< Handelingen 4 >

1 En terwijl zij tot het volk spraken, kwamen daarover tot hen de priesters, en de hoofdman des tempels, en de Sadduceen;
ପିତର୍‌ ଆରି ଜଅନ୍‌ ଲକ୍‌ମନ୍‌କେ ଏନ୍ତି ସିକିଆ ଦେଇତେ ରଇଲା ବେଲେ ମନ୍ଦିରର୍‌ କେତେଟା ପୁଜାରି ଆରି ଜାଗୁଆଲ୍‌ମନର୍‌ ସେନାପତି ଆରି କେତେଟା ସାଦୁକିମନ୍‌ ଆସି କେଟ୍‌ଲାଇ ।
2 Zeer ontevreden zijnde, omdat zij het volk leerden, en verkondigden in Jezus de opstanding uit de doden.
ସେମନ୍‌ ରିସା ଅଇଗାଲାଇ କାଇକେ ବଇଲେ ପେରିତ୍‌ ସିସ୍‌ ଦୁଇଲକ୍‌ ଜିସୁ ମଲାତେଇଅନି ଉଟ୍‌ଲା ଆଚେ ବଲି ସିକାଇତେରଇଲାଇ । ଏନ୍ତି ସିକାଇଲେସରି ଲକ୍‌ମନ୍‌ ମଲାଟାନେଅନି ଉଟ୍‌ବାଇବଲି ପର୍‌ମାନ୍‌ କର୍‌ତେ ରଇଲାଇ ।
3 En zij sloegen de handen aan hen, en zetten ze in bewaring tot den anderen dag; want het was nu avond.
ସେଟାର୍‌ପାଇ ସେ ଦୁଇଟା ପେରିତ୍‌ ସିସ୍‌ମନ୍‌କେ ଦାରି ବାନ୍ଦ୍‌ଲାଇ । ଆରି ସେ ଦିନେ ବେସି ଅଲ୍‌ସମ୍‌ ଅଇଜାଇରଇଲାକେ ଆର୍‌କର୍‌ ଦିନ୍‌ ଜାକ ବନ୍ଦିଗରେ ରକିରଇଲାଇ ।
4 En velen van degenen, die het woord gehoord hadden, geloofden; en het getal der mannen werd omtrent vijf duizend.
ମାତର୍‌ ବେସି ଲକ୍‌ ସେମନର୍‌ ସିକିଆ ସୁନିକରି ବିସ୍‌ବାସ୍‌ କଲାଇ, ଆରି ତାକର୍‌ ବିତ୍‌ରେଅନି ମୁନୁସ୍‌ପିଲା ସେ ଅଦିକ୍‌ ଅଇକରି ପାକାପାକି ପାଁଚ୍‌ଅଜାର୍‌ ଅଇଲାଇ ।
5 En het geschiedde des anderen daags, dat hun oversten en ouderlingen en Schriftgeleerden te Jeruzalem vergaderden;
ତାର୍‌ ଆର୍‌କର୍‌ ଦିନେ ଜିଉଦି ନେତାମନ୍‌, ଆରି ପାର୍‌ଚିନ୍‌ମନ୍‌ ଆରି ନିୟମ୍‌ ସିକାଉମନ୍‌ ଜିରୁସାଲମେ ରୁଣ୍ଡ୍‌ଲାଇ ।
6 En Annas, de hogepriester, en Kajafas, en Johannes, en Alexander, en zovele er van het hogepriesterlijk geslacht waren.
ସେମନର୍‌ ବିତ୍‌ରେ ବଡ୍‌ପୁଜାରି ଆନାନ୍‌, କାୟାପା, ଜଅନ୍‌, ଆଲେକ୍‌ଜାଣ୍ଡାର୍‌ ଆରି ବଡ୍‌ ପୁଜାରିର୍‌ କୁଟୁମେ ରଇବା ବିନ୍‌ ଲକ୍‌ମନ୍‌ ମିସ୍‌ଲାଇ ।
7 En als zij hen in het midden gesteld hadden, vraagden zij: Door wat kracht, of door wat naam hebt gijlieden dit gedaan?
ପେରିତ୍‌ମନ୍‌କେ ସେମନର୍‌ ମୁଆଟେ ଡାକାଇ ପାଚାର୍‌ଲାଇ, “ତମେ ଏଟା ସବୁ କେନ୍ତାର୍‌ କଲାସ୍‌ନି? କାର୍‌ ବପୁସଙ୍ଗ୍‍ ନଇଲେ କାର୍‌ ନାଉଁଦାରି ଏଟା କଲାସ୍‌ନି?”
8 Toen zeide Petrus, vervuld zijnde met den Heiligen Geest, tot hen: Gij oversten des volks, en gij ouderlingen van Israel!
ସେଟାର୍‌ପାଇ ପିତର୍‌ ସୁକଲ୍‌ଆତ୍‌ମାଇ ପୁରାପୁରୁନ୍‌ ଅଇ ସେମନ୍‌କେ କଇଲା, “ତମେ ଜେ କି ଆମର୍‌ ସାସନ୍‌କାରିଆମନ୍‌ ଆରି ପାର୍‌ଚିନ୍‌ମନ୍‌!
9 Alzo wij heden rechterlijk onderzocht worden over de weldaad aan een krank mens geschied, waardoor hij gezond geworden is;
ଜଦି ଆଜି ଏ ଚଟାର୍‌ ପାଇ କରିରଇଲା ନିମାନ୍‌ କାମର୍‌ଲାଗି ଆମ୍‌କେ ପର୍‌ସନ୍‌ କଲାସ୍‌ନି ଆରି ସେ କେନ୍ତାର୍‌ ନିମାନ୍‌ ଅଇଲା ବଲି ଜାନ୍‌ବାକେ ମନ୍‌ କଲାସ୍‌ନି,
10 Zo zij u allen kennelijk, en het ganse volk Israel, dat door den Naam van Jezus Christus, den Nazarener, Dien gij gekruist hebt, Welken God van de doden heeft opgewekt, door Hem, zeg ik, staat deze hier voor u gezond.
୧୦ତେବେ ତମେ ଆରି ଇସ୍‌ରାଏଲର୍‌ ସବୁ ଲକ୍‌ ଜାନ୍‌ବାର୍‌ ଦର୍‌କାର୍‌ ଜେ, ତମର୍‌ ମୁଆଟେ ଟିଆଅଇରଇଲା ଏ ଲକ୍‌ ଅବ୍‌କା ନାଜ୍‌ରିତ୍‌ ଗଡର୍‌ ଜିସୁକିରିସ୍‌ଟର୍‌ ବପୁସଙ୍ଗ୍‍ ପୁରାପୁରୁନ୍‌ ନିମାନ୍‌ ଅଇଲା ଆଚେ । ସେ ଜିସୁକେ ତମେ କୁର୍‌ସେ ମରାଇଲାସ୍‌ । ମାତର୍‌ ପର୍‌ମେସର୍‌ ତାକେ ମଲାତେଇଅନି ଆରି ତରେକ୍‌ ଉଟାଇଲା ଆଚେ ।”
11 Deze is de Steen, Die van u, de bouwlieden, veracht is, Welke tot een hoofd des hoeks geworden is.
୧୧ଜିସୁର୍‌ ବିସଇ ଦରମ୍‌ ସାସ୍‌ତରେ ଲେକା ଅଇଲାଆଚେ, ଗର୍‌ ତିଆର୍‌କରୁମନ୍‌ ଜନ୍‌ ପାକ୍‌ନା ନଏଁ ବଲି ପିଙ୍ଗିଦେଇ ରଇଲାଇ, ସେଟାସେ କନର୍‌ ମୁକିଅ ପାକ୍‌ନା ଅଇଲା ।
12 En de zaligheid is in geen Anderen; want er is ook onder den hemel geen andere Naam, Die onder de mensen gegeven is, door Welken wij moeten zalig worden.
୧୨ସେ ଆକା ଆମ୍‌କେ ମୁକ୍‌ତି ଦେଇସି । ଗୁଲାଇ ଜଗତର୍‌ପାଇ ପର୍‌ମେସର୍‌ ତାକେସେ ଦେଲା ଆଚେ । ଜେ କି ଆମ୍‌କେ ରକିଆ କର୍‌ସି ।
13 Zij nu, ziende de vrijmoedigheid van Petrus en Johannes, en vernemende, dat zij ongeleerde en slechte mensen waren, verwonderden zich, en kenden hen, dat zij met Jezus geweest waren.
୧୩ବଡ୍‌ସବାର୍‌ ଲକ୍‌ମନ୍‌ ପିତର୍‌ ଆରି ଜଅନର୍‌ ସାଆସ୍‌ ଦେକି କାବା ଅଇଗାଲାଇ । ସେମନ୍‌ ପାଟ୍‌ସାଟ୍‌ ନ ପଡି ଅବ୍‌କା ଲକ୍‌ମନ୍‌ସେ ବଲି ଜାନିରଇଲାଇ । ଆରି ସେମନ୍‌ ଦୁଇ ଲକ୍‌ ଜିସୁର୍‌ ସଙ୍ଗ୍‍ ରଇଲାଇ ବଲି ଚିନିରଇଲାଇ ।
14 En ziende den mens bij hen staan, die genezen was, hadden zij niets daartegen te zeggen.
୧୪ମାତର୍‌ ତାକର୍‌ ବିରୁଦେ କାଇବଲି କଇନାପାର୍‌ଲାଇ, କାଇକେ ବଇଲେ ନିମାନ୍‌ ଅଇଲା ଲକ୍‌କେ ପିତର୍‌ ଆରି ଜଅନ୍‍ସଙ୍ଗ୍‍ ଟିଆଅଇରଇଲାଟା ଦେକ୍‌ଲାଇ ।
15 En hun geboden hebbende uit te gaan buiten den raad, overlegden zij met elkander,
୧୫ସେଟାର୍‌ ପାଇ ସେମନ୍‌ ସିସ୍‌ମନ୍‌କେ ସେ ସବାଇଅନି ବାର୍‌କରାଇଦେଇକରି ତାକର୍‌ ତାକର୍‌ ବିତ୍‌ରେ କାତାବାର୍‌ତା ଅଇବାର୍‌ ଦାର୍‌ଲାଇ ।
16 Zeggende: Wat zullen wij dezen mensen doen? Want dat er een bekend teken door hen geschied is, is openbaar aan allen, die te Jeruzalem wonen, en wij kunnen het niet loochenen.
୧୬ସେମନ୍‌ କାତା ଅଇଲାଇ, “ଆମେ ଏମନ୍‌କେ କାଇଟା କରୁ? ଏମନ୍‌ କରିରଇବା ଏ କାବା ଅଇଜିବା କାମ୍‌ ବିସଇ ଜିରୁସାଲମର୍‌ ସବୁ ଲକ୍‌ ଜାନିଗାଲାଇ ଆଚତ୍‌ । ଏ ସତ୍‌ ଗଟେନାଇ କି ନାଜାନୁ ବଲି କଇ ନାପାରୁ ।
17 Maar opdat het niet meer en meer onder het volk verspreid worde, laat ons hen scherpelijk dreigen, dat zij niet meer tot enig mens in dezen Naam spreken.
୧୭ମାତର୍‌ ଏ କାତା ଲକ୍‌ମନର୍‌ ବିତ୍‌ରେ ଆରି ଅଦିକ୍‌ ଉଡ୍‌ରା ଅଇ ନ ଜାଅ, ଜିସୁର୍‌ ବିସଇ ଆରି କେବେ କାର୍‌ ମୁଆଟେ ନ କଇବାକେ ସେମନ୍‌କେ ଆମେ ଡାଟ୍‌ ସଙ୍ଗ୍‍ ଜାଗ୍‍ରତ୍‌ କରାଇଦେଉଁ ।”
18 En als zij hen geroepen hadden, zeiden zij hun aan, dat zij ganselijk niet zouden spreken, noch leren, in den Naam van Jezus.
୧୮ସେଟାର୍‌ ପାଇ ସେମନ୍‌ ପିତର୍‌ ଆରି ଜଅନ୍‌କେ ଆରି ତରେକ୍‌ ବିତ୍‌ରେ ଡାକ୍‌ଲାଇ । ଆରି କେବେମିସା ଜିସୁର୍‌ ନାଉଁ ଦାରି କାଇମିସା କାତା ନ କଇବାକେ ଆରି ସିକିଆ ନ ଦେବାକେ ଜାଗ୍‍ରତ୍‌ କରାଇଦେଲାଇ ।
19 Maar Petrus en Johannes, antwoordende, zeiden tot hen: Oordeelt gij, of het recht is voor God, ulieden meer te horen dan God.
୧୯ମାତର୍‌ ପିତର୍‌ ଆରି ଜଅନ୍‌ କଇଲାଇ, “ତମର୍‌ ବାଦିଅ ଅଇବୁ, କି ପରମେସରର୍‌ ବାଦିଅ ଅଇବୁ, କନ୍‌ ବିସଇ ପରମେସରର୍‌ ମୁଆଟେ ଟିକ୍‌ ସେଟା ତମେ ବିଚାର୍‌ କରା ।
20 Want wij kunnen niet laten te spreken, hetgeen wij gezien en gehoord hebben.
୨୦କାଇକେ ବଇଲେ ଆମେ ଜାଇଟା ଦେକ୍‌ଲୁ ଆଚୁ ଆରି ସୁନ୍‌ଲୁ ଆଚୁ ସେଟା ନ କଇକରି ରଇନାପାରୁ ।”
21 Maar zij dreigden hen nog meer, en lieten ze gaan, niets vindende, hoe zij hen straffen zouden, om des volks wil; want zij verheerlijkten allen God over hetgeen er geschied was.
୨୧ମାତର୍‌ ବଡ୍‌ସବାର୍‌ ଲକ୍‌ ଆରି ଡାଟ୍‌ସଙ୍ଗ୍‍ ସେମନ୍‌କେ ଦମ୍‌କାଇକରି ଚାଡି ଦେଲାଇ । ସେମନ୍‌କେ ଡଣ୍ଡ୍‌ଦେବାଟା କସ୍‌ଟ ବଲି ସେମନ୍‌ ଜାନିପାର୍‌ଲାଇ । କାଇକେ ବଇଲେ ସେ କାବାଅଇଜିବା କାମର୍‌ ଲାଗି ଲକ୍‌ମନ୍‌ ପର୍‌ମେସର୍‌କେ ଜୁଆର୍‌ କର୍‌ତେ ରଇଲାଇ ।
22 Want de mens was meer dan veertig jaren oud, aan welken dit teken der genezing geschied was.
୨୨ଜନ୍‌ ଲକ୍‌ କାବା ଅଇଜିବା କାମର୍‌ଲାଗି ନିମାନ୍‌ ଅଇରଇଲା, ତାକେ ଚାଲିସ୍‌ ବରସେଅନି ଅଦିକ୍‌ ଅଇରଇଲା ।
23 En zij, losgelaten zijnde, kwamen tot de hunnen, en verkondigden al wat de overpriesters en de ouderlingen tot hen gezegd hadden.
୨୩ପିତର୍‌ ଆରି ଜଅନ୍‌ ମୁକଲ୍‌ଲା ଦାପ୍‌ରେ ନିଜର୍‌ ଦଲେ ବାଉଡିଗାଲାଇ ଆରି ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନ୍‌ ଜାଇଟା କଇରଇଲାଇ, ସେଟା ସେମନ୍‌କେ ଜାନାଇଲାଇ ।
24 En als dezen dat hoorden, hieven zij eendrachtelijk hun stem op tot God, en zeiden: Heere! Gij zijt de God, Die gemaakt hebt den hemel, en de aarde, en de zee, en alle dingen, die in dezelve zijn.
୨୪ବିସ୍‌ବାସିମନ୍‌ ସବୁ କାତା ସୁନ୍‌ଲା ପଚେ ଗଟେକ୍‌ ଅଇ ପର୍‌ମେସର୍‌କେ ଏ ପାର୍‌ତନା କଲାଇ, ଏ ମାପ୍‌ରୁ! ସରଗ୍‌, ଦର୍‌ତନି, ସମ୍‌ଦୁର୍‌ ଆରି ତେଇ ରଇବା ସବୁ ବିସଇ ତମେସେ ତିଆର୍‌ କଲାସ୍‌!
25 Die door den mond van David Uw knecht, gezegd hebt: Waarom woeden de heidenen, en hebben de volken ijdele dingen bedacht?
୨୫ତମେ ସୁକଲ୍‌ ଆତ୍‌ମାଇଅନି ଆମର୍‌ ଆନିଦାଦିମନର୍‌ ଆରି ତମର୍‌ ଦାଙ୍ଗ୍‌ଡା ଦାଉଦର୍‌ ଟଣ୍ଡେଅନି ଏ କାତା ସୁନାଇ ରଇଲାସ୍‌ । ସେ କଇରଇଲା, ଜିଉଦି ନଇଲା ଲକ୍‌ମନ୍‌ କାଇକେ ରିସା ଅଇଲାଇ? ଲକ୍‌ମନ୍‌ କାଇକେ ଚୁଚାଇ ସଡ୍‌ଜଁତର୍‌ କଲାଇ?
26 De koningen der aarde zijn te zamen opgestaan, en de oversten zijn bijeenvergaderd tegen den Heere, en tegen Zijn Gezalfde.
୨୬ମାପ୍‌ରୁର୍‌ ବିରଦେ ଆରି ତାକର ମସିଆର୍‌ ବିରଦେ ଜଗତର୍‌ ରାଜାମନ୍‌ ଆରି ସାସନ୍‌କାରିଆମନ୍‌ ଜୁଜ୍‌ବାକେ ନିଜ୍‌କେ ତିଆର୍‌ ଅଇ ରୁଣ୍ଡ୍‌ଲାଇ ।
27 Want in der waarheid zijn vergaderd tegen Uw heilig Kind Jezus, Welken Gij gezalfd hebt, beiden Herodes en Pontius Pilatus, met de heidenen en de volken Israels;
୨୭କାଇକେବଇଲେ ଏ ନଅରେ ଏରଦ୍‌ ଆରି ପନ୍ତିୟ ପିଲାତ୍‌ ଇସ୍‌ରାଏଲିୟମନର୍‌ ସଙ୍ଗ୍‍ ଆରି ଜିଉଦି ନ ଅଇରଇବା ଲକର୍‌ସଙ୍ଗ୍‍ ମିସି ଜିସୁର୍‌ ବିରଦେ ଜଜ୍‌ନା କଲାଇ । ସେ ସେ ତମର୍‌ ସୁକଲ୍‌ ଦାଙ୍ଗ୍‌ଡା ଆରି ତମେ ବାଚ୍‌ଲା ମସିଅ ।
28 Om te doen al wat Uw hand en Uw raad te voren bepaald had, dat geschieden zou.
୨୮ତମର୍‌ ବପୁ ଆରି ମନ୍‌ କଲାଟା ଇସାବେ ଜାଇଟା ସବୁ ଗଟାଇବାପାଇ ତମେ ଟିକ୍‌ କରି ରଇଲାସ୍‌, ସେମନ୍‌ ଗଟେକ୍‌ ଅଇ ସେ ସବୁ କର୍‌ବାକେ ଲାଗିପଡ୍‌ଲାଇ ।
29 En nu dan, Heere, zie op hun dreigingen, en geef Uw dienstknechten met alle vrijmoedigheid Uw woord te spreken;
୨୯“ଏ ମାପ୍‌ରୁ, ସେମନ୍‌ ଆମ୍‌କେ ଜନ୍‌ ଦମକ୍‌ ଦେଲାଇ ଆଚତ୍‌ ସେ ବିସଇ ସୁନା ଆରି ନ ଡର୍‌ତେ ତମର୍‌ କାତା ଜାନାଇବାକେ ତମର୍‌ ଏ ଦାଙ୍ଗ୍‌ଡାମନ୍‌କେ ଡାଟ୍‌ କରା ।
30 Daarin, dat Gij Uw hand uitstrekt tot genezing, en dat tekenen en wonderen geschieden door den Naam van Uw heilig Kind Jezus.
୩୦ନିମାନ୍‌ କର୍‌ବାକେ ତମର୍‌ ଆତ୍‌ ଲାମାଆ ଆରି ତମର୍‌ ସୁକଲ୍‌ ଦାଙ୍ଗ୍‌ଡା ଜିସୁର୍‌ ନାଏଁ ନ ଅଇବା କାମ୍‌ ଆରି କାବା ଅଇଜିବା କାମ୍‌ମନ୍‌ ସାଦନ୍‌ କରାଆ ।”
31 En als zij gebeden hadden, werd de plaats, in welke zij vergaderd waren, bewogen. En zij werden allen vervuld met den Heiligen Geest, en spraken het Woord Gods met vrijmoedigheid.
୩୧ସେମନ୍‌ ପାର୍‌ତନା କରିସାରାଇଲା ପଚେ ଜନ୍‌ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍‌ବୁଲିଗାଲା । ସେମନ୍‌ ସବୁ ସୁକଲ୍‌ଆତ୍‌ମାଇ ପୁରାପୁରୁନ୍‌ ଅଇଲା । ଆରି ନ ଡର୍‌ତେ ପର୍‌ମେସରର୍‌ କାତା ଜାନାଇବାର୍‌ ଦାର୍‌ଲାଇ ।
32 En de menigte van degenen, die geloofden, was een hart en een ziel; en niemand zeide, dat iets van hetgeen hij had, zijn eigen ware, maar alle dingen waren hun gemeen.
୩୨ସବୁ ବିସ୍‌ବାସିମନ୍‌ ଗଟେକ୍‌ ବିସଇ ଚିନ୍ତା କରି ମନ୍‌ କଲାଇ । କେ ମିସା ନିଜର୍‌ ସଁମ୍‌ପତି ନିଜର୍‌ ବଲି ଦାବି ନ କର୍‌ତେ ରଇଲାଇ । ତାକର୍‌ଟାନେ ଜେତ୍‌କି ରଇଲା ସେଟା ସବୁଲକ୍‌ ସମାନ୍‌ କରି ବାଟାସାଟା କର୍‌ତେ ରଇଲାଇ ।
33 En de apostelen gaven met grote kracht getuigenis van de opstanding van den Heere Jezus; en er was grote genade over hen allen.
୩୩ପେରିତ୍‌ ସିସ୍‌ମନ୍‌ ବପୁସଙ୍ଗ୍‍ ସାକି ଦେବାର୍‌ ଦାର୍‌ଲାଇ । ପର୍‌ମେସର୍‌ ମାପ୍‌ରୁ ଜିସୁକେ କେନ୍ତିକରି ମଲାଟାନେଅନି ଉଟାଇଲା ବଲି । ଆରି ପର୍‌ମେସର୍‌ ସବୁ ବିସ୍‌ବାସିମନ୍‌କେ ଅଦିକ୍‌ ଅଦିକ୍‌ ଜିବନ୍‌ ଦୁକାଇଲା ।
34 Want er was ook niemand onder hen, die gebrek had; want zovelen als er bezitters waren van landen of huizen, die verkochten zij, en brachten den prijs der verkochte goederen, en legden dien aan de voeten der apostelen.
୩୪ତାକର୍‌ ଦଲେ ଜିଇବା କାଇବାକେ କାକେ ମିସା ଅବାବ୍‌ ନ ରଇଲା । ଜନ୍‌ ଲକ୍‌ମନ୍‌କେ ଗର୍‌ ଆରି ଜମିରଇଲା, ସେମନ୍‌ ସେଟା ବିକିକରି ଡାବୁ ଆନି,
35 En aan een iegelijk werd uitgedeeld, naar dat elk van node had.
୩୫ପେରିତ୍‌ମନ୍‌କେ ସର୍‌ପିଦେଇରଇଲା । ସେ ଡାବୁ, ପେରିତ୍‌ ମନ୍‌ ଅବାବେ ରଇଲା ଲକ୍‌ମନ୍‌କେ ବାଟାକରି ଦେଇତେରଇଲାଇ ।
36 En Joses, van de apostelen toegenaamd Barnabas (hetwelk is, overgezet zijnde, een zoon der vertroosting), een Leviet, van geboorte uit Cyprus,
୩୬ସାଇପରସ୍‌ ନାଉଁର୍‌ ଗଟେକ୍‌ ଜାଗାଇ ଜନମ୍‌ କରିରଇବା ଲେବି କୁଟୁମର୍‌ ଜସେପ୍‌, ଜାକେ ପେରିତ୍‌ ସିସ୍‌ମନ୍‌ ବର୍‌ନବା ବଲି ନାଉଁ ଦେଇ ରଇଲାଇ । ବର୍‌ନବାର୍‌ ଅରତ୍‌ ଦୁକ୍‌ ସାରାଇବା ପିଲା । ସେ ତାର୍‌ ଜମି ବିକ୍‌ଲା ଆରି
37 Alzo hij een akker had, verkocht dien, en bracht het geld, en legde het aan de voeten der apostelen.
୩୭ଡାବୁ ପେରିତ୍‌ ସିସ୍‌ମନ୍‌କେ ସର୍‌ପିଦେଲା ।

< Handelingen 4 >