< Lukas 14 >

1 En het geschiedde, als Hij gekomen was in het huis van een der oversten der Farizeen, op den sabbat, om brood te eten, dat zij Hem waarnamen.
ତରେକ୍‌ ଜିସୁ ବିସ୍‌ରାମ୍‌ବାରେ ବଜି କାଇବାକେ ଗଟେକ୍‌ ପାରୁସି ନେତାର୍‌ ଗରେ ଗାଲା । ଆରି ସେମନ୍‌ ଜିସୁକେ କାଇଆଲେ ବୁଲ୍‌ ଦାର୍‌ବାକେ ଆଁକିମରାଇ ଦେକ୍‌ତେ ରଇଲାଇ ।
2 En ziet, er was een zeker waterzuchtig mens voor Hem.
ତେଇ ଜିସୁ ତାର୍‌ ମୁଆଟେ ଗଟେକ୍‌ ପୁଲାରଗ୍‌ ଅଇରଇଲା ଲକ୍‌କେ ଦେକ୍‌ଲା ।
3 En Jezus, antwoordende, zeide tot de wetgeleerden en Farizeen, en sprak: Is het ook geoorloofd op den sabbat gezond te maken?
ତାର୍‌ ପଚେ ଜିସୁ ସେ ପାରୁସି ଆରି ମସାର୍‌ ନିୟମ୍‌ ସିକାଇଦେବା ଲକ୍‌ମନ୍‌କେ ପାଚାର୍‌ଲା । “ମସାର୍‌ ନିୟମ୍‌ ଇସାବେ ବିସ୍‌ରାମ୍‌ବାରେ ଗଟେକ୍‌ ରଗ୍‌ ଅଇଲା ଲକ୍‌କେ ନିକ କର୍‌ବା ବିଦି ଆଚେ କି ନାଇ?”
4 Maar zij zwegen stil. En Hij nam hem, en genas hem, en liet hem gaan.
ମାତର୍‌ ସେମନ୍‌ କାଇଟାବଲି ମିସା ନ କଇ ଚୁପ୍‍ଚାପ୍‌ ଅଇ ରଇଲାଇ । ସେଟାର୍‌ ପାଇ ଜିସୁ ସେ ରଗିକେ ଚିଇଲା ଆରି ନିକ କରି ପାଟାଇ ଦେଲା ।
5 En Hij, hun antwoordende, zeide: Wiens ezel of os van ulieden zal in een put vallen, en die hem niet terstond zal uittrekken op den dag des sabbats?
ତାର୍‌ ପଚେ ଜିସୁ ସେମନ୍‌କେ ପାଚାର୍‌ଲା, “ବିସ୍‌ରାମ୍‌ବାରେ ତମର୍‌ ବିତ୍‌ରେଅନି ଗଟେକ୍‌ କାର୍‌ଆଲେ ନିଜର୍‌ ପିଲା ନଇଲେ ଗଟେକ୍‌ ଗରୁ କୁଇସାଲେ ଅଦ୍‌ରି ରଇଲେ ତାକେ ଦାପ୍‌ରେ ଜିକି ନ ଆନାସ୍‌ କି?”
6 En zij konden Hem daarop niet weder antwoorden.
ଏତର୍‌ ମିସା ସେମନ୍‌ ଏ କାତାର୍‌ ଉତର୍‌ ଦେଇ ନାପାର୍‌ଲାଇ ।
7 En Hij zeide tot de genoden een gelijkenis, aanmerkende, hoe zij de vooraanzittingen verkozen; zeggende tot hen:
ଆରି ତେଇ କାଇବାର୍‌ ଆସି ରଇଲା ଲକ୍‌ମନ୍‌ ନିଜର୍‌ ନିଜର୍‌ ପାଇ ମୁକିଅ ଜାଗା ବାଚି ରଇଲାଇ । ସେଟା ଜିସୁ ଦେକି କରି ସେମନ୍‌କେ ଏ ଉଦାଅରନ୍‌ ଦେଇ କଇଲା,
8 Wanneer gij van iemand ter bruiloft genood zult zijn, zo zet u niet in de eerste zitplaats; opdat niet misschien een waardiger dan gij van hem genood zij;
“ଜେଡେବେଲା ତମ୍‌କେ କାର୍‌ଆଲେ ବିବାଗରେ ଜିବାକେ ଡାକ୍‌ବାଇ, ସେବେଲା ମୁକିଅ ଲକ୍‌ମନ୍‌ ବସ୍‌ବା ଜାଗାଇ ଜାଇ ବସାନାଇ । କାଇକେ ବଇଲେ ସେମନ୍‌ ତମର୍‌ତେଇଅନି ବଡ୍‌ ଲକ୍‌କେ ମିସା ବିବାଟାନେ ଜିବାକେ ଡାକି ରଇବାଇ ।
9 En hij, komende, die u en hem genood heeft, tot u zegge: Geef dezen plaats; en gij alsdan zoudt beginnen met schaamte de laatste plaats te houden.
କେ ତମ୍‌କେ ଆରି ବଡ୍‌ ଲକ୍‌କେ ଡାକ୍‌ଲା ଆଚେ ସେ ଆସିକରି ତମ୍‌କେ କଇସି, ‘ଆକେ ଏ ନିକ ଜାଗା ଦେସ୍‌’ ବଲି । ତେଇ ତମେ ଉଟି ମୁକିଅ ନଇଲା ଜାଗାଇ ଜାଇ ବସ୍‌ବାର୍‌ ଆଚେ । ସେବେଲାଇ ତମ୍‌କେ ବେସି ଲାଜ୍‌ ଲାଗ୍‌ସି ।
10 Maar wanneer gij genood zult zijn, ga heen en zet u in de laatste plaats; opdat, wanneer hij komt, die u genood heeft, hij tot u zegge: Vriend, ga hoger op. Alsdan zal het u eer zijn voor degenen, die met u aanzitten.
୧୦ମାତର୍‌ ଜେଡେବଲ୍‌ ତମ୍‌କେ ଡାକ୍‌ବାଇ, ସେଡ୍‌କିବେଲେ ତମେ ଜାଇ ମୁକିଅ ନଇଲା ଜାଗାଇ ବସା । ସେବେଲା ତକେ ଡାକ୍‌ଲା ଲକ୍‌ ଆସି କଇସି, ‘ଏ ମଇତର୍‌ ତୁଇ କାଇକେ ଇତି ବସିଆଚୁସ୍‌? ଆଉ ଏ ନିମାନ୍‌ ଜାଗାଇ ବସ୍‍’ । ସେବେଲା ତମର୍‌ ସଙ୍ଗ୍‌ ବସ୍‌ଲା ସବୁ ଲକ୍‌ମନର୍‌ ମୁଆଟେଅନି ଡାକିନେଇ ନିକ ଜାଗାଇ ବସାଇ ଦେଇସି । ଆରି ସବୁ ଲକର୍‌ ମୁଆଟେ ତମେ ସନ୍‌ମାନ୍‌ ପାଇସା ।
11 Want een iegelijk, die zichzelven verhoogt, zal vernederd worden; en die zichzelven vernedert, zal verhoogd worden.
୧୧କେ ନିଜ୍‌କେ ବଡ୍‌ ଲକ୍‌ ବଲି ବାବ୍‌ଲାନି ତାକେ ପର୍‌ମେସର୍‌ ସାନ୍‌ କରାଇସି । ଆରି କେ ନିଜ୍‌କେ ସାନ୍‌ ଲକ୍‌ ବଲି ବାବ୍‌ସି ତାକେ ପର୍‌ମେସର ବଡ୍‌ କରାଇସି ।” ବଲି କଇଲା ।
12 En Hij zeide ook tot dengene, die Hem genood had: Wanneer gij een middagmaal of avondmaal zult houden, zo roep niet uw vrienden, noch uw broeders, noch uw magen, noch uw rijke geburen; opdat ook dezelve u niet te eniger tijd wedernoden, en u vergelding geschiede.
୧୨ତାର୍‌ପଚେ ଜିସୁ ବଜିତେଇ ଡାକ୍‌ଲା ଲକ୍‌କେ କଇଲା, “ତୁଇ ଲକ୍‌ମନ୍‌କେ ବଜିତେଇ ଡାକ୍‌ବା ବେଲାଇ ତର୍‌ ମଇତର୍‌ମନ୍‌କେ, ବାଇମନ୍‌କେ, ନିଜର୍‌ ଲକ୍‌ମନ୍‌କେ ଆରି ସାଉକାର୍‌ ଲକ୍‌ମନ୍‌କେ ଡାକ୍‌ ନାଇ । କାଇକେବଇଲେ ସେମନ୍‌ କେଡେବଲ୍‌ ମିସା ତକେ ଡାକିକରି ତୁଇ ଦେଲାପାରା ବଜି ବାଉଡାଇ ଦେଇପାରତ୍‌ ।
13 Maar wanneer gij een maaltijd zult houden, zo nood armen, verminkten, kreupelen, blinden;
୧୩ତେବେ ତୁଇ ବଜି କଲେ ଗରିବ୍‌, କାଣା, ଚଟା ଆରି ଚେରେଙ୍ଗ୍‌ରଗି ଏନ୍ତାରି ଲକ୍‌ମନ୍‌କେ ଡାକି ଦେସ୍‌ ।
14 En gij zult zalig zijn, omdat zij niet hebben, om u te vergelden; want het zal u vergolden worden in de opstanding der rechtvaardigen.
୧୪ସେନ୍ତି କଲେ ପର୍‌ମେସର୍‌ ତକେ ଆସିର୍‌ବାଦ୍‌ କର୍‌ସି । କାଇକେ ବଇଲେ ଏନ୍ତାରି ଲକ୍‌ମନ୍‌ ତୁଇ ଦେଲା ବଜି ବାଉଡାଇ ଦେଇ ନାପାରତ୍‌ । ପର୍‌ମେସର୍‌ ଦରମ୍‌ ଲକ୍‌ମନ୍‌କେ ମଲାଟାନେଅନି ଉଟାଇଲା ବେଲେ ତକେ ପୁରୁସ୍‌କାର୍‌ ମିଲ୍‌ସି ।”
15 En als een van degenen, die mede aanzaten, deze dingen hoorde, zeide hij tot Hem: Zalig is hij, die brood eet in het Koninkrijk Gods.
୧୫ଜିସୁ କଇଲା ବିସଇ ସୁନିକରି ତାର୍‌ ସଙ୍ଗ୍‌ ବଜିତେଇ କାଇବାକେ ବସି ରଇଲା ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ କଇଲା, “କେ କେ ପର୍‌ମେସରର୍‌ ରାଇଜେ ତାର୍‌ ସଙ୍ଗ୍‌ ବଜି କାଇବାକେ ବସ୍‌ବାଇ, ସେଟା ତାକର୍‌ ପାଇ ଗଟେକ୍‌ ବଡ୍‌ ଆସିର୍‌ବାଦ୍‌ ।”
16 Maar Hij zeide tot hem: Een zeker mens bereidde een groot avondmaal, en hij noodde er velen.
୧୬ଜିସୁ ସେ ଲକ୍‌କେ କଇଲା, “ତରେକ୍‍ ଗଟେକ୍‌ ଲକ୍‌ ବେସି ବଡ୍‌ ବଜି କଲା ।” ସେ ବଜିତେଇ ବେସି ଗତିଆମନ୍‌କେ ଡାକି ରଇଲା ।
17 En hij zond zijn dienstknecht uit ten ure des avondmaals, om den genoden te zeggen: Komt, want alle dingen zijn nu gereed.
୧୭ଆରି ରାନ୍ଦ୍‌ବାଟା ଟିକ୍‌ ଅଇଲା ପଚେ ସାଉକାର୍‌ ତାର୍‌ ଗତିଦାଙ୍ଗ୍‌ଡାକେ ଡାକି କଇଲା, “ମୁଇ ବଜିର୍‌ ପାଇ ଡାକ୍‌ଲା ଲକ୍‌କେ ଜାଇ କଅ, କାଇବାଟା ଅଇଗାଲାବେ କାଇବାକେ ଆସତ୍‌ ।”
18 En zij begonnen allen zich eendrachtelijk te ontschuldigen. De eerste zeide tot hem: Ik heb een akker gekocht, en het is nodig, dat ik uitga, en hem bezie; ik bid u, houd mij voor verontschuldigd.
୧୮ମାତର୍‌ ଲକ୍‌ମନ୍‌ ଗଟେକ୍‌ ରକାମ୍‌ କଇଲାଇ, “ମକେ କାମ୍‌ ଆଚେ, ନ ଆସୁ” ବଲି । ଗଟେକ୍‌ ଲକ୍‌ କଇଲା “ମୁଇ ନୁଆ ବେଡା ଗେନ୍‌ଲି ଆଚି ସେ ବେଡା ଦେକ୍‌ବାକେ ଜିବି । ଆସି ନାପାରି, ଦୟାକରି ତର୍‌ ସାଉକାର୍‌କେ ଅଲପ୍‌ କଇଦେସ୍‌ ।”
19 En een ander zeide: Ik heb vijf juk ossen gekocht, en ik ga heen, om die te beproeven; ik bid u, houd mij voor verontschuldigd.
୧୯ଆରି ଗଟେକ୍‌ ଲକ୍‌ କଇଲା, “ମୁଇ ପାଁଚ୍‌ମୁଣ୍ଡ୍‌ ଗରୁ ଗେନ୍‌ଲି ଆଚି, ଗରୁମନ୍‌କେ କସିକରି ଦେକ୍‌ବାକେ ଗାଲିନି । ଆସିନାପାରି ଦୟାକରି ତର୍‌ ସାଉକାର୍‌କେ ଅଲପ୍‌ କଇଦେସ୍‌ ।”
20 En een ander zeide: Ik heb een vrouw getrouwd, en daarom kan ik niet komen.
୨୦ଆରି ଗଟେକ୍‌ ଲକ୍‌ କଇଲା, “ମୁଇ ନୁଆରେ ବିବା ଅଇଆଚି, ତେବେ ମୁଇ ଆସି ନାପାରି ।”
21 En dezelve dienstknecht weder gekomen zijnde, boodschapte deze dingen zijn heer. Toen werd de heer des huizes toornig, en zeide tot zijn dienstknecht: Ga haastelijk uit in de straten en wijken der stad, en breng de armen, en verminkten, en kreupelen, en blinden hier in.
୨୧ତାର୍‌ ପଚେ ସେ ଗତିଦାଙ୍ଗ୍‌ଡା ଆସି ସାଉକାର୍‌କେ ଏ ସବୁ କାତା ଜାନାଇଲା । ସେଟା ସୁନି ସାଉକାର୍‌ ବେସି ରିସାଅଇଜାଇ ତାକେ କଇଲା, “ଦାପ୍‌ରେ ଜାଇକରି ନଅରେ ଆରି ଗାଉଁ ମନ୍‌କେ ରଇଲା ଗରିବ୍‌, କାଣା, ଚଟା, ବଇରା ଆରି ଚେରେଙ୍ଗ୍‌ରଗିମନ୍‌କେ ଇତି ଡାକି ଆନ୍‌ ।”
22 En de dienstknecht zeide: Heere, het is geschied, gelijk gij bevolen hebt, en nog is er plaats.
୨୨ସେ ଗତିଦାଙ୍ଗ୍‌ଡା ଜାଇକରି ସାଉକାର୍‌ କଇଲାପାରା ଲକ୍‌ମନ୍‌କେ ଆନ୍‌ଲା । ତାର୍‌ ପଚେ ଗତିଦାଙ୍ଗ୍‌ଡା ତାର୍‌ ସାଉକାର୍‌କେ କଇଲା, “ଏ ସାଉକାର୍‌ ତୁଇ କଇଲା ଇସାବେ ମୁଇ ଡାକିଆନ୍‌ଲି । ଏଲେ ମିସା ଆରି କେତେ ଲକର୍‌ ପାଇ ଜାଗା ଆଚେ ।”
23 En de heer zeide tot den dienstknecht: Ga uit in de wegen en heggen; en dwing ze in te komen, opdat mijn huis vol worde;
୨୩ଆରି ସାଉକାର୍‌ ସେ ଗତିଦାଙ୍ଗ୍‌ଡାକେ କଇଲା, “ଗଡର୍‌ ସଡକ୍‌ ପାଲି ରଇଲା ଲକ୍‌ମନ୍‌କେ ଆରି ଗାଏଁ ରଇଲା ଗରିବ୍‌ ଲକ୍‌ମନ୍‌କେ ଜାଇକରି ଡାକିଆନ୍‌ । ମର୍‌ ଗରେ ଲକ୍‌ ପୁରୁନ୍‌ ଅଅତ୍‌ ବଲି ମୁଇ ମନ୍‌ କଲିନି ।”
24 Want ik zeg ulieden, dat niemand van die mannen, die genood waren, mijn avondmaal smaken zal.
୨୪ତାର୍‌ପଚେ ଜିସୁ କଇଲା, “ମୁଇ ଜନ୍‌ ଲକ୍‌ମନ୍‌କେ ପର୍‌ତୁମ୍‌ ଡାକିରଇଲି, ସେମନ୍‌ କଣ୍ଡେକ୍‌ ମିସା ଚାକି ନାପାରତ୍‌ ।”
25 En vele scharen gingen met Hem; en Hij, Zich omkerende, zeide tot hen:
୨୫ତରେକ୍‌ ବେସି ଲକ୍‌ମନ୍‌ ଜିସୁର୍‌ ସଙ୍ଗ୍‌ ଜାଇତେ ରଇଲାଇ । ଆରି ସେ ପଚ୍‌ବାଟେ ବୁଲିକରି ସେମନ୍‌କେ କଇଲା ।
26 Indien iemand tot Mij komt en niet haat zijn vader, en moeder, en vrouw, en kinderen, en broeders, en zusters, ja, ook zelfs zijn eigen leven, die kan Mijn discipel niet zijn.
୨୬“ଜେ ମର୍‌ ଲଗେ ଆସିକରି ନିଜର୍‌ ବାବା, ମାଆ, ମାଇଜି ପିଲା, ବାଇ ବଇନି ଆରି ନିଜ୍‌କେ ମର୍‌ତେଇଅନି ଅଦିକ୍‌ ଆଲାଦ୍‌ କର୍‌ସି, ସେ ମର୍‌ ସିସ୍‌ ଅଇନାପାରେ ।
27 En wie zijn kruis niet draagt, en Mij navolgt, die kan Mijn discipel niet zijn.
୨୭ଗଟେକ୍‌ ଲକ୍‌ ମର୍‌ ପଚେ ପଚେ ଇଣ୍ଡ୍‌ବାର୍‌ଆଲେ, ତାକେ ଦିଆଅଇଲା କୁରୁସ୍‌ ବଇକରି ନ ଇଣ୍ଡେ ବଇଲେ, ସେ କେବେ ମର୍‌ ସିସ୍‌ ଅଇନାପାରେ ।
28 Want wie van u, willende een toren bouwen, zit niet eerst neder, en overrekent de kosten, of hij ook heeft, hetgeen tot volmaking nodig is?
୨୮ତମେ ଜଦି ଗଟେକ୍‌ ବଡ୍‌ ଗର୍‌ ବାନ୍ଦ୍‌ବାକେ ମନ୍‌ କଲାସ୍‌ନି ବଇଲେ, ବାନ୍ଦ୍‌ବା ଆଗ୍‌ତୁ କେତେକ୍‌ କର୍‌ଚ ଅଇସି ସେଟା ବସି କରି ଇସାବ୍‌ କର୍‍ସା । ଆରି ସେ ଗରର୍‌ ସବୁ କାମ୍‌ କରିସାରାଇବାକେ ତମର୍‌ ଲଗେ ସେତ୍‌କି ଡାବୁ ଆଚେକି ନାଇ ବଲି ଇସାବ୍‌ କରିଦେକ୍‌ସା ।
29 Opdat niet misschien, als hij het fondament gelegd heeft, en niet kan voleindigen, allen, die het zien, hem beginnen te bespotten.
୨୯ତମେ ଜଦି ଇସାବ୍‌ କରି ନ ଦେକ୍‌ଲେ ଗର୍‌ କାମ୍‌ ଆରାମ୍‌ କରି ସାରାଇ ନାପାରାସ୍‌ । ସେ କାମ୍‌ କରି ନ ସାରାଇଲେ ତମ୍‌କେ ଦେକ୍‌ବା ଲକ୍‌ମନ୍‌ ଆଁସିକରି ଲାଜ୍‌କରି ଦେବାଇ ।
30 Zeggende: Deze mens heeft begonnen te bouwen, en heeft niet kunnen voleindigen.
୩୦ସେମନ୍‌ କଇବାଇ, ଏ ଲକ୍‌ ବଡ୍‌ଟା ଗର୍‌ ବାନ୍ଦ୍‌ବାର୍‌ ଆରାମ୍‌ କଲା, ମାତର୍‌ ସାରାଇବାର୍‌ ନାପାର୍‌ଲା ।”
31 Of wat koning, gaande naar den krijg, om tegen een anderen koning te slaan, zit niet eerst neder, en beraadslaagt, of hij machtig is met tien duizend te ontmoeten dengene, die met twintig duizend tegen hem komt?
୩୧ଆରି ଜିସୁ କଇଲା, “ଗଟେକ୍‌ ରାଜା ଦସ୍‌ଅଜାର୍‌ ସନିଅ ଦାରି, କଡେଅଜାର୍‌ ସନିଅ ରଇଲା ରାଜାସଙ୍ଗ୍‌ ଜୁଇଦ୍‌ କର୍‌ବାର୍‌ ଆଇଲେ, ପର୍‌ତୁମ୍‌ ତାର୍‌ ସନିଅମନ୍‌ ସଙ୍ଗ୍‌ ବସିକରି ତାର୍‌ ଦସ୍‌ଅଜାର ସନିଅମନ୍‌ ସଙ୍ଗ୍‌ ଜୁଇଦ୍‌ କଲେ ଜିତି ଅଇସି କି ନାଇ ବଲି ଜଜ୍‌ନା ନ କରେକି?
32 Anderszins zendt hij gezanten uit, terwijl degene nog verre is, en begeert, hetgeen tot vrede dient.
୩୨ଜଦି ସେ ରାଜା ଜିତି ନଏଁ ବଲି ବାବ୍‌ଲେ ସେମନ୍‌ ଦୁରିକେ ରଇଲା ବେଲେସେ, ଏ ରାଜା ତାର୍‌ କେତେଟା ଲକ୍‌କେ ପାଟାଇ କରି, ଜୁଇଦ୍‌ ନ କରି ସାନ୍ତିର୍‍ ରାଜିନାମା କର୍‌ବାକେ କଇସି ।
33 Alzo dan een iegelijk van u, die niet verlaat alles, wat hij heeft, die kan Mijn discipel niet zijn.
୩୩ତମେମିସା ସେନ୍ତାରିସେ ମର୍‌ ସିସ୍‌ ଅଇବାକେ ମନ୍‍ କଲେ ତମର୍‌ତେଇ ରଇଲା ସବୁଟା ଚାଡିଦେବାକେ ମନ୍‌ କର୍‌ବାର୍‌ ଆଚେ । ନଇଲେ ତମେ ମର୍‌ ସିସ୍‌ ଅଇ ନାପାରାସ୍‌ ।”
34 Het zout is goed; maar indien het zout smakeloos geworden is, waarmede zal het smakelijk gemaakt worden?
୩୪“ନୁନ୍‌ ଗଟେକ୍‌ ବଡିଆ ଦିନ୍‌ସୁ । ନୁନ୍‌ ଜଦି ନୁନ୍‌ ପାରା କରିଆ ନ ଅଇଲେ ସେଟା ଆରିତରେକ୍‌ କେନ୍ତି ନୁନ୍‌ପାରା କରିଅଇସି ।
35 Het is noch tot het land, noch tot den mesthoop bekwaam; men werpt het weg. Wie oren heeft, om te horen, die hore.
୩୫ସେଟା ମାଟି କି କତ୍‌ କର୍‌ବାକେ ମିସା କାମେ ନ ଆସେ । ସେଟା ପିଙ୍ଗି ଦେବାର୍‌ସେ ଅଇସି । ଜାକେ ସୁନ୍‌ଲାପାରା କାନ୍‌ ଆଚେ ସେ ସୁନ ।”

< Lukas 14 >