< Romeinen 8 >

1 Zo is er dan nu geen verdoemenis voor degenen, die in Christus Jezus zijn, die niet naar het vlees wandelen, maar naar den Geest.
ଜୁୟ୍‌ ଲକ୍‌ମଃନ୍ କ୍ରିସ୍ଟ ଜିସୁର୍‌ ସଃଙ୍ଗ୍ ଜିବନ୍ କାଟୁଲାୟ୍‌, ସେମଃନାର୍‌ ଗିନେ ଅଃବେ କାୟ୍‌ ଡଃଣ୍ଡ୍‌ ନାୟ୍‌ ।
2 Want de wet des Geestes des levens in Christus Jezus heeft mij vrijgemaakt van de wet der zonde en des doods.
ପବିତ୍ର ଆତ୍ମା ଜୁୟ୍‌ ବିଦି ଦଃୟ୍‌ ଅଃମିକ୍‌ କ୍ରିସ୍ଟ ଜିସୁର୍‌ ସଃଙ୍ଗ୍ ମିସାୟ୍‌ କଃରି ଜିବନ୍ ଦଃୟ୍‌ଆଚେ, ସେତାର୍‌ ଗିନେ ଅଃମିମଃନ୍‌ ହାହ୍‌ ଆର୍‌ ମଃର୍ନାର୍‌ ବିଦି ତଃୟ୍‌ହୁଣି ମୁକ୍‌ଳି ଆଚୁ ।
3 Want hetgeen der wet onmogelijk was, dewijl zij door het vlees krachteloos was, heeft God, Zijn Zoon zendende in gelijkheid des zondigen vleses, en dat voor de zonde, de zonde veroordeeld in het vlees.
ମାନାୟ୍‌ର୍‌ ଦୁର୍ବଳାର୍‌ ଗିନେ ମସା ଦିଲା ବିଦି ଜାୟ୍‌ରି ସାଦୁନ୍‌ କଃରୁକେ ନାହାର୍ଲି, ଇସ୍ୱର୍‌ ସେରି କଃରି ଆଚେ । ନଃର୍‌ ଜିବନେ ହାହ୍‌କେ ନାସ୍‌ କଃର୍ତା ହାୟ୍‌ଁ ସେ ନିଜାର୍‌ ହୟ୍‌ସିକେ ହାହି ମାନାୟ୍‌ ହର୍‌ କଃରି ହଃଟାୟ୍‌ଲା ଆର୍‌ କ୍ରିସ୍ଟ ଜିସୁ ହାହାର୍‌ ସଃକ୍ତି ନାସ୍‌ କଃରି ଆଚେ ।
4 Opdat het recht der wet vervuld zou worden in ons, die niet naar het vlees wandelen, maar naar den Geest.
ଜଃନ୍‌କଃରି ଗଃଗାଳାର୍‌ ବାବ୍‌ନା ହଃର୍କାରେ ଚାଲାଚାଲ୍‌ତି ନଃକେରି ଆତ୍ମାର୍‌ ଗିଣେ ଚାଲାଚାଲ୍‌ତି କଃରି ରେଉଁନ୍ଦ୍ ଜେ ଅଃମିମଃନ୍‌, ଅଃମିମଃନାର୍‌ ତଃୟ୍‌ ବିଦିର୍‌ ଦଃର୍ମ୍‌ବିଦି ହୁରା ଅୟ୍‌ଦ୍‌ ।
5 Want die naar het vlees zijn, bedenken, dat des vleses is; maar die naar den Geest zijn, bedenken, dat des Geestes is.
କାୟ୍‌ତାକ୍‌ବଃଲେକ୍‌ ଜୁୟ୍‌ ଲକ୍‌ମଃନ୍ ଜଃଗତାର୍‌ ସେମଃନ୍ ଗଃଗାଳାର୍‌ ବିସୟେ ମଃନ୍ ଦେତି, ମଃତର୍‌ ଜୁୟ୍‌ ଲକ୍‌ମଃନ୍ ଆତ୍ମାର୍‌ ମଃନାର୍‌ ଲକ୍‌, ସେମଃନ୍ ଆତ୍ମାର୍‌ କଃତାୟ୍‌ ମଃନ୍ ଦେତି ।
6 Want het bedenken des vleses is de dood; maar het bedenken des Geestes is het leven en vrede;
କାୟ୍‌ତାକ୍‌ବଃଲେକ୍‌ ଗଃଗାଳାର୍‌ ବାବ୍‌ନା ମଃର୍ନ୍‌ ଦଃୟ୍‌ଦ୍‌, ମଃତର୍‌ ଆତ୍ମାର୍‌ ଗୁଣ୍‌ ଜିବନ୍ ଆର୍‌ ସୁସ୍ତାର୍‌ ।
7 Daarom dat het bedenken des vleses vijandschap is tegen God; want het onderwerpt zich der wet Gods niet; want het kan ook niet.
ଜଃନ୍ ଗଃଗାଳାର୍‌ ବାବ୍‌ ଇସ୍ୱରାର୍‌ ବିରଦେ ସଃତ୍ରୁ, ବଃଲେକ୍‌ ସେରି ଇସ୍ୱରାର୍‌ ବିଦିର୍‌ ତଃଳିଆ, ଆରେକ୍‌ ତଃଳିଆ ଅଃଉଁକେ ନାହାରେ ।
8 En die in het vlees zijn, kunnen Gode niet behagen.
ଜୁୟ୍‌ ଲକ୍‌ମଃନ୍ ଗଃଗାଳାର୍‌ ତଃଳେ ଆଚ୍‌ତି, ସେମଃନ୍ ଇସ୍ୱରାର୍‌ ସଃନ୍‌ମତ୍‌ ଅଃଉଁକେ ନଃହାର୍‌ତି ।
9 Doch gijlieden zijt niet in het vlees, maar in den Geest, zo anders de Geest Gods in u woont. Maar zo iemand den Geest van Christus niet heeft, die komt Hem niet toe.
ମଃତର୍‌ ଇସ୍ୱରାର୍‌ ଆତ୍ମା ଜଦି ତୁମିମଃନାର୍‌ ତଃୟ୍‌ ବାସା କଃରେଦ୍‌, ସେରି ଅୟ୍‌ଲେକ୍‌ ତୁମିମଃନ୍ ଗଃଗାଳାର୍‌ ତଃଳେ ନାୟ୍‌ । ମଃତର୍‌ ଆତ୍ମାର୍‌ ତଃଳେ ଆଚାସ୍‌ । ଜଦି କେ କ୍ରିସ୍ଟର୍‌ ଆତ୍ମା ହାୟ୍‌ ନଃରେୟ୍‌, ତଃବେ ସେ ତାର୍‌ ନାୟ୍‌ ।
10 En indien Christus in ulieden is, zo is wel het lichaam dood om der zonden wil; maar de geest is leven om der gerechtigheid wil.
ମଃତର୍‌ ଜଦି କ୍ରିସ୍ଟ ତୁମିମଃନାର୍‌ ତଃୟ୍‌ ବାସାକଃରୁଲା, ତୁମାର୍‌ ଗଃଗାଳ୍‌ ହାହେ ନଃସ୍ଟ୍‌ ଅଃଉଁକେ ଜାତି ରିଲେକ୍‌, ପବିତ୍ର ଆତ୍ମା ତୁମିକେ ଜିବନ୍ ଦଃୟ୍‌ଦ୍‌, ବଃଲେକ୍‌ ଇସ୍ୱରାର୍‌ ଆକାୟ୍‌ ତୁମିମଃନ୍ ଦଃର୍ମିବଃଲି ଗଃଣ୍‌ତି ଅୟ୍‌ ଆଚାସ୍‌ ।
11 En indien de Geest Desgenen, Die Jezus uit de doden opgewekt heeft, in u woont, zo zal Hij, Die Christus uit de doden opgewekt heeft, ook uw sterfelijke lichamen levend maken, door Zijn Geest, Die in u woont.
ଆର୍‌ ଜେ ମଃଲା ଲକ୍‌ମଃନାର୍‌ ତଃୟ୍‌ହୁଣି ଜିସୁକେ ଉଟାୟ୍‌ଲା ତାର୍‌ ଆତ୍ମା ଜଦି ତୁମିମଃନାର୍‌ ତଃୟ୍‌ ବାସା କଃରେଦ୍‌, ତଃବେ ଜେ ମଃଲା ଲକାର୍‌ ବିତ୍ରେ ହୁଣି କ୍ରିସ୍ଟ ଜିସୁକେ ଉଟାୟ୍‌ଲା, ସେ ତୁମିମଃନାର୍‌ ତଃୟ୍‌ ବାସା କଃର୍ତି ରେତା ଅଃହ୍‌ଣାର୍‌ ଆତ୍ମାର୍‌ ଗିନେ ତୁମିମଃନାର୍‌ ଜଃଗତାର୍‌ ଗଃଗାଳ୍‌କେ ହେଁ ଜିବନ୍ ଦଃୟ୍‌ଦ୍‌ ।
12 Zo dan, broeders, wij zijn schuldenaars niet aan het vlees, om naar het vlees te leven.
ତଃବେ, ଏ ବାୟ୍‌ବେଣିମଃନ୍ ଅଃମିମଃନାର୍‌ କାମ୍‌ ଅଃଉଁଲି ମାନାୟ୍‌ ମଃନାର୍‌ ଗୁଣ୍‌ ହଃର୍କାରେ ଜିବନ୍ କାଟୁ ନଃଚୁଆଁ ।
13 Want indien gij naar het vlees leeft, zo zult gij sterven; maar indien gij door den Geest de werkingen des lichaams doodt, zo zult gij leven.
କାୟ୍‌ତାକ୍‌ବଃଲେକ୍‌ ଜଦି ଗଃଗାଳାର୍‌ ବାବ୍‌ ହଃର୍କାରେ ଜିବନ୍ କାଟାସ୍‌, ତଃବେ ବାୟ୍‌ଦ୍‌ରେ ମଃରାସ୍‌, ମଃତର୍‌ ଜଦି ଆତ୍ମାୟ୍‌ ତୁମିମଃନ୍ ଗଃଗାଳାର୍‌ କାମ୍‌ ସଃବୁ ନାସ୍‌ କଃରାସ୍‌ ତଃବେ ବଚାସ୍‌ ।
14 Want zovelen als er door den Geest Gods geleid worden, die zijn kinderen Gods.
ସେତାକ୍‌ ଜଃତେକ୍‌ ଲକ୍‌ ଇସ୍ୱରାର୍‌ ଆତ୍ମାୟ୍‌ ଚାଲ୍‌ତି ସେମଃନ୍ ଇସ୍ୱରାର୍‌ ହିଲାମଃନ୍‌ ।
15 Want gij hebt niet ontvangen den Geest der dienstbaarheid wederom tot vreze; maar gij hebt ontvangen den Geest der aanneming tot kinderen, door Welken wij roepen: Abba, Vader!
କାୟ୍‌ତାକ୍‌ବଃଲେକ୍‌ ଇସ୍ୱର୍‌ ଦିଲା ସେ ଆତ୍ମା ତୁମିମଃନ୍‌କେ ଗତି ତଃୟ୍‌ ହୁଣି ମୁକ୍ତି କଃରିଆଚେ, ତୁମି ଆରେକ୍‌ ଡିର୍ତା ଲଳାନାୟ୍‌ । ମଃତର୍‌ ପବିତ୍ର ଆତ୍ମା ତୁମିମଃନ୍‌କେ ଇସ୍ୱରାର୍‌ ହିଲା ଅଃଉତାର୍‌ ଅଃଦିକାର୍‌ ଦଃୟ୍‌ ଆଚେ । ସେତାର୍‌ ଗିନେ ଅଃମି ଅଃବେ ଇସ୍ୱର୍‌କେ “ଉବା” ବଃଲି କଃଉଁଲୁ ।
16 Dezelve Geest getuigt met onzen geest, dat wij kinderen Gods zijn.
ଅଃମିମଃନ୍‌ ଇସ୍ୱରାର୍‌ ହୟ୍‌ସି ବଃଲି ସେ ଆତ୍ମା ନିଜେ ଅଃମିମଃନାର୍‌ ଆତ୍ମା ସଃଙ୍ଗ୍ ସାକି ଦେଉଁଲି ।
17 En indien wij kinderen zijn, zo zijn wij ook erfgenamen, erfgenamen van God, en medeerfgenamen van Christus; zo wij anders met Hem lijden, opdat wij ook met Hem verheerlijkt worden.
ବଃଲେକ୍‌ ଅଃମିମଃନ୍‌ ଇସ୍ୱରାର୍‌ ହିଲା, ତାର୍‌ ଲକ୍‌ମଃନାର୍‌ ଗିନେ ଇସ୍ୱର୍‌ ଜୁୟ୍‌ ଆସିର୍ବାଦ୍‌ ସଃଙ୍ଗାୟ୍‌ ଆଚେ ସେତି ହେଁ ଅଃମି ଅଃଦିକାର୍‌ ହାଉଁନ୍ଦ୍‌ । ଆରେକ୍‌ କ୍ରିସ୍ଟର୍‌ ଗିନେ ଇସ୍ୱର୍‌ ଜାୟ୍‌ରି ସଃବୁ ସଃଙ୍ଗାୟ୍‌ ଆଚେ ସେରି ହେଁ ଅଃମାର୍‌ ଅଃଦିକାର୍‌ ଆଚେ ଜଦି ଅଃମିମଃନ୍‌ ଜିସୁର୍‌ ଦୁକ୍‌ ବଗେ ହେଁ ବାଗିଦାର୍‌ ଅଃଉଁଲୁ, ତେବେ ତାର୍‌ ଜଃଜ୍‌ମାନେ ହେଁ ଅଃଦିକାରି ଅଃଉଁନ୍ଦ୍‌ ।
18 Want ik houde het daarvoor, dat het lijden dezes tegenwoordigen tijds niet is te waarderen tegen de heerlijkheid, die aan ons zal geopenbaard worden.
ବଃଲେକ୍‌ ମର୍‌ ବାବ୍‌ନାୟ୍‌ ଜୁୟ୍‌ ଜଃଜ୍‌ମାନ୍ ଅଃମିମଃନ୍‌କ୍‌ ମିଳେଦ୍‌, ସେ ଇସାବେ ଇ ଅଃବାର୍‌ କାଳାର୍‌ ଦୁକ୍‌ ବୟ୍‌ଗ୍‌ କଃର୍ତାର୍‌ କାୟ୍‌ରି ହେଁ ନାୟ୍‌ ।
19 Want het schepsel, als met opgestoken hoofde, verwacht de openbaring der kinderen Gods.
ମାପ୍ରୁ ତିଆର୍‌ କଃଲା ସଃବୁ ବିସୟ୍‌ ସଃର୍ଦାମଃନେ ସେଦିନ୍‌କେ ଜାଗି ଆଚେ,
20 Want het schepsel is der ijdelheid onderworpen, niet gewillig, maar om diens wil, die het der ijdelheid onderworpen heeft;
ବଃଲେକ୍‌ ଉବ୍‌ଜାଣ୍‌ ଇସ୍ୱରାର୍‌ ତଃୟ୍‌ହୁଣି ସାୟ୍‌ପ୍‌ ହାୟ୍‌ ତାର୍‌ ଟିକ୍‌ ଜଃଗାୟ୍‌ହୁଣି ବିନେ ଅୟ୍‌ଆଚେ । ମଃତର୍‌ ଅୟ୍‌ଲେକ୍‌ ହେଁ ତାର୍‌ ବଃର୍ସା ଆଚେ ।
21 Op hoop, dat ook het schepsel zelf zal vrijgemaakt worden van de dienstbaarheid der verderfenis, tot de vrijheid der heerlijkheid der kinderen Gods.
ଆର୍‌ ଇସ୍ୱରାର୍‌ ହିଲାମଃନାର୍‌ ଜଃଜ୍‌ମାନାର୍‌ ବାଗିଦାରି ଅୟ୍‌ ଉବ୍‌ଜାଣ୍‌ ନିଜେ ନଃସ୍ଟ୍‌ ଅଃଉତା ବାନ୍ଦୁଣେ ହୁଣି ଗଟ୍‌ଦିନ୍‌ ମୁକ୍ତ୍ ଅୟ୍‌ଦ୍‌ ।
22 Want wij weten, dat het ganse schepsel te zamen zucht, en te zamen als in barensnood is tot nu toe.
କାୟ୍‌ତାକ୍‌ବଃଲେକ୍‌ ସଃବୁ ଉବ୍‌ଜାଣ୍‌ ଜେ ଆଜି ହଃତେକ୍‌ ଗଟେସଃଙ୍ଗ୍ କାନ୍ଦୁଲି, ଆର୍‌ ହିଲାର୍ନି ଦୁକାୟ୍‌ କଃସ୍ଟ୍‌ ହାଉଁଲି, ଇରି ଅଃମିମଃନ୍‌ ଜାଣୁଲୁ ।
23 En niet alleen dit, maar ook wij zelven, die de eerstelingen des Geestes hebben, wij ook zelven, zeg ik, zuchten in onszelven, verwachtende de aanneming tot kinderen, namelijk de verlossing onzes lichaams.
ଅଃମିମଃନ୍‌ ଇସ୍ୱରାର୍‌ ହଃର୍ତୁ ଦାନ୍‌ ହର୍‌ ପବିତ୍ର ଆତ୍ମାକେ ହାୟ୍‌ ଆଚୁ; ଅୟ୍‌ଲେକ୍‌ ହେଁ ଇସ୍ୱରାର୍‌ ଗଃର୍‌କୁଟୁମାର୍‌ ଲକ୍‌ ଅୟ୍‌ ଗଃଗାଳାର୍‌ ମୁକ୍ତି ହାଉତାର୍‌ ଗିନେ ଅଃମି ହେଁ ଜାଗିକଃରି ମଃନ୍ ବିତ୍ରେ କାନ୍ଦୁଲୁ ।
24 Want wij zijn in hope zalig geworden. De hoop nu, die gezien wordt, is geen hoop; want hetgeen iemand ziet, waarom zal hij het ook hopen?
କାୟ୍‌ତାକ୍‌ବଃଲେକ୍‌ ବଃର୍ସାୟ୍‌ ଅଃମିମଃନ୍‌ ମୁକ୍ତି ହାୟ୍‌ ଆଚୁ, ମଃତର୍‌ ଆକାୟ୍‌ ଦଃକ୍‌ତା ଜୁୟ୍‌ ବଃର୍ସା ସେରି ବଃର୍ସା ନାୟ୍‌, ବଃଲେକ୍‌ ଜୁୟ୍‌ରି ଗଟ୍‌ଲକ୍‌ ଦଃକୁଲା, ସେତାର୍‌ ଗିନେ ସେ କାୟ୍‌କଃରୁକ୍‌ ଆର୍‌ ବଃର୍ସା କଃରେଦ୍‌?
25 Maar indien wij hopen, hetgeen wij niet zien, zo verwachten wij het met lijdzaamheid.
ମଃତର୍‌ ଅଃମିମଃନ୍‌ ଜାୟ୍‌ରି ନଃଦେକୁଲୁ ଜଦି ତାର୍‌ ଗିନେ ଆସା କଃରୁନ୍ଦ୍‌, ତଃନ୍ ଅୟ୍‌ଲେକ୍‌ ସଃମ୍ବାଳି କଃରି ତାକେ ଜାଗି ରେଉଁନ୍ଦ୍ ।
26 En desgelijks komt ook de Geest onze zwakheden mede te hulp; want wij weten niet, wat wij bidden zullen, gelijk het behoort, maar de Geest Zelf bidt voor ons met onuitsprekelijke zuchtingen.
ଆର୍‌ ସେ ହଃର୍କାରେ ଆତ୍ମା ହେଁ ଅଃମିମଃନାର୍‌ ଦୁର୍ବୁଳେ ଉହ୍‌କାର୍‌ କଃରେଦ୍‌, କାୟ୍‌ତାକ୍‌ବଃଲେକ୍‌ କାୟ୍‌ରି ପାର୍ତ୍‌ନା କଃର୍ତା ଲଳା, ସେରି ଅଃମିମଃନ୍‌ ନଃଜାଣୁ, ସେତାର୍‌ଗିନେ ଆତ୍ମା ନିଜେ କୟ୍‌ ନଃଉତା ବାସାୟ୍‌ ଅଃମାର୍‌ ଗିନେ ସଃବୁବଃଳ୍‌ ଗଃଉଆରି କଃରେଦ୍‌ ।
27 En Die de harten doorzoekt, weet, welke de mening des Geestes zij, dewijl Hij naar God voor de heiligen bidt.
ଆରେକ୍‌ ଜେ ଅଃମିମଃନାର୍‌ ମଃନ୍‌ ବିତ୍ରାର୍‌ ଜାଣେଦ୍‌, ସେ ଆତ୍ମାର୍‌ ବାବ୍‌ କାୟ୍‌ରି ସେରି ଜାଣେଦ୍‌, କାୟ୍‌ତାକ୍‌ବଃଲେକ୍‌ ଇସ୍ୱରାର୍‌ ଇଚା ହଃର୍କାରେ ଦଃର୍ମି ଲକାର୍‌ ଗିନେ ଗଃଉଆରି କଃରେଦ୍‌ ।
28 En wij weten, dat dengenen, die God liefhebben, alle dingen medewerken ten goede, namelijk dengenen, die naar Zijn voornemen geroepen zijn.
ଇରି ଅଃମିମଃନ୍‌ ଜାଣୁ ଜେ, ଜୁୟ୍‌ ଲକ୍‌ମଃନ୍ ଇସ୍ୱର୍‌କେ ଲାଡ୍‌ କଃର୍ତି, ଜୁୟ୍‌ ଲକ୍‌ମଃନ୍ ତାର୍‌ ଇଚା ହଃର୍କାରେ କୁଦାଜାୟ୍‌ ଆଚ୍‌ତି, ଇସ୍ୱର୍‌ ଜେ ସେ ସଃବୁ କଃତାୟ୍‌ ସେମଃନାର୍‌ ନିକ କଃରେଦ୍‌ ।
29 Want die Hij te voren gekend heeft, die heeft Hij ook te voren verordineerd, den beelde Zijns Zoons gelijkvormig te zijn, opdat Hij de Eerstgeborene zij onder vele broederen.
କାୟ୍‌ତାକ୍‌ବଃଲେକ୍‌ ଜୁୟ୍‌ ଲକ୍‌ମଃନ୍‌କେ ସେ ହୁର୍ବେ ହୁଣି ଜାଣି ରିଲା ସେମଃନ୍‌କେ ତାର୍‌ ହୟ୍‌ସିର୍‌ ମୁର୍ତି ହର୍‌ ଅଃଉଁକେ, ସେ ହୁର୍ବେ ହୁଣି ହେଁ ବାଚି ରିଲା, ଜଃନ୍‌କଃରି ସେ ଗାଦେକ୍‌ ବାୟ୍‌ବେଣିମଃନାର୍‌ ବିତ୍ରେ ସଃବ୍‌କେ ବଃଡ୍‌ ବାୟ୍‌ ଅୟ୍‌ଦ୍‌ ।
30 En die Hij te voren verordineerd heeft, dezen heeft Hij ook geroepen; en die Hij geroepen heeft, dezen heeft Hij ook gerechtvaardigd; en die Hij gerechtvaardigd heeft, dezen heeft Hij ook verheerlijkt.
ଆର୍‌ ଜୁୟ୍‌ ଲକ୍‌ମଃନ୍‌କେ ସେ ହୁର୍ବେ ହୁଣି ବାଚି ରିଲା ସେମଃନ୍‌କେ ସେ ହେଁ କୁଦ୍‌ଲା ଆରେକ୍‌ ଜୁୟ୍‌ମଃନ୍‌କ୍‌ ସେ କୁଦ୍‌ଲା ସେ ସେମଃନ୍‌କେ ସେ ହେଁ ଦଃର୍ମି ବଃଲି ଗଃଣ୍‌ଲା, ଆର୍‌ ଜୁୟ୍‌ ଲକ୍‌ମଃନ୍‌କେ ସେ ଦଃର୍ମି ବଃଲି ଗଃଣ୍‌ଲା ସେମଃନ୍‌କେ ହେଁ ସେ ଜଃଜ୍‌ମାନ୍ କଃଲା ।
31 Wat zullen wij dan tot deze dingen zeggen? Zo God voor ons is, wie zal tegen ons zijn?
ତଃବେ ଇ ସଃବୁ ଗିନେ ଅଃମିମଃନ୍‌ କାୟ୍‌ରି କଃଉଆ? ଜଦି ଇସ୍ୱର୍‌ ଅଃମିମଃନାର୍‌ ସଃଙ୍ଗ୍, ତଃବେ ଅଃମାର୍‌ ବିରଦେ କେ ଅଃଉଁକେ ହାରେଦ୍‌?
32 Die ook Zijn eigen Zoon niet gespaard heeft, maar heeft Hem voor ons allen overgegeven, hoe zal Hij ons ook met Hem niet alle dingen schenken?
ଜେ ଅଃହ୍‌ଣାର୍‌ ହୟ୍‌ସିକେ ହେଁ ନଃବାଚାୟ୍‌ଲା, ମଃତର୍‌ ଅଃମାର୍‌ ସଃବୁ ଲକାର୍‌ ଗିନେ ତାକେ ସଃହ୍ରି ଦିଲା, ସେ କଃନ୍‌କଃରି ତାର୍‌ ସଃଙ୍ଗ୍ ହେଁ ସଃବୁ ବିସୟ୍‌ ଅଃମିମଃନ୍‌କ୍‌ ଦଃୟାୟ୍‌ ଦାନ୍‌ ନଃକେରେ?
33 Wie zal beschuldiging inbrengen tegen de uitverkorenen Gods? God is het, Die rechtvaardig maakt.
ଇସ୍ୱର୍‌ ବାଚ୍‌ଲାର୍‌ ଲକ୍‌ମଃନାର୍‌ ବିରଦେ କେ ଦସି କଃରେଦ୍‌? ଇସ୍ୱର୍‌ ତ ସେମଃନ୍‌କେ ନିର୍ଦସି ବଃଲି ଗଃଣ୍‌ନା କଃରେଦ୍‌ ।
34 Wie is het, die verdoemt? Christus is het, Die gestorven is; ja, wat meer is, Die ook opgewekt is, Die ook ter rechter hand Gods is, Die ook voor ons bidt.
କେ ଦଃଣ୍ଡ୍‌ ଦଃୟ୍‌ଦ୍‌? କ୍ରିସ୍ଟ ଜିସୁ ତ ମଃର୍ନ୍‌ ବୟଃଗ୍ କଃଲା ଆରେକ୍‌ ସେ ଉଟ୍‌ଲା, ସେ ଇସ୍ୱରାର୍‌ କାତା ବାଟ୍ୟା ଆଚେ, ସେ ହେଁ ଅଃମିମଃନାର୍‌ ଗିନେ ଗଃଉଆରି କଃରୁଲା ।
35 Wie zal ons scheiden van de liefde van Christus? Verdrukking, of benauwdheid, of vervolging, of honger, naaktheid, of gevaar, of zwaard?
କ୍ରିସ୍ଟର୍‌ ଲାଡେ ହୁଣି କେ ଅଃମିମଃନ୍‌କ୍‌ ଅଃଲ୍‌ଗା କଃରେଦ୍‌? କାୟ୍‌ କଃସ୍ଟ୍‌, କାୟ୍‌ ଜଃଞ୍ଜାଳ୍‌, କାୟ୍‌ ତାଳ୍‌ନା, କାୟ୍‌ କଃତାର୍‌, କାୟ୍‌ ନଃଗ୍‌ଳା, କାୟ୍‌ ବିପ୍‌ତି, କାୟ୍‌ କଃଣ୍ଡା?
36 (Gelijk geschreven is: Want om Uwentwil worden wij den gansen dag gedood; wij zijn geacht als schapen ter slachting.)
ଜଃନ୍‌କଃରି ସାସ୍ତରେ ଲେକା ଆଚେ, ତୁମାର୍‌ ଗିନେ ଅଃମିମଃନ୍‌ ସଃବୁ ଦିନ୍ ମଃରୁଲୁ, ଅଃମିମଃନ୍‌ ହୁଜା କଃର୍ତା ମେଣ୍ଡା ହର୍‌ ଗଃଣା ଅଃଉଁଲୁ ।
37 Maar in dit alles zijn wij meer dan overwinnaars, door Hem, Die ons liefgehad heeft.
ଅୟ୍‌ଲେକ୍‌ ହେଁ ଜେ ଅଃମିମଃନ୍‌କ୍‌ ଲାଡ୍‌ କଃଲା ତାର୍‌ ଗିନେ ଅଃମିମଃନ୍‌ ଇସଃବୁ ବିସୟେ ସଃବୁବାଟ୍ୟା ଜିଣି ଆଚୁ ।
38 Want ik ben verzekerd, dat noch dood, noch leven, noch engelen, noch overheden, noch machten, noch tegenwoordige, noch toekomende dingen,
ମୁୟ୍‌ଁ ବାୟ୍‌ଦ୍‌ରେ ଜାଣି ତାର୍‌ ଲାଡେ ହୁଣି ଅଃମି କଃବେ ହେଁ ଦୁରି ଅଃଉଁ ନଃହାରୁ । ମଃର୍ନ୍‌ କି ଜିବନ୍, ସଃର୍ଗ୍‌ ଦୁତ୍‌ କି ଅଃଗାସ୍‌ ମଃଣ୍ଡଳାର୍‌ କୁୟ୍‌ ଅଃଦିକାରି ହେଁ କି ସଃକ୍ତି, ଅଃବେ କି ହଃଚେ,
39 Noch hoogte, noch diepte, noch enig ander schepsel ons zal kunnen scheiden van de liefde Gods, welke is in Christus Jezus, onzen Heere.
ଉହ୍ରାର୍‌ କି ତଃଳାର୍‌, କାୟ୍‌ ବିସୟ୍‌ ସଃବୁ ଜଃଗତାର୍‌ ଇରଃକମ୍‌ କାୟ୍‌ ବିସୟ୍‌ ନାୟ୍‌ ଜୁୟ୍‌ରି ପର୍ବୁ ଜିସୁ କ୍ରିସ୍ଟର୍‌ ଦଃୟ୍‌କଃରି ଜାଣାହଃଳ୍‌ତାର୍‌ ଇସ୍ୱରାର୍‌ ସେ ଲାଡେ ହୁଣି ଆମିମଃନ୍‌କେ ଦୁର୍‌ କଃରୁ ହାରେଦ୍‌ ।

< Romeinen 8 >