକ ଗଃଚେ କଃରାବ୍ ହଃଳ୍ ନଃହେଳେ, କି କଃରାବ୍ ଗଃଚେ ନିକ ହଃଳ୍ ନଃହେଳେ ।
19 Every tree that does not grow good fruit is cut down and thrown into the fire.
ଜୁୟ୍ ଗଃଚେ ନିକ ହଃଳ୍ ନଃହେଳେ, ସେ ଗଃଚ୍କେ କାଟି ଜୟେ ହଃକା ଅୟ୍ଦ୍ ।
20 Therefore by their fruits you will know them.
ବଃଲେକ୍ ସେରଃକମ୍ ବାମାଉତା ବାବ୍ବାଦିମଃନାର୍ କାମ୍ ଦଃକି ସେମଃନ୍କେ ତୁମି ଚିନୁ ହାରାସ୍ ।”
21 “Not everyone who says to me, ‘Lord, Lord,’ will enter into the Kingdom of Heaven, but he who does the will of my Father who is in heaven.
“ଜୁୟ୍ ଲକ୍ମଃନ୍ ମକ୍ ‘ମାପ୍ରୁ, ମାପ୍ରୁ’ ବଃଲି କଃଉତି, ସେମଃନ୍ ବିତ୍ରେ ସଃବୁଲକ୍ ସଃର୍ଗ୍ ରାଇଜେ ଜଃଉଁ ନଃହାର୍ତି, ମଃତର୍ ଜୁୟ୍ ଲକ୍ମଃନ୍ ମର୍ ସଃର୍ଗାର୍ ଉବାର୍ ଇଚା ହୁରୁଣ୍ କଃର୍ତି, ସେମଃନ୍ ହଃକା ସଃର୍ଗ୍ ରାଇଜେ ଜଃଉଁକେ ହାର୍ତି ।
22 Many will tell me in that day, ‘Lord, Lord, did not we prophesy in your name, in your name cast out demons, and in your name do many mighty works?’
ସେ ଇସ୍ୱରାର୍ ବିଚାର୍ ଦିନ୍ ଗାଦେକ୍ ଲକ୍ ମକ୍ କଃଉତି, ‘ଏ ମାପ୍ରୁ, ଏ ମାପ୍ରୁ, ଅଃମିମଃନ୍ କାୟ୍ ତର୍ ନାଉଁଏ ଇସ୍ୱରାର୍ ବାବ୍ବାଣି କୟ୍ନଃରିଲୁ? ଆରେକ୍ ତର୍ ନାଉଁଏ କାୟ୍ ବୁତ୍ମଃନ୍କେ ଚାଡାୟ୍ ନଃରିଲୁ? ଆର୍ ତର୍ ନାଉଁଏ କାୟ୍ ଅଃମିମଃନ୍ ଗାଦେକ୍ କାବାଅଃଉତା କାମ୍ କଃରି ନଃରିଲୁ?’
23 Then I will tell them, ‘I never knew you. Depart from me, you who work iniquity.’
ସଃଡେବଃଳ୍ ମୁଁୟ୍ ସେମଃନ୍କେ କୟ୍ନ୍ଦ୍, ‘ମୁଁୟ୍ ତୁମିମଃନ୍କେ ନଃଜାଣି । ଏ ଅଃଦଃର୍ମିମଃନ୍, ମର୍ ଲଃଗେହୁଣି ଦୁର୍ ଅଃଉଆ ।’”
24 “Everyone therefore who hears these words of mine and does them, I will liken him to a wise man who built his house on the rock.
“ତଃବେ ଜୁୟ୍ଲକ୍ ମର୍ ଇ ସଃବୁ କଃତା ସୁଣେଦ୍ ଆର୍ ମାନେଦ୍, ସେ ଟେଳା ଉହ୍ରେ ଗଃର୍ ବାନ୍ଦ୍ଲା ବୁଦିଆ ଲକ୍ ହର୍ ଅୟ୍ଦ୍ ।
25 The rain came down, the floods came, and the winds blew and beat on that house; and it did not fall, for it was founded on the rock.
ବଃର୍ସା ଅୟ୍ଲି, ହୁର୍ ଆୟ୍ଲି, ବାଉବଃତାସ୍ ଆୟ୍ଲି ଆର୍ ସେ ଗଃର୍କେ ଦଃକା ମାର୍ଲି । ମଃତର୍ ସେ ଗଃର୍ ନଃବେସୁଳ୍ଲି, କାୟ୍ତାକ୍ବଃଲେକ୍ ସେରି ଚଃଚ୍ରା ଉହ୍ରେ କୁନାଦି ଅୟ୍ରିଲି ।”
26 Everyone who hears these words of mine and does not do them will be like a foolish man who built his house on the sand.
“ଆର୍ ଜୁୟ୍ଲକ୍ ମର୍ ଇ ସଃବୁ କଃତା ସୁଣି ନଃମାନେ, ସେ ବାଲି ଉହ୍ରେ ଗଃର୍ ବାନ୍ଦ୍ଲା ନିର୍ବୁଦିଆ ଲକ୍ ହର୍ ଅୟ୍ଦ୍ ।
27 The rain came down, the floods came, and the winds blew and beat on that house; and it fell—and its fall was great.”
ବଃଡ୍ ବଃର୍ସା ଅୟ୍ଲି, ହୁର୍ ଆୟ୍ଲି, ବାଉବଃତାସ୍ ଆୟ୍ଲି ଆର୍ ସେ ଗଃର୍କେ ଦଃକ୍ୟା ମାର୍ଲି, ଆର୍ ସେ ଗଃର୍ ବାଙ୍ଗି ଅଦ୍ରିଗଃଲି । ଆରେକ୍ ତାର୍ ଦଃସା ବଃଡେ ବୟ୍ଙ୍କାର୍ ଅୟ୍ଲି ।”
28 When Jesus had finished saying these things, the multitudes were astonished at his teaching,
ଜିସୁ ଇ ସଃବୁ କଃତା କୟ୍ ସଃର୍ଲା ହଃଚେ, ଲକ୍ମଃନ୍ ତାର୍ ସିକ୍ୟା ସୁଣି କାବା ଅୟ୍ଲାୟ୍ ।
29 for he taught them with authority, and not like the scribes.
କାୟ୍ତାକ୍ବଃଲେକ୍ ସେ ସେମଃନାର୍ ଗୁରୁମଃନାର୍ ହର୍ ସିକ୍ୟା ନଃଦେୟ୍, ଅଃଦିକାର୍ ହାୟ୍ଲା ଲକାର୍ ହର୍ ସେମଃନ୍କେ ସିକ୍ୟା ଦେତିରିଲା ।