< Mattheüs 5 >

1 En Jezus, de schare ziende, is geklommen op een berg, en als Hij nedergezeten was, kwamen Zijn discipelen tot Hem.
ଜିସୁ ଜବର୍‌ ଲକ୍‌ମନ୍‌ ତାର୍‌ଟାନେ ଆଇବାଟା ଦେକି ଡଙ୍ଗର୍‌ ଉପ୍‌ରେ ଜାଇ ବସ୍‌ଲା । ସିସ୍‌ମନ୍‌ ତାକେ ଚାରିବେଡ୍‌ତି ଗେରି ରଇଲାଇ ।
2 En Zijn mond geopend hebbende, leerde Hij hen, zeggende:
ସେବେଲେ ଜିସୁ ସେମନ୍‌କେ ସିକିଆ ଦେଇ କଇବାର୍‌ ଦାର୍‌ଲା ।
3 Zalig zijn de armen van geest; want hunner is het Koninkrijk der hemelen.
“ଜନ୍‌ ଲକ୍‌ମନ୍‌ ଆତ୍‌ମାଇ କାକୁର୍‌ତି ଅଇଆଚତ୍‌, ସେମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସରଗ୍‌ ରାଇଜ୍‌ ତାକର୍‌ଟା ।”
4 Zalig zijn die treuren; want zij zullen vertroost worden.
ଦୁକେ ରଇବା ଲକ୍‌ମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ପର୍‌ମେସର୍‌ ସେମନର୍‌ ଦୁକ୍‌ ସାରାଇସି ।
5 Zalig zijn de zachtmoedigen; want zij zullen het aardrijk beerven.
ସୁଆଲେ ରଇବା ଲକ୍‌ମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସେମନ୍‌ ପର୍‌ମେସର୍‌ ସପତ୍‌ କରିରଇବା ବିସଇ ମିଲାଇବାଇ ।
6 Zalig zijn die hongeren en dorsten naar de gerechtigheid; want zij zullen verzadigd worden.
ଜନ୍‌ ଲକ୍‌ମନ୍‌ ପର୍‌ମେସରର୍‌ ମନ୍‍ କଲା ଇସାବେ କାମ୍‌ କର୍‌ବାକେ ଆସା କର୍‌ବାଇ, ତାକର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ପର୍‌ମେସର୍‌ ସେମନ୍‍କେ ସାର୍‌ଦା କରାଇସି ।
7 Zalig zijn de barmhartigen; want hun zal barmhartigheid geschieden.
ବିନ୍‌ ଲକ୍‌ମନ୍‌କେ ଦୟା ଦେକାଇବା ଲକ୍‌ମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସେମନ୍‌କେ ପର୍‌ମେସର୍‌ ଦୟା କର୍‌ସି ।
8 Zalig zijn de reinen van hart; want zij zullen God zien.
ମନ୍‌ ବିତ୍‌ରେ ନିର୍‌ମଲ୍‌ ରଇଲା ଲକ୍‌ମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସେମନ୍‌କେ ପର୍‌ମେସରର୍‌ ଦର୍‌ସନ୍‌ ମିଲ୍‌ସି ।
9 Zalig zijn de vreedzamen; want zij zullen Gods kinderen genaamd worden.
ସାନ୍ତିର୍‌ ପାଇ କାମ୍‌ କର୍‌ବା ଲକ୍‌ମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସେମନ୍‌ ପର୍‌ମେସରର୍‌ ପିଲାଟକି ବଲି ନାମାଇ ଅଇବାଇ ।
10 Zalig zijn die vervolgd worden om der gerechtigheid wil; want hunner is het Koninkrijk der hemelen.
୧୦ଜନ୍‌ ଲକ୍‌ମନ୍‌ ପର୍‌ମେସରର୍‌ ମନ୍‍ କଲା ଇସାବେ କାମ୍‌ କରି ଦୁକ୍‌ କସ୍‌ଟ ପାଇବାଇ, ସେମନର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ସରଗ୍‌ ରାଇଜ୍‌ ତାକର୍‌ଟା ।
11 Zalig zijt gij, als u de mensen smaden, en vervolgen, en liegende alle kwaad tegen u spreken, om Mijnentwil.
୧୧“ମକେ ବିସ୍‌ବାସ୍‌ କର୍‌ବାର୍‍ ଲାଗି ତମ୍‌କେ ଲକ୍‌ମନ୍‌ ନିନ୍ଦା ଆରି କସ୍‌ଟ ଦେବାଇ, ଆରି ଚୁଚାଇ ତମର୍‌ ବିରୁଦେ ମିଚ୍‌ କାତା କଇବାଇ, ନିଜ୍‌କେ କେଡେ କରମର୍‌ ଲକ୍‌ ବଲି ମନେ କରା ।
12 Verblijdt en verheugt u; want uw loon is groot in de hemelen; want alzo hebben zij vervolgd de profeten, die voor u geweest zijn.
୧୨ସାର୍‌ଦା ଅଇ ସାର୍‌ଦାଇ ରୁଆ, କାଇକେବଇଲେ ସର୍‌ଗେ ତମର୍‌ ପାଇ ବଡ୍‌ ପୁରୁସ୍‌କାର୍‌ ସଙ୍ଗଇଲା ଆଚେ । ମନେରକା ସେନ୍ତାରି ତମର୍‌ ଆଗ୍‌ତୁ ରଇଲା ବବିସତ୍‍ବକ୍‍ତାମନ୍‍ ମିସା ଦୁକ୍‌ପାଇ ରଇଲାଇ ।”
13 Gij zijt het zout der aarde; indien nu het zout smakeloos wordt, waarmede zal het gezouten worden? Het deugt nergens meer toe, dan om buiten geworpen, en van de mensen vertreden te worden.
୧୩“ତମେ ସବୁ ମୁନୁସ୍‌ ଜାତିର୍‌ପାଇ ନୁନ୍‌ ପାରା । ମାତର୍‌ ନୁନ୍‌ ଜଦି ସୁଆଦ୍‌ ଆରାଇସି, ତେବେ ସେଟା କେନ୍ତି କରିଆ ଅଇସି? ସେଟା ଆରି କାଇ କାମେ ନ ଆସେ, ତେବେ ତାକେ ବାଇରେ ପିଙ୍ଗି ଦେବାଇ ଆରି ସେଟା ଲକ୍‌ମନ୍‌ ମାଣ୍ଡି ପାକାଇବାଇ ।”
14 Gij zijt het licht der wereld; een stad boven op een berg liggende, kan niet verborgen zijn.
୧୪ତମେ ଗୁଲାଇ ଜଗତର୍‌ ପାଇ ଉଜଲ୍‌ ପାରା । ଜନ୍‌ ଗଡ୍‌ ଡଙ୍ଗର୍‌ ଉପ୍‌ରେ ତିଆର୍‌ ଅଇଲାଆଚେ, ସେଟା କେବେ ମିସା ଲୁଚି ରଇ ନାପାରେ ।
15 Noch steekt men een kaars aan, en zet die onder een koornmaat, maar op een kandelaar, en zij schijnt allen, die in het huis zijn;
୧୫କେ ମିସା ବତି ଡସାଇକରି ଆଣ୍ଡିଡାବି ନ ସଙ୍ଗଅତ୍‌ । ସେଟା ବତିକୁଦ୍‌ରା ଉପ୍‌ରେ ସଙ୍ଗଇବାଇ ଆରି ଗରେ ରଇଲା ସବୁ ଲକ୍‌କେ ଉଜଲ୍‌ ଦେଇସି ।
16 Laat uw licht alzo schijnen voor de mensen, dat zij uw goede werken mogen zien, en uw Vader, Die in de hemelen is, verheerlijken.
୧୬ସେନ୍ତାରିସେ ତମର୍‌ ଉଜଲ୍‌ ଲକ୍‌ମନର୍‌ଟାନେ ଉଜଲ୍‌ ଡିସ । ସେନ୍ତାର୍‌ଆଲେ ତମର୍‌ ସତ୍‌କାମ୍‌ ଦେକି ସେମନ୍‌ ସର୍‌ଗେ ରଇବା ବାବା ପର୍‌ମେସରର୍‌ ଡାକ୍‌ପୁଟା କର୍‌ବାଇ ।
17 Meent niet, dat Ik gekomen ben, om de wet of de profeten te ontbinden; Ik ben niet gekomen, om die te ontbinden, maar te vervullen.
୧୭“ମୁଇ ମିସା, କରିରଇବା ନିୟମ୍‌ କି ବାବବାଦିମନର୍‌ ଦରମ୍‌ ସାସ୍‌ତର୍‌ ବୁଡାଇବାକେ ଆସିଆଚି ବଲି ବାବା ନାଇ । ମୁଇ ସେଟା ବୁଡାଇବାକେ ଆସିନାଇ ମାତର୍‌ ସିଦ୍‌ କର୍‌ବାକେ ଆସିଆଚି ।
18 Want voorwaar zeg Ik u: Totdat de hemel en de aarde voorbijgaan, zal er niet een jota noch een tittel van de wet voorbijgaan, totdat het alles zal zijn geschied.
୧୮ମନେରକିରୁଆ, ମୁଇ ତମ୍‌କେ ସତ୍‌ କଇଲିନି ସରଗ୍‌ ଆରି ଦର୍‌ତନି ତବିର୍‌ ଅଇ ରଇବା ଜାକ ମସାର୍‌ ନିୟମର୍‌ ଗଟେକ୍‌ ଚିନ୍‌ ମିସା ନ ବୁଡେ । ସବୁ ବିସଇ ପୁରାପୁରୁନ୍‌ ନ ଅଇତେ ଏ ସବୁ ନ ଗଟେ ।
19 Zo wie dan een van deze minste geboden zal ontbonden, en de mensen alzo zal geleerd hebben, die zal de minste genaamd worden in het Koninkrijk der hemelen; maar zo wie dezelve zal gedaan en geleerd hebben, die zal groot genaamd worden in het Koninkrijk der hemelen.
୧୯ତେବର୍‌ପାଇ ଜେ ମିସା ନିୟମ୍‌ ତେଇ ରଇବା ସବୁଟାନେଅନି ସାନ୍‌ ଆଦେସ୍‌ ନ ମାନେ ଆରି ସେନ୍ତି କର୍‌ବାକେ ବିନ୍‌ ଲକ୍‌ମନ୍‌କେ ସିକାଇସି, ସେ ସରଗ୍‌ ରାଇଜେ ସବୁର୍‌ଟାନେଅନି ସାନ୍‌ ଲକ୍‌ ବଲି ଏଜାଇଅଇସି । ମାତର୍‌ ଜେ ନିୟମର୍‌ ସବୁ ବିସଇର୍‌ ସାନ୍‌ ଆଦେସ୍‌ ମାନ୍‌ସି ଆରି ସେଟା ବିନ୍‌ ଲକ୍‌ମନ୍‌କେ ସିକାଇସି, ସେ ସରଗ୍‌ ରାଇଜେ ବଡ୍‌ ଲକ୍‌ ବଲି ଏଜାଇଅଇସି ।
20 Want Ik zeg u: Tenzij uw gerechtigheid overvloediger zij, dan der Schriftgeleerden en der Farizeen, dat gij in het Koninkrijk der hemelen geenszins zult ingaan.
୨୦କାଇକେବଇଲେ ମୁଇ ତମ୍‌କେ କଇଲିନି, ସାସ୍‌ତର୍‌ ସିକାଉମନ୍‌ ଆରି ପାରୁସିମନର୍‌ତେଇଅନି ଅଦିକ୍‌ ବିସ୍‌ବାସ୍‌ ରଇ, ପର୍‌ମେସରର୍‌ ମନ୍‍ କଲା ଇସାବେ, କାମ୍‌ କଲେସେ ସରଗ୍‌ ରାଇଜେ ଜାଇପାରାସ୍‌ ।”
21 Gij hebt gehoord, dat tot de ouden gezegd is: Gij zult niet doden; maar zo wie doodt, die zal strafbaar zijn door het gericht.
୨୧“ତମେ ସୁନି ଆଚାସ୍‌ ଜେ, ପୁର୍‌ବେଅନି ଲକ୍‌ମନ୍‌କେ କୁଆଅଇଲା ଆଚେ, ଲକ୍‌କେ ମରାଇବାର୍‌ ନାଇ । ଆରି ଜେ ମରାଇସି ବଇଲେ ସେ ବିଚାର୍‌ କରାଇଅଇସି ।
22 Doch Ik zeg u: Zo wie te onrecht op zijn broeder toornig is, die zal strafbaar zijn door het gericht; en wie tot zijn broeder zegt: Raka! die zal strafbaar zijn door den groten raad; maar wie zegt: Gij dwaas! die zal strafbaar zijn door het helse vuur. (Geenna g1067)
୨୨ମାତର୍‌ ମୁଇ କଇଲିନି, ଜେ ମିସା ବାଇକେ ରିସା ଅଇସି, ତାକେ ସବାଟାନେ ବିଚାର୍‌ନା କରାଅଇସି । ଜେ ବାଇକେ ଏ ବେକାର୍‌ଟାସେ ବଲି କଇସି, ତାକେ ବଡ୍‌ ସବାଟାନେ ବିଚାର୍‌ନା କର୍‌ବାକେ ଆନ୍‌ବାଇ, । ଆରି ଜେ ବାଇକେ ଏ ବକୁଆଟାସେ ବଲି କଇସି, ତାର୍‌ପାଇ ନରକର୍‌ ଜଇଟାନେ ପିଙ୍ଗାଇଅଇବା ବିପଦ୍‌ ଆଚେ । (Geenna g1067)
23 Zo gij dan uw gave zult op het altaar offeren, en aldaar gedachtig wordt, dat uw broeder iets tegen u heeft;
୨୩ସେଟାର୍‌ପାଇ ତମେ ପର୍‌ମେସର୍‌କେ ବେଦି ଟାନେ ନିଜର୍‌ ଦାନ୍‌ ଦେଲା ବେଲେ, ତେଇ ତମର୍‌ ବିରୁଦେ ତମର୍‌ ବାଇର୍‌ କାଇମିସା କାତା ଆଚେ ବଲି ମନେ ଏତାଇଲୁସ୍‍,
24 Laat daar uw gave voor het altaar, en gaat heen, verzoent u eerst met uw broeder, en komt dan en offert uw gave.
୨୪ସେନ୍ତି ବଇଲେ ବେଦିଲଗେ ବଲିଦେବାଟା ସଙ୍ଗଇଦେଇ ବାରିଜା, ଆଗେ ନିଜର୍‌ ବାଇ ସଙ୍ଗ୍‌ ମିସା, ତାର୍‌ ପଚେ ଆସି ତମର୍‌ ବଲି ଦିଆସ୍‌ ।”
25 Weest haastelijk welgezind jegens uw wederpartij, terwijl gij nog met hem op den weg zijt; opdat de wederpartij niet misschien u den rechter overlevere, en de rechter u den dienaar overlevere, en gij in de gevangenis geworpen wordt.
୨୫ଜଦି କେ ତମର୍‌ ବିରଦେ ତମ୍‌କେ ବିଚାର୍‌ କର୍‌ବା ଜାଗାଇ ଜିବାକେ ବାଦିଅ କର୍‌ସି ବଇଲେ, ବିଚାର୍‌ ଜାଗାଇ ଜିବା ଆଗ୍‌ତୁ, ବେଲ୍‌ ରଇତେସେ ତାର୍‌ ସଙ୍ଗ୍‌ ରାଜି ଅ । ନଇଲେ ବିଚାର୍‌ କର୍‌ବା ଜାଗାଇ କେଟିଗାଲେ, ସେ ତମ୍‌କେ ବିଚାର୍‌କରୁକେ ସର୍‌ପି ଦେଇସି ଆରି ଅଇପାରେ ବିଚାର୍‌ କରୁ ତମ୍‌କେ ବନ୍ଦି ଗରେ ନେବାକେ ଜମାନ୍‌କେ ସର୍‌ପି ଦେଇସି ।
26 Voorwaar, Ik zeg u: Gij zult daar geenszins uitkomen, totdat gij den laatsten penning zult betaald hebben.
୨୬ମୁଇ ତମ୍‌କେ ସତ୍‌ କଇଲିନି, ତମର୍‌ ଉପ୍‌ରେ ଟିକ୍‌ ଅଇଲା ଜରିମନାର୍‌ ସାରାସାରି ଅଣା ମିସା ନ ଦେବା ଜାକ, ତେଇଅନି କୁଲାସ୍‌ ନ ଉଆସ୍‌ ।
27 Gij hebt gehoord, dat van de ouden gezegd is: Gij zult geen overspel doen.
୨୭“ବେସିଆ କାମ୍‌ କରାନାଇ, ତମେ ପୁରୁବେ ଅନି ଏ ଆଦେସ୍‌ ସୁନି ଆସିଆଚାସ୍‌ ।
28 Maar Ik zeg u, dat zo wie een vrouw aan ziet, om dezelve te begeren, die heeft alrede overspel in zijn hart met haar gedaan.
୨୮ମାତର୍‌ ମୁଇ ତମ୍‌କେ କଇଲିନି, ଜେ ମିସା ବିନ୍‌ ମାଇଜିକେ ବେସିଆକାମ୍‌ ଇସାବେ ଆଁକି ଦେକ୍‌ସି, ସେ ତାର୍‌ ସଙ୍ଗ୍‍ ମନେ ମନେ ବେସିଆ କାମର୍‌ ଅପ୍‌ରାଦ୍‌ କଲାଆଚେ ।
29 Indien dan uw rechteroog u ergert, trekt het uit, en werpt het van u; want het is u nut, dat een uwer leden verga, en niet uw gehele lichaam in de hel geworpen worde. (Geenna g1067)
୨୯ସେଟାର୍‌ପାଇ ତମର୍‌ ଉଜାବାଟର୍‌ ଆଁକିର୍‌ ଲାଗି ତମେ ପାପ୍‌କରିଆଚାସ୍‌, ତେବେ ସେଟା ବେଟି ପିଙ୍ଗି ଦିଆସ୍‌, କାଇକେ ବଇଲେ ତମର୍‌ ସବୁ ଗାଗଡ୍‌ ନର୍‌କେ ଜିବା ବାଦୁଲେ ଗଟେକ୍‌ ଆଁକି ନସ୍‌ଟ ଅଇବାଟା ତମର୍‌ପାଇ ନିକ । (Geenna g1067)
30 En indien uw rechterhand u ergert, houwt ze af, en werpt ze van u; want het is u nut, dat een uwer leden verga, en niet uw gehele lichaam in de hel geworpen worde. (Geenna g1067)
୩୦ଜଦି ତମର୍‌ ଉଜା ଆତ୍‌ ତମ୍‌କେ ପାପ୍‌ କାମ୍‌ କରାଇଲାନି ବଇଲେ, ସେଟା କାଟି ପିଙ୍ଗି ଦିଆସ୍‌, କାଇକେ ବଇଲେ ତମର୍‌ ସବୁ ଗାଗଡ୍‌ ନର୍‌କେ ଜିବା ବାଦୁଲେ ଗଟେକ୍‌ ଆତ୍‌ ନସ୍‌ଟ ଅଇବାଟା ନିକ ।” (Geenna g1067)
31 Er is ook gezegd: Zo wie zijn vrouw verlaten zal, die geve haar een scheidbrief.
୩୧“ଜଦି କେ ମିସା ନିଜର୍‌ ମାଇଜିକେ ଚାଡିଦେବାକେ ମନ୍‍ କଲାନି, ସେ ତାକେ ରାଜିନାମା ପତର୍‌ ଲେକି ଚାଡିଦେଅ । ଏ ସିକିଆ ତମେ ଆଗ୍‌ତୁ ପାଇଆଚାସ୍‌ ।
32 Maar Ik zeg u, dat zo wie zijn vrouw verlaten zal, anders dan uit oorzake van hoererij, die maakt, dat zij overspel doet; en zo wie de verlatene zal trouwen, die doet overspel.
୩୨ମାତର୍‌ ମୁଇ କଇଲିନି, ଜେକି ନିଜର୍‌ ମାଇଜିକେ ବେସିଆ କାମ୍‌ ଚାଡି ଅଲ୍‌ଗା ଦସ୍‌ ଦାରି ଚାଡ୍‌ସି, ସେ ତାକେ ପାଦ୍‌ରି କରାଇବା ଅପରାଦେ ଦସିଅଇସି, ଆରି ଜେକି ଚାଡ୍‌ଲା ମାଇଜିକେ ବିବା ଅଇସି, ସେ ପାଦ୍‌ରା ଅଇସି ।”
33 Wederom hebt gij gehoord, dat van de ouden gezegd is: Gij zult den eed niet breken, maar gij zult den Heere uw eden houden.
୩୩“ତମେ ପୁରୁବ୍‌ କାଲେଅନି ଏ ସିକିଆ ସୁନି ଆଇଲାସ୍‌ନି, ପର୍‌ମାନ୍‌ ବାଙ୍ଗା ନାଇ । ପର୍‌ମେସରର୍‌ ମୁଆଟେ ଜନ୍‌ ପର୍‌ମାନ୍‌ କରିଆଚାସ୍‌ ସେଟା ପୁରାପୁରୁନ୍‌ କରା ।
34 Maar Ik zeg u: Zweert ganselijk niet, noch bij den hemel, omdat hij is de troon Gods;
୩୪ମାତର୍‌ ମୁଇ ତମ୍‌କେ କଇଲିନି ସପତ୍‌ କର୍‌ବା ବେଲେ ପର୍‌ମାନ୍‌ ନିୟମ୍‌ ପାକାଆ ନାଇ । ସରଗ୍‌ ନାଉଁ ଦାରି ରାନ୍‌ ପାକାଆ ନାଇ, କାଇକେବଇଲେ ସେଟା ପର୍‌ମେସରର୍‌ ବସ୍‍ବା ଜାଗା ।
35 Noch bij de aarde, omdat zij is de voetbank Zijner voeten; noch bij Jeruzalem, omdat zij is de stad des groten Konings;
୩୫ଦର୍‌ତନିର୍‌ ନାଉଁ ଦାରି ରାନ୍‌ ପାକାଆ ନାଇ, କାଇକେବଇଲେ, ସେଟା ପର୍‌ମେସରର୍‌ ପାଦ୍‌ ସଙ୍ଗଇବା ଜାଗା । ଜିରୁସାଲାମ୍‌ ଗଡର୍‌ ନାଉଁ ଦାରି ମିସା ରାନ୍‌ ପାକାଇବାଟା ଟିକ୍ ନାଇ, କାଇକେବଇଲେ ସେଟା ରାଜାମନର୍‌ ରାଜା ରଇବା ଜାଗା ।
36 Noch bij uw hoofd zult gij zweren, omdat gij niet een haar kunt wit of zwart maken;
୩୬ଆରି ନିଜର୍‌ ମୁଣ୍ଡ୍‌ ଚିଇ କରି ପର୍‌ମାନ୍‌ କରାନାଇ, କାଇକେବଇଲେ ତମେ, ତେଇର୍‌ ଗଟେକ୍‌ ଚେଣ୍ଡି ଦବ୍‌ଲା କି କାଲିଆ କରିନାପାରାସ୍‌ ।
37 Maar laat zijn uw woord ja, ja; neen, neen; wat boven deze is, dat is uit den boze.
୩୭ମାତର୍‌ ତମେ ପର୍‌ମାନ୍‌ ନିୟମ୍‌ ନ କରି, ତର୍‍ ଉଁ କାତା ଉଁ ଅ, ନାଇ କାତା ନାଇ ଅ, ଇତିଅନି ଆରି ଅଦିକ୍‌ କାତା କଇ ପର୍‌ମାନ୍‌ କର୍‌ବାଟା ସଇତାନର୍‌ଟାନେଅନି ଆଇଲାଟା ।”
38 Gij hebt gehoord, dat gezegd is: Oog om oog, en tand om tand.
୩୮“ଏ କାତା ତମେ ସୁନିଆଚାସ୍‌, ଆଁକିର୍‌ ବାଦୁଲେ ଆଁକି ଆରି ଦାଁତର୍‌ ବାଦୁଲେ ଦାଁତ୍‌,
39 Maar Ik zeg u, dat gij den boze niet wederstaat; maar, zo wie u op de rechterwang slaat, keert hem ook de andere toe;
୩୯ମାତର୍‌ ମୁଇ ତମ୍‌କେ କଇଲିନି, ତମର୍‌ ବିରଦେ କେ ଅନିଆଇ କାମ୍‌ କଲେ, ତାକେ ସୁଜାଇବାକେ ଚେସ୍‌ଟା କରା ନାଇ, ଜେ ତମର୍‌ ଉଜା ଗାଲେ ଚାପଡ୍‌ ମାର୍‌ସି, ତାକେ ଆରି ଗଟେକ୍‌ ଚାପ୍‌ଡା ମାର୍‌ବାକେ ଡେବ୍‌ରି ଗାଲ୍‌ ମିସା ଦେକାଇ ଦିଆସ୍‌ ।
40 En zo iemand met u rechten wil, en uw rok nemen, laat hem ook den mantel;
୪୦କେ ଜଦି ତମର୍‌ସଙ୍ଗ୍‌ ବିରଦ୍‌ କରି ବିଚାର୍‌ ଲଗେ ଦାବିକରି ତମର୍‌ କାମିଜ୍‌ ନେବାକେ ମନ୍‍ କର୍‌ସି, ତାକେ ଚାଦର୍‌ ମିସା ଦେଇ ପାକାଆ ।
41 En zo wie u zal dwingen een mijl te gaan, gaat met hem twee mijlen.
୪୧ସନିଅମନର୍‌ ବିତ୍‌ରେ ଅନି, କେ ମିସା ତମ୍‌କେ ତାର୍‌ ବଜ୍‌ ବୁଆଇ କରି ଗଟେକ୍‌ କିଲମିଟର୍‌ ଜୁ ଆକା ବଇଲେ, ତମେ ତାର୍‌ ସଙ୍ଗ୍‌ ଦୁଇ କିଲମିଟର୍‌ ଜା ।
42 Geeft dengene, die iets van u bidt, en keert u niet af van dengene, die van u lenen wil.
୪୨କେ ଜଦି ତମ୍‌କେ କାଇଆଲେ ଜିନିସ୍‌ ମାଙ୍ଗ୍‌ସି ବଇଲେ, ମନା ନ କରି ତାକେ ଦିଆସ୍‌ । କେ ମିସା କାଇଆଲେ ଉଦାର୍‌ ମାଙ୍ଗ୍‌ଲେ ତାକେ ଦିଆସ୍‌ ।”
43 Gij hebt gehoord, dat er gezegd is: Gij zult uw naaste liefhebben, en uw vijand zult gij haten.
୪୩“ମଇତର୍‌କେ ଆଲାଦ୍‌ କରା ଆରି ତମର୍‌ ସତ୍‌ରୁକେ ଗିନ୍‌ କରା । ଏ ସିକିଆ ତମେ ପୁର୍‌ବେଅନି ସୁନି ଆଚାସ୍‌ ।
44 Maar Ik zeg u: Hebt uw vijanden lief; zegent ze, die u vervloeken; doet wel dengenen, die u haten; en bidt voor degenen, die u geweld doen, en die u vervolgen;
୪୪ମାତର୍‌ ମୁଇ ତମ୍‌କେ କଇଲିନି, ସତ୍‌ରୁମନ୍‌କେ ଆଲାଦ୍‌ କରା, ଜନ୍‌ ଲକ୍‌ ତମ୍‌କେ କସ୍‌ଟ ଦେଲାଇନି, ତାକର୍‌ପାଇ ପାର୍‌ତନା କରା ।
45 Opdat gij moogt kinderen zijn uws Vaders, Die in de hemelen is; want Hij doet Zijn zon opgaan over bozen en goeden, en regent over rechtvaardigen en onrechtvaardigen.
୪୫ଏଟା କଲେ ସରଗର୍‌ ପର୍‌ମେସରର୍‌ ପିଲା ବଲି ଚିନାପଡ୍‌ସା । କାଇକେ ବଇଲେ ପର୍‌ମେସର ବଲ୍‌ କାରାପ୍‌ ଦୁଇ ଲକର୍‌ ପାଇ ମିସା ବେଲର୍‍ ଉଜଲ୍‍ ଦେଲାନି, ଆରି ଦରମ୍‌ ରଇବା, ଦରମ୍‌ ନ ରଇବା ସବୁର୍‌ ଉପ୍‌ରେ ବର୍‌ସା ମାରାଇଲାନି ।
46 Want indien gij liefhebt, die u liefhebben, wat loon hebt gij? Doen ook de tollenaars niet hetzelfde?
୪୬ତେବେ, ତମ୍‌କେ ଆଲାଦ୍‌ କର୍‌ବା ଲକ୍‌କେ ଆଲାଦ୍‌ କଲେ, ପର୍‌ମେସର୍‌ ତମ୍‌କେ କାଇକେ ପୁରୁସ୍‌କାର୍‌ ଦେଇସି? ସିସ୍‌ତୁ ମାଙ୍ଗ୍‌ବା ଲକ୍‌ମନ୍‌ ମିସା ସେନ୍ତି କର୍‌ବାଇ ।
47 En indien gij uw broeders alleen groet, wat doet gij boven anderen? Doen ook niet de tollenaars alzo?
୪୭ତମେ ଜଦି ନିଜର୍‌ ନିଜର୍‌ ବାଇମନ୍‌କେସେ ଜୁଆର୍‌ କର୍‌ସା, ତେବେ ଆରି ଅଦିକ୍‌ କାଇଟା କଲାସ୍‌ନି? ବିସ୍‌ବାସ୍‍ ନକଲା ଲକ୍‌ମନ୍‌ ମିସା ସେଟା କର୍‌ବାଇ ।
48 Weest dan gijlieden volmaakt, gelijk uw Vader, Die in de hemelen is, volmaakt is.
୪୮ସେଟାର୍‌ ପାଇ ତମର୍‌ ସରଗର୍‌ ବାବା ଜେନ୍ତାର୍‌ ସିଦ୍‌, ତମେ ମିସା ସେନ୍ତାର୍‌ ସିଦ୍‌ ଅଇବା ଦର୍‌କାର୍‌ ।”

< Mattheüs 5 >