< Openbaring 10 >
1 En ik zag een anderen sterken engel, afkomende van den hemel, die bekleed was met een wolk; en een regenboog was boven zijn hoofd; en zijn aangezicht was als de zon, en zijn voeten waren als pilaren van vuur.
ତାର୍ହଃଚେ ମୁଁୟ୍ ଆରେକ୍ ଗଟେକ୍ ସଃକ୍ତିମାନ୍ ଦୁତ୍କେ ସଃର୍ଗେ ହୁଣି ଉତ୍ରି ଆସ୍ତାର୍ ଦଃକ୍ଲେ; ସେ ମେଗେ ଡାହି ଅୟ୍ରିଲା, ତାର୍ ମୁଣ୍ଡ୍ ଉହ୍ରେ ଲିଙ୍ଗିଲାଟି, ତାର୍ ମୁଉଁ ବେଳ୍ ହର୍ ଆର୍ ହାଦ୍ ଜୟ୍ ମୁଣ୍ଡା ହର୍ ।
2 En hij had in zijn hand een boeksken, dat geopend was; en hij zette zijn rechtervoet op de zee, en den linker op de aarde.
ତାର୍ ଆତେ ଗଟେକ୍ ଉଗାଳା ରିଲା ସାନ୍ ବଇ ରିଲି । ସେ ଅଃହ୍ଣାର୍ କାତାହାଦ୍ ସଃମ୍ନ୍ଦ୍ ଉହ୍ରେ ଆର୍ ଡେବ୍ରିହାଦ୍ ହୁର୍ତି ଉହ୍ରେ ସଃଙ୍ଗାୟ୍ କଃରି,
3 En hij riep met een grote stem, gelijkerwijs een leeuw brult; en als hij geroepen had, spraken de zeven donderslagen hun stemmen.
ସିମାବାଗ୍ ଗଃର୍ଜ୍ଲା ହର୍ ଗଃର୍ଜାଣ୍ ସଃବଦେ କୁଦି କୟ୍ଲା, ସେ କୁଦି କୟ୍ଲା ଦାହ୍ରେ ସାତ୍ଗଟ୍ ମେଗ୍ ଗଃର୍ଜାଣ୍ ଅଃହ୍ଣା ଅଃହ୍ଣାର୍ ସଃବ୍ଦ୍ ସୁଣାୟ୍ଲାୟ୍ ।
4 En toen de zeven donderslagen hun stemmen gesproken hadden, zo zou ik ze geschreven hebben; en ik hoorde een stem uit den hemel, die tot mij zeide: Verzegel hetgeen de zeven donderslagen gesproken hebben, en schrijf dat niet.
ସେ ସାତ୍ଗଟ୍ ମେଗ୍ ଗଃର୍ଜାଣ୍ ଅଃହ୍ଣା ଅଃହ୍ଣାର୍ ସଃବ୍ଦ୍ ସୁଣାୟ୍ଲା ଦାହ୍ରେ ମୁଁୟ୍ ଲେକୁକ୍ ଜାତିରିଲେ, ସଃଡେବଃଳ୍ ମୁଁୟ୍ ମର୍ ହାକ୍ ଅଃଗାସେ ହୁଣି ଆୟ୍ଲା ଇ କଃତା ସୁଣ୍ଲେ, “ସେ ସାତ୍ଗଟ୍ ମେଗ୍ ଗଃର୍ଜାଣ୍ ଜାୟ୍ସଃବୁ ସୁଣାୟ୍ଲାୟ୍, ସେ ସଃବୁ ମୁଦ୍ରା ମାରିକଃରି ସଃଙ୍ଗାଉ, ଲେକ୍ ନାୟ୍ ।”
5 En de engel, dien ik zag staan op de zee, en op de aarde, hief zijn hand op naar den hemel.
ତାର୍ହଃଚେ ଜୁୟ୍ ଦୁତ୍କେ ମୁଁୟ୍ ସଃମ୍ନ୍ଦ୍ ଆର୍ ହୁର୍ତି ଉହ୍ରେ ଟିଆ ଅଃଉତାର୍ ଦଃକିରିଲେ, ସେ ଅଃହ୍ଣାର୍ କାତାଆତ୍ ସଃର୍ଗ୍ ବାଟ୍ ଉଟାୟ୍,
6 En hij zwoer bij Dien, Die leeft in alle eeuwigheid, Die den hemel geschapen heeft en hetgeen daarin is, en de aarde en hetgeen daarin is, en de zee en hetgeen daarin is, dat er geen tijd meer zal zijn; (aiōn )
ଜେ ସଃର୍ଗ୍, ହୁର୍ତି, ସଃମ୍ନ୍ଦ୍ ଆର୍ ସେ ବିତ୍ରେ ରିଲା ସଃବୁ ବିସୟ୍ ଉବ୍ଜାୟ୍ ଆଚେ, ସେ ସଃବୁବଃଳ୍ ଜିବନ୍ ରେତା ଲକାର୍ ନାଉଁଏ ସଃୟ୍ତ୍ କଃରି କୟ୍ଲା, ଆର୍ ବିଲମ୍ ନାୟ୍; (aiōn )
7 Maar in de dagen der stem des zevenden engels, wanneer hij bazuinen zal, zo zal de verborgenheid Gods vervuld worden, gelijk Hij Zijn dienstknechten, den profeten, verkondigd heeft.
ମଃତର୍ ଇସ୍ୱର୍ ଅଃହ୍ଣାର୍ ସେବାକାରି ବାବ୍ବାଦିମଃନାର୍ ହାକ୍ ଜାଣାୟ୍ଲା ବଃଲ୍ କବୁର୍ ହଃର୍କାରେ ସାତ୍ ଲଃମ୍ବର୍ ଦୁତ୍ କଃତା ପର୍ଚାର୍ କଃର୍ତା ବଃଳ୍, ବଃଲେକ୍ ଜଃଡେବଃଳ୍ ସେ ତୁରି ସଃବ୍ଦ୍ କଃରୁକେ ଜାୟ୍ଦ୍, ସଃଡେବଃଳ୍ ଇସ୍ୱରାର୍ ବିତ୍ରି ଜଃଜ୍ନା ହେଁ ହୁରୁଣ୍ କଃରେଦ୍ ।
8 En de stem, die ik gehoord had uit den hemel, sprak wederom met mij, en zeide: Ga henen, neem het boeksken, dat geopend en in de hand des engels is, die op de zee en op de aarde staat.
ଆରେକ୍ ମୁୟ୍ ଅଃଗାସେ ହୁଣି ଜୁୟ୍ ସଃବ୍ଦ୍ ସୁଣ୍ଲେ, ସେରି ଆରେକ୍ ଗଟ୍ତର୍ ମର୍ ହାକ୍ ସଃବ୍ଦ୍ କଃରି କୟ୍ଲା, ଜାଆ, ସଃମ୍ନ୍ଦ୍ ଆର୍ ହୁର୍ତି ଉହ୍ରେ ଟିଆ ଅୟ୍ରିଲା ଦୁତାର୍ ଆତେ ଜୁୟ୍ ପୁସ୍ତକ୍ ଉଗାଳା ଆଚେ, ସେରି ନେଏ ।
9 En ik ging henen tot den engel, zeggende tot hem: Geef mij dat boeksken. En hij zeide tot mij: Neem dat en eet het op; en het zal uw buik bitter maken, maar in uw mond zal het zoet zijn als honig.
ସେତାକ୍ ମୁଁୟ୍ ସେ ଦୁତାର୍ ଲଃଗେ ଜାୟ୍ ସାନ୍ ବଇ ମକ୍ ଦେଉଁକ୍ ତାକ୍ କୟ୍ଲେ । ସେ ମକ୍ କୟ୍ଲା, ଇରି ନଃୟ୍ କାଆ; ଇରି ତର୍ ହେଟ୍କେ ହିତା କଃରେଦ୍, ମଃତର୍ ତର୍ ଟଣ୍ଡ୍କେ ଇରି ମଃଉଁ ହର୍ ସୁଆଦ୍ ଲାଗେଦ୍ ।
10 En ik nam dat boeksken uit de hand des engels, en ik at dat op; en het was in mijn mond zoet als honig, en als ik het gegeten had, werd mijn buik bitter.
ସେତାକ୍ ମୁଁୟ୍ ଦୁତାର୍ ଆତେ ହୁଣି ସେ ସାନ୍ ବଇକ୍ ନଃୟ୍ ସେରି କାୟ୍ଲେ; ସେରି ମର୍ ଟଣ୍ଡ୍କେ ମଃଉଁ ହର୍ ସୁଆଦ୍ ଲାଗ୍ଲି, ମଃତର୍ ସେରି କାୟ୍ଲା ହଃଚେ ମର୍ ହେଟ୍ ହିତା ଅୟ୍ଗଃଲି ।
11 En hij zeide tot mij: Gij moet wederom profeteren voor vele volken, en natien, en talen, en koningen.
ତାର୍ହଃଚେ ମକ୍ କଃଉଆ ଅୟ୍ଲି, ଗାଦେକ୍ ବଃଉଁସ୍, ଜାତି, ବିନ୍ବିନ୍ ବାସାର୍ ଲକ୍ମଃନ୍ ଆର୍ ରଃଜାମଃନାର୍ ବିସୟେ ତକ୍ ଆରେକ୍ ଗଟ୍ତର୍ ବାବ୍ବାଣି କଃଉଁକେ ଅୟ୍ଦ୍ ।