< Revelation 17 >

1 And one of the seven agents who had the seven bowls came and spoke with me, saying, Come, I will show thee the judgment of the great whore who sits upon the many waters
ତାର୍‌ପଚେ ସାତ୍‌ଟା ଗିନାଦାରିରଇବା ସାତ୍‌ଟା ଦୁତ୍‌ମନର୍‌ ବିତ୍‌ରେ ଅନି ଗଟେକ୍‌ ଦୁତ୍‌ ମକେ ଆସିକରି କଇଲା, “ଇତି ଆଉ ।” ସେ ଡାକ୍‌ପୁଟାର୍‌ ବେସିଆ କେନ୍ତାରି ଡଣ୍ଡ୍‌ ପାଇସି, ସେଟା ମୁଇ ତକେ ଦେକାଇବି । ବେସି ଗାଡ୍‌ମନ୍‌ ମିସିରଇବା ଜାଗାଇ ସେ ନଅର୍‌ ତିଆର୍‌ ଅଇଲାଆଚେ ।
2 with whom the kings of the earth fornicated, and those who inhabit the earth were made drunken with the wine of her fornication.
ଜଗତର୍‌ ରାଜାମନ୍‌ ତାର୍‌ ସଙ୍ଗ୍‍ ବେସିଆ କାମ୍‌ କଲାଇ । ଜଗତର୍‌ ଲକ୍‌ମନ୍‌ ତାର୍‌ ମଦ୍‌ କାଇକରି ମାତ୍‌ଲାଇ । ତାର୍‌ ଅରତ୍‌ ଅଇଲାନି, ତାକର୍‌ କାରାପ୍‌ ଚଲାଚଲ୍‌ତିକେ ସେମନ୍‌ ମାନ୍‌ଲାଇ ।
3 And he carried me away in spirit into a wilderness. And I saw a woman sitting upon a scarlet-colored beast containing names of blasphemy, having seven heads and ten horns.
ମକେ ଆତ୍‌ମା ଦାରିଦେଲା ଆରି ଦୁତ୍‌ ମକେ ମରୁବାଲି ବୁଏଁ ଡାକିନେଲା । ଆରି ଏଦେ ଦେକା! ତେଇ ରଙ୍ଗ୍‌ ପସୁର୍‌ ଉପ୍‌ରେ ଗଟେକ୍‌ ମାଇଜି ବସିରଇବାଟା ମୁଇ ଦେକ୍‌ଲି । ତାକେ ସାତ୍‌ଟା ମୁଣ୍ଡ୍‌ ଆରି ଦସ୍‌ଟା ସିଙ୍ଗ୍‌ ରଇଲା । ପର୍‌ମେସର୍‌କେ ନିନ୍ଦାକର୍‌ବା ନାଉଁ ସେ ପସୁର୍‌ ଉପ୍‌ରେ ଲେକାଅଇରଇଲା ।
4 And the woman was clothed in purple and scarlet, adorned with gold and precious stone and pearls, having in her hand a golden cup containing abominations and the filthy things of her fornication,
ସେ ମାଇଜି ରଙ୍ଗ୍‌ ଆରି ଜାମ୍‌କଲି ରଙ୍ଗର୍‌ ବସ୍‌ତର୍‌ ପିନ୍ଦିରଇଲା । ସେ ବେସି ସୁନାବାନା, ଆରି ବେସି ଦାମ୍‌ ଦେଇରଇବା ଇରାନିଲା ପିନ୍ଦିରଇଲା । ତାର୍‌ ଆତେ ସୁନାର୍‌ ଗିନା ଦାରିରଇଲା । ସେ କରିରଇବା ବେସିଆ କାମ୍‌ମନ୍‌ ଆରି କାରାପ୍‌ କାମ୍‌ମନ୍‌ ସେ ଗିନାଇ ବର୍‌ତିଅଇରଇଲା ।
5 and upon her forehead a name written, MYSTERY, BABYLON THE GREAT, THE MOTHER OF WHORES AND OF THE ABOMINATIONS OF THE EARTH.
ତାର୍‌ କାପାଲେ ଲେକିରଇବା ନାଉଁ କେ ନାଜାନ୍‌ବା ଗଟେକ୍‌ ଅରତ୍‌ ରଇଲା । “ଏ ଡାକ୍‌ପୁଟାର୍‌ ବାବିଲନ୍‌!” ଜଗତେ କରିରଇବା ସବୁ ବେସିଆ କାମର୍‌ ଆରି କରାପ୍‌ କାମର୍‌ ଆୟା ତୁଇସେ ।
6 And I saw the woman drunken from the blood of the sanctified, and from the blood of the witnesses of Jesus. And having seen her, I wondered with great amazement.
ଆରି ସେ ମାଇଜି ପର୍‌ମେସରର୍‌ ଲକ୍‌ମନର୍‌ ବନି କାଇ ମାତିରଇବାଟା ମୁଇ ଦେକ୍‌ଲି । ଜିସୁକେ ବିସ୍‌ବାସ୍‌ କରି ସାଦ୍‌ବାନ୍ଦ୍‌ ଅଇ ମରିଜାଇରଇବା ଲକ୍‌ମନର୍‌ ବନି କାଇକରି ମିସା ସେ ମାତିରଇଲା । ମୁଇ ତାକେ ଦେକିକରି କାବା ଅଇଗାଲି ।
7 And the agent said to me, Why did thou wonder? I will tell thee the mystery of the woman, and of the beast that carries her, which has the seven heads and the ten horns.
ଦୁତ୍‌ ମକେ ପାଚାର୍‌ଲା, “କାଇକେ ତୁଇ କାବା ଅଇଗାଲୁସ୍‌? ଏ ମାଇଜିର୍‌ ଆରି ତାକେ ଦାରିରଇବା ପସୁର୍‌ କେ ନାଜାନି ରଇବା ଅରତ୍‌ ମୁଇ ତକେ କଇଦେବି ।” ସେ ପସୁକେ ସାତ୍‌ଟା ମୁଣ୍ଡ୍‌ ଆରି ଦସ୍‌ଟା ସିଙ୍ଗ୍‌ ରଇଲା ।
8 The beast that thou saw was, and is not, and is going to ascend out of the abyss and go into destruction. And those who dwell on the earth will wonder, whose names have not been written in the book of life from the foundation of the world, when they see the beast that was, and is not, and will come. (Abyssos g12)
ଆଗ୍‌ତୁ ତରେକ୍‌ ସେ ପସୁ ବଁଚିରଇଲା । ମାତର୍‌ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍‌ ସେ ଡଣ୍ଡ୍‌ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍‌ମନ୍‌, ସବୁ ତିଆର୍‌ ନ ଅଇବା ଆଗ୍‌ତୁ, ଜାର୍‌ ନାଉଁ ଜିବନ୍‌ରଇବା ବଇଟାନେ ଲେକାଅତ୍‌ନାଇ, ସେମନ୍‌ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍‌ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍‌ ସେଟା ଆରିତରେକ୍‌ ଆଇସି । (Abyssos g12)
9 Here is the mind that has wisdom: The seven heads are seven mountains where the woman sits on them.
“ଗଟେକ୍‌ ଗିଆନ୍‌ ରଇବା ଆରି ଚିନ୍ତା କର୍‌ବା ଲକ୍‌ସେ ଏଟା ବୁଜିପାର୍‌ସି । ସେ ସାତ୍‌ଟା ମୁଣ୍ଡର୍‌ ଅରତ୍‌ ଅଇଲାନି, ସେ ମାଇଜି ବସ୍‌ବା ସାତ୍‌ଟା କୁପ୍‌ଲି । ସେଟା ଅଇଲାନି ସାତ୍‌ଟା ରାଜାମନ୍‌ ମିସା ।
10 And there are seven kings, the five are fallen, the one is, the other has not yet come, and when he comes he must remain a little while.
୧୦ସେ ସାତ୍‌ଟା ରାଜାମନର୍‌ ବିତ୍‌ରେ ଅନି ପାଁଚଟା ରାଜା ବୁଡିଗାଲାଇ । ଗଟେକ୍‌ ଏବେ ମିସା ସାସନ୍‌ କଲାନି । ସାରାସାରିଟା ଏବେଜାକ ଆସେନାଇତା । ସେ ଆଇଲେ ଚନେକର୍‌ପାଇ ସାସନ୍‌ କର୍‌ବାର୍‌ଆଚେ ।
11 And the beast that was, and is not, he also is an eighth, and is of the seven, and he goes into destruction.
୧୧ଆରି ଜନ୍‌ ପସୁ ଜେ କି ଆଗ୍‌ତୁ ବଁଚିରଇଲା, ଆରି ଏବେ ସେ ବଁଚେନାଇ, ସେ ଅଇଲାନି ଆଟ୍‌ ଲମର୍‌ ରାଜା । ସାତ୍‌ଟା ରାଜାମନର୍‌ ବିତ୍‌ରେଅନି ସେ ଗଟେକ୍‌ । ଆରି ସେ ମିସା ବୁଡିଜାଇସି ।”
12 And the ten horns that thou saw are ten kings who have not yet received a kingdom, but they receive authority as kings one hour with the beast.
୧୨ଜନ୍‌ ଦସ୍‌ଟା ସିଙ୍ଗ୍‌ ତୁଇ ଦେକିରଇଲୁସ୍‌, ସେଟା ଅଇଲାନି ଦସ୍‌ଟା ରାଜା । ସେମନ୍‌ ଏବେଜାକ ରାଇଜେ ସାସନ୍‌ କରତ୍‌ ନାଇତା । ମାତର୍‌ ପସୁସଙ୍ଗ୍‍ ରାଜା ଇସାବେ ଗଟେକ୍‌ ଗଁଟା ସାସନ୍‌ କର୍‌ବାକେ ଅଦିକାର୍‌ ଦିଆଅଇସି ।
13 These have one mind, and they give their power and authority to the beast.
୧୩ଏ ସବୁ ଦସ୍‌ଟା ରାଜାମନ୍‌କେ ଗଟେକ୍‌ ଆକା ଆଦେସ୍‌ ଆଚେ । ତାକର୍‌ ସବୁ ବପୁ ଆରି ଅଦିକାର୍‌ ପସୁକେ ଦେବାଇ ।
14 These will war against the Lamb, and the Lamb will conquer them, because he is Lord of lords and King of kings. And those with him are the called and chosen and faithful.
୧୪ସେମନ୍‌ ମେଣ୍ଡାପିଲାର୍‌ ବିରୁଦେ ଜୁଇଦ୍‌ କର୍‌ବାଇ । ମାତର୍‌ ମେଣ୍ଡାପିଲା ସେମନ୍‌କେ ଆରାଇସି । କାଇକେବଇଲେ ସେ ସବୁ ମାପ୍‌ରୁମନର୍‌ ଟାନେଅନି ଉଚେ ରଇବା ମାପ୍‌ରୁ । ଆରି ରାଜା ମନର୍‌ଟାନେ ଅନି ଉପ୍‌ରେ ରଇବା ରାଜା । ତାର୍‌ ଜେତ୍‌କି ସିସ୍‌ମନ୍‌କେ ସେ ଡାକିକରି ବାଚ୍‌ଲାଆଚେ, ଆରି ତାକେ ସତ୍‌ ସଙ୍ଗ୍‍ ନାମ୍‌ବାଇ, ସେମନର୍‌ ସଙ୍ଗ୍‍ ସେ ଜୁଇଦ୍‌ କର୍‌ସି ।
15 And he says to me, The waters that thou saw, where the whore sits, are peoples, and multitudes, and nations, and tongues.
୧୫ଦୁତ୍‌ ଏନ୍ତାରି ମିସା ମକେ କଇଲା, ତୁଇ ଜନ୍‌ ପାନି ଉପ୍‌ରେ ବେସିଆ ବସିରଇବାଟା ଦେକ୍‌ଲୁସ୍‌, ସେଟା ଅଇଲାନି ଏ ଜଗତର୍‌ ରାଇଜ୍‌ମନ୍‌, ଲକ୍‌ମନ୍‌, ଜାତିମନ୍‌ ଆରି ବାସାମନ୍‌ ।
16 And the ten horns that thou saw, and the beast, these will hate the whore, and will make her desolate, and will make her naked, and will eat her flesh, and will burn her with fire.
୧୬ତୁଇ ଦେକିରଇବା ଦସ୍‌ଟା ସିଙ୍ଗ୍‌ ଆରି ସେ ପସୁ, ବେସିଆକେ ଗିନ୍‌ କର୍‌ବାଇ । ତାର୍‌ଟାନେ ରଇବାଟା ସବୁ ଚାଡାଇନେଇ ଡୁମ୍‌ଣ୍ଡା କର୍‌ବାଇ । ତାର୍‌ ମାଉଁସ୍‌ କାଇକରି ତାକେ ଜଇଟାନେ ପଡାଇଦେବାଇ ।
17 For God gave in their hearts to do his will. Even to do one will, and to give their kingdom to the beast until the words of God would be ended.
୧୭କାଇକେବଇଲେ ପର୍‌ମେସର୍‌ ତାର୍‌ ଜଜ୍‌ନା ପୁରାପୁରନ୍‌ କର୍‌ବାକେ ସେମନର୍‌ ମନ୍‌କେ ଏ କାତାଦେଇ ପାଟାଇଆଚେ । ସେମନ୍‌ ଗଟେକ୍‌ ଅଇ କାମ୍‌ କର୍‌ବାଇ । ପର୍‌ମେସରର୍‌ ବାକିଅ ସିଦ୍‌ ଅଇବାଜାକ ତାର୍‌ ରାଇଜର୍‌ ସାସନ୍‌ କର୍‌ବା ବପୁ, ପସୁକେ ଦେଲାଆଚେ ।
18 And the woman whom thou saw is the great city having reign over the kings of the earth.
୧୮ଆରି ଜନ୍‌ ମାଇଜିକେ ତୁଇ ଦେକ୍‌ଲୁସ୍‌, ସେ ଅଇଲାନି, ଜଗତର୍‌ ରାଜାମନ୍‌କେ ସାସନ୍‌ କର୍‌ବା ସେ ବଡ୍‌ ନଅର୍‌ ।

< Revelation 17 >