< Mattheüs 21 >

1 En als zij nu Jeruzalem genaakten, en gekomen waren te Beth-fage, aan de Olijfberg, toen zond Jezus twee discipelen, zeggende tot hen:
ଜିସୁ ଆରି ତାର୍‌ ସିସ୍‌ମନ୍‌ ଜିରୁସାଲାମ୍‌ ଲଗାଲଗି ଅଇ କଣ୍ଡେକ୍‌ ଦୁର୍‌ ଜାଇ ଡଙ୍ଗର୍‌ଲଗେ ରଇଲା ବେତ୍‌ପାଗି ଆରି ବେତିନିଆ ନାଉଁର୍‌ ଗାଏଁ କେଟ୍‌ଲାଇ । ତାର୍‍ ଦୁଇଟା ସିସ୍‌ମନ୍‌କେ ଆଦେସ୍‌ ଦେଇ କଇଲା,
2 Gaat heen in het vlek, dat tegen u over ligt, en gij zult terstond een ezelin gebonden vinden, en een veulen met haar; ontbindt ze, en brengt ze tot Mij.
“ତମେ ମୁଆଟେ ରଇଲା ସେ ଗାଏଁ ଜାଆ । ତେଇ କେଟ୍‌ଲା ଦାପ୍‌ରେ, ଗଟେକ୍‌ ଗଦ ବାନ୍ଦିଅଇ ରଇବାଟା ଦେକ୍‌ସା ଆରି ତାର୍‌ ଲଗେ ତାର୍‌ ପିଲା ଆଚେ । ସେମନ୍‌କେ ମେଲି ମର୍‌ଲଗେ ଦାରି ଆସା ।
3 En indien u iemand iets zegt, zo zult gij zeggen, dat de Heere deze van node heeft, en hij zal ze terstond zenden.
କେ ଜଦି କାଇ ବଲି ପାଚାର୍‌ଲେ କଇସା, ‘ଏଟା ସାଉକାର୍‌କେ ଦର୍‌କାର୍‌ ଆଚେ ।’ ସେଡ୍‌କି ଦାପ୍‌ରେ ସେ ଗଦମନ୍‌କେ ଚାଡିଦେଇସି ।”
4 Dit alles nu is geschied, opdat vervuld worde, hetgeen gesproken is door den profeet, zeggende:
ଏ ଗଟ୍‍ନାଅନି ବାବବାଦିମନ୍‌ ଲେକି ରଇଲା କାତା ସିଦ୍‌ ଅଇଲା ।
5 Zegt der dochter Sions: Zie, uw Koning komt tot u, zachtmoedig en gezeten op een ezelin en een veulen, zijnde een jong ener jukdragende ezelin.
“ସିଅନ୍‌ ଗଡେ କୁଆ! ଦେକା, ତମର୍‌ ରାଜା ତମର୍‌ ଲଗେ ଆଇଲାନି, ସେ କେଡେ ସୁଆଲ୍‌ ଗଦପିଲାର୍‌ ପିଟିତେଇ ବସ୍‌ଲାଆଚେ ଦେକା, ସେ ଗଦପିଲା ଉପ୍‌ରେ ବସିଆଇଲାନି ।”
6 En de discipelen heengegaan zijnde, en gedaan hebbende, gelijk Jezus hun bevolen had,
ସିସ୍‌ମନ୍‌ ଜାଇ ଜିସୁ କଇବା ଇସାବେ କଲାଇ ।
7 Brachten de ezelin en het veulen, en legden hun klederen op dezelve, en zetten Hem daarop.
ଗଦ ଆରି ତାର୍‌ ପିଲାକେ ଦାରି ଆସି ତାକର୍‌ ଉପ୍‌ରେ ଲୁଗାମନ୍‌ ଅଚାଇ ଦେଲାଇ ଆରି ଜିସୁ ଗଦ ଉପ୍‌ରେ ବସ୍‌ଲା ।
8 En de meeste schare spreidden hun klederen op den weg, en anderen hieuwen takken van de bomen, en spreidden ze op den weg.
ତେଇ ରଇଲା ଲକ୍‌ମନ୍‌ ଜିସୁ ଜିବା ବାଟେ ନିଜର୍‌ ନିଜର୍‌ ପଚିଆମନ୍‌ ଅଚାଇ ଦେଲାଇ ଆରି କେତେକ୍‌ ଲକ୍‌ମନ୍‌ କଜ୍‌ରି ଡାଲ୍‌ ଆନି କରି ସେ ବାଟେ ଅଚାଇଦେଲାଇ ।
9 En de scharen, die voorgingen en die volgden, riepen, zeggende: Hosanna den Zone Davids! Gezegend is Hij, Die komt in den Naam des Heeren! Hosanna in de hoogste hemelen!
ଜିସୁର୍‌ ଆଗ୍‌ତୁବାଟେ ଆରି ପଚ୍‌ବାଟେ ଜାଇତେ ରଇଲା ଲକ୍‌ମନ୍‌ ଆକ୍‌ମାରି କରି କଇଲାଇ, “ଦାଉଦର୍‌ ପଅକେ ଡାକ୍‌ପୁଟା କରା, ଜେ ମାପ୍‌ରୁର୍‌ ନାଉଁ ଦାରି ଆଇଲାନି ତାକେ ପର୍‌ମେସର୍‌ ଆସିର୍‌ବାଦ୍‌ କର । ପର୍‌ମେସରର୍‌ ଡାକ୍‌ପୁଟା କରା ।”
10 En als Hij te Jeruzalem inkwam, werd de gehele stad beroerd, zeggende: Wie is Deze?
୧୦ଜିସୁ ଜିରୁସାଲାମ୍‌ କେଟ୍‌ଲାଦାପ୍‌ରେ ସେ ଗଡର୍‌ ଲକ୍‌ମନ୍‌ ଜିସୁ କେ? ବଲି କରି ଗୁଲାଇ ବାଟେ ଉଡ୍‌ରା ଅଇଗାଲା ।
11 En de scharen zeiden: Deze is Jezus, de Profeet van Nazareth in Galilea.
୧୧ଲକ୍‌ମନ୍‌ ପାଚାର୍‌ଲାଇ, “ସେ କେ?” ବିନ୍‌ ଲକ୍‌ମନ୍‌ କଇଲାଇ, “ସେ ଅଇଲାନି ଗାଲିଲି ରାଇଜେ ରଇବା ନାଜରିତ୍‌ ଗଡର୍‌ ବବିସତ୍‌ବକ୍‌ତା ଜିସୁ ।”
12 En Jezus ging in den tempel Gods, en dreef uit allen, die verkochten en kochten in den tempel, en keerde om de tafelen der wisselaars, en de zitstoelen dergenen, die de duiven verkochten.
୧୨ଜିସୁ ମନ୍ଦିର୍‌ ବିତ୍‌ରେ ପୁରିକରି ତେଇ ଗେନା ବିକା କର୍‌ତେ ରଇବା ସବୁ ଲକ୍‌ମନ୍‌କେ ବାର୍‌କରାଇ ଦେଲା । ଡାବୁ ବାଦ୍‌ଲାଉମନର୍‌ ଟେବୁଲ୍‌ ଆରି ପରୁଆ ବିକୁମନର୍‌ ବସ୍‌ବାଟା ପାସ୍‌ଲାଇ ଦେଲା ।
13 En Hij zeide tot hen: Er is geschreven: Mijn huis zal een huis des gebeds genaamd worden; maar gij hebt dat tot een moordenaarskuil gemaakt.
୧୩ଜିସୁ ସେମନ୍‌କେ କଇଲା, “ଦରମ୍‌ ସାସ୍‌ତରେ ଲେକା ଆଚେ, ମର୍‌ ମନ୍ଦିର୍‌ ପାର୍‌ତନା ଗର୍‌ ବଲି ନାଉଁ ଅଇସି । ମାତର୍‌ ତମେ ତାକେ ଚର୍‌ମନର୍‌ ଆକାଡା ସାଲ୍‌ ପାରା କରିଆଚାସ୍‌ ।”
14 En er kwamen blinden en kreupelen tot Hem in den tempel, en Hij genas dezelve.
୧୪ଜିସୁ ମନ୍ଦିରେ ରଇଲାବେଲେ କାଣାମନ୍‌ ଆରି ମେଟାମନ୍‌ ତାର୍‌ ଲଗେ ଆଇଲାଇ ଆରି ସେ ସେମନ୍‌କେ ନିକ କଲା ।
15 Als nu de overpriesters en Schriftgeleerden zagen de wonderheden, die Hij deed, en de kinderen, roepende in den tempel, en zeggende: Hosanna den Zone Davids! namen zij dat zeer kwalijk;
୧୫ମୁକିଅ ପୁଜାରିମନ୍‌ ଆରି ଦରମ୍‌ ଗୁରୁମନ୍‌ ତାର୍‌ କାବା ଅଇଜିବା କାମ୍‌ ସବୁ ଦେକି ଆରି ପିଲାମନ୍‌ ଦାଉଦର୍‌ ପଅର୍‌ ଜୟ ଜୟ ଅ, ବଲି କଇବାଟା ସୁନି ରିସା ଅଇଗାଲାଇ ।
16 En zeiden tot Hem: Hoort Gij wel, wat dezen zeggen? En Jezus zeide tot hen: Ja; hebt gij nooit gelezen: Uit de mond der jonge kinderen en der zuigelingen hebt Gij U lof toebereid?
୧୬ସେମନ୍‌ ଜିସୁକେ ପାଚାର୍‌ଲାଇ, “ଏମନ୍‌ କାଇବଲି କଇଲାଇନି ତୁଇ ସୁନି ପାର୍‌ଲୁସ୍‌ନି?” ଜିସୁ କଇଲା, “ଉଁ ସୁନ୍‌ଲିନି । ଦରମ୍‌ ସାସ୍‌ତରେ କାଇ ଏ କାତା ପଡାସ୍‌ ନାଇ କି? ‘ତମେ ପିଲାମନ୍‌କେ ଆରି କଅଁଲା ପିଲାମନ୍‌କେ ଟିକ୍‌ ଇସାବେ ଆରାଦନା କର୍‌ବାକେ’ ସିକାଇଆଚାସ୍‌?”
17 En hen verlatende, ging Hij van daar uit de stad, naar Bethanie, en overnachtte aldaar.
୧୭ଏ କାତା କଇକରି ଜିସୁ ସେମନ୍‌କେ ଚାଡି ଜିରୁସାଲମେଅନି ବେତ୍‌ନିଆଇ ଗାଲା । ସେ ତେଇ ଗଟେକ୍‍ ରାତି ବିତାଇଲା ।
18 En des morgens vroeg, als Hij wederkeerde naar de stad, hongerde Hem.
୧୮ତାର୍‌ ଆର୍‌କର୍‌ ଦିନେ ଜିସୁ ସାକାଲ୍‌ ସାକାଲ୍‌ ଜିରୁସାଲାମ୍‌ ବାଉଡ୍‌ଲା ବେଲେ ତାକେ ବୁକ୍‌ କଲା ।
19 En ziende, een vijgeboom aan den weg, ging Hij naar hem toe, en vond niets aan denzelven, dan alleenlijk bladeren; en zeide tot hem: Uit u worde geen vrucht meer in der eeuwigheid! En de vijgeboom verdorde terstond. (aiōn g165)
୧୯ବାଟ୍‍ପାଲି ଗଟେକ୍‌ ଡୁମ୍‌ରି ଗଚ୍‌ ରଇଲା । ଜିସୁ ସେ ଗଚ୍‌ ଲଗେ ଜାଇ ତେଇ ପତର୍‌ ରଇବାଟା ଚାଡି, ଆରି କାଇଟା ଦେକେ ନାଇ । ତେବେ ସେ ଗଚ୍‌କେ କଇଲା, “ତୁଇ ଆରି କେବେ ମିସା ପଲ୍‌ ନ ଦାରୁସ୍‌!” ସେ ଦାପ୍‌ରେ ସେ ଡୁମ୍‌ରି ଗଚ୍‌ ସୁକିଗାଲା । (aiōn g165)
20 En de discipelen, dat ziende, verwonderden zich, zeggende: Hoe is de vijgeboom zo terstond verdord?
୨୦ଏଟା ଦେକିକରି ସିସ୍‌ମନ୍‌ କାବା ଅଇଜାଇ ପାଚାର୍‌ଲାଇ, “ଏ ଗଚ୍‌ ଏତେକ୍‌ ଦାପ୍‌ରେ କେନ୍ତି ସୁକିଗାଲା?”
21 Doch Jezus, antwoordende, zeide tot hen: Voorwaar zeg Ik u: Indien gij geloof hadt, en niet twijfeldet, gij zoudt niet alleenlijk doen, hetgeen den vijgeboom is geschied; maar indien gij ook tot deze berg zeidet: Word opgeheven en in de zee geworpen! het zou geschieden.
୨୧ଜିସୁ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି, ତମର୍‌ ମନେ ଅଇସି କି ନ ଅଏ ବଲି ଅଲପ୍‌ ମିସା ନ ବାବିକରି ଜଦି ପୁରାପୁରୁନ୍‌ ବିସ୍‌ବାସ୍‌ କର୍‌ସା ବଇଲେ ମୁଇ ଏ ଡୁମ୍‌ରି ଗଚ୍‌କେ ଜେନ୍ତି କରିଆଚି, ତମେ ମିସା ସେନ୍ତି କରିପାରାସ୍‌ । ସେତ୍‌କି ଆକା ନଏଁ, ଏ ଡଙ୍ଗର୍‌ ଉଲ୍‌ଟିକରି ସମ୍‌ଦୁରେ ଜାଇ ଅଦର୍‌ ବଲି କଇଲେ ମିସା ସେଟା ଅଇସି ।
22 En al wat gij zult begeren in het gebed, gelovende, zult gij ontvangen.
୨୨ତମେ ବିସ୍‌ବାସ୍‌ କରି ପାର୍‌ତନାଇ ଜନ୍‌ଟା ମାଙ୍ଗ୍‌ସା, ସେଟା ମିଲ୍‌ସି ।”
23 En als Hij in den tempel gekomen was, kwamen tot Hem, terwijl Hij leerde, de overpriesters en de ouderlingen des volks, zeggende: Door wat macht doet Gij deze dingen? En Wie heeft U deze macht gegeven?
୨୩ଜିସୁ ମନ୍ଦିରେ ବାଉଡି ଆସି ତେଇ ସିକିଆ ଦେଇତେ ରଇଲା ବେଲେ ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନ୍‌ ତାକେ ପାଚାର୍‌ଲାଇ, “କାଇ ଅଦିକାରେ ତୁଇ ଏ ସବୁ କାମ୍‌ କଲୁସ୍‌ନି? ତକେ ଏ ଅଦିକାର୍‌ କେ ଦେଲା?”
24 En Jezus, antwoordende, zeide tot hen: Ik zal u ook een woord vragen, hetwelk indien gij Mij zult zeggen, zo zal Ik u ook zeggen, door wat macht Ik deze dingen doe.
୨୪ଜିସୁ କଇଲା, “ମୁଇ ମିସା ତମ୍‌କେ ଏକାଇ ଗଟେକ୍‌ ସେ ପର୍‌ସନ୍‌ ପାଚାର୍‌ବି । ତାର୍‌ ଉତର୍‌ ଦେଇ ପାର୍‌ଲେ ମୁଇ କାଇ ଅଦିକାରେ ଏ ସବୁ କାମ୍‌ କଲିନି, ତମ୍‌କେ କଇଦେବି ।
25 De doop van Johannes, van waar was die, uit de hemel, of uit de mensen? En zij overlegden bij zichzelven en zeiden: Indien wij zeggen: Uit de hemel; zo zal Hij ons zeggen: Waarom hebt gij hem dan niet geloofd?
୨୫ଜଅନ୍‌ ଡୁବନ୍‌ ଦେବା ଅଦିକାର୍‌ କାର୍‌ଟାନେଅନି ମିଲାଇ ରଇଲା? ସର୍‌ଗେଅନି କି ମୁନୁସ୍‌ ମନର୍‌ଟାନେଅନି?” ସେମନ୍‌ ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ “ଏ ବିସଇ ନେଇ କାଇବଲି କଉଁ? ଜଦି ପର୍‌ମେସରର୍‌ ଟାନେଅନି ବଲି କଇଲେ, ତେବେ ସେ ଆମ୍‌କେ ‘ଜଅନ୍‌କେ କାଇକେ ବିସ୍‌ବାସ୍‌ କରାସ୍‌ ନାଇ?’ ବଲି କଇସି ।
26 En indien wij zeggen: Uit de mensen: zo vrezen wij de schare; want zij houden allen Johannes voor een profeet.
୨୬ଜଦି ଲକ୍‌ମନର୍‌ ଟାନେଅନି ବଲି କଇଲେ, ତେବେ ଲକ୍‌ମନ୍‌କେ ଡର୍‌ ଲାଗ୍‌ଲାନି । କାଇକେ ବଇଲେ ଜଅନ୍‌ ଗଟେକ୍‌ ବବିସତ୍‌ବକ୍‌ତା ବଲି ସେମନ୍‌ ସବୁଲକ୍‌ ବିସ୍‌ବାସ୍‌ କଲାଇନି ।”
27 En zij, Jezus antwoordende, zeiden: Wij weten het niet. En Hij zeide tot hen: Zo zeg Ik u ook niet, door wat macht Ik dit doe.
୨୭ସେଟାର୍‌ପାଇ ସେମନ୍‌ ଜିସୁକେ କଇଲାଇ, “ଆମେ ନାଜାନୁ ।” ଜିସୁ ସେମନ୍‌କେ କଇଲା, “କନ୍‌ ଅଦିକାରେ ଏ ସବୁ କଲିନି ସେଟା ମୁଇ ମିସା ତମ୍‌କେ ନ କଇ ।”
28 Maar wat dunkt u? Een mens had twee zonen, en gaande tot den eersten, zeide: Zoon! ga heen, werk heden in mijn wijngaard.
୨୮ଆଲେ ଏ ବିସଇ ତମେ କାଇ ବଲି ବାବ୍‌ଲାସ୍‌ନି କଇଦେକା ପନି? ଗଟେକ୍‌ ଲକର୍‌ ଦୁଇଟା ପଅମନ୍‌ ରଇଲାଇ । ଦିନେକ୍‌ ସେ ଲକ୍‌ ତାର୍‌ ବଡ୍‌ ପଅକେ କଇଲା, “ନୁନାରେ, ଆଜି ଆମର୍‌ ଅଙ୍ଗୁର୍‌ ବାଡେ ଜାଇ ପାଇଟି କର୍‌ ।
29 Doch hij antwoordde en zeide: Ik wil niet; en daarna berouw hebbende, ging hij heen.
୨୯‘ନାଇ ମୁଇ ନ କରି’ ବଲି ବଡ୍‌ ପଅ କଇଲା । ମାତର୍‌ ପଚେ ମନ୍‌ ବାଦ୍‌ଲାଇ ପାଇଟି କର୍‌ବାର୍‌ ଗାଲା ।
30 En gaande tot den tweeden, zeide desgelijks, en deze antwoordde en zeide: Ik ga, heer! en hij ging niet.
୩୦ସେ ଲକ୍‌ ସାନ୍‌ ପଅକେ ମିସା ସେ କାମ୍‌ କର୍‌ବାକେ କଇଲା । ‘ଉଁ ବାବା ଗାଲିନି’ ବଲି ସାନ୍‌ ପଅ କଇଲା । ମାତର୍‌ ସେ କାମ୍‌ଟାନେ ମୁଲ୍‌କେ ଜାଏ ନାଇ ।
31 Wie van deze twee heeft den wil des vaders gedaan? Zij zeiden tot Hem: De eerste. Jezus zeide tot hen: Voorwaar, Ik zeg u, dat de tollenaars en de hoeren u voorgaan in het Koninkrijk Gods.
୩୧କଇଦେକା ପନି, ଏ ଦୁଇଟା ପଅର୍‌ ବିତ୍‌ରେ କେ ତାର୍‌ ବାବା ତିଆର୍‌ଲାଟା ମାନିରଇଲା?” ସେମନ୍‌ କଇଲାଇ, “ବଡ୍‌ ପଅ ।” ଜିସୁ ସେମନ୍‌କେ କଇଲା, “ମୁଇ ସତ୍‌ କଇଲିନି ସିସ୍‌ତୁ ମାଙ୍ଗୁମନ୍‌ ଆରି ବେସିଆମନ୍‌ ତମର୍‌ଟାନେଅନି ପରମେସରର୍‌ ରାଇଜେ ଆଗ୍‌ତୁ କେଟ୍‌ବାଇ ।
32 Want Johannes is tot u gekomen in den weg der gerechtigheid, en gij hebt hem niet geloofd; maar de tollenaars en de hoeren hebben hem geloofd; doch gij, zulks ziende, hebt daarna geen berouw gehad, om hem te geloven.
୩୨ଡୁବନ୍‌ ଦେଉ ଜଅନ୍‌ ତମର୍‌ଟାନେ ଆସି ଦରମର୍‌ ବାଟ୍‌ ଦେକାଇ ଦେଇରଇଲା, ମାତର୍‌ ତମେ ତାକେ ବିସ୍‌ବାସ୍‌ କରାସ୍‌ ନାଇ, ମାତର୍‌ ସିସ୍‌ତୁ ମାଙ୍ଗୁମନ୍‌ ଆରି ବେସିଆମନ୍‌ ତାର୍‌ କଇଲା କାତା ବିସ୍‌ବାସ୍‌ କଲାଇ । ଏଟା ଦେକିକରି ମିସା ପଚେ ତମେ ପାପ୍‌ କାମ୍‌କର୍‌ବାଟା ଚାଡି ମନ୍‌ ବାଉଡାଇ ତାକେ ବିସ୍‌ବାସ୍‌ କରାସ୍‌ ନାଇ ।”
33 Hoort een andere gelijkenis. Er was een heer des huizes, die een wijngaard plantte, en zette een tuin daarom, en groef een wijnpersbak daarin, en bouwde een toren, en verhuurde dien den landlieden, en reisde buiten 's lands.
୩୩ଜିସୁ କଇଲା, “ଆରି ଗଟେକ୍‌ କାତା ସୁନା, ଗଟେକ୍‌ ସାଉକାର୍‌ ତାର୍‌ ଜମିଟାନେ ଅଙ୍ଗୁର୍‌ ଚାସ୍‌ କରିରଇଲା । ତେଇ ଚାରିବେଟ୍‌ତି ବାଡ୍‌ ବୁନ୍‌ଲା ଆରି ଅଙ୍ଗୁର୍‌ ପିଲ୍‌ବାକେ ଗଟେକ୍‌ କୁଣ୍ଡ୍‌ ତିଆର୍‌କଲା । ଆରି ଜାଗୁଆଲିର୍‌ ପାଇ ଗଟେକ୍‌ ମାଚା ମିସା ତିଆର୍‌ କରିଦେଲା । ତାର୍‌ ପଚେ ସେ ଜମି, ଚାସିମନ୍‌କେ ଆଦିବାଗ୍‌ ଇସାବେ ଦେଇକରି, ସାଉକାର୍‌ ବିଦେସେ ଉଟିଗାଲା ।”
34 Toen nu de tijd der vruchten genaakte, zond hij zijn dienstknechten tot de landlieden, om zijn vruchten te ontvangen.
୩୪ଅଙ୍ଗୁର୍‌ ତଲ୍‌ବାବେଲେ ସେ ସାଉକାର୍‌ ତାର୍‌ ଦାଙ୍ଗ୍‌ଡାମନ୍‌କେ ନିଜର୍‌ ଆଦିବାଗ୍‌ ମାଙ୍ଗ୍‌ବାକେ ଚାସିମନର୍‌ ଲଗେ ପାଟାଇଲା ।
35 En de landlieden, nemende zijn dienstknechten, hebben den een geslagen, en den anderen gedood, en den derden gestenigd.
୩୫ଚାସିମନ୍‌ ସେ ଦାଙ୍ଗ୍‌ଡାମନ୍‌କେ ଦାରି, ଗଟେକ୍‌ ଲକ୍‌କେ ମାର୍‌ଲାଇ, ଆରି ଗଟେକ୍‌ ଲକ୍‌କେ ମରାଇଲାଇ, ଆରି ଗଟେକ୍‌ ଲକ୍‌କେ ପାକ୍‌ନାସଙ୍ଗ୍‌ ମାରିପାକାଇଲାଇ ।
36 Wederom zond hij andere dienstknechten, meer in getal dan de eersten, en zij deden hun desgelijks.
୩୬ଏଟାର୍‌ ପାଇ ଜମି ସାଉକାର୍‌ ଆଗର୍‌ତେଇଅନି ଅଦିକ୍‌ ଗତିଦାଙ୍ଗ୍‌ଡାମନ୍‌କେ ପାଟାଇଲା । ବାଗ୍‌ ଚାସିମନ୍‌ ସେମନ୍‌କେ ମିସା ସେନ୍ତାରିସେ କଲାଇ ।
37 En ten laatste zond hij tot hen zijn zoon, zeggende: Zij zullen mijn zoon ontzien.
୩୭ସାରାସାରି ପଚେ ପଦା ସାଉକାର୍‌ ଚାସିମନର୍‌ଟାନେ ତାର୍‌ପିଲାକେ ପାଟାଇଲା । ସେ ବାବ୍‌ଲା, ସେମନ୍‌ ମର୍‌ ପିଲାକେ ବାଦିଅରେ ନାମ୍‌ବାଇ ।
38 Maar de landlieden, den zoon ziende, zeiden onder elkander: Deze is de erfgenaam, komt, laat ons hem doden, en zijn erfenis aan ons behouden.
୩୮ମାତର୍‌ ଚାସିମନ୍‌ ସାଉକାରର୍‌ ପଅକେ ଦେକିକରି ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ, “ଏଦେ ଦେକା, ସାଉକାରର୍‌ ପିଲା! ଆସା ଆକେ ମିସା ମାରିପାକାଉ । ଏନ୍ତାର୍‌ କଲେ ଆକା ସାଉକାରର୍‌ ଦନ୍‌ ଆମର୍‌ଟା ଅଇସି ।”
39 En hem nemende, wierpen zij hem uit, buiten de wijngaard, en doodden hem.
୩୯ଏନ୍ତାରି କଇକରି ସେମନ୍‌ ତାକେ ଜମିତେଇଅନି ଦାରି ବାର୍‌କରାଇ, ବାଇରେ ନେଇ ମାରି ମରାଇଦେଲାଇ ।
40 Wanneer dan de heer des wijngaards komen zal, wat zal hij dien landlieden doen?
୪୦ଜିସୁ ପାଚାର୍‌ଲା, “ଜେଡେବେଲ୍‌ ଜମି ସାଉକାର୍‌ ଆଇସି ସେ ଚାସିମନ୍‌କେ କାଇଟା କର୍‌ସି?”
41 Zij zeiden tot hem: Hij zal den kwaden een kwaden dood aandoen, en zal den wijngaard aan andere landlieden verhuren, die hem de vruchten op haar tijden zullen geven.
୪୧ସେମନ୍‌ କଇଲାଇ “ବଦ୍‌ମାସ୍‌ମନ୍‌କେ ମାରି ମରାଇସି । ଆରି ଜନ୍‌ ଚାସିମନ୍‌ ସମାନ୍‌ ବେଲାଇ ତାର୍‌ ଆଦିବାଗ୍‌ ଦେବାଇ, ସେ ଜମି ସେମନର୍‌ ଆତେ ଜିମା ଦେଇସି ।”
42 Jezus zeide tot hen: Hebt gij nooit gelezen in de Schriften: De steen, die de bouwlieden verworpen hebben, deze is geworden tot een hoofd des hoeks; van de Heere is dit geschied, en het is wonderlijk in onze ogen?
୪୨ଜିସୁ ସେମନ୍‌କେ କଇଲା, “ଏ ସାସ୍‌ତରର୍‌ କାତା କାଇ କେବେ ତମେ ପଡାସ୍‌ ନାଇ କି? “ଗର୍‌ବାନ୍ଦୁମନ୍‌ ଜନ୍‌ ପାକ୍‌ନା ଲଡାକେ ନ ଅଏ ବଲି ଚାଡିଦେଇ ରଇଲାଇ, ସେଟାସେ ଗର୍‌ କନର୍‌ ମୁକିଅ ପାକ୍‌ନା ଅଇଲା । ନିଜେ ମାପ୍‌ରୁଆକା ଏଟା କଲା ଆଚେ । ତାର୍‍ କାମ୍‌ କେତେକ୍‌ କାବାଅଇଜିବା କାମ୍‌!”
43 Daarom zeg Ik ulieden, dat het Koninkrijk Gods van u zal weggenomen worden, en een volk gegeven, dat zijn vruchten voortbrengt.
୪୩ଜିସୁ ଆରି କଇଲା, “ସେଟାର୍‌ ପାଇ ତମ୍‌କେ କଇଲିନି, ପର୍‌ମେସରର୍‌ ରାଇଜେ ପୁର୍‌ବା ଅଦିକାର୍‌ ତମର୍‌ତେଇଅନି ଦାରିଜିବାଇ ଆରି ଜନ୍‌ ଦଲ୍‌ ଏ ରାଇଜର୍‌ ନିମାନ୍‌ ପଲ୍‌ ଦେକାଇ ପାର୍‌ବାଇ, ସେମନ୍‌କେ ସେଟା ଦିଆଅଇସି ।”
44 En wie op deze steen valt, die zal verpletterd worden; en op wien hij valt, dien zal hij vermorzelen.
୪୪ଆରି ଜେ ଏ ପାକ୍‌ନା ଉପ୍‌ରେ ଅଦର୍‌ସି, ସେ କଣ୍ଡ୍‌ କଣ୍ଡ୍‌ ଅଇଜାଇସି । ଆରି ଏ ପାକ୍‌ନା ଜାର୍‌ ଉପ୍‌ରେ ଅଦର୍‌ସି, ସେଟା ତାକେ ଚାପି କରି ଗୁଣ୍ଡ୍‍ କରି ଦେଇସି ।
45 En als de overpriesters en Farizeen deze Zijn gelijkenissen hoorden, verstonden zij, dat Hij van hen sprak.
୪୫ମୁକିଅ ପୁଜାରିମନ୍‌ ଆରି ପାରୁସିମନ୍‌ ଏ କାତା ସୁନି, ଜିସୁ ସେମନ୍‌କେ ଦେକାଇ କରି କଇଲାନି ବଲି ବୁଜିପାର୍‌ଲାଇ ।
46 En zoekende Hem te vangen, vreesden zij de scharen, dewijl deze Hem hielden voor een profeet.
୪୬ସେଟାର୍‌ ପାଇ ସେମନ୍‌ ତାକେ ବାନ୍ଦାଇ ନେବାକେ ଚେସ୍‌ଟା କଲାଇ, ମାତର୍‌ ଲକ୍‌ମନ୍‌କେ ଡରି ସେମନ୍‌ ସେଟା କରି ନାପାର୍‌ଲାଇ, କାଇକେବଇଲେ ଲକ୍‌ମନ୍‌ ଜିସୁକେ ଗଟେକ୍‌ ବବିସତ୍‍ବକ୍‍ତା ବଲି ମନେ ବାବ୍‌ତେରଇଲାଇ ।

< Mattheüs 21 >