< Romeinen 10 >

1 Broeders, de toegenegenheid mijns harten, en het gebed, dat ik tot God voor Israel doe, is tot hun zaligheid.
ଏ ବାଇବଇନିମନ୍‌, ମର୍‌ ନିଜର୍‌ ଲକ୍‌ ମୁକ୍‌ତି ପାଅତ୍‌ ବଲି ମୁଇ ବେସି ମନ୍‍ କଲିନି । ଆରି ଏଟାର୍‌ପାଇ ମୁଇ ସବୁବେଲେ ପର୍‌ମେସର୍‌କେ ପାର୍‌ତନା କଲିନି ।
2 Want ik geef hun getuigenis, dat zij een ijver tot God hebben, maar niet met verstand.
ସେମନ୍‌ ପରମେସର୍‌କେ ପୁରାପୁରୁନ୍‌ ବିସ୍‌ବାସ୍‌ କଲାଇନି । ମାତର୍‌ ତାକେ କେନ୍ତାରି ସାର୍‌ଦା କରାଇବାର୍‌ ଆଚେ, ସେଟା ନାଜାନତ୍‌ ।
3 Want alzo zij de rechtvaardigheid Gods niet kennen, en hun eigen gerechtigheid zoeken op te richten, zo zijn zij der rechtvaardigheid Gods niet onderworpen.
ଲକ୍‌ମନ୍‌କେ ନିଜର୍‌ ମୁଆଟେ ଦରମ୍‌ ବଲାଇ ଅଇବାକେ, ପରମେସର୍‌ ଜନ୍‌ ଜଜ୍‌ନା କଲା, ସେଟା ସେମନ୍‌ ନିଚ୍‌ଲାଇ । ମାତର୍‌ ନିଜେ ଜଜ୍‌ନା ତିଆର୍‌ କରି, ନିୟମର୍‌ ବାଟେ ଇଣ୍ଡ୍‌ଲାଇ ।
4 Want het einde der wet is Christus, tot rechtvaardigheid een iegelijk, die gelooft.
କିରିସ୍‌ଟ ଆଇଲାତେଇଅନି ନିୟମ୍‌ ମାନ୍‌ବାଟା କାଇ ମୁଲିଅ ନାଇ । ଜେନ୍ତାରି କି ତାକେସେ ବିସ୍‌ବାସ୍‌ କଲେ, ମୁନୁସ୍‌ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲି ଏଜାଇ ଅଇସି ।
5 Want Mozes beschrijft de rechtvaardigheid, die uit de wet is, zeggende: De mens, die deze dingen doet, zal door dezelve leven.
ନିୟମ୍‌ ମାନ୍‌ବାତେଇଅନି ଦରମ୍‍ଲକ୍‌ ଅଇବା ବିସଇ ମସା ଲେକ୍‌ଲା ଆଚେ । ଜଦି ଜନ୍‌ ଲକ୍‌ମନ୍‌ ନିୟମର୍‌ ସବୁଜାକ ଆଦେସ୍‌ ମାନ୍‌ବାଇ, ସେମନ୍‌ ବଁଚ୍‌ବାଇ ।
6 Maar de rechtvaardigheid, die uit het geloof is, spreekt aldus: Zeg niet in uw hart: Wie zal in den hemel opklimmen? Hetzelve is Christus van boven afbrengen.
ମାତର୍‌ ଲକ୍‌ମନ୍‌ ବିସ୍‌ବାସ୍‌କରି ପର୍‌ମେସରର୍‌ ମୁଆଟେ ଦରମ୍‌ ବଲାଇଅଇବାଇ, ସେ ବିସଇ ସାସ୍‌ତରେ ଏନ୍ତି ଲେକାଆଚେ, କେ ସର୍‌ଗେ ଜାଇକରି କିରିସ୍‌ଟକେ ଉତ୍‌ରାଇ ଆନ୍‍ସି? ବଲି ମନେ ମନେ କଇ ଉଆନାଇ ।
7 Of, wie zal in den afgrond nederdalen? Hetzelve is Christus uit de doden opbrengen. (Abyssos g12)
ଆରି କୁଆନାଇ, କେ ପାତାଲେ ଜାଇକରି କିରିସ୍‌ଟକେ ମଲାଟାନେଅନି ଆରିତରେକ୍‌ ଉଟାଇ ଆନ୍‌ସି? (Abyssos g12)
8 Maar wat zegt zij? Nabij u is het Woord, in uw mond en in uw hart. Dit is het Woord des geloofs, hetwelk wij prediken.
କାଇକେବଇଲେ ସାସ୍‌ତରେ ଏନ୍ତାରି ମିସା ଲେକାଅଇଆଚେ, “ପରମେସରର୍‌ କବର୍‌ ତମର୍‌ ଲଗେ, ତମର୍‌ ଟଣ୍ଡେ ଆରି ମନେ ଆଚେ ।” ବିସ୍‌ବାସ୍‌ ବିସଇର୍‍ ଏ କବର୍‌ସେ ଆମେ ଜାନାଇଲୁନି ।
9 Namelijk, indien gij met uw mond zult belijden den Heere Jezus, en met uw hart geloven, dat God Hem uit de doden opgewekt heeft, zo zult gij zalig worden.
ଜଦି ଉଁ, କିରିସ୍‌ଟସେ ମାପ୍‌ରୁ ବଲି କଇଲାସ୍‌ନି ଆରି ଉଁ, ପରମେସର୍‌ ତାକେ ମଲାତେଇଅନି ଉଟାଇଲା ଆଚେ ବଲି ମନେ ମନେ ବିସ୍‌ବାସ୍‌ କଲାସ୍‌ନି, ସେନ୍ତାର୍‌ ଆଲେ ତମେ ମୁକ୍‌ତି ପାଇସା ।
10 Want met het hart gelooft men ter rechtvaardigheid en met den mond belijdt men ter zaligheid.
୧୦ଆମର୍‌ ବିସ୍‌ବାସର୍‌ ଲାଗି ପରମେସର୍‌ ଆମ୍‌କେ ଦରମ୍‌ ଲକ୍‌ ବଲି ଏଜ୍‌ଲାନି । ଆରି ଟଣ୍ଡେ ଉଁ ବଲି ମାନିଆଇଲୁନିଜେ ଆମେ ମୁକ୍‌ତି ପାଇଆଚୁ ।
11 Want de Schrift zegt: Een iegelijk, die in Hem gelooft, die zal niet beschaamd worden.
୧୧ସାସ୍‌ତର୍‌ ଇସାବେ, “କେ ମିସା ତାକେ ବିସ୍‌ବାସ୍‌ କର୍‌ସି, ସେ ବିସ୍‌ବାସ୍‌ କରି କେବେ ଲାଜ୍‌ ନ ଅଏ ।”
12 Want er is geen onderscheid, noch van Jood noch van Griek; want eenzelfde is Heere van allen, rijk zijnde over allen, die Hem aanroepen.
୧୨କାଇଟାବଇଲେ, ଜିଉଦି ଆରି ଜିଉଦି ନଇଲା ଲକର୍‌ ବିତ୍‌ରେ କାଇ ସାନ୍‌ ବଡ୍‌ ନାଇ । ସେଟାର୍‌ ପାଇ ସବୁ ଲକର୍‌ ତା ଗଟେକ୍‌ ମାପ୍‌ରୁ, ଆରି ଜେତ୍‌କି ଲକ୍‌ ତାକେ ପାର୍‌ତନା କର୍‌ବାଇ ସେ ସବୁ ଲକ୍‌କେ ମଙ୍ଗଲ୍‌ କର୍‌ସି ।
13 Want een iegelijk, die den Naam des Heeren zal aanroepen, zal zalig worden.
୧୩କାଇକେବଇଲେ “ଜେ ମିସା ମାପ୍‌ରୁର୍‌ ନାଉଁ ଦାରି ପାର୍‌ତନା କର୍‌ସି, ସେ ମୁକ୍‌ତି ପାଇସି ।”
14 Hoe zullen zij dan Hem aanroepen, in Welken zij niet geloofd hebben? En hoe zullen zij in Hem geloven, van Welken zij niet gehoord hebben? En hoe zullen zij horen, zonder die hun predikt?
୧୪ମାତର୍‌ ସେମନ୍‌ ତାକେ ବିସ୍‌ବାସ୍‌ ନ କଲେ, କେନ୍ତି ତାର୍‌ ନାଉଁ ଦାରି ପାର୍‌ତନା କର୍‌ବାଇ? ଆରି ତାର୍‌ ବିସଇର୍‍ ସୁବ୍‌କବର୍‌ ନ ସୁନିରଇଲେ କେନ୍ତି ବିସ୍‌ବାସ୍‌ କର୍‌ବାଇ? ଆରି ସେମନ୍‌କେ କବର୍‌ ନ ସୁନାଇଲେ, କେନ୍ତି ସୁନ୍‌ବାଇ?
15 En hoe zullen zij prediken, indien zij niet gezonden worden? Gelijk geschreven is: Hoe liefelijk zijn de voeten dergenen, die vrede verkondigen, dergenen, die het goede verkondigen!
୧୫ଆରି କବର୍‌ ନେଉକେ ନ ପାଟାଇଲେ କେନ୍ତି ଜାନାଇସି? ଏ ବିସଇ ସାସ୍‌ତରେ ଲେକା ଆଚେ “ସୁବ୍‌କବର୍‌ ଜାନାଉମନ୍‌ ଆଇବାଟା, କେଡେ ସାର୍‌ଦାର୍‌ କାତା!”
16 Doch zij zijn niet allen het Evangelie gehoorzaam geweest; want Jesaja zegt: Heere, wie heeft onze prediking geloofd?
୧୬ମାତର୍‌ ସୁବ୍‌କବର୍‌ ଜାନାଇବାଟାନେ ସବୁ ଲକ୍‌ ମାନତ୍‌ ନାଇ । ସେଟାର୍‌ ପାଇ ଜିସାଇୟ ଲେକ୍‌ଲା ଆଚେ, “ଏ ମାପ୍‌ରୁ, ଆମେ କଇଲା କାତା ସୁନିକରି କେ ବିସ୍‌ବାସ୍‌ କରତ୍‌ନାଇ ।”
17 Zo is dan het geloof uit het gehoor, en het gehoor door het Woord Gods.
୧୭ତେବର୍‌ପାଇ ସୁବ୍‌କବର୍‌ ସୁନ୍‌ବାଟାନେଅନି ବିସ୍‌ବାସ୍‌ ଅଇସି । ଆରି କିରିସ୍‌ଟକେ ଜାନାଇବାଟା ସେ ସୁବ୍‌କବର୍‌ ।
18 Maar ik zeg: Hebben zij het niet gehoord? Ja toch, hun geluid is over de gehele aarde uitgegaan, en hun woorden tot de einden der wereld.
୧୮ମାତର୍‌ ମୁଇ ପାଚାର୍‌ଲିନି ଇସ୍‌ରାଏଲର୍‌ ଲକ୍‌ମନ୍‌ କାଇ, ସେ କବର୍‌ ସୁନତ୍‌ ନାଇ କି? ବାଇଦରେ ସୁନିଆଚତ୍‌, କାଇକେବଇଲେ ଲେକାଆଚେ, “ଜାନାଉମନର୍‌ ସବଦ୍‌ ଗୁଲାଇ ଜଗତ୍‌ ଡାବିଅଇଗାଲା ଆଚେ, ସେମନର୍‌ କାତା ରାଇଜ୍‍ ଚିଡ୍‌ଲା ଜାକ କେଟ୍‌ଲା ଆଚେ ।”
19 Maar ik zeg: Heeft Israel het niet verstaan? Mozes zegt eerst: Ik zal ulieden tot jaloersheid verwekken door degenen, die geen volk zijn; door een onverstandig volk zal ik u tot toorn verwekken.
୧୯ଆରି ତରେକ୍‌ ମୁଇ ପାଚାର୍‌ଲିନି, ଇସ୍‌ରାଏଲର୍‌ ଲକ୍‌ମନ୍‌ ସେଟା ନିକସଙ୍ଗ୍‌ ବୁଜତ୍‌ ନାଇ କି? ଉଁ ବୁଜିଆଚତ୍‌ । କାଇକେବଇଲେ ବେସି ବରସ୍‌ ଆଗ୍‌ତୁ ମସା ଉତର୍‌ଦେଇ ଲେକ୍‌ଲା ଆଚେ, ଗଟେକ୍‍ ନାଜାନ୍‌ଲା ଜାତିକେ ସାଇଜ କରି ମର୍‌ ଲକ୍‌ମନ୍‌କେ ଇଁସା କରାଇବି । ସେନ୍ତି ଗଟେକ୍‌ ବକୁଆ ଜାତିର୍‌ ଲକ୍‌କେ ଦୟାକରି ମୁଇ ସେମନ୍‍କେ ରିସା କରାଇବି ।
20 En Jesaja verstout zich, en zegt: Ik ben gevonden van degenen, die Mij niet zochten; Ik ben openbaar geworden dengenen, die naar Mij niet vraagden.
୨୦ଜିସାଇଅ ଆରି ମିସା ଡାଟ୍‌ସଙ୍ଗ୍‍ କଇଲା ଆଚେ, “ଜନ୍‌ ଲକ୍‌ମନ୍‌ ମକେ ନ କଜ୍‌ତେରଇଲାଇ, ସେମନ୍‌ ମକେ ବେଟ୍‌ ପାଇଲାଇ, ଜନ୍‌ ଲକ୍‌ମନ୍‌ ମର୍‌ ବିସଇ ନ ପାଚାର୍‌ତେ ରଇଲାଇ, ମୁଇ ନିଜେ ସେମନ୍‌କେ ଦେକାଇଅଇଲି ।”
21 Maar tegen Israel zegt Hij: Den gehelen dag heb Ik Mijn handen uitgestrekt tot een ongehoorzaam en tegensprekend volk.
୨୧ମାତର୍‌ ପର୍‌ମେସର୍‌ ଇସ୍‌ରାଏଲର୍‍ ବିସଇ କଇଲାନି, “ଗୁଲାଇଦିନ୍‌ ସେମନ୍‌କେ ଡାକି ନେବାକେ ଆତ୍‌ ଲାମାଇଲି, ମାତର୍‌ ସେମନ୍‌ ମକେ ନ ମାନିକରି ବିରଦ୍‌ କଲାଇ ।”

< Romeinen 10 >