< Mattheüs 8 >
1 Toen Hij nu van den berg afgeklommen was, zijn Hem vele scharen gevolgd.
ଜିସୁ ହଃର୍ବାତେ ହୁଣି ଉତ୍ରି ଆୟ୍ଲାକ୍, ଗାଦେକ୍ ଲକ୍ ତାର୍ ହଃଚେ ହଃଚେ ଗଃଳାୟ୍ ।
2 En ziet, een melaatse kwam, en aanbad Hem, zeggende: Heere! indien Gij wilt, Gij kunt mij reinigen.
ଆର୍ ଗଟେକ୍ ବଃଡ୍ ରଗି ତାର୍ ତଃୟ୍ ଆସି ଜୁଆର୍ କଃରି କୟ୍ଲା, “ଏ ମାପ୍ରୁ, ତୁୟ୍ ଜଦି ମଃନ୍ କଃଲେକ୍ ମକ୍ ଉଜ୍ କଃରୁ ହାର୍ସି ।”
3 En Jezus, de hand uitstrekkende, heeft hem aangeraakt, zeggende: Ik wil, word gereinigd! En terstond werd hij van zijn melaatsheid gereinigd.
ସେତାକ୍ ଜିସୁ ଆତ୍ ଲାମାୟ୍ ତାକ୍ ଚୁୟ୍କଃରି କୟ୍ଲା, “ମୁଁୟ୍ ମଃନ୍ କଃରୁଲେ, ତୁୟ୍ ଉଜ୍ ଅଃଉ ।” ସେଦାହ୍ରେ ତାର୍ ବଃଡ୍ ରଗେହୁଣି ଉଜ୍ ଅୟ୍ଲା ।
4 En Jezus zeide tot hem: Zie, dat gij dit niemand zegt; maar ga heen, toon uzelven den priester, en offer de gave, die Mozes geboden heeft, hun tot een getuigenis.
ଆର୍ ଜିସୁ ତାକ୍ କୟ୍ଲା, “ଦୁକ୍, ଇ କଃତା କାକେ କଃଉନାୟ୍, ମଃତର୍, ଜାଜକ୍ ଲଃଗେ ଦଃକାୟ୍ ଅଃଉ, ଆରେକ୍ ମସା ଜୁୟ୍ ବେଟି ଦେଉଁକେ ଆଦେସ୍ ଦିଲା ଆଚେ, ସେରି ସେମଃନାର୍ ଚଃମେ ତୁୟ୍ ଉଜ୍ ଅୟ୍ ଆଚ୍ସି ବଃଲି ସାକି ଦେଉଁକେ ଦାନ୍ ଦେସ୍ ।”
5 Als nu Jezus te Kapernaum ingegaan was, kwam tot Hem een hoofdman over honderd, biddende Hem,
ଜିସୁ କପୁର୍ନାହୁମ୍ ଗଃଳେ ଆୟ୍ଲାକ୍, ଗଟେକ୍ ସଏ ସଃଇନାର୍ ଅଃଦିକାରି ତାର୍ ଚଃମେ ଆସି ଗଃଉଆରି କଃରି କୟ୍ଲା,
6 En zeggende: Heere! mijn knecht ligt te huis geraakt, en lijdt zware pijnen.
“ଏ ମାପ୍ରୁ, ମର୍ ଦଃଙ୍ଗ୍ଳା ଏକ୍ଅଃଙ୍ଗି ରଗେ ହଃଳିକଃରି ବଃଡେ କଃସ୍ଟ୍ ହାୟ୍ ଗଃରେ ଟାଟାୟ୍ ସଇଆଚେ ।”
7 En Jezus zeide tot hem: Ik zal komen en hem genezen.
ଜିସୁ ତାକ୍ କୟ୍ଲା, “ମୁଁୟ୍ ଜାୟ୍ ତାକ୍ ଉଜ୍ କଃରିନ୍ଦ୍ ।”
8 En de hoofdman over honderd, antwoordende, zeide: Heere! ik ben niet waardig, dat Gij onder mijn dak zoudt inkomen; maar spreek alleenlijk een woord, en mijn knecht zal genezen worden.
ମଃତର୍ ସେ ମୁଳିକା ସଃଇନ୍ ଉତୁର୍ ଦିଲା, “ମାପ୍ରୁ, ତୁୟ୍ ଜେ ମର୍ ଗଃରେ ହାଦ୍ ହଃକାଉସି ମୁଁୟ୍ ଅଃନ୍କା ଜୟ୍ଗ୍ ନାୟ୍, ମଃତର୍ ତୁୟ୍ ହଃଦେକ୍ କଃଉ, ମର୍ ଦଃଙ୍ଗ୍ଳା ଉଜ୍ ଅୟ୍ଦ୍ ।
9 Want ik ben ook een mens onder de macht van anderen, hebbende onder mij krijgsknechten; en ik zeg tot dezen: Ga! en hij gaat; en tot den anderen: Kom! en hij komt; en tot mijn dienstknecht: Doe dat! en hij doet het.
ବଃଲେକ୍ ମୁଁୟ୍ ମର୍ ଉହ୍ରାର୍ ଅଃଦିକାରି ତଃଳେ ରେତା ଲକ୍ ଅୟ୍ଲେକ୍ ହେଁ ମର୍ ତଃଳେ ସଃଇନ୍ମଃନ୍ ଆଚ୍ତି; ମୁଁୟ୍ ଗଟ୍ ଲକ୍କେ, ‘ଜାଆ!’ ବଃଲେକ୍ ସେ ଜାୟ୍ଦ୍, ଆରେକ୍ ଗଟ୍ଲକ୍କେ, ‘ଆଉ!’ ବଃଲେକ୍ ସେ ଆସେଦ୍; ଆର୍ ମର୍ ଗତିଦଃଙ୍ଗ୍ଳାକ୍, ଇରି କଃର୍! ବଃଲେକ୍ ସେ କଃରେଦ୍ ।”
10 Jezus nu, dit horende, heeft Zich verwonderd, en zeide tot degenen, die Hem volgden: Voorwaar zeg Ik u, Ik heb zelfs in Israel zo groot een geloof niet gevonden.
ଜିସୁ ଇରି ସୁଣି କାବା ଅୟ୍ ହଃଚ୍ ବାଟ ଆସ୍ତା ଲକ୍କେ କୟ୍ଲା, “ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଇସ୍ରାଏଲ୍ ବିତ୍ରେ ଅଃଡେକ୍ ବଃଡ୍ ବିସ୍ୱାସ୍ ନଃହାୟ୍ଁ ।
11 Doch Ik zeg u, dat velen zullen komen van oosten en westen en zullen met Abraham, en Izak, en Jakob, aanzitten in het Koninkrijk der hemelen;
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଗାଦେକ୍ ଲକ୍ ଉଦ୍ତି ଆର୍ ବୁଡ୍ତି ବାଟ୍ହୁଣି ଆସି ଅବ୍ରାହାମ୍, ଇସାକ୍ ଆର୍ ଜାକୁବକ୍ ସଃଙ୍ଗ୍ ସଃର୍ଗ୍ ରାଇଜେ ବଜି କାଉଁକେ ବଃସ୍ତି ।
12 En de kinderen des Koninkrijks zullen uitgeworpen worden in de buitenste duisternis; aldaar zal wening zijn, en knersing der tanden.
ମଃତର୍ ଜୁୟ୍ ଲକ୍ମଃନ୍ ସେ ରାଇଜେ ରେତା କଃତା, ସେମଃନ୍କେ ହଃଦାୟ୍ ଅଃନ୍ଦାରେ ହଃକାଅୟଃଦ୍, ସେତି କାନ୍ଦ୍ତି ଆର୍ ଦାତ୍ ଚାବି ଅଃଉତି ।”
13 En Jezus zeide tot den hoofdman over honderd: Ga heen, en u geschiede, gelijk gij geloofd hebt. En zijn knecht is gezond geworden te dierzelver ure.
ଆର୍ ଜିସୁ ସଃଇନ୍ ଅଃଦିକାରିକ୍ କୟ୍ଲା, “ଜାଆ, ତୁୟ୍ ଜଃନ୍କଃରି ବିସ୍ୱାସ୍ କଃରି ଆଚ୍ସି, ତର୍ ଉହ୍ରେ ସେନ୍ ଅଃଉଅ ।” ସେଦାହ୍ରେ ସେ ଦଃଙ୍ଗ୍ଳା ଉଜ୍ ଅୟ୍ଲା ।
14 En Jezus gekomen zijnde in het huis van Petrus, zag zijn vrouws moeder te bed liggen, hebbende de koorts.
ହଃଚେ ଜିସୁ ପିତର୍ ଗଃରେ ଆସି, ପିତରାର୍ ସଃତୁର୍ସି ଜଃରାର୍ ଗିନେ ଟାଟାୟ୍ ସଇରିଲାର୍ ଦଃକ୍ଲା;
15 En Hij raakte haar hand aan, en de koorts verliet haar; en zij stond op, en diende henlieden.
ସେତାକ୍ ଜିସୁ ତାର୍ ଆତେ ଚୁୟ୍ଲାକ୍ ତାର୍ ଜଃର୍ ଚାଡ୍ଲି, ଆର୍ ସେ ଉଟି ତାର୍ ସେବା କଃରୁକେ ଦଃର୍ଲି ।
16 En als het laat geworden was, hebben zij velen, van den duivel bezeten, tot Hem gebracht, en Hij wierp de boze geesten uit met den woorde, en Hij genas allen, die kwalijk gesteld waren;
ସଃଞ୍ଜ୍ ଅୟ୍ଲାକ୍ ଲକ୍ମଃନ୍ ଗାଦାଗଟ୍ ବୁତ୍ ଡଃସ୍ଲାର୍ ଲକ୍ମଃନ୍କେ ଜିସୁର୍ ହାକ୍ ଆଣ୍ଲାୟ୍, ସେତାକ୍ ସେ ଗଟେକ୍ କଃତାୟ୍ ସେମଃନାର୍ ବୁତ୍ ଚାଡାୟ୍ଲା, ଆର୍ ସଃବୁ ମଃଳୁହଃଳ୍ଲା ଲକ୍କେ ଉଜ୍ କଃଲା ।
17 Opdat vervuld zou worden, dat gesproken was door Jesaja, den profeet, zeggende: Hij heeft onze krankheden op Zich genomen, en onze ziekten gedragen.
ଇରଃକମ୍ ସେ ଜିସାୟ୍ ବାବ୍ବାଦି କୟ୍ରିଲା କଃତା ହୁରୁଣ୍ କଃଲା, “ସେ ନିଜେ ଅଃମିମଃନାର୍ ନିଗାଳ୍ ସଃବୁ ନିଲା ଆର୍ ବ୍ୟାଦି ସଃବୁ ବୟ୍ଲା ।”
18 En Jezus, vele scharen ziende rondom Zich, beval aan de andere zijde over te varen.
ଜିସୁ ଅଃହ୍ଣାର୍ ଚାରିହାକାର୍ ଲକ୍ମଃନ୍କେ ଦଃକି ତାର୍ ଚେଲାମଃନ୍କେ ସଃମ୍ନ୍ଦାର୍ ସେହାଟିକ୍ ଜଃଉଁକେ କୟ୍ଲା ।
19 En er kwam een zeker Schriftgeleerde tot Hem, en zeide tot Hem: Meester! ik zal U volgen, waar Gij ook henengaat.
ଆରେକ୍ ଗଟେକ୍ ସାସ୍ତ୍ରି ତାର୍ ଚଃମେ ଆସି କୟ୍ଲା, “ଏ ଗୁରୁ, ତୁୟ୍ ଜୁୟ୍ତି ଗଃଲେକ୍ ହେଁ, ମୁଁୟ୍ ତର୍ ହଃଚେ ହଃଚେ ଆସିନ୍ଦ୍ ।”
20 En Jezus zeide tot hem: De vossen hebben holen, en de vogelen des hemels nesten; maar de Zoon des mensen heeft niet, waar Hij het hoofd nederlegge.
ସେତାକ୍ ଜିସୁ ତାକ୍ କୟ୍ଲା, “କଲ୍ୟାର୍ ହାର୍ ଆଚେ, ଅଃଗାସ୍ ଉହ୍ରାର୍ ଚେଳେମଃନାର୍ ବାସା ଆଚେ, ମଃତର୍ ନଃରାର୍ ହୟ୍ସିର୍ ମୁଣ୍ଡ୍ ଗୁଞ୍ଜୁକେ ଟାଣ୍ ନାୟ୍ ।”
21 En een ander uit Zijn discipelen zeide tot Hem: Heere! laat mij toe, dat ik eerst heenga, en mijn vader begrave.
ଆରେକ୍ ଚେଲାମଃନାର୍ ବିତ୍ରେ ଆରେକ୍ ଏକ୍ଲା କୟ୍ଲା, “ଏ ମାପ୍ରୁ, ହଃର୍ତୁ ଜାୟ୍ ମର୍ ଉବାକ୍ ବେଟି ହଃକାଉଁକ୍ ମକ୍ ଚାଡି ଦେ ।”
22 Doch Jezus zeide tot hem: Volg Mij, en laat de doden hun doden begraven.
ମଃତର୍ ଜିସୁ ତାକ୍ କୟ୍ଲା, “ମର୍ ହଃଚେ ହଃଚେ ଆଉ, ମଃଲା ଲକ୍କେ ଅଃହ୍ଣା ଅଃହ୍ଣାର୍ ମଃଲା ଲକ୍ମଃନ୍କେ ବେଟି ହଃକାଉଁକ୍ ଚାଡି ଦେସ୍ ।”
23 En als Hij in het schip gegaan was, zijn Hem Zijn discipelen gevolgd.
ଜିସୁ ଡଙ୍ଗାୟ୍ ଚଃଗ୍ଲାକେ, ତାର୍ ଚେଲାମଃନ୍ ତାର୍ ହଃଚେ ହଃଚେ ଜଃଉଁକେ ଦଃର୍ଲାୟ୍ ।
24 En ziet, er ontstond een grote onstuimigheid in de zee, alzo dat het schip van de golven bedekt werd; doch Hij sliep.
ଆର୍ ତଃତ୍କାଣ୍ ସଃମ୍ନ୍ଦେ ଅଃପର୍ବଳ୍ ବାଉବଃତାସ୍ ଅୟ୍ଲି, ଆର୍ ଉଲାଳେ ଡଙ୍ଗା ବୁଡୁକ୍ ଦଃର୍ଲି, ମଃତର୍ ଜିସୁ ସୟ୍ରିଲା ।
25 En Zijn discipelen, bij Hem komende, hebben Hem opgewekt, zeggende: Heere, behoed ons, wij vergaan!
ଆର୍ ସେମଃନ୍ ଜିସୁର୍ ଲଃଗେ ଆସି ତାକ୍ ଉଟାୟ୍ କଃରି କୟ୍ଲାୟ୍, “ଏ ମାପ୍ରୁ, ବଚାଉ, ନୟ୍ଲେକ୍ ଅଃମି ବୁଡି ମଃରୁନ୍ଦ୍ ।”
26 En Hij zeide tot hen: Wat zijt gij vreesachtig, gij kleingelovigen? Toen stond Hij op, en bestrafte de winden en de zee; en er werd grote stilte.
ଜିସୁ ସେମଃନ୍କେ କୟ୍ଲା, “ଏ ଅଃଳକ୍ ବିସ୍ୱାସିମଃନ୍, ତୁମିମଃନ୍ କାୟ୍କଃରୁକ୍ ଅଃତେକ୍ ଡିରୁଲାସ୍?” ସଃଡେବଃଳ୍ ଜିସୁ ଉଟି ସଃମଃନ୍ଦ୍ ଆର୍ ବାଉକେ ତିର୍ ଅଃଉଁକେ ଆଡର୍ ଦିଲା, ଆର୍ ସଃବୁ ତିର୍ ଅୟ୍ଲି ।
27 En de mensen verwonderden zich, zeggende: Hoedanig een is Deze, dat ook de winden en de zee Hem gehoorzaam zijn!
ସେତାକ୍ ଲକ୍ମଃନ୍ କାବା ଅୟ୍ କୟ୍ଲାୟ୍, “ଏ କଃନ୍କା ଲକ୍, ବାଉ ଆର୍ ସଃମ୍ନ୍ଦ୍ ହେଁ ତାର୍ କଃତା ମାନୁଲାୟ୍ ।”
28 En als Hij over aan de andere zijde was gekomen in het land der Gergesenen, zijn Hem twee, van den duivel bezeten, ontmoet, komende uit de graven, die zeer wreed waren, alzo dat niemand door dien weg kon voorbij gaan.
ହଃଚେ ସେହାଟି ଗଦରିୟମଃନାର୍ ହଲିକେ ଜିସୁ ହଚ୍ଲାକ୍, ବୁତ୍ ଡଃସ୍ଲାର୍ ଦୁୟ୍ ଲକ୍ ମଃସୁଣ୍ କାଲେ ହୁଣି ବାରାୟ୍ ତାକେ ବେଟ୍ ଅୟଃଲାୟ୍ । ସେମଃନ୍ ଅଃନାୟ୍ ସଃକ୍ତି ରିଲାୟ୍ ଜେ, ସେ ବାଟ୍ ଦଃୟ୍ କେହେଁ ଜାଆ ଆସ୍ କଃରୁ ନଃହାର୍ତି ରିଲାୟ୍ ।
29 En ziet, zij riepen, zeggende: Jezus, Gij Zone Gods! wat hebben wij met U te doen? Zijt Gij hier gekomen om ons te pijnigen voor den tijd?
ଆର୍ ସେଦାହ୍ରେ ସେମଃନ୍ ବେଲ୍କି ଅୟ୍କଃରି କୟ୍ଲାୟ୍, “ଏ ଇସ୍ୱରାର୍ ହୟ୍ସି, ତର୍ ସଃଙ୍ଗ୍ ଅଃମାର୍ କାୟ୍ରି ଆଚେ? ବେଳା ନଃଉତ୍ ତୁୟ୍ କି ଅଃମିମଃନ୍କେ ଡଃଣ୍ଡ୍ ଦେଉଁକେ ଇତି ଆୟ୍ଲିସ୍?”
30 En verre van hen was een kudde veler zwijnen, weidende.
ଆର୍ ସେମଃନାର୍ ତଃୟ୍ହୁଣି ଦୁରିକେ ଗଟ୍ ଗୁସ୍ରା ମଃନ୍ଦା ଚଃର୍ତିରିଲାୟ୍ ।
31 En de duivelen baden Hem, zeggende: Indien Gij ons uitwerpt, laat ons toe, dat wij in die kudde zwijnen varen.
ସେତାକ୍ ବୁତ୍ମଃନ୍ ଜିସୁକେ ଗଃଉଆରି କଃରି କଃଉଁକେ ଦଃର୍ଲାୟ୍, “ତୁୟ୍ ଜଦି ଅଃମିମଃନ୍କ୍ ଚାଡାଉସି, ତଃବେ ଗୁସ୍ରା ମଃନ୍ଦାର୍ ବିତ୍ରେ ହଃଟାଉ ।”
32 En Hij zeide tot hen: Gaat heen. En zij uitgaande, voeren heen in de kudde zwijnen; en ziet, de gehele kudde zwijnen stortte van de steilte af in de zee, en zij stierven in het water.
ଜିସୁ ସେମଃନ୍କେ କୟ୍ଲା, “ଜାହା ।” ସେତାକ୍ ସେମଃନ୍ ବାରାୟ୍ ଗୁସ୍ରାମଃନାର୍ ବିତ୍ରେ ହୁର୍ଲାୟ୍, ଆର୍ ଗୁସ୍ରା ମଃନ୍ଦା ସଃବୁ ରସେ ଦଃବ୍ଳି ଜାୟ୍ ସଃମଃନ୍ଦ୍ କଃଣ୍ଡାୟ୍ ହୁଣି ଆସି ସଃମଃନ୍ଦ୍ ବିତ୍ରେ ଅଦ୍ରି ବୁଡି ମଃଲାୟ୍ ।
33 En die ze weidden, zijn gevlucht; en als zij in de stad gekomen waren, boodschapten zij al deze dingen, en wat den bezetenen geschied was.
ଆରେକ୍ ଚଃରାଉତା ଲକ୍ମଃନ୍ ହଃଳାୟ୍ ଗଃଳାୟ୍ ଆର୍ ଗଃଳ୍ ବିତ୍ରେ ଜାୟ୍ ସଃବୁ କଃତା ଆର୍ ବୁତ୍ ଡଃସ୍ଲାର୍ ଲକ୍କେ ଜାୟ୍ ଜାୟ୍ରି ଗଃଟିରିଲି ସେରିମଃନ୍ ଜାଣାୟ୍ଲାୟ୍ ।
34 En ziet, de gehele stad ging uit, Jezus tegemoet; en als zij Hem zagen, baden zij, dat Hij uit hun landpalen wilde vertrekken.
ଆର୍ ଗଃଳ୍ ବିତ୍ରାର୍ ସଃବୁ ଲକ୍ ଜିସୁକେ ବେଟ୍ ଅଃଉଁକେ ବାରାୟ୍ ଆୟ୍ଲାୟ୍, ଆର୍ ତାକ୍ ଦଃକି ସେମଃନାର୍ ସଃନ୍ଦାୟ୍ ହୁଣି ବାରାୟ୍ ଜଃଉଁକେ ଗଃଉଆରି କଃଲାୟ୍ ।