< Acts 28 >
1 When we had escaped, then they learned that the island was called Malta.
୧କାଇଟା ନ ଅଇ, କଣ୍ଡିପାଲି ଜାଇ ଦେକ୍ଲୁ ଜେ, ଆମେ ମେଲିତି ନାଉଁର୍ ଚାରିବେଟ୍ତି ପାନିର୍ ମଜାଇ ରଇବା ସୁକ୍ଲା ଜାଗାଇ କେଟିଆଚୁ ।
2 The natives showed us uncommon kindness; for they kindled a fire and received us all, because of the present rain and because of the cold.
୨ତେଇ ପୁର୍ବେଅନି ରଇବା ଲକ୍ମନ୍ ଆମ୍କେ ଆଲାଦ୍ ଦେକାଇଲାଇ, ସେବେଲେ ବର୍ସା ମାରି ସିତ୍ ଅଇତେ ରଇଲା । ସେଟାର୍ ପାଇ ସେମନ୍ ଆମ୍କେ ଜଇ ଲାଗାଇ ଗତିଆ ମାନ୍ଲାଇ ।
3 But when Paul had gathered a bundle of sticks and laid them on the fire, a viper came out because of the heat and fastened on his hand.
୩ପାଉଲ୍ ଗଟେକ୍ ବିଡା ଦାରୁ ଜଇତେଇ ପାକାଇବା ବେଲେ ଜଇ ତାତିର୍ ଲାଗି ବିଡାଇଅନି ଗଟେକ୍ ବିସ୍ରଇବା ସାଁପ୍ ବାରଇଲା ଆରି ପାଉଲର୍ ଆତେ ଚଗି ଚାବି ଡସିରଇଲା ।
4 When the natives saw the creature hanging from his hand, they said to one another, “No doubt this man is a murderer, whom, though he has escaped from the sea, yet Justice has not allowed to live.”
୪ସେ ଜାଗାର୍ ଲକ୍ମନ୍ ପାଉଲର୍ ଆତେ ଚାବିକରି ଡସି ଜୁଲ୍ତେ ରଇବା ସାଁପ୍କେ ଦେକି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏ ବାଇଦରେ ଗଟେକ୍ ନର୍ମାରୁ ଲକ୍, ସେ ଜାଇଟା ମିସା ଅ ବେ, ସେ ସମ୍ଦୁରେ ରକିଆ ପାଇରଇଲେ ମିସା ତାର୍ କରମ୍ ତାକେ ବଁଚ୍ବାକେ ନ ଦେଏ ।”
5 However he shook off the creature into the fire, and was not harmed.
୫ମାତର୍ ପାଉଲ୍ ତାର୍ ଆତ୍ ଜିଞ୍ଜାଡ୍ଲାକେ ସାଁପ୍ ଜଇତେଇ ଅଦର୍ଲା ଆରି ତାକେ କାଇଟା ଅଏନାଇ ।
6 But they expected that he would have swollen or fallen down dead suddenly, but when they watched for a long time and saw nothing bad happen to him, they changed their minds and said that he was a god.
୬ଲକ୍ମନ୍ ପାଉଲର୍ ଆତ୍ ପୁଲିଜାଇସି ନଇଲେ ଅଟାତ୍ ଅଦ୍ରି ମରିଜାଇସି ବଲି ଜାଗିରଇଲାଇ, ମାତର୍ ବେସି ପର୍ ଜାଗିକରି ଦେକ୍ଲାଇ ମିସା ତାକେ କାଇଟା ଅଏ ନାଇ । ପଚେ ସେମନ୍ କାତା ପାସ୍ଲାଇକରି କଇଲାଇ “ଏ ଗଟେକ୍ ଦେବ୍ତା!”
7 Now in the neighborhood of that place were lands belonging to the chief man of the island, named Publius, who received us and courteously entertained us for three days.
୭ତେଇଅନି ଅଲପ୍ ଦୁରିକେ ସେ ଜାଗାର୍ ମୁକିଅ ନେତା, ତାର୍ ନାଉଁ ପବ୍ଲିଅ । ତାର୍ କେତେଟା ପଦା ରଇଲା, ସେ ଆମ୍କେ ଗତିଆ ମାନିକରି ଡାକିନେଲା । ଆରି ଆମେ ତିନ୍ ଦିନ୍ ଜାକ ତାକର୍ ଗରେ ଗତିଆ ଅଇ ରଇଲୁ ।
8 The father of Publius lay sick of fever and dysentery. Paul entered in to him, prayed, and laying his hands on him, healed him.
୮ସେବେଲେ ପବ୍ଲିଅସର୍ ବାବା ଜର୍ ଆରି ରକତ୍ଜାଡା ଦାରାଇଅଇ ଡୁଲିରଇଲା । ପାଉଲ୍ ତାକର୍ ବାକ୍ରାଇ ଜାଇ ତାର୍ପାଇ ପାର୍ତନା କରି ତାର୍ ଉପ୍ରେ ଆତ୍ ଚିଇ ତାକେ ନିମାନ୍କଲା ।
9 Then when this was done, the rest also who had diseases in the island came and were cured.
୯ଏ ଗଟ୍ନା ପଚେ ସେ ଜାଗାର୍ ଜେତ୍କି ରଗିମନ୍ ସବୁ ପାଉଲର୍ ଲଗେ ଆସି ନିମାନ୍ ଅଇଲାଇ ।
10 They also honored us with many honors; and when we sailed, they put on board the things that we needed.
୧୦ସେମନ୍ ଆମ୍କେ ବେସି ବିନ୍ ବିନ୍ ରକାମର୍ ଜିନିସ୍ ଇନାମେ ଦେଲାଇ ଆରି ଆମେ ତେଇଅନି ଜାଜେ ବସି ଜିବାବେଲେ ସେମନ୍ ଆମର୍ପାଇ ଦର୍କାର୍ ରଇଲା ସବୁ ଜିନିସ୍ ଜାଜେ ଆନି ଦେଲାଇ ।
11 After three months, we set sail in a ship of Alexandria which had wintered in the island, whose figurehead was “The Twin Brothers.”
୧୧ସେ ଜାଗାଇଅନି ବାରଇବାକେ ଆମ୍କେ ତିନ୍ମାସ୍ ଲାଗ୍ଲା । ସିତ୍ଦିନ୍ ଅଇରଇଲାକେ ତବିର୍ଅଇଲା ଆଲେକ୍ଜାଣ୍ଡ୍ରିଆ ନଅରେଅନି ଆସିରଇବା ଗଟେକ୍ ଜାଜେ ଆମେ ବାରଇଲୁ । ସେ ଜାଜର୍ ନାଉଁ ରଇଲା ଜଁଲି ଦେବ୍ତା ।
12 Touching at Syracuse, we stayed there three days.
୧୨ପର୍ତୁମ୍ ସିର୍କୁସ୍ ନାଉଁର୍ ନଅରେ କେଟି ତେଇ ତିନ୍ଦିନ୍ ରଇଲୁ ।
13 From there we circled around and arrived at Rhegium. After one day, a south wind sprang up, and on the second day we came to Puteoli,
୧୩ତେଇଅନି ଆରି ତରେକ୍ ଜିବାଟା ଆରାମ୍ କରି ଆମେ ରେଜିଅମ୍ ସଅରେ କେଟ୍ଲୁ । ତାର୍ ଆର୍କର୍ ଦିନେ ଦକିଣ୍ ଦିଗେଅନି ପବନ୍ ଆଇଲା ଆରି ଦୁଇଦିନ୍ ପଚେ ପୁତେଅଲି ସଅରେ କେଟ୍ଲୁ ।
14 where we found brothers, and were entreated to stay with them for seven days. So we came to Rome.
୧୪ତେଇ କେତେଟା ଜିସୁକେ ବିସ୍ବାସ୍ କର୍ବା ବାଇମନ୍କେ ମିସ୍ଲୁ । ତାକର୍ ସଙ୍ଗ୍ ଗଟେକ୍ ଆଟ୍ ରଇବାକେ ସେମନ୍ ଆମ୍କେ ବାବୁଜିଆ କଲାଇ । ସାରାସାରିପଚେ ଆମେ ରମ୍ ଦେସେ ଜାଇ କେଟ୍ଲୁ ।
15 From there the brothers, when they heard of us, came to meet us as far as The Market of Appius and The Three Taverns. When Paul saw them, he thanked God and took courage.
୧୫ଆମେ ଗାଲା କବର୍ ସୁନିକରି ରମ୍ ଦେସର୍ ବିସ୍ବାସି ବାଇମନ୍ ତେଇଅନି ଆପିଅ ଜାଗାର୍ ଆଟେ ଆରି ତିନ୍ସରା ନାଉଁର୍ ନଅର୍ମନ୍ ଜାକ ଆମ୍କେ ବେଟ୍ ଅଇବାକେ ଇଣ୍ଡି ଇଣ୍ଡି ଆଇଲାଇ । ସେମନ୍କେ ଦେକି ପାଉଲ୍ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବେସି ସାର୍ଦା ଅଇଲା ।
16 When we entered into Rome, the centurion delivered the prisoners to the captain of the guard, but Paul was allowed to stay by himself with the soldier who guarded him.
୧୬ଆମେ ରମ୍ ଦେସେ କେଟ୍ଲା ପଚେ ପାଉଲ୍କେ ଗଟେକ୍ ସନିଅ ସଙ୍ଗ୍ ଗଟେକ୍ ଗରେ ରଇବାକେ ଆଦେସ୍ ମିଲ୍ଲା ।
17 After three days Paul called together those who were the leaders of the Jews. When they had come together, he said to them, “I, brothers, though I had done nothing against the people or the customs of our fathers, still was delivered prisoner from Jerusalem into the hands of the Romans,
୧୭ତିନ୍ ଦିନ୍ ପଚେ ପାଉଲ୍ ସେ ଜାଗାର୍ ଜିଉଦି ନେତାମନ୍କେ ଗଟେକ୍ ସବା କର୍ବାକେ କବର୍ ପାଟାଇଲା । ସେମନ୍ ଆସି ରୁଣ୍ଡ୍ଲାଇକେ ପାଉଲ୍ ସେମନ୍କେ କଇଲା, “ଏ ଇସ୍ରାଏଲର୍ ବାଇମନ୍, ମୁଇ ଆମର୍ ଲକ୍ମନର୍ ବିରୁଦେ କି ଆମର୍ ଆନିଦାଦିମନର୍ ଟାନେଅନି ସିକିରଇବା ରିତିନିତି ବିରୁଦେ କିଚି କରିନାଇ, ଏଲେ ମିସା ଜିରୁସାଲାମର୍ ଜିଉଦିମନ୍ ମକେ ଦାରି ବନ୍ଦିଗରେ ପୁରାଇ ରମିଅମନ୍କେ ସର୍ପିଦେଲାଇ ।
18 who, when they had examined me, desired to set me free, because there was no cause of death in me.
୧୮ମକେ ପାଚାର୍ ଉଚାର୍ କଲା ପଚେ ମରନ୍ ଡଣ୍ଡ୍ ପାଇବା ଏତ୍କି କାଇ ଅପ୍ରାଦ୍ କରେ ନାଇ ବଲି ଜାନ୍ଲାଇ । ପଚେ ରମିଅ ଲକ୍ମନ୍ ମକେ ମୁକ୍ଲାଇବାକେ ମନ୍ କର୍ତେ ରଇଲାଇ ।
19 But when the Jews spoke against it, I was constrained to appeal to Caesar, not that I had anything about which to accuse my nation.
୧୯ମାତର୍ ଜିଉଦି ଲକ୍ମନ୍ ମକେ ଚାଡ୍ବାକେ ରାଜି ଅଅତ୍ନାଇ । ତେବେ ମର୍ ନିଜର୍ ଲକ୍ମନର୍ ବିରୁଦେ ମର୍ କାଇ ଦାବି ନ ରଇଲା ମିସା, ମୁଇ ବଡ୍ସାସନ୍କାରିଆକେ ଗୁଆରି କର୍ବି ଆକା ବଲି ବାବ୍ଲି ।
20 For this cause therefore I asked to see you and to speak with you. For because of the hope of Israel I am bound with this chain.”
୨୦ସେଟାର୍ପାଇ ଏ ବିସଇ କାତାବାର୍ତା ଅଉଁ ବଲି ମୁଇ ତମ୍କେ ଡାକାଇ ଆଚି । ଇସ୍ରାଏଲର୍ ଲକ୍ମନ୍ ଏବେ ଜାକେ ଆସା କରି ଆଇଲାଇନି, ତାର୍ପାଇ ବଲିକରି ମୁଇ ଆଜି ସିକ୍ଲି ସଙ୍ଗ୍ ବାନ୍ଦାଇ ଅଇଆଚି ।”
21 They said to him, “We neither received letters from Judea concerning you, nor did any of the brothers come here and report or speak any evil of you.
୨୧ସେମନ୍ କଇଲାଇ, “ଆମ୍କେ ଜିଉଦା ଦେସେଅନି ତମର୍ ବିସଇ କାଇ ଚିଟି ଗଟେକ୍ ମିସା ମିଲେ ନାଇ, କି ବାଇମନର୍ ବିତ୍ରେଅନି କେ ମିସା ଇତି ଆସି ତମର୍ ବିସଇର୍ ବୁଲ୍ କାତା ସୁନାଅତ୍ ନାଇ କି କଅତ୍ ମିସା ନାଇ ।
22 But we desire to hear from you what you think. For, as concerning this sect, it is known to us that everywhere it is spoken against.”
୨୨ମାତର୍ ତମେ କାଇଟା ବଲି ବିସ୍ବାସ୍ କଲାସ୍ନି, ସେଟା ତମର୍ଟାନେଅନି ଆମେ ସୁନ୍ବାକେ ମନ୍ କଲୁନି । କାଇକେବଇଲେ, ଗୁଲାଇବାଟର୍ ଲକ୍ ତମର୍ ଦଲ୍ ବିରୁଦେ କାତା ଅଇଲାଇନି ।”
23 When they had appointed him a day, many people came to him at his lodging. He explained to them, testifying about God’s Kingdom, and persuading them concerning Jesus, both from the law of Moses and from the prophets, from morning until evening.
୨୩ସେମନ୍ ଗଟେକ୍ଦିନ୍ ଟିକ୍ କଲାଇ ଆରି ଟିକ୍ କଲା ଦିନେ ସେମନର୍ ବିତ୍ରେଅନି ବେସି ଲକ୍ ପାଉଲ୍ ରଇବା ଜାଗାଇ ଆଇଲାଇ । ପାଉଲ୍ ସେମନ୍କେ ସାକାଲେଅନି ସଞ୍ଜ୍ଜାକ ପରମେସର୍ ରାଇଜ୍ ବିସଇ ବୁଜାଇଦେଲା ଆରି ମସାର୍ ରିତିନିତି ଆରି ବବିସତ୍ବକ୍ତାମନ୍ ଲେକ୍ଲା ସାସ୍ତରର୍ ବାକିଅ ଦେକାଇକରି ଜିସୁର୍ ବିସଇ ବୁଜାଇଲା ।
24 Some believed the things which were spoken, and some disbelieved.
୨୪ତେଇ କେତେ ଲକ୍ ପାଉଲ୍ କଇଲା କାତା ବିସ୍ବାସ୍ କଲାଇ, ମାତର୍ କେତେ ଲକ୍ ବିସ୍ବାସ୍ କରତ୍ ନାଇ ।
25 When they did not agree among themselves, they departed after Paul had spoken one message: “The Holy Spirit spoke rightly through Isaiah the prophet to our fathers,
୨୫ତେବେ ତାକର୍ ତାକର୍ ବିତ୍ରେ ଦଦାପେଲା ଅଇକରି ବାରଇ ଉଟିଗାଲାଇ । ପାଉଲ୍ ଗଟେକ୍ କାତା କଇଲା, ସୁକଲ୍ ଆତ୍ମା ତମର୍ ଆନିଦାଦିମନ୍କେ ଜିସାୟ ବବିସତ୍ବକ୍ତାର୍ ଡଣ୍ଡେଅନି ସତ୍ କାତା କଇରଇଲା!
26 saying, ‘Go to this people and say, in hearing, you will hear, but will in no way understand. In seeing, you will see, but will in no way perceive.
୨୬ସେ କଇରଇଲା, “ଏ ଲକ୍ମନ୍କେ ଜାଇ କଅ, ତମେ ସୁନି ସୁନି ରଇସା, ମାତର୍ ନ ବୁଜାସ୍ । ଦେକି ଦେକି ରଇସା, ମାତର୍ ନ ଚିନାସ୍ ।”
27 For this people’s heart has grown callous. Their ears are dull of hearing. Their eyes they have closed. Lest they should see with their eyes, hear with their ears, understand with their heart, and would turn again, then I would heal them.’
୨୭କାଇକେ ବଇଲେ ଏ ଲକ୍ମନର୍ ମନ୍ ବେସି ଆଁଟ୍, ସେମନ୍ ନିଜର୍ ନିଜର୍ ଆଁକି ଲିମିଦେଇ ଆଚତ୍ ଆରି କାନ୍ ଚୁଟି ଦେଇ ଆଚତ୍, ସେମନ୍ ଜଦି ଆଁକି ଦେକ୍ତାଇ, ଆରି ଚୁଟି ଅଇଲା କାନ୍ ଉଗାଡି ସୁନ୍ତାଇ । ସେନ୍ତାର୍ ଆଲେ ସେମନ୍ ମନେ ମନେ ବୁଜ୍ତାଇ । ଆରି ସେମନ୍ ମର୍ଲଗେ ବାଅଡ୍ତାଇ ଆରି ମୁଇ ସେମନ୍କେ ନିକ କର୍ତି । ଏଟା ପରମେସର୍ କଇଲାନି ।
28 “Be it known therefore to you that the salvation of God is sent to the nations, and they will listen.”
୨୮ସାରାସାରିପଚେ ପାଉଲ୍ କଇଲା “ତେବେ ପରମେସରର୍ ମୁକ୍ତି ଜିଉଦିନଇଲା ଲକ୍ମନର୍ ପାଇ ଆଇଲା ଆଚେ । ଏଟା ତମେ ଜାନିରୁଆ, ସେମନ୍ ମିସା ସେଟା ମାନ୍ବାଇ ।”
29 When he had said these words, the Jews departed, having a great dispute among themselves.
୨୯ପାଉଲ୍ ଏ ସବୁ କାତା କଇଲାକେ, ଜିଉଦିମନ୍ ନିଜର୍ ନିଜର୍ ବିତ୍ରେ ଦଦାପେଲା ଅଇଅଇକରି ଉଟିଗାଲାଇ ।
30 Paul stayed two whole years in his own rented house and received all who were coming to him,
୩୦ପାଉଲ୍ ଗଟେକ୍ ଗର୍ ବାଡାକରି ତେଇ ଦୁଇ ବରସ୍ ଜାକ ରଇଲା ଆରି ତାକେ ଦେକ୍ବାକେ ଆଇଲା ସବୁ ଲକ୍ମନ୍କେ ତେଇ ଗତିଆ ମାନ୍ତେରଇଲା । ଜେତ୍କି ଲକ୍ ପାଉଲର୍ ଲଗେ ଆଇତେ ରଇଲାଇ ସେ ସବୁ ଲକ୍କେ ଡାକି, କାକେ ନ ଡର୍ତେ କଲା ।
31 preaching God’s Kingdom and teaching the things concerning the Lord Jesus Christ with all boldness, without hindrance.
୩୧ଆରି ତାକେ କେ ମିସା ତେବାଅତ୍ ନାଇ । ସେ ପରମେସରର୍ ରାଇଜ୍ ବିସଇ ଜାନାଇକରି ମାପ୍ରୁ ଜିସୁକିରିସ୍ଟର୍ ବିସଇ ସିକିଆ ଦେଇତେରଇଲା ।