< Openbaring 6 >

1 En ik zag, toen het Lam een van de zegelen geopend had, en ik hoorde een uit de vier dieren zeggen, als een stem van een donderslag: Kom en zie!
ତାର୍‌ପଚେ ସେ ମେଣ୍ଡାପିଲା ସାତ୍‌ଟା ସିଲ୍‌ ବିତ୍‌ରେ ପର୍‌ତୁମ୍‌ ସିଲ୍‌ ବାଙ୍ଗାଇବାଟା ମୁଇ ଦେକ୍‌ଲି । ଚାର୍‌ଟା ଜିବନ୍‌ ରଇବା ପସୁମନର୍‌ ବିତ୍‌ରେଅନି ଗଟେକ୍‌ ପସୁ ଗଡ୍‌ଗଡି ସବଦ୍‌ପାରା କରି ମକେ କଇଲା “ଆଉ ।”
2 En ik zag, en ziet, een wit paard, en Die daarop zat, had een boog; en Hem is een kroon gegeven, en Hij ging uit overwinnende, en opdat Hij overwonne!
ତେଇ ମୁଇ ଦେକ୍‌ଲି, ଆରି ଏଦେ ଦେକା! ଗଟେକ୍‌ ଦବ୍‌ଲା ଗଡା ଡିସ୍‌ଲା । ତାକେ ଚାଲାଇବା ଲକର୍‌ ଆତେ ଦୁନୁ ରଇଲା । ତାକେ ଗଟେକ୍‌ ମୁକୁଟ୍‌ ଦିଆ ଅଇଲା । ସେ ତାର୍‌ ସତ୍‌ରୁମନ୍‌କେ ଆରାଇବାକେ ଦାପ୍‌ରେ ଗାଲା ।
3 En toen Het het tweede zegel geopend had, hoorde ik het tweede dier zeggen: Kom en zie!
ସେ ମେଣ୍ଡାପିଲା ଦୁଇ ଲମର୍‌ ସିଲ୍‌ ବାଙ୍ଗାଇଲା । ଆରି ସେ ଦୁଇ ଲମର୍‌ ଜିବନ୍‌ ରଇବା ପସୁ ମକେ କଇଲା “ଆଉ ।”
4 En een ander paard ging uit, dat rood was; en dien, die daarop zat, werd macht gegeven den vrede te nemen van de aarde; en dat zij elkander zouden doden; en hem werd een groot zwaard gegeven.
ଆରି ଏଦେ ଦେକା! ଆରିଗଟେକ୍‌ ରଙ୍ଗ୍‌ ରଇବା ଗଡା ବାରଇଲା । ଜଗତେ ଜୁଇଦ୍‌ କରାଇବାକେ ସେ ଗଡା ଚାଲାଉକେ ଦିଆଅଇରଇଲା । ଜେନ୍ତାରିକି, ଲକ୍‌ମନ୍‌ ତାକର୍‌ ତାକର୍‌ ବିତ୍‌ରେ ମାରାମାରିଅଇ ମର୍‌ବାଇ । ତାକେ ଗଟେକ୍‌ ବଡେଟା କାଣ୍ଡା ଦିଆଅଇଲା ।
5 En toen Het het derde zegel geopend had, hoorde ik het derde dier zeggen: Kom en zie! En ik zag, en ziet, een zwart paard, en die daarop zat, had een weegschaal in zijn hand.
ତାର୍‌ପଚେ ସେ ମେଣ୍ଡାପିଲା ତିନ୍‌ ଲମର୍‌ ସିଲ୍‌ ବାଙ୍ଗାଇଲା । ତିନ୍‌ ଲମର୍‌ ଜିବନ୍‌ ରଇବା ପସୁ ମକେ କଇଲା “ଆଉ ।” ମୁଇ ଦେକ୍‌ଲି ଆରି ଏଦେ ଦେକା! ଆରି ଗଟେକ୍‌ କାଲିଆ ଗଡା ଡିସ୍‌ଲା । ସେ ଗଡା ଚାଲାଉର୍‌ ଆତେ ଗଟେକ୍‌ ତୁଲ୍‌ବା କେଜି ରଇଲା ।
6 En ik hoorde een stem in het midden van de vier dieren, die zeide: Een maatje tarwe voor een penning, en drie maatjes gerst voor een penning; en beschadig de olie en den wijn niet.
ଚାରିଟା ଜିବନ୍‌ ରଇବା ପସୁମନ୍‌ କଇତେରଇଲାଇ “ଦିନେକର୍‌ ବୁତିକେ ମାନେକ୍‌ ମୁଣ୍ଡିଆ ଆରି ଦିନେକର୍‌ ବୁତିକେ ତିନ୍‌ ମାନ୍‌ ଦାନ୍‌ । ମାତର୍‌ ଅଙ୍ଗୁର୍‌ ବାଡ୍‌ ଆରି ଜିତ୍‍ ଗଚ୍‌ ନସାଇବାର୍‌ନାଇ ।”
7 En toen Het het vierde zegel geopend had, hoorde ik een stem van het vierde dier, die zeide: Kom en zie!
ତାର୍‌ପଚେ ସେ ମେଣ୍ଡାପିଲା ଚାରି ଲମର୍‌ ସିଲ୍‌ ବାଙ୍ଗାଇଲା । ଆରି ଚାରି ଲମର୍‌ ଜିବନ୍‌ ରଇବା ପସୁ ମକେ “ଆଉ!” ବଲି କଇଲା ।
8 En ik zag, en ziet, een vaal paard, en die daarop zat, zijn naam was de dood; en de hel volgde hem na. En hun werd macht gegeven om te doden tot het vierde deel der aarde, met zwaard, en met honger, en met den dood, en door de wilde beesten der aarde. (Hadēs g86)
ତେଇ ମୁଇ ଦେକ୍‌ଲି, ଏଦେ ଦେକା! ଗଟେକ୍‌ ଚାରୁଆ ଗଡା ଡିସ୍‌ଲା । ଗଡା ଚାଲାଉ ଅଇଲାନି ମରନ୍‌ ଆରି ଡୁମାମନର୍‌ ରାଇଜ୍‌ । ସେ ପଚେ ପଚେ ଆଇତେରଇଲା । ସେମନ୍‌କେ ଏ ଜଗତର୍‌ ଚାରିବାଗେ ଅନି ଗଟେକ୍‌ ବାଗ୍‌ ଉପ୍‌ରେ ଅଦିକାର୍‌ ଦେଇତେରଇଲା । ତେଇ ଜୁଇଦର୍‌ ଲାଗି, ମର୍‌ଡିର୍‌ ଲାଗି, ରଗର୍‌ ଲାଗି ଆରି ଡଙ୍ଗରର୍‌ ପସୁର୍‌ ଲାଗି ମରାଇବାକେ ଅଦିକାର୍‌ ଦେଲା । (Hadēs g86)
9 En toen Het het vijfde zegel geopend had, zag ik onder het altaar de zielen dergenen, die gedood waren om het Woord Gods, en om de getuigenis, die zij hadden.
ତାର୍‌ପଚେ ମେଣ୍ଡାପିଲା ପାଁଚ୍‌ ଲମର୍‍ ସିଲ୍‌ ବାଙ୍ଗାଇଲା । ଆରି ଏଦେ ଦେକା! ବେଦିର୍‌ ତଲ୍‌ବାଟେ ସତ୍‌ବାବେ ସାକି ଦେଲାର୍‌ପାଇ ଆରି ପର୍‌ମେସରର୍‌ ବାକିଅ ଜାନାଇଲାର୍‌ପାଇ ଜନ୍‌ ଲକ୍‌ମନ୍‌ ମରାଇ ଅଇରଇଲାଇ ତାକର୍‌ ଆତ୍‌ମାମନ୍‌କେ ଦେକ୍‌ଲି ।
10 En zij riepen met grote stem, zeggende: Hoelang, o heilige en waarachtige Heerser, oordeelt en wreekt Gij ons bloed niet van degenen, die op de aarde wonen?
୧୦ସେମନ୍‌ ଆଉଲି ଅଇକରି କଇଲାଇ “ଏ ମାପ୍‌ରୁ ପର୍‌ମେସର୍‌ ଜେ କି ସବୁର୍‌ଟାନେଅନି ବପୁର୍‌ଟା । ତୁଇ ସୁକଲ୍‌ ଆରି ସତ୍‌ । ଆମ୍‌କେ ମରାଇଲା ଲକ୍‌କେ ବିଚାର୍‌କରି ଡଣ୍ଡ୍‌ ଦେବାକେ ଆମେ ଆରି କେତେକ୍‌ ଦିନ୍‌ ଜାଗ୍‌ବୁ?”
11 En aan een iegelijk werden lange witte klederen gegeven, en hun werd gezegd, dat zij nog een kleinen tijd rusten zouden, totdat ook hun mededienstknechten en hun broeders zouden vervuld zijn, die gedood zouden worden, gelijk als zij.
୧୧ସେମନ୍‌କେ ସବୁକେ ଗଟେକ୍‌ ଗଟେକ୍‌ ଦବ୍‌ ବସ୍‌ତର୍‌ ଦିଆଅଇରଇଲା । ତାକର୍‌ ସଙ୍ଗେ ର‍ଇବା ଦାଙ୍ଗ୍‌ଡାମନ୍‌କେ ଆରି ବାଇମନ୍‌କେ ତାକର୍‌ ପାରାସେ ମରାଇଅଇସି । ଜେତ୍‌କି ଲକ୍‌ ଅଇବା କାତା, ସେତ୍‌କି ଲକ୍‌ ପୁରାପୁରୁନ୍‌ ନ ଅଇବାଜାକ ସେମନ୍‌କେ ଆରି କେତେଦିନ୍‌ ପୁଣ୍ଡିର‍ଇବାକେ କୁଆ ଅଇଲା ।
12 En ik zag, toen Het het zesde zegel geopend had, en ziet, er werd een grote aardbeving; en de zon werd zwart als een haren zak, en de maan werd als bloed.
୧୨ଆରି ଏଦେ ଦେକା! ମେଣ୍ଡା ପିଲା ଚଅ ଲମର୍‌ ସିଲ୍‌ ବାଙ୍ଗାଇବାଟା ମୁଇ ଦେକ୍‌ଲି । ତେଇ ଦର୍‌ତନି ଜବର୍‌ଅଇତେ ଚୁଲ୍‌ବୁଲ୍‌ଲା । ବେଲ୍‌ କାଲିଆ ଅଇ କର୍‌କର୍‌ସା ରଇବା ଲୁଗାପାରା ଅଇଗାଲା ଆରି ଜନ୍‌ ବନି ପାରା ପୁରାପୁରୁନ୍‌ ରଙ୍ଗ୍‌ ଅଇଗାଲା ।
13 En de sterren des hemels vielen op de aarde, gelijk een vijgeboom zijn onrijpe vijgen afwerpt, als hij van een groten wind geschud wordt.
୧୩ଜବର୍‌ ପବନ୍‌ ଆସି ଗଟେକ୍‌ ଡୁମ୍‌ରି ଗଚ୍‌ ଦୁନିଅଇଲେ ଜେନ୍ତାରି ନ ପାଚ୍‌ଲା ଡୁମ୍‌ରି ତଲେ ଅଦର୍‌ସି, ସେନ୍ତାରିସେ ବାଦଲର୍‌ ତାରାମନ୍‌ ଦର୍‌ତନି ଉପ୍‌ରେ ଅଦର୍‌ଲାଇ ।
14 En de hemel is weggeweken, als een boek, dat toegerold wordt; en alle bergen en eilanden zijn bewogen uit hun plaatsen.
୧୪ବାଦଲ୍‌ ଦୁଇପଡା ଅଇଗାଲା ଆରି କାଗଜ୍‌ପାରା ଗୁଡିଆଇଅଇଲା । ଗଟେକ୍‌ ଗଟେକ୍‌ ଡଙ୍ଗର୍‌ ଆରି ଚାରିବେଟ୍‌ତି ପାନିରଇ ମଜାଇ ରଇବା ସୁକ୍‌ଲା ଜାଗା ତାର୍‌ ଜାଗାଇ ଅନି ଅସକ୍‌ଲାଇ ।
15 En de koningen der aarde, en de groten, en de rijken, en de oversten over duizend, en de machtigen, en alle dienstknechten, en alle vrijen, verborgen zichzelven in de spelonken, en in de steenrotsen der bergen;
୧୫ତାର୍‌ପଚେ ଏ ଜଗତର୍‌ ରାଜାମନ୍‌, ସାସନ୍‌କାରିଆମନ୍‌, ସନିଅର୍‌ ନେତାମନ୍‌, ସାଉକାର୍‌ ଆରି ବେସି ବପୁରଇବା ଲକ୍‌ମନ୍‌, ବନ୍ଦିରଇବା ଆରି ମୁକ୍‌ଲିରଇବା ଲକ୍‌ମନ୍‌ ସେନ୍ତାରି ସବୁଲକ୍‌ମନ୍‌ ପାଆରେ ଆରି ଡଙ୍ଗ୍‌ରେ ରଇବା ବଡ୍‌ ପାକ୍‌ନା ତଲେ ଜାଇ ଲୁଚ୍‌ଲାଇ ।
16 En zeiden tot de bergen en tot de steenrotsen: Valt op ons, en verbergt ons van het aangezicht Desgenen, Die op den troon zit, en van den toorn des Lams.
୧୬ସେମନ୍‌ ଆମ୍‌କେ ଦୟା କର୍‌ ବଲି ବାବୁଜିଆ କଲାଇ । ଆରି ଡଙ୍ଗର୍‌ମନ୍‌କେ ଆରି ପାକ୍‌ନାମନ୍‌କେ ଆଉଲିଅଇକରି କଇଲାଇ, “ଆମର୍‌ ଉପ୍‌ରେ ଅଦ୍‌ରା ଆରି ଆମ୍‌କେ ଆଡୁକା ଉଆ । ଜେନ୍ତାରି କି ଜେ ବସ୍‍ବା ଜାଗାଇ ବସିଆଚେ, ସେ ଆମ୍‌କେ ନ ଦେକେ । ଆରି ମେଣ୍ଡାର୍‌ ବଡ୍‌ ରିସାଇଅନି ଆମେ ରକିଆ ପାଇବୁ ।
17 Want de grote dag Zijns toorns is gekomen, en wie kan bestaan?
୧୭କାଇକେବଇଲେ ତାର୍‌ ରିସା ବେସି ରିସାର୍‌ ଦିନ୍‌ ଆଇଲାଆଚେ । ଆରି ଆମେ ସେଟା ମୁର୍‌ଚିରଇ ନାପାରୁ ।”

< Openbaring 6 >