< Jakobus 5 >
1 Welaan nu, gij rijken, weent en huilt over uw ellendigheden, die over u komen.
୧ଏ ସାଉକାର୍ ଲକ୍ମନ୍, ମର୍କାତା ସୁନା । ତମ୍କେ ଜନ୍ ଦୁକ୍କସ୍ଟ ଆଇଲାନି, ସେଟାର୍ ପାଇ ମାରିଚପିଅଇ କାନ୍ଦା ।
2 Uw rijkdom is verrot, en uw klederen zijn van de motten gegeten geworden;
୨ତମର୍ ଦନ୍ସଁପତି କୁଇଗାଲାନି ଆରି ନିକନିକ ବସ୍ତର୍ମନ୍ ଅଲ୍ମା କାଇଲାନି ।
3 Uw goud en zilver is verroest; en hun roest zal u zijn tot een getuigenis, en zal uw vlees als een vuur verteren; gij hebt schatten vergaderd in de laatste dagen.
୩ତମର୍ ସୁନାରୁପା ଚିଲମ୍ ଦାର୍ଲାନି ଆରି ଏ ଚିଲମ୍ ଦାର୍ଲାଟାକେ ନେଇକରି ପର୍ମେସର୍ ତମ୍କେ ଦସି କର୍ସି । ଆରି ଜଇଟାନେ ପଡ୍ଲେ ଜେନ୍ତି ଗାଗଡ୍ ନସ୍ସି, ସେନ୍ତି ତମର୍ ଗାଗଡ୍ ସେ କୁରୁପ୍ନାସ୍ କର୍ସି । ଏ ଜୁଗ୍ ସାର୍ବାକେ ଜାଇତେରଇଲେ ମିସା ତମେ ସବୁଲକ୍ ଦନ୍ସଁପତି ଟୁଲିଆଇଲାସ୍ନି ।
4 Ziet, het loon der werklieden, die uw landen gemaaid hebben, welke van u verkort is, roept; en het geschrei dergenen, die geoogst hebben, is gekomen tot in de oren van den Heere Sebaoth.
୪ତମର୍ ଜମିବାଡିଲଗେ କାମ୍କର୍ବା ବୁତିଆର୍ମନ୍କେ ବୁତି ଦିଆସ୍ ନାଇ । ତାର୍ ବାଦୁଲେ ସେମନ୍କେ ନାଡାଇ ଆଚାସ୍ । ସୁନା, ସେମନର୍ ବୁତି ତମର୍ ବିରୁଦେ କାନ୍ଦ୍ଲାପାରା ସୁନିଅଇଲାନି । ସେମନର୍ କାନ୍ଦ୍ବାଟା ସବୁର୍ଟାନେଅନି ବପୁ ରଇବା ମାପ୍ରୁ, ସୁନ୍ଲା ଆଚେ ।
5 Gij hebt lekkerlijk geleefd op de aarde, en wellusten gevolgd; gij hebt uw harten gevoed als in een dag der slachting.
୫ଏ ଜଗତେ ତମେ ସାଇସାର୍ଦା ସଙ୍ଗ୍ ଜିଇଲାସ୍ନି । ଜାଇଟା ମନ୍ କଲେ, ସେଟା କଲାସ୍ନି । ମାତର୍ ପର୍ମେସରର୍ ଡଣ୍ଡର୍ ଦିନ୍ ଦାପ୍ରେ ଆଇଲାନି ।
6 Gij hebt veroordeeld, gij hebt gedood den rechtvaardige; en hij wederstaat u niet.
୬ତମେ ଦସ୍ ନ କଲା ଲକ୍ମନ୍କେ ଦସି ବଲିକରି ମାରି ମରାଇଆଚାସ୍ । ଏଲେମିସା ସେମନ୍ ତମ୍କେ ଅଟ୍କାଅତ୍ ନାଇ ।
7 Zo zijt dan lankmoedig, broeders, tot de toekomst des Heeren. Ziet, de landman verwacht de kostelijke vrucht des lands, lankmoedig zijnde over dezelve, totdat het den vroegen en spaden regen zal hebben ontvangen.
୭ଏ ମର୍ ବାଇବଇନିମନ୍, ମାପ୍ରୁ ଆରିତରେକ୍ ଆଇବାଜାକ ମୁର୍ଚିକରି ରୁଆ । ଚାସିମନର୍ ବିସଇ ଚିନ୍ତାକରିଦେକା, ତାକର୍ ଜମିଅନି ନିକ ପସଲ୍ ମିଲ୍ବା ଜାକ ସେମନ୍ ଜାଗିକରି ରଇବାଇ । ଜେନ୍ତିକି ମାଟିବିଜାଇବାକେ ପର୍ତୁମର୍ ବରିସା ଆରି ନିଙ୍ଗ୍ବାପାଚ୍ବା ବେଲର୍ ସାରାସାରି ବର୍ସାକେ ମୁର୍ଚିକରି ଜାଗି ରଇବାଇ ।
8 Weest gij ook lankmoedig, versterkt uw harten; want de toekomst des Heeren genaakt.
୮ସେ ରକାମ୍ ତମେମନ୍ ମିସା ମୁର୍ଚି ଜାଗିରୁଆ । ତମର୍ ମନ୍ ଡାଁଟ୍କରି ରୁଆ, କାଇକେବଇଲେ ମାପ୍ରୁ ଆଇବା ଦିନ୍ ଲଗେ କେଟିଆଇଲାନି ।
9 Zucht niet tegen elkander, broeders, opdat gij niet veroordeeld wordt; ziet, de Rechter staat voor de deur.
୯ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ ଦସ୍ ଦାରାଦାରି ଉଆ ନାଇ । ସେନ୍ତିଆଲେ ମାପ୍ରୁ ତମ୍କେ ବିଚାର୍ ନ କରେ । ଦେକା ବଡ୍ ବିଚାର୍କାରିଆ ଲଗେ ଆଚେ ।
10 Mijn broeders, neemt tot een voorbeeld des lijdens, en der lankmoedigheid de profeten, die in den Naam des Heeren gesproken hebben.
୧୦ମର୍ ବାଇବଇନିମନ୍, ଜନ୍ ବବିସତ୍ବକ୍ତାମନ୍ ମାପ୍ରୁର୍ ନାଉଁ ଦାରି କାତାଦେଇ ରଇଲାଇ, ସେମନ୍କେ ଏତାଆ । ଦୁକ୍କସ୍ଟ ଆଇଲାବେଲେ । ସେମନ୍ ମୁର୍ଚିକରି ରଇଲାଇ । ତମେମିସା ସେନ୍ତାରି ଅଇକରି ମନେ ଏତାଆ ।
11 Ziet, wij houden hen gelukzalig, die verdragen; gij hebt de verdraagzaamheid van Job gehoord, en gij hebt het einde des Heeren gezien, dat de Heere zeer barmhartig is en een Ontfermer.
୧୧ସେମନ୍ ମୁର୍ଚିକରି ରଇଲାର୍ପାଇ ବଲି କେଡେକରମର୍ ଲକ୍ ବଲି କଇଲୁନି । ସେନ୍ତାରିସେ ଆୟୁବ୍ ବେସି ଦିନ୍ଜାକ ମୁର୍ଚିକରି ରଇଲାଟା ତମେ ସୁନି ଆଚାସ୍ । ସାରାସାରି ପଚେ ମାପ୍ରୁ ଜନ୍ରକାମ୍ ତାକେ ବାଉଡାଇଦେଲାଟା ଜାନିଆଚାସ୍ । କାଇକେ ବଇଲେ ଆମର୍ ମାପ୍ରୁ ଦୟାକର୍ସି ଆରି ପୁରାପୁରୁନ୍ କଲିକରମ୍ ଦେକ୍ବା ମାପ୍ରୁ ।
12 Doch voor alle dingen, mijn broeders, zweert niet, noch bij den hemel, noch bij de aarde, noch enigen anderen eed; maar uw ja, zij ja, en het neen, neen; opdat gij in geen oordeel valt.
୧୨ଏ ମର୍ ବାଇବଇନିମନ୍, ତମେ କାତା ଦେଲା ବେଲେ ରାନ୍ ନିୟମ୍ ପାକାଆ ନାଇ । ସରଗର୍ କି ଏ ଜଗତର୍ ନାଉଁ ଦାରିକରି କାଇ ବିସଇ ରାନ୍ ପାକାଆ ନାଇ । ତମର୍ ଅଇବା କାତାଆଲେ “ଉଁ” ଆରି, ନ ଅଇବା କାତା ଆଲେ “ନାଇ” ବଲିକୁଆ । ସେନ୍ତାର୍ ରଇଲେ, ତମେ ପର୍ମେସରର୍ ବିଚାର୍ନାଟାନେ ଡଣ୍ତ୍ ନ ପାଆସ୍ ।
13 Is iemand onder u in lijden? Dat hij bidde. Is iemand goedsmoeds? Dat hij psalmzinge.
୧୩ତମର୍ ବିତ୍ରେ କେ ଜଦି ଦୁକ୍ ଜଞ୍ଜାଲେ ରଇଲେ, ସେ ପାର୍ତନା କର । କେ ଜଦି ସାର୍ଦାସଙ୍ଗ୍ ଆଚେ ବଇଲେ, ସେ ପର୍ମେସରର୍ ଡାକ୍ପୁଟାର୍ ଗିତ୍ ଗାଅ ।
14 Is iemand krank onder u? Dat hij tot zich roepe de ouderlingen der Gemeente, en dat zij over hem bidden, hem zalvende met olie in den Naam des Heeren.
୧୪କେ ଜଦି ଜର୍ଦୁକା ଅଇ ରଇଲେ ସେ ମଣ୍ଡଲିର୍ ପାର୍ଚିନ୍ମନ୍କେ ଡାକାଆ, ସେମନ୍ ମାପ୍ରୁର୍ ନାଉଁଦାରି ଚିକନ୍ ରକଇ କରି ତାକେ ଲାଗାଇ, ପାର୍ତନା କର୍ବାଇ ।
15 En het gebed des geloofs zal den zieke behouden, en de Heere zal hem oprichten, en zo hij zonden gedaan zal hebben, het zal hem vergeven worden.
୧୫ବିସ୍ବାସ୍ ସଙ୍ଗ୍ ସରପ୍ଲା ପାର୍ତନା ଜରର୍ ଲକ୍କେ ନିମାନ୍ କରି ଉଟାଇସି । ଜଦିସେ ପାପ୍କରି ରଇସି ବଇଲେ ମାପ୍ରୁ ତାକେ କେମା କର୍ସି । ନିଜର୍ ନିଜର୍ ଲଗେ ପାପ୍ କଲାଟା ଜାନାଆ ଆରି ନିଜର୍ ନିଜର୍ ପାଇ ପାର୍ତନା କରା । ସେନ୍ତାର୍ କଲେ, ତମେ ନିକ ଅଇସା ।
16 Belijdt elkander de misdaden, en bidt voor elkander, opdat gij gezond wordt; een krachtig gebed des rechtvaardigen vermag veel.
୧୬ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
17 Elias was een mens van gelijke bewegingen als wij; en hij bad een gebed, dat het niet zou regenen; en het regende niet op de aarde in drie jaren en zes maanden.
୧୭ଏଲିଅର୍ ବିସଇ ବାବିଦେକା, ସେ ମିସା ଆମର୍ ପାରାସେ ରଇଲା । ପୁର୍ବେ ଇସ୍ରାଏଲ୍ ଦେସେ ପାନି ନ ମାର ବଲି ସେ ମନ୍ଦିଆନ୍ ଦେଇ ପାର୍ତନା କର୍ତେରଇଲା । ସେଟାର୍ପାଇ ସେ ଦେସେ ତିନ୍ ବରସ୍ ଚ ମାସ୍ ଜାକ ପାନି ମାରେ ନାଇ ।
18 En hij bad wederom, en de hemel gaf regen, en de aarde bracht haar vrucht voort.
୧୮ଆରି ତରେକ୍ ପାନି ମାର ବଲି ପାର୍ତନା କଲାକେ ବାଦ୍ଲେଅନି ପାନି ମାର୍ଲା । ତେବର୍ପାଇ ଜମିଟାନେ ତାସ୍ ଅଇଲା ।
19 Broeders, indien iemand onder u van de waarheid is afgedwaald, en hem iemand bekeert,
୧୯ଏ ମର୍ ବାଇବଇନିମନ୍ ତମର୍ ବିତ୍ରେ ଜଦି କେ ସତ୍ ବାଟ୍ ଚାଡିକରି ବିନ୍ ବିନ୍ ବାଟେ ଗାଲେ, ତାକେ କେ ଆଲେ ଜାଇ ବାଉଡାଇ ଆନ୍ଲେ,
20 Die wete, dat degene, die een zondaar van de dwaling zijns wegs bekeert, een ziel van den dood zal behouden, en menigte der zonden zal bedekken.
୨୦ଏତାଇରୁଆଜେ, କେ ଜଦି, ଗଟେକ୍ ପାପିକେ ବୁଲ୍ବାଟେଅନି ବାଉଡାଇ ଆନ୍ସି, ସେ ତାକେ ମରନେଅନି ରକିଆ କର୍ସି । ଆରି ସେ ଲକର୍ ଜବର୍ ପାପ୍ ରଇଲେ ମିସା ତାକେ କେମା ଅଇସି ।