< Markus 9 >

1 En Hij zeide tot hen: Voorwaar, Ik zeg u, dat er sommigen zijn van degenen, die hier staan, die den dood niet zullen smaken, totdat zij zullen hebben gezien, dat het Koninkrijk Gods met kracht gekomen is.
ଆରିତରେକ୍‌ ଜିସୁ ସେମନ୍‌କେ କଇଲା, ମୁଇ ତମ୍‌କେ ସତ୍‌ କାତା କଇଲିନି । ସେଟାର୍‌ପାଇ ସୁନା, ଏବେ ଇତି ରଇବା କେତେ ଲକ୍‌ମନ୍‌, ପର୍‌ମେସର୍‌ ରାଜା ଅଇକରି ତାର୍‌ ରାଇଜ୍‌ ସାସନ୍‌ କର୍‌ବାଟା ନ ଦେକ୍‌ବା ଜାକ ନ ମରାସ୍‌ ।
2 En na zes dagen nam Jezus met Zich Petrus, en Jakobus, en Johannes, en bracht hen op een hogen berg bezijden alleen; en Hij werd voor hen van gedaante veranderd.
ଚଅ ଦିନ୍‌ ପଚେ ଜିସୁ ପିତର୍‌ ଜାକୁବ୍‌ ଆରି ଜଅନକେ ତାର୍‌ ସଙ୍ଗ୍‌ ମିସ୍‌ତେ ଡାକିକରି କେ ନଇବା ଗଟେକ୍‌ ଡେଙ୍ଗ୍‌ ପର୍‌ବତ୍‌ ଉପ୍‌ରେ ଗାଲା । ସିତି ସେମନର୍‌ ମୁଆଟେ ତାର୍‌ ରୁପ୍‌ ବଦ୍‌ଲିଗାଲା ।
3 En Zijn klederen werden blinkende, zeer wit als sneeuw, hoedanige geen voller op aarde zo wit maken kan.
ଆରି ତାର୍‌ ପଚିଆ ବେସି ଜଗ୍‌ଜଗି ଜାଇ, ଦବ୍‌ ଅଇଗାଲା । ଆରି ଏ ଦୁନିଆ ଇସାବେ କେ ମିସା ସେନ୍ତି ଦବ୍‌ କରି ଦଇନାପାରତ୍‌ ।
4 En van hen werd gezien Elias met Mozes, en zij spraken met Jezus.
ଆରି ମସାର୍‌ ସଙ୍ଗ୍‍ ଏଲିୟ ଆରି ଜିସୁ ମିସ୍‌ତେ କାତାବାର୍‌ତା ଅଇବାଟା ସେମନ୍‌କେ ଡିସ୍‌ଲା ।
5 En Petrus, antwoordende, zeide tot Jezus: Rabbi, het is goed, dat wij hier zijn, en laat ons drie tabernakelen maken, voor U een, en voor Mozes een, en voor Elias een.
ତେଇ ପିତର୍‌ ଜିସୁକେ କଇଲା, “ଏ ଗୁରୁ ଆମେ ଇତି ରଇବାଟା ନିକ । ଇତି ତିନ୍‌ଟା କୁଡିଆ ତିଆର୍‌ କରୁ । ତମର୍‌ପାଇ ଗଟେକ୍‌, ମସାର୍‌ପାଇ ଗଟେକ୍‌ ଆରି ଏଲିୟର୍‌ ପାଇ ଗଟେକ୍‌ ।”
6 Want hij wist niet, wat hij zeide; want zij waren zeer bevreesd.
ପିତର୍‌ କଇବା ବିସଇ କାଇଟା ବଲି ନିଜେ ନାଜାନି ରଇଲା । କାଇକେବଇଲେ ସେମନ୍‌ ବେସି ଡରିଜାଇରଇଲାଇ ।
7 En er kwam een wolk, die hen overschaduwde, en een stem kwam uit de wolk, zeggende: Deze is Mijn geliefde Zoon, hoort Hem!
ଆରି ସେମନ୍‌କେ ମେଗର୍‌ ଚାଇ ଡାବିଅଇଦେଲା । ସେ ମେଗେଅନି ଏନ୍ତାରି କାତା ଅଇଲା, “ଏ ମର୍‌ ଆଲାଦର୍‌ ପ, ଆର୍‌ କାତା ସୁନା ।”
8 En haastelijk rondom ziende, zagen zij niemand meer, dan Jezus alleen bij zich.
ଆରି ଅଟାତ୍‌ ସେମନ୍‌ ଚାରିବେଡ୍‌ତି ଦେକ୍‌ଲାଇ, ତାକର୍‌ ସଙ୍ଗ୍‍ ଜିସୁକେ ଚାଡି ଆରି କାକେ ମିସା ଦେକତ୍‌ ନାଇ ।
9 En als zij van den berg afkwamen, gebood Hij hun, dat zij niemand verhalen zouden, hetgeen zij gezien hadden, dan wanneer de Zoon des mensen uit de doden zou opgestaan zijn.
ସେମନ୍‌ ପର୍‌ବତେ ଅନି ଉତର୍‌ଲାବେଲେ ଜିସୁ ସେମନ୍‌କେ ଡାଟ୍‌ ସଙ୍ଗ୍‍ ଆଦେସ୍‌ ଦେଇ ଏନ୍ତି ବଲି କଇଲା, “ପର୍‌ମେସରର୍‌ ଟାନେଅନି ଆସିରଇବା ନର୍‌ପିଲା ମୁଇ, ମଲାଟାନେଅନି ଆରିତରେକ୍‌ ନ ଉଟ୍‌ବା ଜାକ ଇତି କାଇକାଇଟା ତମେ ଦେକ୍‌ଲାସ୍‌, ସେ ବିସଇ କାକେମିସା ନ କୁଆ ।”
10 En zij behielden dit woord bij zichzelven, vragende onder elkander, wat het was, uit de doden opstaan.
୧୦ସେଟାର୍‌ପାଇ ପର୍‌ବତ୍‌ ଉପ୍‌ରେ ଜାଇଟା ସେମନ୍‌ ଦେକ୍‌ଲାଇ, ସେ ବିସଇ କାକେମିସା କଅତ୍‌ ନାଇ । ମାତର୍‌ ମଲାଟାନେଅନି ଆରିତରେକ୍‌ ଉଟ୍‌ବା ଅରତ୍‌ କାଇଟା ବଲିକରି ସେମନ୍‌ କାତାବାର୍‌ତା ଅଇତେରଇଲାଇ ।
11 En zij vraagden Hem, zeggende: Waarom zeggen de Schriftgeleerden, dat Elias eerst komen moet?
୧୧ସିସ୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଏଲିୟ ପର୍‌ତୁମ୍‌ ଆଇବାର୍‌ ଆଚେ ବଲି ନିୟମ୍‌ ସିକାଇଦେବା ଲକ୍‌ମନ୍‌ କାଇକେ କଇଲାଇନି?”
12 En Hij, antwoordende, zeide tot hen: Elias zal wel eerst komen, en alles weder oprichten; en het zal geschieden, gelijk geschreven is van den Zoon des mensen, dat Hij veel lijden zal en veracht worden.
୧୨ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ଉଁ ପର୍‌ମେସରର୍‌ ବଇତେଇ ଏଲିୟ ଆଗ୍‌ତୁ ଆଇସି ବଲି ଲେକା ଅଇଲାକାତା ସତ୍‌ସେ । ଏଲିୟ ପର୍‌ତୁମ୍‌ ଆସିକରି ସବୁ ବିସଇ ଟିକ୍ କର୍‌ସି, ମାତର୍‌ ପର୍‌ମେସର୍‌ ଅନି ଆସିରଇବା ନର୍‌ପିଲା ମୁଇ ବେସି ବେସି କସ୍‌ଟ ପାଇବି ଆରି ଲକ୍‌ମନ୍‌ ମକେ ନ ନାମତ୍‌ ବଲି ମିସା କାଇ ପର୍‌ମେସରର୍‌ ବଇଟାନେ ଲେକା ଅଏନାଇ କି?
13 Maar Ik zeg u, dat ook Elias gekomen is, en zij hebben hem gedaan al wat zij gewild hebben, gelijk van hem geschreven is.
୧୩ମୁଇ ତମ୍‌କେ ସତ୍‌ କଇଲିନି, ଏବେ ଏଲିୟ ଆସି ସାର୍‌ଲା ଆଚେ । ଆରି ତାର୍‌ ବିସଇ ପର୍‌ମେସର୍‌ ଟାନେ କାଇଟା ଲେକା ଅଇଲା ଆଚେ, ସେ ସେନ୍ତିସେ ଲକ୍‌ମନ୍‌ ମିସା ତାକର୍‌ ନିଜର୍‌ ମନ୍‍ କଲା ଇସାବେ କରାପ୍‌ ଚଲାଚଲ୍‌ତି କଲାଇ ।”
14 En als Hij bij de discipelen gekomen was, zag Hij een grote schare rondom hen, en enige Schriftgeleerden met hen twistende.
୧୪ତାର୍‌ପଚେ ଜିସୁ, ପିତର୍‌, ଜାକୁବ୍‌ ଆରି ଜଅନ୍‌ ବିନ୍‌ ସିସ୍‌ମନର୍‌ ଲଗେ କେଟ୍‌ଲାବେଲେ ତେଇ ବେସି ଲକ୍‌ମନ୍‌ ରୁଣ୍ଡିରଇବାଟା ଦେକ୍‌ଲାଇ । ଆରି ନିୟମ୍‌ ସିକାଇଦେବା ଲକ୍‌ମନ୍‌ ସିସ୍‌ମନର୍‌ ସଙ୍ଗ୍‌ ଦଦାପେଲା ଅଇତେରଇଲାଇ ।
15 En terstond de gehele schare Hem ziende, werd verbaasd, en toelopende groetten zij Hem.
୧୫ଲକ୍‌ମନ୍‌ ଜେଡେବେଲ୍‌ ଜିସୁ ତେଇ ଆଇବାଟା ଦେକ୍‌ଲାଇ, ସାର୍‌ଦାରେ କାବା ଅଇଗାଲାଇ ଆରି ଜିସୁକେ ଦୁକ୍‌ ସୁକ୍‌ ପାଚାର୍‌ବାକେ ତାର୍‌ଲଗେ ପାଲାଇ ଆସି ଜୁଆର୍‌ କର୍‌ବାର୍‌ ଦାର୍‌ଲାଇ ।
16 En Hij vraagde den Schriftgeleerden: Wat twist gij met dezen?
୧୬ଜିସୁ ତାର୍‌ ସିସ୍‌ମନ୍‌କେ ପାଚାର୍‌ଲା, “ତମେ ନିୟମ୍‌ ସିକାଇବା ଲକ୍‌, ମର୍‌ ସିସ୍‌ମନର୍‌ ସଙ୍ଗ୍‌ କାଇ ବିସଇନେଇ ଦଦାପେଲା ଅଇତେରଇଲାସ୍‌?”
17 En een uit de schare, antwoordende, zeide: Meester, ik heb mijn zoon tot U gebracht, die een stommen geest heeft.
୧୭ସେ ମାନ୍ଦା ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଜିସୁକେ ଡାକି କଇଲା, “ଏ ଗୁରୁ, ମୁଇ ମର୍‌ ପିଲାକେ ନିକ କର୍‌ବାକେ ତମର୍‌ ଟାନେ ଆନିରଇଲି । ତାର୍‌ ବିତ୍‌ରେ ଗଟେକ୍‌ କାରାପ୍‌ ଆତ୍‌ମା ପୁରିକରି ତାକେ କାତା ଅଇବାକେ ଦେଏ ନାଇ ।
18 En waar hij hem ook aangrijpt, zo scheurt hij hem, en schuimt, en knerst met zijn tanden, en verdort; en ik heb Uw discipelen gezegd dat zij hem zouden uitwerpen, en zij hebben niet gekund.
୧୮ସେ କରାପ୍‌ ଆତ୍‌ମା ପିଲାକେ ଦାର୍‌ଲାବେଲେ, ତାକେ ମଡିକରି ଅଦ୍‌ରାଇଦେଲାନି ଆରି ତାର୍‌ ଟଣ୍ଡେଅନି ପେପୁଲ୍‌ ବାରଇଲାନି ଆରି ସେ ଦାତ୍‌ କାତର୍‌ସି । ଆରି ତାର୍‌ ଗାଗଡ୍‌ ସିଦା ଅଇଜାଇସି । ମୁଇ ତାର୍‌ତେଇ ଅନି କାରାପ୍‌ ଆତ୍‌ମାକେ ବାର୍‌କରାଇ କେଦିଦେବାଇ ବଲି ତମର୍‌ ସିସ୍‌ମନର୍‌ ଲଗେ ଆନିରଇଲି । ମାତର୍‌ ତମର୍‌ ସିସ୍‌ମନ୍‌ ନାପାର୍‌ଲାଇ ।”
19 En Hij antwoordden hem, en zeide: O ongelovig geslacht, hoe lang zal Ik nog bij ulieden zijn, hoe lang zal Ik u nog verdragen? Brengt hem tot Mij.
୧୯ଜିସୁ ସେମନ୍‌କେ କଇଲା, “ଏ ପର୍‌ମେସର୍‌କେ ବିସ୍‌ବାସ୍‌ ନ ରଇବା ଆଜିକାଲିର୍‌ ଲକ୍‌ମନ୍‌, ତମେ ବିସ୍‌ବାସ୍‌ କର୍‌ବାକେ ଆରି କେତେ ଦିନ୍‌ ମୁଇ ତମର୍‌ ସଙ୍ଗ୍‍ ରଇବାର୍‌ ଆଚେ? ଆରି କେତେଦିନ୍‌ ମୁଇ ସାଆସ୍‌ ଦାରି ତମର୍‌ ସଙ୍ଗ୍‌ ରଇବାର୍‌ ଆଚେ? ସେ ପିଲାକେ ମର୍‌ଲଗେ ଆନା ।”
20 En zij brachten denzelven tot Hem; en als hij Hem zag, scheurde hem terstond de geest; en hij vallende op de aarde, wentelde zich al schuimende.
୨୦ଆରି ଲକ୍‌ମନ୍‌ ସେ ପିଲାକେ ଜିସୁର୍‌ଲଗେ ଆନ୍‌ଲାଇ । ସେ କରାପ୍‌ ଆତ୍‌ମା ଜିସୁକେ ଦେକ୍‌ଲା ଦାପ୍‌ରେ ପିଲାକେ ତଲେ ମଡିକରି ଅଦ୍‌ରାଇଲା । ଆରି ଗୁଣ୍ଡ୍‌ଲି ଗୁଣ୍ଡ୍‌ଲି କରି ତାର୍‌ ଟଣ୍ଡେଅନି ପେପୁଲ୍‌ ବାରଇ ଜାଇତେରଇଲା ।
21 En Hij vraagde zijn vader: Hoe langen tijd is het, dat hem dit overkomen is? En hij zeide: Van zijn kindsheid af.
୨୧ଜିସୁ ସେ ପିଲାର୍‌ ବାବାକେ ପାଚାର୍‌ଲା, “ଏ ପିଲା ଏନ୍ତି ଅଇ କେତେଦିନ୍‌ ଅଇଲା?” ପିଲାର୍‌ ବାବା କଇଲା, “ସାନ୍‌ବେଲେଅନି” ବଲି ।
22 En menigmaal heeft hij hem ook in het vuur en in het water geworpen, om hem te verderven; maar zo Gij iets kunt, wees met innerlijke ontferming over ons bewogen, en help ons.
୨୨ଆରି ସେ କଇଲା, “ସେ କାରାପ୍‌ ଆତ୍‌ମା ପିଲାକେ ମରାଇବାକେ ବେସିତର୍‌ ପାନିଟାନେ ଆରି ଜଇଟାନେ ମଡିକରି ଅଦ୍‌ରାଇ ଆଚେ । ମାତର୍‌ ତୁଇ ଜଦି କାଇଟା କର୍‌ବାକେ ପାରୁସ୍‌ ବଇଲେ ଆମର୍‌ ପାଇ ଦୟାକରି ସାଇଜ କର୍‌ ।”
23 En Jezus zeide tot hem: Zo gij kunt geloven, alle dingen zijn mogelijk dengene, die gelooft.
୨୩ଜିସୁ ତାକେ କଇଲା, “କାଇକେ ଜଦି ପାରୁସ୍‌ ବଇଲେ ନିମାନ୍‌ କର୍‌ ବଲିକରି କଇଲୁସ୍‌ନି? କାଇକେବଇଲେ ପର୍‌ମେସର୍‌କେ ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ ତେଇ ସବୁ ଅଇସି ।”
24 En terstond de vader des kinds, roepende met tranen, zeide: Ik geloof, Heere! kom mijn ongelovigheid te hulp.
୨୪ସେ ଦାପ୍‌ରେ ପିଲାର୍‌ ବାବା ଆଉଲିଅଇକରି, “ମୁଇ ବିସ୍‌ବାସ୍‌ କଲିନି, ଆରି ଅଦିକ୍‌ ବିସ୍‌ବାସ୍‌ କର୍‌ବାକେ ମକେ ସାଇଜ କର୍‌ ।” ବଲିକରି କଇଲା ।
25 En Jezus ziende, dat de schare gezamenlijk toeliep, bestrafte den onreinen geest, zeggende tot hem: Gij stomme en dove geest! Ik beveel u, ga uit van hem, en kom niet meer in hem.
୨୫ଏ ଗଟ୍‍ନାର୍‌ କାମ୍‌ ଦେକ୍‌ବାକେ ଲକ୍‌ମନ୍‌ ଏକାତରେ ପାଲାଇଆଇବାଟା ଜିସୁ ଦେକିକରି ସେ କାରାପ୍‌ ଆତ୍‌ମାକେ ଦମ୍‌କାଇକରି କଇଲା, “ଏ କରାପ୍‌ ଆତ୍‌ମା, ତୁଇ ଏ ପିଲାକେ ଗୁଲା ଆରି ବଇରା କରାଇଆଚୁସ୍‌ । ଏ ପିଲାର୍‌ ଗାଗ୍‌ଡେଅନି ବାରଇ ଉଟିଜା ଆରି କେବେ ମିସା ତାର୍‌ ଗାଗ୍‌ଡେ ନ ପୁର୍‌, ବଲି ମୁଇ ତକେ ଆଦେସ୍‌ ଦେଲିନି ।”
26 En hij, roepende en hem zeer scheurende, ging uit; en het kind werd als dood, alzo dat velen zeiden, dat het gestorven was.
୨୬ଆରି କାରାପ୍‌ ଆତ୍‌ମା ବେସି ଆଉଲିଅଇକରି ପିଲାକେ ମଡିକରି ଅଦ୍‌ରାଇ, ତାର୍‌ଟାନେଅନି ବାରଇଗାଲା । ଆରି ପିଲା ମରିଗାଲା ଲକର୍‌ ପାରା ଡିସ୍‌ଲା, ଏନ୍ତିକି କେତେକ୍‌ ଲକ୍‌ମନ୍‌ “ସେ ମରିଗାଲା ।” ବଲିକରି କଇଲାଇ ।
27 En Jezus, hem bij de hand grijpende, richtte hem op; en hij stond op.
୨୭ମାତର୍‌ ଜିସୁ ସେ ପିଲାକେ ଆତେଦାରି ଉଟାଇକରି ତାକେ ଟିଆ କରାଇଲାକେ ସେ ଟିଆଅଇଲା ।
28 En als Hij in huis gegaan was, vraagden Hem Zijn discipelen alleen: Waarom hebben wij hem niet kunnen uitwerpen?
୨୮ଜିସୁ ଆରି ତାର୍‌ ସିସ୍‌ମନ୍‌ ଗଟେକ୍‌ ଗର୍‌ ବିତ୍‌ରେ ଗାଲାପଚେ, ଲକ୍‌ମନ୍‌ କେ ନଇଲାବେଲେ ତାକେ ପାଚାର୍‌ଲାଇ, “ଆମେ କାଇକେ ସେ କାରାପ୍‌ ଆତ୍‌ମାକେ କେଦି ନାପାର୍‌ଲୁ?”
29 En Hij zeide tot hen: Dit geslacht kan nergens door uitgaan, dan door bidden en vasten.
୨୯ଏ କାତା ସୁନି ଜିସୁ ସେମନ୍‌କେ କଇଲା, “ଏନ୍ତାରି କାରାପ୍‌ ଆତ୍‌ମା ପର୍‍ମେସର୍‍କେ ପାର୍‌ତନା କରିସେ କେଦ୍‌ବାର୍‌ ଅଇସି, ଆରି କାଇ ବାଟ୍‌ ନାଇ ।”
30 En van daar weggaande, reisden zij door Galilea; en Hij wilde niet, dat het iemand wist.
୩୦ତାର୍‌ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ସେ ଜାଗା ଚାଡିକରି ଉଟିଗାଲାଇ । ସେମନ୍‌ ଗାଲିଲି ଦେସର୍‌ ବାଟ୍‍ଦେଇକରି ଜାଇତେରଇଲାଇ । ସେମନ୍‌ କନ୍‌ ଜାଗାଇ ଆଚତ୍‌ ବଲିକରି ଲକ୍‌ମନ୍‌ ନ ଜାନତ୍‌ ବଲି ଜିସୁ ମନ୍‍ କର୍‌ତେରଇଲା
31 Want Hij leerde Zijn discipelen, en zeide tot hen: De Zoon des mensen zal overgeleverd worden in de handen der mensen, en zij zullen Hem doden, en gedood zijnde, zal Hij ten derden dage wederopstaan.
୩୧କାଇକେବଇଲେ ସେ ତାର୍‌ ସିସ୍‌ମନ୍‌କେ ସିକାଇ ଦେବାକେ ମନ୍‍ କର୍‌ତେରଇଲା । ଜିସୁ ତାର୍‌ ସିସ୍‌ମନ୍‌କେ କଇଲା, “ସତ୍‌ ପର୍‌ମେସରର୍‌ ଟାନେଅନି ଆସିରଇବା ନର୍‌ପିଲା ମକେ, ଲକ୍‌ମନର୍‌ ଆତେ ସର୍‌ପି ଦେବାଇ ଆରି ସେମନ୍‌ ମକେ ମରାଇଦେବାଇ । ମାତର୍‌ ମୁଇ ମରିକରି ତିନ୍‌ଦିନ୍‌ ଗାଲାପଚେ ଆରି ତରେକ୍‌ ମଲାଟାନେଅନି ଜିବନ୍‌ ଅଇ ଉଟ୍‌ବି ।”
32 Maar zij verstonden dat woord niet, en zij vreesden Hem te vragen.
୩୨ମାତର୍‌ ଜିସୁ କଇବା ଏ କାତାର୍‌ ଅରତ୍‌ ସିସ୍‌ମନ୍‌ ବୁଜତ୍‌ ନାଇ ଆରି ସେମନ୍‌ ସେ କାତାର୍‌ ଅରତ୍‌ ପାଚାର୍‌ବାକେ ଡର୍‌ଲାଇ ।
33 En Hij kwam te Kapernaum, en in het huis gekomen zijnde, vraagde Hij hun: Waarvan hadt gij woorden onder elkander op den weg?
୩୩ଜିସୁ ଆରି ତାର୍‌ ସିସ୍‌ମନ୍‌ କପର୍‌ନାଉମେ ଆଇଲାଇ ଆରି ସେମନ୍‌ ଗର୍‌ ବିତ୍‌ରେ ଗାଲାଇ । ତାର୍‌ପଚେ ଜିସୁ ସେମନ୍‌କେ ପାଚାର୍‌ଲା, “ତମେ ବାଟେ କନ୍‌ ବିସଇନେଇ ଦଦାପେଲା ଅଇତେରଇଲାସ୍‌?”
34 Doch zij zwegen; want zij waren onder elkander in woorden geweest op den weg, wie de meeste zou zijn.
୩୪ମାତର୍‌ ତାର୍‌ ସିସ୍‌ମନ୍‌ ଚିମ୍‌ରା ଅଇଦେଲାଇ । କାଇକେବଇଲେ ସେମନ୍‌ ବାଟେ, ଆମର୍‌ ବିତ୍‌ରେ ସବୁର୍‌ଟାନେଅନି କେ ବଡ୍‌ ବଲି ଦଦାପେଲା ଅଇତେରଇଲାଇ ।
35 En nedergezeten zijnde, riep Hij de twaalven, en zeide tot hen: Indien iemand wil de eerste zijn, die zal de laatste van allen zijn, en aller dienaar.
୩୫ଜିସୁ ବସ୍‌ଲା ଆରି ତାର୍‌ ବାର୍‌ଟା ସିସ୍‌ମନ୍‌କେ ତାର୍‌ଲଗେ ଡାକାଇ ସେମନ୍‌କେ କଇଲା, “ଜଦି କେ ମୁକିଆ ଅଇବାକେ ମନ୍‍ କଲେ, ସେ ସବୁର୍‌ଟାନେଅନି ସାନ୍‌ ଅଇବାର୍‌ ଆଚେ, ଆରି ସବୁଲକର୍‌ ସେବା କର୍‌ବାର୍‌ ଆଚେ ।”
36 En nemende een kindeken, stelde Hij dat midden onder hen, en omving het met Zijn armen, en zeide tot hen:
୩୬ତାର୍‌ପଚେ ଜିସୁ ଗଟେକ୍‌ ସାନ୍‌ଟା ପିଲାକେ ନେଇକରି ସେମନର୍‌ ମୁଆଟେ ଟିଆ କରାଇ ସେମନ୍‌କେ କଇଲା,
37 Zo wie een van zodanige kinderkens zal ontvangen in Mijn Naam, die ontvangt Mij; en zo wie Mij zal ontvangen, die ontvangt Mij niet, maar Dien, Die Mij gezonden heeft.
୩୭“କେ କେ ମର୍‌ ଲାଗି ଏନ୍ତାରି ଗଟେକ୍‌ ସାନ୍‌ଟା ପିଲାକେ ନାମ୍‌ବାଇ, ସେମନ୍‌ ମକେ ନାମ୍‌ଲାଇନି, ଆରି କେ କେ ମକେ ନାମ୍‌ଲାଇନି, ସେମନ୍‌ ମକେ ନାଇ, ମାତର୍‌ ମକେ ପାଟାଇରଇବା ମର୍‌ ବାବାକେ ନାମ୍‌ଲାଇନି ।”
38 En Johannes antwoordde Hem, zeggende: Meester! wij hebben een gezien, die de duivelen uitwierp in Uw Naam, welke ons niet volgt; en wij hebben het hem verboden, omdat hij ons niet volgt.
୩୮ଜଅନ୍‌ ଜିସୁକେ କଇଲା, “ଏ ଗୁରୁ, ଗଟେକ୍‌ ଲକ୍‌ ତର୍‌ନାଉଁ ଦାରି ଲକ୍‌ମନର୍‌ଟାନେଅନି କାରାପ୍‌ ଆତ୍‌ମାକେ ବାର୍‌କରାଇ କେଦିଦେବାଟା ଆମେ ଦେକିକରି, ତାକେ ସେନ୍ତି ନ କର୍‌ ବଲି କଇଲୁ, କାଇକେବଇଲେ ସେ ଆମର୍‌ ନିଜର୍‌ ଲକ୍‌ ନଏଁ ।”
39 Doch Jezus zeide: Verbiedt hem niet; want er is niemand, die een kracht doen zal in Mijn Naam, en haastelijk van Mij zal kunnen kwalijk spreken.
୩୯ମାତର୍‌ ଜିସୁ କଇଲା, “ତାକେ ଏନ୍ତି ନ କର୍‌ ବଲି ତେବାଆ ନାଇ କାଇକେବଇଲେ, ମର୍‌ ନାଉଁର୍‌ ବପୁ ପାଇକରି କାବା ଅଇଜିବା କାମ୍‌ମନ୍‌ କରିପାର୍‌ବା ଲକ୍‌, ମର୍‌ ବିରୁଦେ କାରାପ୍‌ କାତା ନ କଏ ।
40 Want wie tegen ons niet is, die is voor ons.
୪୦କାଇକେବଇଲେ ଜେ ଆମ୍‌କେ ବିରଦ୍‌ ନ କରେ, ସେ ଆମର୍‌ ନିଜର୍‌ ଲକ୍‌ ।
41 Want zo wie ulieden een beker water zal te drinken geven in Mijn Naam, omdat gij discipelen van Christus zijt, voorwaar zeg Ik u, hij zal zijn loon geenszins verliezen.
୪୧ଆରି ମୁଇ ତମ୍‌କେ ସତ୍‌ କଇଲିନି, କେ ତମ୍‌କେ ମର୍‌ନାଉଁ ଦାରି ଗଟେକ୍‌ ଗିଲାସ୍‌ ପାନି କାଇବାକେ ଦେଇସିବଇଲେ, ସେଟାର୍‌ପାଇ ସତ୍‌ସେ ତାକେ ପୁରୁସ୍‌କାର୍‌ ମିଲ୍‌ସି ।”
42 En zo wie een van deze kleinen, die in Mij geloven, ergert, het ware hem beter, dat een molensteen om zijn hals gedaan ware, en dat hij in de zee geworpen ware.
୪୨ଜିସୁ କଇବାର୍‌ ଦାର୍‌ଲା “ଜଦି କେ ମର୍‌ତେଇ ବିସ୍‌ବାସ୍‌ କରିରଇବା ଗଟେକ୍‌ ଲକ୍‌କେ, ସେ କରିରଇବା ବିସ୍‌ବାସ୍‌ ଚାଡିଦେବାକେ ପାପ୍‌କାମ୍‌ କରାଇଲାଇନି ବଇଲେ, ସେ ଲକର୍‌ ଗାଲାଇ ଜତା ପାକ୍‌ନା ବାନ୍ଦିକରି ତାକେ ସମ୍‌ଦୁରେ ପିଙ୍ଗିଦେବାଟା ତାର୍‌ପାଇ ନିକ ଅଇତା ।
43 En indien uw hand u ergert, houwt ze af; het is u beter verminkt tot het leven in te gaan, dan de twee handen hebbende, heen te gaan in de hel, in het onuitblusselijk vuur; (Geenna g1067)
୪୩ଜଦି ତମର୍‌ ଆତ୍‌ ତମ୍‌କେ ପାପ୍‌ କରାଇଲାନି ବଇଲେ, ସେ ଆତ୍‌ କାଟିପାକାଆ । କାଇକେବଇଲେ ଜଡେକ୍‌ ଆତ୍‌ ରଇକରି ସବୁଦିନର୍‌ପାଇ ଜଇଲାଗ୍‌ବା ନର୍‌କେ ପେଲାଇଅଇବା ବାଦୁଲେ ଗଟେକ୍‌ ଆତ୍‌ ନ ରଇକରି ସର୍‌ଗେ କେଟ୍‌ବାଟା ନିକ ଅଇସି । (Geenna g1067)
44 Waar hun worm niet sterft, en het vuur niet uitgeblust wordt.
୪୪କାଇକେବଇଲେ ନର୍‌କେ ସେମନର୍‌ କିଡା ନସ୍‌ଟ ନ ଅଅତ୍‌ ଆରି ଜଇ ନ ଲିବେ ।
45 En indien uw voet u ergert, houwt hem af; het is u beter kreupel tot het leven in te gaan, dan de twee voeten hebbende, geworpen te worden in de hel, in het onuitblusselijk vuur; (Geenna g1067)
୪୫ଜଦି ତମର୍‌ ପାଦ୍‌ ତମ୍‌କେ ପାପ୍‌କାମ୍‌ କରାଇଲାନି ବଇଲେ, ସେ ପାଦ୍‌ କାଟି ପିଙ୍ଗିଦିଆସ୍‌ । ଜଡେକ୍‌ ପାଦ୍‌ ରଇକରି ନର୍‌କେ ପେଲାଇଅଇବା ବାଦୁଲେ ଚଟା ଅଇକରି ସର୍‌ଗେ କେଟ୍‌ବାଟା ତମର୍‌ପାଇ ନିକଅଇସି । (Geenna g1067)
46 Waar hun worm niet sterft, en het vuur niet uitgeblust wordt.
୪୬କାଇକେବଇଲେ ନର୍‌କେ ସେମନର୍‌ କିଡା ନସ୍‌ଟ ନ ଅଅତ୍‌ ଆରି ଜଇ ନ ଲିବେ ।
47 En indien uw oog u ergert, werpt het uit; het is u beter maar een oog hebbende in het Koninkrijk Gods in te gaan, dan twee ogen hebbende, in het helse vuur geworpen te worden; (Geenna g1067)
୪୭ଜଦି ତମର୍‌ ଆଁକିର୍‌ ଲାଗି ତମେ ବିସ୍‌ବାସ୍‌ ଆରାଇଲାସ୍‌ନି ବଇଲେ, ସେ ଆଁକି ବେଟି ପିଙ୍ଗିଦିଆସ୍‌ । କାଇକେବଇଲେ ଜଡେକ୍‌ ଆଁକି ରଇ ନର୍‌କେ ପେଲାଇଅଇବା ବାଦୁଲେ, ଗଟେକ୍‌ ଆଁକି ରଇକରି ସରଗ୍‌ ରାଇଜେ କେଟ୍‌ବାଟା ତମର୍‌ପାଇ ନିକରଇସି । (Geenna g1067)
48 Waar hun worm niet sterft, en het vuur niet uitgeblust wordt.
୪୮କାଇକେବଇଲେ ନର୍‌କେ ସେମନର୍‌ କିଡା ନସ୍‌ଟ ନ ଅଅତ୍‌ ଆରି ଜଇ ନ ଲିବେ ।”
49 Want een ieder zal met vuur gezouten worden, en iedere offerande zal met zout gezouten worden.
୪୯“ଜେନ୍ତିକି ସୁନା ଜଇଟାନେ ପଡାଇକରି ନିର୍‌ମଲ୍‌ କଲାପାରା ସବୁ ଲକ୍‌ମନ୍‌କେ ଜଇସଙ୍ଗ୍‌ ନିର୍‌ମଲ୍‌ କର୍‌ବାଇ ।”
50 Het zout is goed; maar indien het zout onzout wordt, waarmede zult gij dat smakelijk maken? Hebt zout in uzelven, en houdt vrede onder elkander.
୫୦“ନୁନ୍‌ ଗଟେକ୍‌ ନିମାନ୍‌ ଜିନିସ୍‌ । ମାତର୍‌ ନୁନ୍‌ ଜଦି ତାର୍‌ କରିଆ ଅଇବାଟା ଆରାଇସି ବଇଲେ ସେ ଆରି ତରେକ୍‌ କେନ୍‌ତାର୍‌ କରିଆ ଅଇପାର୍‌ସି? ତମେ ନୁନ୍‌ ପାରା ନିମାନ୍‌ ଗୁନେ ପୁରାପୁରୁନ୍‌ ଅଇ ସବୁଲକ୍‌ମନର୍‌ ସଙ୍ଗ୍‍ ମିସି ବିଡି କରି ସୁଆଲେ ରୁଆ” ବଲି କଇଲା ।

< Markus 9 >