< Romeinen 16 >

1 En ik beveel u Febe, onze zuster, die een dienares is der Gemeente, die te Kenchreen is;
ଏ ଚିଟିତେଇ ପିବି, ଜେ କି କିରିସ୍‌ଟର୍‌ ଲାଗି ଆମର୍‌ ବଇନି ଅଇଲାଆଚେ, ତାର୍‌ ବିସଇ ଜାନାଇଲିନି । ସେ କେଁକ୍‌ ଜାଗାଇ ରଇବା ମଣ୍ଡଲିଟାନେ ଏବେ ସେବାକାମ୍‌ କଲାନି । ତାକେ ମୁଇ ତମର୍‌ଲଗେ ପାଟାଇଲିନି ।
2 Opdat gij haar ontvangt in den Heere, gelijk het den heiligen betaamt, en haar bijstaat, in wat zaak zij u zou mogen van doen hebben; want zij is een voorstandster geweest van velen, ook van mijzelven.
ଆମର୍‌ ମାପ୍‌ରୁର୍‌ ନାଉଁ ଦାରି ତାକେ ଡାକିନିଆ । କାଇକେବଇଲେ ଏନ୍ତାରି ଚଲାଚଲ୍‌ତି ବିସ୍‌ବାସିମନର୍‌ପାଇ ନିକ । ତାକେ କାଇଆଲେ ଲଡା ରଇଲେ ସାଇଜ କରା । କାଇକେବଇଲେ ସେ ମକେ ଆରି ବେସି ବିସ୍‌ବାସିମନ୍‌କେ ସାଇଜ କଲାଆଚେ ।
3 Groet Priscilla en Aquila, mijn medewerkers in Christus Jezus;
କିରିସ୍‌ଟର୍‌ ମର୍‌ ସଙ୍ଗ୍‍ କାମ୍‌କରୁମନ୍‌ ପିରିସ୍‌କିଲା ଆରି ଆକିଲାକେ ମର୍‌ ଜୁଆର୍‌ ଜାନାଆ ।
4 Die voor mijn leven hun hals gesteld hebben; denwelken niet alleen ik danke, maar ook al de Gemeenten der heidenen.
ସେମନ୍‌ ମକେ ସାଇଜ କଲାର୍‌ପାଇ ନିଜର୍‌ ଜିବନ୍‌ ବିପଦେ ପାକାଇ ଆଚତ୍‌ । ଏଟାର୍‌ପାଇ ମୁଇ ସେମନ୍‌କେ ବେସି ଜୁଆର୍‌ କଲିନି । ଅବ୍‌କା ମୁଇସେ ନାଇ, ଇତି ରଇବା ସବୁ ଜିଉଦି ନଇଲା ମଣ୍ଡଲିମନ୍‌ ମିସା ସେମନ୍‌କେ ଜୁଆର୍‌ ଜାନାଇଲାଇନି ।
5 Groet ook de Gemeente in hun huis. Groet Epenetus, mijn beminde, die de eersteling is van Achaje in Christus.
ସେମନର୍‌ ଗରେ ପାର୍‌ତନାକେ ରୁଣ୍ଡ୍‌ବା ମଣ୍ଡଲିକେ ମିସା ମର୍‌ ଜୁଆର୍‌ ଜାନାଇଲିନି । ମର୍‌ ଆଲାଦର୍‌ ମଇତର୍‌ ଏପାଇନେତନ୍‌କେ ମର୍‌ ଜୁଆର୍‌ ଜାନାଇଲିନି । ଆସିଆ ରାଇଜେ ସେ ସିଗ୍‌ ପର୍‌ତୁମ୍‌ କିରିସ୍‌ଟ ବିସ୍‌ବାସି ଅଇରଇଲା ।
6 Groet Maria, die veel voor ons gearbeid heeft.
ତମର୍‌ ନିକ ପାଇ ବେସି କସ୍‌ଟ ପଡିରଇବା ମରିୟମ୍‌କେ ମର୍‌ ଜୁଆର୍‌ ଜାନାଇ ଦିଆସ୍‌ ।
7 Groet Andronikus en Junias, mijn magen, en mijn medegevangenen, welke vermaard zijn onder de apostelen, die ook voor mij in Christus geweest zijn.
ଆନ୍ଦରନିକ୍‌ ଆରି ୟୁନିୟାକେ ମର୍‌ ଜୁଆର୍‌ ଜାନାଇଲିନି । ଏ ଦୁଇଟା ମର୍‌ ସଙ୍ଗର୍‌ ଜିଉଦିଲକ୍‌ । ସେମନ୍‌ ମର୍‌ ସଙ୍ଗ୍‌ ବନ୍ଦିସାଲେ ରଇଲାଇ । ମର୍‌ ଆଗ୍‌ତୁ ସେମନ୍‌ କିରିସ୍‌ଟକେ ବିସ୍‌ବାସ୍‌ କଲାଇ । ଆରି ସବୁ ପେରିତ୍‌ ସିସ୍‌ମନ୍‌ ସେମନ୍‌କେ ସନ୍‌ମାନ୍‌ ଦେବାଇ ।
8 Groet Amplias, mijn beminde in den Heere.
ମାପ୍‌ରୁର୍‌ଲଗେ ମର୍‌ ଆଲାଦର୍‌ ମଇତର୍‌ ଆମ୍‌ପଲିଆକେ ଜୁଆର୍‌ ଜାନାଇଦିଆସ୍‌ ।
9 Groet Urbanus, onzen medearbeider in Christus, en Stachys, mijn beminde.
କିରିସ୍‌ଟର୍‌ ସେବାଇ ମର୍‌ ସଙ୍ଗାରି ଉର୍‌ବାନ ଆରି ମର୍‌ ଆଲାଦର୍‌ ମଇତର୍‌ ତାକିୟକେ ମିସା ମର୍‌ ଜୁଆର୍‌ ଜାନାଇଦିଆସ୍‌ ।
10 Groet Apelles, die beproefd is in Christus. Groet hen, die van het huisgezin van Aristobulus zijn.
୧୦କିରିସ୍‌ଟକେ ବିସ୍‌ବାସ୍‌କରି ସେବାକର୍‌ବା ଆପଲ ଆରି ଆରିସ୍‌ତବଲର୍‌ କୁଟୁମର୍‌ ସବୁକେ ମର୍‌ ଜୁଆର୍‌ ଜାନାଇଦିଆସ୍‌ ।
11 Groet Herodion, die van mijn maagschap is. Groet hen, die van het huisgezin van Narcissus zijn, degenen namelijk, die in den Heere zijn.
୧୧ମର୍‌ ସଙ୍ଗର୍‌ ଜିଉଦି ଏରଦିୟନ୍‌ ଆରି ନାରସିସର୍‌ ଗରେ ରୁଣ୍ଡ୍‌ବା ବିସ୍‌ବାସି ବାଇବଇନିମନ୍‌କେ ମର୍‌ ଜୁଆର୍‌ ଜାନାଇଦିଆସ୍‌ ।
12 Groet Tryfena en Tryfosa, vrouwen die in den Heere arbeiden. Groet Persis, de beminde zuster, die veel gearbeid heeft in den Heere.
୧୨ମାପ୍‌ରୁର୍‌ ସେବାଇ ଲାଗିରଇଲା ତିରିପନ୍‌ ଆରି ତିରିପସା ଆରି ମାପ୍‌ରୁର୍‌ ପାଇ ବେସି କସ୍‌ଟ ପଡିରଇବା ଆଲାଦର୍‌ ପର୍‌ସିସ୍‌କେ ମର୍‌ ଜୁଆର୍‌ ଜାନାଇଦିଆସ୍‌ ।
13 Groet Rufus, den uitverkorene in den Heere, en zijn moeder en de mijne.
୧୩ମାପ୍‌ରୁର୍‌ ମୁକିଅ ଦାଙ୍ଗ୍‌ଡା ରୁପସ୍‌ ଜେ କି ସେବା କାମ୍‌ଟାନେ ଆବଡ୍‌ ଅଇ କଲାଆଚେ । ଆରି ମର୍‌ ଆୟାପାରା ତାକର୍‌ ଆୟାକେ ମିସା ମର୍‌ ଜୁଆର୍‌ । ସେ ମକେ ନିଜର୍‌ ପଅ ପାରା ଦେକ୍‌ଲା ।
14 Groet Asynkritus, Flegon, Hermas, Patrobas, Hermes, en de broeders, die met hen zijn.
୧୪ଆସୁକିରି, ପେଲେଗନ୍‌, ଅର୍‌ମିସ୍‌, ପାତ୍‌ରବା, ଅର୍‌ମାସ୍‌ ଆରି ସେମନର୍‌ ସଙ୍ଗ୍‌ ରଇବା ସବୁ ବିସ୍‌ବାସି ବାଇବଇନିମନ୍‌କେ ଜୁଆର୍‌ ଜାନାଆ ।
15 Groet Filologus en Julia, Nereus en zijn zuster, en Olympas, en al de heiligen, die met henlieden zijn.
୧୫ପିଲଲଗ୍‌ ଆରି ଜୁଲିଆ, ନିରୁସ୍‌ ଆରି ତାର୍‌ ବଇନି ଆରି ଅଲୁମ୍‌ପା ଆରି ସେମନର୍‌ ସଙ୍ଗ୍‌ ରଇତେରଇବା ସବୁ ପର୍‌ମେସରର୍‌ ଲକ୍‌ମନ୍‌କେ ମର୍‌ ଜୁଆର୍‌ ଜାନାଆ ।
16 Groet elkander met een heiligen kus. De Gemeenten van Christus groeten ulieden.
୧୬ତମର୍‌ ବିତ୍‌ରର୍‌ ଆଲାଦ୍‌ ଦେକାଇକରି ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଜୁଆର୍‌ବେଟ୍‌ ଉଆ । କିରିସ୍‌ଟର୍‌ ସବୁ ମଣ୍ଡଲି ତମ୍‌କେ ଜୁଆର୍‌ ଜାନାଇଲାନି ।
17 En ik bid u, broeders, neemt acht op degenen, die tweedracht en ergernissen aanrichten tegen de leer, die gij van ons geleerd hebt; en wijkt af van dezelve.
୧୭ଏ ମର୍‌ ବାଇବଇନିମନ୍‌, ମୁଇ ତମ୍‌କେ ବାବୁଜିଆ କଲିନି, ତମେ ଜାଗ୍‌ରତ୍‌ ଅଇକରି ରୁଆ । ତମର୍‌ ବିସ୍‌ବାସ୍‌ ଆରି ଗଟେକ୍‌ ମନ୍‌ ଅଇରଇବାଟା ଜନ୍‌ ଲକ୍‌ମନ୍‌ ବେଗ୍‌ଲାଇବାକେ ଚେସ୍‌ଟା କଲାଇନି, ତାକର୍‌ଟାନେଅନି ଦୁରିକେ ରୁଆ । କାଇକେବଇଲେ, ତମେ ଜନ୍‌ ସିକିଆ ପାଇଆଚାସ୍‌, ତାର୍‌ ବିରଦ୍‌ କଲାଇନି ।
18 Want dezulken dienen onzen Heere Jezus Christus niet, maar hun buik; en verleiden door schoonspreken en prijzen de harten der eenvoudigen.
୧୮ଜନ୍‌ ଲକ୍‌ମନ୍‌ ଏନ୍ତାରି କାମେ ବୁଡି ଆଚତ୍‌, ସେମନ୍‌ ଆମର୍‌ ମାପ୍‌ରୁ କିରିସ୍‌ଟର୍‌ ଆଦେସ୍‌ ମାନତ୍‌ ନାଇ । ସେମନ୍‌ କାଲି ନିଜର୍‌ ମନ୍‍ କର୍‍ବାଟା ପୁରାପୁରୁନ୍‌ କର୍‌ବାକେ ତେରେପେତେ ଅଇଲାଇନି । ସୁଆଦ୍‌ କାତା ଆରି ତିପୁଲ୍‌ କାତା କଇ ଦରମ୍‌ ଲକ୍‌ମନ୍‌କେ ବୁଲ୍‌କାଇଦେଲାଇନି ।
19 Want uw gehoorzaamheid is tot kennis van allen gekomen. Ik verblijde mij dan uwenthalve; en ik wil, dat gij wijs zijt in het goede, doch onnozel in het kwade.
୧୯ତମେ ପର୍‌ମେସରର୍‌ ଆଦେସ୍‌ ମାନ୍‌ଲାସ୍‌ନି ବଲି ତାର୍‌ ସୁବ୍‌କବର୍‌ ଗୁଲାଇବାଟର୍‌ ଲକ୍‌ ଜାନ୍‌ଲାଇ । ସେଟାର୍‌ ପାଇ ମୁଇ ବେସି ସାର୍‌ଦା । ମୁଇ ମନ୍‍ କଲିନି, ତମେ ସତ୍‌ ବିସଇତେଇ ଗିଆନି ଉଆ ଆରି କାରାପ୍‌ ବିସଇତେଇ ବୁଡି ରୁଆନାଇ ।
20 En de God des vredes zal den satan haast onder uw voeten verpletteren. De genade van onzen Heere Jezus Christus zij met ulieden. Amen.
୨୦ଆରି ସାନ୍ତିଦେଉ ପରମେସର୍‌ ତମର୍‌ ଲାଗି ସଇତାନ୍‌କେ ପୁରାପୁରୁନ୍‌ କୁରୁପ୍‌ନାସ୍‌ କର୍‌ସି । ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ଜିବନ୍‌ଦୁକାଇଲାଟା ତମର୍‌ ସଙ୍ଗ୍‌ ସବୁବେଲେ ରଅ ।
21 U groeten, Timotheus, mijn medearbeider, en Lucius, en Jason, en Socipater, mijn bloedverwanten.
୨୧ମର୍‌ ସଙ୍ଗ୍‍ ମିସିକରି କାମ୍‌କର୍‌ବା ସଙ୍ଗାରି ତିମତି, ଆରି ଆମର୍‌ ଜିଉଦି ବାଇମନ୍‌ ଲୁକିଅ, ଜାସନ୍‌ ଆରି ସପିପାତ୍‌ର ତମ୍‌କେ ଜୁଆର୍‌ ଜାନାଇଲାଇନି ।
22 Ik, Tertius, die den brief geschreven heb, groet u in den Heere.
୨୨ମୁଇ ତର୍‌ତିଅ, ମର୍‌ ସଙ୍ଗାରି ପାଉଲ୍‌, କଇଦେଲାକେ ଏ ଚିଟି ଲେକ୍‌ଲିଆଚି । ମାପ୍‌ରୁର୍‌ ନାଉଁ ଦାରି ମୁଇ ତମ୍‌କେ ଜୁଆର୍‌ ଜାନାଇଲିନି ।
23 U groet Gajus, de huiswaard van mij en van de gehele Gemeente. U groet Erastus, de rentmeester der stad, en de broeder Quartus.
୨୩ଗାୟସ୍‌ ତମ୍‌କେ ଜୁଆର୍‌ ଜାନାଇଲାନି । ମୁଇ ତାର୍‌ ଗରେ ରଇଲିନି ଆରି ତାର୍‌ ଗରେ ରୁଣ୍ଡ୍‌ବା ଇତିର୍‌ ବିସ୍‌ବାସିମନ୍‌ ତମ୍‌କେ ଜୁଆର୍‌ ଜାନାଇଲାଇନି । ଏ ଗଡର୍‌ ଡାବୁ ଇସାବ୍‌କିତାବ୍‌ କରୁ ଏରାସ୍‌ଟ ଆରି ବାଇ କାର୍‌ତ ମିସା ତମ୍‌କେ ଜୁଆର୍‌ ଜାନାଇଲାନି ।
24 De genade van onzen Heere Jezus Christus zij met u allen. Amen.
୨୪ମାପ୍‌ରୁ ଜିସୁକିରିସ୍‌ଟର୍‌ ଜିବନ୍‌ଦୁକାନି ତମର୍‌ ସବୁ ଲକର୍‌ ଲଗେ ରଅ ।
25 Hem nu, Die machtig is u te bevestigen, naar mijn Evangelie en de prediking van Jezus Christus, naar de openbaring der verborgenheid, die van de tijden der eeuwen verzwegen is geweest; (aiōnios g166)
୨୫ଆସା, ପରମେସର୍‌କେ ଡାକ୍‌ପୁଟା କରୁ । ମୁଇ ଜାନାଇତେରଇବା ଜିସୁ କିରିସ୍‌ଟର୍‌ ବିସଇର୍‍ ସୁବ୍‌ କବର୍‌ ଆରି ଜୁଗ୍‌ ଜୁଗ୍‌ ଦାରି ଲୁଚି ରଇବା ଟିକିନିକିର୍‌ ସତ୍‌ ଇସାବେ ର‍ଇବା ତମର୍‌ ବିସ୍‌ବାସ୍‌ ପରମେସର୍‌ ଡାଟ୍‌କରି ସଙ୍ଗ‍ଇବାକେ ପାରେ । (aiōnios g166)
26 Maar nu geopenbaard is, en door de profetische Schriften, naar het bevel des eeuwigen Gods, tot gehoorzaamheid des geloofs, onder al de heidenen bekend is gemaakt; (aiōnios g166)
୨୬ସେ ଟିକିନିକିର୍‌ ସବୁ ସତ୍‌ ବବିସତ୍‍ବକ୍‍ତାମନର୍‌ ସାସ୍‌ତରେ ସେ ଜାନାଇଲା ଆଚେ । ଆରି ଏବେ ମାପ୍‌ରୁ ପରମେସରର୍‌ ସତ୍‌ ଜୁଗ୍‌ ଜୁଗ୍‌ ଅନି ସବୁ ଲକ୍‌ମନର୍‌ ବିତ୍‌ରେ ଜାନାଇଆଚେ । ଇତିଅନି ସବୁ ବିସ୍‌ବାସ୍‌ କରି ପରମେସରର୍‌ କାତାମାନି ଚାଲି ପାର୍‌ବାଇ । (aiōnios g166)
27 Den zelven alleen wijzen God zij door Jezus Christus de heerlijkheid in der eeuwigheid. Amen. (aiōn g165)
୨୭ମାପ୍‌ରୁ ଜିସୁ କିରିସ୍‌ଟର୍‌ତେଇଅନି ସବୁ ଜାନ୍‌ବା ଗଟେକ୍‌ସେ ପରମେସର୍‌ କାଲେ କାଲେ ଜୁଗେ ଜୁଗେ ଡାକ୍‌ପୁଟା ପାଅ । ଆମେନ୍‌! (aiōn g165)

< Romeinen 16 >