< Markus 2 >

1 En na sommige dagen is Hij wederom binnen Kapernaum gekomen; en het werd gehoord, dat Hij in huis was.
କେତେଦିନ୍‌ ଗାଲା ପଚେ ଜିସୁ ଆରି ତରେକ୍‌ କପର୍‌ନାଉମେ ବାଅଡ୍‌ଲାକେ, ସେ ଗରେ ଆଚେ ବଲି ଆଲା ଅଇଗାଲା ।
2 En terstond vergaderden daar velen, alzo dat ook zelfs de plaatsen omtrent de deur hen niet meer konden bevatten; en Hij sprak het woord tot hen.
ସେ ଗରେ ଏତେମାଣ୍ଡ୍‌ ଲକ୍‌ ଜମ୍‌ଲାଇ ଜେ, ଦୁଆରେ ମିସା ଟାନ୍‌ ଦାରିନାପାର୍‌ଲା, ଆରି ଜିସୁ ସେମନର୍‌ ଲଗେ ପର୍‌ମେସରର୍‌ ବାକିଅ ସୁନାଇବାର୍‌ ଦାର୍‌ଲା ।
3 En er kwamen sommigen tot Hem, brengende een geraakte, die van vier gedragen werd.
ସେଡ୍‌କି ବେଲେ କେତେକ୍‌ ଲକ୍‌ମନ୍‌ ଗଟେକ୍‌ ଚେରେଙ୍ଗ୍‌ ରଗିକେ ବଇକରି ତାର୍‌ ଲଗେ ଦାରିଆଇଲାଇ । ତାକର୍‌ ବିତ୍‌ରେ ଅନି ଚାର୍‌ଲକ୍‌ ରଗିକେ ବଇରଇଲାଇ ।
4 En niet kunnende tot Hem genaken, overmits de schare, ontdekten zij het dak, waar Hij was; en dat opgebroken hebbende, lieten zij het beddeken neder, daar de geraakte op lag.
ମାତର୍‌ ଲକ୍‌ମନ୍‌ ଚିପାଟେଲା ଅଇରଇଲାଇକେ, ତାକେ ଜିସୁର୍‌ ଲଗେ ନେଇ ନାପାର୍‌ଲାଇ । ନାପାରିକରି, ଜିସୁ ଜନ୍‌ଟାନେ ରଇଲା, ତେଇର୍‌ ଚାନି ବଡ୍‌ଟା କାଣାକରି, ରଗିକେ କଟ୍‌ ମିସ୍‌ତେ ତାର୍‌ ମୁଆଟେ ସିଦା ଉତ୍‌ରାଇଦେଲାଇ ।
5 En Jezus, hun geloof ziende, zeide tot den geraakte: Zoon, uw zonden zijn u vergeven.
ଜିସୁ ସେମନର୍‌ ବିସ୍‌ବାସ୍‌ ଦେକି ଚେରେଙ୍ଗ୍‌ ରଗିକେ କଇଲା, “ବାବୁରେ ମୁଇ ତର୍‌ ପାପ୍‌ କେମା କରିଦେଲି ।”
6 En sommigen van de Schriftgeleerden zaten aldaar, en overdachten in hun harten:
ମାତର୍‌ ସେ ଗର୍‌ ବିତ୍‌ରେ କେତେଟା ସାସ୍‌ତର୍‌ ସିକାଇବା ଲକ୍‌ମନ୍‌ ବସି ନିଜର୍‌ ନିଜର୍‌ ମନ୍‌ ବିତ୍‌ରେ ବାବିଅଇତେରଇଲାଇ,
7 Wat spreekt Deze aldus gods lasteringen? Wie kan de zonden vergeven, dan alleen God?
“ଏ ଲକ୍‌ ଚେରେଙ୍ଗ୍‌ ରଗିକେ ‘ତର୍‌ ପାପ୍‌ କେମା କରିଦେଲି ।’ ବଲି କେନ୍ତି କଇପାର୍‌ଲା? ଏ ପର୍‌ମେସର୍‌କେ ନିନ୍ଦା କର୍‌ସିଆଚେ, ସେ ଗଟେକ୍‌ ମାପ୍‌ରୁକେ ଚାଡିଦେଲେ, ଆରି କେ ମିସା ପାପ୍‌ କେମା କରି ପାରତ୍‌ କି?”
8 En Jezus, terstond in Zijn geest bekennende, dat zij alzo in zichzelven overdachten, zeide tot hen: Wat overdenkt gij deze dingen in uw harten?
ସେଦାପ୍‌ରେ ଜିସୁ ସେମନ୍‌ ମନେ ମନେ ଏନ୍ତାରି ବାବିଅଇଲାଟା, ନିଜର୍‌ ଆତ୍‌ମାଇ ଜାନି ସେମନ୍‌କେ କଇଲା, “ତମେ କାଇକେ ନିଜର୍‌ ନିଜର୍‌ ମନେ ଏ ସବୁଜାକ ବାବିଅଇଲାସ୍‌ନି?
9 Wat is lichter, te zeggen tot den geraakte: De zonden zijn u vergeven, of te zeggen: Sta op, en neem uw beddeken op, en wandel?
କନ୍‌ଟା କର୍‌ବାଟା ସଅଜ୍‌ ଅଇଲାନି? ବାବୁରେ ‘ମୁଇ ତର୍‌ ପାପ୍‌ କେମା କରିଦେଲି ।’ ବଲି କଇବାଟା, କି ‘ଉଟ୍‌ ତର୍‌ କଟ୍‌ ବଇ ଇଣ୍ଡିଜା ।’ ବଲ୍‌ବାଟା?
10 Doch opdat gij moogt weten, dat de Zoon des mensen macht heeft, om de zonden op de aarde te vergeven (zeide Hij tot den geraakte):
୧୦ମାତର୍‌ ଗୁଲାଇ ଜଗତର୍‌ ପାପ୍‌ କେମା କର୍‌ବାକେ ପର୍‌ମେସର୍‌ ପାଟାଇଲା ନର୍‌ପିଲା ମର୍‌ ଅଦିକାର୍‌ ଆଚେ ବଲି ଏବେ ମୁଇ, ଏ ଲକ୍‌କେ ନିକ କରି ଦେକାଇବି ।” ସେ ଚେରେଙ୍ଗ୍‌ ରଗିକେ କଇଲା,
11 Ik zeg u: Sta op, en neem uw beddeken op, en ga heen naar uw huis.
୧୧“ମୁଇ ତକେ କଇଲିନି ଉଟ୍‌, ତର୍‌ କଟ୍‌ ବଇ, ନିଜର୍‌ ଗରେ ବାରିଜା ।”
12 En terstond stond hij op, en het beddeken opgenomen hebbende, ging hij uit in aller tegenwoordigheid; zodat zij zich allen ontzetten en verheerlijkten God, zeggende: Wij hebben nooit zulks gezien!
୧୨ସେଦାପ୍‌ରେ ସେ ରଗି ଉଟି କଟ୍‌ ବଇକରି ସବୁ ଲକର୍‌ ଦେକ୍‌ତେ ବାରଇ ଗାଲା । ସେବେଲାଇ ସବୁଲକ୍‌ କାବା ଅଇ ପର୍‌ମେସରର୍‌ ମଇମା କରି କରି କଇଲାଇ, “ଆମେ ଏନ୍ତାରିଟା କେବେ ମିସା ଦେକି ନ ରଇଲୁ ।”
13 En Hij ging wederom uit naar de zee; en de gehele schare kwam tot Hem, en Hij leerde hen.
୧୩ସେ ଆରିତରେକ୍‌ ସମ୍‌ଦୁରର୍‌ କଣ୍ଡିବାଟେ ବାରଇଗାଲା । ବେସି ଲକ୍‌ମନ୍‌ ତାର୍‌ ଲଗେ ଆଇଲାକେ, ଜିସୁ ସେମନ୍‌କେ ସିକିଆ ଦେବାର୍‌ ଦାର୍‌ଲା ।
14 En voorbijgaande zag Hij Levi, den zoon van Alfeus zitten in het tolhuis, en zeide tot hem: Volg Mij. En hij opstaande, volgde Hem.
୧୪ଆରି ସେ ଜାଉ ଜାଉ ଆଲ୍‌ପିଅର୍‌ ପଅ ଲେବିକେ ରମିୟ ସର୍‌କାରର୍‌ ପାଇ ସିସ୍‌ତୁମାଙ୍ଗୁମନ୍‌ ମାଙ୍ଗ୍‌ବା ଜାଗାଇ ବସି ରଇବାଟା ଦେକି ତାକେ କଇଲା, “ମର୍‌ ସଙ୍ଗ୍‌ ଆଉ ।” ତେଇଅନି ସେ ତାର୍‌ ସିସ୍‌ତୁମାଙ୍ଗୁମନ୍‌ ମାଙ୍ଗ୍‌ବାଟା ଚାଡି ଉଟିକରି ଜିସୁର୍‌ ସଙ୍ଗ୍‍ ଗାଲା ।
15 En het geschiedde, als Hij aanzat in deszelfs huis, dat ook vele tollenaren en zondaren aanzaten met Jezus en Zijn discipelen; want zij waren velen, en waren Hem gevolgd.
୧୫ପଚେ ଜିସୁ ଲେବିର୍‌ ଗରେ ଜାଇ କାଇବା ବେଲେ ବେସି ସିସ୍‌ତୁମାଙ୍ଗ୍‌ବା ଲକ୍‌ ଆରି ଜନ୍‌ ଲକ୍‌ମନ୍‌କେ ପାପି ବଲି କଇତେରଇଲାଇ, ତାର୍‌ ସିସ୍‌ମନ୍‌ର୍‌ ସଙ୍ଗ୍‌ ମିସି କାଇତେରଇଲାଇ । କାଇକେବଇଲେ ଏନ୍ତାରି ବେସି ଲକ୍‌ ତାର୍‌ ସଙ୍ଗ୍‌ ଜାଇତେ ରଇଲାଇ ।
16 En de Schriftgeleerden en de Farizeen, ziende Hem eten met de tollenaren en zondaren, zeiden tot Zijn discipelen: Wat is het, dat Hij met de tollenaren en zondaren eet en drinkt?
୧୬ଜିସୁ ପାପି ଆରି ସିସ୍‌ତୁମାଙ୍ଗୁମନର୍‌ ସଙ୍ଗ୍‌ କାଇଲାନି, ଏଟା ଦେକିକରି ପାରୁସି ଦଲର୍‌ ସାସ୍‌ତର୍‌ ସିକାଉମନ୍‌ ତାର୍‌ ସିସ୍‌ମନ୍‌କେ କଇବାର୍‌ ଦାର୍‌ଲାଇ, “ସେ କାଇକେ ସିସ୍‌ତୁମାଙ୍ଗୁମନର୍‍ ଆରି ପାପିମନର୍‌ ସଙ୍ଗ୍‌ କାଇଲାନି?”
17 En Jezus, dat horende, zeide tot hen: Die gezond zijn, hebben den medicijnmeester niet van node, maar die ziek zijn. Ik ben niet gekomen, om te roepen rechtvaardigen, maar zondaars tot bekering.
୧୭ସେଟା ସୁନି ଜିସୁ ସାସ୍‌ତର୍‌ ସିକାଉମନ୍‌କେ କଇଲା, “ନିମାନ୍‌ ଲକ୍‌ମନର୍‌ପାଇ ଡାକ୍‌ଦରର୍‌ ଲଡା ନାଇ, ମାତର୍‌ ନିମାନ୍‌ ନ ରଇଲା ଲକ୍‌ମନ୍‌କେ ଲଡା ଆଚେ । ଜେ ନିଜେ ‘ମୁଇ ଦରମ୍‌ ଲକ୍‌ ।’ ବଲି ବାବିଅ‍ଇବା ଲକର୍‌ପାଇ ମୁଇ ଆସିନାଇ, ମାତର୍‌ ପାପିମନ୍‌କେ ପାପ୍‌ଟାନେଅନି ବାଉଡାଇବାକେ ଆସିଆଚି ।”
18 En de discipelen van Johannes en der Farizeen vastten; en zij kwamen en zeiden tot Hem: Waarom vasten de discipelen van Johannes en der Farizeen, en Uw discipelen vasten niet?
୧୮ଡୁବନ୍‌ ଦେଉ ଜଅନର୍‌ ସିସ୍‌ମନ୍‌ ଆରି ପାରୁସିମନ୍‌ ଉପାସ୍‌ କର୍‌ତେ ରଇଲାଇ । ସେବେଲାଇ କେତେଲକ୍‌ ଆସି ଜିସୁକେ କଇଲାଇ, “ଡୁବନ୍‌ ଦେଉ ଜଅନର୍‌ ସିସ୍‌ମନ୍‌ ଆରି ପାରୁସିମନର୍‌ ସିସ୍‌ମନ୍‌ ଉପାସ୍‌ କର୍‌ବାଇ, ମାତର୍‌ ତର୍‌ ସିସ୍‌ମନ୍‌ କାଇକେ ଉପାସ୍‌ ନ କରତ୍‌?”
19 En Jezus zeide tot hen: Kunnen ook de bruiloftskinderen vasten, terwijl de Bruidegom bij hen is? Zo langen tijd zij den Bruidegom bij zich hebben, kunnen zij niet vasten.
୧୯ଜିସୁ ସେମନ୍‌କେ କ‍ଇଲା, “ବଜିଟାନେ ବିବା ଦାଙ୍ଗ୍‌ଡା ରଇବା ଜାକ ବିବା ଦାଙ୍ଗ୍‌ଡାର୍‌ ସଙ୍ଗ୍‌ ର‍ଇବା ଦାଙ୍ଗ୍‌ଡାମନ୍‌ ଉପାସେ ରଇବାଇ କି? ନାଇ ନ ର‍ଅତ୍‌ । ବିବା ଦାଙ୍ଗ୍‌ଡା ଜେଡେବେଲାଜାକ ରଇସି, ସେ ବେଲାଜାକ ସେମନ୍‌ ଉପାସେ ନ ରଅତ୍‌ ।
20 Maar de dagen zullen komen, wanneer de Bruidegom van hen zal weggenomen zijn, en alsdan zullen zij vasten in dezelve dagen.
୨୦ମାତର୍‌ ବେଲା ଆଇସି, ଜେଡେବେଲେ ଲକ୍‌ମନ୍‌ ଆସି ତାକର୍‌ ଲଗେ ଅନି ବିବା ଦାଙ୍ଗ୍‌ଡାକେ ଦାରିଜିବାଇ, ସେଦିନେ ସେମନ୍‌ ଉପାସ୍‌ କର୍‌ବାଇ ।
21 En niemand naait een lap ongevold laken op een oud kleed; anders scheurt deszelfs nieuwe aangenaaide lap iets af van het oude kleed, en er wordt een ergere scheur.
୨୧“କେ ନୁଆ ଲୁଗାର୍‌ ଗର୍‌ଣ୍ଡା ପୁର୍‌ନା ଲୁଗାଇ ନ ସିଲାଏ, ସିଲାଇଲେ ନୁଆ ଗର୍‌ଣ୍ଡା ପୁର୍‌ନା ଲୁଗାକେ ଅଦିକ୍‌ ଚିରି ପାକାଇସି, ଆରି ଅଦିକ୍‌ ବଡ୍‌ଟା କାଣା କରିଦେଇସି ।
22 En niemand doet nieuwen wijn in oude lederzakken; anders doet de nieuwe wijn de leder zakken bersten en de wijn wordt uitgestort, en de leder zakken verderven; maar nieuwen wijn moet men in nieuwe leder zakken doen.
୨୨ଆରି କେ ନୁଆ ଅଙ୍ଗୁର୍‌ ରସ୍‌ ପୁର୍‌ନା ଚାମ୍‌ ସଙ୍ଗ୍‌ ତିଆର୍‌ କଲା ମୁନାଇ ନ ସଙ୍ଗଅତ୍‌, ସଙ୍ଗଇଲେ ସେ ଅଙ୍ଗୁର୍‌ ରସ୍‌ ଆରି ଚାମ୍‌ ମୁନା ନସିଜାଇସି । ନାଇ ନୁଆ ଅଙ୍ଗୁର୍‌ ରସ୍‌ ନୁଆ ଚାମ୍‌ ମୁନାଇ ସଙ୍ଗଇବାର୍‌ ଆଚେ ।”
23 En het geschiedde, dat Hij op een sabbatdag door het gezaaide ging, en Zijn discipelen begonnen, al gaande, aren te plukken.
୨୩ଜିସୁ ତରେକ୍‌ ବିସ୍‌ରାମ୍‌ବାରେ ତାସ୍‌ ରଇବା କେତ୍‌ ବାଟେ ଜାଇତେ ରଇଲା, ଆରି ଜିବାବେଲେ ତାର୍‌ ସିସ୍‌ମନ୍‌ ଦାନ୍‌ କେଡ୍‌ ଚିଡାଇତେ ଗାଲାଇ ।
24 En de Farizeen zeiden tot Hem: Zie, waarom doen zij op den sabbatdag, wat niet geoorloofd is?
୨୪ସେ ଜାଗାଇ ରଇବା ପାରୁସିମନ୍‌ ଜିସୁକେ କଇଲାଇ, “ଦେକ୍‌ ବିସ୍‌ରାମ୍‌ବାରେ ଜନ୍‌ଟା କର୍‌ବାର୍‌ ଆମର୍‌ ବିଦି ନଏଁ । ତର୍‌ ସିସ୍‌ମନ୍‌ କାଇକେ ସେଟା କଲାଇନି?”
25 En Hij zeide tot hen: Hebt gij nooit gelezen, wat David gedaan heeft, als hij nood had, en hem hongerde, en dengenen, die met hem waren?
୨୫ଜିସୁ ସେମନ୍‌କେ କ‍ଇଲା, “ଆମର୍‌ ଡାକ୍‌ପୁଟା ଆନିଦାଦି ଦାଉଦର୍‌ ଅବାବ୍‌ ବେଲେ, ସେ ଆରି ତାର୍‌ ସଙ୍ଗ୍‌ର୍‌ ଲକ୍‌ମନ୍‌ ବୁକେ ରଇଲାଇ, ସେଡ୍‌କିବେଲେ ସେ କାଇଟା କରି ରଇଲା, ସେଟା କାଇ ତମେ କେବେ ପଡାସ୍‌ ନାଇ କି?
26 Hoe hij ingegaan is in het huis Gods, ten tijde van Abjathar, den hogepriester, en de toonbroden gegeten heeft, die niemand zijn geoorloofd te eten, dan den priesteren, en ook gegeven heeft dengenen, die met hem waren?
୨୬ବଡ୍‌ ପୁଜାରି ଅବିୟାତର୍‌ ବେଲେ ସେ କେନ୍ତି ପର୍‌ମେସରର୍‌ ମନ୍ଦିରେ ପୁରିକରି ମାପ୍‌ରୁକେ ସର୍‌ପିଦେଲା ଜନ୍‌ ଦର୍‌ସନି ରୁଟି, ପୁଜାରିମନ୍‌କେ ଚାଡିଦେଲେ ଆରି କେ ମିସା କାଇବାର୍‌ ବିଦି ନଏଁ, ସେଟା ସେ କାଇଲା, ଆରି ସେ ରୁଟି ନିଜର୍‌ ସଙ୍ଗର୍‌ ଲକ୍‌ମନ୍‌କେ ମିସା ବାଟାକରି ଦେଇରଇଲା ।”
27 En Hij zeide tot hen: De sabbat is gemaakt om den mens, niet de mens om den sabbat.
୨୭ଜିସୁ ସେମନ୍‌କେ କଇଲା, “ବିସ୍‌ରାମ୍‌ବାର୍‌ ଲକ୍‌ମନର୍‌ ସାଇଜର୍‌ପାଇ ଅଇଲା ଆଚେ, ସେଟା ଲକ୍‌ମନ୍‌କେ ବିଜାର୍‌ କର୍‌ବାକେ ଅଏନାଇ ।
28 Zo is dan de Zoon des mensen een Heere ook van den sabbat.
୨୮ତେବର୍‌ପାଇ ପର୍‌ମେସର୍‌ ପାଟାଇଲା ନର୍‌ପିଲା ମୁଇ ବିସ୍‌ରାମ୍‌ବାରେ ଲକ୍‌ମନ୍‌ କାଇଟା କର୍‌ବାର୍‌ ଆଚେ, କାଇଟା କର୍‌ବାର୍‌ ନାଇ, ସେଟା କଇବାର୍‌ ମର୍‌ ଅଦିକାର୍‌ ଆଚେ ।”

< Markus 2 >